How Is BJD Supremo Naveen Patnaik Super Fit Post-Election Results?

Поділитися
Вставка
  • Опубліковано 26 сер 2024

КОМЕНТАРІ • 269

  • @virat_bikash
    @virat_bikash 2 місяці тому +203

    ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରହିବେ 💚💚💚💚💚💚💚

    • @AkashNayak-dv4yx
      @AkashNayak-dv4yx 2 місяці тому +6

      You emotion is highly attached with Naveen, I can understand but Odisha needed change....😂😂😮😮😮

    • @smw591
      @smw591 2 місяці тому +6

      Thik kahila Bhai
      Naveen Patnaik he CM

    • @Priyandeep97
      @Priyandeep97 2 місяці тому

      ​@@AkashNayak-dv4yx Hmm bhai odia kahiba ku laja laguchi na English janicha 2 pada boli dekhei haucha, emiti english kahiki change karibani au kn 😂😂

    • @ourmotherlandbharat
      @ourmotherlandbharat 2 місяці тому

      କେବେ ନାହିଁ 😂😂😂 ଓଡ଼ିଶା ରାଜ୍ୟର ଜମିଦାରୀ ନୁହେଁ ହା ନବୀନ ପଟ୍ଟନାୟକକୁ ସମ୍ମାନ କରେ କିନ୍ତୁ ଏହା ନୁହେଁକି ସେ ସବୁବେଳେ ତୋର ଭଗବାନ ରହିବେ

  • @harekrushnahotta2072
    @harekrushnahotta2072 2 місяці тому +119

    ନବୀନ ବାବୁ ଯଦି ନିର୍ବାଚନ ବେଳେ ପାଣ୍ଡିଆନ୍ନ କୁ ନପଠେଇ ଯଦି ନିଜେ ଏଭଳି ଫିଟ୍ ରହି ନିର୍ବାଚନ ପ୍ରଚାର କରିଥାନ୍ତେ bjd ର ଏ ଭଳି ଅବସ୍ଥା ହୋଇନାଥାନ୍ତା।

  • @dilippatra7900
    @dilippatra7900 2 місяці тому +40

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @kunalnayak2220
    @kunalnayak2220 2 місяці тому +78

    ଖରାପ ଥିଲେ କେତେ ବେଳେ ଏ ତ ବିଜେପି ଵାଲା ଙ୍କ ନାଟକ ଥିଲା

    • @priyabratta7
      @priyabratta7 2 місяці тому +3

      ହଁ ବିଜେପି କହିଥିଲା ନବୀନ କୁ, ଦୁର୍ବଳ ଭଳିଆ ହେବାକୁ

    • @sahooandsahoovlogs
      @sahooandsahoovlogs 2 місяці тому

      Tame BJD bhai kouthi soithila agaru

    • @mrsushant1010
      @mrsushant1010 2 місяці тому

      To akhire kana ba___ bajithilakire

  • @smitasamal40
    @smitasamal40 2 місяці тому +57

    😩😡😡😡ଶଳା ମାନେ ବିଜେପି ରେ VOTE ଦେବ ଓ କହିବ, ନବୀନ CM ଭଲ ଲାଗେ, ଲୋକ ମଲା ପରେ କହିବେ ଲୋକ ଟା ଭଲ ଥିଲା, କିନ୍ତୁ ବଞ୍ଚିଥ‌ିବା ଯାଏ କିଏ ବି ପଚାରିବେ ନାହିଁ, ଯଦି ନବୀନ CM ଭଲ ଲାଗେ ତେବେ VOTE କାହିଁକି ଦେଲନି ନବୀନ କୁ??????? କୁହ ଯେଉଁ ମାନେ ଭଲ ଲାଗେ କହୁଛ ମୋ ପ୍ରଶ୍ନ ର ଉତ୍ତର ଦିଅ। 😭😭😭 naveen sir ଆପଣଙ୍କୁ ଦୁଃଖ ଦେଇ ଓଡ଼ିଶା ବାସି ଶାନ୍ତିରେ ରହି ପାରିବେ ନାହିଁ କାରଣ ଆପଣ ଚାରିଗୋଟି ଓଡ଼ିଆଙ୍କ ମନରେ ନୁହେଁ ହୃଦୟରେ ଜମି ଯାଇଥିବା ସ୍ନେହ ମମତା ଶ୍ରଦ୍ଧା ଭଲପାଉଥିବା ନମନୀୟ ବୀରତ୍ବ ଭରା ନମସ୍ୟ ନରପତି ।❤❤❤

