'ବାପା ସମ୍ପତ୍ତି ବସି ଖାଉଥିଲେ..ଏଥର ଆନ୍ଦୋଳନ କରନ୍ତୁ Naveen Patnaik..': Sesadev Nanda || Satyapatha News

Поділитися
Вставка
  • Опубліковано 9 вер 2024
  • 'ବାପା ସମ୍ପତ୍ତି ବସି ଖାଉଥିଲେ..ଏଥର ଆନ୍ଦୋଳନ କରନ୍ତୁ ନବୀନ..': ଶେଷଦେବ ନନ୍ଦ
    #rajyasabha #naveenpatnaik #bjd #odishapolitics #odishakhabar #bjpodisha #sesadevnanda
    Satyapatha is an Odia digital news platform. Founded by noted journalist Satya Prakash Nayak. Satyapatha covers politics,policy and investigative stories.
    For Latest Updates Follow us:
    Web: www.satyapatha...
    UA-cam: youtube.com/@S...
    Facebook: / satyapatha.in
    Instagram: / satyapatha.media
    Twitter(X): / satyapathalive

КОМЕНТАРІ • 305

  • @GaneshJena-mr1hf
    @GaneshJena-mr1hf 11 днів тому +5

    ଧନ୍ୟବାଦ ଆଜ୍ଞା ।May be advice accepted . ସୁନ୍ଦର ପ୍ରସ୍ଥାପ ଓଡ଼ିଶା ର ସାହାସି , ନିର୍ଭିକ ଓ ନିସ୍ୱାର୍ଥପର ରାଜନେତା I always welcome to you fact of that costly advice to advice

  • @sabitapadhi6433
    @sabitapadhi6433 28 днів тому +68

    ଧନ୍ୟବାଦ ଭାଇ ତୁମକୁ ଜଗନନ୍ନାଥ ଆଶ୍ରିବାଦ କରନ୍ତୁ

  • @sudeepkumardian1548
    @sudeepkumardian1548 28 днів тому +45

    ଭାଇ ବଢିଆ କହିଲେ ଧନ୍ୟବାଦ

  • @laxmansahoo4681
    @laxmansahoo4681 26 днів тому +26

    ମହାରାଜା କହିଥିଲେ ମୋର ସିଂହାସନ ଦରକାର, ତମେ ଯାହା ପାରୁଛ କର 🎉

  • @prakashmahapatra2182
    @prakashmahapatra2182 28 днів тому +21

    ସତ କଥା ଭାଇ. ବଡ଼ ମାଛ ଧରନ୍ତୁ. ଆଗେ ଭୁବନେଶ୍ୱର ରେ କାମ ଆରମ୍ଭ କରନ୍ତୁ. ଜନତା ଜାଣିବେ ବିଜେପି ର କାର୍ଯ୍ୟ କିପରି.

  • @user-cw9gp5ty9f
    @user-cw9gp5ty9f 23 дні тому +9

    ବଢ଼ିଆ ମନ୍ତବ୍ଯ ଦେଉଛନ୍ତି ।ବହୁତ ବହୁତ ଧନ୍ୟବାଦ । ଜୟ ଜଗନ୍ନାଥ,... ... ...

  • @bijayanayak1713
    @bijayanayak1713 26 днів тому +25

    ନବୀନ ବାବୁ ବିଶ୍ରାମ ନେବା ଦରକାର।

  • @Kalingatraveller636
    @Kalingatraveller636 25 днів тому +15

    କେତେ ବିଜେଡ଼ି କୁକୁର ସବୁ ୟେ ଭିଡିଓ ଦେଖି ଦେହ ତ୍ୟାଗ କରିବେ ତାର ହିସାବ ନାହିଁ...😂

    • @gitarani2831
      @gitarani2831 16 днів тому

      ଆରେ, ବିଜେପିର, ବୁଲା, କୁକୁର, ନବିନ୍, ଖାଇ, ମୋଦି, କଥାରେ, ଭୁକୁଛୁ, ୨୦ହଜାର, ବେକାରୀ କୁ, ଚାକିରୀ, ଦବ, କହିଥିଲା, କେବେ, ଦବ, ପଚାର, ତୁମେ, ଚାକିରୀ କରିବନୀ, ପରର, ଚୋରିକରିବ

    • @Kalingatraveller636
      @Kalingatraveller636 16 днів тому

      @@gitarani2831 ତୋ ଘରେ ପଶି ଚାକିରି ଦେବ ଅପେକ୍ଷା କର...

