ଜୋଇଁ କେଳେଙ୍କାରୀ ମଧୁମିତାଙ୍କ ମା ଖୋଲିଲେ, OYO ରୁମରେ ଝିଅ ଆଣି ରଖୁଥିଲା ଶ୍ରୀଧର। Journalist Madhumita Mother.

Поділитися
Вставка
  • Опубліковано 2 гру 2024

КОМЕНТАРІ • 233

  • @GopiPradhan-ot9tb
    @GopiPradhan-ot9tb 4 місяці тому

    3:10 3:10

  • @santoshkumarmishra2620
    @santoshkumarmishra2620 4 місяці тому

    ଭଲପାଇବାର ଏ ହେଉଛି କରୁଣପରିଣତି. ତେଣୁ ବିବାହ ପୂର୍ବରୁ ଜାତକମେଳକ କରିବାକୁ ଅନୁରୋଧ.

  • @santoshkumarmishra2620
    @santoshkumarmishra2620 4 місяці тому

    ଆପଣ ଜଣେ ମାଆ. ଝିଅକୁ ପରପୁଅସହିତ ୫ ବର୍ଷ ରୋମାନ୍ସ କରିବାକୁ ସୁଯୋଗଦେଲ. ଏବେ ଚିତ୍କାର କଲେ ଲାଭ କଣ ? ଏ ହେଉଛି ଗୋଟିଏ ଉଦାହରଣ. ତେଣୁ ଝିଅମାନେ ସତର୍କ ରୁହନ୍ତୁ. ଯିଏ ମଜା ନିଏ ସେ ସଜା ପାଏ.

  • @bikashmahanta7579
    @bikashmahanta7579 4 місяці тому

    ମିଛ

  • @subhabratamishra4465
    @subhabratamishra4465 4 місяці тому +99

    ରାଜ୍‌ଧାନୀରେ ୯୮% ଲୋକ ଅଭଦ୍ର, ଚୋର, ଟାଉଟର୍ । ବହୁତ୍ ଦିନରୁ ଭୂବନେଶ୍ବର୍‌ ମୋର୍‌ ନାପସନ୍ଦ୍‌ ।

    • @ManasRanjanswain-rs7ks
      @ManasRanjanswain-rs7ks 4 місяці тому +5

      ଭାଇ ଭୁବନେଶ୍ୱର ରେ ଓଡ଼ିଶା ଓ ଓଡିଶା ବାହାରୁ ଲୋକ ର ସମସ୍ତେ ସବୁଆଡୁ ଲୋକ ରହୁଛନ୍ତି l ସମସ୍ତେ ଚିନ୍ତାଧାରା ଅଲଗା ହୋଇ ପରେ କିନ୍ତୁ ରାଜନୀତି ବାସୀ ଙ୍କ ଦୋଷ କଣ...??

    • @ManasRanjanswain-rs7ks
      @ManasRanjanswain-rs7ks 4 місяці тому +2

      ଏ ଯୋଉ ଲୋକ କେଶ କରିଛନ୍ତି ଭୁବନେଶ୍ୱର ଲୋକ ନୁହନ୍ତି l ଉଭୟ ପରିବାର ଗଞ୍ଜାମ ର ଭଞ୍ଜନଗର ବାସିନ୍ଦା ଏ ଲୋକ ଭୁବନେଶ୍ୱର ଧଉଳି ରହୁଥିଲେ..

    • @subhabratamishra4465
      @subhabratamishra4465 4 місяці тому +1

      @@ManasRanjanswain-rs7ks ହଁ ଭାଇ 😄ଧନ୍ୟବାଦ୍‌ ।

    • @sudarsanpanda7700
      @sudarsanpanda7700 4 місяці тому +3

      Great analyst....

    • @subhabratamishra4465
      @subhabratamishra4465 4 місяці тому +1

      ଭାଇ 'ରାଜ୍‌ନୀତି ବାସୀ' ର ଅର୍ଥ କଣ୍‌ ମୁଁ ବୁଝି ପାରିଲିନି । ବୋଧେ 'ରାଜ୍‌ଧାନୀବାସୀ' ଙ୍କ କଥା କହୁଛନ୍ତି।

  • @rnk6817
    @rnk6817 4 місяці тому +1

    ୟେ ସବୁର ମୁଖ୍ୟ ନାୟକ ମା ଚୋ ମିଶ୍ର ..ଆମେ ସମସ୍ତେ ସେ ଵା ଳ ରାୟ ର ଭୁକ୍ତ ଭୋଗୀ ଓଡ଼ିଆ ମିଶ୍ର କିଛି ବର୍ଗ୍ର୍ ର୍ ( କୋର୍ଟ. ..ପୋଲିସ ଓକିଲ )ଙ୍କ ସ୍ୱାର୍ଥ ପାଈଁ ଓ ହିନ୍ଦୁ ଧର୍ମ କୁ ନଷ୍ଟ ଭଷ୍ଟ କରବା ପାଇଁ ଏ ଭଳି ରାୟ ଦେଲା 2018 ପୂର୍ବ ରୁ ଯାହା ବି ଥିଲା କିନ୍ତୁ 2018 ପରେ ତାହା ହୁ ହୁ ହୋଇ ବଢ଼ି ଚାଲି ଲା ( extra marital not a crime ବା ଳ ରାୟ) କୋର୍ଟ ଚାହେଁ ନୁଆ ନୁଆ କେଶ ପତେକ୍ ଦିନ ଓକିଲ ଙ୍କ ରୋଜଗାର. ଵା ଳ ଆଇନ ..ଏଇଟା ଗୋଟେ ଫାସନ୍ marriage -divorse - takae - police case false 498 --maitainance --alomony. --lady enjoys with money and hidden.relation boys family get torture ..ବର୍ତମାନ ଏଇୟା ଚାଲିଛି ସମସ୍ତ ଙ୍କୁ ରୋଜଗାର. କୋର୍ଟ ଓକିଲ. ପୁଲିସ ଆଉ ମେଡ଼ିଆ 😅