    • @priyabratta7
      @priyabratta7 2 місяці тому +5

      ତମର ଯଦି ବିଜେଡି ପାଇଁ ଚାପଲୁସି କରିବାର ଅଛି କର, ସେଥିରେ ସବୁ ଓଡ଼ିଆ ଙ୍କୁ କାହିଁକି ଟାଣିକି ପୁରାଉଚ...? ତମ ପାଇଁ ଭଗବାନ ହେଇପାରେ, ଏହାର ଏଇୟା ମାନେ ନୁହଁ ଯେ ତାକୁ ସମସ୍ତେ ଭଗବାନ ମାନିବେ

    • @user-lt6qi1ju1g
      @user-lt6qi1ju1g 2 місяці тому +2

      ଓଡ଼ିଆ ନା ତୁମେ

    • @RajElectrician-yi2ql
      @RajElectrician-yi2ql 2 місяці тому +6

      Tu kie be....BJP ra sambit Patra kahila Jagannath ମୋଦୀ ର ଭକ୍ତ ତୁ kouti ଥିଲୁ ଆମ ଓଡ଼ିଶା ର ସକଳ ପ୍ରଥମ ଦେବତା kouti ଥିଲ ତମ ପରି କିଛି ହୀନ ଲୋକ, ଯିଏ କଲି ବୁଲି ବୁଲି କହୁଥିଲା ଆମ ଓଡ଼ିଶl ଗୋଟେ ଗରିବ ରାଜ୍ୟ କେତେ ଶୁଣିଛି ଏହି BJP kahuchi, କେତେ UA-camr bi kahuchanti , hele Naveen ama nationl game 2018 re kari dekheidele , foreign players asi ama odisha mati re kheli le ....ame garaba re kahi buluchu ame odia....tu jou kahilu Modi 10 year re kan upadi pakheichi , election asile jagannath nka dwar au chhbi kete ranta bhandara re sampadi achi , janibi, Frist chora ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ କହିଲା କି ଆମେ ଓଡ଼ିଶା ଆସିଲେ ଆମ ସରକାର Bsky (ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା) କୁ ବନ୍ଦ କରିବୁନି କିନ୍ତୁ ମନମୋହନ ସାମଲ କହିଲା କି ଆମେ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ କରିଦେବୁ, ସିଏ କିଏ ବେ.....5T ama bele ahi sabu n thila କିଏ ବି ଜାଣିନଥିଲା, ସର ଓଡ଼ିଶା ରେ ଅଧିକରୁ ଅଧିକ ବାପା ମା ତାଙ୍କ ପିଲା ମାନଙ୍କୁ ନେଇ English medium school re padauchanti , 5t re pila smart class ku nei ama ଭାଷା ଆମ Sanskriti ama parmpara pila janibe, Bhagwan Shri Krishna ଗୀତା ରେ କହିଚନ୍ତି ଯଦି ତୁ କେବେ ଗୀତା ପଡ଼ିନୁ ଶୁଣୁ -nija ପିଲା ଙ୍କୁ ଉଚିତ୍ ଶିକ୍ଷା ଆଉ ନିଜ ମାତୃ ଭାଷା ପାଇଁ ସମ୍ମାନ ଦିଅ "ଜ୍ଞାନ ଠାରୁ ପବିତ୍ର ବସ୍ତୁ ଏହି ବ୍ରହ୍ମାଣ୍ଡରେ କିଛି ନାହି " ହିଁ ନବୀନ ପଟ୍ଟନାୟକ ଆମ Bhagwan କାରଣ ସିଏ ନିଜେ ଦେଖିଲା କି ମୁ ମୋ ଭାଷା ଠିକ୍ ସେ କହିପରୁନି କି ଲେଖି ପାରୁନି କିନ୍ତୁ ମୁଁ ମୋ ଓଡ଼ିଶା ପିଲା ଙ୍କୁ କି ଆମ ସଂସ୍କୃତି ରୁ ବାହାର କରିଦେବି ନୀ , ଏହି ମାନଙ୍କୁ ଯଦି ମୁ ଏବେ ସଜାଡି ଦେବୀ , ଏମାନେ ନିଜ ପିଡି ପାଇଁ ପ୍ରେରଣା ସଜିବେ, ଆଙ୍କୁ କହିବୁ Bhagwan କାରଣ bagwan କହିଚନ୍ତି ଯିଏ ଦୁଃଖୀ ଙ୍କ ସେବା କରେ ବିନା କଟୁ କଥା ବିନା କାହା ବିରୁଦ୍ଧରେ ନିଜେ ନିଜ କାମ ବିଶ୍ୱାସ ରଖେ କମ୍ କଥା ଅଧିକା କାମରେ ବିଶ୍ୱାସ କରେ ସିଏ ହିଁ ମାନବ ରୁପି ଦେବ ତୁଲ୍ୟ ହେଇଥାଏ, ଆଉ ତମ ମୋଦି ଭଳିଆ ଯିଏ ଆମ ଜଗନ୍ନାଥଙ୍କୁ କହୁଚି ସିଏ ମୋଡ଼ିର ଭକ୍ତ, କିଏ କହୁଛି ରାମ ଙ୍କ ଗୋଟେ ଅଂଶ,ଆମ ଜଗନ୍ନାଥ ଙ୍କୁ ନିନ୍ଦା ଆଉ ତମ ପରି ଲୋକ ମୋଦି ର ଗୁଣ ଗlଣ କରିବେ ଧିକlର ଏହିପରି ଲୋକଙ୍କୁ।

