ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan

Поділитися
Вставка
  • Опубліковано 4 січ 2025

КОМЕНТАРІ • 1 тис.

  • @rcnbhakti
    @rcnbhakti  Рік тому +391

    ua-cam.com/video/ctWIuPSnPt8/v-deo.html
    ପ୍ରଥମ ଥର ପାଇଁ ଆପଣ ଆପଣଙ୍କର ପ୍ରିୟ ଗାୟକ ଆଦିତ ଅଭିନୀତ ଜଗନ୍ନାଥ ଭଜନ ଟି ଏବେ ରିଲିଜ୍ ହୋଇଯାଇଛି। ଦୟାକରି ଏହାକୁ ନିଜେ ଦେଖିବା ସହିତ ଅନ୍ୟ ମାନଙ୍କୁ ଦେଖେଇ ବାକୁ ଅନୁରୋଧ 🙏🙏🙏

  • @saumyaranjannayak2907
    @saumyaranjannayak2907 Рік тому +44

    ଖୁବ୍ ସୁନ୍ଦର ଭଜନ ଟିଏ ଶୁଣିଲେ ଆଖିରେ ଲୁହ ଆସିଯାଉଛି, ଏମିତି ଲାଗୁଛି ଏ ଗିତଟିଏ ରଚନା କରାଯାଇଅଛି ଆଦିତ୍ୟ ଭାଇଙ୍କ କଣ୍ଠରେ ଗାଇବା ପାଇଁ,ଯେତେ ଶୁଣିଲେ ବି ମନ ଭରୁ ନାହିଁ,ଜୟ ଜଗନ୍ନାଥ ❤❤❤🙏🙏🙏

  • @surendridalei6321
    @surendridalei6321 Рік тому +53

    ବହୁତ ସୁନ୍ଦର ଲାଗୁଛି ଭାଇ ତମ ର ଏ ଗୀତ ଟା,,, ଭଗବାନଙ୍କ କୃପା ସବୁ ବେଳେ ଏମିତି ଥାଉ ତମ ସହ,,, ଭାଇ କାଲିଆ ତମ ସହ ଅଛନ୍ତି,,ମନ ଦୁଃଖ କର ନାହଁ,,, ମୋ ଆୟୁଷ ନେଇ ତମକୁ ଲମ୍ବା ଆୟୁଷ ବୃଦ୍ଧି ଦିଅନ୍ତୁ,,,ଜୟ ଜଗନ୍ନାଥ,,,

  • @arunakumarbisoi8880
    @arunakumarbisoi8880 2 роки тому +24

    ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର

  • @biswajituttarkabat4402
    @biswajituttarkabat4402 2 роки тому +15

    ବହୁ ଭଲଭାବରେ ଆପଣ ଗୀତ ରଚନା କରିଛନ୍ତି ସେ ଥୀପାଈ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @ashishdas1625
    @ashishdas1625 2 роки тому +36

    ପାପ କଥା ଦେଖି ପାପି ବୋଲି ଆଖି ଦେଖୁନି କି ସୁନ୍ଦର୍ ଲେଖା

  • @mrkrishnaentertainment1996
    @mrkrishnaentertainment1996 Рік тому +29

    ଭାଇ ଏ ଗୀତ ଶୁଣି ମୋ ଆଖିରୁ ସତରେ ଲୁହଧାର ଆସିଗଲା 😢😢😢👌👌👌

  • @deepakkumargochhayat1606
    @deepakkumargochhayat1606 2 роки тому +117

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।😭😭😭

  • @debendraparida5631
    @debendraparida5631 Рік тому +45

    ଜୀବନ ରେ କେବଳ କାଳିଆ ନାମ ଦରକାର 🥰🙏🏾🌺❤😘🌹🥰

  • @anilswain1391
    @anilswain1391 2 роки тому +8

    ବହୁତ ସୁନ୍ଦର ଭାବରେ ପ୍ରସାରଣ କରୁଛ

  • @sandhyastudio181
    @sandhyastudio181 Рік тому +15

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ

  • @Mr.Tripathy_07
    @Mr.Tripathy_07 Рік тому +10

    ଶବ୍ଦ ହିଁ ନାହିଁ ପରିପ୍ରକାଶ କରିବାକୁ, ଏତେ ସୁନ୍ଦର ଏତେ ସୁନ୍ଦର ଏତେ ସୁନ୍ଦର ।❤❤❤❤

  • @srjworld9831
    @srjworld9831 Рік тому +15

    ପ୍ରଭୁ ଆଖିରେ ଲୁହ ଆସିଗଲା 😭😭😭ସୁନ୍ଦର ସ୍ୱର 🙏🙏🙏

  • @asishnath9023
    @asishnath9023 2 роки тому +65

    Tuma swarare ei sundara Sangita ti sunila pare kichhi samaya panyee mo akhire bi luha asigala............🙏🙏🙏🙏🙏

