ପ୍ରଶାସନିକ ବ୍ୟବସ୍ଥାରେ ହେବ ଅଦଲବଦଳ!ଓଡ଼ିଶାରେ ବି ହେବ ଛତିଶଗଡ଼ ଭଳି ଅଫିସର ସ୍ତରରେ ବଡ଼ ପରିବର୍ତ୍ତନ Mohan Mja

Поділитися
Вставка
  • Опубліковано 26 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 307

  • @KajalMuduli
    @KajalMuduli 3 місяці тому +38

    ଆମେ ଭାବୁଛୁ ଓଡିଶା ରାମ ରାଜ୍ୟ ହେଉ

  • @manoranjanpanda5536
    @manoranjanpanda5536 3 місяці тому +75

    ଅବ୍ୟବସ୍ଥା ଦେଖିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଧନ୍ୟବାଦ, ଜୟ ଜଗନ୍ନାଥ,

  • @basantarout9538
    @basantarout9538 3 місяці тому +14

    କେବଳ ବଦଳି କରିଦେଲେ ହବନି sir, ବହୁତ୍ କଳା ଧନ ଗଚ୍ଛିତ ଅଛି ସେମାନଙ୍କ ପାଖରେ,... ଜୟ ଜଗନ୍ନାଥ 🙏 🙏

  • @nilamani-if9xz
    @nilamani-if9xz 3 місяці тому +23

    No 1 mohan majhi

  • @niladri5954
    @niladri5954 3 місяці тому +174

    ଆଗ ଏ ହାରାମି ପୋଲିସ କୁ ବଦଳାନ୍ତୁ ସାର୍

    • @alokswain2072
      @alokswain2072 3 місяці тому +7

      Hmm thik seya agha hau then jaha

    • @DontMindDost
      @DontMindDost 3 місяці тому +2

      ଓଡ଼ିଶାରେ Home department କିଛି କାମ କରୁନି... ପ୍ରଥମେ DG, DIG, IG..ଙ୍କୁ ..ତଦନ୍ତ କରାଯାଉ ଏବଂ ବହିଷ୍କାର କରାଯାଉ... ଏମାନ ଙ୍କ ପାଇଁ ACF somyaranjan, ମମତା ମେହେର, ଇତିଶ୍ରୀ... ଭଳି ଅନେକ ଲୋକଙ୍କୁ ନ୍ୟାୟ ମିଲିନାହିଁ.....

    • @prasadentertainment8690
      @prasadentertainment8690 3 місяці тому +5

      ଚିନ୍ତା ର ବିଷୟ ତ ନିଶ୍ଚିତ । ବିଜେଡି ସରକାର କରୁଥିଲେ କଣ ? ଏତେ ଦୁର୍ନୀତି ଗ୍ରସ୍ତ ଅଫିସର ସୃଷ୍ଟି ହେଲେ କେମିତି ? ଏମାନଙ୍କ ଉପରେ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ କାହିଁକି ?

    • @kumartiki6550
      @kumartiki6550 3 місяці тому

      Yes bother❤

  • @manoranjanmullick3487
    @manoranjanmullick3487 3 місяці тому +115

    🙏ଆଗେ ଓଡିଶା ପୋଲିସ ଛେଞ୍ଚ ହଵାଦରକାର ❤️ମୋହନ ଭାଇ cm 🇮🇳

  • @RatikantaBarik-s7o
    @RatikantaBarik-s7o 3 місяці тому +146

    ଓଡିଶା ରେ ସବୁ ଥାନା ଫାଣ୍ଡି ରେ ଲାଞ୍ଚୁଆ ପୋଲିସ ଅଛନ୍ତି ୟାଙ୍କୁ ସବୁ ସସ୍ପେଣ୍ଡ କର

  • @SatrughanNayak-qf1rt
    @SatrughanNayak-qf1rt 3 місяці тому +122

    ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରଥମ ରୁ ଟାଇଟ୍ ରୁହନ୍ତୁ

  • @hrushikeshbebartta4178
    @hrushikeshbebartta4178 3 місяці тому +36

    ସବୁ ବ୍ଲକରେ ତହସିଲ ରେ ସବୁ ଷ୍ଟାପ ଚେଞ୍ଜ ହେବାଦରକାର

  • @chandanrout458
    @chandanrout458 3 місяці тому +23

    ପୋଲିସ ଗୁଡ଼ା ହେଲେ ପରମ ମାଘିଆ ଆଗେ ତାକୁ change କର

  • @debendraseth4498
    @debendraseth4498 3 місяці тому +17

    ପ୍ରଥମେ OSSC ଏବଂ OSSSC ର ସମସ୍ତ ଅଫିସର ଆଉ କର୍ମଚାରୀ ମାନଙ୍କୁ ବଦଳି କରାଯାଉ...

