News Fuse 01 April 2022| Utkal Divas Special

Поділитися
Вставка
  • Опубліковано 8 лют 2025
  • News Fuse 01 April 2022| Utkal Divas Special
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 378

  • @travellerkingbaba1712
    @travellerkingbaba1712 2 роки тому +17

    ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ ।ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ ।

  • @Trueloveyouth
    @Trueloveyouth 2 роки тому +11

    ଆମ ନେତା ବିଷ୍ଣୁ ସେଠୀ ଭାଇ ସବୁ ଠିକ କହିଲେ
    ଏଭଳି ନେତା ହିଁ ଆମର ଦରକାର
    ଜୟ ଶ୍ରୀ ରାମ ବନ୍ଦେ ଉତ୍କଳ ଜନନୀ ଜୟ ଶ୍ରୀ ଜଗନ୍ନାଥ 🚩💖🙏

  • @NatureTour8716
    @NatureTour8716 2 роки тому +59

    ଧନ୍ୟବାଦ୍ ଓଟିଭି .. ଆପଣଙ୍କର ଏହି ପ୍ରୟାସ ଦ୍ବାରା ବହୁତ୍ ଲୋକ ସୁଧୁରିଜିବେ....🙏

  • @RajaSahoo_1098
    @RajaSahoo_1098 2 роки тому +56

    " ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗେ ନିଜ ମାତୃ ଭାଷା l "
    " ବନ୍ଦେ ଉତ୍କଳ ଜନନୀ "

  • @vikramkishore1931
    @vikramkishore1931 2 роки тому +42

    ଓଡିଶା ୧୯୩୬ ରେ ସ୍ଵତନ୍ତ୍ର ମାନ୍ୟତା ପାଇଲା , ହେଲେ ୧୯୭୫ ରେ ଉତ୍କଳ ଦିବସ ପାଳନ ଆରମ୍ଭ ହେଲା , ଶ୍ରୀମତୀ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ହେଲା ପରେ.

  • @wearesk69
    @wearesk69 2 роки тому +4

    ଆମେ ଓଡ଼ିଆ ଏଥିପାଇଁ ଆମେ ଗ୍ରବୀତ ଅବଶ୍ୟ ଓଡିଶା ବିଷୟ ରେ ଅଳପ ବହୁତ ଜଣା ଅଛି ତଥାପି ଆମେ ଗର୍ବିତ ଜୟ ଜଗନ୍ନାଥ

  • @jagatsinghpurtodaylive1362
    @jagatsinghpurtodaylive1362 2 роки тому +1

    ଆହେ ଦୟାମୟ ବିଶ୍ବବିହାରୀ ମତେ କଲ କଇଁ ଏତେ ସୁନ୍ଦରୀ

  • @trilochanpatnaik6321
    @trilochanpatnaik6321 2 роки тому +14

    ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଲାଭ କଣ ରହିଲା ଯଦି ସାଧାରଣ ଜନତା ଠୁ ଆରମ୍ଭ କରି ନେତା ମାନେ ଯଦି ଓଡ଼ିଆ ବର୍ଣ୍ଣମାଳା କେତେ ଜାଣିନାହାନ୍ତି ।

  • @niranjanjagadalaradhe
    @niranjanjagadalaradhe 2 роки тому +12

    ସାର ଏମେନେ ସବୁ ସହର ପିଲା ଗୁଡାକ ପାଠ ପଢିବା ପାଇଁ ଦାମୀ ଦାମୀ ସ୍କୁଲ ଓ collage କୁ ଯାଉଛନ୍ତି ହେଲେ ଜ୍ଞାନ କିଛି ବି ନାହିଁ, ଭଲ ଆମେ ସବୁ ଗାଁ ପିଲା.. ସଲେ ଏଗୁଡ଼ାକ ବି ଜାଣିନାହାନ୍ତି ଧନ୍ୟ ତୁମର ଜ୍ଞାନ ଭଣ୍ଡାର...........

