BJP LS candidate Aparajita Sarangi takes a dig on CM Naveen on his remark on Lingaraj project

Поділитися
Вставка
  • Опубліковано 22 тра 2024
  • #ସ୍କ୍ରିପ୍ଟ_ପଢିବା_ଠିକ୍_ନୁହେଁ
    ସାମ୍ବାଦିକ ସମ୍ମିଳନୀ କରି ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱରର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ....ଶୁଣନ୍ତୁ କ'ଣ କହୁଛନ୍ତି ସେ...
    #AparajitaSarangi #Bhubaneshwar #Election2024 #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 197

  • @Merry-24
    @Merry-24 27 днів тому +7

    ଆତ୍ମ ଗର୍ବ ରେ ଭାସି ବୁଲୁଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ.... ଭୁବନେଶ୍ଵର କୁ ବିହାର ରେ ପରିଣତ କରିବାକୁ ଚାହୁଁଛହ୍ନ୍ତି। ପଇସା ଅଛି। ନିଜ ଫଟୋ ଦେଖାଇବା ଭଲ ନାମ କମାଉ ଛନ୍ତି। ଯେଉଁ ଥାକୁ ଯାଉଛନ୍ତି ସାଙ୍ଗରେ ଦଶ ଟି କ୍ୟାମେରା ଧରି ଯାଉଛନ୍ତି। ନିଜ ଫଟୋ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରିବା ରେ ବ…

  • @Deepali2024
    @Deepali2024 27 днів тому +7

    ଅପରାଜିତା ମାଡାମ କେବଳ ନିର୍ବାଚନ ସମୟରେ ବାହାରି ଲୋକଙ୍କ ପାଖକୁ ପ୍ରଚାର କରିବୁ ଯାନ୍ତି ଲୋକଙ୍କ ଦରକାର ସମୟରେ ରେ ତାଙ୍କ ଦେଖା ମିଳେନି l

  • @Trupti-Animal
    @Trupti-Animal 27 днів тому +7

    ଭୁବନେଶ୍ୱର ଜନତା କେବେବି ଏହି ଭଳି ବିଜେପି ନେତା ଙ୍କୁ ଭରଷା କରିବେ ନାହିଁ।

  • @user-gs4zd2ww7w
    @user-gs4zd2ww7w 27 днів тому +7

    ନିର୍ବାଚନରେ ବିଜୟଲାଭ କଲାପରେ ଅପରାଜିତା ମାଡ଼ାମ ଙ୍କ ଦେଖାନଥିଲା ଏବେ ନିର୍ବାଚନ ପାଖେଇଲା ବୋଲି ଲୋକଙ୍କ ପାଖକୁ ସଂଗଠନ ତିଆରି କରିବାପାଇଁ ଯାଉଛନ୍ତି ହେଲେ ଲୋକେ ଉଚିତଜବାବ ଦେଉଛନ୍ତି ।

  • @SoliSethi-mq4tu
    @SoliSethi-mq4tu 27 днів тому +5

    ଓଡିଶା ରେ ବିଜେପି ଦଳ ଓ ତାଙ୍କ ନେତା ମାନଙ୍କ ଏହିଭଳି ହୀନ କାମ ପାଇଁ ଅପରାଜିତା ମାଡାମ ଙ୍କ ଦୟନୀୟ ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି!

  • @user-rp9dz1mw7c
    @user-rp9dz1mw7c 27 днів тому +2

    ସବୁ ରାଜ୍ୟର ରାଜଧାନୀ ରେ ରିଙ୍ଗ ରୋଡ଼ ହେଲା ଭୁବନେଶ୍ୱର ରେ କଣ ପାଇଁ ଆପଣ କରିପାରିଲେ ନାହିଁ |ବାଙ୍ଗାଲୋର, ଭୋପାଲ ଚାରିଆଡେ ହୋଇପାରିଲା ଅଥଚ ଆପଣ କରିପାରିଲେ ନାହିଁ ସାଂସଦ ପାଣ୍ଠିରେ ଲଜ୍ୟା ଲାଗୁ ନାହିଁ |

