ବେଙ୍ଗ ମାଂସ ବିକୁଛନ୍ତି ସୁନ୍ଦରୀ ଝିଅମାନେ

Поділитися
Вставка
  • Опубліковано 23 вер 2023
  • ପ୍ରିୟ UA-cam ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

КОМЕНТАРІ • 1,5 тис.

  • @TGFunny-tapan
    @TGFunny-tapan 8 місяців тому +61

    କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି

  • @itssangramvlogs952
    @itssangramvlogs952 8 місяців тому +140

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.🩷

  • @bajuramsamad9009
    @bajuramsamad9009 8 місяців тому +64

    ମୟୁରଭଞ୍ଜ କପ୍ତିପଦା ବ୍ଲକ ରୁ କିଏ କିଏ ଦେଖୁଛ like👌କର.........

  • @borunsmi143
    @borunsmi143 8 місяців тому +11

    ଭାଇ ଆପଣଙ୍କୁ ଦୁର୍ଗନ୍ଧ ହେଉଛି କି ନାହିଁ ।
    ଧନ୍ୟବାଦ ଭାଇ👌👌👌

  • @RAM-KATIA
    @RAM-KATIA 8 місяців тому +520

    କିଏ କିଏ ଲବ ଭାଇ ର ଭିଡ଼ିଓ ପ୍ରତ୍ୟକ ଦିନ ଦେଖୁଛ ଏହି କମେଣ୍ଟ୍ ରେ ଗୋଟିଏ ଲାଇକ୍ କରନ୍ତୁ ଧନ୍ୟବାଦ୍

  • @ajaykumarsingh7524
    @ajaykumarsingh7524 8 місяців тому +191

    ଲବ ଭାଇ ର ହୃଦୟ ଖୋଲା ଆକାଶ ଭଳି... Proud of Adivaasi youth generation

  • @anusuyaswain3664
    @anusuyaswain3664 8 місяців тому +19

    କେତେ ନୂଆ ଜିନିଷ ଦେଖିବା ସହିତ କେତେ ନୂଆ କଥା ଜାଣି ହେଲା, ବହୁତ ଇଣ୍ଟ୍ରେଷ୍ଟିଙ୍ଗ୍ ଲାଗୁଛି । 👌ବଢ଼ଆ

  • @sorenbrother5681
    @sorenbrother5681 8 місяців тому +32

    ମୟୂରଭଞ୍ଜ ଉଦଳା ବ୍ଲକ ରୁ କେତେଜଣ ଲବ ଭାଇ ଙ୍କ video dekhucha🎉
    Like kara ❤❤❤

  • @sksidharthofficial3263
    @sksidharthofficial3263 8 місяців тому +1019

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

  • @karabaskeyofficial7034
    @karabaskeyofficial7034 8 місяців тому +150

    ମୟୂରଭଞ୍ଜ ଵିଜାତଳା ବ୍ଲକ ରୁ କେତେ ଜଣ ଲବ ଭାଇ କୁ ଭଲ ପାଅ comment କରି କୁହନ୍ତୁ ଜୟ ଜଗନ୍ନାଥ 🙏

  • @sudhirmpm7488
    @sudhirmpm7488 8 місяців тому +4

    Bhai ବହୁତ୍ ଖୁସି ହେଲି ତମେ ଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନାମ ନେଲ ❤❤❤❤❤❤❤❤❤❤❤❤❤❤❤