  • @lifeisverybeautiful5437
    @lifeisverybeautiful5437 2 роки тому +30

    😇😇😇😇😇😇😇
    ଆମେ ଓଡ଼ିଆ ଭାରି ବଢିଆ,
    କଥାରେ କି କାମରେ କୋଉଥିରେ ନୁହେଁ,
    ସବୁ ସେଇ ଜଗତରନାଥ ଜଗନ୍ନାଥ ଭରସା,
    ଧନ୍ଯ ରେ ନୀଳା, ଧନ୍ଯ ତୋ କୀଳା
    🛕ଜୟ୍ ଜଗନ୍ନାଥ 🛕

  • @ruddhabantasingh2482
    @ruddhabantasingh2482 2 роки тому

    ଗୋପବନ୍ଧୁ ଆମ କଟକ ଛୁଆ ମୋ ମାଉସୀ ପୁଅ ହା ହା ହା ହା ହା ହା............

  • @amarendrasahoo1326
    @amarendrasahoo1326 2 роки тому +4

    Proud to be an odia🙏. ବନ୍ଦେ ଉତ୍କଳ ଜନନୀ

  • @sidhantabehera6875
    @sidhantabehera6875 2 роки тому +4

    ବିଷ୍ଣୁ ସେଠୀ ସାର୍ ଭଲ ଉତ୍ତର ଦେଲେ ବହୁତ ଭଲ ଲାଗିଲା।

  • @sangitaranipanda7811
    @sangitaranipanda7811 2 роки тому +4

    ଧନ୍ୟ ମୋ ଓଡ଼ିଆ ଭାଇ, ଭଉଣୀ I
    କି ଯୋଗ ହେଲାରେ 🤭🥱🤔

  • @SubhamPanigrahy.
    @SubhamPanigrahy. 2 роки тому +5

    ବିଜେପି bala ଙ୍କୁ ଏସବୁ ପ୍ରଶ୍ନ ପଚାରିବା ସଙ୍ଗେ ସଙ୍ଗେ ଉତ୍ତର ପାଇବେ 👍

  • @buluprasad4170
    @buluprasad4170 2 роки тому +1

    ବିଜୟ babu 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @dwitikrushnasahu778
    @dwitikrushnasahu778 2 роки тому +1

    ସରକାର ପ୍ରତି ବ୍ଲକରେ ଇଂଲିଶ ମାଧ୍ୟ୍ୟମ ବିଦ୍ୟାଳୟ ଖୋଲିବାର ସମୟ..........

  • @chintaIdea
    @chintaIdea 2 роки тому +8

    ଓଡ଼ିଆ ମାଘିଆ ଲୋକ ମାନେ ମୂକ ବଧିର ଲୋକ ମାନେ 🙏 ମଦ ପିଇ ଭୋଟ ଦେବେ କ'ଣ ହେବ ଶିକ୍ଷା କ୍ଷେତ୍ରରେ କି ଉନ୍ନତି ବାଳ ଓଡ଼ିଆ ଲୋକ ମାନେ

  • @saratkumarpradhan3468
    @saratkumarpradhan3468 2 роки тому +26

    ଓଡ଼ିଆ ଙ୍କ ଶିକ୍ଷାଗତ ସ୍ତର ଦେଖି ଲାଜ ଲାଗୁଚି. ଛି ଛି

  • @bindasssipra373
    @bindasssipra373 2 роки тому +2

    "ମୋ ମାତୃଭାଷା ମୋତେ ଶ୍ରେଷ୍ଠ "

  • @Roma-2028
    @Roma-2028 2 роки тому +18

    “ଭଲ ଗୋଟେ ମାତୃଭାଷା କିସ ହେବ ଭାଇ
    ଚଳି ଯାଉଅଛି କାମ ରୁଣ୍ଡାଇପୁଣ୍ଡାଇ,
    କୁକୁର କିମ୍ପାଇ ଗୋଟେ ବନାଇବ ଘର
    ଚରି ବୁଲେ ବାର ମିଶା ଅଇଁଠା ପତର"
    ~ବ୍ୟାସକବି ଫକୀର ମୋହନ ସେନାପତି

