ଭରତପୁର ପୂର୍ବତନ IICଙ୍କ ଆଶୀର୍ବାଦରେ ଯୁବକଙ୍କ ସହ ଏମିତି କରିଥିଲେ ମହିଳା ଡ଼ିଏସପି Bharatpur Ex-IIC allegation

Поділитися
Вставка
  • Опубліковано 11 лис 2024

КОМЕНТАРІ • 277

  • @pradeeppatra2655
    @pradeeppatra2655 Місяць тому +164

    ଏ ପୁଲିସ୍ ମାନଙ୍କୁ ଦିନରେ ହାଣିବା ଦରକାର ।

  • @cutekajal123
    @cutekajal123 Місяць тому +101

    ଗୁଣ୍ଡା ଠୁ ବଡ଼ିଗଲେ ପୋଲିସ କର୍ମଚାରୀ ମାନେ ଜାତି ଉପରେ କଣ କହୁଛ ପ୍ରଭୁ ଜଗନ୍ନାଥ ଜଣେ ଛୋଟ ଜାତିର ଭକ୍ତଙ୍କ ଠାରୁ ନଡ଼ିଆ ଛଡେଇ ଖାଇଥିଲେ ହୋଟେଲ ଖାଉଛ କଣ ବ୍ରହ୍ମଣ ମାନେ ଖାଲି ରାନ୍ଧିକି ଖାଇବା ଦଉଛନ୍ତି ଏମାନଂକୁ ଚାକିରି ସବୁଦିନ ପାଇଁ ବାହାର କରାଯାଉ

    • @subirbagarati7479
      @subirbagarati7479 Місяць тому +3

      Sethi pain ST/SC quota rakha jaichhi hela

    • @StruggleLifechannel2023
      @StruggleLifechannel2023 Місяць тому +1

      Hnnn ama ଏରିଆ ରେ ତୋ ଗୋଟେ ଭଉଣୀ ରୋ ଇଯତ୍ ନେଇଛି ଏ ପୁଲିସ 😢

    • @aasispradhan1564
      @aasispradhan1564 Місяць тому

      Kota hatao Desh Bachao​@@subirbagarati7479

  • @azadmohammed1911
    @azadmohammed1911 Місяць тому +81

    ବହୁତ ଚର୍ବି ଚଢ଼ି ଯାଇ ଛି ଓଡିଶା ପୁଲିସ ର ।

  • @manoranjanmullick3487
    @manoranjanmullick3487 Місяць тому +38

    ମାଘିଆ ଙ୍କୁ ଓଡିଶା ବାହାରେ ପୋଷ୍ଟିଙ୍ଗ ଦେଲେ ଏମାନେ ସୁଧୁରିବେ, ଓଡିଶା ର ଇଯତ ଗଲା ଓଡିଶା ପୋଲିସ ଙ୍କ ପାଇଁ ଛି

  • @kasinathbaral6873
    @kasinathbaral6873 Місяць тому +46

    ଏଭଳି ପୋଲିସ୍ ଙ୍କୁ ଭଗବାନ ସାସ୍ତି ଦେବେ

  • @santoshkumarmishra2620
    @santoshkumarmishra2620 Місяць тому +27

    ଏଣିକି ସାଧାରଣ ଜନତା ଆଇନ୍ କୁ ହାତକୁ ନେବାପାଇଁ ବାଧ୍ଯ ହେବେ

  • @Onemanarmy334
    @Onemanarmy334 Місяць тому +28

    ଧର୍ମ ସହିବେନିରେ ମଗିହେ 😢😢😢ଗରିବ ପିଲାଙ୍କୁ ଏମିତି କରୁଛ

  • @ajaysitha8487
    @ajaysitha8487 Місяць тому +30

    ଏ ଭଳି ପୋଲିସ ପାଇଁ ଦିନେ ଜନତା ଆଇନକୁ ହାତକୁ ନେବେ

  • @arajunmaharana6147
    @arajunmaharana6147 Місяць тому +21

    ତୁ ତା ରେ ରା.. ଏ ସବୁ କ'ଣ ? ମଣିଷକୁ ମଣିଷ ଭଳି ବ୍ୟବହାର କରିବା ଉଚିତ୍ l ଆଚାରଣ ଉଚ୍ଚାରଣରେ ଶାଳୀନତା ରହିବା ଏକାନ୍ତ ଜରୁରୀ l
    ମଧୁର ବିନୟ ବଚନ l
    କହି ତୋଷିବ ପ୍ରାଣୀ ମନ ll
    🙏ଜୟ ଜଗନ୍ନାଥ ସ୍ୱାମୀ 🙏

