ଟନ ପାଳ ବର୍ଷିୟାନ କଳାକାର ଙ୍କ ଘର ସାକ୍ଷାତକାର ନିୟତି ଗଣନାଟ୍ୟ / anchor Krishna Kumar / tana paala

Поділитися
Вставка
  • Опубліковано 27 жов 2024

КОМЕНТАРІ • 170

  • @rakshyakarmahakud4603
    @rakshyakarmahakud4603 Рік тому +4

    ବହୁତ ବହୁତ ଧନ୍ୟବାଦ ଏଭଳି ଅନୁଭବୀ ଅଭିନେତା ଙ୍କୁ ସାମ୍ନା ଙ୍କୁ ଆଣି ଥିବା ରୁ, ସେହି ଭଳି ଆଉ ଜଣେ ଅନୁଭବୀ ଅଭିନେତା ବୈରାଗୀ ସାହୁ ଙ୍କ ବିଷୟରେ ଜଣାଇବାକୁ ଅନୁରୋଧ

  • @ratikantsamal6427
    @ratikantsamal6427 Рік тому +11

    କ୍ରିଷ୍ଣା ଭାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ମୋର ଜଣେ favourite ଅଭିନେତା ଙ୍କୁ ଦେଖେଇଲେ

  • @bhabanijayasingh2144
    @bhabanijayasingh2144 Рік тому +4

    ବହୁତ ସୁନ୍ଦର ବର୍ଷୀୟାନ କଳାକାର ଙ୍କୁ ଶୁଭେଛା ଜଣାଉଛି

  • @sontashbahera5487
    @sontashbahera5487 Рік тому +2

    Krishna bhai apan tana pal bhali କଳାକାରଙ୍କ ସହ ସାକ୍ଷତକାରର କଲେ ମୋତେ ବହୁତ୍ ବଢିଆ ଲାଗିଲା ମୁ ନୀୟତି ଗଣନାଟ୍ୟ ର ଯାତ୍ରା ଦେଖିଛି ବହୁତ ଭଲ ❤❤

  • @AlokMishra-w3e
    @AlokMishra-w3e Місяць тому +1

    Voice super❤❤❤❤

  • @naraharipatra2664
    @naraharipatra2664 Рік тому +1

    Mu Bahut khujuthili Tona Palanku. Thank you Krisna Babu.

  • @amirbox1975
    @amirbox1975 Рік тому +3

    କ୍ରିଷ୍ଣା ଭାଇ ଧନ୍ୟବାଦ ବହୁତ ଦିନ ପରେ ଟନସାରଙ୍କୁ ସ୍ଵାକ୍ଷତ କରାଇଲେ ।।

  • @pradyumnamishra9761
    @pradyumnamishra9761 2 місяці тому

    ସମ୍ମାନୀୟ କଳାକାର ଶ୍ରୀଯୁକ୍ତ ଟନ ପାଳ ମହାଶୟଙ୍କୁ ସାଦର ପ୍ରଣାମ l ମହାଶୟ ଯାତ୍ରା ଜଗତର ଅନନ୍ୟ କଳାକାର ସବୁଦିନ ପାଇଁ ସ୍ମରଣୀୟ ରହିବେ l

  • @mr360liveevents
    @mr360liveevents Рік тому +1

    କିମ୍ବଦନ୍ତୀ କଳାକାର, ଚିର ନମସ୍ୟ, କ୍ରିଷ୍ଣା ଭାଇ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏

  • @AlokMishra-w3e
    @AlokMishra-w3e Місяць тому +1

    Super actor

  • @sashikantasahoo7789
    @sashikantasahoo7789 6 місяців тому

    Best ever actor i ever seen.
    Amiti Actor nka replacement asamvababa 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
    Thanks Krishna bhai 🙏🏻