  • @SoliSethi-mq4tu
    @SoliSethi-mq4tu 27 днів тому +5

    ଭୁବନେଶ୍ୱର ର ବିକାଶ ପାଇଁ ମାଡ଼ାମ ଅପରାଜିତା ଙ୍କ ଅବଦାନ କେତେ ରହିଛି ତାହା ଓଡିଶା ବାସୀ ଜାଣିଛନ୍ତି l

  • @user-wg7ql5bg5x
    @user-wg7ql5bg5x 27 днів тому +4

    ଭୁବନେଶ୍ୱର ର ବିକାଶ ପାଇଁ ମାଡ଼ାମ ଅପରାଜିତା ଙ୍କ ଅବଦାନ କେତେ ରହିଛି ତାହାର ପ୍ରତିକ୍ରିୟା ଦଳୀୟ ନେତା କର୍ମୀ ଦେଇ ସାରିଲେଣି ଆଉ ଦେଉଛନ୍ତି ମଧ୍ୟ ।

  • @user-rp9dz1mw7c
    @user-rp9dz1mw7c 27 днів тому +1

    ଆମ ନବୀନ ବାବୁ ଜୁନ ନଅ ତାରିଖରେଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପଣ ଙ୍କୁ ନିମନ୍ତ୍ରଣ ରହିଲା ଆପଣ ନିଶ୍ଚୟ ଆସିବେ ମିଛେଇ ମାଡାମ |

  • @bishnupriyadash2437
    @bishnupriyadash2437 27 днів тому +19

    Best IAS best BMC Commissioner best education department best MP all Odisha favourite only one Aparajita Sarangi vote for aparajita madam

  • @JhilliraniPatra-wl9im
    @JhilliraniPatra-wl9im 27 днів тому +1

    ବିଜୁ ଜନତା ଦଳ ସବୁବେଳେ ଲୋକ ଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛି ଆଗକୁ ମଧ୍ୟ କରିବ ବିଜେପି ରାଜ୍ୟ ସାକାରଙ୍କୁ ଯେତେ ବଦନାମ କରିଲେ କିଛି ଫରକ ପଡିବ ନାହିଁ l

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 27 днів тому +1

    ସବୁବେଳେ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନିଷ୍ଟ ଚିନ୍ତା କରନ୍ତି ଅପରାଜିତା ଷଡ଼ଙ୍ଗୀ। ସେଥିପାଇଁ ମହାପ୍ରଭୁ ଲିଙ୍ଗରାଜ ଙ୍କ ପରିକ୍ରମା ପ୍ରକଳ୍ପ କୁ ବନ୍ଦ କରିବା ପାଇଁ ଦିଲ୍ଲୀରେ ଯାଇ ଷଡ଼ଯନ୍ତ୍ର କରୁଥିଲେ।

  • @sukantakumarpadhihari7550
    @sukantakumarpadhihari7550 27 днів тому +12

    ଆଗକୁ ବଢନ୍ତୁ। ଆଉ ଥରେ Aparajita

  • @cksportsnews1748
    @cksportsnews1748 27 днів тому +11

    ବିଜେଡି ଵାଲା କିଛି ପ୍ରମାଣ ଦିଅନ୍ତିନି, ଖାଲି ମିଛ ପ୍ରଚାର କରନ୍ତି, ଆଉ କିଛି ଗେଣ୍ଡା ଭକ୍ତ ଆଖି ବୁଝି ତାଙ୍କ କଥାକୁ ଘୋଷି ହୁଅନ୍ତି 😄😄

  • @AshokBiswal910
    @AshokBiswal910 27 днів тому +7

    ଓଡିଶା ରେ ବିଜେପି ଦଳ ଓ ତାଙ୍କ ନେତା ମାନଙ୍କ ଏହିଭଳି ଦୟନୀୟ ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି!

