ଶାବର ଶ୍ରୀକ୍ଷେତ୍ରକୁ ଲୀଳାଖେଳା ସାରି ବାହୁଡ଼ିଲେ ମହାବହୁ ।

Поділитися
Вставка
  • Опубліковано 16 жов 2024
  • କୋରାପୁଟରେ ଲୀଳାଖେଳା ସାରି ରାତି ରେ ତିନି ଠାକୁର ନୀଳାଦ୍ରି ବିଜେ କରିଛନ୍ତି । ଏହି ସମୟରେ ମା ମହାଲକ୍ଷ୍ମୀ ଏବଂ ମହାପ୍ରଭୁଙ୍କ ମଧ୍ୟରେ ହୋଇଥିବା ବଚନିକା ସମସ୍ତଙ୍କୁ ଭକ୍ତି ରସରେ ବୁଡାଇ ଦେଇଛି । ମାନ ଭଞ୍ଜନ ପାଇଁ ଶେଷରେ ରସଗୋଲା ଦେଇ ସିଙ୍ଘ ଦ୍ୱାର ଭିତରେ ପଶିଲେ ଜଗତ ଠାକୁର।
    At Koraput sabar srikhetra Mahaprabhu Jagannath , Prabhu Balabhadra and Devi Subhadra returned to the main temple after completing the Rath Yatra .
    #koraput
    #jagannath
    #sabarsrikhetra

КОМЕНТАРІ • 1