  • @odiadesiblog9565
    @odiadesiblog9565 Місяць тому +9

    ସବୁ ଥାନା ରେ ଏହି ଅବସ୍ଥା ଗରିବ ଙ୍କ ଅଭିଯୋଗ ପତ୍ର ହଜିଯାଏ

  • @himansumohapatra6879
    @himansumohapatra6879 Місяць тому +14

    ଏ ପୋଲିସ କୁ ଚାକିରି ରୁ ବହିସ୍କାର କରାଜାଉ।

    • @GobindaMohanty-i5d
      @GobindaMohanty-i5d Місяць тому +1

      Khali setiki nuha chakiri ru bahara kari ajiban saja diajau

  • @jitenbro9894
    @jitenbro9894 Місяць тому +29

    ଏବେ ଏମାନଙ୍କ ଉପରେ କାର୍ଯାନୁଷ୍ଠାନ ହେଉ,

  • @dayanidhinaik2573
    @dayanidhinaik2573 Місяць тому +31

    ଏମାନଙ୍କୁ ଚାକିରୀ ରୁ ବାହାର କରିଦେବା ଦରକାର

  • @Rajesanayak
    @Rajesanayak Місяць тому +9

    ଏ ମାହାଗିଆ ପୋଲିସିଏମିତି କେତେଅଛନ୍ତି ସେମାନଙ୍କୁ ଚିହ୍ନିଟ କରାଜାଉ

  • @kaibrat
    @kaibrat Місяць тому +12

    ଆପଣଙ୍କର ଏହି ମିଡ଼ିଆ ମାଧ୍ୟମରେ ଓଡିଶା CM ଙ୍କୁ ଜଣାଇବାକୁ ଚାହୁଁଅଛୁକି l ଓଡିଶାରେ ପୋଲିସ ଏବଂ କ୍ରିମିନାଲଙ୍କ ଆତଙ୍କି ଭୟରୁ ଜନସାଧାରଣକୁ ବଞ୍ଚାଇ ରଖନ୍ତୁ l

  • @The_one_and_onlyyyy
    @The_one_and_onlyyyy Місяць тому +6

    ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ ଆପଣ ପୋଲିସ ବିଭାଗ କୁ ନିର୍ଦେଶ ଦିଅନ୍ତୁ, ଜନ ସାଧାରଣ ଙ୍କ ସହ ଭଲ ବ୍ୟବହାର କରିବେ, ନଚେତ ଆମେ ଆଇନ କୁ ହାତକୁ ନେବାକୁ ପଛେଇବୁ ନାହିଁ..

    • @niksharma-ol8ii
      @niksharma-ol8ii Місяць тому

      Kodhia Odia Bala ta karibe .... Aain hata ku neithile ete charbi lagi nathanta police deha re