  • @prakashpatra4471
    @prakashpatra4471 3 місяці тому +1

    ବହୁତ ଭଲ ଲାଗିଲା ❤

  • @digarbabucreation
    @digarbabucreation 8 місяців тому +263

    ମୟୂରଭଞ୍ଜ କୁସୁମୀ ବ୍ଲକରୁ ଲବ ଭାଇକୁ କେତେ ଜଣ ଭଲ ପାଅ Like କରନ୍ତୁ ଜୟ ଜଗନ୍ନାଥ 🙏🙏🙏

  • @user-kb6gb6ld7d
    @user-kb6gb6ld7d 8 місяців тому +62

    ଭଗବାନ ତୁମକୁ ସବୁଦିନ ଭଲରେ ଘଣ୍ଟ ଘୋଡାଇ ରଖିଥାନ୍ତୁ

  • @80565Totalhttp
    @80565Totalhttp 4 місяці тому +3

    ଢେଙ୍କାନାଳ ଜିଲ୍ଲା ପିଲା❤❤❤

  • @reenirini5685
    @reenirini5685 8 місяців тому +17

    God bless you bro take care always be strong love from malkangiri 👍👍🙏🙏👏

  • @funnyboys5029
    @funnyboys5029 8 місяців тому +88

    2024 ପୃବରୁ ଲବ ଭାଇ ଙ୍କର 1 milion ହେବଦର୍କର

  • @heygagan44
    @heygagan44 8 місяців тому +15

    ଆମିଷ ଛାଡିବାକୁ ହେଲେ, ଏହି market ଯିବା ଦରକାର 👍👍

  • @sweet-ritu
    @sweet-ritu 8 місяців тому +4

    Oh my God very stranger jinisa bro 😱🙏, ଦୁନିଆର ସବୁ କୀଟ ପତଙ୍ଗ କୁ ଆଉ ଛାଡ଼ି ନାହାନ୍ତି , ସେଠାରେ ଗଲେ only ନିରାମିଷ ହିଁ ଖାଇବା କଥା 🤣🤣

  • @ckmeatngfarmer836
    @ckmeatngfarmer836 8 місяців тому +10

    ନୂଆପଡ଼ା ଜିଲ୍ଲା ରୁ କେଉଁ ଭାଇ ଭଉଣୀ ମାନେ ଦେଖୁଛନ୍ତି ଲବ ଭାଇଙ୍କୁ like comment କର

    • @gamer...2
      @gamer...2 8 місяців тому

      Bhai mu nabarangpur dist ru

  • @samuelmunda4869
    @samuelmunda4869 8 місяців тому +27

    ଲବ ଭାଇ ବାଗବାନ ତୁମର ଯାତ୍ରା କୁ ମଙ୍ଗଳ କରନ୍ଥୁ ଆଉ ତୁମ ସବୁ ଇଚ୍ଛା ପୂରଣ କରନ୍ହୁ ଜୟ ଜଗନ୍ନାଥ I love you ଦାଦା

  • @LittleDanceralisha
    @LittleDanceralisha 8 місяців тому +18

    ଲବ ଦାଦା ଆମ ପରିବାର ତରଫରୁ ଶୁଭ ସକାଳ 🙏..ଦାଦା ମୁଁ ଯାହା video ମାଧ୍ୟମରେ ଦେଖିଲି .. Thailand ରେ ସେମାନେ କୀଟ ପତଙ୍ଗ ଠାରୁ ଧରିକି ସବୁ ଖାଉଛନ୍ତି .. ମାନିବାକୁ ପଡ଼ିବ ଭାଇ ... ଆଜି ତୁମ ଭିଡିଓ ରେ ଯାହା ଦେଖିଲି ମୁଁ କେବେ ବି ସ୍ୱପ୍ନରେ ରେ ଭାବି ନଥିଲି ଏମିତି ଭି ଦେଶ ଅଛି 😮.. ଯାହା ହେଉ ଆମ laba ଦାଦାଙ୍କ ପାଇଁ ଅମେ ମାନେ କିଛି ନୂଆ ନୂଆ ଜିନିଷ ସହିତ beautyful place ଦେଖିବାକୁ ପାଉଛନ୍ତି😊.. Jay Jagannath ⭕‼️⭕
    ....plz ଆମେ ମାନେ ସମସ୍ତେ ଏକତ୍ରିତ ହୋଇ.. ଆମ ମାନଙ୍କ ମାଧ୍ୟମରେ ଯେତିକି ସକ୍ଷମ ଆଉ ଟିକେ support କରିବା 🙏🙏🙏...... କଣ କହୁଛନ୍ତି ଆପଣ ମାନେ ....plz👍

  • @rukunibehera4211
    @rukunibehera4211 8 місяців тому +1

    Desi katha kahuch bhai
    Thenthuli bhai kanya
    There v thanks🙏🙏🙏🙏🙏 vy

  • @Abhi-panda
    @Abhi-panda 8 місяців тому +18

    Thanks to explore the different places, lifestyle, culture of different countries..god bless you bhai