  • @sudhansusekhar8723
    @sudhansusekhar8723 Рік тому +1

    Bahut bahut puruna kalakar dekhiba ku paili.thanks Krishna babu

  • @pradipbarik7861
    @pradipbarik7861 Рік тому +1

    Very nice vlog.. Thank you brother

  • @prasantapanda1703
    @prasantapanda1703 Рік тому +1

    ସାରଙ୍କର ବାକି ରହିଲା ମୋ ରାକ୍ଷୀ ପଇସା ବହୁତ ବଢିଆ ହେଇଚି

  • @rohitnagesh6845
    @rohitnagesh6845 Рік тому +2

    ଏହି ମହାନ କଳାକାର ଙ୍କ ଏପିଷୋଡ଼ ମୁଁ ମନେ ମନେ ଖୋଜୁଥିଲି

  • @rajeshpany8651
    @rajeshpany8651 Рік тому +1

    ବହୁତ ବହୁତ ଧନ୍ୟବାଦ ଜଣେ ଦକ୍ଷ କଳାକାର ଙ୍କୁ ଦେଖେଇ ଥିବାରୁ.

  • @sushantabhuyan7882
    @sushantabhuyan7882 Рік тому +1

    ଧନ୍ୟ ବାଦ ଆପଣଙ୍କୁ, ଅଢେ଼ଇ ଦିନର ବୋହୁ ନାଟକ ମୋର ପସନ୍ଦ

  • @ମାନବପ୍ରେମୀହିମାଂଶୁ

    ଭାଇନାଙ୍କୁ ମୋର ପ୍ରଣାମ🙏
    ଜୟ କଳା
    ଜୟକଳାକାର🙏

  • @rjsomyavlogs2697
    @rjsomyavlogs2697 Рік тому

    My favorite actor mun bahut dine pare dekhili nice God bless you💖

  • @gourhariswain2438
    @gourhariswain2438 9 місяців тому

    Thank You krishana bhai A sabu loka lochan ku Anithiba ru

  • @SukantaTripathy-j4h
    @SukantaTripathy-j4h Рік тому

    Really bhai bhai nku bhaut mane pakauthil,thank u dekhibaku pailu

  • @chaitanyabariki810
    @chaitanyabariki810 Рік тому +1

    ଶୁଭେଚ୍ଛା କୃଷ୍ଣ ବାବୁ 🙏
    ସାର୍ ଙ୍କୁ ଶୁଭେଚ୍ଛା ଏ
    ସାର୍ ଙ୍କୁ ଦେଖି ଥିଲୁ ସୁରଟ ରେ
    କଳାପଥର ବାକି ରହିଲା ତୋ
    ରାଖି ପ ଇ ସା
    ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ 🙏 ବନ୍ଦେ ଉତ୍କଳଜନନୀ 🙏

  • @Aditya.aditya.
    @Aditya.aditya. Рік тому +1

    Krishna babu ମୋର ସହିତ ଟିକେ କଥା ହୋଇ ପାରିବ, କଥା ଟା ଏହା ଯେ ନିମାପଡା ରେ ତୁଳସୀ ଯାତ୍ରାର ଆଗଧାଡିର ଟିକଟ ମିଳୁନି ,ଆପଣ ଆପଣଙ୍କ ଦ୍ଵାରା କିଛି ବ୍ୟବସ୍ଥା ହେଇ ପାରିବନି

  • @jagannathpaikaray7966
    @jagannathpaikaray7966 Рік тому +1

    ବହୁତ ଦିନ ହେଲା ଦେଖି ନ ଥିଲି୤। ଶୁଭେଚ୍ଛା ଜଣାଉଛି। ଟନ ପାଳ କଂର ଅଭିନୟ ଆଜି ପର୍ୟ୍ଯନ୍ତ ମନେ ଅଛି।।

  • @allnews9558
    @allnews9558 9 місяців тому +1

    My favrate natak of tana pala muka devata niyati gananatya

  • @trilochanswain1404
    @trilochanswain1404 Місяць тому

    Bahut bahut dhanyawad bhai

  • @DebrajNandaDN
    @DebrajNandaDN Рік тому +1

    କ୍ରିଷ୍ଣା ଭାଇ ବହୁତ ଧନ୍ୟବାଦ sir ଙ୍କର ନାଟକ କଳାପଥର ପୁରା ହୃଦୟସ୍ପର୍ଶୀ

    • @jobupdates6496
      @jobupdates6496 Рік тому +1

      ସେହି ସମୟରେ ମୁଁ ଛୋଟ ଥିଲି।ଦୂରଦର୍ଶନରେ ପ୍ରସାରିତ ହେଉଥିଲା।ତାଙ୍କ ସଂଳାପ କହିବା ଶୈଳୀ ସହିତ ଚରିତ୍ର ବେଶ ଖାପ ଖାଇଥିଲା।ବହୁ ଚର୍ଚ୍ଚିତ ନାଟକ ଥିଲା।