  • @dksnewflim9176
    @dksnewflim9176 Місяць тому +10

    Please reform odisha police department

  • @odia_serial_duniaa
    @odia_serial_duniaa Місяць тому +11

    ଦେଖି ଲେ ତୋ ପୋଲିସ୍ ବେବହାର ଓଡିଶା ବାସି ଛି

  • @PratapMangaraj-l8y
    @PratapMangaraj-l8y Місяць тому +9

    ଏହି ଭିଡିଓରେ ଯୋଉ ବୁଢ଼ୀ ପୋଲିସ ଦେଖାଯାଉଛି ତାକୁ ଖୋଜି ଜେଲ୍ ରେ ପୁରାଅ

  • @brahmiadeeti4179
    @brahmiadeeti4179 Місяць тому +10

    First Government should sacked this lady DSP , Shameless lady

  • @ajayakumarmohanty9582
    @ajayakumarmohanty9582 Місяць тому +2

    ଏହି ପୋଲିସ ଅଧିକାରୀ ଙ୍କ ପାଇଁ ଲଜ୍ୟା ଲାଗୁଛି। ଧନ୍ୟବାଦ।

  • @sohambag4242
    @sohambag4242 Місяць тому +6

    ଇ ଗିହେଲି କେ ଗିହାବାର୍ ଲାଗିଁ ଲୋକ ନାଇଁ ନ ?ଖୁଜଉଛେ ହେତାରଟା

  • @trendingnow1567
    @trendingnow1567 Місяць тому +2

    ୯୯% ଥାନା ରେ ଏୟା ଅବସ୍ଥା I

  • @anushreenaik7585
    @anushreenaik7585 Місяць тому +3

    ପୋଲିସର ପରିବାର ଲୋକ ତାପରେ ମେଡିଆ ଆଗକୁ ଆସିକି ଭଲେଇ ଦେଖେଇ ହେଉଛନ୍ତି ... କହୁଛି ତା ଝିଅ ମମି କିଛି କରିନାହାନ୍ତି ବହୁତ ଭଲ 😂😂😂

  • @kishorekumarsagaria4117
    @kishorekumarsagaria4117 Місяць тому +2

    Bhaskar newd ek number ❤

  • @technicalkuna579
    @technicalkuna579 Місяць тому

    Thanks odisha bhaskar

  • @santoshbarik3452
    @santoshbarik3452 Місяць тому +1

    Nice reporting

  • @chinumuska5530
    @chinumuska5530 Місяць тому +4

    "Mummy" Moro bohut bholo... 😅😅😅😅😅

  • @balaramvlog964
    @balaramvlog964 Місяць тому +1

    Oww ଆମ DSP ମାଡାମ 🙏 ସ୍ୱାମୀ ଙ୍କ ରାଗ ସାଧାରଣ ଲୋକ ଙ୍କ ଉପରେ ସାରନ୍ତି, ମାନେ ରଖନ୍ତୁ ପ୍ରଭୁ ଆଖି ଖୋଲି ଦେଖୁଛନ୍ତି ତମର କଣ ହେବ ସେ ଠିକ କରିବଛନ୍ତି ମା, ବ୍ୟସ୍ତ ହୁଅନି ସମୟ କୁ apkashya kara ମା 🙏🙏

  • @pradeepsahoo8131
    @pradeepsahoo8131 Місяць тому

    ସବୁ ପୋଲିସ ମାନଙ୍କର ଗର୍ବ ବହୁତ ବଢିଯାଇଛି ଶଳାଙ୍କୁ public ମାଡ ଦରକାର

  • @myfamilyvlogs993
    @myfamilyvlogs993 Місяць тому +1

    କିଛି ଚାକିରିଆ ଅଛନ୍ତି ଅଜ୍ଞାନି

  • @ArunDas-hc5zz
    @ArunDas-hc5zz Місяць тому +1

    ଯେଉଁମାନେ ବ୍ୟବହାର ଜାଣିନାହାନ୍ତି ସେମାନଙ୍କୁ ଜନତା ପଇସାରେ ପୋଷା ହେଉଛନ୍ତି ଜନତାଙ୍କୁ,ଦୁର୍ବ୍ୟବହାର,ଶୋଷଣ,ଅତ୍ୟାଚାର କରିବାକୁ ? ଏ ମାନଙ୍କ ବିରୁଦ୍ଧରେ କୋଉଠି,କେମିତି ଅଭିଯୋଗ କରାଯିବ ସରକାର ଲୋକଙ୍କୁ ଜାଣନ୍ତୁ।

