Low people attendance seen during Odisha CM Naveen Patnaik's roadshow in Bhubaneswar

Поділитися
Вставка
  • Опубліковано 21 тра 2024
  • ନବୀନଙ୍କ ରୋଡ୍ ସୋ ଦେଖିବାକୁ ନାହାଁନ୍ତି ଲୋକ !
    #Bhubaneswar #CMNaveenPattanaik #RoadShow #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 439

  • @sanjibDash123
    @sanjibDash123 27 днів тому +11

    ମାନ୍ୟବର ନବୀନ ବାବୁ ତାଙ୍କର ଦୃଢ଼ ନେତୃତ୍ୱ , ନିଃସ୍ଵାର୍ଥପର ସେବା, ଏବଂ ଦୂରଦୃଷ୍ଟି ସମ୍ପନ୍ନ କାର୍ଯ୍ୟ ଦକ୍ଷତା ବଳରେ ସେ ଆଜି ଭାରତ ବର୍ଷ ରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ

    • @talpadarcreation4030
      @talpadarcreation4030 20 днів тому +1

      ଏବଂ ଓଡ଼ିଶା କୁ ତଳ ଆଡୁ ୨୬ ତମ ଗରିବ ରାଜ୍ୟ କରିବାର ଗୌରବ ଅର୍ଜନ କରିଛନ୍ତି

  • @jyotirashmisahoo0
    @jyotirashmisahoo0 27 днів тому +160

    ମୁଁ 2000 ପାଇଲିଣି ବିଜେଡ଼ି ଠାରୁ କିନ୍ତୁ ବିଜେପି କୁ ହିଁ ଭୋଟ ଦେବି

  • @sanjibDash123
    @sanjibDash123 27 днів тому +11

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @biswajitswainbablu4158
    @biswajitswainbablu4158 27 днів тому +60

    ଏଠି ଲୋକ ନଥିବେ କିନ୍ତୁ ଭୋଟ ଦେଲାବେଳକୁ ସମସ୍ତେ ଜନ ସମୁଦ୍ର ପରି ବିଜେଡି କୁ ଭୋଟ ଦେଇଥିବେ

    • @biswajitsahoo9110
      @biswajitsahoo9110 27 днів тому +3

      Au kichi bhala habani, ehtar kebala phutiba

    • @ManaskuArukh
      @ManaskuArukh 27 днів тому

      ​@@biswajitsahoo9110 କେଜାଣି କଣ ହେବ.. କିଏ ଜିତିବ..?? କିଛି କହି ହେଉନି...!

    • @biswajitswainbablu4158
      @biswajitswainbablu4158 27 днів тому +2

      ଯିଏ ବି govt ରେ ଆସୁ ଆମ ଓଡିଶା ସଦାବେଳେ ଖୁସି ରେ ରହୁ ଜଗନ୍ନାଥ ଙ୍କ ଆଶ୍ରିବାଦ ରୁ ଭାଇ 🙏🙏

    • @riteshbehera1631
      @riteshbehera1631 27 днів тому +1

      👌

    • @Ambulrai
      @Ambulrai 27 днів тому +1

      Na bhai au se bhali kichi b nahi😢

  • @SoliSethi-mq4tu
    @SoliSethi-mq4tu 27 днів тому +11

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

  • @user-el5gg8tg
    @user-el5gg8tg 27 днів тому +15

    ଏ ଜାତି, ଏ ମାଟି ଆଜି ଗର୍ବିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ । ଓଡିଶାକୁ ନୂଆ ପରିଚୟ ଦେଇ ଶ୍ରେଷ୍ଠ କରାଇଥିବାରୁ ହୃଦୟରୁ ଧନ୍ୟବାଦ ...

  • @arunkumar-et2db
    @arunkumar-et2db 27 днів тому +6

    ନବୀନ ପଟ୍ଟନାୟକ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ମଉଡମଣୀ, ତାଙ୍କ ରୋଡ଼ ଶୋରେ ଲୋକେ ନାହିଁ କହିଲେ ଲୋକେ କେମିତି ବିଶ୍ୱାସ କରିବେ.

  • @debasishbehera5552
    @debasishbehera5552 27 днів тому +20

    Hele je tuma otv ra problem kn ...full godi media

  • @user-zm9co3jn7e
    @user-zm9co3jn7e 27 днів тому +14

    ଜାତିର ଶ୍ରେଷ୍ଠ ସେବକ, ଜନତାଙ୍କ ଜନନାୟକ- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • @sanjibDash123
    @sanjibDash123 27 днів тому +5

    ନୂଆ ଓଡିଶା ନବୀନ ଓଡିଶା ଯୋଜନା ଗ୍ରାମାଞ୍ଚଳ ର ଯେଉଁ ବିକାଶ ଆଣିଦେଇଛି ତାହା ମୁଖ୍ୟମନ୍ତ୍ରୀ ଙ୍କ ଲୋକପ୍ରିୟତା ବୃଦ୍ଧି କରିଛି!