    • @Kalingatraveller636
      @Kalingatraveller636 16 днів тому

      @@gitarani2831 ତୁ ବିଜେଡ଼ି ର କେତେ ନମ୍ବର ପାଦ ଚଟା ?? ବିନା ଦରମା ରେ ବିଜେଡ଼ି ପାଦ ଚାଟୁ ନା ଆଉ କିଛି ମିଳେ ??? ତୋତେ ଘରୁ ଡାକି ଚାକିରି ଦେବ ବୋଧେ ?? ୨ କୋଟି ଚାକିରି ଭିତରୁ କେତେ ପିଲା ପାଇଲେ ତୁ ଜାଣିଚୁ ?? ନା ତତେ ମୋଦି ଫୋନ କରି ଜଣାଇବ.... ଯା ନବୀନ ନିବାସ ସେଠୀ ଚାକିରି ମିଳିବ ନବୀନ ପାଇଁ ମଦ pack ବନେଇବୁ...

    • @subhakantadas5577
      @subhakantadas5577 14 днів тому

      ​@@gitarani2831Jay sri ram🙏🚩

  • @swarupkumardas
    @swarupkumardas 26 днів тому +31

    ନବୀନ ଏକୁଟିଆ ଦୁଇ ପାଦ ଚାଲିକି ଦେଖେଉ ଆମେ ମାନିବୁ ଏଟା ଲୋକଙ୍କ ର ନେତା

  • @brajakishorepadhi4022
    @brajakishorepadhi4022 25 днів тому +41

    ନବୀନ ପଟ୍ଟନାୟକ ଏକ ନଂବର ଅଯୋଗ୍ୟ ସୁବିଧା ବାଦୀ ବୁଢା।

  • @aaentertainment9228
    @aaentertainment9228 23 дні тому +18

    କଣ କହିଲ ମ ପୁରା ମଞ୍ଜ କଥା କହିଲ 25ବର୍ଷରେ କିଛି କରିପାରିଲେନି ଏବେ ଆନ୍ଦୋଳନ କରିବେ 😅

  • @purnachandrasahoo4780
    @purnachandrasahoo4780 22 дні тому +6

    Really Right Things Sir.

  • @dilipharichandan4042
    @dilipharichandan4042 26 днів тому +6

    ଜୟ ଶ୍ରୀ ରାମ

  • @balaramjhankar9002
    @balaramjhankar9002 26 днів тому +8

    Right Bhai...👍👍👍👍👍

  • @shantinanda6147
    @shantinanda6147 26 днів тому +6

    Bhai thank you Lord Jagannath bless to you and your family your verson 100 percent correct. Jaya Sriram.

  • @chittaranjanrath3088
    @chittaranjanrath3088 26 днів тому +5

    ଆପଣ ଠିକ୍ କହୁଛନ୍ତି, ବିଜେପି ଯାଆନ୍ତୁ

  • @sganeshbehera3886
    @sganeshbehera3886 22 дні тому +5

    Bahut Badhiya khola discussion kale Bhai, Dhanyawad

  • @ashokkumarsahoo7041
    @ashokkumarsahoo7041 26 днів тому +23

    ପଂଚାୟତ କୁ ଆସିଲେ ଲୋକେ ଛେପ ପକେଇବେ

  • @mr0464
    @mr0464 24 дні тому +9

    ନବୀନ ପଟ୍ଟନାୟକ ଗୋଟେ ଡକେଇତ। କେତେ ଡିଜାଇନ୍ ରେ, କୋଉ ଅଫିସର୍ ମାଧ୍ୟମ ରେ କେତେ ଟଙ୍କା ଖାଇଛି, CBI ତଦନ୍ତ କରାଯାଇ, ତାକୁ ଜେଲ୍ ରେ ପୁରାଇ ଦିଆଯାଉ।

