TARZAMA: ଭିଏଫଡି ରିପୋର୍ଟ, ଜିତିବେ ବିଜେଡି ସାଂସଦ! ସନ୍ଦେହରେ ଓଡ଼ିଶା ରେଜଲ୍ଟ ||Nirbhay Suchana

Поділитися
Вставка
  • Опубліковано 8 вер 2024
  • ହଲଚଲ ସୃଷ୍ଟି କଲାଣି ଭୋଟ ଫର ଡେମୋକ୍ରାସି ରିପୋର୍ଟ। ଯଦି ନିର୍ବାଚନ କମିଶନ ରିପୋର୍ଟକୁ ତର୍ଜମା କରିବେ ତାହା ହେଲେ କିଛି ବି ହୋଇପାରେ। ମାନେ ବିଜେପି ସାଂସଦଙ୍କ ପଲା ପଲଟି ବି ଯାଇପାରେ। ଓଡ଼ିଶା ଭୋଟର ଯେତେ ମାତ୍ରାରେ ଭୋଟ ଦେଇଛନ୍ତି ତାହା ଚୂଡ଼ାନ୍ତ ଭୋଟ ହାର ମଧ୍ୟରେ ମେଳ ଖାଉନାହାନ୍ତି। ଯାହା ବିଜେପିର ବିଜୟ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି। କହିବାକୁ ଗଲେ ବିଜେପି କେମିତି ଏତେ ଭୋଟ ପାଇଲା ତାହା ସନ୍ଦେହ ଜାତ ହେଲାଣି | ||Nirbhay Suchana
    #bjp #bjd #election
    Watch NirbhaySuchana and stay tuned for all the breaking news in Odia !
    Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
    #Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
    Like, Share and must Comment.
    Subscribe This Channel & Must Click The Bell Icon 🔔.
    Thanks For Watching
    Nirbhay Suchana
    UA-cam Link: / nirbhaysuchana
    Facebook Link: / nirbhaysuchanaofficial
    Instagram :

