"ରସକଲ୍ଲୋଳ "ଓଡ଼ିଆ ସାହିତ୍ୟ ର ଏକ ଅଭୁଲା ଅଧ୍ୟାୟ | Rasakallola EP 01 | 8th Nov 2021 | Prathana Tv

Поділитися
Вставка
  • Опубліковано 19 вер 2024
  • "ରସକଲ୍ଲୋଳ "
    ରୀତି ଯୁଗୀୟ ସାହିତ୍ୟ ର ଏକ ଅପାସୋରା କାବ୍ୟ,
    ବୈଷ୍ଣବ ସମ୍ପ୍ରଦାୟ ର ମହାନ ଭକ୍ତ କବି ଦୀନକୃଷ୍ଣ ଦାସ , ଓଡ଼ିଆ ସାହିତ୍ୟ ରେ ତାଙ୍କର ଏକ ଯୁଗାନ୍ତକାରୀ କାବ୍ୟ ସୃଷ୍ଟି
    "ରସକଲ୍ଲୋଳ " କୁ ନେଇ ପ୍ରାର୍ଥନା ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ |
    Prarthana TV is the number one Devotional TV channel in Odisha.
    SUBSCRIBE to Prarthana channel for more Odia Devotional content and Song
    / prarthanatv
    Like us on Facebook
    / prarthanatv
    Circle on G+
    plus.google.co...
    Visit our website for further details: www.prarthanatv.in

КОМЕНТАРІ • 25

  • @GamerSwati
    @GamerSwati 6 місяців тому +1

    କୋଟି ଓଡିଆ ଙ୍କ ର ମୌଡମଣି କୋଟି କୈବଲ୍ୟ ନାଥ ଜଗତ ର ନାଥ ଜଗନ୍ନାଥ ଙ୍କ ଚରଣ ରେ ଏଇ ଆକିଞ୍ଚନ ର ପ୍ରଣାମ 🙏🏻🙏🏻

  • @abhisekmaharana1437
    @abhisekmaharana1437 2 роки тому +1

    ଆଃ.... ତନୁ ମନ ପ୍ରାଣରେ କେବଳ ଜଗନ୍ନାଥ ରାଜୁତି।
    ମନ ମୁଗ୍ଧକର ଆଲୋଚନା ଏବଂ କାବ୍ୟ ର ଆବୃତ୍ତ।

  • @damodartripathy8027
    @damodartripathy8027 11 місяців тому

    I glad to hear fir song of dinakrushna rash Kowal.

  • @basantarout9538
    @basantarout9538 11 місяців тому

    ଜୟ ଜଗନ୍ନାଥ 🙏🙏

  • @rekharani217
    @rekharani217 2 роки тому +1

    ଅତି ସୁନ୍ଦର ଆଲୋଚନା ଜାରି ରଖନ୍ତୁ ଏପରି ପ୍ରୟାସ ଅନେକ କିଛି ଶିକ୍ଷା ମିଳୁଛି

  • @manjuladash3373
    @manjuladash3373 2 роки тому

    ଜୟ ଜଗନ୍ନାଥ 🙏🙏 ବହୁତ ସୁନ୍ଦର ହେଇଛି 🙏🙏

  • @PChandanAdvocateOnRecord
    @PChandanAdvocateOnRecord 2 роки тому

    ଧନ୍ୟ ଦୀନକୃଷ୍ଣ ଧନ୍ୟ ତୁମେ ଭକ୍ତି

  • @atishmatoppo3025
    @atishmatoppo3025 Рік тому

    Thank you sir

  • @chandancreative1470
    @chandancreative1470 Рік тому

    ୱା ମନୁଗ୍ଧକର ❤

  • @lipipadhan1757
    @lipipadhan1757 Рік тому

    Very nice 👍

  • @gadadharkar3527
    @gadadharkar3527 Рік тому

    ଗଳାରତ୍ନମ୍ ଗାନମ୍ ନ୍ୟାୟରେ ଦୁଇ ଗାୟକ ଗାୟିକା ଦ୍ଵୟଙ୍କର ସ୍ଵର କୁ ଚତୁଷ୍ପଦ ପ୍ରାଣୀ ମଧ୍ୟ କର୍ଣ ଡେରି ଶୁଣବେ।ଏ ନେଇ ଦୁହେଁ ଧନ୍ଯବାଦାଶୀର୍ବାଦାର୍ହ ।ନମସ୍କରଣୀୟ ତ୍ରିପାଠୀ ଭାଇନା ଙ୍କ ଭାଷା ଗାମ୍ଭୀର୍ଯ୍ୟ ଆନନ୍ଦ ଦାୟକ । ଜୟଜଗନ୍ନାଥ ।

  • @rabindrasukla4691
    @rabindrasukla4691 Рік тому

    Dhanyabad babaa bholeom shankar

  • @brundabanchandrasahu8562
    @brundabanchandrasahu8562 2 роки тому

    ଅତି ସୁନ୍ଦର।

  • @sumitchandrabarik7765
    @sumitchandrabarik7765 2 роки тому

    ଅତି ମନୋରମ

  • @bandanaseth5985
    @bandanaseth5985 2 роки тому

    Jay jagannath 🙏🙏🙏💙💙💙

  • @sumitchandrabarik7765
    @sumitchandrabarik7765 2 роки тому

    ଧନ୍ୟବାଦ ପ୍ରାର୍ଥନା ଚେନେଲ

  • @bhagabatkathapratapnanda6308
    @bhagabatkathapratapnanda6308 2 роки тому

    ଜୟ ଶ୍ରୀକୃଷ୍ଣ 🙏

  • @sanumohapatra864
    @sanumohapatra864 2 роки тому

    Manamugdhakara alochana o madhura kanthaswara

  • @mukeshrana8796
    @mukeshrana8796 2 роки тому +1

    Mathura mangala madhya gayana sahita aalochana karantu

  • @Kks113
    @Kks113 2 роки тому

    helpful vdo

  • @padmabatimishra8357
    @padmabatimishra8357 2 роки тому

    Very nice

  • @jethusahu5950
    @jethusahu5950 Рік тому

    Keu niyamare rasakallola rachita jaithila

  • @debaduttamohanty2368
    @debaduttamohanty2368 Рік тому

    Only songs without explanation will be pleasant

  • @rabindrasukla4691
    @rabindrasukla4691 Рік тому

    Ne hebar ne pakai janbar

  • @subratstudypoint
    @subratstudypoint 2 роки тому

    Very nice