  • @satyasundarpati7406
    @satyasundarpati7406 Рік тому +1

    Bhuli jaithiba kalakar nku video re dekhi khusi lagila

  • @pradiptasahoo1604
    @pradiptasahoo1604 Рік тому +1

    Tnq tana babu ,,,, god bless you....Krishna bhai dali bhunya ku tk anatu

  • @dipaksahoo2200
    @dipaksahoo2200 Рік тому

    Nicely Krishna bhae

  • @jatraloversibun
    @jatraloversibun Рік тому +1

    Jay Jagannath 🙏🙏🙏
    Bahutu sundar video bahutu khushi lagila ajira vlogs 🥰🥰🥰👌👌👌👍👍👍👍🙏🙏🙏 bhai

  • @prashantabarik7003
    @prashantabarik7003 Рік тому +1

    ବହୁତ୍ ବଢିଆ, କ୍ରିଷ୍ଣା ଭାଇ ! ମୋର first audio cassette ଥିଲା ନାଟକ କିଏ ଯୋଡ଼ି ଦେବ ଭଙ୍ଗା ଚୁଡ଼ିକୁ!!😊

  • @bimalanayak-cp4gj
    @bimalanayak-cp4gj Рік тому

    Very nice vedeo bhala lagila sir ku dekhiki Thanks 🌹🌹🌹🙏🙏🌹

  • @pradeepkumarrout7946
    @pradeepkumarrout7946 Рік тому +1

    ଭଲ ନାୟକ ଜଣେ ସୁନ୍ଦର

  • @uttamkumarsahu511
    @uttamkumarsahu511 Рік тому +1

    , ଧନ୍ୟବାଦ୍ କ୍ରିଷ୍ଣା ଭାଇ

  • @premandkeshri1942
    @premandkeshri1942 Рік тому

    Wow jahar apekhare a manish thila ..thanku bhai...jay jagannath

  • @sanjayakumarnahak4416
    @sanjayakumarnahak4416 Рік тому

    🎉🎉thanks krishna sir
    For connecting my favorite jatra ⭐⭐star
    He has the unique voice

  • @legendgamer2600
    @legendgamer2600 9 місяців тому +1

    ଅଭିମାନଛୋଟରାୟକଳାପଥରଶରତଭାଇ

  • @akshyasahu4335
    @akshyasahu4335 Рік тому +1

    ଦାଦା 🙏, ନିୟତି ଗଣନାଟ୍ୟ ର ସ୍ରଷ୍ଟା ଙ୍କର ସବୁ ଥିଲା,, ଜୀବନ ନାଟକ କୁ ନିୟତି ବଦଳେଇ ଦେଇଚି 🤔ଘରେ ଏକୁଟିଆ ରହିବା ରେ ମାନସିକ ପ୍ରଭାବ 🤔

  • @kumarranjit7076
    @kumarranjit7076 11 місяців тому

    Sir nkara baki rahila mo rakhi paisa super jatra..💕💕💕

  • @ranjanprusty2755
    @ranjanprusty2755 Рік тому +1

    Veteran actor Mr.Sarat Pal.Many many salutes. .....

  • @rabinarayanbehera1480
    @rabinarayanbehera1480 Рік тому +3

    Many many thanks kk for your vlogs on a seasoned and versatile artist

  • @ommsairam1835
    @ommsairam1835 Рік тому

    Dhanyavaad krishna bhai 🙏🙏 tana bhai nku dekhi bhalalagila

  • @subashpatra2828
    @subashpatra2828 Рік тому

    ସତରେ ବହୁତ ବଢିଆ ଲାଗିଲା,

  • @simapatra2088
    @simapatra2088 Рік тому +2

    So super duper om niyate radhanga at tana pala good actor

  • @santoshkumarsingh1973
    @santoshkumarsingh1973 Рік тому +2

    Legend Actor Of Odiya Jatra Industry. ..