  • @sanjibDash123
    @sanjibDash123 27 днів тому +4

    ବିଜୁ ଜନତା ଦଳ ଓଡ଼ିଶା ବାସୀ ଙ୍କ ସେବାରେ ସଦାବେଳେ ସମର୍ପିତ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

  • @Deepali2024
    @Deepali2024 27 днів тому +11

    ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ

  • @debadattamohanty6740
    @debadattamohanty6740 27 днів тому +4

    ଓଟିଭି କାଇଁ ଏତେ ତଳସ୍ତର କୁ ଯାଉଛ ସତ୍ୟ କ'ଣ ଆମେ ଦେଖିଛୁ, ଜାଭିୟର୍ସ ଛକ ରୁ‌ କିଟ୍ ପୁରା ଲୋକମୟ ଥିଲା,,,, ମୋଦି ଆସିଲା ଦିନ ବି ଲୋକମାନେ ଭଡ଼ାରେ ଆସିଥିଲେ

    • @_mr___rajput
      @_mr___rajput 27 днів тому +1

      Kintu Naveen Babu rasta ta pura khali dekha jauchhi video re edit video bhi nuha eita
      Adhamalik re bhi emiti chair pura khali thila 😂😂

  • @betexshyamsundar990
    @betexshyamsundar990 27 днів тому +28

    ତମେ ଯେତେ ଓଟିଭି ଓ ଅର୍ଗୁସ ଚାନେଲ ଦେଖାଇଲେ କିଛି ଲାଭ ନାହିଁ.4ରେ ବିଜେଡି.

    • @SantoshKumar-xn2gs
      @SantoshKumar-xn2gs 27 днів тому +2

      ଆପଣ ଠିକ୍ ଅଛନ୍ତି ଆଜ୍ଞା

    • @samiracharya1455
      @samiracharya1455 27 днів тому

      Hmm bhai mu kali sepate jiba bele 8/10 bus re loka asiba dekhichi 😂😂

    • @ODISHA_KUHE
      @ODISHA_KUHE 27 днів тому +3

      Tamara ta ନନ୍ଦିଘୋଷ ଜିନ୍ଦାବାଦ

    • @mehndistylish0110
      @mehndistylish0110 26 днів тому

      Michha michha michha 🤣🤣🤣🤣durbudhi guna otv pakharu kebe jibani

  • @suryakantamahalik3462
    @suryakantamahalik3462 27 днів тому +2

    ପ୍ରଥମ କଥା ହେଲା ଏହି bus video 2019 ର...2024ରେ ନବୀନ ବସରେ କୋଉଠିକି ଯାଇ ନାହାନ୍ତି....

  • @SujataRani-rh6lp
    @SujataRani-rh6lp 27 днів тому +5

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

  • @truptimayeedas8436
    @truptimayeedas8436 27 днів тому +17

    Hmm ବୈଯ୍ୟନ୍ତ ପଣ୍ଡା ଆସିି ଦେଖିଛି

    • @littoncool
      @littoncool 26 днів тому +1

      Camera ta dekhuchi.. aau 25 yr dekhilu ame aau kete dekhibu

    • @CHUNY999
      @CHUNY999 24 дні тому

      ​@@littoncoolbhai gote mla road show re kete asiba.. CM helebhi... Modi kana rahul gandhi asile bhi loka dekhibe......kintu bje vote jitiba...

  • @sanjibDash123
    @sanjibDash123 27 днів тому +1

    ଓଡିଶା ବାସୀ ମାନେ ନବୀନ ବାବୁ ଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ପାଇ ବହୁତ ଖୁସି ଅନୁଭଵ କରୁଛନ୍ତି ଏବଂ ସେମାନେ ମଧ୍ୟ ଆଗକୁ ନବୀନ ବାବୁ ଙ୍କୁ ଚାଁହାନ୍ତି |

  • @sanjibDash123
    @sanjibDash123 27 днів тому +1

    ଶାନ୍ତି ଓ ସମୃଦ୍ଧିର ଦଳ ହେଉଛି ବିଜେଡି, ଯେଉଁଠି ସର୍ବଦା ଲୋକଙ୍କ ସ୍ୱାର୍ଥକୁ ପ୍ରଥମିକତା ଦିଅ ଯାଏ l ଲୋକମାନଙ୍କ ଆଶା ଓ ବିଶ୍ୱାସର ପ୍ରତିକ ବିଜୁ ଜନତା ଦଳ

  • @sanjibDash123
    @sanjibDash123 27 днів тому +1

    ଓଡ଼ିଶାରେ ଯୋଡ଼ି ଶଙ୍ଖ ଚିହ୍ନ ବିଜୟୀ ହେବ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବେ

  • @sanjibDash123
    @sanjibDash123 27 днів тому +1

    ମିଛ କିପରି କୁହାଯାଏ, ପ୍ରବଞ୍ଚନା କିପରି ଦିଆଯାଏ, ତାହା ବିଜେପି ନେତାମାନଙ୍କୁ ବେଶ ଭଲ ଭାବରେ ଜଣା। ଏହା ସେମାନଙ୍କ ରାଜନୀତିର ଆଧାର।

  • @SumiKumari-vu5od
    @SumiKumari-vu5od 27 днів тому +7

    ତାଙ୍କ ନାଁ ଯେମିତି, ତାଙ୍କ ନୀତି ଓ ନିଷ୍ପତ୍ତି ସେମିତି । ଜୀବନ ଯାହାଙ୍କ ଶୃଙ୍ଖଳିତ, ଶାସନ ବ୍ୟବସ୍ଥା ବି ପରିମାର୍ଜିତ । ସେଇଥିପାଇଁ ତ ‘ନବୀନ’ ଓଡିଶା ଆଜି ବିଶ୍ୱ ବିଦିତ ।

  • @deepikasamal846
    @deepikasamal846 27 днів тому +2

    ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ଭାବମୂର୍ତ୍ତିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥାଏ, ବିରୋଧୀ ପରିଚାଳିତ ଓଟିଭି news ଚେନ୍ନାଲକୁ ଏହା କେମିତି ଦେଖାଯିବ.

  • @smrutiranjanmishra3204
    @smrutiranjanmishra3204 25 днів тому +3

    BJD did a lot for Bhubaneswar and transformed the city.... Atlest BBSR people should acknowledge it

  • @chandrakantapolei8291
    @chandrakantapolei8291 27 днів тому +2

    ଚିନ୍ତା କରନ୍ତୁନି ବିଜେପି ଚ୍ୟାନେଲ ପ୍ରଚାର ସାରି
    ଫେରିବାବେଳର ଭିଡ଼ିଓ ତୁମେ କେବେ ବିଜେଡି ପ୍ରଚାରବେଳର vdo କରିନଥିବ
    ଅପପ୍ରଚାର କରିବା ତମ otv ର କାମ ଲୋକଙ୍କ ଉପରେ ଜନତାଙ୍କ ଉପରେ କିଛିବି ଫରକ ପଡ଼ିବନି ଟୋଟାଲ ଶଙ୍ଖ

  • @sanjibDash123
    @sanjibDash123 27 днів тому +1

    ଲୋକଙ୍କୁ ମିଛ ଭାଷଣ ଦେଇ ଭୁଆ ବୁଲାଇବାରେ ପୁରା ମାହିର ଅଛନ୍ତି କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଉଚିତ ଶିକ୍ଷା ଦେବାର ସୁଯୋଗ ଆସିଛି l

  • @sanjibDash123
    @sanjibDash123 27 днів тому +1

    ଶଙ୍ଖ ଧ୍ୱନୀରେ ସମଗ୍ର ଓଡିଶା ପ୍ରକମ୍ପିତ ହେଉଛି. ନବୀନବାବୁ ପୁଣି ମୁଖ୍ୟମନ୍ତ୍ରୀ ହିସାବରେ ଶପଥ ନେବେ.

  • @ramyabal1549
    @ramyabal1549 27 днів тому +11

    Otv ra Kama Kan kichi nahin

  • @RaviPatel-187
    @RaviPatel-187 27 днів тому +5

    ଅଭାବରୁ ଉନ୍ନତୀ, ଭୋକରୁ ଭରା ଭାତହାଣ୍ଡି, ବିପର୍ଯ୍ୟୟ ମୁକାବିଲାର ବଡ ସଫଳତା, କ୍ରୀଡାର କ୍ୟାପିଟାଲ ଓଡିଶା ... ରାଜ୍ୟର ଅଦ୍ଭୂତପୂର୍ଣ୍ଣ ବିକାଶ ଏବେ ବିଶ୍ୱ ପାଇଁ ସଫଳତାର ଶିକ୍ଷାକେନ୍ଦ୍ର ।

  • @bibhudatta9109
    @bibhudatta9109 27 днів тому +39

    ନବୀନ ବାବୁ ଙ୍କ ବୟସ ହୋଈ ଗଲାଣି
    ଚାଲି ପାରୁ ନାହାନ୍ତି
    ୫ ବର୍ଷ କିପରି ସମ୍ଭାଳି ବେ

  • @suryakantamahalik3462
    @suryakantamahalik3462 27 днів тому +1

    କେନ୍ଦ୍ରାପଡ଼ା ରେ ଆଗରୁ ଲୋକ ଚାହୁଁଥିଲେ କି ବିଧାୟକ ଭୋଟ ନବୀନ ଙ୍କୁ ଆଉ ଲୋକସଭା ପଣ୍ଡା ବାବୁଙ୍କୁ ଦେବେ ବୋଲି କିନ୍ତୁ otv ର ହୀନ news ପାଇଁ ପଣ୍ଡା ବାବୁ କେନ୍ଦ୍ରାପଡ଼ା ରେ ହାରିବେ.. ଲେଖିକି ରଖ... ଜୁନ 4 ରେ କଥା ହେବା...