  • @abhisheknayak3238
    @abhisheknayak3238 2 роки тому +5

    ବନ୍ଦେ ଉତ୍କଳ ଜନନୀ ❤

  • @runandfunwithganesh8507
    @runandfunwithganesh8507 2 роки тому +2

    Bande Utkal Janai 🙏

  • @santoshdas219
    @santoshdas219 2 роки тому +3

    Bahut badhiya, Loko mane janiba nihati darkar,thank you o tv

  • @subratswain9954
    @subratswain9954 2 роки тому +9

    ଦହି ପଖାଳ କଂସାରେ ବୁଡି ମରିଯା ରେ ସବୁ । ଜମା କଷ୍ଟ ହେବନି ଥଣ୍ଡା ଲାଗିବ😛😛

  • @mohansanta101
    @mohansanta101 2 роки тому +4

    Bande uttkala janani

  • @stvodia073
    @stvodia073 2 роки тому +8

    ଆରେ ନବୀନ ପଟ୍ଟନାୟକ ଖାଲି ଗଦି ଲୋଭରେ ମାତି ଛନ୍ତି ତେଣୁ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ବାକ୍ୟ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ

  • @sidhantabehera6875
    @sidhantabehera6875 2 роки тому +4

    ଚନ୍ଦ୍ରକାନ୍ତ ଭାଇ ଭଲ ଉତ୍ତର ଦେଲେ ଓଡ଼ିଶାରୁ ୨୧ ( ଲୋକସଭା) ୧୦ ( ରାଜ୍ୟ ସଭା).

  • @sudhansukarmi6504
    @sudhansukarmi6504 2 роки тому +15

    ୨୨ ବର୍ଷ ର ସାଷନ ର ଫଲ

  • @satyabrata_005
    @satyabrata_005 2 роки тому +21

    ଏତେ ମୂର୍ଖ ଲୋକ ବି ଆମ ଓଡ଼ିଶା ରେ ଅଛନ୍ତି । ପାଠ ସାଠ ପଢ଼ିଲେ ସିନା ମନେ ରହିବ.. ଆରେ ଏ ଗୁଡା ପରା ପଞ୍ଚମ ଶ୍ରେଣୀ ରୁ ଦଶମ ଶ୍ରେଣୀ ବହି ରେ ଅଛି.. ପଢ଼ି ନ ଥିବେ ଆଉ... ଛି ଛି

    • @Suniltudu473
      @Suniltudu473 2 роки тому

      Sabu achhi bhai atiki nuhe

    • @prashant-bm4fp
      @prashant-bm4fp 2 роки тому +1

      Utkal divas dina school galeni, nahele kichhi speech sunithaante

  • @asitrout7659
    @asitrout7659 2 роки тому

    🙏🙏🌹ଜୟ ଜଗନ୍ନାଥ 👍

  • @arjunsahoo1852
    @arjunsahoo1852 2 роки тому +6

    ଏ ନୀଉଜ୍ ଫିଉଜ୍ ଲୋକ ଙ୍କ ଉପରେ କିଛି ବି ପ୍ରଭାବ ପଡୁନି, ଯଦି ପ୍ରଭାବ ପଡୁଥାନ୍ତା ତାହେଲେ ଆଜି News fuse ୧୯୬୪ ଏପିଶୋଡ ରେ ପହଞ୍ଚି ନଥାନ୍ତା 🙄

  • @subscribed9148
    @subscribed9148 2 роки тому +2

    Happy utkala dibasa all of u

  • @NarendraKumarBhoi
    @NarendraKumarBhoi 2 роки тому +12

    Great! Great! Great! What an interesting episode.

  • @manojbiswal9235
    @manojbiswal9235 2 роки тому +11

    କେଡେ ମୂର୍ଖ ତମେମାନେ କିରେ ଶଳା ନିଜକୁ କେବେ ଓଡିଆ କହିବ ନାହିଁଁ କି ନିଜକୁ କେଉଁଠି ଓଡ଼ିଶାର ପିଲା କହିବ ନାହିଁଁ ଶଳା ଲାଜ ଲାଗିବ ରେ

  • @kanhumaharana4376
    @kanhumaharana4376 2 роки тому

    Bande utkal janani ....

  • @urbangobru8063
    @urbangobru8063 2 роки тому +2

    Thanks otv Katha rakhibaru...

