ଦେଖନ୍ତୁ କଟକରେ world class Railway station, cuttack new railway station, cuttack railway station

Поділитися
Вставка
  • Опубліковано 11 гру 2024

КОМЕНТАРІ • 219

  • @biranchinarayannanda4554
    @biranchinarayannanda4554 5 днів тому +11

    ଅଶ୍ୱିନୀ ଭାଇ ଙ୍କୁ ବହୁତ ବହୁତ ଧନ୍ୟବାଦ.....
    ଆଉ ଗୋଟିଏ କାମ କରିଦେଲେ....
    ଯାତ୍ରୀ ମାନେ ମଧ୍ୟ ଖୁସି ହେବେ.....
    ଏବଂ ଭବିଷ୍ୟତ ରେ ବହୁତ ଜୀବନ ରହିଯିବ.....
    ଜାତୀୟ ରାଜପଥ ଉପରେ ଗୋଟେ ଫୂଟ ଓଭର ବ୍ରିଜ ଦରକାର.......
    ଆମ ଆଶା କେତେବେଳେ କମିବ ନାହିଁ...
    ଜୟ ଜଗନ୍ନାଥ

  • @Ku_Dushmanta
    @Ku_Dushmanta 6 днів тому +50

    ମୁଁ ହୃଦୟରୁ ଧନ୍ୟବାଦ୍ ଦେବୀ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମ ପ୍ରିୟ ଅଶ୍ଵିନୀ ଭାଇ ଙ୍କୁ ଯିଏ କଟକ କୁ ଏତେ ଭଲ ପାଉଛନ୍ତି ତାଙ୍କର ଏ ଅବଦାନ ସ୍ୱର୍ଣୀମ ଅକ୍ଷରରେ ଲେଖା ହୋଇ ରହିବ ଜୟ ଶ୍ରୀରାମ

    • @sanjeetmohapatra
      @sanjeetmohapatra 2 дні тому

      Adani nabani ta ?

    • @niranjanacharya1204
      @niranjanacharya1204 День тому

      ଅସମ୍ଭବ ନୁହେ ​@@sanjeetmohapatra

    • @babyparul77
      @babyparul77 День тому +1

      Ye kana 6 month re hei gala andha bhakti chada ye sabu naveen pattanayak kari chanti

    • @Ku_Dushmanta
      @Ku_Dushmanta День тому

      @@babyparul77 ଅନ୍ଧାରକଣା 1 ଟଙ୍କିଆ ଚେଲା ଗେଣ୍ଡା ଦଳର କହୁଛନ୍ତି ରେଳବାଇ ନବିନ ପଟ୍ଟନାୟକ ର 😂😂😂 ତମକୁ ପ୍ରବଳ ରାତି ଟିଶୁସନ୍ ଦରକାର ନାରଣ

    • @Ku_Dushmanta
      @Ku_Dushmanta День тому

      @sanjeetmohapatra ଆଉ କଣ ତୁ ନେବୁ ନା ତୋ ତାମିଲ ନେବ 😂

  • @jitendriyakishan1990
    @jitendriyakishan1990 13 годин тому +2

    Excellent World Class Cuttack Railway Station Super thank you bhai 🙏🙏🙏

  • @subhendudas5706
    @subhendudas5706 6 днів тому +23

    Bahuta badhia heichi .kintu taku barabar maintained kale bhala haba.

    • @Dsworld_odisha
      @Dsworld_odisha  5 днів тому +1

      Right

    • @uttamprusty7699
      @uttamprusty7699 4 дні тому

      Kana bhala heichhi emiti railway station hele loka paana chhep freely pakei paribeni bahut loka hairan hebe 😢😢.

  • @SarojaBehera-y3s
    @SarojaBehera-y3s 6 днів тому +19

    Special thanks to the railway minister shree ashwin baishnav sir and his department.