  • @manoranjandash6633
    @manoranjandash6633 Місяць тому

    ହେ ପ୍ରଭୁ ଏମାନେ କଣ କଳିଯୁଗର ରାକ୍ଷସ/ରାକ୍ଷସୀ

  • @DilipJayaVlogs
    @DilipJayaVlogs Місяць тому +1

    ସବୁ ପଇସା ର ଖେଳ .......????😅😂🤣😭

  • @kushmusics133
    @kushmusics133 Місяць тому +1

    ଏମାନଙ୍କୁ ଆଇନ ଭାଷା ରେ ନବୁଝାଇ ସେମାନଙ୍କ ଭାଷାରେ ହିଁ ବୁଝାଇଲେହିଁ ବୁଝପାରିବେ

  • @deepanjalisahoo7856
    @deepanjalisahoo7856 Місяць тому +1

    Please justice…

  • @narottamkar1570
    @narottamkar1570 Місяць тому +1

    Odisha police ro physical fitness test heba darkar

  • @RajibBanka-in6lt
    @RajibBanka-in6lt Місяць тому

    ବିଜେଡ଼ି ସରକାର ବେଳରୁ ଏ ମାନଙ୍କର ଚର୍ବି ବଢ଼ି ଜାଇଛି

  • @rinkunath2850
    @rinkunath2850 Місяць тому +1

    ଏ ପୋଲିସ କୁ ଭଲ କୀଳା ଦରକାର

  • @kamallochannayak9660
    @kamallochannayak9660 Місяць тому +1

    IIC And DSP ku Arrest Karajau.

  • @sanjuktamohanty7103
    @sanjuktamohanty7103 Місяць тому

    Jay Jagannath

  • @KailashPadhan-pk3vk
    @KailashPadhan-pk3vk Місяць тому

    ,ଧର୍ମ ର ହେବ ଜୟ

  • @GaneswarRout-f9e
    @GaneswarRout-f9e Місяць тому

    The Media should be so strong and raise voice against un law full activities as one of the strong pillar of democracy. People definitely support you to bring positive changes in society. The reckless attitude of the dictators will be minimised and morally they will be afraid of do any harm to society.
    Thanks to Odisha Bhaskar for sensitising people.
    Ganeswar Rout.

  • @biranchinarayanmohanty4699
    @biranchinarayanmohanty4699 Місяць тому +2

    କିଛି ପୋଲିସ୍ ଅତି ତଳ ସ୍ତରକୁ ଖସିଜାଇଛନ୍ତି

  • @dkmohapatramohapatra5620
    @dkmohapatramohapatra5620 Місяць тому

    ମହିଳା ତଳେ ଶୋଇବା କଥା ତାଙ୍କୁ ଉଚ୍ଚ ପଦବୀରେ ରଖିଲେ ଏମିତି ହୁଏ

  • @SUKANTAKUMAKR
    @SUKANTAKUMAKR Місяць тому +4

    Bhai please aei video taku viral Kara please

  • @NIHARFINANCIALbusinessservices
    @NIHARFINANCIALbusinessservices Місяць тому

    ❤❤❤❤

  • @snvvishwanathamprasantm7867
    @snvvishwanathamprasantm7867 Місяць тому

    ଘଟଣାଟି ଲାଗୁଛି ଉଭୟ ପୀଡିତା - ଅଭିଯୋଗକାରି ଏବଂ ବିଶୃଙ୍ଖଳିତ ଯୁବଜ ଓ ସେଦିନର ପୋଲିସ କାର୍ଯ୍ୟ ରେ ଥିବା ଥାନା ଅଧିକାରୀ ଏବଂ ବ୍ୟବସ୍ଥା ସମସ୍ତେ laws-order କୁ misused ଭା ଦୂରପୟୋଗ କରିଛନ୍ତି. ତେଣୁ ସମସ୍ତଙ୍କ ବିରୋଧ ରେ ଅନୁଶାସନ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ. ଏଠାରେ ନିରୋପେକ୍ଷ ତଦନ୍ତ କରି ସମସ୍ତ ବିଶୃଙ୍ଖଳିତ ଏବଂ ଦୂରପୟୋଗକାରି ମାନକୁ ଦୂର୍ଷଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ହେଉ. ଜୟ ଜଗନ୍ନାଥ

  • @kumarnitu4203
    @kumarnitu4203 Місяць тому +1

    Suspend isnot enough...only dismis from job

  • @PayodharRay
    @PayodharRay Місяць тому

    DSP ବଡ ନା IIC ବଡ ।

  • @kspirit7571
    @kspirit7571 Місяць тому

    ଛୋଟ ଜାତି କହିବାର ପ୍ରମାଣ କାଇଁ?