  • @vanumatitarai4410
    @vanumatitarai4410 2 роки тому +2

    I Love you news fuse ❤️❤️

  • @gayatrichakrabarty317
    @gayatrichakrabarty317 Рік тому

    Best newsfuse ❤️❤️❤️❤️❤️👍👍👍👍👍

  • @spchannel4418
    @spchannel4418 2 роки тому +32

    Respect for those young boys who answer the questions very confidently and accurately

    • @balarambiswal8282
      @balarambiswal8282 Рік тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @dlshorts6123
    @dlshorts6123 2 роки тому

    Sachetan odisha pain prayaas pain dhanyabad

  • @omprakashmohanty489
    @omprakashmohanty489 2 роки тому +3

    ଓଡ଼ିଆ ବର୍ଣମାଳା ର ସ୍ୱର ବର୍ଣ୍ଣ 11 ଓ ବ୍ୟଞ୍ଜନ ବର୍ଣ୍ଣ 39 🙏🙏

    • @nirajmeher3760
      @nirajmeher3760 2 роки тому

      ବ୍ୟଞ୍ଜନ ବର୍ଣ୍ଣ -୩୮

    • @omprakashmohanty489
      @omprakashmohanty489 2 роки тому

      @@nirajmeher3760 how

    • @nirajmeher3760
      @nirajmeher3760 2 роки тому

      @@omprakashmohanty489 କ୍ଷ ହେଉଛି ଯୁକ୍ତବର୍ଣ୍ଣ

  • @banty6350
    @banty6350 2 роки тому +4

    ଭାଷା ଭିତ୍ତି ରେ ଓଡ଼ିଶା ରାଜ୍ୟ ପ୍ରଥମ ନୁହେଁ ଗୁଗଲ ରେ ମାରିଲା ବେଳ କୁ ଆନ୍ଧ୍ର ଦେଖାଉଛି

    • @jayashree10000
      @jayashree10000 2 роки тому +1

      1936ଓଡିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଆନ୍ଧ୍ରପ୍ରଦେଶ ଦ୍ଵିତୀୟ କାରଣ 1953 ରେ ଗଠିତ ହେଲା.

    • @banty6350
      @banty6350 2 роки тому

      ସେ କଥା ମୁଁ ଜାଣିଛି ଯେ ଗୁଗଲ ରେ କିନ୍ତୁ ଆନ୍ଧ୍ର ଆସୁଛି। ଓଡ଼ିଶା ସରକାର କିଛି ପଦକ୍ଷେପ ବି ନାହିଁ

    • @tusarkanta_sahoo
      @tusarkanta_sahoo 2 роки тому

      Yes but eita before independence heithila...so..ebe Andhra show karuchi

    • @banty6350
      @banty6350 2 роки тому

      @@tusarkanta_sahoo ଯା ହେଲେ ବି ଆମ ରାଜ୍ୟ ନା ଆସିବା କଥା ସବୁ କିଛି ନେଇଗଲେ କାଲି ରସଗୋଲା ଆଜି ରାଜ୍ୟ ନା ଆଉ କୋଉଠି ବି ଆସିବନି

    • @brokenheart-ry8pk
      @brokenheart-ry8pk 2 роки тому

      କହିବାକୁ ଲାଜ ଲାଗୁନି , ଓଡ଼ିଶା ହିଁ ଆସୁଛି

  • @pradipkumarrout316
    @pradipkumarrout316 2 роки тому +2

    Alway Rock sura bhai greay

  • @surendrasurendranath2023
    @surendrasurendranath2023 2 роки тому +4

    Bahut vala lagila

  • @S.manoram
    @S.manoram 2 роки тому +2

    ଏଭଳି ଟିଉସନ ଚାଲୁ । ଯୁବପିଢି
    ଚେତି ବେ ।

  • @nababehera4052
    @nababehera4052 2 роки тому +1

    Full bobal episode🙏🙏🙏🙏🙏❤️

  • @JitendraOfficial1
    @JitendraOfficial1 2 роки тому +1

    Gopabandhu Das From Puri❤

  • @bhupendradihiria4326
    @bhupendradihiria4326 2 роки тому

    Hrusikesh babu nka anchoring, pura mind ku mast karidauchi

  • @izireal-estate3619
    @izireal-estate3619 2 роки тому +1

    Sura bhai visual majhire

  • @iamforyou4673
    @iamforyou4673 2 роки тому +3

    " ଉତ୍କଳ ଗୌରବ ମଧୁସୁଦନ ଦାସ "

  • @smrutiranjanbehera5208
    @smrutiranjanbehera5208 2 роки тому +1

    Jay Jagannath

  • @manojbiswal7967
    @manojbiswal7967 2 роки тому

    Dhanya dhanya re bhai.... good job bhai yemiti gote gote program karantu...