  • @user-pv9yi1td6h
    @user-pv9yi1td6h 27 днів тому +8

    ଅପରାଜିତା ମାଡାମ ଭୁବନେଶ୍ୱର ରେ କିଛି ଭି ବିକାଶ କରିନାହାନ୍ତି ଓ ଆସୁଥିବା ନିର୍ବାଚନ ରେ ସିଏ ହାରିବେ l

  • @SoliSethi-mq4tu
    @SoliSethi-mq4tu 27 днів тому +3

    ଆଗାମୀ ନିର୍ବାଚନ ରେ ବିଜେପି ଦଳ କୁ ଓଡ଼ିଶାବାସୀ ଇତ୍ୟାକ୍ଷାନ କରିବେ ।

  • @user-el5gg8tg
    @user-el5gg8tg 27 днів тому +7

    ଅପରାଜିତା ମାଡାମ ଆପଣ ଯେଉଁଠି ନିର୍ବାଚନ ଲଢ଼ୁଛନ୍ତି ସେଠାରେ ଆପଣ ଙ୍କ ଅବଦାନ କେତେ ସେ ବିଷୟରେ ଲୋକ ଜାଣିବାକୁ ଚାହୁଁଛନ୍ତି l

  • @AshokBiswal910
    @AshokBiswal910 27 днів тому +6

    ଓଡିଶା ବିଜେପି ର ଗୁଣ୍ଡା ରାଜ ସବୁବେଳେ ଓଡିଶା ବାସୀ ଦେଖିଆସୁଛନ୍ତି । ଆସନ୍ତା ନିର୍ବାଚନ ରେ ସଠିକି ଜବାବ ଦେବେ ଓଡିଶା ବାସୀ ।

  • @sarojmahanta6491
    @sarojmahanta6491 27 днів тому +4

    Ma'am apana hi ama mananka CM heba jogya.
    Highly educated, best IAS , commissioner of Bhubaneswar.
    Good governance ame odia loke deserve karu 🙏
    Vote for Aparajita
    Vote for BJP.🙏

  • @somuskofficial2084
    @somuskofficial2084 27 днів тому +14

    ଆଉ ଥରେ ଅପରାଜିତା

  • @Chisimu
    @Chisimu 27 днів тому +4

    Madam nku mu respect kore ...its my own opinion ❤

  • @MaheshWorld20
    @MaheshWorld20 27 днів тому +7

    ଆଉ ଥରେ ଅପରାଜିତା ❤❤❤❤❤

  • @Purna-GaonTOKA
    @Purna-GaonTOKA 27 днів тому +8

    ଅପରାଜିତା ଷଡ଼ଙ୍ଗୀ ଓଡ଼ିଶା ବାସୀଙ୍କୁ ଯେତେ ଭ୍ରମିତ କରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସଫଳ ହେବେ ନାହିଁ। ଓଡ଼ିଶା ବାସୀଙ୍କ ଭଲପାଇବା, ବିଶ୍ଵାସ ଲୋକସଭା ପାର୍ଥି ମନ୍ମଥ ରାଉତରାୟ ଙ୍କ ସହିତ ଅଛି ଆଉ ତାର ପ୍ରତିଫଳନ ୨୦୨୪ରେ ସବୁ ବିରୋଧୀ ଦଳ ଦେଖିବାକୁ ପାଇବେ।

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ବିଜୁ ଜନତା ଦଳର ପ୍ରାର୍ଥୀ ଆମ ମନ୍ମଥ ଭାଇ ହିଁ ବିଜୟୀ ହେବେ |

  • @sarbanipanda6962
    @sarbanipanda6962 27 днів тому +2

    Mr. Pandian whatever prompted our Honorable CM stated..... Don't worry didi be happy 👍💐🙏