  • @jyotisaivlog487
    @jyotisaivlog487 2 роки тому +21

    ବହୁତ ବଢିଆ ଭାଇ 🙏

  • @ManojDas-km3gk
    @ManojDas-km3gk 2 роки тому +20

    ଜୟ ଶ୍ରୀ ଜଗନ୍ନାଥ 🙏🙏
    ଭାଇ ତୁମକୁ ବହୁତ ବହୁତ ପ୍ରେମ ଭରା ନମସ୍କାର...!

  • @tapasmallick2000
    @tapasmallick2000 11 місяців тому +10

    ଅତି ସୁନ୍ଦର ଭଗବାନ ଙ୍କ ପାଖରେ ଏତିକି ଗୁହାରିକି ସେ ଆପଣଙ୍କ ଚଲା ପଥକୁ ସଦା ସର୍ବଦା ଖୁସିମୟ ରଖନ୍ତୁ 🙏🙏🙏❤️🙏❤️🙏

  • @CMASathi
    @CMASathi 9 місяців тому +10

    ଜୟ ଜଗନ୍ନାଥ ମହାପ୍ରଭୁ ଙ୍କର ଜୟହେଉ ଓ ତୁମର ମଙ୍ଗଳ ହେଉ

  • @SurajKumar-lz7uh
    @SurajKumar-lz7uh Рік тому +6

    Bahut Sundar manaku chhuiba bhali bhajana🙏🙏 Jay Jagannatha

  • @manasmitaparida8555
    @manasmitaparida8555 2 роки тому +14

    Bahut sundar Gita gaichhanti e vai Kalia savinku valare rakhu

  • @Prasad.priyadarshini
    @Prasad.priyadarshini 8 місяців тому +11

    ବଢିଆ ଗୀତ କୋଉଠୁ ଶିଖିଲ ତମେହ
    ଉଚସବୁଠୁଭଲଗାୟକ❤❤❤❤❤😮😮😮😮😮

  • @arabindapanda4357
    @arabindapanda4357 Рік тому +8

    ଅତି ସୁନ୍ଦର 👌👌👌👌👌

  • @chhuriavlogs2480
    @chhuriavlogs2480 2 роки тому +16

    ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର ଭଜନ, ଭଭନ ତ ନୁହଁ ଏହା ହେଉଛି ଗୋଟିଏ ଭକ୍ତ ର ହ୍ରୂଦୟ ର ଭଗବାନଙ୍କ ଠାରେ ଜଣାଣ ।

  • @Reyansh2112
    @Reyansh2112 Рік тому +16

    ହେ ମହାପ୍ରଭୁ 🙏😭 କି ନୀଳା ତୁମର ଦୁନିଆ କୁ ଯଦି ଆଣୁଛ ସମ୍ପୂର୍ଣ୍ଣ କରି ଆଣ । କାଇଁ ଜୀବନ ଙ୍କୁ ଆଣି ଏତେ କଷ୍ଟ ଦଉଚ 😭🙏

  • @ashismohanty2921
    @ashismohanty2921 7 місяців тому +7

    ଆଖି ଥିଲା ସବୁ ଅଛି ଭାଇ ଭଉଣୀ ମାନଙ୍କୁ ମୋର ପ୍ରଣାମ କରୁଛି

  • @SapanaGumanSingh
    @SapanaGumanSingh 6 місяців тому +7

    ଜୟ ଜଗନ୍ନାଥ ବଢିଆ ଗାଇଲା ❤️😔❤️😔😔😔😔😔❤️❤️❤️❤️👍👍👍👍👍👏👏👏👏♥️♥️♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @rajeshmohanty9325
    @rajeshmohanty9325 Місяць тому +2