  • @PadmanMohapatra
    @PadmanMohapatra 5 днів тому +12

    ବହୁତ ବହୁତ ଧନ୍ୟବାଦ ସ୍ନମାନୀୟ ପ୍ରଧାନ ମନ୍ତ୍ରୀ ମହୋଦୟ ଏବଂ ରେଳ ମନ୍ତ୍ରୀ ମହୋଦୟ ଙ୍କୁ ଜଗନ୍ନାଥ ମହାପ୍ରଭୁ ତୁମର ମଙ୍ଗଳ କରନ୍ତୁ

  • @sibaprasadpadhi4366
    @sibaprasadpadhi4366 3 дні тому +3

    KATAKA ବୋଲି ଇଂରାଜୀରେ ଲେଖିଥିଲେ ଭଲ ହୋଇଥାନ୍ତା, ଆଉ କେତେ ଦିନ କୁଟାକ ଲେଖିବା।

  • @chittaranjanjena4065
    @chittaranjanjena4065 5 днів тому +4

    ତିଆରି କରିବା ବଡ଼ କଥା ନୁହେଁ। ସବୁ ବ୍ଯବସ୍ଥାକୁ ସୁଚାରୁ ରୂପେ ବ୍ଯବସ୍ଥିତ କରି ରଖିପାରିଲେ ହେଲା। ନଚେତ୍ ପଇସା ବରବାଦ ହେଲା ବୋଲି ମାନିବାକୁ ପଡ଼ିବ। ଖୁବ୍ ସୁନ୍ଦର ଦେଖାଯାଉଛି। କଟକରେ ଏପରି କାମ ହେବ ଏହା ସମସ୍ତଙ୍କ କଳ୍ପନାର ବାହାରେ। କାରଣ ସୁନ୍ଦର ସୁନ୍ଦର କାମ ପାଇଁ ତ ଭୁବନେଶ୍ୱର ଅଛି। କଟକକୁ କିଏ ପଚାରେ ? କଟକର ରିଙ୍ଗ ରୋଡ଼ର ମଧ୍ଯ ଆଧୁନିକୀକରଣ କରାଯାଉ।

  • @debashisdash5186
    @debashisdash5186 5 днів тому +6

    ଅଶ୍ବିନୀ ବୈଷ୍ଣବ କଟକର ସାଂସଦ ହୋଇଥିଲେ ଭଲ ହୋଇଥାନ୍ତି.

  • @stuluachary
    @stuluachary 5 днів тому +15

    ପୃଥିବୀରେ ନଂ-1 ପ୍ରଧାନମନ୍ତ୍ରୀ ଦାମୋଦର ନରେନ୍ଦ୍ର ମୋଦୀ ସାରଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🎉🎉🎉

  • @Suresh-p9j2l
    @Suresh-p9j2l 6 днів тому +7

    Jay Jagannath Jay odisha very nice butifull

  • @santoshkumarmukhi1056
    @santoshkumarmukhi1056 6 днів тому +10

    Cuttack railway station bhala devlopment heuchi

  • @binayakumarsethi6114
    @binayakumarsethi6114 5 днів тому +5

    ଆମର ପ୍ରଧାନମନ୍ତ୍ରୀ ମହୋଦୟ ଶ୍ରୀ ନରେନ୍ଦ୍ର ମୋଦିଙ୍କ ର ଓଡିଶା ପାଇଁ ଆହୁରି ଅନେକ ଉପହାର ରହିଛି କେବଳ ତାଙ୍କୁ କିଛି ସମୟ ଆଉ ସୁଯୋଗ ଦିଅନ୍ତୁ ସେ ବହୁତ କିଛି ଓଡ଼ିଶାର ଉନ୍ନତି ପାଇଁ କରିବେ ।

  • @prakashkumarjena.babusan.n3760
    @prakashkumarjena.babusan.n3760 5 днів тому +5

    ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏❤️❤️🚩🚩🚩

  • @jadibutigyan1674
    @jadibutigyan1674 5 днів тому +10

    ମାନନୀୟ ପ୍ରଧାନମନ୍ତ୍ରୀ ଏବଂ ଅଶ୍ଵିନୀ ବୈଷ୍ଣବ ଜୀ ଙ୍କୁ ଧନ୍ୟବାଦ।
    ଡବଲ ଇଞ୍ଜିନ ସରକାର ବିଜେପି କୁ ଭୋଟ ଦେଇଥିବାରୁ ଓଡ଼ିଶାର ଜନତା କୁ ଧନ୍ୟବାଦ।
    ଜୟ ଜଗନ୍ନାଥ 🙏🙏🙏🙏

    • @himansusekhardas9749
      @himansusekhardas9749 День тому

      କଣ ଜଣେ ଲୋକକୁ ପ୍ରଶଂସା କରିଛ ?