    • @radhamadhav230
      @radhamadhav230 2 місяці тому +2

      Right

    • @ChinuDas-ge2nk
      @ChinuDas-ge2nk 2 місяці тому +1

      @@RajElectrician-yi2ql Absolutely right bhai

  • @rameshdas9755
    @rameshdas9755 2 місяці тому +47

    ନବୀନ ବାବୁଙ୍କ ଆଶୀର୍ବାଦ ରୁ ବିଜେପି ଓଡ଼ିଶା ରେ ସରକାର ଆସିଛି ଭୋଟ୍ ଆଗରୁ ଅନୁଭବ ଟୁଇଟ୍ ନବୀନ ବାବୁଙ୍କ ଆଶୀର୍ବାଦ ହେଲେ ଓଡ଼ିଶା ରେ ବିଜେପି ସରକାର ଆସିପାରିବ ଏଇଟା ଠିକ୍ ନବୀନ ବାବୁ ଯେ ପଯ୍ର୍ୟନ୍ତ ଓଡ଼ିଶା ରାଜନୀତିରେ ଥିବେ ବିଜେପି ଓଡ଼ିଶା ରେ ସରକାର ଆସିପାରିବ ନାହିଁ

  • @user-gm3hr3eq2n
    @user-gm3hr3eq2n 2 місяці тому +61

    ଆଗରୁ ନିଶା ଦିଆ ଯାଉଥିଲା

  • @smitasamal40
    @smitasamal40 2 місяці тому +32

    ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା, ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ସିଏ ହିଁ ଆମକୁ ରାସ୍ତା ସୁବିଧା ଯୋଗେଇଛନ୍ତି । ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ତାକୁ ହିଁ ଏହି ସ୍ୱାର୍ଥପର ମଣିଷ ଭୁଲିଗଲା। ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ସେ ସବୁ ଭୁଲିତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।ଏତେ ସୁବିଧା କଲା ପରେ ବି Bjd କୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ bjp ଚାହିଁଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd।❤❤

    • @arabindabehura4181
      @arabindabehura4181 2 місяці тому

      Gote bahi lekha.Bjp kia sabu Kalia khela kala.