  • @rinkypinkyodiavlogs
    @rinkypinkyodiavlogs 26 днів тому +1

    ଯେତେ କହିଲେ କିଛି ହେବ ନାହିଁ ଜନସାଧାରଣ ଜାଣିଛନ୍ତି ବିଜେଡିକୁ ହି ଭୋଟ ଦେବେ ଆଉ ପୁଣିଥରେ ଆମ ପ୍ରିୟ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ.

  • @user-pv9yi1td6h
    @user-pv9yi1td6h 27 днів тому +6

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @deepikasamal846
    @deepikasamal846 27 днів тому +4

    ରୋଡ଼ ସୋ ରେ ଉପସ୍ଥିତ ସମୁଦ୍ର ସଦୃଶ ଜନଗହଳି ରୁ ବିଜୁ ଜନତା ଦଳ ପ୍ରତି ଜନତା ଙ୍କ ଭଲ ପାଇବା ଜାଣି ହେଉଛି।

  • @Merry-24
    @Merry-24 27 днів тому +5

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @pravkakarnayak9117
    @pravkakarnayak9117 27 днів тому +1

    ନବିନ ଦଳ ଓଡିଶା ପାଇଁ କାଳ, BJD ଦଳ ଓଡିଶା ପାଇଁ କାଳ, BJD ହଟାଓ ଓଡିଶା ବଞ୍ଚାଅ, ପାଣ୍ଡୁ ଓଡିଶା ର ଚାଳିଶ ହଜାର କୋଟି ଖାଇ ଖୋଳ କରିଦେଲା, ଓଡିଶାର ଜଣ ସାଧାରଣ କେବେ ବୁଝିବେ,

  • @deepikasamal846
    @deepikasamal846 27 днів тому +1

    ଉତ୍ତର ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଆଭିମୁଖ୍ୟରେ ବିରାଟ ରୋଡ଼ ଶୋ କରିଥିଲେ

  • @sanjibDash123
    @sanjibDash123 27 днів тому +1

    ଆମ ପ୍ରିୟ ନବୀନ ବାବୁ ତାଙ୍କ କାଯ୍ୟ କୁ ବହୁତ ଭଲ ଭାବରେ ତୁଲାଉଛନ୍ତି, ଏଥିପାଇଁ ଓଡିଶା ବାସୀ ତାଙ୍କ ଉପରେ ବହୁତ ଖୁସି ଅଛନ୍ତି

  • @loko88s
    @loko88s 27 днів тому +31

    BJD halat kharap

  • @sanjibDash123
    @sanjibDash123 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶ୍ରୀ ନବୀନ ପଟ୍ଟନାୟକଙ୍କର କାର୍ଯ୍ୟ ରେ ରାଜ୍ୟବାସୀ ବହୁତ୍ ଖୁସି ଅଛନ୍ତି,ଆଉ ତାଙ୍କର ସବୁ ଉନ୍ନତ ମୂଳକ କାର୍ଯ୍ୟ ଓ ଦକ୍ଷତା ଯୋଗୁଁ ପୁଣି ଥରେ ସେ ନିର୍ବାଚନର ଜିତିବେ।

  • @sanjibDash123
    @sanjibDash123 27 днів тому +1

    ଆମ ନବୀନ ସରକାର ଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଉଚ୍ଚ ଚିନ୍ତାଧାରା ତଥା ଦୃଢ଼ କାର୍ଯ୍ୟ ଦକ୍ଷତା ପାଇଁ ଆଜି ମହିଳା ମାନେ ସ୍ବାବଲମ୍ବୀ ତଥା ରୋଜଗାର କ୍ଷମ ନିଶ୍ଚିତ ହେଉଛନ୍ତି

  • @sanjeebRsseven7272
    @sanjeebRsseven7272 27 днів тому +2

    କିଏ ନଥିଲା ବେଳେ shooting କରିଛ,
    ହେଇ ଅନାନି..... ତୋ.......... 😜😜😜😜😜😜😜😜😜😜😜😜

  • @pupunstar2807
    @pupunstar2807 27 днів тому +12

    Jay jagannath odisha

  • @Debrajbehera631
    @Debrajbehera631 25 днів тому +1

    Chief Minister Naveen Patnaik has the ability to fine-tune whatever promises he makes, this is the policy of his administration.