  • @djbinayak4911
    @djbinayak4911 2 роки тому +5

    1936 April 1 re amo odisha Ako rajya bhabe nobagothita heba smrutire April masho 1 tarikore UTKAL Divsha bhabe palon karajaye , Ahi dinoti Amo ODISHA Ku swotantra rajya manyta milithila 🙏🙏🙏

  • @sanandapadhan2766
    @sanandapadhan2766 2 роки тому +2

    Bande utkala janani

  • @sudhansukumarbal3419
    @sudhansukumarbal3419 2 роки тому +3

    So nice program on Utkal divas

  • @babulmrsoul2752
    @babulmrsoul2752 2 роки тому +4

    Very excellent programme 👏

  • @electronichacker3677
    @electronichacker3677 2 роки тому +2

    Thank u otv

  • @legend75219
    @legend75219 2 роки тому +22

    Respect youths. And remember that our youth generation are uneducated because of our system. The fact is our government didn't want to spend both money and time for our education system. Still some of government school did not have teachers.

  • @StepbyStepKnowledge754248
    @StepbyStepKnowledge754248 2 роки тому +2

    My Fevorite Show

  • @kalgaming2352
    @kalgaming2352 2 роки тому +11

    ଏମାନଙ୍କ କଥା ଶୁଣିଲେ ମୁଣ୍ଡ ତଳକୁ ହେଇଯାଉଛି

  • @kabitasahoo8385
    @kabitasahoo8385 2 роки тому +6

    🙏👍 Loved the opening. Thank you 🙏.

  • @santoshkosoriya1700
    @santoshkosoriya1700 2 роки тому

    Bande Utkal Janani

  • @krishnasethy8533
    @krishnasethy8533 2 роки тому +3

    ଅଙ୍ଗନବାଡ଼ି ଅଣ୍ଡା ଖାଇକି ପାଠ ପଢ଼ିଚନ୍ତି ସବୁ 😀

  • @rahitcreation172
    @rahitcreation172 2 роки тому +6

    ଉଚୋ ହୋବା ପାଇଁ କୋର ଯେବେ ଆଶା ଉଚ୍ଚ କୋର ଆଗୋ ନିଯୋ ମାତ୍ରୁ ଭାଷା

    • @basistakanhar6667
      @basistakanhar6667 2 роки тому

      ଭାଇ ଆପଣ ଶୁଦ୍ଧ ଭାବରେ ଲେଖିବାକୁ ଚେଷ୍ଟା କରନ୍ତୁ ।

    • @krushnamohansahoo5633
      @krushnamohansahoo5633 2 роки тому

      ଖାଲି ଚପଲ ମାଡ଼ ଦରକାର ତୋତେ😡😡😡

  • @jatanirock1548
    @jatanirock1548 2 роки тому +7

    ବିଜେପି ନେତା ବିଜେପି ର ମାନ ରଖିଲେ

  • @mahipal_mj
    @mahipal_mj 2 роки тому +1

    Bahut bhal lagla👍👍

  • @SMITAMITDIYA
    @SMITAMITDIYA 2 роки тому +1

    ଭଉଣୀ
    ସମସ୍ତ ଙ୍କୁ ଚିହିଁଛନ୍ତି
    କିନ୍ତୁ କାହା ବିଷୟରେ ଧାଡ଼ିଏ କହିପାରୁନାହାନ୍ତି 😅😅😅

  • @kabitasahoo8385
    @kabitasahoo8385 2 роки тому +39

    Loved "cuttack chua" comedy.