КОМЕНТАРІ • 336

  • @BasantaBehera-gl3li
    @BasantaBehera-gl3li Місяць тому +303

    ଏଇଟା ହେବା ଦରକାର bjp ଚୋର ବୋଲି ପ୍ରମାଣ ହବ

  • @sukantraj2931
    @sukantraj2931 Місяць тому +176

    ବିଜେପି ଚାଲ ଜଣାପଡୁଛି

  • @aarnacreation6231
    @aarnacreation6231 Місяць тому +64

    ହେ ଭଗଵାନ ଆମ ନବୀନ sir ପୁଣି ଆସନ୍ତୁ

  • @pratapkumarjena1310
    @pratapkumarjena1310 Місяць тому +92

    Bjp କିଛି ଗଡ଼ବଡ଼ କରିଛି ମୋରବି ସନ୍ଧେହ ହଉଛି

  • @rashmiranjanswain8868
    @rashmiranjanswain8868 Місяць тому +114

    ଆଉ ଥରେ ଭୋଟ ହେବା ଦରକାର । Bjp ର ସବୁ ଚାଲାକ୍ ଜଣା ପଡ଼ି ଯାଆନ୍ତା। ଏଇଟା ନିହାତି ଦରକାର।

  • @sangrambarick4579
    @sangrambarick4579 Місяць тому +102

    ମୋଦି confidence ସହ କେମିତି କହିଲେ ଆମେ 10 ରେ ଶପଥ ନେବୁ । ନିର୍ବାଚନ ସନ୍ଦେହ ଘେର ରେ

  • @mithunabhoi8732
    @mithunabhoi8732 Місяць тому +94

    ମୋଦୀ ହଟାଅ ଭାରତ ବଞ୍ଚାଅ

  • @SMILAN_143
    @SMILAN_143 Місяць тому +117

    ଠିକ୍ କଥା କହିଛନ୍ତି ❤❤❤❤❤

  • @SanatanchattarChattar
    @SanatanchattarChattar Місяць тому +91

    ବିରୋଧୀ ଏଥି ପ୍ରତି ଲୋକ ଲୋଚନକୁ ଆଣିବାର ଅଛି

  • @BasantaMurmu-o7b
    @BasantaMurmu-o7b Місяць тому +39

    ଓଡ଼ିଶାରେ 92 ଲକ୍ଷ୍ୟ ରୁ ଅଧିକ ଭୋଟ ଆସିଲା କୁଆଡୁ, ସଠିକ୍ ତଦନ୍ତ କରାଯାଉ 😮

  • @Deva5577-i3c
    @Deva5577-i3c Місяць тому +149

    2029କୁ ଅପେକ୍ଷା ନ କରି ଯଥା ଶୀଘ୍ର ସମ୍ଭବ ଏପରି ହେର ଫେର ବିରୋଧରେ ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ।କାରଣ ଏହା ପ୍ରତିଟି ଭୋଟରଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରୁଛି।
    ନିଟ୍ exam ରେ ଏକା ଥରକେ ଯେଭଳି 67ଜଣ ପିଲା toppers ହୋଇଥିଲେ ସେମିତି ବିଜେପିର ଜିତ୍ ମଧ୍ୟ ଏକ ମହା ନିର୍ବାଚନ ଦୁର୍ନୀତି👍

    • @Noobplayersbgmi
      @Noobplayersbgmi 26 днів тому

      @@Deva5577-i3c 2029 jae kie apekhya kariba mote laguchi ae sarkar 2025 tapi paribani.

  • @ranajitjena4668
    @ranajitjena4668 Місяць тому +86

    ଏହା ଯଦି ସତ୍ୟ ହୋଇଥାଏ ଦେଶ ଏବଂ ରାଜ୍ୟମାନଙ୍କରେ ଥିବା ସାଧାରଣ ଜନତାଙ୍କ ସାଙ୍ଗରେ କିପରି ବିଜେପି ଦଳର ଟାଉଟର ମାନେ ଧୋକା ଦେଇ ଶାସନ କ୍ଷମତା ଉପଭୋଗ କରୁଛନ୍ତି, ଜନସାଧାରଣ ନିଶ୍ଚିତ ରୂପେ ଜାଣିବା କଥା ଏବଂ ଉଚ୍ଚ ନ୍ୟାୟଳୟ ଦ୍ୱାରସ୍ଥ ହେବା ଜରୁରୀ ଅଟେ

    • @dhirenburma8143
      @dhirenburma8143 Місяць тому +5

      SC CJI also working for bjp Modi Sarakar...

    • @SanjayMallick-ej3lo
      @SanjayMallick-ej3lo Місяць тому

      @@ranajitjena4668 EVM Tampering, MLA seat ku b check karajau,

  • @mithunurocky
    @mithunurocky Місяць тому +68

    Jay BJD 👍👍👍👍👍

  • @papumohanty1609
    @papumohanty1609 Місяць тому +86

    ସୈତାନ୍ ମୋଦି

  • @BasantaBehera-gl3li
    @BasantaBehera-gl3li Місяць тому +41

    Right bro 👍👍👍

  • @manjulatasahoo8543
    @manjulatasahoo8543 Місяць тому +31

    ଯାହା ହେଉ ସତ ଜଣାପଡ଼ିଲା

  • @narayanpradhan7148
    @narayanpradhan7148 Місяць тому +27

    100%right kahuchanti sir

  • @rinkubarik2806
    @rinkubarik2806 Місяць тому +81

    ଏମିତି କଣ ହେଲା ଗୋଟେ ବି ସାଂସଦ ଜିତି ପାରିଲେ ନାହିଁ ❓ ନରେନ୍ଦ୍ର ମୋଦି କେମିତି ଗ୍ୟାରେଣ୍ଟି ଦେଇ ଦେଲେ ଯେ ବିଜେପି ସରକାର ଗଢ଼ିବ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଜେପି EVM ମେସିନ୍ ପାଇଁ ହିଁ ଯିତୁଛି

  • @CreativeNatureLife
    @CreativeNatureLife Місяць тому +20

    Naveen Pattnaik Jindabaad
    We need our CM Naveen Pattnaik

  • @BinodiniRoutBinodiniRout
    @BinodiniRoutBinodiniRout Місяць тому +22

    You're Right sir

  • @s.jchanel8198
    @s.jchanel8198 Місяць тому +11

    ଏକଦମ right 👍

  • @jitenkumarpradhan4856
    @jitenkumarpradhan4856 Місяць тому +20

    ନିର୍ବାଚନ କମିଶନ ମୋଦୀ ର ଲୋକ

  • @saratchandranayak2512
    @saratchandranayak2512 Місяць тому +34

    You are right.