    • @bijayasethi2285
      @bijayasethi2285 2 місяці тому +1

      Bhai kan lekhila ma mana khusi heigala. Jai bjd. Loke bhul karidele bjp ku bhot deiki

    • @ajayasahu4728
      @ajayasahu4728 2 місяці тому +1

      Superb bro Jay Jagannath Jay BJD Jay Naveen Pattnaik sir

    • @rajkumarpanda9118
      @rajkumarpanda9118 2 місяці тому

      Sabu ta thik hele balia jojana kan

    • @SasmitaSahoo-oe5uw
      @SasmitaSahoo-oe5uw 2 місяці тому

      Naveen patnayak asiba purbaru pilanku magana khaiba school re dia hauthila kn pai michha tathya lekhuchha kalia jojana PM kisan jojana b kn pai Odisha re bjd sarkar lagukaru nathila, kn pai sabu bargar lokanka pai kn pai Ayushman yojana lagukariba pai deini Odisha re bjd sarkar au rahila chaula katha kie chaula dauchhi sata Odisha basi janigale khali bag dhareiki bhuan bulauchhi gunda gardi sima tapi jaichhi Odisha sabubele nirbachani hinsa uchit jabab deichhant janasadhanana

  • @rasanandamunda1369
    @rasanandamunda1369 2 місяці тому +2

    ଜୟ ନବୀନ ବାବୁ 🙏🙏🙏ଜୟ ବିଜୁ ଜନତା ଦଳ love you ♥️♥️♥️♥️♥️

  • @KamalakantaRout-uj3ju
    @KamalakantaRout-uj3ju 2 місяці тому +4

    ନବୀନ sir ସବୁବେଳେ ଭଲ ରେ ରହୁନ୍ତୁ 🙏🙏🙏🙏🙏🙏

  • @santoshjena5811
    @santoshjena5811 2 місяці тому +4

    ନବୀନ ବାବୁ ସବୁବେଳେ ଫିଟ କିଛି କୁଚକ୍ରି ତାଙ୍କୁ ବଦନାମ କରୁଛନ୍ତି,,
    ଜୟ ନବୀନ ପଟ୍ଟନାୟକ❤

  • @srsahoo1
    @srsahoo1 2 місяці тому +21

    Very true, it should be investigated 🙏

  • @mahadev1.
    @mahadev1. 2 місяці тому +5

    ନବୀନ ବାବୁ ପ୍ରଥମରୁ ହିଁ ଫିଟ୍ ଥିଲେ but bjp ଆମର lovable CM ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହୀନ ରାଜନୀତି କରି ଜିତିଲା

  • @Sambalpurgobind
    @Sambalpurgobind 2 місяці тому +8

    ଶ୍ରୀ ମନ୍ଦିର ପରିକ୍ରମା ଉଦ୍ଘାଟନ ବେଳେ କାହାରି ସାହାଯ୍ୟ ବିନା ଶ୍ରୀ ମନ୍ଦିର ପରିକ୍ରମା ପୂର୍ଣ୍ଣ କରିଥିଲେ

  • @puspanjalhipadhi2535
    @puspanjalhipadhi2535 2 місяці тому +13

    Naveen sir jindabad ❤❤❤❤

  • @Bobi_Godsdaughter
    @Bobi_Godsdaughter 2 місяці тому +17

    Ama CM Ama Pride ❤🎉

  • @user-fi4dj1dx3u
    @user-fi4dj1dx3u 2 місяці тому +13

    Come back bjd

  • @udraofficialchannel812
    @udraofficialchannel812 2 місяці тому +3

    ମିଛ ପ୍ରଚାର ରେ ଜଣେ ସୁସ୍ଥ ଲୋକ ମଧ୍ୟ ସ୍ବର୍ଗବାସୀ ହେଇଯାଇପାରେ.

  • @katurusanta3814
    @katurusanta3814 2 місяці тому +3

    ନବୀନ ପଟ୍ଟନାୟ କୁ ଜଗନ୍ନାଥ ମହାପ୍ରଭୁ ଆଶ୍ରୀବାଦ ରହୁ

  • @sunitadas9344
    @sunitadas9344 2 місяці тому +6

    Long live & Stay always fit Naveen Sir.....
    Naveen Pattanaik is our only CM

  • @user-bj9dq2ez3d
    @user-bj9dq2ez3d 2 місяці тому +11

    May Lord Jagannath bless Shree Naveen Pattnaik with good health 🙏

  • @user-sk2jc4yl2h
    @user-sk2jc4yl2h 2 місяці тому +14

    ଏତେ ଦିନ ହେଲା ସାର୍ ଆମ ଭାର ସମ୍ଭାଳିଥିଲେ କେତେ କଷ୍ଟ କେତେ ପ୍ରେସର୍ ସେ ଆମ ଓଡ଼ିଶା ବାସୀଙ୍କ ଦୁଃଖରେ ସୁଖରେ ଛିଡ଼ା ହୋଇ ସବୁକୁ ସାମ୍ନା କରିଛନ୍ତି ମୁଁ ବି ତାଙ୍କୁ ଦିଲ୍ ସେ ସାଲୁଟ ଜୟ ଜଗନ୍ନାଥ

