CM Mohanmajhi Exclusive : ନ୍ୟୁଜ ୧୮ ମଞ୍ଚରେ ମୁଖ୍ୟମନ୍ତ୍ରୀ | Aatmanirbhar Odisha 2024 | Odia News

Поділитися
Вставка
  • Опубліковано 17 гру 2024

КОМЕНТАРІ • 109

  • @naikbabu5533
    @naikbabu5533 День тому +35

    ଲୋକଙ୍କର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜୟ ଜଗନ୍ନାଥ 🙏🙏🙏🙏

  • @AntaryamiKhamari-z2g
    @AntaryamiKhamari-z2g День тому +14

    ନିର୍ମଳ ହୃଦୟ ମୋହନ ମାଝୀ ସୁନ୍ଦର ଓଡିଶା ସୁଦୃଢ ହେବ ଜୟ ମା ସମଲେଶ୍ୱରୀ

  • @trilochanaprusty5631
    @trilochanaprusty5631 День тому +24

    ମୋହନ ସରକାର ସବୁଠାରୁ ଭଲ

  • @Nayakvlogs-c2s
    @Nayakvlogs-c2s День тому +2

    Very good advice sir 🎉🎉🎉

  • @sunitabaipaiofficel1018
    @sunitabaipaiofficel1018 День тому +12

    ❤❤❤❤love you Mohan Majhi

  • @jamesjames6386
    @jamesjames6386 День тому +9

    Jay ho.... mohan majhi agyaan

  • @Skstarvlog3735
    @Skstarvlog3735 День тому +13

    ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ବାବୁ। ଟିକେ ବି ଗର୍ବ ନାଇ।

  • @pintumiku7993
    @pintumiku7993 День тому +7

    My❤best cm mohan manjhi❤❤❤❤

  • @gopalsamantray7804
    @gopalsamantray7804 День тому +8

    Great chief minister

  • @AntaryamiKhamari-z2g
    @AntaryamiKhamari-z2g День тому +8

    ନବୀନ ପାଣ୍ଡୁ ଟିକେ ଦୟାକରି ଦେଖ ଓଡ଼ିଆ ସାକ୍ଷାତକାର କେମିତି ମଜା

  • @thetraveller7668
    @thetraveller7668 День тому +6

    Love you our CM

  • @litumajhi6652
    @litumajhi6652 День тому +8

    ମାନ୍ୟବର ମୁଖ୍ୟ ମନ୍ତ୍ରୀ ମହାଦୟ ଆଜି ଜଣେଇ ଦେଇଛନ୍ତି ଯେ ଆମ ମୁଖ୍ୟ ମନ୍ତ୍ରୀ ନୁହେଁ ତୁମେ ବି ସାଡେ ଚାରି କଟି ଓଡ଼ିଆ ଲକ ବି ସମସ୍ତେ ଜଣେ ଜଣେ ମୁଖ ମନ୍ତ୍ରୀ
    ଆପଣକୁ ମୋର ଘନିଷ୍ଠ ପ୍ରଣାମ sir ଆପଣ ମାଡିଚାଲ ଅପଣଂକ ସାଥିରେ ଓଡିଶା ଅଛି
    ଜୟ ଜଗନ୍ନାଥ ସାହା ନିଶ୍ଚିତ ହେବେ
    ଜୟ ଜଗନ୍ନାଥ ନମଃ 🙏🙏🙏🙏🙏🙏🙏🙏🙏🙏
    🙏🙏🙏🙏🙏🙏