    ରୋମ ଟାଙ୍କୁରି ଉଠିଲା ରେ ଭାଇ। ଧନ୍ୟ ତୁମେ ଭାଇ ଧନ୍ୟ🙏🏻🙏🏻🙏🏻🙏🏻

  • @dasgopal6552
    @dasgopal6552 2 роки тому +42

    ଅତି ସୁନ୍ଦର ଭାବେ ଗାଇଛ ତୁମେ. ଏବଂ ହୂରଦ୍ୱୟ ସ୍ପର୍ଶୀ. ଭଗବାନେ ତୁମୋ କୁ ଶ୍ରଦ୍ଧା ସର୍ବଦା ଭଲରେ ରଖନ୍ତୁ. ଜୟ ଜଗନ୍ନାଥ 🙏🙏🙏🙏

  • @rihansvlogs4558
    @rihansvlogs4558 Рік тому +5

    Bahut Sundar bhai bhagban tamku aahuri uparaku niontu
    ,,,Jai jagannath,,,

  • @srsoumya1284
    @srsoumya1284 Рік тому +11

    ତୁ ଯାହା କରୁ ପ୍ରାଣୀ ର ମଙ୍ଗଳ ପାଇଁ ରେ ଏକଥା ଏବେ ମୁଁ ବୁଝି ଗଲିଣି କାଳିଆ ରେ କାଳିଆ ରେ ❤❤❤❤ଭାଇ ମନ ପୁରା ଭକ୍ତି ଭରା ହେଇଗଲା।।। ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ

  • @BapunkumarSahu-ek9xn
    @BapunkumarSahu-ek9xn 7 місяців тому +5

    ଜୟ ଜଗନ୍ନାଥ 🙏🙏🙏🙏 ଅତି ସୁନ୍ଦର 👌👌👌👌

  • @BikasCandy-eh5es
    @BikasCandy-eh5es 5 місяців тому +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ, ବହୁତ ସୁନ୍ଦର ❤❤❤❤❤

  • @rashmitabagh7251
    @rashmitabagh7251 Рік тому +5

    Very nice bhai gode blease you Jay jagannath swami Nayan patha gami bhaba tume

  • @ManasJena-q2h
    @ManasJena-q2h 7 місяців тому +6

    Nice Aditya bhai

  • @bhuejadab2194
    @bhuejadab2194 5 місяців тому +1

    ବହୁତ ବଢିଆ ଗାଉ ଛ ଭାଇ 👌👌👌

  • @Ganesh.s1234
    @Ganesh.s1234 Рік тому +4

    Jya jagannath bhai bhalare ruha mu prabhu jagannath NK pakhare etiki parthana karuchi 🙏🙏🙏🙏🙏🙏

  • @biswaranjanpradhan1629
    @biswaranjanpradhan1629 5 місяців тому +2

    Excellent 👌👌👌 ଜୟ ଜଗନ୍ନାଥ ପ୍ରଭୁ ଦୁଃଖ ଦୂର କର ଭଗବାନ ଏଇ ସବୁ କାହାଣୀର

  • @GitaBhutia-u7m
    @GitaBhutia-u7m 3 місяці тому +5

    Bhagaban tumaku sabubele bhalare rakhantu he mahabahu

  • @anisthapa568
    @anisthapa568 2 роки тому +26

    bahut sundar bhai mana ra katha gita madhyam re baykta kari dela bhai 😭😭😭😭 jay jagannath krupa prabhu pila ti ku 🙏🙏🙏🙏

  • @snkofficial7199
    @snkofficial7199 11 місяців тому +5

    ଜୟ ଜଗନ୍ନାଥ ବହୁତ୍ ଭଲ ଲାଗୁଛି ତମର ଗୀତ ଆହୁରି ଅମିତ୍ ଗୀତ ଗାଅ 😢😢

  • @bhabam8053
    @bhabam8053 Рік тому +4

    ଆହା ଚମତ୍କାର ଭାଇ 🙏🙏

  • @sujitbarik4769
    @sujitbarik4769 2 роки тому +15

    ଜୟ ଜଗନ୍ନାଥ
    ବହୁତ ସୁନ୍ଦର ଗୀତ ଟି (ଭାଇ କାଣ୍ଠ ବହୁତ ସୁନ୍ଦର )💐💐💐💐🙏🏽🙏🏽🙏🏽🙏🏽

  • @cwsibu
    @cwsibu 2 роки тому +3

    ବହୁତ ସୁନ୍ଦର ହେଇଛି

  • @PhakirapradhanaPhakirapradhana
    @PhakirapradhanaPhakirapradhana 7 місяців тому +5