  • @NikunjaPatel746
    @NikunjaPatel746 2 місяці тому +65

    ପାଣ୍ଡୁ ର ଡର ରେ ନବୀନ ର ଦେହ ହଲୁଥିଲା
    ଏବେ ପାଣ୍ଡୁ ନାହିଁତ ନବୀନ ଫିଟ

  • @MukeshKumarSahu-gw4sq
    @MukeshKumarSahu-gw4sq 2 місяці тому +3

    ଭଗବାନ ଙ୍କ ଦୟା ରୁ ନବୀନ sir ସବୁ ବେଳେ ଏପରି ଠିକ୍ ରୁହନ୍ତୁ ଆଉ ପୁଣି ଥରେ 2029 ରେ ଶାସନ କରନ୍ତୁ

  • @ajayasahu4728
    @ajayasahu4728 2 місяці тому +3

    Jay Jagannath Jay BJD Jay Naveen Pattnaik sir love for all odisha people😊

  • @binaya87
    @binaya87 2 місяці тому +8

    Fit hele problem. Fit nahele problem 😂😂😂

  • @harekrushnahotta2072
    @harekrushnahotta2072 2 місяці тому +19

    ଏଥିରୁ ଜଣା ପଡ଼ୁଚି ନବୀନ ବାବୁ କେହିଜଣେ କାବୁ କରି ରଖିଥିଲା । ନହେଲେ ଏତେ ଫିଟ୍ କେମିତି ହେଲେ।

  • @virat_bikash
    @virat_bikash 2 місяці тому +8

    Jay naveen 💚💚💚💚💚💚💚💚💚

  • @ommslifestylecreation7789
    @ommslifestylecreation7789 2 місяці тому +4

    Nabin babu is ever green and a great hero of ODISHA

  • @SinuDasOdiaVlogs
    @SinuDasOdiaVlogs 2 місяці тому +1

    ନବୀନ ସାର୍ ମହାନ୍ ❤❤

  • @dukhishyambisoi169
    @dukhishyambisoi169 2 місяці тому +2

    All' time favourite cm Naveen sir

  • @satyaandtulasimama6083
    @satyaandtulasimama6083 2 місяці тому +1

    Naveen babu always fit...love you Naveen babu

  • @Sidheswar80
    @Sidheswar80 2 місяці тому +2

    Always great respect for Naveen 💚

  • @tapasentertainment9135
    @tapasentertainment9135 2 місяці тому +1

    Mr. Naveen Pattnaik, is always fit & fine.

  • @RanjanSonali-ep2dy
    @RanjanSonali-ep2dy 2 місяці тому +1

    ଆମ ନବୀନ୍ ସାର୍ ପୁରାଫିଟ୍ ଅଛଥୀ୍

  • @LTT104
    @LTT104 2 місяці тому +2

    Hero No. 1 ❤❤❤❤

  • @user-dq3lz8pp5y
    @user-dq3lz8pp5y 2 місяці тому +1

    Are Naveen pattnayak real tiger 🐯

  • @biswajitswain2794
    @biswajitswain2794 2 місяці тому +1

    Naveen is great

  • @chanduback9586
    @chanduback9586 2 місяці тому +1

    Jai navin

  • @HappyFloppyDisc-wv4ir
    @HappyFloppyDisc-wv4ir 2 місяці тому +1

    Navin sir is a great man ❤❤❤

  • @satyasundarbarik7409
    @satyasundarbarik7409 2 місяці тому +1

    Naveen sir great

  • @user-zv9xf4rb5w
    @user-zv9xf4rb5w 2 місяці тому +1

    I miss u Naveen sir

  • @bamanabehera5435
    @bamanabehera5435 2 місяці тому +1

    ନବୀନ ପଟ୍ଟନାୟକ ଯଦି ଓଡ଼ିଶା ବାସି ମନରେ ଫିଟ୍ ତ ସିଏ କେମିତି ଦୁର୍ବଳ ହୋଇ ପାରିବ...