  • @Hemanta-cz3lp
    @Hemanta-cz3lp 3 місяці тому +27

    ସାର, ଆମ କନ୍ଧମାଳ ରେ ବି ବଦଳିଲେଭଲ ହୁଅନ୍ତା

  • @sarbeswardas9828
    @sarbeswardas9828 3 місяці тому +3

    Mohan sir you're best of odisha

  • @narasingha007
    @narasingha007 3 місяці тому +28

    ଖାଲି ବଦଳି କରିଦେଲେ ହେବନି...ଦୋଷୀ ହାକିମମାନ୍ଞକ ବିରୋଧରେ ଦେଶଦ୍ରୋହ ମାମଲାରେ ବିଚାର ଚାଲିବା ଆବଶ୍ଯକ

  • @lipunbarik5530
    @lipunbarik5530 3 місяці тому +4

    Thankyou cm

  • @ajaykumarbehera8752
    @ajaykumarbehera8752 3 місяці тому +8

    ସାରେ ଆପଣେକୁ 🙏🙏🙏🙏🙏କୋଟି କୋଟି 🙏🙏🙏🙏ଚୋର କୁ ଦଣ୍ଡ ଦିଅ 🙏🙏🙏🙏🙏ସବୁ 🙏🙏ମାରିକି 🙏🙏ଖାଇଛତି 🙏🙏ଚୋର 🙏🙏ମାନେ 🙏🙏ସାରେ 🙏ଆପଣେକୁ 🙏🙏ଓଡିଶା 🙏🙏ଲାଗିଲା 🙏🙏ଜୟ 🙏🙏ଜଗନ୍ନାଥ

  • @anantapanda5026
    @anantapanda5026 3 місяці тому +20

    BJD ନେତା କେତେ ଲୁଟି ଖାଉଛନ୍ତି ଯାଞ୍ଚ ହଉ ଜଲଦି

  • @raghunathdehuri4809
    @raghunathdehuri4809 3 місяці тому +9

    ବଦଳି ବା ଦରକାର

  • @chintamanimoharana2678
    @chintamanimoharana2678 3 місяці тому +10

    ସବୁ ବଦଳିବେ କିନ୍ତ୍ ଓଡିଶା ଲୋକ ଭାଗ୍ୟ ନୁହେଁ

  • @PratyushRath-yx5rw
    @PratyushRath-yx5rw 3 місяці тому +30

    ସମ୍ବଲପୁର ଠାରେ ଉଚ୍ଚ ନ୍ୟାୟାଳୟର ଏକ ନୂଆ ବେଞ୍ଚ୍ ସ୍ଥାପନା କରାଯାଉ

  • @sanjuktamohanty7103
    @sanjuktamohanty7103 3 місяці тому

    Thank you sir ❤❤❤❤

  • @nrusinghcharansadangi8579
    @nrusinghcharansadangi8579 3 місяці тому

    ଦୁର୍ନୀତିଖୋର ଅଫିସରଙ୍କୁ ଚିହ୍ନଟ କରାଯାଉ ଦୁର୍ନୀତିର ଆକଳନ କରାଯାଉ ବିହିତ ଦଣ୍ଡ ବ୍ୟବସ୍ଥା କରାଯାଉ