  • @user-wg7ql5bg5x
    @user-wg7ql5bg5x 27 днів тому +4

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @Purna-GaonTOKA
    @Purna-GaonTOKA 27 днів тому +6

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @shaktiallblogs3897
    @shaktiallblogs3897 27 днів тому +10

    News ku editing kara jaichi.... . Micha ku sata kari deiparanti sata ku micha

  • @ArunDas-hc5zz
    @ArunDas-hc5zz 27 днів тому +2

    ଲୋକେ ଦେଲେ ସମ୍ମାନ,ସେ କଲେ ବେଇମନ ।।ଲୋକେ କଲେ ଶ୍ରଦ୍ଧା,ମୁହଁକୁ ମାରିଲେ ବିଧା ।।ପ୍ରଶଂସାରେ ଦେଲେ ଭରି,ପଛରୁ ମାରିଲେ ଛୁରୀ ।।ଲୋକେ ଦେଲେ ଜିତାଇ, ଓଡ଼ିଆ ଗଲେ ଚିତେଇ ।।ଜଗନ୍ନାଥ କଲେ ଆଡ,ସାଜିଲା କଳା ପାହାଡ଼।।ପାଞ୍ଚ ଥର ଯାକ ଜିତି,ତଥାପି ମନରେ ଭିତି ।।

  • @sanjibDash123
    @sanjibDash123 27 днів тому

    ଆମ ପ୍ରିୟ ନବୀନ ବାବୁ ଆମ ଓଡିଶା ବାସୀ ଙ୍କୁ ବହୁତ ସାହାଯ୍ୟ କରିବା ସହିତ ସେମାନଙ୍କ କାମ ନିସ୍ଵାର୍ଥ ଭାବରେ କରିଆସିଛନ୍ତି|

  • @Trupti-Animal
    @Trupti-Animal 27 днів тому +10

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @AshokBiswal910
    @AshokBiswal910 27 днів тому +5

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @Educationpoint100
    @Educationpoint100 25 днів тому +1

    ନା BJD ସରକାର ନା BJP ସରକାର ଓଡ଼ିଶାରେ ଏଥର ତାମିଲ ସରକାର

  • @sanjibDash123
    @sanjibDash123 27 днів тому

    ନବୀନଙ୍କ ନେତୃତ୍ୱ ଏବଂ 5T ର ସଂକଳ୍ପ ପାଇଁ ଓଡ଼ିଶା ବିକାଶର ସ୍ପିଡ଼ ଦ୍ବିଗୁଣିତ ହୋଇଛି ଏବଂ ପ୍ରଗତି ପଥରେ ଆମ ରାଜ୍ୟ ସଫଳତାର ପ୍ରତିଟି ପାହାଚ ଅତିକ୍ରମ କରୁଛି l

  • @sanjibDash123
    @sanjibDash123 27 днів тому

    ରାଜ୍ୟ ସରକାର ସବୁବେଳେ ମାଆ ମାନଙ୍କୁ କିପରି ନିଜେ ନିଜର ଖର୍ଚ୍ଚ ଉଠାଇବା ସହିତ ସଶକ୍ତ ହୋଇ ପାରିବେ ସେଥିପ୍ରତି ଦୁଷ୍ଟି ଦିଅନ୍ତି l

  • @sanjibDash123
    @sanjibDash123 27 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ବାବୁଙ୍କର ଯୋଗୁ ରାଜ୍ୟର ମହିଳା ମାନେ ଆଉ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ହୋଇ ରହୁନାହାନ୍ତି l

  • @saisatyajeetbarik7071
    @saisatyajeetbarik7071 27 днів тому +1

    Baijanta panda (bjp) - owner of otv
    Ea sab mohmaya hai ....😅😅😅
    News channel samastanku sanman daba Katha hele athi bi rajaniti .
    Jou mane mo kathre sahamata . Semane gote gote like diantu .

  • @arunkumar-et2db
    @arunkumar-et2db 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ଼ ଶୋ ରେ ଲୋକଙ୍କ ଲମ୍ବା ଭିଡ ରହୁଛି ହେଲେ ଓଟିଭି ରିପୋର୍ଟର ଭାଇ ମାନଙ୍କୁ ଦେଖା ଯାଉନାହିଁ.

  • @sanjibDash123
    @sanjibDash123 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ବିଶ୍ୱାସ ଓ ନିଷ୍ପତି ପାଇଁ ଆଜି ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇପାରିଛି

  • @rinkypinkyodiavlogs
    @rinkypinkyodiavlogs 26 днів тому

    ଆମ ମିଡ଼ିଆ ଭାଇ ମାନଙ୍କୁ ସାଧାରଣ ଜନତା ଦେଖାଯାଉ ନାହିଁ.ବିକାଶର ଗତିପଥକୁ ପୁଣି ଅଗ୍ରଗତି କରିବେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ.

  • @sanjibDash123
    @sanjibDash123 27 днів тому

    ସାଢ଼େ ଚାରିକୋଟି ଜନତାଙ୍କ ପାଇଁ ଦିନରାତି କାମ କରି ଚାଲିଛନ୍ତି ଏବଂ ୨୪ବର୍ଷ ଧରି ଲୋକଙ୍କ ସୁଖଦୁଃଖରେ ସାଥୀ ହୋଇ ଠିଆହୋଇ ଛନ୍ତି ।

  • @sanjibDash123
    @sanjibDash123 27 днів тому

    ନବୀନ ବାବୁଙ୍କ ଶାସନରେ ଓଡ଼ିଶାର ବିକାଶ ଶୀର୍ଷକ ଛୁଇଁଛି ସବୁ କ୍ଷେତ୍ରରେ ବିକାଶ ହିଁ ବିକାଶ ଲୋକେ ଓଡିଶାରେ କେବଳ ନବୀନ ବାବୁ କୁ ହିଁ ଚାହାଁନ୍ତି ଆଉ କାହାକୁ ନୁହେଁ l

  • @arunkumar-et2db
    @arunkumar-et2db 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି.