  • @KoelCheneproduction9381
    @KoelCheneproduction9381 Місяць тому

    ଏତେ ପ୍ରମାଣ ପାଇଲା ପରେ ବି ଯଦି ଓଡିଶା ସରକାର କିଛି କରୁ ନାହାନ୍ତି, ଏଥିରୁ ଜଣା ଯାଉଛି ନୂଆ ସରକାର ମଧ୍ୟ ବିକଳାଙ୍ଗ

  • @pramodpradhan8792
    @pramodpradhan8792 Місяць тому

    This is the face of our police

  • @manamohanpati2771
    @manamohanpati2771 Місяць тому +4

    Corruption is main cause money for job totally system fail.

    • @Sunsine5098
      @Sunsine5098 Місяць тому

      Bhubaneswar DCP paisa khauchi, Sethi lagai epari byabasta.

  • @prasantakumar6857
    @prasantakumar6857 Місяць тому

    ଏମିତି ପୋଲିସ ଉପରେ ପୁରା ଭଲ ପାଇବା ବଢିବ l ଖାଲି ଗାଣ୍ଡୀ ତେକିକି ହତିକିଆ ବାଉଁଶ ମୁଳି

  • @niranjansahoo2024-j7i
    @niranjansahoo2024-j7i Місяць тому

    ବିଜେଡି ତିଆରି କରିଥିଲା ପୋଲିସ କୁକୁର।

  • @hrusikeshkhatei1441
    @hrusikeshkhatei1441 Місяць тому

    ଆମ ପିପିଲି ଥାନାରେ ବି ଏମିତି ଚାଲିଛି

  • @snvvishwanathamprasantm7867
    @snvvishwanathamprasantm7867 Місяць тому

    ଏ ଭ୍ରଷ୍ଟ ବାମପନ୍ଥୀ ଦଳ ମାନେ କାହିଁକି System /ବା ତନ୍ତ୍ର ର ସଂସ୍କାର କାହିଁକି ଆଣିଲନାହିଁ ଦୀର୍ଘ ବର୍ଷ ଧରି ଶାସନ କରୁଥିଲ...? ପୋଲିସ / Police ତନ୍ତ୍ର ବା systems ର ସଂସ୍କାର ତୁରନ୍ତ ଦରକାର. ପୋଲିସ ବନ୍ଧୁ ମାନେ ଶୃଙ୍ଖଳିତ ସହିତ ଦାୟିତ୍ୱ ସମ୍ପନ ହେଇ ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା . ଏବଂ ଦୁର୍ନୀତି ମୁକ୍ତ ଭାବରେ , ଲୋକଙ୍କ ସେବାରେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର. ସରକାର ଏବଂ ଗୃହ ବିଭାଗ ତୁରନ୍ତ ସଂସ୍କାର ଆଣି, ସାଧାରଣ ଲୋକଙ୍କର ବିଶ୍ୱାସ ଭାଜନ ହେବା ଏବଂ ଦୁର୍ନୀତି, ଅପରାଧ, ସଙ୍ଘ ବଧ ଅପରାଧୀ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. CC TV ସବୁ କାର୍ଯ୍ୟାଳରେ ଲଗାଯାଉ ଏବଂ ତାହାର ନିୟମିତ ଯାଞ୍ଚ କରାଯାଉ. ଧନ୍ୟବାଦ