  • @Iamsonofshivbhagwan
    @Iamsonofshivbhagwan 3 місяці тому +61

    ନବୀନ ଚୋର କୁ ମଧ୍ୟ ଯାଞ୍ଚ କର

    • @krishnamaharana7892
      @krishnamaharana7892 3 місяці тому +2

      😡😡😡😡😡😡😡

    • @Skybluewindcool
      @Skybluewindcool 3 місяці тому +4

      ​@@krishnamaharana7892Nabin jail jai paranti khani durniti mamla re 😢

    • @mohannayak8482
      @mohannayak8482 3 місяці тому +3

      ସରକାର ସିନା ଟାଈଟ୍ କିନ୍ତୁ କଣ କଣ ସୁବିଧା ସୁଜଗ କରି ଦେକାଜିବ

    • @supravanayak5673
      @supravanayak5673 3 місяці тому

      Kichi milibani

    • @narasingha007
      @narasingha007 3 місяці тому +1

      ମୁଖ୍ଯ କାର୍ପଟଦାର ନେପେଥ୍ଯରେ ମାଣ୍ଡୁ ଓ ତାର ଭାଇ ଭଉଣୀ ଓ ପୁତୁରା

  • @butumaharanapratap1754
    @butumaharanapratap1754 3 місяці тому +12

    Very good dicision

  • @manoranjanpanda5536
    @manoranjanpanda5536 3 місяці тому

    ନବୀନ ପଟ୍ଟନାୟକ ମରିଗଲେ ଓଡିଶାରୁ କଳଙ୍କ ଯିଵ କାରଣ ଚବିଶ ବର୍ଷ ଶାସନରେ ଓଡିଶାକୁ ଧୂଳିସାତ କରିଦେଲା ନବୀନ ପଟ୍ଟନାୟକ, ଵଡ ହାରାମୀଟା, ଜୟ ଜଗନ୍ନାଥ,

  • @DebendraNathSingh-v8n
    @DebendraNathSingh-v8n 3 місяці тому +2

    ବ୍ଲକ ଠୁ ଆରମ୍ଭ କରି ଜିଲ୍ଲା କଲେକ୍ଟର ଅଫିସ୍ ସମସ୍ତଙ୍କୁ ବଦଳାଇବା ଦରକାର ।

  • @AshwinNayak-vu6gt
    @AshwinNayak-vu6gt 3 місяці тому

    Thankyou cm sir

  • @nilambarbehara3562
    @nilambarbehara3562 3 місяці тому

    Thank you Honourable Chief Minister,,you are the Yogi of Odisha

  • @KanakDas-bd6cr
    @KanakDas-bd6cr 3 місяці тому

    Super 👍

  • @sumitraekka7557
    @sumitraekka7557 3 місяці тому

    Very good

  • @prasantapattanaik862
    @prasantapattanaik862 3 місяці тому +21

    ଯଦି ରାଜ୍ୟ ର ଶାସନ ଠିକ୍ ନଥିଲା ତେବେ ରାଜ୍ୟପାଳ କଣ କରୁଥିଲେ?

    • @narasingha007
      @narasingha007 3 місяці тому +6

      ରାଜ୍ଯପାଳଙ୍କ ଦାୟୀତ୍ଵ ବାହାରେ...ରାଜ୍ଯପାଳଙ୍କ ଅଧିକାର ସାମ୍ବିଧାନିକ ଅବ୍ଯବସ୍ଥା...ନା କି ଅନିୟମିତତା...

    • @sanatanihindu2584
      @sanatanihindu2584 3 місяці тому

      Governor kebala naam matra head thaanti asli head CM

  • @bhupatimeher9691
    @bhupatimeher9691 3 місяці тому

    Thanku 100/thik ati srigha heu

  • @bijaykumarnayak8024
    @bijaykumarnayak8024 3 місяці тому

    Jay Jagannath

  • @SayedAzadali
    @SayedAzadali 3 місяці тому

    Very good veri good hamara mukhymantri

  • @RajuKishorMallick
    @RajuKishorMallick 3 місяці тому

    No 1 Mohan sir

  • @ahalyanaik835
    @ahalyanaik835 3 місяці тому

    God blešs you

  • @manojdalai7532
    @manojdalai7532 3 місяці тому

    ଏହିଭଳି ମୁଖ୍ୟମନ୍ତ୍ରୀ ଓଡିଶା ବାର ବାର ଦେଖୁ ଅଫିସର ରାଜ ବନ୍ଦ ହେଉ ପିସି କାରବାର ବନ୍ଦ ହେଉ

  • @chaitanyaroul1369
    @chaitanyaroul1369 3 місяці тому +5

    It's should be fully change all departments

  • @bharatpatra2631
    @bharatpatra2631 3 місяці тому

    ବି ଦ ଳୀ ବା, ଦ ର କା ର ❤❤❤❤

  • @maminamishra6373
    @maminamishra6373 3 місяці тому

    All Departments plese.I am proud of you Sir Thank you.