    Bahut sundara Bhai Jay jagannath

  • @santoshbarik146
    @santoshbarik146 4 місяці тому +1

    Great Voice Bro Prabhu Jagannath tuma sathire sabubele achha nti

  • @shubhasmitaparida7110
    @shubhasmitaparida7110 2 роки тому +3

    Bahut Sundar..akhiru luha asigala..Jay jagannath

  • @RohitKumarSahu-z9q
    @RohitKumarSahu-z9q 3 місяці тому +1

    ବହୁତ ବଢିୟା 🙏🙏ଜୟ ଜଗନ୍ନାଥ 🙏🙏

  • @rohitpaikeray
    @rohitpaikeray Рік тому +3

    Waah ❤ ki sundar voice aau music baaa ati chamatkar ❤❤❤❤❤❤

  • @VijaylaxmiDas-zx4bg
    @VijaylaxmiDas-zx4bg Місяць тому +1

    ବହୁତ୍ ସୁନ୍ଦର୍ କଣ୍ଠ ❤❤❤

  • @ranjanpradhan8890
    @ranjanpradhan8890 2 роки тому +11

    Awesome singing song lyk jatra party voice , beautiful i appreciate bro

  • @chinmayeejena3114
    @chinmayeejena3114 Рік тому +1

    Jai jagannath, bhai tame sabubele khusi re ruha, yetiki bhagwan nka pakhare mora guhari

  • @alisavision410
    @alisavision410 2 роки тому +7

    ବହୁତ ସୁନ୍ଦର

  • @kaliamahapatra2770
    @kaliamahapatra2770 2 роки тому +2

    Very nice song
    Bhai tmku jagannath sabudine bhalre rakhntu

  • @aratabiswal6595
    @aratabiswal6595 Рік тому +4

    ଅତି ସୁନ୍ଦର

  • @kanhapadhi6417
    @kanhapadhi6417 2 роки тому +5

    Ati sundar gayichha bhaina

  • @Mr.Tripathy_07
    @Mr.Tripathy_07 Рік тому +1

    ବାଃ, ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି

  • @mrutyunjayasenapati6076
    @mrutyunjayasenapati6076 Рік тому +4

    Bahut sunder lagila .. jay Jagannath 🙏

  • @Bipin-tandi12345
    @Bipin-tandi12345 5 місяців тому +1

    Bahut sundr bhai aakhiri luha godijauchhi

  • @tipunakumarsenapati8323
    @tipunakumarsenapati8323 2 роки тому +12

    ଜୟ ଜଗନ୍ନାଥ, ପ୍ରଭୁ ତୁମକୁ ସର୍ବଦା ଭଲରେ ରଖନ୍ତୁ

  • @jagankumarpatra1807
    @jagankumarpatra1807 5 місяців тому +1

    Jay Jagannath bhai bahuta sundra bhagaban tamaku sabubele bhalare rakhantu

  • @RamaChandramajhi-vy3kp
    @RamaChandramajhi-vy3kp Рік тому +34

    ଭଗବାନ ତୁମ ଗୁହାରି ଶୁଣନ୍ତୁ, ସର୍ବଦା ସୁଖରେ ରଖିଥାନ୍ତୁ🌹🙏ଜୟ ଜଗନ୍ନାଥ 🙏🌹

  • @parameswaradbang5138
    @parameswaradbang5138 Рік тому +2

    ଧନ୍ୟବାଦ ବହୁତ ଭଲ ସଂଗ ଆପଣ ଏମିତି ଆଗକୁ ବଢ଼ିବାରେ ସଖ୍ୟମ ହୁଅନ୍ତୁ

  • @SapanaGumanSingh
    @SapanaGumanSingh 6 місяців тому +3

    ଜୟ ଜଗନ୍ନାଥ 👏🙏🙏👌👌👌❤️

  • @ranjankumardas9039
    @ranjankumardas9039 Місяць тому +1

    ବହୁତ ଭଲ ସ୍ୱର ଜୟ ଜଗନ୍ନାଥ

  • @SramikaMitra-lk2ki
    @SramikaMitra-lk2ki Рік тому +6

    jay jaganatha nice song

  • @subhasisbai4349
    @subhasisbai4349 2 роки тому +1

    Adi bhaiki bhagban sabu bele bhalare rakhantu.....au mu sabu bele tankar jane big fan