  • @ShaniSingh_01
    @ShaniSingh_01 8 місяців тому +11

    ଲବ ଭାଇ ଜଣେ ବହୁତ୍ ମଜାଳିଆ ଲୋକ, ତାଙ୍କର କଥାବାର୍ତ୍ତା ପୁରା ସାଙ୍ଗ ଭଳିଆ ❤❤❤

  • @theanimal3153
    @theanimal3153 8 місяців тому +10

    ଆମେ ନିରାମିଷ❤❤❤❤ love animals ❤❤❤❤❤

  • @PujaSwain-po6cg
    @PujaSwain-po6cg 8 місяців тому

    Super vlog nice place Jay jagannath🙏🙏🙏

  • @pustammajhi171
    @pustammajhi171 8 місяців тому +8

    Very nice and beautiful ❤️❤️

  • @swatisfamilyvlog
    @swatisfamilyvlog 8 місяців тому +62

    ଜୟ ଜଗନ୍ନାଥ ❤️👌🙏

  • @TapanDeuri-on3ex
    @TapanDeuri-on3ex 8 місяців тому +9

    BHAI BHAGABAN TUMA KU EMITI BHALARE RAKHANTU JAY JAGANNATH 💝💝💝

  • @user-kr9ed2kh2g
    @user-kr9ed2kh2g 8 місяців тому

    Thanks sir bahar country ku jai sabu kichi janaucha

  • @ashokkumarbehera3341
    @ashokkumarbehera3341 2 місяці тому +1

    Nice video Bhai,madi chala, Jay Jagannath

  • @papunexpress236
    @papunexpress236 8 місяців тому +26

    ଯାଜପୁର ଭାଇମାନେ ଲବ ଭାଇ ପାଇଁ like କର ଜୟ ଜଗନ୍ନାଥ

  • @Danguakola370
    @Danguakola370 8 місяців тому +41

    Very nice laba bhai showing all type of living things and amazing looking, attractive, exploring very wow, love u bhai❤🎉🎉❤

  • @AnitaKisan-ul9oh
    @AnitaKisan-ul9oh 2 місяці тому

    ଲବ ଭାଇଙ୍କ ଭିଡିଓ ଦେଖିକି ବହୁତ କିଛି ନୂଆ ଜାଗା ଦେଖିବାକୁ ମିଳିବା ସହିତ ନୂଆ କଥା ଶିଖି ପାରୁଛି। ଧନ୍ୟବାଦ ଲବ ଭାଇ ❤❤❤। ଭଗବାନ ତୁମକୁ ସବୁବେଳେ ଭଲରେ ରଖିଥାନ୍ତୁ।

  • @sameersamantaray5908
    @sameersamantaray5908 8 місяців тому +7

    Super Preagentation🎉❤love you laba vai

  • @mbjtoka1437
    @mbjtoka1437 8 місяців тому +24

    ମୟୂରଭଞ୍ଜ ମୋରଡା ବ୍ଲକ ରୁ ଯଉମାନେ ଦେଖୁଛ like କର 🥰

  • @ratanlalpurty6199
    @ratanlalpurty6199 8 місяців тому +4

    ଅତି ସୁନ୍ଦର ଭାଇ, ତୁମ ଭିଡ଼ିଓ ଦ୍ୱାରା ଆମେ ସବୁ ଦେଶ ଦେଖି ପାରୁଛୁ, ବହୁତ ବହୁତ ଧନ୍ୟବାଦ ଭାଇ, God Blesse You 🙏❤️🙏❤️🙏❤️🙏

  • @kshirodrout1191
    @kshirodrout1191 8 місяців тому

    Ei Sabu video dekhiki bahut kichhi experience gain Kari hauchi..thank you love bhai❤

  • @user-fb3le5wd9g
    @user-fb3le5wd9g 8 місяців тому +3

    ଦୁନିଆରେ ଯାହା ଅଛି ସବୁ ଖାହାନ୍ତି କିଛି ଛାଡନ୍ତି ନି ବାଦେ😱😱

  • @dasharathivlogs710
    @dasharathivlogs710 8 місяців тому +5

    ଆପଣଙ୍କ ଭିଡ଼ିଓ ସବୁଠୁ different ଆଉ ଭଉତ ସୁନ୍ଦର ଭିଡ଼ିଓ କରୁଛନ୍ତି ❤

  • @NuriBabu-og3go
    @NuriBabu-og3go 8 місяців тому +16

    Proud of odisha ❤

  • @niranjanpatra84
    @niranjanpatra84 8 місяців тому +1

    Bhai sabubele tuma video re kichhi new items jaga dekhibaku miluchhi❤ god bless you brother ❤