  • @ranajitjena4668
    @ranajitjena4668 5 днів тому +5

    ସବୁ ଠିକ ଅଛି କିନ୍ତୁ ହିନ୍ଦୀ ଏବଂ ଓଡ଼ିଆ ଭାଷାରେ କଟକ ଠିକ ଲେଖା ହୋଇଥିଲା ବେଳେ ଇଂଲିଶ ଭାଷାରେ ଭୁଲ ଲେଖା ହୋଇଛି ଯାହା KATAK ଲେଖା ହୋଇଥିଲେ ଭଲ ହୋଇଥାନ୍ତା

  • @ajitkumarsahu8497
    @ajitkumarsahu8497 5 днів тому +4

    Thanks to our dynamic Rlyway minister Sir Ashwini Vaishnav Sir.
    And our beloved Visionary Prime minister Sri Narendra Modiji. Prabhu Jagannath bless them .

  • @jaydevsahoo1812
    @jaydevsahoo1812 5 днів тому +6

    ଭାରତ ସରକାରଙ୍କୁ ସାଧୁବାଦ ଜଣାଉଛି

  • @nanditamohanty6696
    @nanditamohanty6696 5 днів тому +2

    Amara bus stand bi world class hoichi..eita bi vala hoicho

  • @shaitansingh9698
    @shaitansingh9698 5 днів тому +7

    Development hau, hele bada bada gacha sabu lagajau🙏🏻
    A decoration plant ru kn miliba

    • @bijaymurmuvlogs9126
      @bijaymurmuvlogs9126 5 днів тому

      Tumo badi rebi dui tinota Bodo gochho logeidebo..... Samaste hinn ta prati sachetano heba dorkar

  • @muralidharbarla1245
    @muralidharbarla1245 5 днів тому +3

    World class station but people should be world class to keep neat and clean

  • @GaneswarRout-q3t
    @GaneswarRout-q3t 3 дні тому +1

    Bahut sundar, Dhanyawad P M

  • @ChintamaniDass
    @ChintamaniDass 4 дні тому +1

    Station is very moderately designed.The passengers should follow the rules and norms of the
    Station to keep it clean.Thank u the Honable ministerModi and Baishnabji.Jai Jagannath.

  • @surendrakumarsahu7914
    @surendrakumarsahu7914 4 дні тому +1

    ବହୁତ ସୁନ୍ଦର l

  • @bhabanidas1843
    @bhabanidas1843 5 днів тому +1

    Wow great odisha ❤❤❤❤

  • @samuelmurmu5408
    @samuelmurmu5408 4 дні тому +2

    ଯେ ପର୍ଯ୍ୟନ୍ତ ଗୁଡୁଖା ଅଛି, କିଛି ଲାଭ ନାହିଁ 😢😢

  • @bishnuprasadmishra8830
    @bishnuprasadmishra8830 5 днів тому +5

    ଆଗରେ ଗୋଟିଏ ବଡ ଘଣ୍ଟା ରହିଥିଲେ ଭଲ ହୋଇଥାନ୍ତା

  • @sarojpatna
    @sarojpatna 5 днів тому +4

    ଆପଣମାନେ ଜାଣନ୍ତି କି, କଟକ ମଧ୍ୟ ଦେଇ ହାଓଡ଼ା - ପଣ୍ଡିଚେରୀ ଏକ୍ସପ୍ରେସ (୧୨୮୬୭) ଯାତାୟାତ କରେ କିନ୍ତୁ ତାହା କଟକରେ ଅଟକେ ନାହିଁ। ଦୟାକରି ରେଳ ମନ୍ତ୍ରୀ ମହୋଦୟ ସେଥିପ୍ରତି ଦୃଷ୍ଟି ଦେବେକି?