  • @Debrajbehera631
    @Debrajbehera631 25 днів тому

    Naveen baby is another name for development and improvement. Jota Odisha has achieved success today. He will be the Chief Minister for the sixth time once again.

  • @kartik-igcs
    @kartik-igcs 27 днів тому

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ବି ପ୍ରତିଶ୍ରୁତି ଦିଅନ୍ତି ତାହାକୁ ସୁଚାରୁରୂପେ ସମ୍ପାଦନା କରିବାର ସାମର୍ଥ୍ୟ ମଧ୍ୟ ରଖନ୍ତି, ଏହାହିଁ ତାଙ୍କର ଶାସନର ନୀତି l

  • @subratlenka8551
    @subratlenka8551 25 днів тому +1

    Tme bjp bala modi ra roadshow bele vada re loka anucha sei news ta chaduna kahinki 😂😂😂😂

  • @sanjibDash123
    @sanjibDash123 27 днів тому

    ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଏବଂ ଭିକେ ସାର ଙ୍କ ପାଇଁ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟରେ ପରିପୂଣ୍ଣ ହେଇଚି |

  • @Debrajbehera631
    @Debrajbehera631 25 днів тому

    Lakhs of people gathered to catch a glimpse of Naveen Babu at the road show in Bhubaneswar.

  • @arunkumar-et2db
    @arunkumar-et2db 27 днів тому

    ମୁଖ୍ୟମନ୍ତ୍ରୀଙ୍କ ମ୍ୟାଜିକ ନାହିଁ ସେ ତ ସମୟ କହିବ.ହେଲେ ଓଡିଶା ବିଜେପିର ରାଲି ରେ କେନ୍ଦ୍ର ଓ ଅନ୍ୟରାଜ୍ୟରୁ ଭଡାରେ ଆସୁଥିବା ଛାମୁ ମାନେ ନିଜ ରାଜ୍ୟକୁ ଏକ ନମ୍ବର କରିପାରୁ ନାହାନ୍ତି ଓଡିଶା କୁ ଏକନମ୍ବର କିପରି କରିଦେବେ.

  • @user-xj7kp7fh9y
    @user-xj7kp7fh9y 27 днів тому +5

    Baijanta panda hariba darkar

    • @biranchinarayanbehera3614
      @biranchinarayanbehera3614 27 днів тому

      Baijanta kebe bi haribani bjd hariba

    • @rohitpatel8542
      @rohitpatel8542 27 днів тому

      ​@@biranchinarayanbehera3614yes definitely he will win. He is one of the BJP's national vice presidents. But he will win in Uttar Pradesh and Assam. He is election strategist in this two states.
      🙊🙉🙈🙏

    • @sujeetkumarnayak4706
      @sujeetkumarnayak4706 27 днів тому

      June 4 re dekhibu​@@biranchinarayanbehera3614

  • @netranetra4111
    @netranetra4111 27 днів тому +1

    ଏଥର ଶଙ୍ଖ ଫାଟିବ ପଦ୍ମ ଫୁଟିବ ତାମିଲ୍ ବେପାରୀ ମୁକ୍ତ ଓଡ଼ିଶା ହେବ

  • @sanjibDash123
    @sanjibDash123 27 днів тому

    ଓଡ଼ିଶାର ବିକାଶ ଓଡ଼ିଶାର ଜନମାନସକୁ ଆକୃଷ୍ଟ କରିଛି.ଲୋକେ ତାଙ୍କୁ ପୁନରାୟ ମୁଖ୍ୟମନ୍ତ୍ରୀ ବନାଇବେ

  • @rinkypinkyodiavlogs
    @rinkypinkyodiavlogs 26 днів тому

    ବିକାଶ ଆଉ ଉନ୍ନତିର ଅନ୍ୟ ନାମ ହଉଛି ନବୀନ ବାବୁ. ଜଉଟା ଓଡିଶା ଆଜି ସଫଳତା ପାଇଛି. ପୁଣି ଥରେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ.