  • @RanjanKumar-mx1ki
    @RanjanKumar-mx1ki День тому +7

    ମାନ୍ୟବର CM ଙ୍କୁ ମୋର ଅନୁରୋଧ ଯଦି ସମୃଦ୍ଧ ଓ ବିକାଶ ଓଡିଶା ଗଢ଼ିବାକୁ ଆଗ୍ରହୀ ତେବେ ରାଜ୍ୟରେ ଯେତେ ନଦୀ, ନାଳ ଅଛି ସବୁଥିରେ ନଦୀବନ୍ଧ ଓ check dam କରି ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଣ ଓ ଜମି କୁ ଜଳ ସେଚନ ବ୍ୟାପକ କରନ୍ତୁ,
    ଚାଷ ଓ ଚାଷୀ ଙ୍କୁ ପ୍ରାଧାନ୍ୟ ଦିଅନ୍ତୁ
    ପ୍ରତି ବ୍ଲକ ରେ ସୋଲାର ଶୀତଳ ଭଣ୍ଡାର ନିର୍ମାଣ କରନ୍ତୁ l
    ଧନ୍ଦା ମୂଳକ ଶିକ୍ଷା କେନ୍ଦ୍ର କୁ ବ୍ୟାପକ କରନ୍ତୁ
    ପ୍ରତି ବ୍ଲକ ରେ multy ସ୍ପେସିଆଲିଷ୍ଟ ମେଡିକାଲ କରନ୍ତୁ
    ତେବେ ଲୋକେ ଉପକୃତ ହେବେ

  • @Tulu-o9o
    @Tulu-o9o День тому +6

    CM sir thank you ❤❤❤❤🙏🙏🙏

  • @coolmuna143
    @coolmuna143 День тому +1

    Best CM

  • @AbhimanyuNahak-l6u
    @AbhimanyuNahak-l6u День тому +2

    TQ so much sir.God bless you.

  • @rameshchandrajena9319
    @rameshchandrajena9319 День тому +2

    ଧନ୍ୟବାଦ ଆମ ଲୋକଙ୍କ ମୁଖ୍ୟମନ୍ତ୍ରୀ 🙏

  • @dillipjena5818
    @dillipjena5818 День тому +11

    ଆତ୍ମ ନିର୍ଭରଶୀଳ ଓଡ଼ିଶା କରିବାକୁ ପ୍ରତ୍ୟେକ ଙ୍କୁ କର୍ମ ଯୋଜନା ଦରକାର, ମାଗଣା ନୁହେଁ । ଏଣୁ ପ୍ରତି ସବଳ ଲୋକଙ୍କୁ କର୍ମସଂସ୍ଥାନ ଦିଅନ୍ତୁ ।

  • @narayanrouta9270
    @narayanrouta9270 День тому +3

    Bahut bahut dhanyabad mohan babu

  • @manaswinisahoo6357
    @manaswinisahoo6357 День тому +2

    ଓଡିଆ ଭାଷା ବ୍ୟାପକ ହେଉ
    ଘରେ ଘରେ, ଛୁଆ ପିଲାମାନଙ୍କ ମଧ୍ଯରେ ଓଡିଆ ଭାଷାର ଆଦର ହେଉ

  • @kartikmohanta8992
    @kartikmohanta8992 День тому +9

    OBC ର ୨୭% reservation ଓଡ଼ିଶା ରେ ଦିଆଯାଉ? ଖାଲି st, sc କୁ ଦେଲେ ହେବ OBC ର ଜନସଂଖ୍ୟା ୫୫% ଓଡ଼ିଶା ରେ

  • @anilbeheraanilbehera5791
    @anilbeheraanilbehera5791 День тому +2

    Good news sir🎉🎉

  • @sanjibswain97
    @sanjibswain97 День тому +1

    Very. Nice

  • @smrutiranjanroutray2787
    @smrutiranjanroutray2787 День тому +3

    ❤❤❤❤

  • @youtubestar.aditya
    @youtubestar.aditya День тому +7

    କଥା ବହୁତ୍ କହୁଛନ୍ତି କାମ କମ୍ କରୁଛନ୍ତି

  • @GHASIRAMPATRA-zm3ji
    @GHASIRAMPATRA-zm3ji День тому +3

    Mohan ସରକାର ❤

  • @dakeshwarsabar5410
    @dakeshwarsabar5410 День тому

    Jay mohan sarkar jay jagannath 🙏🙏 🙏🙏 🙏🙏 🙏🙏 🙏🙏

  • @manaswinisahoo6357
    @manaswinisahoo6357 День тому +1

    ଅତ୍ୟନ୍ତ ସଚ୍ଚୋଟ ଏବଂ ନିଚ୍ଛକ ମାନ୍ୟବର ମୁଖ୍ୟମନ୍ତ୍ରୀ ।
    ଆମେ ପରମ ସୌଭାଗ୍ଯଶାଳୀ ଯେ ଏହିଭଳି ମନଲାଖି ମୁଖ୍ୟମନ୍ତ୍ରୀଙ୍କୁ ପାଇଛୁ