  • @arunchandrabarik1011
    @arunchandrabarik1011 4 місяці тому +19

    ତମେ ଜାଣିକି 5years ଲିଭିଂ relation ରଖୁଥିଲ କେମିତି, ଜଣେ ବାଡୁଅ ପୁଅ, ସହିତ ତମ ଝିଅକୁ ଜାଣିକି 5ବର୍ଷ ତାସାଥୀରେ ନ ବାହାଘର କରି ଫିଜିକାଲ relation ରେ ଛାଡୁଥିଲ କେମିତି, କାରଣ ତମେ ଜାଣିଥିଲ ସେ ପୁଅ କୁ ଫସାଇଦେଲେ ତମଝିଅ କୁ ବାହାହବ, ଆଉ ତମେ Airforce ଜ୍ୱାଇଂ ମିଳିବ, ତମ କଥାରୁ ଜଣାପଡୁଛି ସେ ଝିଅ ମାରିବା ପଛରେ ତମେ ବି କିଛିପରିମାଣରେ ଦାଇ

    • @pankajkumarmohanta557
      @pankajkumarmohanta557 4 місяці тому

      Thik

    • @happylucky4839
      @happylucky4839 4 місяці тому

      Right 2023 re divore 2024 march re married madhu saha taha mane Divorce karei ki marrige karichhi

  • @princ209
    @princ209 4 місяці тому +100

    ଗାଁ ଗଣ୍ଡାରୁ ଯୋଉ ଝିଅ ଭୁବନେଶ୍ୱର ଯାଉଛନ୍ତି ପାଠ ପଢୀବାକୁ କି ଚାକିରି କରିବାକୁ ସେ ପୁରା ଭୁବନେଶ୍ବରିଆ ଟୋକା ପ୍ରେମରେ ପାଗଳ ହେଲେ ଗାଁ ଗଣ୍ଡାରେ ପୁଅ ଗୁଡ଼ାକ ବାହା ହେବାକୁ ଝିଅଟିଏ ପାଉ ନାହାଁନ୍ତି ବୁଢ଼ା ହେଲେଣି ସହରରେ ବାହା ହେବାର ଫଳ ଆତ୍ମହତ୍ୟା ହେଉଛି ଶେଷରେ ।

    • @Kalmikuliyt
      @Kalmikuliyt 4 місяці тому +5

      Right 100%

    • @biswajitdhir5585
      @biswajitdhir5585 4 місяці тому +1

      Yes

    • @sdash6242
      @sdash6242 4 місяці тому +4

      Prathama katha, se toka ra ghara Bhanjanagar, dui jananka family related.
      Dutiya katha, tuma gaan re kana kehi jhia nahanti? Na tumaku khali stylish jhia darkar?

    • @SaraswatiNayak-bv2jd
      @SaraswatiNayak-bv2jd 4 місяці тому

      Right

    • @sankarnayak3427
      @sankarnayak3427 4 місяці тому

      Sata kahile ❤❤bhai

  • @s.mallick1839
    @s.mallick1839 4 місяці тому +44

    ଯଦି mantu ତୁମ ସମ୍ପର୍କୀୟ ଥିଲା ତା ବିଷୟ ରେ ଜାଣି ପାରିଲେନି କେମିତି, ଯେତେବେଳେ ସେ ଫିଯିକଲ ରିଲେସନ ରେ ଥିଲେ ସେତେବେଳେ ମ୍ୟାଡମ ଆପଣ କେମିତି ଅନୁମତି ଦେଇ ଥିଲେ

    • @sdash6242
      @sdash6242 4 місяці тому +2

      Do parents ever give permission to anyone? 🤨🤨 You must be living in foreign country?

    • @parbatimishra8684
      @parbatimishra8684 4 місяці тому +2

      କହୁଛନ୍ତି ଆମ relative ର ସେ ଆଗରୁ ଡିଭୋର୍ସ କରିଛି ଏମାନେ kemiti ଜାଣିପାରିଲେନି

    • @sanghamitradas371
      @sanghamitradas371 4 місяці тому +1

      Psycalrelation jhiya luchi rakhi thiba

    • @SumatiSoy-bh8zd
      @SumatiSoy-bh8zd 4 місяці тому

      Right

  • @odishamobilerepair7973
    @odishamobilerepair7973 4 місяці тому

    ସବୁ 100% ମିଛ

  • @Dilipkr744
    @Dilipkr744 4 місяці тому

    8:30
    ମୋର ଫୋନ ପେ ରେ 1000 ଟଙ୍କା ଅଛି।
    ମାନେ ସବୁ ପଇସା ଖେଳ।
    ଶାଶୁ ବହୁତ୍ ହୁସିଆର୍ ଅଛି।

  • @aratanayak8009
    @aratanayak8009 4 місяці тому +8

    ଝିଅ ମଲ୍ଲା ପରେ ମା ବହୁତ କଥା
    କହୁଛି... ଏତେ ଘଟଣା ହେଲାପରେ
    ଡ଼ିଭୋସ ଦେଈ ଖୁସିରେ ଜୀବନ
    ବିତାଇଲ ନାହିଁ କାହିଁକି ସ୍ୱାମୀ ବିନା
    କଣ ରହି ପାରିନ ଥାନ୍ତା