  • @sanjibDash123
    @sanjibDash123 27 днів тому

    ଭାରତୀୟ ଜନତା ପାର୍ଟି ହେଉଛି ଓଡିଶା ରାଜ୍ୟ ପାଇଁ କାଳ ତେଣୁ ଏ ଦଳ ପ୍ରଶ୍ରୟ ଦେଲେ ଆମ ମାନଙ୍କୁ କ୍ଷତି ସହିବାକୁ ପଡ଼ିବ

  • @paricreations382
    @paricreations382 27 днів тому +1

    Mate daily bjd kuji neta.. B7 nib tia dauchanti. Auu daily chiken feast v dauchanti.. Paisa magile b 500/700 dauchanti.. Hele mu auu mo family ra 11 ta votes only bjp ku.. Double padma ku😂

  • @sanjibDash123
    @sanjibDash123 27 днів тому

    ଓଡିଶାକୁ ପ୍ରଗତି ପଥରେ ଆଗକୁ ନେବାପାଇଁ ରାଜ୍ୟ ସରକାରଙ୍କ ସହିତ ଭିକେ ପାଣ୍ଡିଆନ ସାରଙ୍କ ବହୁ ସାହାଯ୍ୟ ଆଉ ସହଯୋଗ ରହିଛି

  • @sanjibDash123
    @sanjibDash123 27 днів тому

    ମହିଳା ମାନେ ଆଜି ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ପାରିଛନ୍ତି l ଏହାକେବଳ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ପାଇଁ ସମ୍ଭବ ହୋଇପାରିଛି l

  • @kartik-igcs
    @kartik-igcs 27 днів тому

    ମୁଖ୍ୟମନ୍ତ୍ରୀ ଙ୍କ ଭିଜନ କୁ ରୂପରେଖ ଦେଉଛନ୍ତି 5T ଓ ନବୀନ ଓଡିଶା ର ଅଧ୍ୟକ୍ଷ ମାନ୍ୟବର ଭି କେ ପାଣ୍ଡିଆନ ବାବୁ ଏସବୁ ବିରୋଧୀଙ୍କୁ ଅସହ୍ୟ ହେଉଛି l

  • @sanjibDash123
    @sanjibDash123 27 днів тому

    ଓଡ଼ିଶାରେ ନବୀନବାବୁ ହେଉଛନ୍ତି ସର୍ବଶ୍ରେଷ୍ଠ ନେତା. ତାଙ୍କର ବିକଳ୍ପ କେହି ନାହାନ୍ତି.

  • @kartik-igcs
    @kartik-igcs 27 днів тому

    ବିଜୁ ଜନତା ଦଳ ସମାଜ ର ସବୁ ସ୍ତରର ଲୋକ ଙ୍କ ପ୍ରତି ତାର ଦାୟିତ୍ୱ ନିର୍ବାହ କରି ଆସିଛି, ବିଶେଷ କରି ମହିଳା ଙ୍କ ପାଇଁ ବହୁତ କିଛି କରି ପାରିଛି l

  • @kartik-igcs
    @kartik-igcs 27 днів тому

    5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ ଙ୍କ ଗସ୍ତ ସମୟରେ ତାଙ୍କୁ ସୁରକ୍ଷା ଦେବା ରାଜ୍ୟ ସରକାର ଙ୍କ କାର୍ଯ୍ୟ ଏହାକୁ ନେଇ କଣ ପାଇଁ ବିଜେପି ହୀନ ରାଜନୀତି କରୁଛି!

  • @sanjibDash123
    @sanjibDash123 27 днів тому

    5T ଅଧ୍ୟକ୍ଷଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଯାହା ପ୍ରତିଶୃତି ଦେଇଛନ୍ତି ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପାଣ୍ଡିଆନ ସାର୍ ଓ ନବୀନ ବାବୁ।

  • @sanjibDash123
    @sanjibDash123 27 днів тому

    ଓଡ଼ିଶାରେ ନବୀନବାବୁ ହେଉଛନ୍ତି ସର୍ବଶ୍ରେଷ୍ଠ ନେତା, ତାଙ୍କର ବିକଳ୍ପ କେହି ନାହାନ୍ତି କି ହୋଇପାରିବେ ବି ନାହିଁ

  • @arunkumar-et2db
    @arunkumar-et2db 27 днів тому

    ଓଡିଶା ର ବିକାଶ ଓ ଓଡିଶା ର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ଅଭିଯାନ ଆରମ୍ଭ କରିଛନ୍ତି.

  • @sanjibDash123
    @sanjibDash123 27 днів тому

    ବିଜୁ ଜନତା ଦଳ ର ଯାହା କହେ ତାହା ନିଶ୍ଚିତ ଭାବରେ କାର୍ଯ୍ୟ କରି ଦେଖାଏ ପୁଣି ଷଷ୍ଠଥର ପାଇଁ ନବୀନ ପଟ୍ଟନାୟକ ଓଡିଶା ପାଇଁ ମୁଖ୍ୟମନ୍ତ୍ରୀ ହେବେ l

  • @rinkypinkyodiavlogs
    @rinkypinkyodiavlogs 26 днів тому

    ଓଡ଼ିଶାର ଜନତା ତାଙ୍କର ପ୍ରିୟନେତା ନବୀନବାବୁଙ୍କୁ ଚାହାଁନ୍ତି. ତା ବାଦ ଅନ୍ୟ କାହାରି ସ୍ଥାନ ଓଡ଼ିଶାରେ ନାହିଁ.