  • @PintuMohanta-eg9hi
    @PintuMohanta-eg9hi Місяць тому

    Love you my Naveen Patnaik

  • @amit3372
    @amit3372 2 місяці тому +3

    Pandian Naveen sir nku marideithantha. Bhagwaan sir nku bancheidele

  • @gurukrupa4151
    @gurukrupa4151 2 місяці тому +7

    Pandian slow poison deuthila naveen nku

    • @AbKaFan
      @AbKaFan 2 місяці тому

      Pura ok

  • @pradyumnabag1675
    @pradyumnabag1675 2 місяці тому +1

    Naveen Patnaik jindabad 🙏

  • @mspapu5
    @mspapu5 2 місяці тому +3

    bjp election pain kebala rumour karuthila j navin babunka swasthya kharap boli
    au ae chance re election jiti b gala
    bjp vs bjd ra election ta heini
    mind game of bjp
    if you want our state will be no1 then vote for bjd in the next election

  • @BasantaSahoo-vy6cc
    @BasantaSahoo-vy6cc 2 місяці тому +1

    JAY. NAVEEN. BJD

  • @TFAGH9853
    @TFAGH9853 2 місяці тому +1

    Only Naveen Patnaik

  • @sabitacreations
    @sabitacreations 2 місяці тому +14

    Pandu babu kichhi karuthile ki 🤔

  • @msvlogs9134
    @msvlogs9134 2 місяці тому +1

    Naveen Patnaik

  • @manojkumarsethy9414
    @manojkumarsethy9414 2 місяці тому +1

    Real hero...❤

  • @MrABD778
    @MrABD778 2 місяці тому +2

    2029 pain trailer

  • @kalpanaashunirlipanda5621
    @kalpanaashunirlipanda5621 2 місяці тому +1

    Sir 🙏

  • @Reenabehera0
    @Reenabehera0 2 місяці тому +2

    Nabin sir ❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏

  • @anupamishra9832
    @anupamishra9832 2 місяці тому

    Jaha b heu Naveen babu nku dekhi Khushi laguchhi..

  • @saritapradhan7360
    @saritapradhan7360 2 місяці тому +2

    Satare achajya laguchi, nabin sir ete fit, kintu aagaru taka katha kahiba chalila sabu kichi sadeha janak Kan pai lagu thila, miss you sir

  • @NirakarSamantarai-db2mr
    @NirakarSamantarai-db2mr 2 місяці тому +1

    ପ୍ରଭୁ ଜଗନ୍ନାଥ ଙ୍କୁ ଭିକାରି କରିବାର ଫଳ. ଏଇଠି ଭୋଗ କରିବା ନିଶ୍ଚିତ. ସବୁ ଜଗା ର ଖେଳ.

  • @tuleswarpradhan2333
    @tuleswarpradhan2333 2 місяці тому +1

    BJD jindabad

  • @setupathiadinarayana1450
    @setupathiadinarayana1450 2 місяці тому

    Naveen healthy thiba Ku aapanku bahut dhuk heutiba

  • @Narayana.ArtCHALKI
    @Narayana.ArtCHALKI 2 місяці тому +2

    Bap bap hota hai jay naveen sir

  • @odishafarming4917
    @odishafarming4917 2 місяці тому +26

    ସବୁ ପାଣ୍ଡୁ ର ନାଟ 😂

  • @user-lq6zi7il3o
    @user-lq6zi7il3o 2 місяці тому +1

    Right katha

  • @amulyakumardas2565
    @amulyakumardas2565 2 місяці тому +1

    Naveen Sir Thik thile au achanti. BJP ra apprachar thila.