  • @babulanahak9973
    @babulanahak9973 Місяць тому +3

    Dhanyawad Bhai tamaku bhagwan aahuri sakti diantu

  • @AnjuMunu
    @AnjuMunu 2 місяці тому +1

    Bhai bahut bhala gaichha ......Bahut sundar gita .....God bless u .......

  • @sksahoo6780
    @sksahoo6780 2 роки тому +9

    ମନକୁ ଛୁଇଁଲା ଭଜନଟି l ଅନେକ ଅନେକ ଶୁଭେଚ୍ଛା l 🙏 🙏 🙏

  • @BabiBabi-t2f
    @BabiBabi-t2f Місяць тому +1

    Bahut sundar laguchi re bhai Tama Gita ta bhagban emiti Tama kanthore thantu

  • @mycreation9104
    @mycreation9104 2 роки тому +13

    ଜୟ ଜଗନ୍ନାଥ 🙏🙏🙏

  • @a.....s.....journey....3671
    @a.....s.....journey....3671 5 днів тому +1

    ସତରେ ପ୍ରଭୁ ଙ୍କର କୀ ଲି ଳ l ଜୟ ଜଗନ୍ନାଥ 🙏

  • @namasankirtanpremiprabhat8146
    @namasankirtanpremiprabhat8146 2 роки тому +10

    ବହୁତ୍ ସୁନ୍ଦର ଭଜନ ଅତ୍ୟନ୍ତ ହୃଦୟସ୍ପର୍ଶୀ ଜୟ ଜଗନ୍ନାଥ

  • @somethinganything8849
    @somethinganything8849 2 роки тому +1

    Wah Wah re ki sumadhur gita aau kantha wonderful very nice

  • @jayjagannath5654
    @jayjagannath5654 Рік тому +3

    Jay Jagannath Swami Nayana patha gami 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾. Namaskar brother 🙏🙏🙏🙏🙏🙏🙏 salute to 👌👌👌👌👌👌👌👌🙏🏾🙏🏾🙏🏾🙏🏾🙏🏾🏡

  • @lizanahak7470
    @lizanahak7470 3 місяці тому +1

    Jay jagannath bhai bahuta sundara bhajana luha asijauchi❤

  • @tapasranjanbarik2195
    @tapasranjanbarik2195 9 місяців тому +3

  • @generaliquest4397
    @generaliquest4397 2 роки тому +2

    Bahut sundar swara bhagaban tumar Mangal karantu

  • @amarjeetlifestylevlog3161
    @amarjeetlifestylevlog3161 Рік тому +4

    ଆପଣଙ୍କ ଆଖି ନାହିଁ ସତ ହେଲେ ଆପଣଙ୍କର କଣ୍ଠ ସାରା ଓଡ଼ିଶା କୁ ଛୁଇଁ ଯାଇଛି

  • @trusarrout9529
    @trusarrout9529 2 місяці тому +1

    🎉🎉🎉🎉🎉 Bhai Tamara a Gita ta Mora favourite heijaichi prateka Dina sakhalu mnu sunuchi super bhai

  • @umakantarout1572
    @umakantarout1572 Рік тому +3

    ଜୟ ଜଗନ୍ନାଥ ପ୍ରଭୁ ତୁମର ମଙ୍ଗଳ କରନ୍ତୁ

  • @ramakantaradhaofficial6126
    @ramakantaradhaofficial6126 2 роки тому +1

    Jai jagarnat mui bhagaban pakhe prathana karuche bhai K bhagaban khusire rakhi thantu

