Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ମାନ୍ୟବର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସାର୍,ଅନ୍ୟ ମନ୍ତ୍ରିଗଣ ଏବଂ ସମସ୍ତ ବିଜେପି ଆଉ ସ୍ଵାଧୀନ ବିଧାୟକ ମାନଙ୍କୁ ଅନୁରୋଧ, କାଲୀ ପ୍ରଥମ ପ୍ରସଙ୍ଗ ପ୍ରଥମେ ଏହା ଉପରେ କରିବାକୁ ଅନୁରୋଧ, ପୂର୍ବ ମୁଖ୍ୟମନ୍ତ୍ରୀ ଙ୍କ ସମୟରେ ହେଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ 5t ପ୍ରକଳ୍ପ ର କାମ. ଯାହାକି ଏଥିରେ କୌଣସି କାଗଜପର୍ତ ଠିକ ନାହିଁ ତଥାପି କାମ ହେଇଛି, ବଡ଼ କଥା ହେଲା ଏଥିରେ ପୂରା ଡେମେଜ୍ କାମ ହେଇଛି ଯାହା ପୁରୁଣା ରଡ୍, ଭଙ୍ଗା ଇଟା, ଡେମେଜ୍ ଚିପ୍ସ ରେ ତିଆରି ହେଇଛି, ସେ ସବୁ କୁ ଯାଞ୍ଚ୍ କରିବାକୁ କ୍ୱାଲିଟି ପ୍ରଶାସନ ଙ୍କୁ ଦାୟିତ୍ଵ ଦିଅନ୍ତୁ, ଜଉ ଠିକାଦାର ଏଥିରେ ଫୋର୍ଜି କାମ କରିଥିବ ତାଙ୍କପ୍ରତି ତୁରନ୍ତ ଆକ୍ସନ ନେବାକୁ ଅନୁରୋଧ. ପ୍ରତି ପଞ୍ଚାୟତ ରେ ଜଉ ମଣ୍ଡପ, ମନ୍ଦିର ଏବଂ ବାତ୍ୟସ୍ତଳି ହେଇଛି ପ୍ରକୁତ ଜାଗାରେ ହେଇନି ଜଉଜାଗାରେ ହେବାକଥା ସେମାନେ ସେଥି ନକରି ନିଜ ନିଜ ଘରପାଖରେ କରିଛନ୍ତି ଯାହାକି ଲୋକୋମାନେ ସୁବିଧା ପାଇବାରୁ ବଞ୍ଚିତ ହେବେ. ଏହା ପ୍ରତି ତୁରନ୍ତ ଆକ୍ସନ ନିଅନ୍ତୁ.:ଦିତୀୟ ପ୍ରସଙ୍ଗ: ବେଶୀ କରି ଯାଜପୁର ରେ ବାଲିଘାଟ ଏବଂ ଭେଣ୍ଡିଆ ମାନେ ଫର୍ଯି ରେ ପାଉଥିବା ଭତା ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ସରକାର ନିଅନ୍ତୁ, ବାଲିଘାଟ ରେ ଏମିତି ଡ୍ରୋଜୋର ରେ ଖଳିକି ବାଲି ନେଇଛନ୍ତି ଯେ ଲୋକୋମାନେ ନଇ କୁ ଯାଉନାହାନ୍ତି ଏମିତି ରେ କେତେ କେତେ ଲୋକ ବୁଡିକି ମରିଛନ୍ତି ତାହା ପୁଣୀ ଖରାଦିନରେ ଭଲ ଭଲ ଅଫିସର ମାନେ ଥରେ ଆଶିକି ସବୁ ବାଲିଘାଟ ବୁଲିକି ଦେଖନ୍ତୁ କେମିତି ଅବସ୍ଥା ହେଇଛି, ତାଙ୍କୁ ଯେତିକି ଜାଗା ମିଳିଥିଲା ବାଲି ଉଠେଇବାକୁ ହେଲେ ସେମାନେ ତାଙ୍କ ମନଇଚ୍ଛା ଡ୍ରୋଜର ରେ ଖଳି କି ବାଲି ନେଇଯାଇଛନ୍ତି, ଆଉ ଭେଣ୍ଡିଆ ଭୋତା କଥା କଣ କହିବି ସେଟା ପୋଷା ଗୁଣ୍ଡା ଙ୍କୁ ଦିଆଯାଉଥିଲା. ଏହି ସବୁ କାମରେ ସବୁ department ର ପ୍ରଶାସନ ସାମିଲ ଅଛନ୍ତି. ଆଶା କରୁଛୁ ସରକାର ଏହା ପ୍ରତି ତୁରନ୍ତ ଆକ୍ସନ ନେବା ଉଚିତ୍ ଆଉ ଏଥିରେ ସମ୍ପୂତ ଥିବା ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ. ..............ଜୟ ଜଗନ୍ନାଥ.......