  • @mochashamohasa6398
    @mochashamohasa6398 Рік тому

    Thanks good bless you Jay jagannath

  • @prashantasethi9922
    @prashantasethi9922 Рік тому

    Bhala paie thili Raja jhiaku

  • @subratmuduli3043
    @subratmuduli3043 Рік тому +1

    Jayguru

  • @pritiranjanrout2101
    @pritiranjanrout2101 Рік тому

    Bhai bahut dhanyabad

  • @rabinodiabbsr5342
    @rabinodiabbsr5342 Рік тому

    Ur unique krishna Babu

  • @brajkishoresarangi3791
    @brajkishoresarangi3791 3 місяці тому

    ଭସିଲା ପଥର ବୁଡିଲା ସୋଲ । ତାଙ୍କର ସବୁଠାରୁ ଭଲ ନାଟକ ।

  • @MrutyunjayaBarik
    @MrutyunjayaBarik Рік тому +1

    Legend of odia jatra industry...... Kalapathara❤❤❤

  • @resmapradhan9020
    @resmapradhan9020 Рік тому +1

    Old is allways gold krshna bhai

  • @sanjayanayak2667
    @sanjayanayak2667 Рік тому

    Thank u krishna Bhai

  • @AnkitaBehera-ws2en
    @AnkitaBehera-ws2en Рік тому

    First class artist.

  • @shubhranshubehera1200
    @shubhranshubehera1200 Рік тому

    ବହୁତ ଭଲ କଳାକାର

  • @jenamanisambitprakashnayak1387

    Tana pala no 1
    My favorite

  • @jayaprakashmohapatra5644
    @jayaprakashmohapatra5644 11 місяців тому

    ସବୁଠାରୁ ଭଲ ଅଭିନୟ ଥିଲା କିଏ ଯୋଡ଼ିଦେବ ଭଙ୍ଗା ଚୁଡ଼ିକୁ

  • @KurumaniBarik-uc9jz
    @KurumaniBarik-uc9jz 10 місяців тому +1

    ଶରତ ମହାନ୍ତି. ମନ୍ଦାକିନୀ ଙ୍କୁ ଦେଖାନ୍ତୁ. ଯାତ୍ରା ପ୍ରେମୀ ମାନେ ଜାଣିବାକୁ ଚାହୁଁଛନ୍ତି.

  • @susantmaharana7670
    @susantmaharana7670 Рік тому

    ଜୟ ଜଗନ୍ନାଥ

  • @hkmishramishra851
    @hkmishramishra851 Рік тому

    Sirnka dialogue fluency was amazing

  • @rabimishra8437
    @rabimishra8437 Рік тому +2

    ଯାହା ହଉ କ୍ରିଷ୍ଣା ଭାଇ ତୁମକୁ ବହୁତ ଧନ୍ୟବାଦ...🎉🎉 ଯାହାଙ୍କୁ ଆମେ ଖୋଜୁଥିଲୁ... ସେଭଳି କଳାକାର ଙ୍କୁ ଦର୍ଶକ ମାନଙ୍କ ସାମ୍ନାକୁ ଅଣିଥିବାରୁ....
    କୋଣସି ବି ଟିଭି channel ଏଭଳି କାର୍ଯ୍ୟକ୍ରମ କରିନାହାନ୍ତି 🎉🎉🎉👍👍👍👌👌

  • @sripadpradhan7232
    @sripadpradhan7232 Рік тому +1

    Mr. Sarat Pal/Tana Pal is a Legendary Artist of Jatra Industries 👏👏👏

  • @sanjayswain2194
    @sanjayswain2194 Рік тому +3

    ମୋ ପସନ୍ଦର କଳାକାର ଟନ ବାବୁ

  • @143Bikram
    @143Bikram Рік тому

    କ୍ରିଷ୍ଣା ଭାଇ ଲତା ମଣ୍ଡଳ ଅପାଙ୍କର ଗୋଟେ ସାକ୍ଷାତ ଭିଡିଓ ବନାନ୍ତୁ.