  • @riderniteshbabu
    @riderniteshbabu 8 місяців тому +1

    Thank you ଲବ ଭାଇ ଆଜି ଗୋଟେ ଅଜବ ଦୁନିଆର ଗଜବ ଖାଇବା ଦେଖେଇଲ 👍☺️❤️❤️❤️❤️

  • @Beauty.king2023
    @Beauty.king2023 8 місяців тому +8

    🎉🎉🎉🎉500k🎉🎉🎉🎉🎉coming soon🎉🎉1m🎉🎉🇮🇳❤🙏👌

  • @KeshabVlog27K
    @KeshabVlog27K 8 місяців тому +7

    Super vlog nice place 😮😮❤❤❤

  • @01Bharatiya
    @01Bharatiya 8 місяців тому +1

    ସବୁ ଖାଇଯିବେ ଏମାନେ, ବିଲୁଆ ମାଂସ ବି ଥିବ ବୋଧେ ସେଠି
    କରୋନା ହବରେ ଭାଇ ପଳେଇ ଆ ❤

  • @mohanmurudi2808
    @mohanmurudi2808 8 місяців тому +7

    Puri pila like kara jay Jagannath 🙏❤️❤️

    • @saraswatipradhan5274
      @saraswatipradhan5274 8 місяців тому +1

      ପୁରୀ ପିଲା maalike jay jagannath 🙏⭕‼️⭕🚩🚩🚩

  • @BanamaliPanda-jr8fb
    @BanamaliPanda-jr8fb 8 місяців тому +47

    You are legend brother ❤

  • @sugyaniodialifestyle2444
    @sugyaniodialifestyle2444 8 місяців тому +4

    Wow ମଜା ଲାଗୁଚି ତୁମ ଭିଡ଼ିଓ ତୁମ ଭାଗ୍ୟ ଭଲ କେତେ ଆଡେ ବୁଲୁଛ ତୁମ କଥା ଯାକ ଶୁଣିବାକୁ ଆହୁରି ଭଲ ଲାଗୁଚି ମୋ ଭିଡ଼ିଓ କୁ ବି ଟିକେ support କରିବ wow dilouge ଆରେ ଭାଇରେ ଏଇଟା ପୁରା ମସ୍ତ ଅଛି ସବୁ ଭିଡ଼ିଓ ରେ 👍👍👍

  • @ajaykumarmohanty-gv6us
    @ajaykumarmohanty-gv6us 8 місяців тому +4

    God bless you with your health sir 🙏

  • @saathvik1342
    @saathvik1342 8 місяців тому

    Bohut bhalo Lagila Nonveg market vdo taaa

  • @user-xq7zi1vw7d
    @user-xq7zi1vw7d 8 місяців тому +4

    Good morning lava bhai you no1 travelar in odisha god bless you and your family members and you ❤❤

  • @pratimabehera7830
    @pratimabehera7830 8 місяців тому +11

    ଲବ ଭାଇ ସେ ଜିନିଷ ଟି ହେଲା ପଦ୍ମ ଫୁଲର କେଶର ଫୁଲ ସୁଖୀ ଗଲେ ତା ମଞ୍ଜି ଟିକି କେଶର କୁହନ୍ତି ଆମ ପୋଖରୀ ରେ ଏ ସବୁ ମିଳେ

  • @user-lg3dx4mv3b
    @user-lg3dx4mv3b 12 днів тому

    ଯା ହଉ ଲବ Market ଦେଖେଇଲେ ଧନ୍ୟବାଦ 👍

  • @user-vk9bt1kd8f
    @user-vk9bt1kd8f 8 місяців тому

    Bahut sundar ki asyrya katha apnk jogu dekhi paruchu tq bhai benga market dekhi vala lagila