  • @sasanksekharaswain9208
    @sasanksekharaswain9208 26 днів тому +7

    Beautiful

  • @abhimanyunayak4246
    @abhimanyunayak4246 День тому +1

    ବିଜେପି ବଡ଼ ଲୋକ ସହ ହାତ ମିଶାଇ ଛୋଟ ଅଫିସର ଧରୁଛି

  • @goutamkaran7863
    @goutamkaran7863 27 днів тому +5

    Good bhai

  • @shantinanda6147
    @shantinanda6147 26 днів тому +4

    Excellent verson Jaya Sriram

  • @pradeepjena4374
    @pradeepjena4374 26 днів тому +5

    Thnks

  • @udayasankarram4674
    @udayasankarram4674 23 дні тому +3

    Correct bhai,nabin is not poltical leader

  • @urmilamohanty8131
    @urmilamohanty8131 25 днів тому +3

    Veryní ce

  • @mandalgond8863
    @mandalgond8863 26 днів тому +3

    RIGHT

  • @balarambarik5832
    @balarambarik5832 26 днів тому +4

    ଠିକ୍ କହୁଛ।

  • @ajaysamal1195
    @ajaysamal1195 23 дні тому +2

    Right sata katha Bhai

  • @akshayakumarbehera5994
    @akshayakumarbehera5994 25 днів тому +2

    This man is very perfect man in Odisha.

  • @user-kk3zg5tv7t
    @user-kk3zg5tv7t 22 дні тому +2

    Bhai tumaku❤❤❤❤❤❤

  • @bijayakumarsahoo4469
    @bijayakumarsahoo4469 26 днів тому +3

    Thanks for Queen Butterfly

  • @pratimasethi3330
    @pratimasethi3330 21 день тому +2

    Navin nije jai thanta ki dekhibaku
    Navin deuthila majhi majhia khauthile
    Navin thila bele gariba loke (25 barsa) 5-10-15 re alu khauthile
    Gariba loke chaula 10-20 thila pariba - gariba loke khauthile ebe gariba loke khaiba pain kete hairan heuchanti apan mane kemiti janibe
    Navin thile gariba nka bandhu😢😢😢😢😢

  • @rameshchandraroutray7307
    @rameshchandraroutray7307 26 днів тому +3

    Statement genuine

  • @PinkyDas-n1g
    @PinkyDas-n1g 24 дні тому +2

    Right bhai

  • @sadanandapadhan7580
    @sadanandapadhan7580 26 днів тому +2

    You have spoiled the Life of youth and family members of odisha.

  • @tusharkantajagadev9865
    @tusharkantajagadev9865 23 дні тому +2

    Congratulations

  • @biswanathsitha5142
    @biswanathsitha5142 14 днів тому

    ନବିନ ନାମରେ ଶାସନ ଯାହା କୁହେ ,ଯାହା କରେ ସବୁ ମିଛ , ସେ କିଛି ଯାଣେନା ,ସୁଧୁ କାଠ ବେଙ୍ଗଟା ,ତାକୁ କେବଳ ଗାଦୀ ଦରକାର ,ମଜା କରିବ ,ପାବାର ଦେଖେଇହବ,ବାମ ହାତକୁ ହଲେଇ ଜନତାଙ୍କ ମୁଣ୍ଡକୁ ଚନ୍ଦା କରିବ ,ଏଇ ହେଲା ତାର ଶାସନ ,

  • @hrudanandameher1364
    @hrudanandameher1364 26 днів тому +2

    Rames bhai thank you

  • @prakashmahapatra2182
    @prakashmahapatra2182 15 днів тому

    ସୁନ୍ଦର କଥା ପଦେ କହିଲେ ଆଜ୍ଞା 🙏

  • @sulagnamahanty7325
    @sulagnamahanty7325 16 днів тому

    ବିଜେପି ତମକୁ ଯେଁଉ ଟ୍ଟଙ୍କା ଦଉଛି ସେ ସବୁ ଆସୁଛି କଉଠୁ ସେ ସବୁ ସାଧାରଣ ଜନତାର ତମେ ପାଇବ ଭର୍ତା ଆଉ ସବୁ ସାମାନ ର ଟେକ୍ସ ଦବୁ ଆମେ