  • @pintusahoo-informative
    @pintusahoo-informative 27 днів тому +8

    One and only... Aparajita

  • @user-rp9dz1mw7c
    @user-rp9dz1mw7c 27 днів тому

    ମାଡାମ ଆପଣଙ୍କ ପରି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମିଛ କୁହନ୍ତି ନାହିଁ |ସେ ଜଣେ ସ୍ୱଚ୍ଛ ଏବଂ ସତ୍ୟବାଦୀ ତା ନହୋଇଥିଲେ ଓଡ଼ିଶାବାସୀ ତାଙ୍କ ଉପରେ ଦୀର୍ଘ ବର୍ଷ ଧରି ଆସ୍ଥା ପ୍ରକଟ କରି ନ ଥାନ୍ତେ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 27 днів тому

    ଭୁବନେଶ୍ୱର ବାସୀ ସବୁ ଜାଣିଛନ୍ତି ଯେ ବିଜେପି ଦଳ ନେତ୍ରୀ ଅପରାଜିତା ମାଡ଼ାମ ଖାଲି ବଡ଼ ବଡ଼ ଭାଷଣ ମାରିବା ଛଡ଼ା ଆଉ କିଛି ଜାଣି ନାହିଁନ୍ତି l

  • @rakeshpatra5431
    @rakeshpatra5431 26 днів тому

    ଅପରାଜିତା ମେଡାମ୍ ଯେତେ ମିଛ ବାହାସ୍ପଟ ବିଭ୍ରାନ୍ତିକର ଭାଷଣବାଜି କଲେ ମଧ୍ୟ ଓଡ଼ିଶାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସ୍ବଚ୍ଛ ନିର୍ମଳ ଶାସନ କୁ ହିଁ ସର୍ବଦା ପ୍ରାଧାନ୍ୟ ଦେଇଛନ୍ତି l

  • @user-rp9dz1mw7c
    @user-rp9dz1mw7c 27 днів тому

    ଭୁବନେଶ୍ୱର ବାସୀଙ୍କ ପାଇଁ ଆପଣ କିଛି ନ କରି ରିପୋର୍ଟ କାର୍ଡ ଦେଖାଇଲେ କଣ ଲୋକେ ବିଶ୍ୱାସ କରିଯିବେ |ବିଜେପି ନେତାଙ୍କ ପରି ସାଧାରଣ ଜନତା କଣ ଅନ୍ଧ ହୋଇଯାଇଛନ୍ତି |

  • @sambalpurireviews9126
    @sambalpurireviews9126 27 днів тому +1

    mam u a gr8 person , gr8 leader

  • @swarnalataMohanty-jj1of
    @swarnalataMohanty-jj1of 26 днів тому

    ଓଡ଼ିଶା ବାସୀ ବିକାଶ ସହିତ ଅଛନ୍ତି, ବିକାଶ ପୁରୁଷ ନବୀନ ବାବୁ ନିଶ୍ଚିତ ଭାବରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ , ଏଥିରେ ଆଦୌ ସନ୍ଦେହ ନାହିଁ l

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ଯଦି ଅପରାଜିତା ଷଡ଼ଙ୍ଗୀ ଓଡ଼ିଶାକୁ ଭଲ ପାଉଥାନ୍ତେ ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ କୁ ବନ୍ଦ କରିବା ପାଇଁଁ ପୁରୀରେ ପ୍ରତିବାଦ କାହିଁକି କରୁଥିଲେ !

  • @rakeshpatra5431
    @rakeshpatra5431 26 днів тому

    ମାଡାମ ଙ୍କ ନୀତି ଏବଂ ଆଦର୍ସ ତାହା କାହାକୁ ବି ଅଛପା ନାହିଁ। ବିଜେପିର ନେତା ମାନେ କେବଳ ନିଜର ସ୍ୱାର୍ଥକୁ ପ୍ରାଥମିକତା ଦିଅନ୍ତି।