  • @murmukola8741
    @murmukola8741 8 місяців тому +11

    ଆଠଗଡ ରୁ କଉଁମାନେ ଦେଖୁଛନ୍ତି 🧐👍👍

  • @DileswarMahantaVlogs
    @DileswarMahantaVlogs 8 місяців тому +7

    ଜୟ ଜଗନ୍ନାଥ... କେନ୍ଦୁଝର ରୁ ❤❤❤

  • @nilakanthahantal231
    @nilakanthahantal231 8 місяців тому +1

    ଲବ ଭାଇ ଓଡ଼ିଶା ପାଇଁ ଏକ ମହାନ୍ ଲୋକ ଆମକୁ ବହୁତ୍ ସୁନ୍ଦର୍ ବଢ଼ିଆ vloger

  • @tapaskabat1380
    @tapaskabat1380 8 місяців тому +4

    ଭାଇ ଶ୍ରୀଲଙ୍କା ଯାଅ

  • @Sanjib435
    @Sanjib435 8 місяців тому +32

    ଯିଏ ଯିଏ ଲୋବ ଭାଇକୁ bholo pao like karo ❤❤

  • @aswinyadav007
    @aswinyadav007 8 місяців тому +28

    ସୁପର୍ ❤

  • @user-rd3wk5qc2w
    @user-rd3wk5qc2w 8 місяців тому

    Very interesting video bahuta ajana katha janibaku pailu📸

  • @sidhuraika2946
    @sidhuraika2946 8 місяців тому

    Very interesting video laba bhai..jou jinisa gudaku ame maridei phopadideu..segudaku..amne khanti.. amazing....so different kind of people..how they survive..? Very interesting..

  • @sagarsamalofficial
    @sagarsamalofficial 8 місяців тому +38

    କିଏ କିଏ ଲବ ଭାଇ କୁ ଭଲ ପାଉଛ like କର ❤

  • @barsa207
    @barsa207 8 місяців тому +7

    Beautiful ❤️❤️❤️❤️❤️

  • @odisha_systemmm_
    @odisha_systemmm_ 8 місяців тому +1

    Bhai Switzerland mora dream place....plz tk Switzerland buli asa....🥺

  • @rgraghunath5296
    @rgraghunath5296 8 місяців тому +2

    ଭାଇ ଜଣଙ୍କୁ ଓଡ଼ିଶା ଆଣିକି ଆସିବ ଏପଟେ ବହୁତ ବେଙ୍ଗ ଅଛନ୍ତି ଦେଇଦବ ନେଇକି ଯାଆନ୍ତୁ ଖାଇବେ ।

  • @anitasamad8195
    @anitasamad8195 8 місяців тому +3

    ଲବ ଭାଇ ବହୁତ ବହୁତ ଧନ୍ୟବାଦ

  • @DukhiaHembramMajhiBabu
    @DukhiaHembramMajhiBabu 8 місяців тому +5

    Very interesting vlogs Laba Dada 🙏🙏🙏

  • @gokuldehurigokuldehuri1927
    @gokuldehurigokuldehuri1927 8 місяців тому +1

    Big fan Bhai mu Tamara, Tama video dekhibaku mate bahut bahut bhala Lage jay Jagannath

  • @BabulaNayak-xf5ux
    @BabulaNayak-xf5ux 2 місяці тому

    ଭାଇ ପୋଛା ମାଂସ ଏମାନେ ଖାଇଉଛନ୍ତି ଏମାନେ ଜାନଵର ମଣିଷ.. 👍

  • @bubu3030vlogs
    @bubu3030vlogs 8 місяців тому +10

    ମୁଁ ମଧ୍ୟ ଲବ ଭାଇଙ୍କ ପରି କାମ କରିବା ସହିତ vlog କରୁଛି😢 ଆପଣମାନଙ୍କ ଆଉ ଲବ ଭାଇଙ୍କ ଭଲପାଇବା ଦରକାରେ ଆପଣମାନଙ୍କର ଯଦି କିଛି ସମୟ ମତେ ଦେବେ ମତେ ବହୁତୁ ଖୁସି ଲାଗିବ ❤️

  • @krishnachandralenka5948
    @krishnachandralenka5948 8 місяців тому +6

    ଜୟ ଜଗନ୍ନାଥ ଲବ ଭାଇ 🥰

  • @sasmitapatra2294
    @sasmitapatra2294 8 місяців тому +1

    Rupa pintu khusi Express to bahut bhalo Laba bhai Block❤❤❤

  • @BhaktahariNayak-xe7mt
    @BhaktahariNayak-xe7mt 8 місяців тому

    I'm very happy as I want to know about other civilization.