  • @jitendra33453
    @jitendra33453 4 місяці тому +27

    ପଇସା ଲୋଭରେ marrage କରିଥିଲା ସେ ଝିଅ

    • @haizellovesfood3767
      @haizellovesfood3767 4 місяці тому +1

      Tote kahithila ki

    • @sanghamitradas371
      @sanghamitradas371 4 місяці тому

      Se Toka sudu naluata samaste ku fasouchi

    • @jitendra33453
      @jitendra33453 4 місяці тому

      @@sanghamitradas371 ଠିକ୍ କହିଲ ଭଉଣୀ ୫ ବର୍ଷ ସେ କଣ ଦେଖିକି ଭଲ ପାଇଲା, ସେଥି ପାଇଁ ମୁଁ ରାଗିଗଲି, ଯଦି ସେ ନାଳୁଆ , ଚାଡ଼ ପତ୍ର କିଛି ଅସୁବିଧା ନଥିଲା

  • @SumatiSoy-bh8zd
    @SumatiSoy-bh8zd 4 місяці тому

    Aji Kali Prema emitika sabu hela

  • @prasantajena1509
    @prasantajena1509 4 місяці тому +16

    ଚୁର ପଳିଗଲା ପରେ ଏମାନଙ୍କର ବୁଦ୍ଧି ବାହିରେ

  • @jayakrushnasarangi1015
    @jayakrushnasarangi1015 4 місяці тому +2

    ଏଇ ମାଇକିନା ଟା ପରମ ଘୋଡାଗେହି, ତା କଥା ରୁ ପୁରା ଜଣା ପଡୁଛି l

  • @saubhaginipatra1254
    @saubhaginipatra1254 4 місяці тому

    0:26

  • @rasanandasethy
    @rasanandasethy 4 місяці тому +1

    ଝିଅ ମାନେ ତାକର ସେଇ ଟା ସଫା କରତିନି ବର୍ଷ ମଧ୍ୟରେ ପୁଅ ଅଲକା ଝିଅ କୁ କରେ 😂

  • @niranjannayakgreatodisha2342
    @niranjannayakgreatodisha2342 4 місяці тому +26

    ତା ଛୋଟ ଭଉଣୀ ଓ ମା କଥା ରୁ ଠିକ ଲାଗୁନାହିଁ . ତେଣୁ ଏହା ର ଠିକ କଥା ଅନୁଧ୍ୟାନ କରି ନ୍ୟାୟ ଦିଆ ଯାଉ .

    • @deepalifestyle326
      @deepalifestyle326 4 місяці тому +3

      Thik katha maa kahuchi se pua mora reletive tahele pua agaru Baha hoichi kemiti janinathila

    • @JenaAkash-i9o
      @JenaAkash-i9o 4 місяці тому

      Ham mo putura ku naya milu

    • @deepalifestyle326
      @deepalifestyle326 4 місяці тому

      @@JenaAkash-i9o tme kn se pilaku janicha

    • @JenaAkash-i9o
      @JenaAkash-i9o 4 місяці тому

      @@deepalifestyle326 ham mo putura

    • @happylucky4839
      @happylucky4839 4 місяці тому

      @@deepalifestyle326 Emane janichanti Aga stree saha divorce ra karana ei Madhu 5 years physical relation re thile 2023 divorce ,march 2024 married pura jana paduchhi Madhu sete bele gote nari ra kasta ku maja re neothila ebe jate bele au gote nari entry kala taku kainki kasta hela marichi vala heichi mo matare

  • @deepakbehera901
    @deepakbehera901 4 місяці тому

    Hey prabhu Oyo ku badnaam karani bhai odisha re Jane jie unicorn heichi.
    Sabu hotel re a to z kama haochi Oyo 😮

  • @KUNALJUNE17
    @KUNALJUNE17 4 місяці тому +15

    ସବୁ ଏମାନେ ମିଛ କହୁଥାଇପlରନ୍ତି
    ଝିଅ ଙ୍କୁ ଭରସା ନାହିଁ

    • @JenaAkash-i9o
      @JenaAkash-i9o 4 місяці тому

      Ham

    • @bharatmajhi8536
      @bharatmajhi8536 4 місяці тому

      ​@@JenaAkash-i9oha tume Sabu sotia to ethi jetebele puo ku dasa diajaichi au kan kahiba puo hau ki jhio duhe bhull kale duhehi dosi hela bhull samastanko pai saman kahaku cadiba katha nuho😡

    • @bishnupriya9852
      @bishnupriya9852 4 місяці тому

      Tu bodhe gote ଫ୍ଲଡ଼ ହେଇଥିବୁ gote ଜୀବନ ଚାଲି ଗଲା ତା ପରେ emiti ତମ ମାନଙ୍କ ପରି ପୁଅ ଆଗରୁ rep କରୁଥିଲ ପୁଣି ନୂଆ ପ୍ଲାନ ରେ ପ୍ରେମ କରି ସମ୍ପର୍କ ରଖି dhoka ଦେବେ 😡😡😡😡😡ତମ ମାନଙ୍କୁ ଜଗନ୍ନାଥ ସହିବେ ନାହିଁ

    • @bishnupriya9852
      @bishnupriya9852 4 місяці тому

      ତମ ମାନଙ୍କ ପୁଅ ପାଇଁ aau କଣ karibe ଆଗରୁ ରେପ୍ କରୁଥିଲ ebe ପ୍ଲାନ ସହ ପ୍ରେମ କରି ଧୋକା ଦେବେ 😡😡😡

    • @KUNALJUNE17
      @KUNALJUNE17 4 місяці тому

      ​ଜଗନ୍ନାଥ ଙ୍କ ଭୟ ଆଉ କାହାକୁ ଦେଖେଇବୁ ବୁଝିଲୁ । ପୁଅ ଯେତେବେଳେ ମରିଯାଏ ସେତେବେଳେ ତୁ ତ ଚୁପ୍ ଥାଉ​ ।ଟିକେ ଝିଅ ମରିଯାଇଛି ଯେ ଡିଆଁମାରିକି କଣ reply ଦେଇ ପକାଉଛୁ@@bishnupriya9852

  • @PPtv-w2t
    @PPtv-w2t 4 місяці тому

    Maa sata kahila tume kichi luchouna

  • @debasispanda9361
    @debasispanda9361 4 місяці тому

    Ae maa au sana jhia 2ta jaka chandi

  • @samalsingh4912
    @samalsingh4912 4 місяці тому

    Se lokota porom pelua tenu taku husiar nohele peliki chhadidebo.