  • @jitendrabehera4249
    @jitendrabehera4249 День тому +5

    ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛୁ ବିଗତ ଦୀର୍ଘ ବାର ବର୍ଷ ହେବ outsourcong employe ଅବହେଳିତ କୁସ୍ଚିତ ଅବସ୍ଥା ରେ ଥାଇ ବି ସରକାର ଙ୍କ ର କାମକୁ ସୁଚାରୁ ରୂପେ କରି ଆସୁଛୁ ସେମାନଙ୍କୁ ନିଅମିତ କରନ୍ତୁ ସେଇ ଲୋକ ମାନଙ୍କ ଭିତରେ ଏମାନେ ଆସୁଛନ୍ତି ଏତିକି ଅନୁରୋଧ

  • @dibyasinghpanda4907
    @dibyasinghpanda4907 День тому +1

    Jai Jagannath swami Nayan path gami Bhabha tume.Prabhu Jagannath Bless to Our Hon’ble Chief Minister Sj.Mohan Charan Majhi For his future achievements.But one thing not compermise like Electcity matter by this Government.Please see this matter.

  • @SAHOOBABUVLOGS1997
    @SAHOOBABUVLOGS1997 День тому +2

    Good heart ❤️ person 🎉

  • @rahulkmr4144
    @rahulkmr4144 День тому +2

    Odisha ra mukhyamantri lokankara mukhyamantri mohan majhi

  • @niranjannayak3077
    @niranjannayak3077 День тому +1

    jay jagannath🙏🙏

  • @trilochanaprusty5631
    @trilochanaprusty5631 День тому +1

    BJP ❤❤❤❤❤❤

  • @ganitapathasala
    @ganitapathasala День тому +4

    Ghosana patra re thila bardhakya vataa- 3500, 1.5 lakh job, 50000 per women as a Suvadra yojana, 300 units tak electric bill chada . Asabu kuade Mr. Mohan Babu?

  • @smrutiranjanroutray2787
    @smrutiranjanroutray2787 День тому +1

    Only bjp❤❤❤❤❤

  • @ripuchandrasahoo9279
    @ripuchandrasahoo9279 День тому

    ବେକାରୀ ସମସ୍ୟା ଦୂର କରିବା ପାଇଁ ଅନେକ ଯୋଜନା କରିବୁ କରିବୁ କହି କହି ଯୁବକ ମାନଙ୍କୁ ବୁଢ଼ା କଲେଣି... LTR, SSD ଆଉ ଅନ୍ୟନ୍ୟ ଶିକ୍ଷକ ପଦବୀ ଶୂନ୍ୟ ପଡିଛି...l private school ବଢି ଚାଲିଛି, govt school ବନ୍ଦ ହୋଇଚାଲିଛି..ସରକାର ଗରିବ ମାନଙ୍କର ମୌଳିକ ଅଧିକାର କୁ ଲୁଣ୍ଠନ କରିଚାଲିଛି l 😢😢
    ବହୁତ ଆଶା ନେଇ ସରକାର change କରିଥିଲୁ..ଆଶା ଆଶାରେ ରହିଯିବ ବୋଲି ଲାଗୁଛି...l ମୁଖ୍ୟ ମନ୍ତ୍ରୀ ମହୋଦୟ ଦୟାକରି ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ଟିକିଏ ध्यान ଦିଅନ୍ତୁ..