  • @shivsundarsethi2980
    @shivsundarsethi2980 3 місяці тому

    Very good sir thank you

  • @narayannayak4798
    @narayannayak4798 3 місяці тому

    Right 👍 jay jagannath 🙏

  • @sunilsahu1045
    @sunilsahu1045 3 місяці тому

    Lage raho new CM. ❤❤❤

  • @trinathdas3305
    @trinathdas3305 3 місяці тому

    Good ask to question to officer CM odisha take action sir

  • @vrajstudio7204
    @vrajstudio7204 3 місяці тому

    Good news

  • @bhagabanpradhan7500
    @bhagabanpradhan7500 3 місяці тому

    Thanks
    Quick view

  • @nirodakumarsatapathy8168
    @nirodakumarsatapathy8168 3 місяці тому

    HONOURABLE CM SIR PRANAM. YOU ARE GREAT. JAY JAGANNATH

  • @rameshchandropatro3112
    @rameshchandropatro3112 3 місяці тому +2

    ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଟିକେ ଜମି ଓ ଘର ପଟା ଦେଉ ଥିବା RDC ଉପରେ ପଡ଼ିଲେ ଲୋକମାନେ ବହୁତ ଉପକୃତ ହେବେ, କାରଣ ସବୁ ସଠିକ ପ୍ରମାଣ ଦେଲା ପରେ ମଧ୍ୟ ଜମି ଓ ଘରର ଅସଲି ଷ୍ଟାମ୍ପ ପେପର RDC ରେ ସାହେବଙ୍କ ସିଟ୍ ତଳେ ପଡି ରହିଛି,ଓ ଯେଉଁ ମାନେ ମୋଟା ଅଙ୍କର ଲାଞ୍ଚ ଦେଉଛନ୍ତି ସେମାନଙ୍କର ଫାଇଲ୍ ଶିଘ୍ର ରିଲିଜ୍ ହୋଇ ଘର ଓ ଜମି ପଟ୍ଟା ହୋଇଯାଉଛି। ଏଣୁ ମୁଖ୍ୟମନ୍ତ୍ରୀ ବାବୁ ଏତିକି ପ୍ରାର୍ଥନା ଯଥା ଶୀଘ୍ର RDC & Tahsildar Section ପ୍ରତି ଦୃଷ୍ଟି ଦେଲେ ଗରିବ ଗୁରୁବା ଲୋକେ ଉପକୃତ ହେବେ ଏବଂ ଲୋକଙ୍କ ଆଶିର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ରହିଛି ଏବଂ ରହିବ ମଧ୍ୟ

  • @BuduramGoud
    @BuduramGoud 3 місяці тому

    ଓଡ଼ିଶା ର ଲାଛୁଆ ଅଫିସର ମାନଙ୍କୁ ଶସ୍ପେଟ୍ କରନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @GangaBhoi-rc6rz
    @GangaBhoi-rc6rz 3 місяці тому +1

    Ok

  • @rsagarkumar5503
    @rsagarkumar5503 3 місяці тому

    ସାର, ସବୁ ଅଫିସର ପୁରା ଲାଞ୍ଚୁଆ ହେଇଛନ୍ତି ନବୀନ ଙ୍କ ଅପାରଗତା ଯୋଗୁ । ଆପଣ ହିଁ କିଛି କରିପାରିବେ।।।