  • @GaganbihariBalabantaray
    @GaganbihariBalabantaray 4 місяці тому +12

    Temesala ସବୁ ନାଟକର କେନ୍ଦ୍ର ବିନ୍ଦୁ ତମର ସବୁ ଦୋଷ

  • @Official_sonalipallei
    @Official_sonalipallei 4 місяці тому

    Aaji kali deha sukha paai sabu bada bada michha kahi khela chalusanti.

  • @chakadolasasamala2839
    @chakadolasasamala2839 4 місяці тому +20

    Mote tike jhia family upare doubt laguchi

  • @animoongkteck8659
    @animoongkteck8659 4 місяці тому

    Ai ghoda gehi,, pare paisa nehiki case utheideba

  • @being_patricalfrednoble8216
    @being_patricalfrednoble8216 4 місяці тому

    Berhampur place ta bahut thara badnaam helani

  • @swetalinaacharya4327
    @swetalinaacharya4327 4 місяці тому

    Jani thila jadi ...kemiti jani parilani se agaru mrg kari thila boli

  • @bibekakumarpani3694
    @bibekakumarpani3694 4 місяці тому

    Eaita parama bedha jhia mala akhiru luha nahi bedheira

  • @AbhishekSonu-o3j
    @AbhishekSonu-o3j 4 місяці тому +5

    ତମ ଆର ଝିଅ କୁ ବାହା କରେଇ ଦିଅ....

  • @AbhishekSonu-o3j
    @AbhishekSonu-o3j 4 місяці тому +4

    ପୁଅ ଐରଫୋର୍ସ ରେ ଅଛି ଏବେ ଗାଣ୍ଡିମରେଇ ହୁଅ 😂😂

  • @Sonakshi234
    @Sonakshi234 4 місяці тому

    Maa muha re jama dukha nahi emiti laguchi jemiti tame mane hi samil acha jhia ku mariba painn tame jemiti clearence daucha laguna maa pari tama jagara auu kou maa hoithanta jhia dukha re se adha marila manishaa hei jiye kintu tama ku dekhile jana paduchi ki seye tama jhia nuha badhay🤔🤨🤨

  • @rajneeshkumar1303
    @rajneeshkumar1303 4 місяці тому +1

    ତୁମେ ସବୁ ସରକାରୀ ଚାକିରୀ, ଘର, ଗାଡି ଦେଖିକି ଝିଅ ଦେଉଛ ଏବେ ନାମ ନିଅ l କେବେ କୋଉ 25-30k କାମଉଥିବା ପ୍ରାଇଭେଟ ଚାକିରିଆ ଙ୍କୁ ଜ୍ୱାଇଁ କରିବନି ତୁମର ଇଜ୍ଜତ ପଳେଇବ ନା l

    • @sdash6242
      @sdash6242 4 місяці тому

      Stop crying. Daily wage labourers also get married. The watchman in our apartment is married. The paribawalas in the market are married. It's your problem if you want a rich stylish girl.

    • @rajneeshkumar1303
      @rajneeshkumar1303 4 місяці тому +1

      @@sdash6242 I m not crying the girls like her will cry every day and every second due to their wrong choice.. Now girls become gold digger, greedy, they choose money and status over good character and man of good values.. So they suffer like this and I m damn sure they will suffer more in coming days... Here the girl is so blind that she couldn't know that the person is married and waiting for devorce, she may b blind for his govt job, money and status.. So u cant blame only man, here this girl is 200 percent gulty

    • @rajneeshkumar1303
      @rajneeshkumar1303 4 місяці тому

      @@sdash6242 stop supporting these type of girls who cannot choose an unmarried person, who is choosing married person for money... U r saying a boy want stylish girls 😄.. No a boy want a good character and simple girl.. Those girls are more stylish they choose more rich guy who is out of their limit and finaly get a rich man and suffer like this girl...

    • @rajneeshkumar1303
      @rajneeshkumar1303 4 місяці тому

      @@sdash6242 you stop supporting these type of girls who runs after money, status and govt job.. These type of girls dont see whether the man is married, divorced or drunkard or characterless, if he has money and govt job everything is ok.. Here whatever she suffered is very fine.. These type of girls suffer like this

  • @rudramohanty699
    @rudramohanty699 4 місяці тому

    Madhu ra maa pura dosi

  • @sonusudam1546
    @sonusudam1546 4 місяці тому +26

    ମା ମନରେ ଟିକେ ଦୁଃଖ ଜଣାପଡ଼ୁନି

  • @being_patricalfrednoble8216
    @being_patricalfrednoble8216 4 місяці тому

    But phenyl ta Swami ku kain piaidelani?