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ଓଡ଼ିଶା ବିରୋଧୀ ବିଜେପି ଦଳ କେବଳ ବଡ଼ ବଡ଼ ଭାଷଣ ମାରିବା ଜାଣିଛି କିନ୍ତୁ ରାଜ୍ୟ ବାସୀଙ୍କ ବିକାଶ ପାଇଁ କୌଣସି କାର୍ଯ୍ୟ କରନ୍ତି ନାହିଁ। କେବଳ ଆତଙ୍କବାଦୀ କାର୍ଯ୍ୟ କଳାପ ଆରମ୍ଭ କରିଛନ୍ତି।

  • @ranjankumarmohanta2003
    @ranjankumarmohanta2003 27 днів тому

    ଆପଣ CM ହେଲେ ହିଁ ଓଡ଼ିଶାର ବିକାଶ ହେବ ...

  • @subratpatra7822
    @subratpatra7822 27 днів тому +1

    Aou Thare Aparajita jay shree Ram

  • @susantkumarjena2566
    @susantkumarjena2566 27 днів тому +4

    Ready to defit 2024

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ବିଜେପି ର ପ୍ରତିଶୃତି କେବଳ ନିର୍ବାଚନ ସମୟରେ. ନିର୍ବାଚନ ସରିଲେ ସରିଲା. ଆଉ ପ୍ରତିଶୃତି କିଏ ପଚାରେ l

  • @ramnarayanmohanty1597
    @ramnarayanmohanty1597 27 днів тому +1

    Bhubaneswar ru omanat haribe Aparajita madam 100 ru 100

  • @user-rp9dz1mw7c
    @user-rp9dz1mw7c 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଯଦି ମିଛ କହୁଛନ୍ତି ତାହେଲେ ଲିଙ୍ଗରାଜ ମନ୍ଦିର ର ସେବାୟତ ମାନେ ଆପଣ ଙ୍କୁ ବିରୋଧ କଣ ପାଇଁ କରୁଥିଲେ |ତାର ଉତ୍ତର ଦେଇପାରିବେ କି ?

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ଭୂବନେଶ୍ୱର ବାସୀ ତୁମକୁ ସଠିକ ଜବାବ ଦେବେ , ବୁଝିଲ ମାମ୍ ।

  • @user-rp9dz1mw7c
    @user-rp9dz1mw7c 27 днів тому

    ବିଜେପି ର ପ୍ରତିଶୃତି ପାଣି ଫୋଟକା ଭଳି | ବିଜେପି ର ମୁଖିଆ ମୋଦୀ 2014 ନିର୍ବାଚନ ରେ କହିଥିଲେ ବର୍ଷକୁ 2 କୋଟି ନିଯୁକ୍ତି ଦେବେ, କଳାଧନ ଭାରତ କୁ ଫେରିବ ଏବଂ ପ୍ରତେକ ଭାରତ ବାସୀଙ୍କ ଏକାଉଣ୍ଟ କୁ 15 ଲକ୍ଷ ଟଙ୍କା ଆସିବ ଏମିତି ବହୁତ ମିଛ ପ୍ରତିଶୃତି ଦେଇ ଲୋକଙ୍କୁ ଠକିବାର ନଜିର ରହିଛି |

  • @rakeshpatra5431
    @rakeshpatra5431 26 днів тому

    ବିଜୁ ଜନତା ଦଳ ରାଜ୍ୟର ବିକାଶ କରୁଛି , ଲୋକେ ବିକାଶ ସହିତ ଅଛନ୍ତି ମ୍ୟାଡ଼ାମ୍, ଆଉ ଆପଣଙ୍କ ଦଳ ପରା ବିକାଶ ବିରୋଧୀ |

  • @mamataranitripathy7152
    @mamataranitripathy7152 27 днів тому +3

    Authare aparajita 🙌💯

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଜନ କଲ୍ୟାଣ କାମ ପାଇଁ ଓଡ଼ିଶାବାସୀ ତାଙ୍କୁ ପ୍ରଥମ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ଥିର କରିଛନ୍ତି |