  • @srikantbehera6106
    @srikantbehera6106 24 дні тому +2

    Dhny bad bhi

  • @sitaramsahu3883
    @sitaramsahu3883 15 днів тому

    ଆଜ୍ଞା ନମସ୍କାର। ଆପଣଙ୍କୁ ଅଶେଷ ଧନ୍ୟବାଦ। ଏକଦମ୍ ଠିକ୍ କଥା କହିଛନ୍ତି।

  • @ghasiramdalapati523
    @ghasiramdalapati523 24 дні тому +2

    Good job

  • @sarojkumarsahoo9268
    @sarojkumarsahoo9268 17 днів тому +1

    ସତରେ ବାପା ନା ରେ ଭୋଟ ପାଉଥିଲା😂

  • @angadmallickangadmallik8554
    @angadmallickangadmallik8554 26 днів тому +2

    Beutiful

  • @kalishparida8069
    @kalishparida8069 5 годин тому

    ନବନହିଞିଡାଆମ ଓଡିଶାକୁ24ବର୍ଷତଳକୁନେଇଗଲାମାଗିହା

  • @user-fl2tn4cg8l
    @user-fl2tn4cg8l 8 днів тому

    ବହୁତ୍ ଭଲ ଲାଗିଲା

  • @kalucharanpaikray7238
    @kalucharanpaikray7238 26 днів тому +7

    ଠିକ କଥା...
    ବିନ୍ଧା ହେଉଛି.......

  • @ranjitabiswal4860
    @ranjitabiswal4860 26 днів тому +3

    Navin sir tame aram koro

  • @swabhiman_ra_katha
    @swabhiman_ra_katha 22 дні тому +2

    ଏ ବ୍ୟକ୍ତି ଜଣକ ଭାରି ସ୍ପଷ୍ଟ ବାଦି ଲୋକ ଯାହା କୁହନ୍ତି ନିରାଟ ସତ୍ୟ... ଧନ୍ୟବାଦ୍ sir

  • @bipracharanjena2736
    @bipracharanjena2736 2 дні тому

    ଆଉ ନବୀନ ବାବୁଙ୍କ ବୟସ ନାହିଁ ବୁଲିବାକୁ ହାରିବା ଯୋଗୁ ନବୀନ ବାବୁ ବଂଚିଗଲେ ନିର୍ବାଚନ ପୂର୍ବରୁ ସେ ଚାଲି ପାଇନଥିଲେ ହାତ ଥରୁଥିଲା ଏବେ ଭଲ ଆଗରୁ ବୋଧେ slow poison kie ଦେଉଥିଲା CBI ତଦନ୍ତ ହେବା ଦରକାର ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେର ବିରୋଧୀ ଦଳ ନେତା

  • @rameshchandrabehera8100
    @rameshchandrabehera8100 26 днів тому +2

    Bapa Sampati nuhana odisha Sampati.maagihnabin.

  • @rohitdash2913
    @rohitdash2913 6 днів тому

    👍👍👍90 ବର୍ଷ ର ଲୋକ ବିଲ କାମ କରୁଛନ୍ତି

  • @user-ev5co9ik1z
    @user-ev5co9ik1z 21 день тому +1

    Thank you

  • @hrudanandameher1364
    @hrudanandameher1364 26 днів тому +2

    Good bhai lage raho

  • @gitarani2831
    @gitarani2831 16 днів тому +2

    ଏ, ମାଗିଆ, ମଦୁଆ, ବିଆ, ତୁକିଏବେ, ଆମ, ନବିନ୍, ସାର୍, କୁ, କହିବା, ପାଇଁ, ନବିନ୍ଓଡିଶାର, ଉନ୍ନତି ପାଇଁ, କଣକରିଛି, ଓଡିଶାବାସୀ, ଜାଣିଛନ୍ତି, ବିଜେପି,ସବୁ, ଦବବଲୀ, କହି, ଭୋଟନେଇଛି, ସବୁଦିଅ, ନହେଲେ, ଗାଦି, ଛାଡତୁ, ବିଜେପିରବୁଲା, କୁକୁର, ମାନକୁକହିବୁଜା, ତୋତେ, ଲାଇକିମାରିବେ