  • @SiluSai-hj3cy
    @SiluSai-hj3cy Місяць тому +19

    Au thare vote hau

  • @rhulkund7411
    @rhulkund7411 Місяць тому +45

    Bjp chal Kari jitichi

  • @hrmrdeepakkumar8616
    @hrmrdeepakkumar8616 Місяць тому +40

    BJP sarkar ରାଜ୍ୟ ର ଚୋର ନେତା ମାନେ ବି ଚୋର

    • @rinkusanjeeb
      @rinkusanjeeb Місяць тому

      @@hrmrdeepakkumar8616 au sala genda dala kan

  • @sukantadalapati3845
    @sukantadalapati3845 Місяць тому +11

    BJP hatao Odisha Banchao,we need our CM Naveen Patnaik Only

  • @pramodkumarnayak2720
    @pramodkumarnayak2720 Місяць тому +12

    Naveen Pattnaik 🥰🥰🥰

  • @ramakantapenthoi3251
    @ramakantapenthoi3251 Місяць тому +15

    ଏହାର ତଦାରଖ ହେଉ, ନିଶ୍ଚୟ ଜଣାପଡ଼ିବ bjp ଚୋର

  • @ashutoshbhoi998
    @ashutoshbhoi998 Місяць тому +16

    Joy, bjd

  • @user-kb5fw3nl9g
    @user-kb5fw3nl9g Місяць тому +11

    Jay BJD.

  • @tankadharnag24
    @tankadharnag24 Місяць тому +14

    Thik semiti heithiba

  • @sagardas3777
    @sagardas3777 Місяць тому +4

    ଆପଣ ଙ୍କ,, ଉପସ୍ଥାପନା ବିଷୟ ପୁରା ଠିକି,,
    ମନମୁଖୀ ଥିଲା, କେନ୍ଦ୍ର ସରକାର,, ଏକ ସଂଖ୍ୟା ଗରିଷ୍ଟ ଥିଲେ, ତେଣୁ,, ED,, CBI,,
    ଇଲେକ୍ସନ କମିଶନର ଆରମ୍ଭ ସବୁ ତାଙ୍କ
    ଅଧିନସ୍ଥ,, EVM ସେଥିରୁ ବି ବାଦ ପଡିନି,
    ଧନ୍ୟବାଦ,, ବନ୍ଧୁ ସତ କୁ ଉପସ୍ଥାପନା କରିଥିବାରୁ 🙏

  • @manojreddykoya9171
    @manojreddykoya9171 Місяць тому +12

    100 💯 correct how it's possible with 50 MLA no mp for BJD

  • @bijayabehera6280
    @bijayabehera6280 Місяць тому +23

    Bjp chora.....

  • @shaikabdullatif5621
    @shaikabdullatif5621 Місяць тому +14

    BJP EVM hatao desh samvidhan bachao

    • @rinkusanjeeb
      @rinkusanjeeb Місяць тому

      Hei re chutiya ta bhali news dekhi Biswas kala loko murkha . Bodhe hariba genda party ra hajam hauni. Sala jauthi jitila seita thik. Murkha ruling party vote paibani au