  • @binapanimohapatra2879
    @binapanimohapatra2879 6 днів тому +4

    Good bahut badhia hoichhi ty

  • @muktikantanayak560
    @muktikantanayak560 4 дні тому +2

    Aswin bhai jehetu jane odia tenu Odisha kipari development heba se sethi pain agrahi ...Thnx to central Gov't nd modiji...

  • @hemantasahoo4867
    @hemantasahoo4867 4 дні тому +1

    Wonder full station india number 1 station

  • @menakasingh9599
    @menakasingh9599 7 годин тому

    ପ୍ରଥମେ ତିଆରି କରିବା ବଡ଼କଥା।ଏହା କୁ ଉନ୍ନତ ରଖିବା ପାଇଁ ଖାଲି ସରକାର ନୁହେଁ, ଏହାକୁ ବ୍ୟବହାର କରୁଥିବା ଯାତ୍ରୀ ତଥା ସମସ୍ତ ଙ୍କ ମନୋଭାବ ରହିବା ଉଚିତ।ସମାଲୋଚନା ଭାବ ଛାଡି ପ୍ରତି ଓଡ଼ିଆ ର ସେହି ସଦ୍ଭାବନା ରହିଲେ , ଆମ ଓଡିଶା ହିଁ ଏକ ପୃଥିବୀ ପ୍ରସିଦ୍ଧ ରାଜ୍ୟ ଭାବରେ ପରିଚିତ ହୋଇ ପାରିବ।ଧନ୍ୟବାଦ।

  • @sibasankar5395
    @sibasankar5395 3 дні тому +1

    Great development ❤❤❤

  • @pradeep.dhaldhal3815
    @pradeep.dhaldhal3815 6 днів тому +7

    Very nice

  • @Ashoksahoo-hc1ye
    @Ashoksahoo-hc1ye 16 годин тому +1

    ବହୁତ ସୁନ୍ଦର

  • @pradeepmohanty1905
    @pradeepmohanty1905 5 днів тому +2

    Aji jemiti dekhsuchhanti thik semiti 1 yr pare kte neat & clean prati dhyan dia jiba baa dia jaechhi taha dekheibe ,paribesh surakshya prati khas dhyan dele tebe world class railway station jathartha heba ,

  • @Sumitamat-k6z
    @Sumitamat-k6z 4 дні тому +1

    ❤❤❤ I love my made in Odisha

  • @DrAnshu-uz3gc
    @DrAnshu-uz3gc 3 дні тому +1

    Privious entrance was very much good barabati Durga

  • @nalinibehera2821
    @nalinibehera2821 5 днів тому +2

    Jay Jaganatha very nice ❤❤❤

  • @prasad8078
    @prasad8078 5 днів тому +3

    Don't worry people of this city will put more effort to enhance the beauty of this station by spitting pan and Gutkha stain even some valuable spare parts will be found in broken and in miserable condition.

  • @jagadishmoharana1399
    @jagadishmoharana1399 5 днів тому +2

    Many many thanks to our beloved prime minister Shri Narendra Modi ji and honourable railway minister Shri Ashwini ji for this beautiful railway station

  • @soubhagyamohanty5152
    @soubhagyamohanty5152 5 днів тому +2

    Foot over bridge is required in NH16 for moving from left to right entering in station

  • @rabisahoo7681
    @rabisahoo7681 5 днів тому +2

    Great moment for Cuttack and Odisha

  • @manasranjansi3421
    @manasranjansi3421 3 дні тому +2

    Cuttack design structure 100% good👍 ✔️ than ready design structure 🤡💩👎👎❌
    Project plan Facility ✔️ready than facility ✔️

  • @suryaprakashmishra3865
    @suryaprakashmishra3865 5 днів тому +2

    Bahut badhiya 🌹👍

  • @gourinaidu7566
    @gourinaidu7566 5 днів тому +3

    Sabu south and Mumbai train ta bbsr ru jauchi ,seithipain CTC railway station khan Khan laguchi .