  • @krushnachandramahanta3540
    @krushnachandramahanta3540 День тому

    ଆଗକୁ ସଫଳତା
    ଆମେ ସ୍ୱାଗତ କରୁଛୁ

  • @subaladharua345
    @subaladharua345 День тому

    God bless you mohan sir

  • @raajkumarpadhy9391
    @raajkumarpadhy9391 День тому

    November 26 ସ୍ଵାଧୀନତା ଦିବସ😂

  • @coolmuna143
    @coolmuna143 День тому

    Vote for BJP

  • @sanjeebpanigrahi747
    @sanjeebpanigrahi747 День тому

    ମୋହନ ବାବୁ ଜଣେ ସରଳ ଲୋକ ଏଥିରେ ଦ୍ବିମତ ନାହିଁ, କିନ୍ତୁ 6/ ମାସ ହେଲାଣି ଗୋଟିଏ ବି ପ୍ରତିଶୃତି ଠିକ ସେ ପାଳନ କରିନାହାନ୍ତି ଏ ସରକାର

  • @subodhchandrasoren6782
    @subodhchandrasoren6782 День тому +2

    ଶିକ୍ଷକ ନାହାନ୍ତି ଉନ୍ନତି କ'ଣ କରିବ

  • @sharavanmohapatra7802
    @sharavanmohapatra7802 День тому

    ପ୍ରଥମ କମେଣ୍ଟ ହେଲା
    ମୋର ୩୨ବର୍ଷ ବୟସ ହେଲା ତଥାପି ମୁଁ ଶୁଣି ଆସୁଛି ଆମର ରାଜ୍ୟରେ ୪.୫ କୋଟି ଲୋକ
    ଆମର କଣ ନବୀନ ଅଜା ଅମଳ ରୁ କମୁନି କି ବଡୁନି (କି ମୋହନ ଜେଜେ ଅମଳ ରେ ବି ସେଇ ୪.୫୦ କୋଟି
    କଣ ଏଇଟା ରାହୁଲ ଠାକୁଆ ଅମଳ ରେ ବଡିବ ନା କମିବ.....?
    Eita nesw18 odia ku mora prashna
    Apana bhai ପ୍ରତ୍ୟେକ୍ଷ ଭାବରେ ସମସ୍ତଙ୍କୁ ପ୍ରଶ୍ନ ପଚାରନ୍ତୁ(ବିଜେଡି,ବିଜେପି,କଂଗ୍ରେସ) ଯିଏ ବି ହଉ ଟିକେ ଉଦାରତା କମ୍ କରନ୍ତୁ

  • @MkumarSudhun
    @MkumarSudhun День тому +2

    Bijili katha pachara

  • @ratikantrout6629
    @ratikantrout6629 День тому

  • @akashkumarrout674
    @akashkumarrout674 День тому

    Odisha outsourcing heijaichi 😂😂😂😂

  • @RajendraSejpada
    @RajendraSejpada День тому +1

    ବିଜୁଳି ଛାଡ଼ ଆଉ ଭତା ମିଳିନି

  • @indrakumarbehera5259
    @indrakumarbehera5259 День тому

    ସମାନ କାମକୁ ସମାନ ଦରମା କୁଆଡେ ଗଲା?...ପ୍ରାଇମେରୀ ଟିଚରଙ୍କୁ ୧୧୦୦୦ ଟଙ୍କା ମାସକୁ କାହିଁକି?

  • @dolagobindasahoo819
    @dolagobindasahoo819 День тому +2

    Oid age pension katha kuha joy bjp.

  • @akashkumarrout674
    @akashkumarrout674 День тому

    Outsourcing Odisha 😂😂😂😂😂😂😂

  • @Bapunbapun8409
    @Bapunbapun8409 День тому +2

    Cheatfund tanka kebe pheriba

  • @Jitusahu-c5h
    @Jitusahu-c5h День тому

    Jia.pradhanamantri.amekara

  • @chandrasekharmohanta6334
    @chandrasekharmohanta6334 День тому

    କାମ କିଛି ନାହିଁ ଖାଲି ଗପ

  • @jeetgarada2687
    @jeetgarada2687 День тому

    Sir primary school teacher salary badantu.......