  • @hrmrdeepakkumar8616
    @hrmrdeepakkumar8616 Місяць тому +13

    Election commission chora bjp taku pessa dechi

  • @Kailashsutar121
    @Kailashsutar121 Місяць тому +8

    U r right bro👍

  • @ranjitswain7520
    @ranjitswain7520 Місяць тому +8

    Only BJD 💯💯👍

  • @fearless4421
    @fearless4421 Місяць тому +7

    ଏ ରିପୋର୍ଟ ଶହେ କୁ ଶହେ ସତ । କିନ୍ତୁ ଆମେ ଜଣେ ସାଧାରଣ ମଣିଷ ଆମେ କହିଲେ ଆମ କଥା ଶୁଣିବ କିଏ । ନବୀନ ବାବୁ ମୁର୍ଖ ଗଧ ଦଳ ଙ୍କୁ ଧରି ଶୋଇଛି। ଦଳରୁ ଛୋଟ ପିଲା ଙ୍କୁ ବାହାର କର । ଲିଖିତ ବୟସ୍କ ଲୋକଙ୍କୁ ଦଳକୁ ଆଣ ଏବଂ ଆପଣଙ୍କର ଉତ୍ତରାଧିକାରୀ ବାଛି ।ତା ହେଲେ ଦଳ ପ୍ରତି ଲୋକମାନଙ୍କର ବିଶ୍ୱାସ ରହିବ ।

  • @ChitrasanaSwain-kl4ko
    @ChitrasanaSwain-kl4ko Місяць тому +7

    Good news

  • @RANJNAMALLICK-wc4qp
    @RANJNAMALLICK-wc4qp Місяць тому +33

    Bjp no one chara

  • @asutoshmajhi5326
    @asutoshmajhi5326 Місяць тому +7

    Right

  • @dukhishyampradhandukhishya3024
    @dukhishyampradhandukhishya3024 Місяць тому +11

    BJP ek Bhrastachari, dhokabaj mafia au Kalanemi rakshyas mananka Party.Tenu BJP ati nicha star ku khasithiba party.Jay jagannath

  • @bibhuprasadnanda6922
    @bibhuprasadnanda6922 Місяць тому +6

    Right sir

  • @ajoyabehera7707
    @ajoyabehera7707 Місяць тому +17

    Odisha ra 100 present harfir haichi no dout

  • @gunirout9517
    @gunirout9517 Місяць тому +8

    Bjp jora

  • @bharatsahoo1954
    @bharatsahoo1954 Місяць тому +3

    Right comment

  • @user-ib4ws9vi9j
    @user-ib4ws9vi9j Місяць тому +3

    ବିଜେଡି ତ ଶାସନରେ ଥିଲା, ତାଙ୍କର ଏଜେଣ୍ଟ ମାନେ ଥିଲେ, ଗଣତି ବେଳେ, ଉପସ୍ଥିତ ରହିଥିଲେ, ଅସୁବିଧା କେମିତି ହେଲା, ଗପ ଶୁଣାଉଛ, ଏବଂ ଲୋକ ମାନଙ୍କୁ ଭ୍ରମିତ କରୁଛ, ଯଦି ସତ ସାହସ ଅଛି, ସୁପ୍ରିମ କୋୖର୍ଟ ରେ ଆଶ୍ରୟ ନିଅ

  • @ashabiswasswain707
    @ashabiswasswain707 Місяць тому +9

    ଆଉ ଥରେ ଭୋଟ ହେଉ

  • @user-ir7ko1iy7h
    @user-ir7ko1iy7h Місяць тому +9

    Modi ra pela katidia

  • @prafuldas4568
    @prafuldas4568 Місяць тому +8

    Modinku Bangladesh pm bhalia Bidya kariba darkar including all Bjp party leader

    • @ranjitasahoo5577
      @ranjitasahoo5577 Місяць тому

      Samaste akjut hele heipariba.....au thare vote haba pain dabi kariba katha

  • @user-nw2rs3yo7x
    @user-nw2rs3yo7x Місяць тому +4

    Good 🎉

  • @lifeofodia195
    @lifeofodia195 Місяць тому +6

    BJP EVM hack 🤔🤔🤔🤔🤔🤔🤔🤔🤔🤔🤔🤔🤔କରି ଜିତି ଛି ମୁ ବୁଝି ପାରୁନି BJP 20MP ତଦନ୍ତ ହୋଉ 🙋🙋🙋🙋🙋🙋🙋🙋🙋🙋🙋🙋🙋🙋🙋🙋🙋🙋🙋News Sir

    • @DhirendranathBaskey
      @DhirendranathBaskey Місяць тому

      Election bele toh kehi jone complain koleni j sonkho re vote deli podmofulo chitro asila, ei guda khali daha micho

  • @rajamishra2312
    @rajamishra2312 Місяць тому +2

    Evm machine କୁ ବର୍ଜନ କରାଯାଉ

  • @balarambhoi1185
    @balarambhoi1185 Місяць тому +2

    Apposition should have brought the matter in front of the voters.