  • @pintuvillagetour
    @pintuvillagetour 2 місяці тому +5

    ପାଣ୍ଡିଆନ୍ ନବୀନ ବାବୁଙ୍କୁ ନିଶା ଖୁଆଇ ତାଙ୍କୁ ଅସୁସ୍ଥ କରି ଓଡ଼ିଶା ଲୁଟିବା ପାଇଁ ଚାହୁଁ ଥିଲା

    • @bijayasethi2285
      @bijayasethi2285 2 місяці тому

      Naa bhul barng paandian bahut kichi karichi. Mantri maanakara khaibaa band karidei thilaa. Sethipain mantri maane tara birodhi hoijaithile

  • @AhalyaMishra-sd2pc
    @AhalyaMishra-sd2pc 2 місяці тому +1

    Se jaha b hau Naveen sir bhali kehi b hebeni

  • @Bishaka668
    @Bishaka668 2 місяці тому +1

    God jaha saita ruhonti tanka saita kichi hueni ty my Lord 🙏

  • @subasisgodblessyoubhaisaho7480
    @subasisgodblessyoubhaisaho7480 Місяць тому

    Great Navin Sarkar

  • @KHERWAL_BAZAAR
    @KHERWAL_BAZAAR 2 місяці тому

    ନବୀନ ଫିଟ୍ ଥିଲେ ଆଉ ଅଛନ୍ତି ।
    BJP ନେତାମାନେ ନବୀନ ପଟ୍ଟନାୟକ ଙ୍କୁ ଜନତାଙ୍କ ସମ୍ମୁଖରେ ବ୍ଲେମ୍ କରୁଥିଲେ । ଭୋଟ ପାଇଁ

  • @luxurydream9322
    @luxurydream9322 2 місяці тому +2

    2029 re puni asibe Jay Sita Ram

  • @sumantanaik430
    @sumantanaik430 2 місяці тому +3

    Nabin nka against re Modi Pura Michha kahithila jaha abe premarita heuchhi ❤❤❤

  • @lituPPWL
    @lituPPWL 2 місяці тому +3

    Pandian Blackmail କରୁଥିବ ଲାଗୁଚି
    ଆଉ କଣ ଭୁଲ medicine କେତେ ଭିତିରି ଲୋକ ମିଶିକି କରୁ ଥିବେ pandian କୁ arrest କରାଯାଉ।

  • @nrusingha.behera6542
    @nrusingha.behera6542 2 місяці тому

    ❤❤❤❤

  • @DibakarPradhan-dkp
    @DibakarPradhan-dkp 2 місяці тому +4

    ନରେନ୍ଦ୍ର ମୋଦୀ କୁ ପଚାରିଲେ ସେ କହିପାରିବେ, ସେ କହୁଥିଲେ ନା ଯାଞ୍ଚ କରିବେ ମୋଦୀ ଉତ୍ତର ଦେବା ଦରକାର

  • @arunmohanty4703
    @arunmohanty4703 2 місяці тому

    ଏ ମଘୀୟା ପାଣ୍ଡିଆନ, ବବି ଦାସ, ମାନସ ମଙ୍ଗରାଜ, ଆଉ ସସ୍ମିତ ପାତ୍ର ଏ ତିନି ଶଳା ଙ୍କ ଯୋଗୁ ଆଜି ବିଜେଡି ର ଏ ଅବସ୍ଥା ଆମେ ହାରିନୁ ଆଙ୍କ ଡିଲ ଆମକୁ ହରାଇଛି

  • @shradhanjalirout9535
    @shradhanjalirout9535 2 місяці тому +1

    Ama nabeen sir nka na re apaprachara karajauthila....

  • @nihardas4958
    @nihardas4958 2 місяці тому +1

    Jay naveen

  • @yogiafricankumarsanu3181
    @yogiafricankumarsanu3181 2 місяці тому +1

    He is much fitter now because of absence of the fear of being bereft of power anymore. A free person. Completion of circle of life🌄

  • @pradeepkumardash9726
    @pradeepkumardash9726 2 місяці тому

    God bless you

  • @akr_22
    @akr_22 2 місяці тому

    Coz some setbacks r necessary for a good comeback

  • @kanchinial789
    @kanchinial789 2 місяці тому

    Nabin is best cm ❤❤❤

  • @skullcollecter2979
    @skullcollecter2979 2 місяці тому

    ପାଣ୍ଡିଆନ ମଦ ପିଆଇ ପିଆଇ ନବୀନଙ୍କୁ down କରିଦେଇଥିଲା

  • @sujitsamal694
    @sujitsamal694 2 місяці тому +4

    Pandu Nabin Pattanaik nku kabja re rakhi thila.