  • @biswajeetnayak5019
    @biswajeetnayak5019 День тому

    5T corruption ra investigation kebe start haba pacharileni Manash babu😢

  • @ramchandrasoren803
    @ramchandrasoren803 День тому

    300unit bijuli free kuade gola cm saheb

  • @shivasingh4522
    @shivasingh4522 День тому +2

    ସତନା ନଭେମ୍ବର 26 ସ୍ୱାଧୀନତା ଦିବସ 😂😂😂

  • @shyamsahu5765
    @shyamsahu5765 День тому

    ଲୋକଙ୍କର ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷକମାନଙ୍କର କଥା କାହିଁକି ଶୁଣୁନାହାନ୍ତି😢୯୭୦୦ ରେ ଜଣେ ଶିକ୍ଷକ କିପରି ଅନ୍ୟ ରାଜ୍ୟରେ ଚଳିବ? ଦରମା ରେ ଏତେ ମତଭେଦ କାହିଁକି?

    • @pintumiku7993
      @pintumiku7993 День тому

      ଆଗରୁ କନ୍ ଅଣ୍ଡା ଉସୁମ ଉଥିଲା ନବୀନ କୁ କହିଲାନି

  • @Prasarna
    @Prasarna День тому

    Sir Pharma industry pain kichhi korontu.❤

  • @RajiblochanJena-ld8ps
    @RajiblochanJena-ld8ps День тому

    Keu samaya au kebe Jan sadharan dekha Kari pariba

  • @subaladharua345
    @subaladharua345 День тому

    Loakamane emiti bhala pauthanu sabudine mohan sir

  • @ramakrishnapradhan3945
    @ramakrishnapradhan3945 День тому

    Decission nei parunahanti ki CM heichanti

  • @kumars5923
    @kumars5923 День тому

    kandhamal pain kichi karantu no hele bjp o

  • @Allinone-zf7rw
    @Allinone-zf7rw День тому +1

    Katha re kahidele habani

  • @paramanandamuduli4452
    @paramanandamuduli4452 День тому

    କଣ ଆଉ ନୁଆ କରିବେ କୁହନ୍ତୁ?

  • @mitaaabhoi3053
    @mitaaabhoi3053 День тому

    Sir 🙏🏼 MPHW F(ANM) mananku 2753 post ku kahiki joining diajau nahi final result baharibaru 4month bitigalani sir please 🙏🏼🙏🏼🙏🏼🙏🏼🙏🏼🙏🏼🙏🏼 jaldi joining diajau sir 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼😢😢

  • @swain21-d
    @swain21-d День тому

    300 unit, Bijuli katha bhuligale ki BJP sarakar

  • @entrainmentrkdas4256
    @entrainmentrkdas4256 День тому

    Dina asiba loka Mohan Majhi nku khojibe

  • @arunakumardalei3271
    @arunakumardalei3271 День тому

    BJP = BJD

  • @deepakdas1073
    @deepakdas1073 День тому

    Bjp in odisa without a plan.... They only can say odia admits, sasmita, rasmita... Nothing else

  • @shisirkumarmalik8065
    @shisirkumarmalik8065 День тому

    Pandian ra kalakari kholiba kaba

  • @prasannapanda2740
    @prasannapanda2740 День тому

    6 month re bhala re rate badhi chalichi

  • @Sanand965
    @Sanand965 День тому

    Mohan sarakar outsourcing nursing officer mananku regular karajau

  • @arunakumardalei3271
    @arunakumardalei3271 День тому

    LTR post ra advertise bahara kariki postpone kariba kete dur thik.