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ସବୁ ରାଜ୍ୟର ରାଜଧାନୀ ରେ ରିଙ୍ଗ ରୋଡ଼ ହେଲା ଭୁବନେଶ୍ୱର ରେ କଣ ପାଇଁ ଆପଣ କରିପାରିଲେ ନାହିଁ |

  • @Princebhai2020
    @Princebhai2020 27 днів тому

    ଏ ବିଜେପି party ବାହାର state ରୁ ଭଡାଟିକା ଆଣୁଛନ୍ତି ଆଉ ବିହାରି sound କରୁଛି

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ବିଜେପି ର ଅନ୍ତିମ ସମୟ ପାଖେଇ ଆସିଲାଣି |

  • @pintuswradalai6894
    @pintuswradalai6894 27 днів тому +5

    Blind chif minister of odisha

  • @hadibandhusamal3924
    @hadibandhusamal3924 27 днів тому +1

    ରାଗିଲେକଣକରିବ

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 27 днів тому

    ଅପରାଜିତା ମ୍ୟାଡ଼ାମ ନିଜସ୍ୱାର୍ଥ ଛଡା ଆଉ କାହାକଥା ଚିନ୍ତାକରିବାକୁ ମ୍ୟାଡ଼ାମଙ୍କ ପାଖରେ ସମୟ କେଉଁଠି ଆସିବ l

  • @bvuvlogs5697
    @bvuvlogs5697 27 днів тому

    We have not received the report card neither hard copy nor soft copy.

  • @prasantchinara9911
    @prasantchinara9911 27 днів тому +1

    Aprajita jindbad

  • @JhilliraniPatra-wl9im
    @JhilliraniPatra-wl9im 27 днів тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଆଗରେ ରାଜ୍ୟ ବିଜେପି ଦଳ ପାଖରେ କୌଣସି ଯୋଜନା ନାହିଁ।

  • @user-rp9dz1mw7c
    @user-rp9dz1mw7c 27 днів тому

    ମାଡାମ ଅପରାଜିତା ଆପଣ ଙ୍କ ଗିଫ୍ଟ କୁ ପ୍ରଧାନମନ୍ତ୍ରୀ ଗ୍ରହଣ କଲେ ନାହିଁ ଆପଣ ଙ୍କୁ ଷ୍ଟେଜ ରେ ଲଜ୍ୟା ଲାଗିବା କଥା ଛି |

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ନବୀନ ବାବୁ ହିଁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ , ଏଥିରେ ଆଦୌ ସନ୍ଦେହ ନାହିଁ l

  • @rakeshpatra5431
    @rakeshpatra5431 26 днів тому

    ବିଜୁ ଜନତା ଦଳ ଲୋକଙ୍କୁ ସେବା ଯୋଗାଉଛି , ରାଜ୍ୟର ବିକାଶ କରୁଛି, ତେଣୁ ଲୋକଙ୍କ ର ଏକ ମାତ୍ର ପସନ୍ଦର ଦଳ ହେଲା ବିଜୁ ଜନତାଦଳ |

  • @rakeshpatra5431
    @rakeshpatra5431 26 днів тому

    ବିଜେପି ଯେଉଁ ଦିବା ସ୍ୱପ୍ନ ଦେଖୁଛି, ସେ ସ୍ୱପ୍ନ ସତ ହବାର ସମ୍ଭାବନା ନାହିଁ l

  • @rakeshpatra5431
    @rakeshpatra5431 26 днів тому

    ମାଡାମ ଅପରାଜିତା ବିହାର ଯିବାପାଇଁ ପ୍ରସ୍ତୁତ ହୋଇଯାଅ ଆସୁଛନ୍ତି ଆମ ପାଇଲଟ ଭାଇ ସେ ତମକୁ ତାଙ୍କ ପାଇଲଟ ରେ ବିହାର ପହଞ୍ଚାଇଦେବେ |

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 27 днів тому

    ଏ ବିହାରୀ ନାନୀ ମାନେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ସବୁବେଳେ କିଛି ନାଁ କିଛି ମଉକା ଖୋଜୁଥାନ୍ତି l