  • @Pradip2282
    @Pradip2282 2 місяці тому +1

    ହାରିଲା ପରେ ନବୀନା ର ମଦର ମାତ୍ର ଟିକେ କମିଯାଇଚି

  • @lalitmohanpradhan3427
    @lalitmohanpradhan3427 2 місяці тому

    ନବୀନ ବାବୁ ଙ୍କ ମୁଣ୍ଡରୁ ଓଡିଶା ର ବୋଝ ଓଲ୍ହାଇଦେଲେ । ଏବେ ହାଲକା ହୋଇଗଲେ । ଆମ ନବୀନ ବାବୁ ସବୁବେଳେ ଏମିତି ଫିଟ ହୋଇ ରହି ଥାଆନ୍ତୁ । ❤❤❤❤❤❤ ଆପଣ ମାନେ ଖୁସି ତ 😊😊😊😊😊😊

  • @NM-mq6xw
    @NM-mq6xw 2 місяці тому +1

    Kichi kharap nathila....sabu BJp wala nka nata ..defame kariba pain

  • @user-iy5ku6vi2x
    @user-iy5ku6vi2x 2 місяці тому

    ପାଣ୍ଡିଆନ କଣ ଖାଇବାକୁ ଦଉଥିଲା ଯେଉଁଠି ପାଇଁ ଏତେ ଦେହ ଖରାପ ହେଇଛି.

  • @basudevswain6766
    @basudevswain6766 2 місяці тому +1

    Eita BJD wala nku pacharile bhala Haba

  • @ChinuDas-ge2nk
    @ChinuDas-ge2nk 2 місяці тому +1

    God sabubala ghonto godai rokhithantu amo navin sir nku

  • @vaidikarya6463
    @vaidikarya6463 2 місяці тому +1

    ନିଶା ଉତୁରି ଗଲେ ସବୁ ଫିଟ୍ ଲାଗନ୍ତି.. 😅😂

  • @user-cn9jn9ti2t
    @user-cn9jn9ti2t 2 місяці тому

    His physical fitness should be investigated

  • @AmarnathDas-fs6im
    @AmarnathDas-fs6im 2 місяці тому

    ନିର୍ବାଚନ ରେ ପରାଜୟ ପରେ... ଯେତେ ବେଳେ ପରାଜୟ ର କାରଣ ବିସ୍ଲେଷଣ ଏବଂ ସମୀକ୍ଷା କରାହେଲା..... ଅତ୍ୟଧିକ ମଦ୍ୟପାନ ଆଉ ଧୁମ୍ରପାନ ହିଁ କାରଣ ଜଣାପଡିଲା।😂😂😂😂😂😂😂 ନିଜେବି ମଦ, ସିଗାରେଟ ଛାଡିବାକୁ ପଡିବ।

  • @bmcreation4171
    @bmcreation4171 2 місяці тому

    Bjp ra Clever ku jani baku Khela khelichhi BJD Next CM Naveen Pattnaik Jai Jagannath

  • @swarupadas9075
    @swarupadas9075 2 місяці тому

    Mr modi is a good player. Pandiyan is modi candidates.

  • @roshniswain12234
    @roshniswain12234 2 місяці тому

    ହାର medicine ଖାଇଛି ନବୀନ ସେଥିପାଇଁ ସୁସ୍ଥ 😂😂

  • @RashmiranjanPanda-kh4jf
    @RashmiranjanPanda-kh4jf 2 місяці тому +1

    jay.nabin🎉🎉

  • @chintamanimoharana2678
    @chintamanimoharana2678 2 місяці тому +2

    ଆଗୁରୁ ଏମିତି କରିଥିଲେ ଓଡିଶା କୁ ବେପାରୀ ଦଳ ଶାସନ karinahannte 😂

  • @divyalaxmi888
    @divyalaxmi888 2 місяці тому +1

    Lokankar bhalpaobaru

  • @manasbeher7264
    @manasbeher7264 2 місяці тому

    ସବୁ ସେଇ ଛତୁ ର କମାଲ ଯୋଉ ଛତୁ ମୋଦି ଖାଉଛନ୍ତି ସେ ଛତୁ ଏବେ ଆମ ପ୍ରିୟ ପୂର୍ଵତନ ମୁଖ୍ୟମନ୍ତ୍ରୀ ଖାଉଛନ୍ତି 😄😄🙏