  • @manojmuduli3144
    @manojmuduli3144 22 дні тому +1

    Good bels

  • @chittaranjanroutray8090
    @chittaranjanroutray8090 26 днів тому +2

    Coming cm you

  • @biranchi2229
    @biranchi2229 17 днів тому

    Right sir ବହୁତ ଭଲ କହିଲେ

  • @KarunakarDhani-eo2sl
    @KarunakarDhani-eo2sl 4 дні тому

    ଏ ଭାଇ ପ୍ରକୃତ ସତ କଥା କହୁଛି।

  • @rajendrachampatiray9219
    @rajendrachampatiray9219 26 днів тому +2

    👏👏👏

  • @dillipkumarmandal-mb6yz
    @dillipkumarmandal-mb6yz 26 днів тому +2

    I. Like. You. Dillip. Mandal. B

  • @rudradas8928
    @rudradas8928 16 днів тому

    Very good. Your voice is praise worthy.

  • @purtyofficial8371
    @purtyofficial8371 26 днів тому +2

    Jay bjd

  • @biswanathpadhy8371
    @biswanathpadhy8371 5 днів тому

    ଅବ ଆଏଗା ଖେଲକା ମଜା।କର କର ଆନ୍ଦୋଳନ।ଜାଣ ସେଇଟା କେଉଁ ଚିଡିଆ ର ନାଁ।

  • @coolmuna143
    @coolmuna143 9 днів тому

    Good kotha

  • @user-uf4rn9su2z
    @user-uf4rn9su2z 18 днів тому

    Dhanyabada bai

  • @sukantakumarchoudhury6208
    @sukantakumarchoudhury6208 18 днів тому

    Very strong msg to opposition party

  • @punkajbehera2209
    @punkajbehera2209 8 днів тому

    Dhanya bad bhai

  • @user-tk9cw3ws3p
    @user-tk9cw3ws3p 16 днів тому

    ପୁରା ସତ କଥା କହିଲ ଭାଇ ଧନ୍ୟବାଦ

  • @user-sj6uo1sh4p
    @user-sj6uo1sh4p 8 днів тому

    Right sir Jay Jagannath

  • @pramodkumarkar9039
    @pramodkumarkar9039 15 днів тому

    Excellent 👌.

  • @user-tc2xk6uq1d
    @user-tc2xk6uq1d 3 дні тому

    Right 👍🏾

  • @abhaykumatsamal8899
    @abhaykumatsamal8899 17 днів тому

    U r right

  • @dileswarbiswal2962
    @dileswarbiswal2962 13 днів тому

    ବିଜେପି ହିଁ ବିକାଶର ସଂକେତ🎉🎉🎉🎉

  • @sukantakumar6599
    @sukantakumar6599 19 днів тому

    Right 👍👍👍👍kn kahila bhai...

  • @sanjayanaik-n9s
    @sanjayanaik-n9s 18 днів тому

    ରାଜ କୋଷ ସବୁ ଖାଲି କରିଛନ୍ତି

  • @dillipnayak9305
    @dillipnayak9305 22 дні тому

    Bhai tamaku koti Pranam

  • @khantiodiaToka-12345
    @khantiodiaToka-12345 12 днів тому

    Thank Bhai ji🎉🎉🎉

  • @pabitranayak4071
    @pabitranayak4071 17 днів тому

    Right Bhai 👍👍

  • @RabindraSahoo-gq6zj
    @RabindraSahoo-gq6zj 7 днів тому

    Good

  • @fakiradikhit848
    @fakiradikhit848 7 днів тому +1

    Nabeen pandian ku guli kara.