  • @swarnalataMohanty-jj1of
    @swarnalataMohanty-jj1of 26 днів тому

    ଅହଂକାରୀ, ଗର୍ବୀ ଅପରାଜିତା ମାମ୍ ଙ୍କ ବିନାଶ ଆସିଗଲାଣି l

  • @swarnalataMohanty-jj1of
    @swarnalataMohanty-jj1of 26 днів тому

    ବିଜେପି କର୍ମକର୍ତ୍ତା ମାନେ ଭାଷଣ ମାରିବାରେ ଧୁରନ୍ଧର କାମରେ ଜିରୋ ।

  • @ramnarayanmohanty1597
    @ramnarayanmohanty1597 27 днів тому +1

    Kendra sarkar sarbada Odisha ku obohela kari ashuchanti

  • @sachidanandaray2187
    @sachidanandaray2187 27 днів тому

    ମୁଖ୍ୟମନ୍ତ୍ରୀ ବର୍ତମାନ ପୁରା ବିଚରା ଵନିଯାଇଛନ୍ତି

  • @sudamcharanprusty
    @sudamcharanprusty 27 днів тому

    ନା ମିଛ କଥା କହୁଛନ୍ତି।
    ଆପଣ ଜଣେ IAS ଅଫିସର ଙ୍କୁ ପାଣ୍ଡୁ କ ହୁଛନ୍ତି ।ଇଏ କି ଭାଷା?

  • @amulyasahoo3153
    @amulyasahoo3153 27 днів тому

    Aparajita madam 100% jitibe

  • @PrinceKohinoorPruthveeRaazDas
    @PrinceKohinoorPruthveeRaazDas 27 днів тому

    ଅପରାଜିତା ମ୍ୟାଡ଼ାମ ଭୁବନେଶ୍ୱର ଜିଲ୍ଳା ଅଧିବାସୀଙ୍କ ପାଇଁ କିଭଳି ବିକାଶ କରିଛନ୍ତି ତାର ଟିକିଏ ବର୍ଣ୍ଣନା କରିଲେ ଭଲ ଲାଗନ୍ତା l

  • @rakeshpatra5431
    @rakeshpatra5431 26 днів тому

    ରାଜ୍ୟ BJP ଦଳର ଚାଟୁକାର, କର୍ମକର୍ତ୍ତା ମାନଙ୍କର ଇଜ୍ଜତ,ମାନସମ୍ମାନ ବୋଲି କିଛି ନାହିଁ। ଅଲାଜୁକିଆ ଦଳ ହେଉଛି ରାଜ୍ୟ BJP ଦଳ।

  • @paluvlog
    @paluvlog 27 днів тому +2

    I love A s

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ଭୁବନେଶ୍ଵର ବାସୀ ଙ୍କ ପ୍ରତି ତୁମେ ଅବହେଳା କରିଛ ମାମ୍ , ତୁମ କୁ ଲୋକେ ଆଦୌ କ୍ଷମା ଦେବେନି ।

  • @user-ou5nb6oz5g
    @user-ou5nb6oz5g 27 днів тому +1

    Auu thare aparajita

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ବିଜେପି ଦଳର କର୍ମକର୍ତ୍ତା ନିଜ ସ୍ୱାର୍ଥ ଛଡ଼ା କିଛି ବି ଜଣା ନାହିଁ |

  • @bharathchandra2174
    @bharathchandra2174 27 днів тому

    Right statements.