  • @herankumar9398
    @herankumar9398 Місяць тому

    ସେ ମାଇକିନା କୁ ଆଉ IIC ମିଶ୍ର କୁ ରାସ୍ତା ରେ ଗୋଡେଇ ଗୋଡେଇ ପିଟ

  • @storygallery123
    @storygallery123 Місяць тому

    ଦିନକୃଷ୍ଣ ପ୍ରବଳ ପେଲିଛି ସେ ଘୋଡ଼ାଗେହି କୁ

  • @jitunayak2147
    @jitunayak2147 Місяць тому

    ପୋଲିସ ବଲାଭଦ୍ରାଆମି ସିକିନାହତି

  • @OdiaFreshVlogs
    @OdiaFreshVlogs Місяць тому

    ଛୋଟ ଜାତି ତା ବିଆ ରେ ଗେହିବେ

  • @prasantajena1509
    @prasantajena1509 Місяць тому +1

    ଏଇ ମାଡାମ ମଉକା ଦେଖି ଏସିଟି ମରିବା ଦରକାର ଗରିବ କରିଲେ କିଳି ଆଉ ତମେ କରିଲେ ନିଳା ଏମାନେ ଗଟିଏ ରାଣ୍ଡି

  • @ashoknaik3938
    @ashoknaik3938 Місяць тому

    ଘର ଲଜୀ

  • @badalpattnaik9738
    @badalpattnaik9738 Місяць тому

    😢😢😢😢😢😢😢😢

  • @pravatasahoo1742
    @pravatasahoo1742 Місяць тому +3

    Dsp medom thanare kana hauchi ratire night pindhi khela karucha kar kar

  • @patrabharatiya
    @patrabharatiya Місяць тому

    Suspend karo

  • @somyaranjanrath4262
    @somyaranjanrath4262 Місяць тому

    Required suspend by govt

  • @pradiptabiswal8133
    @pradiptabiswal8133 Місяць тому

    Live daikhaa

  • @PradiptaDas-sy4jn
    @PradiptaDas-sy4jn Місяць тому

    ଶେ ଵେଧେଇକୁ ଚାକେରିରୁ ବହିସ୍କାର ହୋଇଛି ଭଲହେଇଛି ରାଡ଼ି ବେଶି ଭାଉଦେଖାଉଥୀଲା ଘୋଡାଗେହି

  • @babupati8067
    @babupati8067 Місяць тому

    I. What is doing govt.

  • @rajmandal9442
    @rajmandal9442 Місяць тому

    ଏମାନଙ୍କୁ ଚାକିରି ଦେଲା କିଏ???

  • @promolbiro6228
    @promolbiro6228 Місяць тому

    ଛିଇ ଛି ଛି ଛି ଛି ପୋଲିସ ବାଲା

  • @mangulipradhan2390
    @mangulipradhan2390 Місяць тому

    ଏମାନଙ୍କୁ ଦିଏ ଦେଖୁଚ ମଡ଼ର୍ର କର

  • @Upscguru-m5m
    @Upscguru-m5m Місяць тому +1

    Berhampur police bhi emiti gundaraj karuchi ..

  • @RanjanHati-nf4lf
    @RanjanHati-nf4lf Місяць тому

    DSP K HOMEGURD MANE GI... BE

  • @RabinarayanMahapatro
    @RabinarayanMahapatro Місяць тому

    ଏମାନେ କୁ ପରିବାର କୁ‌ଖତମକର ‌ପଇସାପାଈ ଲାଞ୍ଚୁଆକୁ ଖୋଜି ଖୋଜି ମାର

  • @subhenupalai7296
    @subhenupalai7296 Місяць тому

    ଏଠି କେତେ ଭାଡୁ ଖିଆ ଭିଡିଓ ବନେଇଛନ୍ତି,IIC&DSPକଂ ଭିଡିଓ ଟିକିଏ ଭଲ କରି ଦେଖ।ଦୁଇ ଜଣ କଂ ଉପରେ କେତେ ଅଭିଯୋଗ ଆସି ପହଞ୍ଚିଲାଣି।ପ୍ରକୃତ ରେ ଏମାନେ ଦେଶର ରକ୍ଷକ ନା ଭକ୍ଷକ।ଶଳେ ଗୋଟାଏ ଜାଗାରେ ରହି ଚେର ଲାଗି ଯାଇଛି।ଯଥାଶୀଘ୍ର ଏମାନଙ୍କ ଚେର ଉପାଡି ଫିଙ୍ଗି ଦିଅ।ଚାକିରି ରୁ ବହିଷ୍କାର କରି ଭିତିରି ଧନ ସମ୍ପତ୍ତି ଯାହା ରଖିଛନ୍ତି CBI ଲଗାଇ ଘଣା ପେଲେଇ ଦିଅ।ତା'ପରେ ଜଣାପଡିବ।ଜନତାଙ୍କ ସହ ଖେଳ ଖେଳିବାର ମଜା।

  • @jayanarayanmohapatra263
    @jayanarayanmohapatra263 Місяць тому

    Shameful act. Should be punished.