  • @PradiptakumarBarik-o2d
    @PradiptakumarBarik-o2d Рік тому

    Nice vedio

  • @urmiladas5329
    @urmiladas5329 Рік тому

    Jayjagantha

  • @gopalpanda3120
    @gopalpanda3120 Рік тому

    Kalapathara miss u Sir

  • @KunalShahu-gj3wp
    @KunalShahu-gj3wp Рік тому

    Namaste sir

  • @jaylaxminarayan4337
    @jaylaxminarayan4337 Рік тому +1

    ଅତିତରେ ଯାତ୍ରା ର ମୂଳ ପିଣ୍ଡ କଟକ ଜିଲ୍ଲା ଏବଂ ଅଭିକ୍ତ ଜଗତସିଂହପୁର

  • @meghu3170
    @meghu3170 Рік тому

    Vai namaskar bahut bahut dhanyabad mo bada papa nku dekheithibaru mo janma mati ku dekheithibaru

  • @legendgamer2600
    @legendgamer2600 9 місяців тому +1

    କୃଷ୍ଣଭାଇଦୟାକରିକଳାପଥରନାଟକରେମିରାବାଇଭୂମିକାରେଅଭିନୟକରିଥିବାଅପାକଂସହସାକ୍ଷାତକରଭଲହେବଜୟଜଗନାଥ

  • @skpati5594
    @skpati5594 Рік тому

    ପାଖରେ ପତିତ ପାବନ ଗୋଛାୟତ ଙ୍କ ମେଡ଼ିସିନ ସପ l ଯିଏକି ପୁରୁଣା ହିରୋ ଯଥା, ତ୍ରିନାଥ, ପାର୍ବତୀ, ସୋମନାଥ, କଳିଙ୍ଗ,ନଟରାଜ ଅପେରା ରେ କାମ କରିଛନ୍ତି l

  • @keshabchandramohapatra3098
    @keshabchandramohapatra3098 Рік тому

    କ୍ରିଷ୍ଣା ଭାଇ ଏମିତି ପୁରୁଣା କଳାକାର ଙ୍କ ବ୍ଲଗ କରନ୍ତୁ

  • @lokanathsahoo8960
    @lokanathsahoo8960 Рік тому

    ଜୟ ଜଗନ୍ନାଥ ଶୁଭ ସକାଳ

  • @alekhameher2514
    @alekhameher2514 Рік тому

    ଜୟ ଜଗନ୍ନାଥ sarat sir🙏🙏🙏🙏

  • @BiswalBiswal-zv3yu
    @BiswalBiswal-zv3yu Рік тому

    Bhalo kalakara

  • @ranjansahoo3294
    @ranjansahoo3294 Рік тому

    Bhai nka super duper hits nataka bhasa badal ku bharasha nahi

  • @maheswarsahoo1163
    @maheswarsahoo1163 Рік тому

    Jay.jagannath

  • @jataraupdate
    @jataraupdate Рік тому +2

    ଟନ ବାବୁ କୁ ପଚାରନ୍ତୁ ସାବୁଲିଆ ଦକ୍ଷିଣେଶ୍ୱର ଓପେରା ବିଷୟରେ ଜାଣିବାକୁ ସବୁ ଦର୍ଶକ କ ଇଚ୍ଛା ହେଉଛି ଆଉ ସାତ ଶଙ୍ଖ ଓପେରା ପାର୍ଟି ବନ୍ଦା ରହି ସବୁଲିଆରେ ଦକ୍ଷିଣେଶ୍ୱର ଓପେରା ହେଲା ମୁଁ କିଛି ଜାଣିଚି କିନ୍ତୁ ଆପଣ ଟନ ବାବୁ କ ଟୁ ଭଲ ରେ ଜାଣି ପାରିବେ । କ୍ରୀଷ୍ଣା ଭାଇ ଆପଣ କୁ ଲାଗିଲା ବାକି ପଚାରିବା କଥା 🙏🏻

  • @somanathpanda9389
    @somanathpanda9389 Рік тому

    ଆଜି ଯାତ୍ରା ଜଗତରେ କେବଳ ଟଙ୍କା ଉଡୁଛି ଏଭଳି କଳାକାର tanababu ଭଳି ଲୋକ ଦେଖିବାକୁ ବିରଳ

  • @subratkumarsahoo1528
    @subratkumarsahoo1528 Рік тому

    Best dialogue man

  • @hkmishramishra851
    @hkmishramishra851 Рік тому +1

    Pillar of jatra industry🙏

  • @prashuramswain2636
    @prashuramswain2636 Рік тому +1

    ପାର୍ବତୀ ଗଣନାଟ୍ୟ ର ପୁରୁଣା କଳାକାର ଯଥା ଦେଢ ଦିନର ସ୍ଵାମୀ ନର୍କରୁ ନିର୍ମାଲ୍ୟ ଆଦି ନାଟକ ର କଳାକାର ମାନଙ୍କୁ ଆଣନ୍ତୁ