  • @SwagatikaSethy-l9o
    @SwagatikaSethy-l9o 4 місяці тому +1

    ପ୍ରଥମ ଭୁଲ ଝିଅର କାହିଁକି ନା ବିବାହ ପୂର୍ବରୁ ଝିଅଟି ଶାରୀରିକ ସଂପର୍କ ରଖିଛି,ଝିଅଟି ବୁଝିବା କଥା ଯେ ଯେଉଁ ପୁଅ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା କଥା କହୁଛି ତାହାଲେ ସେ ପିଲାର ଭଲ ପାଇବା କିଭଳି ଥିଲା,ଆଉ 5 ବର୍ଷ relationship ରେ ରହିବା ପରେ ସେ ଝିଅ କେମିତି ଜାଣିପାରିଲା ନାହିଁ ଯେ ତା bf କଣ କରୁଛି କଣ ନାହିଁ। ପ୍ରେମ କର ହେଲେ ଏତେ ବି ପ୍ରେମରେ ଅନ୍ଧ ହେଇଯାନି।
    ଆଉ ସେ ପୁଅ କେତେ କେତେ ଝିଅଙ୍କ ସହ relation ରଖୁଛି ସେଭଳି ପିଲାକୁ direct ଫାଶୀ ଦଣ୍ଡ ମିଳିବା ଦରକାର କାରଣ ଆଗକୁ ଆଉ କୌଣସି ଝିଅ ସହ ଏ ପୁଅ cheat କରିପାରିବନି nd 2nd re ଏଭଳି ଦଣ୍ଡ ମିଳିଲେ ଆଉ କୋଉ ପୁଅ ହେଉ ବା ଝିଅ ସାହସ କରିବେନି ଏମିତି ଭୁଲ ଆଉ ଘୃଣ୍ୟ କାମ କରିବା ପାଇଁ।

  • @PriyadarshiniPanda-sq4cn
    @PriyadarshiniPanda-sq4cn 4 місяці тому

    Evali toka saha jhiaku bida kala kipari

  • @kumargauravmohapatra7694
    @kumargauravmohapatra7694 4 місяці тому

    FIRST RA EA BEDHA PILA KU KIA GOVT EMPLOYEES HELA

  • @being_patricalfrednoble8216
    @being_patricalfrednoble8216 4 місяці тому

    Odisha police 😂😂😂😂😂😂

  • @sanghamitradas371
    @sanghamitradas371 4 місяці тому +1

    Mankadaku salagrama dele jaha hueee

  • @ratnakarchoudhury121
    @ratnakarchoudhury121 4 місяці тому

    5 ଵର୍ଷ ରିଲସନ ରେ ଥିବା ସମସ୍ତ ଝିଅ ମରିଵା ଦରକାର

    • @happylucky4839
      @happylucky4839 4 місяці тому

      Ki comments haha

    • @sdash6242
      @sdash6242 4 місяці тому

      All laws for women? What about men? This is purusa atyaachaar 😅😅

  • @sridharswain2386
    @sridharswain2386 4 місяці тому +2

    ଝିଅ ମଲାପରେ ଏମିତି ସବୁ ଜ୍ଞାନ ସବୁ ମା ଦିଅନ୍ତି ଏତେ ଯଦି ଜ୍ଞାନ ଥିଲା 5 ବର୍ଷ ଝିଅ ପ୍ରେମ କରୁଥିଲା ଜାଣିନଥିଲ ସେତେବେଳେ ତାର ପୂର୍ବରୁ ବାହାଘର ହେଇଥିଲା ବୋଲି l ତା ସାନ ଭଉଣୀ ଯୋଉ କହିଲା ଝରଣା ଆଉ ସ୍ଵାଗତିକା ତା ଭେଣେଇ ସାଙ୍ଗରେ ରହୁଥିଲେ ବୋଲି ସିଏ ତ ସବୁ ଜାଣିଛି l ମା ଏବେ କହୁଛି ପ୍ରଥମ ସ୍ତ୍ରୀ କୁ ପଇସା ଦବ ପାଇଁ ମୋ ଝିଅ ମତେ ପଇସା ମାଗିଥିଲା l ସବୁ ମିଛ କାହାଣୀ ମତେ ତ ଲାଗୁଚି ଏଇ ଦିଜଣ ବି ସାମିଲ ଅଛନ୍ତି ବିଚରା ମଝିରେ ବାପା ଭାଇ ହଇରାଣ ହଉଛନ୍ତି l ଏଇ ମା ଝିଅ ଦିଟାଙ୍କୁ ଲାଜ ନାହିଁ କି ସରମ ନାହିଁ l

  • @saraswatisahoo5171
    @saraswatisahoo5171 4 місяці тому

    ୟା ଝିଅ ଯେମିତି ପୁରା ସୁନା ମୁଣ୍ଡାଟା ଏବେ ପୁଅକୁ ଦୋଷୀ ସଜେଇ ଦେଉଚି ଏ ମାଆ ବି ଖଣ୍ଡେ ।

  • @coolboysgrpk.p377
    @coolboysgrpk.p377 4 місяці тому

    ତମେ ମା ଝିଅ ସାଢେ଼ ବଦମାସୀ ବସିକି
    ମିଡିଆ ଆଗରେ ଷ୍ଟୋରୀ ସୁନାଉଛି

  • @bishnudebisahu4359
    @bishnudebisahu4359 4 місяці тому

    Tame marriage agaru Jhia thiba ghare gote puoku Ani Kain rakhuthila................se anatha hau ki chhemuda hau..........mausi bhul tamara..............