  • @kashinathdash4772
    @kashinathdash4772 3 місяці тому

    ପ୍ରଶାସନିକ ବ୍ୟବସ୍ଥା ଭିତରେ ଶାସନ ବ୍ୟବସ୍ଥା କୁ ସଂପୂର୍ଣ୍ଣ ନିରପେକ୍ଷ, ଗଠନ ମୂଳକ ବିକାଶ ପାଇଁ ପ୍ରତୀ 3ବର୍ଷ ରେ ଥରେ ବଦଳି ର ଆବଶ୍ୟକତା ଅଛି।।ସେ ମୂଖ୍ୟ ମନ୍ତ୍ରୀଙ୍କ ସଚିବ ହେଉ କି ମୂଖ୍ୟ ଶାସନ ସଚିବ ହେଉ ବା ଜେ କୌଣସି କର୍ମଚାରୀ ହେଉ।।

  • @AKHANKHI
    @AKHANKHI 3 місяці тому

    Rama raija odisha mohanbabu thanku 🙏🏼🙏🏼🙏🏼

  • @mahendramahanta2273
    @mahendramahanta2273 3 місяці тому

    Jay jagannath Swami mahaprabhu

  • @sandeshdas1690
    @sandeshdas1690 3 місяці тому +1

    ଧାନ ରଟେ ବଢ଼ାଇଦେଲେ ସରକାର
    ଚାଉଳ ରଟେ ବଢିଗଲା କ୍ଷତି କାହାର ହେଲା ପଇସା ଖାଇ ଭୋଟ ଯିଏ ଦେଲା
    ପ୍ରକୁତ ଲାଭ ହେଲା ବ୍ୟବସାୟୀ ମାନଙ୍କ ra

  • @padamabatibehera5506
    @padamabatibehera5506 3 місяці тому +2

    IFS , IAS Officer manoku bodali korajau

  • @gayadharnayak1358
    @gayadharnayak1358 3 місяці тому

    Good work by cm

  • @ShukruDalabehera
    @ShukruDalabehera 3 місяці тому +4

    ପନିପରିବା ଦର କେମିତି କମିବ ସେ ବିଷୟରେ ଆଲୋଚନା କର, ଏପଟେ ସେପଟେ ଆଇନ ଆଣିକି ଛାନିଆ କରାଇବାରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ

    • @SnehasisPadhiItsMe
      @SnehasisPadhiItsMe 3 місяці тому +3

      Jaha odisha pain darkar seita age heba. Tama pani pariba aji badhichi kali kamijiba. Sabu abyastha ku Abe thik na kale kali rajya diwaliya heijba tama pila nati tanka bhaisyta andhara heba.

    • @ShukruDalabehera
      @ShukruDalabehera 3 місяці тому

      Ok

    • @JitendraMajhi-py8yg
      @JitendraMajhi-py8yg 3 місяці тому

      Tu solata pagala kire gatie dinare hi janma hei ki chaliba sikhilu badhe

    • @dhabaleswarmahanta1531
      @dhabaleswarmahanta1531 3 місяці тому

      Pani bariba chasa Kara aape aape pariba Dara kamijiba .

    • @ShukruDalabehera
      @ShukruDalabehera 3 місяці тому

      ଆମେ ଚାଷ କରିବୁ, କିନ୍ତୁ ଯିଏ ଚାଷ ନ କରି ପରିବା କିଣିବ(ଗରିବ )ସେ ଦଶଥର ଭାବିବ ତାପରେ ନେବ😜

  • @ommprakash2008
    @ommprakash2008 3 місяці тому

    Verysoon ଚେଞ୍ଜ..

  • @banditabarik2872
    @banditabarik2872 3 місяці тому

    Chhatisgarh pari ratarati Officers star re badali heba uchhit.Thanks to Mohan Majhi sir,

  • @soudaminsahoo1697
    @soudaminsahoo1697 3 місяці тому

    Police ku fast target karantu cm sir

  • @AjayMalik-ql1cw
    @AjayMalik-ql1cw 3 місяці тому

    ସେମିତି କରିବା ଦରକାର 👍👍👍🌹

  • @prasannabehera1461
    @prasannabehera1461 3 місяці тому

    Bhala heichhi emiti hele bhala heba jeun jhia mananku nyay milini emiti hele kale kichhi pari bartana heba

  • @saraswatipradhan1165
    @saraswatipradhan1165 3 місяці тому +1

    Heba darkar

  • @dilipbehera1982
    @dilipbehera1982 3 місяці тому

    It is needful

  • @skaifoundation8120
    @skaifoundation8120 3 місяці тому

    Consequences Prabhu 🙏.