  • @sanjibDash123
    @sanjibDash123 27 днів тому

    ଓଡିଶାର ବିକାଶକୁ ବାଧା ଦେଉଥିବା ଦଳ କେବେବି ରାଜ୍ୟବାସୀଙ୍କ ମଙ୍ଗଳ ଚାହିଁବେନି ତାଙ୍କ ପାଖରୁ ଓଡିଶାର କ୍ଷମତାକୁ ଦୁରେଇ ରଖିବା ଭଲ l

  • @arunkumar-et2db
    @arunkumar-et2db 27 днів тому

    ବିକଶିତ ଓଡିଶା ର ସ୍ବପ୍ନ କୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା ଆଜି ଓଡିଶା ବାସୀ ଙ୍କ ପାଇଁ ଉପହାର ହୋଇ ପାରିଛି.

  • @Debrajbehera631
    @Debrajbehera631 25 днів тому

    People's love for the Biju Janata Dal is evident from the sea-like crowds present at the road show.

  • @srustidhardey5817
    @srustidhardey5817 27 днів тому +24

    ଜାରିବ BJD

    • @sivasivasiva098-
      @sivasivasiva098- 27 днів тому

      କଣ ଜାରିବ ବିଜେଡି ନା ବିଜୟ ହବ କହୁଛ

  • @akgamingffzone183
    @akgamingffzone183 27 днів тому +3

    😂😂😂argus news dekha sabu news Naveen au pandeean against re media balankara kama kichi nahin

  • @guddu-oc5vp
    @guddu-oc5vp 27 днів тому +5

    Baijyanta Panda TV jaha dekhauchu total video karithantu tapare dekhithantu loka thile Ki nahi BjP TV

  • @sanjibDash123
    @sanjibDash123 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାକୁ 1ନମ୍ବର ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି।

  • @royalck1
    @royalck1 27 днів тому +1

    4 tarikh re bjp office khali thiba
    Laja re luchi be kauthi
    Jaga sabu final kari sari le ni

  • @kartik-igcs
    @kartik-igcs 27 днів тому

    ଭି କେ ପାଣ୍ଡିଆନ ବିକାଶ ପୁରୁଷ ନବୀନ ପଟ୍ଟନାୟକ ଙ୍କ ଜଣେ ବିଶ୍ୱସ୍ତ ସେନାପତି ଭାବରେ କାର୍ଯ୍ୟ କରୁଛନ୍ତି l

  • @Debrajbehera631
    @Debrajbehera631 25 днів тому

    After the arrival of 5 T, the people of Odisha have improved, from villages to cities, from education to industry, the stream of development is flowing in all of them.

  • @benudharanti5195
    @benudharanti5195 26 днів тому

    ଓଡ଼ିଶାର ପାର୍ଟି ର ଗଡ଼ ହେଲା ବିଜେଡି. ବିଜେଡି ଏତେ ସହଜ ରେ ହାରିବ ନାହିଁ ସେ ଯାହା ହୋଉ ଏଥର ବି ବିଜେଡି ଜିତିବା ପକା... 💪

  • @kartik-igcs
    @kartik-igcs 27 днів тому

    ରାଜ୍ୟ ବିଜେପି ର ଏମିତି ହୀନ ପ୍ରୟାସ ଏବେ ଆଉ ଚଳିବନି ଓଡିଶା ବାସୀ ଜାଣି ସାରିଲେଣି ବିଜେପି ଦଳ ର କାମ ଶୂନ୍ୟ କଥା ହୋଜ଼ାରେ l

  • @GokulachandraNanda23
    @GokulachandraNanda23 26 днів тому

    ମୁଁ ପାଞ୍ଚଥର ଭୋଟ ଦେଇଛି ଟଙ୍କା ଟିଏ ବି ନେଇନାହିଁ ଏଥର ପାଞ୍ଚଥର ର ଭୋଟ ର ପଇସା 10000ଟଙ୍କା ନେବି bjp ରେ ଭୋଟ ଦେବି |

  • @ranjitmohanty8979
    @ranjitmohanty8979 27 днів тому +2

    In this election digital electronic media loss their trust and respect due to supporting and work for particular political party
    .

  • @rinkypinkyodiavlogs
    @rinkypinkyodiavlogs 26 днів тому

    ଏଥର ସାରା ଓଡ଼ିଶାରେ ଶୁଭଶଙ୍ଖ ଧ୍ଵନି ପ୍ରତିଧ୍ଵନିତ ହେବ ଆଉ ଆସୁରିକ ପ୍ରବୃତ୍ତି ନେତା ମାନଙ୍କ ସଂଗଠନ ରାଜ୍ୟ BJP ଦଳର ଅନ୍ତ ଘଟିବ।