  • @UpendraMuduli-t6y
    @UpendraMuduli-t6y 6 днів тому +4

    Cuttack,very.nice.ñew,Rlaya.station,grat.my.proud.ja6.jàyjaganath

  • @pritishacharya5
    @pritishacharya5 5 днів тому +2

    Thank you for your valuable information. 🙏

  • @saratchandrapradhan1299
    @saratchandrapradhan1299 5 днів тому +2

    Thanks modi babu and Aswani babu

  • @padmanavapatra7079
    @padmanavapatra7079 4 дні тому +1

    ବହୁତ ସୁନ୍ଦର 👌

  • @jagabandhugiri6980
    @jagabandhugiri6980 6 днів тому +3

    Jay Hind 🇮🇳🇮🇳🙏🙏🔥🔥🔥

  • @Mitu_a1x
    @Mitu_a1x 5 днів тому +4

    ସମସ୍ତ ଓଡ଼ିଶା ଵାସି ଙ୍କୁ ଅନୁରୋଧ ଆଗକୁ ସଫା ରଖିଵେ ବୋଲି ଆସା

  • @gajendraprasadsahu703
    @gajendraprasadsahu703 5 днів тому +1

    Adbhut..ati sundar.. manibaku padiba modinku . odisha ra lokanku bujhiba abashyak..ame aji bujhi paurchhu Modinku vote dei bahut bhala kama karichhu..Jai jagganatha 🙏🏿🙏🏿🙏🏿🙏🏿 Prabhu 🙏🏻🙏🏻🙏🏻

  • @ashokkumardas2181
    @ashokkumardas2181 5 днів тому +2

    Geting knowledge. Very nice.

  • @PS-sb6rh
    @PS-sb6rh 4 дні тому +1

    Awesome development

  • @jayashreedas9352
    @jayashreedas9352 4 дні тому +1

    Bhal heichi

  • @suryakumarpanda9402
    @suryakumarpanda9402 4 дні тому +1

    This is trailer...........thanks Prime Minister

  • @prakashrao3341
    @prakashrao3341 5 днів тому +2

    Excellent excellent

  • @pratapmahanta3858
    @pratapmahanta3858 5 днів тому +1

    Wow very very nice 👍👍👍

  • @aimimboss4540
    @aimimboss4540 4 дні тому +1

    Sabu Naveen sir ra kamal

  • @bhaskarpadhi1916
    @bhaskarpadhi1916 5 днів тому +1

    Very good looking.

  • @shaikhmohammadmustakim5051
    @shaikhmohammadmustakim5051 4 дні тому +1

    Very good...

  • @iamlegend8124
    @iamlegend8124 4 дні тому +2

    Foot over bridge nahi NH16 RE

  • @debendrarout389
    @debendrarout389 5 днів тому +1

    Very good narration. Thank you.

  • @debasissahu2637
    @debasissahu2637 5 днів тому +4

    ଖାଲି ରେଳ ଷ୍ଟେସନ କୁ ଆଧୁନିକ କରି ଦେଲେ ହବନି। ଲୋକମାନେ ଯେଉଁ ରେଳ ରେ ଯାତ୍ରା କରୁଛନ୍ତି ତାର toilet ଏତେ ଅପରିଷ୍କାର ଯେ ଦୂର୍ଗନ୍ଧରେ ନାକ ଫାଟିଯିବ। ମନ୍ତ୍ରୀ ରେଳ ଗୁଡ଼ିକୁ କେବେ ପରିଷ୍କାର କରିବାର ବନ୍ଦୋବସ୍ତ କରିବେ। ଆଜିକାଲି ରେଳ ଦୁର୍ଘଟଣା ପ୍ରାୟ ସବୁବେଳେ ହେଉଛି। ତା ପାଇଁ କଛି କରିବାର ନାହିଁ। ଖାଲି କବଚ କଥା କହୁଛନ୍ତି କିନ୍ତୁ କିଛି କାମର ନୁହଁ। ଯାହାର ନିଜ ଲୋକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛି ସେ ତା କଷ୍ଟ ଜାଣିଛି