  • @subaldas3254
    @subaldas3254 3 місяці тому

    ଜୟ ଜଗନ୍ନାଥ।
    ଓଡ଼ିଶାର କର୍ମ ଜୀବିଙ୍କ ମାନସିକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଠାରେ କର୍ମଜୀବି ଅତ୍ୟନ୍ତ ବଦମାସ ସ୍ବଭାବ ସମ୍ପନ୍ନ। ଏମାନେ ଦାଦନ ଖଟିବାକୁ ଯାଇ ଅନ୍ୟତ୍ର ଠିକାଦାର ଠାରୁ ମାଡ଼ ଖାଇ କାମ ଦେଖାନ୍ତି। କିନ୍ତୁ ନିଜ ରାଜ୍ୟର ବୁଦ୍ଧି ଜୀବିଙ୍କ ମୁଣ୍ଡ ଖାଆନ୍ତି। ଅତୟେବ ଆମର ଅର୍ଥନୈତିକ ବିକାଶ ହେଉନାହିଁ। ବିକାଶରେ ବାଧା। ଏହି ବସ୍ତି ବାସିନ୍ଦା ଆଉ ମୂର୍ଖ ମାନଙ୍କ ଭୋଟ ସରକାର ଗଢିବା ପାଇଁ ମୂର୍ଖଙ୍କୁ ପଇସା ଦେଇ ଭୋଟ କିଣି ନେଉଛନ୍ତି ପାଞ୍ଚ ବର୍ଷ ପାଇଁ ସରକାର। ଏହି ଅନୈତିକ ସରକାରଙ୍କ ହାତରେ ରହିଲା ଦେଶର ଶକ୍ତିଶାଳୀ ଅର୍ଥ ମନ୍ତ୍ରଣାଳୟ।
    ଜୟ ଜଗନ୍ନାଥ

  • @PrasannaGadtia-q5c
    @PrasannaGadtia-q5c 3 місяці тому

    PC ମୁକ୍ତ ଓଡିଶା 👍

  • @Somiya2002
    @Somiya2002 3 місяці тому

    Yeh So called hero Anil kapoor nehi Nayak movie ka ..but yeh Real Nayak hai Humare desh ka Odisha ka ,Apke jai Ho Mohan Ji ..app jiyo haazaro saal and logon keliye ese kaam karte raheye ,odisha app ko bhul nehi payega kabhi ..BJD se nikale huye Logon ko Koi bhi ministry kabhi mat dena ,woh Trust ke like nehi Hain

  • @akhyabehera1622
    @akhyabehera1622 3 місяці тому

    Very good decision 👍

  • @GourangRout-fk7xv
    @GourangRout-fk7xv 3 місяці тому

    CM sir ,Odisha needs second Dam on Mahanadi at Tikarapada or Manijangha to store water for Kharip & Rabi crops to enable Delta irrigation system functional in all seasons.

  • @birendrakumardharua4813
    @birendrakumardharua4813 3 місяці тому

    Focus should be given to the administrative structure as it has been diluted in many ways

  • @somanathsonusahoo2205
    @somanathsonusahoo2205 3 місяці тому +9

    Odisha new cm sir please start a mission crime and criminal free odisha please like Yogi je jay shree ram

  • @AbhimanyuSwain-et4iu
    @AbhimanyuSwain-et4iu 3 місяці тому

    Odisha me sabhi district par help line number hona chahiye, mahila suraksha ku important dena chahiye, help line number pe phone karne par 5 minite me police public ku suraksha dena chahiye.manya bar odisha new CM ku request.

