Superhit Songs by Prafulla Kar | Beloonbala | Phoola Tie Thila | Odia Songs | Odia Hit Songs

Поділитися
Вставка
  • Опубліковано 27 жов 2024

КОМЕНТАРІ • 10

  • @yudhisthirnaik3957
    @yudhisthirnaik3957 4 місяці тому +1

    ବହୁତ ସୁନ୍ଦର ହେଇଛି ତାଙ୍କ ଅନ୍ୟ ଗୀତ

  • @tunabal2659
    @tunabal2659 4 місяці тому

    ବହୁତ୍ ବଢିଆ ହୋଇଛି ଏହି ଗୀତ ,ପ୍ରଫୁଲ୍ଲ କୁମାର କର ଙ୍କର ଏହି ପୁରୁଣା ଗୀତ ଶୁଣିଲେ ମୋର ପିଲା ଦିନ ର କଥା ମନେ ପଡ଼ିଲା ଯାଉଛି ,ସତରେ ଏହି ଗୀତ ଶୁଣିଲେ କେତେ କଥା ଆଲୋଚନା ହୁଏ ।ଆଜି ସିନା ପ୍ରଫୁଲ୍ଲ କୁମାର Sir ନାହାନ୍ତି,ତାଙ୍କର ଗୀତ ଆମ ସମସ୍ତଙ୍କୁ Amar kari rakhi thiba । Thanks for this upload।।।(Tuna bal ,, 42 Mouza Katak Odisha India)

  • @satyaprakashsingh7052
    @satyaprakashsingh7052 4 місяці тому

    Old is pure gold

  • @gangadharbeura3159
    @gangadharbeura3159 4 місяці тому

    ପ୍ରଫୁଲ୍ଲ କରଙ୍କ ସଙ୍ଗୀତ ଆମ ପ୍ରତିଟି ଓଡ଼ିଆଙ୍କ ପାଇଁ ଅଭୁଲା। ଏସବୁ ଗୀତ ସବୁଦିନ ପାଇଁ କାଳଜୟୀ ହୋଇ ରହିବ। କାରଣ ଏସବୁ ସଙ୍ଗୀତରେ ଓଡ଼ିଆର ଅସ୍ମିତା ଭରିରହିଛି। ଆମ ପିଲାଦିନର ଅଭୁଲା ଅତୀତକୁ ମନେ ପକେଇ ଦିଏ ଏ ମନଛୁଆଁ ଗୀତ।

  • @sarojkumarpatra4108
    @sarojkumarpatra4108 4 місяці тому

    Prafull Bhai amar rahe🎉🎉🎉

  • @bijayakumarpanigrahiofficial
    @bijayakumarpanigrahiofficial 4 місяці тому

    Excellent 👌👌👌👌👌 golden collection 👍

  • @arunaacreation3032
    @arunaacreation3032 4 місяці тому

    🌹💓🌹🙏🏻🙏🏻🙏🏻🌹💓🌹

  • @SangramkeshariNayak-w6w
    @SangramkeshariNayak-w6w 4 місяці тому

    Olda is. Gold❤

  • @rabindrakar-lb8ql
    @rabindrakar-lb8ql 4 місяці тому

    JAYJAGANATH VARYGOOD SONG ❤❤❤❤❤❤❤😂

  • @sweetypadhi3857
    @sweetypadhi3857 4 місяці тому +1

    Old is gold