  • @binapaninaik5932
    @binapaninaik5932 4 місяці тому

    Mausi kharap vabibani mote laguchi Prema Kari Baha agaru sabu sarithila baha pare mitha lagilani au kn

  • @mahakal-d3j
    @mahakal-d3j 4 місяці тому +6

    Effect of justice Deepak Mishra characterless law Extra marital affairs not a crime in 2018

    • @chitrasenasamal1116
      @chitrasenasamal1116 4 місяці тому +1

      se judge lagi pura odisha ra sanskruti nasta heigala

  • @JagannathSahoo-vb4rj
    @JagannathSahoo-vb4rj 4 місяці тому +17

    ଟୋକା ଏୟାର ପୋର୍ଟ ଚାକିରି କରିଛି ବୋଲି ଲାଲଚ ଦେଖାଇବ ଗୋଟେ ପରେ ଗୋଟେ ରୀଵର୍ସ କରି କିମ୍ବା ମାରିବ ତାପରେ ଵିଵାହ କରୁଥିବ। , ସବୁଠାରୁ ବଡ଼ ଦୋଷ , ମା ର ଏବଂ ଝିଅର ଜାଣି ଥାଉ ଜାଣି ଥାଉ କେମିତି ବିବାହ ଘର କରୁଛ

  • @being_patricalfrednoble8216
    @being_patricalfrednoble8216 4 місяці тому

    Aji kalika swami🤣🤣🤣🤣🤣🤣🤣🤣

  • @aratmalik2432
    @aratmalik2432 4 місяці тому

    Vol haichie madadam

  • @resmarojalinbehera7502
    @resmarojalinbehera7502 4 місяці тому

    Whats wrong with this people
    Sabu samayare apana mane gote jhia ku kn pai blame karuchanti
    Se pua ra bi bhul dekhantu pls

  • @minatibhola7753
    @minatibhola7753 4 місяці тому

    ଏମିତି ଗଲୁଆ ଟୋକାକୁ ସେ ଗଲେଈ ସହ ଫାଶୀ ଦିଅ ମିଶିକି। ଦିନ ରାତି ହେଵେ

  • @chitrasenasamal1116
    @chitrasenasamal1116 4 місяці тому

    relationship re thile puni physical relationship bibah purbaru....chhi chhi.. odia jhia heiki British thu bhi baligaleni

    • @sdash6242
      @sdash6242 4 місяці тому

      You didn't say anything about the character of the guy. People like you are the reason men think they can do whatever they want and get a free pass.

  • @priyadarsantripathy1893
    @priyadarsantripathy1893 4 місяці тому +4

    Ye sabu janichanti,se jhia ku divorce karibare a jhia aau ma ra hata thiba,ebe karma phala voguchanti

  • @srgroup5149
    @srgroup5149 4 місяці тому +41

    ସେ ପୁଅର 100%ଭୁଲ କିନ୍ତୁ ମୁଁ ଜାଣି ପାରୁନି ତମେ ମାନେ ଏତେ ବଢେଇ କହିବାର କଣ ଆବଶ୍ୟକ ଅଛି, ତମ ଝିଅ ସେ ଟୋକା ବିନା ବଞ୍ଚି ପାରିଥାନ୍ତା କିନ୍ତୁ ମରିବାର କଣ ଆବଶ୍ୟକ ଥିଲା, ମୁଁ ମୋ ଝିଅକୁ ଯାହା ସିଖାଉଚି ତମେ ତମ ଝିଅକୁ ତାହା ସିକେଇନ, ଆରେ ଭାଇ ଏ ଦୁନିଆରେ ବାପା ଆଉ ମା କୁ ଛାଡି କେହି କାହାର ନୁହଁ ନିଜେ ବଞ୍ଚିବା ଶିଖ

    • @sanghamitradas371
      @sanghamitradas371 4 місяці тому

      Ajikali koupila bujhuchanti sabuta sei Prema pai pagala

    • @Pinky59015
      @Pinky59015 4 місяці тому +1

      Bhai ma sahita bi emiti houchi,,hele bi mu suicide karuni struggle karuchi bahuta kastare😢

  • @satyaswarupnayak4381
    @satyaswarupnayak4381 4 місяці тому

    Jhio rakhinathanta aau kan pua rakhithanta ki 😂😂😂😂😂
    India sarkar ta extra merital affair ku india re valid karichhi kan bhasigala seithu 😂😂😂😂

  • @minatibhola7753
    @minatibhola7753 4 місяці тому

    ବାଡି ପଶାର କେତେ ଗଲୁ ହଉଚି ଗୋଟାଏ ଛାଡି ଆଉ ଗୋଟେ ଆଣି ପୁଣି କରୁଥୂଲା ତାକୁ ଫାଶୀ ଦିଅ

  • @manojmukhi2079
    @manojmukhi2079 4 місяці тому +13

    Air Force chakiri lobha re sabu janiki b jhia ku baha kareile...ebe women card kheluchanti

    • @sdash6242
      @sdash6242 4 місяці тому

      They didn't know about the guy's affairs. The mother is saying in Odia. Do you not understand Odia?

    • @happylucky4839
      @happylucky4839 4 місяці тому

      @@sdash6242 Tame bujhibaku chesta kara se kn kahile 5years hela physical relation re thile 2023 re divorce heichi 2024 march marriage with Madhu taha mane Divorce ra karana Madhu hei thiba boli kn mane achhi au Mantu tankara samparkiya kemiti janibe ni tame sala Alu ta bujhucha odia bujhi paruna

  • @Kalmikuliyt
    @Kalmikuliyt 4 місяці тому +8

    ଲଭ ମାନେ SeX,ଆଜି କାଲି Tranding ଚାଲିଛି

  • @debashreechhatoi101
    @debashreechhatoi101 4 місяці тому

    Ma ta pakka badamas jana paduchi, jhia ku Uchit sikhya deithile emiti prema pageli hoi suicide karinathanta

    • @sdash6242
      @sdash6242 4 місяці тому

      In Indian culture, parents teach their children to get married and stay in abusive relationships because if she is unmarried or gets divorced then evil aunties and uncles like you will make her life miserable.