  • @rakeshpatra5431
    @rakeshpatra5431 26 днів тому

    ମ୍ୟାଡାମ ଆପଣ ଙ୍କ ଦଳ କେବେ ହେଲେ ଲୋକଙ୍କ ଭଲ ଚାହାନ୍ତି ନାହିଁ l

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ତୁମ ମୁଁହ କେହି ଚାହିଁବେନି ବୁଝିଲ ଅପରାଜିତା ମାମ୍ ।

  • @TheParthasingh
    @TheParthasingh 27 днів тому +1

    Katha re katha re Prabala kama😂😂😂

  • @ramnarayanmohanty1597
    @ramnarayanmohanty1597 27 днів тому +1

    Mithya ra sahara nei rajaniti kariba Aparajita madam nko janma gata abhyas

  • @ramnarayanmohanty1597
    @ramnarayanmohanty1597 27 днів тому +1

    Nija swartha hashala pai kete talaku au khashibe Aparajita madam

  • @ramnarayanmohanty1597
    @ramnarayanmohanty1597 27 днів тому +1

    Aparajita madam nko rajanaitika jibana dipa libhi libhi ashuchi

  • @ramnarayanmohanty1597
    @ramnarayanmohanty1597 27 днів тому +1

    Sankha bajuchi ghare ghare Nabin sarkar puni thare

  • @ramnarayanmohanty1597
    @ramnarayanmohanty1597 27 днів тому +1

    Bihari baghuni bihar jantu Odisha re apon nko abashyaka nahi

  • @ramnarayanmohanty1597
    @ramnarayanmohanty1597 27 днів тому +1

    Hariba bhayare Aparajita madam nko munda au kama karunahi

  • @ramnarayanmohanty1597
    @ramnarayanmohanty1597 27 днів тому +1

    Aparajita madam au bada bada mithya bhashana marantuni apon nko mithya bhashana sunibaku napasand karuchanti janata

  • @banamaliparamaguru5374
    @banamaliparamaguru5374 27 днів тому +1

    Daliya karmi mananka birodhi lagi aparajita haribe

  • @pabitramohannayak1551
    @pabitramohannayak1551 27 днів тому

    After election ❤️ heart stroke may be held, take care of yourself.

  • @pradiptakumarmuduli331
    @pradiptakumarmuduli331 27 днів тому +1

    MP,MLA ଆଗେ ଭର୍ତା ବନ୍ଦ କରିବି ମୁଁ

  • @toweringtutu
    @toweringtutu 27 днів тому

    Our CM is always in CM Bar.

  • @SabitaKar9
    @SabitaKar9 27 днів тому

    Mukhya mantri Srijukto Naveen Pattnaik debate apekha kama ku guroto rakhichanti

  • @ramnarayanmohanty1597
    @ramnarayanmohanty1597 27 днів тому +1

    Mithya kahibare Bjp dala neta netri pura mahir

  • @swarnalataMohanty-jj1of
    @swarnalataMohanty-jj1of 27 днів тому

    ବିଜୁ ଜନତାଦଳ ଓଡ଼ିଶା ବାସୀଙ୍କ ବଳ |

  • @swayamsiddhakhuntia6454
    @swayamsiddhakhuntia6454 27 днів тому

    Aparajita mam once again

  • @manasranjanpattnaik6008
    @manasranjanpattnaik6008 27 днів тому

    Jay Jagannath 🙏 Jay NABIN ji ❤❤❤JAY ODISHA ❤❤

  • @RudraPrasad..
    @RudraPrasad.. 27 днів тому

    90% comments section is with BJD 😅

  • @SabitaKar9
    @SabitaKar9 27 днів тому

    Aparajita ma'am kichi bikasa kari nahanti Bhubaneswar anchala re au samarthana miliba nahin

  • @laxmidharjena426
    @laxmidharjena426 27 днів тому

    Bhul bhulayiyaaaaaa Bjp

  • @SabitaKar9
    @SabitaKar9 27 днів тому

    Bhubaneswar ra basi bjd ra luka sava prarthi Manmoth Routray nku asirbada karibe

  • @SabitaKar9
    @SabitaKar9 27 днів тому

    Jana pratinidhi jana seba apekha nija swartha ku 5 barsa hela guruto douchanti

  • @SabitaKar9
    @SabitaKar9 27 днів тому

    Nija swartha ku sarbada guruto deichanti Aparajita ma'am sethipai odisabasi napasanda karuchanti tanku