  • @Tandikana
    @Tandikana 5 днів тому

    ❤❤❤ correct 💯

  • @alekhaprasadbag5865
    @alekhaprasadbag5865 10 днів тому

    👌

  • @mandalgond8863
    @mandalgond8863 26 днів тому +1

    MOHAN GOOD GOOD GOOD GOOD GOOD GOOD GOOD GOOD

  • @KabirMallik-wg4em
    @KabirMallik-wg4em 17 днів тому

    good...thank...nice..to...you...not..bjd..and..bjp

  • @GouramohanMurmu-hn2id
    @GouramohanMurmu-hn2id 5 днів тому

    Yes bhai

  • @RajeshBehera-mq4lm
    @RajeshBehera-mq4lm 22 дні тому

    ❤❤❤❤

  • @user-ib7ho7lb1d
    @user-ib7ho7lb1d 17 днів тому

    SaBAPA PAPA SAMPATI RE CM HOI ODISSA KHAILA.

  • @AnantaMohanty-bl3sv
    @AnantaMohanty-bl3sv 24 дні тому +1

    ଏଇଟାକୁ କାହିଁକି ମିଡ଼ିଆ ଵାଲା ପଚାରୁଛନ୍ତି। ଏବେବି ନବୀନ ପଟ୍ଟନାୟକ ଲୋକଙ୍କ ହୃଦହରେ ଅଛନ୍ତି। 100 ବର୍ଷ ପରେ 10ହଜାର ଟଙ୍କା ଭତ୍ତା ମିଳିବ

  • @user-pp8zn7ud6s
    @user-pp8zn7ud6s 21 день тому +1

    Hindunka.pai.bjp.best

  • @srinibassahoo6274
    @srinibassahoo6274 15 днів тому

    ଭାଇ ଆପଣଂକ କଥା ଏକଦମ ବଢ଼ିଆ

  • @brahmanandabiswal5036
    @brahmanandabiswal5036 24 дні тому +1

    Khamata.lovi.nabina.au.kichi.khaibaku.manabalau.chanti.palaibaku.echakarunahanti.

  • @user-xl6ts4rq2x
    @user-xl6ts4rq2x 2 дні тому

    1ନ ମ୍ୱ ର। କ ଥା

  • @natabarmalliknatabarmallik9143
    @natabarmalliknatabarmallik9143 24 дні тому +1

    Nabin babu nije kichhi janantini pandu kathare uth bas huanti

  • @user-tt3gm6jr7d
    @user-tt3gm6jr7d 8 днів тому

    Mamata Banerjee and Nabin Pattnaik as well appreciated for sardar of corruption with his best knowledge

  • @PratapchadraDas
    @PratapchadraDas 28 днів тому +12

    ତୁ ଶଳାଟା କଣ କରିପାରିବୁ କୋଉ ଗାଇର ଗୋବର ଅଇଁଠା ହାଡ ବୋଧେ କିଛି ମିଳିଯାଇଛି ସେଇଥି ପାଇଁ ରାଉ ରାଉ ହେଉଛି

    • @nareshpanda4485
      @nareshpanda4485 26 днів тому +3

      ସେ କଣ ଖରାପ କିଛି କହିଛି କି

    • @Kalingatraveller636
      @Kalingatraveller636 25 днів тому +2

      ତୋ ପଛରେ ice ପୁରେଇ ଦେ.. ବିଚରା ଜଳି କି ମରିଜିବୁ..😂 ତୋ ବାପା ନବୀନ ର ପ୍ରଶଂସା ଶୁଣି କି...😂😂

    • @GeetajiBehera
      @GeetajiBehera 22 дні тому +1

      Sesa Bhai welcome🎉🎉🎉

  • @ranjitsabar6103
    @ranjitsabar6103 21 день тому

    ଏକ ନମ୍ବର କହିଲେ

  • @p.n.mishra8799
    @p.n.mishra8799 9 днів тому

    ଯାହା ନ ହୋଇଲା ବାଳକାଳେ**
    ତା ହୋଇବ କି ପାଚିଲା ବାଳେ😂😂