    • @bharatindianagamer
      @bharatindianagamer 2 роки тому +2

      It's shameful language sister we should respect our legends 👍👍👍

  • @izireal-estate3619
    @izireal-estate3619 2 роки тому +1

    Vala lagila

  • @Soumyaranjan-Vids
    @Soumyaranjan-Vids 2 роки тому +2

    Heart touching beginning

  • @subhamjena3735
    @subhamjena3735 2 роки тому +1

    ଯଦି ନୀଚା ଦେଖେଇବାର ନାହିଁ ତାହେଲେ କଣ ପାଇଁ ମୁହଁ ଦେଖେଇକି ଭିଡ଼ିଓ ଅପଲୋଡ କରିଛ , ସେମାନେ ଯଦି ଦେହକୁ ନେଇ ନିଜକୁ ସାଙ୍ଗ ପାଖରେ କି ଘର ଲୋକଙ୍କ ପାଖରେ ମୁହଁ ଦେଖେଇ ପାରିବିନି ଭାବିକି ଆତ୍ମହତ୍ୟା କରିଦେବେ, ସେଥିପାଇଁ ଦାୟୀ ହେବ କି OTV (ଓଟିଭି) ମଜା କର ହେଲେ ତମ ମାନଙ୍କ ପାଇଁ କାହାର ମୃତ୍ୟୁ ନ ହଉ. ଯଦି ଭାବୁଥିବ ଏମିତି କିଛି ହବନି ତାହେଲେ ଭୁଲ ଭାବୁଛ। ଶହେ ରୁ ଜଣେ ଲୋକ ଏମିତି ଥିବ ଯାହାକୁ ଟିକେ ଅପମାନ ଲାଗିଲେ ସେ ଆତ୍ମହତ୍ୟା କରିଦେବ କାହାକୁ ମୁହଁ ଦେଖେଇ ପାରିବିନି , କାଳେ କୋଉ ସାଙ୍ଗ ମାନେ ଚିଡ଼େଇବେ ବୋଲି. ସମସ୍ତଙ୍କ ଭାବନା ସମାନ ନ ଥାଏ.ଦୟାକରି ଏମିତି କରନ୍ତୁ ନାହିଁ. ଏମିତି ମଜା କାଳେ ମୁହଁ blur କରିକି ଦେଖାଅ...... ଏତିକି ଅନୁରୋଧ ଓଟିଭି . .ତମ ଆଗାମୀ ଅଧ୍ୟାୟ ରେ ମୋର୍ ଏହି ଲେଖା କୁ ସମସ୍ତଙ୍କ ଆଗରେ ପଢ଼ିକି କୁହ ଯଦି ତମ ପାଖେ ଦମ ଅଛି. ମୋ ନା ବିରଞ୍ଚି ନାରାୟଣ ଜେନା.

  • @adityacreative1005
    @adityacreative1005 2 роки тому +3

    Nice episode

  • @SocioRam90
    @SocioRam90 2 роки тому +2

    କେବେ ଗାଁ ପିଲାଙ୍କୁ ପଚାର..., ଭୁବନେଶ୍ୱର ପିଲାକୁ ଖାଲି ପଚାରିଲେ ହେବ କି..?

  • @sidhantabehera6875
    @sidhantabehera6875 2 роки тому +1

    କୁନ୍ତଳା କୁମାରୀ ସାବତ-ଉତ୍କଳ ଭାରତୀ।

  • @adityacreative1005
    @adityacreative1005 2 роки тому +3

    Excellent episode of my life

  • @videosofcreative3201
    @videosofcreative3201 2 роки тому +6

    Well done otv

  • @sanjeebsahu4936
    @sanjeebsahu4936 2 роки тому +5

    Excellent

  • @Swayansu_sekhar
    @Swayansu_sekhar 2 роки тому +3

    Aame Odia . 🙏 Jay Jagannath

  • @ranjanmalik5551
    @ranjanmalik5551 2 роки тому +1

    Kichhi question Raja queen ra judge manku pachrantu

  • @izireal-estate3619
    @izireal-estate3619 2 роки тому +1

    Nice episode.

  • @narayanbehera8408
    @narayanbehera8408 2 роки тому +2

    Good episod

  • @mrsarada7888
    @mrsarada7888 2 роки тому +1

    ନନ୍ଡ଼ା ହୋଇଥିବା ଭାଇ ହିରୋ 😁

  • @rajrajeshbabu5504
    @rajrajeshbabu5504 2 роки тому +1

    thanks sir 👍👍💕

  • @umeshpenter1107
    @umeshpenter1107 2 роки тому +1

    Sura Bhai bekilia Bhai.