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 3 місяці тому +3

    ବଦଳାନ୍ତୁ

  • @chakadolafashion5205
    @chakadolafashion5205 3 місяці тому

    Suspend all Currepted officer's, police, and others

  • @rajkumarrout1436
    @rajkumarrout1436 3 місяці тому

    ଓଡ଼ିଶାର ନିୟମ କାନୁନ ବଦଲାଜାଉ, ସବୁ ବିଜେଡି ର,ଚାମଚା

  • @pallimadhuriodiafolksong2771
    @pallimadhuriodiafolksong2771 3 місяці тому

    ବହୁଦିନ ଧରି ପଦକୁ ମାଡି ଵସି ଥିବା ପ୍ରତ୍ୟେକ ଚାକିରିଆ ମାନ ଙ୍କୁ ବଦଳି ଆବଶ୍ୟକ ।

  • @santoshkumarsatapathy3168
    @santoshkumarsatapathy3168 3 місяці тому

    Bribery,PC cannot be controlled in government offices as long as MP MLA are not performing duties honestly,from higher level bribery should be checked then in lower level corruption can be checked automatically

  • @NagenNagendalei
    @NagenNagendalei 3 місяці тому

    ସବୁ ବିଭାଗ ରେ ଦୁର୍ନୀତି

  • @PrasannaGadtia-q5c
    @PrasannaGadtia-q5c 3 місяці тому

    ଦୁର୍ନୀତି ମୁକ୍ତ ଓଡିଶା 👍

  • @kanhucharannathkanhu323
    @kanhucharannathkanhu323 3 місяці тому

    ଡିସ୍‌ମିସ୍‌ କରାଯାଉ ସସ୍‌ପେନ୍‌ଡ୍‌ ନାଇଁ

  • @anantapanda5026
    @anantapanda5026 3 місяці тому +3

    ପାଣ୍ଡୁ କେତେ ଲୁଟିଛି ଦେଖ

    • @sujitcreation1719
      @sujitcreation1719 3 місяці тому

      ସତ କଥା କହିଲେ ଭାଇ । ୟାର ତଦନ୍ତ ହେବା ଦରକାର 😂

  • @priyambadasharma3929
    @priyambadasharma3929 3 місяці тому +2

    Emiti sabudin street rahi samastanka tautara niti chhadei diantu sir😊

  • @ashoknanda1170
    @ashoknanda1170 3 місяці тому

    Election 5 year re hauchi
    Govt change hauchi
    Govt Employee pain Service
    Period Change Karajau
    Corruption Kamiba

  • @santoshkumarsahoo6389
    @santoshkumarsahoo6389 3 місяці тому

    Sir apana sabu officer ku change Kara au corruption less kara

  • @digambarrout375
    @digambarrout375 3 місяці тому

    ସେମାନଂକ କଳାଧନ ଜବଦ ହେଉ

  • @zipgameryt
    @zipgameryt 3 місяці тому

    Very good 👍🏻

  • @nababarika4028
    @nababarika4028 3 місяці тому

    Administrators should be change !

  • @GangaBhoi-rc6rz
    @GangaBhoi-rc6rz 3 місяці тому

    🎉

  • @ramaojha1074
    @ramaojha1074 3 місяці тому

    Nayak movie ka, realy Hero our CM, action on the spot

  • @agastibadadalai6119
    @agastibadadalai6119 3 місяці тому

    Gajapati dfo nku change karajou.. With police DG change kara jao

  • @srajendra7660
    @srajendra7660 3 місяці тому

    Sir police department saha, sabu office se collector office thu arambh kari , BDO, tahsil ,Ri sabu office re pc aau corruption jordar chalichhi gote b kams hauni, ki officer mane kichhi kama karibaku raji nahanti ,tike a system change karantu bahut jaldi action niyantu.

  • @anrapurnanayak9465
    @anrapurnanayak9465 3 місяці тому

    Sampurna michha

  • @ratanlalmurmu5110
    @ratanlalmurmu5110 3 місяці тому

    Hoba dorkar

  • @susantanath8775
    @susantanath8775 3 місяці тому

    🕉🌹ଦେଖ ଖବର ରଖ ନଜର 🌹🙏🙏🙏🙏🙏

  • @smruti671
    @smruti671 3 місяці тому

    ଦେଖ ଆଗକୁ କଣ ହଉଛି....

  • @RakeshMohanty-br8dj
    @RakeshMohanty-br8dj 3 місяці тому

    Nua kana pura sahi..
    We congratulate them..

  • @susantajena3466
    @susantajena3466 3 місяці тому +1

    Gariba manaku hairana karithiba officer manaku imdetly saspent karajiba darkar

  • @yaniprusty8582
    @yaniprusty8582 3 місяці тому

    ଶୀଘ୍ର ହେବା ଦରକାର