  • @HoGamer7
    @HoGamer7 8 місяців тому +7

    5 laks family complete dada ❤❤ 0:35

  • @somanathbehera848
    @somanathbehera848 8 місяців тому +7

    ମୁଁ ପ୍ରତିଟି ବ୍ଲଗିଂ ଦେଖେ 🤳🤳🤳

  • @gitanjalijena3299
    @gitanjalijena3299 8 місяців тому

    Laba tume se pocha machha Khao nahin....Laba tuma jogu ame ghare basi sabu dekhi paruchhu... May God bless you beta.... Jay Jagannath 🙏

  • @RMalik110
    @RMalik110 8 місяців тому

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @user-ie5ck4km8w
    @user-ie5ck4km8w 8 місяців тому +6

    Excellent 👌❤️🎉

  • @deepakblock1
    @deepakblock1 8 місяців тому +3

    ଭାଇ ମୁଁ ଆଜି ତମକୁ ଧନ୍ୟବାଦ 🙏🏿🙏🏿🙏🏿🙏🏿

  • @minatisantara3318
    @minatisantara3318 5 місяців тому

    So cute loba bhai❤❤❤❤

  • @mrpin2244
    @mrpin2244 8 місяців тому

    Bhagwan nku dhanyawad ki ame bharata re janma heechu nahele aesabu khaibaku padithanta. Thankyou soo much Bhai ate sabu nua nua jinisa dekhaucha jagannath mangala karantu ahuri agaku jaa Bhai Jay jagannath 🙏

  • @ramofficialproduction4519
    @ramofficialproduction4519 8 місяців тому +4

    Superb ❤❤❤

  • @akkumar2030
    @akkumar2030 8 місяців тому +4

    ❤jay jaganatha Bhai ❤❤

  • @ManojHembram-gp6ns
    @ManojHembram-gp6ns 8 місяців тому

    Laba bhai is great
    Love you laba bhai apka video dekh k bahot achha laga

  • @rajrana7938
    @rajrana7938 8 місяців тому

    Bhai satare very different market dekhili Tama pain so thank you very much ❤❤ love you bro .God bless 🙌 you bhai.

  • @kaliatanti
    @kaliatanti 8 місяців тому +6

    Very nice ❤❤❤🙏🙏🙏🙏

  • @basantabadi8388
    @basantabadi8388 8 місяців тому +4

    Jay Jagannath laba da ♥️🥰

  • @Barbiedoll0.1
    @Barbiedoll0.1 8 місяців тому

    Jay Jagannath 🚩🚩🚩🚩🚩🚩🚩🚩🚩🚩🚩🚩🚩🚩🚩 Very nice video Amazing unbelievable outstanding 👌👌👌👌👌👌👌👌👌👌👌👌👌👌

  • @ajunayak2697
    @ajunayak2697 8 місяців тому +1

    Kandhamal asa thare bhai bulibaku

  • @odiayoutubecreatube
    @odiayoutubecreatube 8 місяців тому +29

    So beautiful ❤❤❤❤

  • @user-xt2df9pi4l
    @user-xt2df9pi4l 8 місяців тому +5

    So beautiful

  • @bighnanag740
    @bighnanag740 8 місяців тому

    Love from Sonepur, Odisha

  • @smithk1439
    @smithk1439 8 місяців тому +1

    Bhai apananka video dwara ame bohut kichi sikhibaku paruchu ❤TQ SO MUCH ❤😊laba bhai 🥰🤗❤️💯🔥

  • @jotin_kumar
    @jotin_kumar 8 місяців тому +7

    ଜୟ ଜଗନ୍ନାଥ ଭାଇ ❤️🙏🏻

  • @realityboyofficial2141
    @realityboyofficial2141 8 місяців тому +12

    Love you laba dada 🎉❤🎉❤🎉❤🎉❤🎉❤🎉❤🎉❤

  • @trinathmunda2776
    @trinathmunda2776 8 місяців тому

    Labo Bhai apananka video bahut bhala laguchi ........

  • @Vickybrain3490
    @Vickybrain3490 8 місяців тому

    Vai apananka jibana sethare surakhita rahu ❤❤❤