  • @arunakumardalei3271
    @arunakumardalei3271 День тому

    Education re kichhi change nanhi

  • @rameshsenapati3169
    @rameshsenapati3169 День тому +1

    3000 bhata kuade gala mahan

    • @pintumiku7993
      @pintumiku7993 День тому

      ଦିଆ ଜୀବ ତୁ ବୁଢ଼ା ହେଲେ ସିନା

  • @bickyyyyyy683
    @bickyyyyyy683 День тому +1

    Weak Government
    Weak Decision
    No Employment
    Price hike
    Education with vacant post and teacher salary 9k
    Only Speeches 🎉

  • @Sonyrajesh123-
    @Sonyrajesh123- День тому

    Vhata qustin pacaribaku kan sisumandira sar dar laguchi?

  • @sudhakarnayak2958
    @sudhakarnayak2958 День тому

    Jay BJP sarkaar jidha Badha CM Mohan saab Jay Odisha bace Jay Bjd Dush hora hay Hogha Jay BJP sarkaar Jay BJP Jay Sri ram

  • @tikchandisari3648
    @tikchandisari3648 День тому

    Line biil free kahithila Kua de gala kama re Nahi Katha a6e potato kg 40 ru50 oil prices 160 gariba loka nku ahiran karuchi BJP michua behiman chora atal Bihari ru sika manabikatha sika work is a God

  • @dksahu5541
    @dksahu5541 День тому

    Magana jojana ODISHA ra kichi hebani

  • @niranjanmandal2713
    @niranjanmandal2713 День тому

    ସେତେବେଳେ କୁ ଆପଣଙ୍କ ର ସରକାର ରହିଥିବଟି।

  • @Jitusahu-c5h
    @Jitusahu-c5h День тому

    Manasa.babu.cm.ka.pakhare.phell

  • @shankhanadpadhan8788
    @shankhanadpadhan8788 День тому

    Equal pay for equal work,kuade gala?

  • @ajitkumarpanda9948
    @ajitkumarpanda9948 День тому

    Godi media ra bahut vala scripted interview

  • @LaxmanTudu-t7c
    @LaxmanTudu-t7c День тому +1

    BJP Jindabad❤❤❤❤❤

  • @RunilataSamal
    @RunilataSamal День тому

    Apana sadharana paribaru asilebi apana mukhyamantri tenu aana jaha karu hanti bhala karuchanti agaku madhiya bhala karibe kintu kichi lokanka pai apana bohut sadhara hei jauchati riquste karibi apan strite huantu au nabin patenayke chaliki galabele jemiti samaste chidha hoipadanty semiti sara odisa madhiya dekhi Baku chahuchaty

  • @rameshsenapati3169
    @rameshsenapati3169 День тому +1

    Godi media

  • @ganitapathasala
    @ganitapathasala День тому

    Apanaku b bahut jaldi adei debe?

  • @Allinone-zf7rw
    @Allinone-zf7rw День тому

    Kn karicha kahiba

  • @swainashok8730
    @swainashok8730 День тому

    ଆଳୁ 50 cm କହିଛନ୍ତ ଲୋକଙ୍କ ସରକାର

    • @pintumiku7993
      @pintumiku7993 День тому

      ନା ମାଗଣାରେ ଖାଇବୁ

    • @swainashok8730
      @swainashok8730 День тому

      @pintumiku7993 tu dabu ki

    • @pintumiku7993
      @pintumiku7993 День тому

      @@swainashok8730 ହିଁ

    • @pintumiku7993
      @pintumiku7993 День тому

      5ଟଙ୍କା ରେ 5t ଟେ୍ନୋଲୋଜୀରେ

  • @shankhanadpadhan8788
    @shankhanadpadhan8788 День тому

    how is it possible to develop education system in odisha with a salary of only 11000 rupees to primary teacher(JTS)?

  • @GaneshChandraRana-j9c
    @GaneshChandraRana-j9c День тому

    ❤❤❤

  • @manaswinisahoo6357
    @manaswinisahoo6357 День тому

    ଓଡିଆ ଭାଷା ବ୍ୟାପକ ହେଉ
    ଘରେ ଘରେ, ଛୁଆ ପିଲାମାନଙ୍କ ମଧ୍ଯରେ ଓଡିଆ ଭାଷାର ଆଦର ହେଉ