  • @satyaswarupnayak4381
    @satyaswarupnayak4381 4 місяці тому

    Govt job 😂😂😂😂😂

  • @SMRUTISRADHHA
    @SMRUTISRADHHA 4 місяці тому

    Oyo room ❎ O room ✅

  • @susanta659
    @susanta659 4 місяці тому

    Sa pau. Sangara a jhio ro maa ro love relationship thila sathi pai sa chaligala.

  • @susanta659
    @susanta659 4 місяці тому

    Paisa jagu sa jhio ro jibano gala lovara padi sa pura sangara baha ghra kari thila ta maa ro sa pau sangara love relationship thila

  • @satyaswarupnayak4381
    @satyaswarupnayak4381 4 місяці тому

    Jhio marichhi but dukha tk ta janapaduni munhare 😂😂😂😂
    Emitia mudern sasu khande khande milile sabu ghara bhangiba hin bhangiba 🤣🤣🤣🤣

  • @bishnupriya9852
    @bishnupriya9852 4 місяці тому

    Se ଶଳା ବାବାଜୀ ଭାଇ କୁ aag action nia

  • @JagannathSahoo-vb4rj
    @JagannathSahoo-vb4rj 4 місяці тому +35

    ଆଗ ସ୍ତ୍ରୀ ଛାଡ଼ି ବାର କାରଣ କ'ଣ ସବୁ କଥା ଜଣା ପଡ଼ିଲା ଏବେ , ତାପରେ ମଧୁମିତା କୁ ପ୍ରେମ କରୁଥିଲା ତେଣୁ ପଛ ସ୍ତ୍ରୀ ଛାଡ଼ିଥିଲା , ମଧୁମିତା ସବୁ ଜାଣିଛି ଏଵଂ ତା ମା'କୁ ଠିକ୍ ଜାଣିଥିଲା, କାହିଁକି ପ୍ରେମ କରୁଥିଲା ଟୋକା ଏୟାର ପୋର୍ଟ ରେ ଚାକିରି କରିଛି ବୋଲି , ନାରିମାୟା। କୋଇନେହି ପାଇଆ

    • @parbatimishra8684
      @parbatimishra8684 4 місяці тому +1

      Absolutely right 👍

    • @parbatimishra8684
      @parbatimishra8684 4 місяці тому +1

      କହୁଛନ୍ତି j ଆମ relative ର ପିଲା ସେ ସେ ଆଗରୁ ଡିଭୋର୍ସ କରିଛି ଏମାନେ relative ହୋଇକି ଜାଣିପାରିଲେନି kemiti ଜଗନ୍ନାଥ ଜାଣନ୍ତି କଣ hoichhi

    • @lovelylm3023
      @lovelylm3023 4 місяці тому

      Aga wife ra luha padila

    • @lovelylm3023
      @lovelylm3023 4 місяці тому +2

      Aga stree ya pain chhadichi 😢 kaha akhire luha dele kehi khusire rahiparibeni

    • @JagannathSahoo-vb4rj
      @JagannathSahoo-vb4rj 4 місяці тому

      @@parbatimishra8684 ଚାକିରି ଲୋଭ

  • @bjrajterb
    @bjrajterb 4 місяці тому +3

    mate bi laguchi problem jhia ghara lokankara. Au bhul 100% jhia ra .

  • @AjitkumarJena-qp4eq
    @AjitkumarJena-qp4eq 4 місяці тому

    Nejar kahucha divars kemeti januna lo

  • @haizellovesfood3767
    @haizellovesfood3767 4 місяці тому

    Chii faltu pua
    .

  • @khageswardas8256
    @khageswardas8256 4 місяці тому +13

    Pua ra yete lila thila kan pai funi baha hela..just For status air force employee

  • @rajashreepanda969
    @rajashreepanda969 4 місяці тому +10

    ଏତେ କଥା ସବୁ ଯଦି ଜାଣିଥିଲ.. ଝିଅ ଟିକୁ ନେଇ ପାଖରେ ରଖିଥାନ୍ତ.. କେମିତି ତାକୁ ଏକୁଟିଆ ଛାଡ଼ିଦେଲ... ହେଲେ ହୁଏତ ଆଜି ଥାନ୍ତା ଝିଅ ଟି... ଭଗବାନ ଆତ୍ମାକୁ ତାଙ୍କର ଶାନ୍ତି ଦିଅନ୍ତୁ 🙏🙏

    • @sunitasahoo5442
      @sunitasahoo5442 4 місяці тому +1

      Han emanka b Bhul achhi because jhia ete kasta re achhi janiba pare taku ani pakeithanta😢

  • @madhuprava
    @madhuprava 4 місяці тому +7

    Tame ki family loka Tama bandhu puni janiparilani

  • @AnanyaKar-w9n
    @AnanyaKar-w9n 4 місяці тому +1

    Baha heba agaru jadi bed ku jiba tebe sabu khusi sarijiba Khali society ku dekheibaku ekathi rahiba katha .sabu jinsa limit bhitare bhala Lage tame sabu foreign culture ku follow karucha modern heba live in re rahiba 5barsa rahila pare sei excitement sei attraction aau thae ki ? Nua nua sabu bhala Lage gradually pua nkara intrest kamijae romantic aau se hei ruhantini upar se sei Toka ra ete lafda ..bahare kahaku bharpet khana mili jauchi ghare aau bhoka kuadu lagiba Ghar ki murgi daal barabar bhabila se..jie 10jaga muhan mariba adat se gote jaga re bandhi heiki Rahi parena no matter tame jete b efforts lagei dia jiban deiki bhala pa tanku farak padeni ...be strong girls don't do such type of stupidity think about your parents plzzzz...