  • @jayakrushnasahuofficial4327
    @jayakrushnasahuofficial4327 2 роки тому +6

    Jai koshal✊

  • @madansethy1828
    @madansethy1828 2 роки тому +9

    Primary to higher education Odisha upare sanskruti knowledge topics rakhile janiparibe samaste

    • @debiprasadrath5247
      @debiprasadrath5247 2 роки тому

      9th 10th re achhi...kintu amane book nehe facebook ru padha padhanti..😑

  • @prasanjitmohapatra4197
    @prasanjitmohapatra4197 2 роки тому +4

    Best episode so far🤣🤣🤣

  • @Intelligentchankya
    @Intelligentchankya 2 роки тому +3

    Otv repoter କୁ ଲୋକ କିଛି questoin ପଚାରିବେ ସେ program କର ଆମେ ଦେଖିବୁ ତମର କେତେ ଜେନେରାଲ knowledge 🤣 ନାରଣ କୁ question ପଚାରିବା ସେ ପ୍ରୋଗ୍ରାମ ହଉ ସେ କେତେ ଜ୍ଞାନୀ ଆମେ ଜାଣିବା, screept ପଡିକି କ୍ୟାମେରା ଆଗରେ ନିଜର ବାହାଦୁରି ଛାଡ଼ିଯିବ 😂 କେତେ ରିପୋର୍ଟଏର ପାଠୁଆ ଆମେ ଜାଣିଛୁ, ଆପଣ କେବେ ସାଧାରଣ ଲୋକଙ୍କୁ କୁହନ୍ତୁ ଆପଣ ମାନଙ୍କୁ ପଚାରିବା ପାଇଁ ଜଣା ପଡ଼ିଯିବ ତମ ବାହାଦୁରି

  • @izireal-estate3619
    @izireal-estate3619 2 роки тому +3

    OMG bijay babu 😜😜😜

  • @kabitasahoo8385
    @kabitasahoo8385 2 роки тому +4

    Good job otv. 🤣🤣🤣🤣🤣

  • @smitasamal3076
    @smitasamal3076 2 роки тому +2

    Sir same question ama minister mananku pachara jau ..OTV ku etiki nibedana ama minister manka knowledge janibaku chanhuchu

  • @AP.prabina
    @AP.prabina 2 роки тому +15

    ତମେ ଆମ ବଉଦ ଜିଲ୍ଲା କୁ ତଥା ପଶ୍ଚିମ ଓଡ଼ିଶାକୁ ଆସୁନାହ ବୋଧେ ନହେଲେ ଆମେ କୁହନ୍ତୁ

  • @rajkishorepatnaik2912
    @rajkishorepatnaik2912 2 роки тому +1

    The great video post

  • @bulubiswal5297
    @bulubiswal5297 2 роки тому

    Very nice parsona

  • @k.kamaleswarighatal7347
    @k.kamaleswarighatal7347 2 роки тому +1

    Very nice
    Episode
    Bonde utkal janani🙏

  • @tukunamalik577
    @tukunamalik577 2 роки тому +1

    Vishnu sir gote bhal kabita lekhanti

  • @arjunsahoo1852
    @arjunsahoo1852 2 роки тому +1

    ସତରେ ଓଡ଼ିଆ ଙ୍କ ଶିକ୍ଷା ଗତ ସ୍ତର ଦେଖି ଲାଜ ଲାଗୁଚି, ଯେତେ ଟିଭି ରେ ଦେଖେଇଲେ ବି ଏ ଓଡ଼ିଆ ଜାତି କି ଓଡ଼ିଶା ର ଲୋକ ମାନେ କେବେ ସୁଧୁରିବେନି, 😏

  • @gitapradhan5306
    @gitapradhan5306 Рік тому

    I never miss any episode 😅

  • @kanchanpani5709
    @kanchanpani5709 2 роки тому +1

    Samast odisha basinku utkal dibas ra hardi ka subecha bandea utkal janani