  • @kanhunana1775
    @kanhunana1775 Рік тому

    କ୍ରୀଷ୍ଣା ବାବୁ ଆମ ଅଞ୍ଚଳ ରେ ଜଣେ ବର୍ଷିଆନ ବେହେଲା ବାଦକ ବହୁତ ଦିନ ଧରି ଯାତ୍ରା ରେ ବେହେରା ବାଦକ ଭାବେ କାମ କରି ବିଗତ କିଛି ବର୍ଷ ହେଲା ଘରେ ରହୁଛନ୍ତି , ଦୟା କରି ତାଙ୍କୁ ଟିକେ କେମେରା ସାମ୍ନା କୁ ଆଣିଲେ ଭଲ ହୋଅନ୍ତା

  • @jagabandhupradhan677
    @jagabandhupradhan677 Рік тому

    Congratulations

  • @sagarprasadbehura9797
    @sagarprasadbehura9797 Рік тому +1

    Bhai Radhanga gana natyar woner nka sahita tike sakhyatkar kale bhalheba

  • @prashantasethi9922
    @prashantasethi9922 Рік тому

    Congratulations 👏👏

  • @santoshsahoo4290
    @santoshsahoo4290 Місяць тому

    ମଣିଭଦ୍ର ବିଶ୍ୱାଳଙ୍କୁ ଟିକେ ଆଣନ୍ତୁ

  • @brajkishoresarangi3791
    @brajkishoresarangi3791 3 місяці тому

    ୧୯୭୭ ମ ସିହରୁ ମୁ ଜାଣିଛି ତା ଙ୍କର ନିଜସ୍ଵ ଯାତ୍ରା ପାର୍ଟି ଥିଲା ସେ ନିଜେ ହିରୋ ରୋଲ କରୁଥିଲେ। ମୁଁ ଦେଖିଛି।

  • @legendgamer2600
    @legendgamer2600 10 місяців тому +1

    Basantajenamybestnatakkalapatherr

  • @akhayakhatua8890
    @akhayakhatua8890 Рік тому

    Tana Pala Great Acter

  • @sudhirgochhayat9726
    @sudhirgochhayat9726 Рік тому +1

    କ୍ରିଷ୍ଣା ଭାଇ ଆପଣଙ୍କୁ ଅନୁରୋଧ ଜ୍ୟୋସ୍ନାରାଣୀ ଭୂୟାଁ (ଡ଼ଲି ) ଙ୍କ ସାକ୍ଷାତକାର ଆଣନ୍ତୁ......

  • @shankarprasadsatapathy6199
    @shankarprasadsatapathy6199 Рік тому

    Beautiful actor

  • @prashantabarik7003
    @prashantabarik7003 Рік тому

    Tana Pal sirnkara ଦୀର୍ଘାୟୁ କାମନା କରୁଛି !

  • @lilucreation1992
    @lilucreation1992 2 місяці тому

    ଟନ ବାବୁ ଙ୍କ ନାଁ ସରତ ପାଳ ମୁ ଛୋଟ ବେଳେ ଦେଖିଛି ତାଙ୍କୁ କିଏ ଯୋଡି ଦେବ ଭଙ୍ଗା ଚୁଡ଼ି କୁ ନାଟକରେ

  • @kunamoharana939
    @kunamoharana939 Рік тому

    Lov
    You

  • @litanpatra9503
    @litanpatra9503 Рік тому

    Old is gold 💕😍💗❤️ video 😺☺️🙂
    Jay kala
    Jay jatra
    But know hot 🔥 dance Stop please
    Jay Jagannath🎉

  • @RajendraPradhan-h5r
    @RajendraPradhan-h5r Рік тому

    Ases ases dhanya bada