  • @bibhutiprasadsahoo2564
    @bibhutiprasadsahoo2564 2 роки тому +14

    Really Unbelievable Performance..👌👌 God bless you..🙏🏻

  • @jagrutivision4414
    @jagrutivision4414 2 роки тому +1

    ବହୁତ ବଢିଆ ଭାଇ.. ..ସ୍ୱର ଭି ବଢିଆ

  • @jayachandrapradhan2649
    @jayachandrapradhan2649 Рік тому +3

    ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @BapiBehera-o2q
    @BapiBehera-o2q 5 місяців тому +1

    Seriously bahut heart touching Bhajan thila sunila bele akhi ru luha asigala 😌

  • @PintuPin2-lb9uv
    @PintuPin2-lb9uv 7 місяців тому +89

    ଆଦି ମୁ ମୋ ନିଜକୁ ଧନ୍ୟା ମନ କରୁଛି ତୋ ଭଳିଆ ଗୋଟେ ସାଙ୍ଗ ମୋର ଅଛି ଏମିତି ମାଡ଼ି ଚାଲ

  • @tusharparamguru7738
    @tusharparamguru7738 Рік тому +1

    Bahut Sundar Swara. Jay Jagannath Prabhu 🙏

  • @shashankbehera3490
    @shashankbehera3490 2 роки тому +187

    କିଛି କହିବାକୁ,ଭାଷା ନାହିଁ,ସତରେ ପ୍ରଭୁ ଏ କି ଲୀଳା ତୁମର, ପ୍ରଭୁ ଏହି କଳାକାରଙ୍କ ର ଦୀର୍ଘ ଜୀବନ କାମନା କରିବା ସଙ୍ଗେ ସଙ୍ଗେ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।ଜୟ ଜଗନ୍ନାଥ 🙏🙏🙏

  • @A2MotivationalOdia
    @A2MotivationalOdia 2 місяці тому +1

    ଏ ଜଗତର ନାଥ ଜଗନ୍ନାଥ ଙ୍କ ମାୟା ଅତି ଚମତ୍କାର ସେ ନିଜେ ଭକ୍ତ ଆଉ ଭଗବାନ୍ ଜୟ ଜଗନ୍ନାଥ 🙏🙏

  • @tofannayak4625
    @tofannayak4625 2 роки тому +8

    Wow 😭😭😭jay jagannath 🙏🙏🙏

  • @pratapchandrapradhan1148
    @pratapchandrapradhan1148 28 днів тому +1

    ସୁନ୍ଦର ଗାଉଛ
    ଜୟ ଜଗନ୍ନାଥ ❤

  • @dasharathikishan9257
    @dasharathikishan9257 2 роки тому +11

    Good Singer God bless you

  • @sidharthanayak9071
    @sidharthanayak9071 9 місяців тому +1

    ଜୟ ଜଗନ୍ନାଥ ଭାଇ ବହୁତ ସୁନ୍ଦର ଭଗବାନ ତୁମର ମଙ୍ଗଳ କରନ୍ତୁ 🙏🙏

  • @sunitadalabehera4275
    @sunitadalabehera4275 2 роки тому +3

    Jai maa mahakali jai mahakal omm namah shivay Jai Jagannath 🙏❤️🙏🕉️
    God bless you dear ❤️

  • @papunsinger7864
    @papunsinger7864 2 роки тому +2

    Super bhai

  • @babymohanta5167
    @babymohanta5167 2 роки тому +4

    Jay jaganath 🙏🙏🙏, Nice bhajan

  • @SumitSahu-tu3bk
    @SumitSahu-tu3bk 4 місяці тому +2

    ବହୁତ ସୁନ୍ଦର ହେଇଛି ଏହି ଗିତ ଟି 😢😢😢😢❤❤❤❤

  • @rajendra6216
    @rajendra6216 Рік тому +3

    MATE EiE GITA SUNI BAHUT BHALA LAGE & MOTIVATION MIlE 😊 THANK You so much bro kIi aei song taa ku ate bhala bhabare gaithibaru 🙏

  • @dayanidhidas513
    @dayanidhidas513 5 місяців тому +1

    ଭାବପୂର୍ଣ୍ଣ ଭଜନ ମତେ ବହୁତ ଭଲ ଲାଗିଲା ଏମିତି କଣ୍ଠ ଶିଳ୍ପୀ ମୁ ଦେଖିନି ଜଗନ୍ନାଥ କରନ୍ତୁ ଏମିତି ଆଗକୁ ଯାଓ