  • @balamajhi7847
    @balamajhi7847 Місяць тому +3

    Saspend kalenaihua tar paisabi sij karajau

  • @AjayBehera-pp3so
    @AjayBehera-pp3so Місяць тому

    Odisha police chora 1 no

  • @Pramodsahu2
    @Pramodsahu2 Місяць тому

    ଏନେଇ ସବୁ ଜାଗା ରେ ପୋଲିସ ନିଷ୍କ୍ରିୟ ରହିଲେ ତମର କଣ ଅବସ୍ଥା ହେବ ରେ....

  • @ramesha8690
    @ramesha8690 Місяць тому

    ମାଡ଼ ଖାଲି 👷‍♂️👷‍♂️👷‍♂️👷‍♂️

  • @sureshmallick5946
    @sureshmallick5946 Місяць тому

    ଡି ଏସ୍ ପି ନା ବାଳ ଏସ୍ ପି ଼

  • @khusikhabarrupsa4987
    @khusikhabarrupsa4987 Місяць тому

    🙏🏻 ନମସ୍ତେ (Namastey)🌹
    🇮🇳🇮🇳🇮🇳🙏🏻ॐ🙏🏻🇮🇳🇮🇳🇮🇳

  • @jogeshsoura4622
    @jogeshsoura4622 Місяць тому

    ଏଇ ପଳିଶ ମେନରଡରେ ଛପଳରେ ପିଟିବ ଦରକାର

  • @rameshdas9755
    @rameshdas9755 Місяць тому

    ଜେଲଦଣ୍ଡ ଦିଅନ୍ତୁ ପୋଲିସ କୁ

  • @sameerfm1893
    @sameerfm1893 Місяць тому

    DSP madam kamal karidele !

  • @diptiranjansahoo3045
    @diptiranjansahoo3045 Місяць тому

    ୟାକୁ ପୋଲିସ କହିବ

  • @swarnalatabehera8905
    @swarnalatabehera8905 Місяць тому

    ଶଳା ଏ ମାନଂକୁ ବାହାରକରି ନୂଆ ପୋଷ୍ଟିଙ୍ଗ କର ପିଲାଙ୍କୁ ଶଳା ଏ ସରକାର କଣ କରୁଛି

  • @nilanchalamallick-bs5ws
    @nilanchalamallick-bs5ws Місяць тому

    ଏମାନଂକୁ ଚାକିରୀ ବାହାର କର

  • @PadmalochanBhoi-m9o
    @PadmalochanBhoi-m9o Місяць тому

    Atrocities b lagaiba ku padiba Bharat pur iic ku DSP mdm ku bi arrest Kara jau

  • @storygallery123
    @storygallery123 Місяць тому

    ଘୋଡ଼ାଗେହି ର ବହୁତ ପାଣି

  • @debasishmohanty2735
    @debasishmohanty2735 Місяць тому +3

    Bedhei ta soduchi ghodagehi 😂😂😂

  • @sujitnaik275
    @sujitnaik275 Місяць тому +1

    Police na re gunda gardi

  • @ajaykumardash9999
    @ajaykumardash9999 Місяць тому

    Kn chalichi

  • @purnachandrasahoo7139
    @purnachandrasahoo7139 Місяць тому

    Sabu police station re same.

  • @Rkd6122
    @Rkd6122 Місяць тому

    Why do some police men starting from home guard to qualified high officers behave like this 😮😮😮

  • @subirbagarati7479
    @subirbagarati7479 Місяць тому

    Bhai DSP bada na IIC bada?

  • @abhisekpadhiary9912
    @abhisekpadhiary9912 Місяць тому

    Who is senior DSP or IIC??