  • @dineshrath2500
    @dineshrath2500 Місяць тому +13

    Michhua mudi

  • @mrsahuhk1972
    @mrsahuhk1972 Місяць тому +2

    ଏଇଟା ସତ୍ୟ ଖବର । 😂 । ପ୍ରଭୁ ଜଗନ୍ନାଥ ସତ୍ୟର ସନ୍ଧାନ କରିବେ ।

  • @felixnayak6317
    @felixnayak6317 Місяць тому +2

    ଆଦାନି ଓ ଇଲେକ୍ଟରାଲ ବଣ୍ଡ ମାଧ୍ୟମରେ, ମୋଦି ଯେଉଁ ଟଂକା ଅର୍ଜିଛି ସେହି ଟଂକାରେ, ମୋଦି ଭାରତର MPs, MLAs, bureaucrats ଓ ପାକିସ୍ତାନ, ଆଫଗାନିସ୍ତାନ, ବାଗ୍ଲାଂଦେସ, ସ୍ରୀଲକାଂର ସବୁ ରାଜନେତା ଓ ଅଫିସର ମାନକୁଂ କିଣିଦେବ!

  • @sanjayakumarjena2416
    @sanjayakumarjena2416 Місяць тому +2

    Vote heu

  • @binatigajendra1493
    @binatigajendra1493 Місяць тому +1

    ଆଉ ଥରେ ଭୋଟ ହଉ...

  • @nikhilpatra2119
    @nikhilpatra2119 26 днів тому

    ଆଉଥରେ ଭୋଟ ହେବା ଦରକାର 🙏

  • @bibhutisahoo886
    @bibhutisahoo886 24 дні тому

    ନିର୍ବାଚନ କମିଶନ କଣ ସତ୍ୟ ସହିତ ରହିବେ, ସମୟକୁ ଆମର ଅପେକ୍ଷା 🙏🙏

  • @sudhirkumarsatapathy7265
    @sudhirkumarsatapathy7265 Місяць тому +1

    Absolutely right

  • @sibadora6899
    @sibadora6899 Місяць тому +2

    Righte

  • @user-wt5rt5st8s
    @user-wt5rt5st8s Місяць тому +6

    Bjp charo party

  • @susantadas4353
    @susantadas4353 Місяць тому +4

    Aau thare vote haba dharkar odisha ku pachao

  • @Setukrit7
    @Setukrit7 Місяць тому +2

    Only news chaliba bhai, action kichi heiparibani... Sarkar tankara bhai..

  • @arupsahooisabtsloveer5606
    @arupsahooisabtsloveer5606 Місяць тому +5

    Muchua sarakar

  • @UttamBiswal-ts6sy
    @UttamBiswal-ts6sy Місяць тому +4

    Ok

  • @lipunajena3380
    @lipunajena3380 Місяць тому +3

    BJP sarkar ku out kar

  • @bijanshil9584
    @bijanshil9584 Місяць тому +4

    BJP ko hatao

  • @UttamBiswal-ts6sy
    @UttamBiswal-ts6sy Місяць тому +6

    Balck hachi

  • @dillipsahoo7921
    @dillipsahoo7921 Місяць тому +3

    Bjp jaliati kari Odisha re 18 mp and all India re 79 mp seat jaliati kari jiti government karichhi. Inquiry hoi action heu

  • @paridaprasannakumar3592
    @paridaprasannakumar3592 Місяць тому +2

    ତୁରତ, ଚେକ, କର, ବିଜେପି, ହଟାଅ

  • @subratswain9433
    @subratswain9433 21 день тому

    Your right 👍🏾 au thara vote hau

  • @arupsahooisabtsloveer5606
    @arupsahooisabtsloveer5606 Місяць тому +7

    Bjp tauterikarichi

  • @Sumantanaik-ut3pz
    @Sumantanaik-ut3pz Місяць тому +5

    Bjp charo

  • @BibhutiDalei-hz7xs
    @BibhutiDalei-hz7xs Місяць тому

    ସାରା ଦେଶରେ ଜୋରଦାର ଆନ୍ଦୋଳନ ହେଉ ।

  • @rameshchandranayak6674
    @rameshchandranayak6674 Місяць тому +2

    VOTES MUST BE RECOUNTED AND THE CULPRIT CHIEF ELECTION COMMISSIONER MUST BE PUNISHED SEVERELY N B SENT TO JAIL FOR HIS CORRUPTED NATURE