  • @gopikantaprusty6954
    @gopikantaprusty6954 5 днів тому +1

    Bahut bhala heichi Railway Station
    Jadi ama loka chanhibe a station ku safa rakhibe na hele jaha haba katha haba

  • @aksbs11
    @aksbs11 3 дні тому +1

    Jai jaganath

  • @dharanidharmishra3539
    @dharanidharmishra3539 2 дні тому

    Appnaku Dhanya bad sri aswin baisnab sir

  • @mfm3540
    @mfm3540 4 дні тому +1

    Maintain kale Hela.... Au pan chepa re ranga hebata jemiti na hau...
    Charges bhi ebe chakachak rahiba..

  • @chaitanyacharansenapati542
    @chaitanyacharansenapati542 4 дні тому +1

    Somuch Thanks

  • @kumarashis8504
    @kumarashis8504 4 дні тому +3

    Bus stand better haichi😂 aa too

  • @vlogdisbilitybapunu
    @vlogdisbilitybapunu 19 годин тому

    Ld ଭଲ ହୋଇଛି. କିନ୍ତୁ ଯେତେ ଟଙ୍କା ଖର୍ଚ୍ଚ କଲେ କଣ ହବ. ଯଦି ସବୁବେଳେ ସଫା ନ ରହିବ ତାହେଲେ new ଷ୍ଟେସନ ହୋଇକି ଲାଭ କିଛି ହେବ ନାହିଁ.
    ସବୁବେଳେ ପାଇଖାନା ଘର ଆଉ ମୂତ୍ରାଶୟ ପାଇଁ ପ୍ରସ୍ତୁତି ହୋଇଥିବା ଯଦି ସବୁବେଳେ ସଫା ନ ରୁହେ. ତାହେଲେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲାଭ କିଛି ରହିବ ନାହିଁ.
    ଯଦି ସଫା କରିବା ପାଇଁ ନିଯୁକ୍ତି ହୋଇ ଥିବେ ତାହେଲେ ସବୁବେଳେ ସଫା ରହିବ.
    ନ ହେଲେ ଆଳୁ, ନୂଆ ହବା ଯାହା ନ ହବା ତାହା.

  • @laxmanbhai8760
    @laxmanbhai8760 5 днів тому +2

    Very nice video

  • @birendrasahu3747
    @birendrasahu3747 5 днів тому +1

    Bhala lagila

  • @anantakumarsahoo5237
    @anantakumarsahoo5237 5 днів тому +1

    Very nice❤❤❤

  • @subash.mohanty09
    @subash.mohanty09 4 дні тому +1

    Excellent

  • @gudduodisha3785
    @gudduodisha3785 4 дні тому +1

    Bhala hei chi bhai

  • @kntechnicalsupport6776
    @kntechnicalsupport6776 5 днів тому +1

    ଏହିପଟ ମୁଖ୍ୟ ଦ୍ଵାର ହୋଇଥିଲେ ଆଉ ଉଚ୍ଚ ହୋଇଥିଲେ ଭଲ ହୋଇଥାନ୍ତା

  • @subodhnayak1657
    @subodhnayak1657 5 днів тому +1

    DS World please prepare a video today inauguration 3 railway projects at Mayurbhanj Dist by Mahamohim President.

  • @sandeepkumarkhuntia8839
    @sandeepkumarkhuntia8839 5 днів тому +1

    ପାନ ଆଉ ଗୁଟଖା ଥୁକ ର କଣ ହେବ ?

  • @lenka3060
    @lenka3060 4 дні тому +1

    Modi hai toh mumkin hai

  • @shaitansingh9698
    @shaitansingh9698 5 днів тому +3

    Congress jogu ama Desha ete pachua rahijaithila😢

  • @iftekharalli2977
    @iftekharalli2977 4 години тому

    Thanks Naveen pattnaik sir.