  • @himansukiranbehera9648
    @himansukiranbehera9648 4 місяці тому

    Ganjamre eguda common domestic drama ethire worried hebara kichhi nahin.😂😂😂egudankara paisa aga baki sabu pachha

  • @sachidanandasamantaray
    @sachidanandasamantaray 4 місяці тому

    Jadi ete lafada thila
    Tahele
    Agaru tike inqy karithile bhala hoithanta
    Dekhantu Divorce gote karana nuhe
    Divorce pare b loka bhalarre baha heei bhallare rahuchhanti
    Gote jhio ra jibana chaligala
    Bapa maa Thai b

  • @sankarnayak3427
    @sankarnayak3427 4 місяці тому

    Love marriage 😂😂😂😂😂😂😂😢😢😢😢

  • @Lilyesh-s7x
    @Lilyesh-s7x 4 місяці тому

    Banda news maghiea

  • @Swapna73
    @Swapna73 4 місяці тому +1

    Madhu pain I guess ee Tokara bodhe divorce heithila ..göte ghara bhangile nijara jiba

  • @sankarnayak3427
    @sankarnayak3427 4 місяці тому

    Gov...😂😂😂jhia marriage kariba

  • @soumyaranjansahoo2344
    @soumyaranjansahoo2344 4 місяці тому +1

    Ye bohut chalak laguchi maa tu jadi nija relation ra pila boli kahuchu tahale se pila divorce heichi Tara kemity jani pari nathila emane pua ra job dekhiki janiki pua saha marrige karichanti abe nama nela bele sabu pala chaleichanti ea jemity katha kahuchi ya jhia Marini boli face ru total jana paduni ya jhia death hei jaichi boli

    • @gyanaranjanchand6887
      @gyanaranjanchand6887 4 місяці тому

      Right Pua job dekhiki central govt job na sethipain emane sabu janiki emiti karichhnati

    • @soumyaranjansahoo2344
      @soumyaranjansahoo2344 4 місяці тому +1

      @@gyanaranjanchand6887 perfect katha bro

  • @bijaykhuntia
    @bijaykhuntia 4 місяці тому

    ସରକାର କେବେ ନୁଆ ଆଇନ୍ ଲାଗୁ କରିବେ

  • @satyabrataray6167
    @satyabrataray6167 4 місяці тому +6

    Jhia ghara pura gamer laguchanti

  • @subhabratamishra4465
    @subhabratamishra4465 4 місяці тому

    ସେ ଶଳା ମାଦର୍‌ଚୋଦ୍‌ ମଣ୍ଟୁ କୁ ଯମ ଘାଣ୍ଟୁ ।

  • @Smitas-n5r
    @Smitas-n5r 4 місяці тому +3

    Samaste jhia taraf ru katha ta sunuchanti coz se marijaichi boli but pua taraf ru kichhi samna ku asiparuni... Tanka katha bi sunantu kn heichi actually gote taraf katha ru kichhi janapadibani

  • @prafullasethi5098
    @prafullasethi5098 4 місяці тому +1

    Bada ghar bada gumor katha

  • @kabitaswain7606
    @kabitaswain7606 4 місяці тому

    Tokara ditajaka muleiki katidea ta pai a panisment thik

  • @Tt__gopro
    @Tt__gopro 4 місяці тому +4

    Arehh ete katha janiki taa maa kmti baha dei dele

  • @sasmitapani9439
    @sasmitapani9439 4 місяці тому

    Husband bhai , bahar 2 ta jhia misi pua ra mnunda kharap karichhanti . Irsha re . Jehetu a mane thik settle thile . Anti chhuri tanti Kate . Jhia patha padhi job kale kan heba tike sansar ta cleverly handle
    Karibar thila .

  • @Animallovers1985-z5x
    @Animallovers1985-z5x 4 місяці тому +1

    Love marriage ta gote fashion heigalani

  • @anil_devil
    @anil_devil 4 місяці тому

    Bhalo au doso sabu nijoro

  • @abinashswain964
    @abinashswain964 4 місяці тому +2

    Central goment servant bsf army tanka loovre bahaghar karicha pura back ground n janiki jhia ku daecha maa bhul kahar sabu parents mnku goment chakiria darkar naam naba

  • @kabitaswain7606
    @kabitaswain7606 4 місяці тому

    Tare ajhiaku baha habara jogyata na thila bahaheigiba pare nijaku hero boli bhabila

  • @Armylover-cn9jb
    @Armylover-cn9jb 4 місяці тому +4

    Sabu defense pila amiti gote re satisfy huyantini

    • @sureshkumarnahak5859
      @sureshkumarnahak5859 4 місяці тому +1

      Y blame to army? 5 finger are not eql

    • @etishreeparhi2483
      @etishreeparhi2483 4 місяці тому

      Exactly. Kebe bhi Navy, Airforce, Aviation department, Doctor nku date karibani. They all have multiple partners.

    • @chirashreechiki5481
      @chirashreechiki5481 4 місяці тому

      Actually reality hela gote pua kebe bhi gote jhia saha loyal heiparibani ..even 5 years ra relationship rahila pare bhi loka cheat karuchanti yar ..Men can't be trusted that's why i have decided I won't get marry ever ever. Alone life is best

  • @jibankumarbarik257
    @jibankumarbarik257 4 місяці тому

    Sabu e maa janichi .... Sala jhiaku Jani suni baha karichi ebe ne kilaaaa... Kete story gapuchi ho ...

  • @samsonkumarpradhansami7078
    @samsonkumarpradhansami7078 4 місяці тому

    Maa ra bi bhula acchi....

  • @nilachalasatapathy5196
    @nilachalasatapathy5196 4 місяці тому

    A stree loka kahu chi je sia ama relatives pua bapa maa chiunda mu taku pilaru jani chi ,then abe kemiti kahu chi je tara second merriage tara divorce katha mu janini , dal me kuch kala he