  • @bibhutisahoo886
    @bibhutisahoo886 8 днів тому

    ଏ ତର୍ଜମା କୁ କେତେ ଅପେକ୍ଷା କରିବେ ଓଡ଼ିଶାବାସୀ 🙏

  • @swagatdas7828
    @swagatdas7828 Місяць тому

    ଆଉ ଥରେ ନିର୍ବାଚନ କରାଯାଉ ।

  • @ashisswain8499
    @ashisswain8499 Місяць тому

    Bhala news

  • @jayachandraparida8344
    @jayachandraparida8344 Місяць тому +4

    BJP bhrasta jumala sarkar

  • @sriyasahusriyasahu7140
    @sriyasahusriyasahu7140 Місяць тому

    ମୋଦୀର ଯଦି ଦମ୍ ଅଛି ଏହାର ନିରପେକ୍ଷ ତଦନ୍ତ କରି ଦେଖାଉ

  • @niranjannayakgreatodisha2342
    @niranjannayakgreatodisha2342 22 дні тому

    ବିଜେପି ଅନ୍ୟାୟ ରେ ଜିତିଛି

  • @Ravan-nu2bu
    @Ravan-nu2bu Місяць тому

    Thik katha sir

  • @jayhind6187
    @jayhind6187 Місяць тому

    ଭୁଲ

  • @pragyansutradhar6904
    @pragyansutradhar6904 Місяць тому

    Election commission ତରଫରୁ କୌଣସି response ମିଳୁନାହିଁ 🙎🏻‍♀️🧿 ନବୀନ ପଟ୍ଟନାୟକ ଆମର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର 🧿

  • @sukantapatra7478
    @sukantapatra7478 Місяць тому

    Vala heichi

  • @KhusiSneha-z7t
    @KhusiSneha-z7t Місяць тому +2

    Chora bjp

  • @jhariapradhan
    @jhariapradhan 29 днів тому

    ଜୟ.ନବୀନ

  • @SonuMaharana-lf8pt
    @SonuMaharana-lf8pt Місяць тому

    ଓଡ଼ିଶା ର ଚାରି ଆଡରୁ ଆନ୍ଦୋଳନ ହେଲେ ହିଁ ପୁଣି ନିର୍ବାଚନ ପ୍ରସଙ୍ଗ ଉଠିବ।

  • @user-vo8jx1fl1g
    @user-vo8jx1fl1g Місяць тому +2

    Tarjama hau

  • @sewanayak945
    @sewanayak945 Місяць тому +2

    Fake news ଜନତା ବୋକା ନୁହନ୍ତି ଆଉ ଭୋକନା 😜👍

  • @manishapattanayak2152
    @manishapattanayak2152 Місяць тому

    Right👍

  • @user-eu8ep9bt1x
    @user-eu8ep9bt1x Місяць тому

    ବିଜେପିର କୁହାଳିଆମାନେ ଏବେ ଜବାବ ଦିଅନ୍ତୁ ଏହାର ତଦନ୍ତ ହେବ କି

  • @prachipanda908
    @prachipanda908 Місяць тому

    ଏମାନେ ଗଣତନ୍ତ୍ରର ଧଜ୍ଜା ଉଡେଇ ଦେଲେଣି। ଲୋକଙ୍କ ବିଶ୍ୱାସ ଆଉ ନିର୍ବାଚନ କମିଶନ ଉପରେ କାଣିଚାଏ ନାହିଁ

  • @chandrapradhan1349
    @chandrapradhan1349 Місяць тому

    ଏମିତି କରି ଭଲ କରିନାହାନ୍ତି bjp sarkar ନିନ୍ଦନୀୟ କଥା ଯଦି ହୋଇଥିବ

  • @Reenabehera0
    @Reenabehera0 Місяць тому +1

    EVM ghotala hoichhi Jay jagannath 🙏🏻