  • @ShrikantTripathy
    @ShrikantTripathy 5 днів тому +1

    First every new changes looks good in vedio but in future due to conservative mentality of railway passengers, vendors,local touters & negligence of railway in maintenance work or routine inspection work every new good looks turned out worst look as it is common in India.

  • @SalilMohapatra
    @SalilMohapatra 5 днів тому +3

    Cuttack..To.BangaLur..ku....Trean....chaLa ntu...

  • @dharanidharmishra3539
    @dharanidharmishra3539 2 дні тому +1

    Daya Kari mu aama odisasarka anurodh karuchi sir bhubeneswar,cuttack bustraminal bhala hayichi , railway station bhala hayichi kintu taku appna manay kebala jiye pana chepa gutuka chepa pakauchi taku 2000hajar tanka fine pakantu cctv chapa chapa lagantu

  • @Umeshsethy5959
    @Umeshsethy5959 4 дні тому +1

    Jay Modi Sir 🙏🙏🙏🙏🙏🙏🙏

  • @parthapattnayak00469
    @parthapattnayak00469 3 дні тому +1

    Pls Bhai ticket 🎫 kemiti auu kouthi booking karibu auu turant jiba pai kemiti knn ticket book karibu auu price knn Rahi ba ta upare tike gote video banantu pls pls pls pls bhai

  • @Rmelkar-o9e
    @Rmelkar-o9e 4 дні тому +1

    Isme world class kya hai ? Charo taraf diwal or upar teen shed .

  • @shaitansingh9698
    @shaitansingh9698 5 днів тому +2

    Vimal, gutkha sabu ban karajau😢😢🙏🏻

  • @subratkumar2253
    @subratkumar2253 3 дні тому +1

    Kapilasha stn vi nh ku lagichi nrg stn vi nh ku lagichi

  • @subhalaxmipradhan7084
    @subhalaxmipradhan7084 6 днів тому +1

    Bhitaruku food court jibaku platform ticket darkar ki?

  • @aes631
    @aes631 3 дні тому

    South ku train Bhubaneswar jaga re Cuttack ru start karajau, Bangalore Visakhapatnam Hyderabad train sabu Cuttack ru arambha hau

  • @GolakBihariSahoo-o9f
    @GolakBihariSahoo-o9f 5 днів тому +1

    👍

  • @KishorSwain-v2l
    @KishorSwain-v2l 4 дні тому +1

    Good

  • @bijesh8627
    @bijesh8627 4 дні тому +1

    Thanks bjp and pm, railway minister

  • @rajatkumaragasti9186
    @rajatkumaragasti9186 4 дні тому +1

    Western Odisha re gotia bi nahi so sad 😭😭😭

    • @Dsworld_odisha
      @Dsworld_odisha  3 дні тому +1

      Kama chaluchhi....

    • @tanupamash9189
      @tanupamash9189 2 дні тому

      Western Odisha re bahut kam loka achanti. Govt ra sabu project re kichi revenue ki tax besi collection heuni. Bahut loss heuchi

    • @rajatkumaragasti9186
      @rajatkumaragasti9186 День тому

      @tanupamash9189 75%revenu jaichi western Odisha ru firbi patar antar karajauchi,

    • @tanupamash9189
      @tanupamash9189 День тому

      @@rajatkumaragasti9186 Mu south western Odisha re rahuchi. Ethi jete park , dam, temple jaha bi tourist places rahichi loka bahut kam asuchanti. Besi income heuni kahar bi. Laxmi Bus ki other re bi totally loka heu nahanti. Traffic jam bi besi heuni. Kintu coastal Odisha tharu ethi bahut bhala road achi.

  • @AmitPandey-ny5yg
    @AmitPandey-ny5yg 5 днів тому +1

    Paid Car parking is side hai?
    And start hui hai ya nahi?

  • @bulumuni-e2p
    @bulumuni-e2p 4 дні тому +1

    Love you modi ji 👌🙏❤️🇮🇳

  • @shaitansingh9698
    @shaitansingh9698 5 днів тому +2

    Har ghar BJP ♥️