Handicap manaku ₹3500 diantu please jahara goda hata nahi samank pilamanaku gote job diantu please reply
Naveen lutera kuade gala 😂.khali ghare souchi odisha vasijau
ମାନ୍ୟବର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସାର୍,ଅନ୍ୟ ମନ୍ତ୍ରିଗଣ ଏବଂ ସମସ୍ତ ବିଜେପି ଆଉ ସ୍ଵାଧୀନ ବିଧାୟକ ମାନଙ୍କୁ ଅନୁରୋଧ, କାଲୀ ପ୍ରଥମ ପ୍ରସଙ୍ଗ ପ୍ରଥମେ ଏହା ଉପରେ କରିବାକୁ ଅନୁରୋଧ, ପୂର୍ବ ମୁଖ୍ୟମନ୍ତ୍ରୀ ଙ୍କ ସମୟରେ ହେଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ 5t ପ୍ରକଳ୍ପ ର କାମ. ଯାହାକି ଏଥିରେ କୌଣସି କାଗଜପର୍ତ ଠିକ ନାହିଁ ତଥାପି କାମ ହେଇଛି, ବଡ଼ କଥା ହେଲା ଏଥିରେ ପୂରା ଡେମେଜ୍ କାମ ହେଇଛି ଯାହା ପୁରୁଣା ରଡ୍, ଭଙ୍ଗା ଇଟା, ଡେମେଜ୍ ଚିପ୍ସ ରେ ତିଆରି ହେଇଛି, ସେ ସବୁ କୁ ଯାଞ୍ଚ୍ କରିବାକୁ କ୍ୱାଲିଟି ପ୍ରଶାସନ ଙ୍କୁ ଦାୟିତ୍ଵ ଦିଅନ୍ତୁ, ଜଉ ଠିକାଦାର ଏଥିରେ ଫୋର୍ଜି କାମ କରିଥିବ ତାଙ୍କପ୍ରତି ତୁରନ୍ତ ଆକ୍ସନ ନେବାକୁ ଅନୁରୋଧ. ପ୍ରତି ପଞ୍ଚାୟତ ରେ ଜଉ ମଣ୍ଡପ, ମନ୍ଦିର ଏବଂ ବାତ୍ୟସ୍ତଳି ହେଇଛି ପ୍ରକୁତ ଜାଗାରେ ହେଇନି ଜଉଜାଗାରେ ହେବାକଥା ସେମାନେ ସେଥି ନକରି ନିଜ ନିଜ ଘରପାଖରେ କରିଛନ୍ତି ଯାହାକି ଲୋକୋମାନେ ସୁବିଧା ପାଇବାରୁ ବଞ୍ଚିତ ହେବେ. ଏହା ପ୍ରତି ତୁରନ୍ତ ଆକ୍ସନ ନିଅନ୍ତୁ.
:ଦିତୀୟ ପ୍ରସଙ୍ଗ: ବେଶୀ କରି ଯାଜପୁର ରେ ବାଲିଘାଟ ଏବଂ ଭେଣ୍ଡିଆ ମାନେ ଫର୍ଯି ରେ ପାଉଥିବା ଭତା ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ସରକାର ନିଅନ୍ତୁ, ବାଲିଘାଟ ରେ ଏମିତି ଡ୍ରୋଜୋର ରେ ଖଳିକି ବାଲି ନେଇଛନ୍ତି ଯେ ଲୋକୋମାନେ ନଇ କୁ ଯାଉନାହାନ୍ତି ଏମିତି ରେ କେତେ କେତେ ଲୋକ ବୁଡିକି ମରିଛନ୍ତି ତାହା ପୁଣୀ ଖରାଦିନରେ ଭଲ ଭଲ ଅଫିସର ମାନେ ଥରେ ଆଶିକି ସବୁ ବାଲିଘାଟ ବୁଲିକି ଦେଖନ୍ତୁ କେମିତି ଅବସ୍ଥା ହେଇଛି, ତାଙ୍କୁ ଯେତିକି ଜାଗା ମିଳିଥିଲା ବାଲି ଉଠେଇବାକୁ ହେଲେ ସେମାନେ ତାଙ୍କ ମନଇଚ୍ଛା ଡ୍ରୋଜର ରେ ଖଳି କି ବାଲି ନେଇଯାଇଛନ୍ତି, ଆଉ ଭେଣ୍ଡିଆ ଭୋତା କଥା କଣ କହିବି ସେଟା ପୋଷା ଗୁଣ୍ଡା ଙ୍କୁ ଦିଆଯାଉଥିଲା. ଏହି ସବୁ କାମରେ ସବୁ department ର ପ୍ରଶାସନ ସାମିଲ ଅଛନ୍ତି. ଆଶା କରୁଛୁ ସରକାର ଏହା ପ୍ରତି ତୁରନ୍ତ ଆକ୍ସନ ନେବା ଉଚିତ୍ ଆଉ ଏଥିରେ ସମ୍ପୂତ ଥିବା ଦୋଷୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ.
..............ଜୟ ଜଗନ୍ନାଥ.......
Handicap manaku ₹3500 diantu please jahara goda hata nahi samank pilamanaku gote job diantu please reply
Naveen lutera kuade gala 😂.khali ghare souchi odisha vasijau