25 Couples Tie Nuptial Knot In Mass Marriage At Ram Mandir In Bhubaneswar

Поділитися
Вставка
  • Опубліковано 28 лют 2021
  • 25 Couples Tie Nuptial Knot In Mass Marriage At Ram Mandir In Bhubaneswar
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishatv.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    UA-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 895

  • @satyaranjanmohalik5843
    @satyaranjanmohalik5843 3 роки тому +187

    ଏ ବାହାଘରକୁ ସନ୍ମତି ଦେଇଥିବା ପ୍ରତେକ ଗୁରୁଜନଙ୍କୁ ମର ନମସ୍କାର ଆଉ ଧନ୍ୟବାଦ ମଧ୍ୟ୍ୟ 🙏🙏

  • @banamalisahoo7301
    @banamalisahoo7301 3 роки тому +171

    ଏ ବିବାହ ବ୍ଯବସ୍ଥା କୁ ଅତ୍ଯନ୍ତ ଆନନ୍ଦ ଓ ଆନ୍ତରିକତା ସହ ପସନ୍ଦ କରୁଛି ଏବଂ ଉଦ୍ଯେକ୍ତା ମାନଙ୍କୁ ଧନ୍ଯବାଦ ଜଣାଉଛି ।

    • @sushantmahapatra8372
      @sushantmahapatra8372 3 роки тому +1

      Try to feel your daughter or sister will marry tomorrow with a Muslim boy then you praise it is good or bad.

    • @banamalisahoo7301
      @banamalisahoo7301 3 роки тому +2

      @@sushantmahapatra8372 ଧର୍ମ ସମାଜ,ବ୍ଯକ୍ତି ଆଇନ୍ ଦୃଷ୍ଟିରୁ ମୋର ମନ୍ତବ୍ଯ ଠିକ୍ କି ନୁହେଁ ବିଚାର କରନ୍ତୁ ।

    • @truefact2639
      @truefact2639 3 роки тому

      @@sushantmahapatra8372 Nice line...👏👏👏

    • @truefact2639
      @truefact2639 3 роки тому +3

      କିଛି ଉଦ୍ଧତ ଯୁବପିଢି ଓ ମନଇଛା ନିଜସ୍ୱ ଭଲପାଇବା ଇଛାରେ ଚାଲୁଥିବା ଯୁୂବପିଢି ପାଇଁ ଏହା ଠିକ୍ ହୋଇପାରେ କିନ୍ତୁ ଏହା କଦାପି ଆମର ପାରିବାରିକ ସମ୍ପର୍କ,ସାମାଜିକ,ନ୍ୟାୟିକ ଓ ଚର୍ତୁ-ପାରିପାର୍ଶିକ ଦୃଷ୍ଟିରୁ ଠିକ୍ ନୁହେଁ।ସବୁ ମାୟାର ବାୟା ଓ ସମସ୍ତେ କ୍ଷଣସ୍ଥାୟୀ ରୂପ,ସ୍ପର୍ଶ,ଗନ୍ଧ,କାମନା,ବାସନା,ସୁନ୍ଦରତା ଓ ମୋହରୂପକ ଇନ୍ଦ୍ରଜାଲରେ ବଶିଭୂତ।ଏମିତି ଏକାନ୍ତ ବା ନିଜସ୍ୱ ନିଷ୍ପତି ଅଧିଂକାଶ ଯୁବପିଢିକଂର ଭବିଷ୍ୟତ ଜୀବନପାଇଁ ବିପଦ ଆଣିପାରେ।ସମୟ ଆସଲେ ନିଜେନିଜେ ସବୁକିଛି ଜାଣିପାରନ୍ତି।କିନ୍ତୁ ସେତେବେଳେ ସବୁକିଛି ସରିଯାଇ ଥାଏ।।
      👉ବୟସର କାମ ଉଦ୍ଦିପନା ଶକ୍ତି ଓ ଅପରିପକ୍ୱ ବୟସର ଚପଳମତିରେ ସୁନ୍ଦରତାର ମୋହ ଜାଲରେ ଭ୍ରମିତ ହୋଇ ଅଧିକାଁଶ ପୁଅଝିଅ ବହୁତ ଭୁଲ୍ କରନ୍ତି,କିନ୍ତୁ ସମୟ ଆସିଲେ ଅନୁତାପ ଓ ପ୍ରାୟଶ୍ଚିତ କରନ୍ତି ଯେ ଅତୀତରେ ଏମିତି ବିବାହ କରିବା ପାଇଁ ମୁଁ ଠିକ୍ କି ଭୁଲ୍ ନିଷ୍ପତି ନେଇଥିଲି।।
      ✍ଶାସ୍ତ୍ର କହେ-"କନ୍ୟା ବରୟତିଃ ରୂପମ୍ଂ"
      "ମାତା ବିତଂ ପିତା ଶୃତଂ"
      ‌‌‌‌‌‌‌‌‌‌‌‌ "ବାନ୍ଧବାଃ କୁଳଃ ବିଶ୍ଚନ୍ତିଂ"
      "ମିଷ୍ଠାନ୍ନ ପକ୍ୱରନ୍ତିଂ ଜନାଃ"
      🙏ଓଁ ଜୟ ଶ୍ରୀ ରାମ ରାମେତିଃ ରଘୁକୁଳଂ ଦଶରଥ ନନ୍ଦନ ପ୍ରଭୁ ଅଯୋଧ୍ୟା କ୍ଷେତ୍ରବାସୀ ସମସ୍ତକଂ ମଗଂଳ ବିଧାନକରନ୍ତୁ🙏

    • @banamalisahoo7301
      @banamalisahoo7301 3 роки тому +1

      @@truefact2639 ବର୍ତ୍ତମାନ ଜୀବନ ଚଳଣୀ ବ୍ଯକ୍ତିଗତ ସ୍ବାଧୀନତା ଓ ଅଧିକାର ତଥା ଆଇନଗତ ସୁଯୋଗ ଶିକ୍ଷା ପ୍ରସାର,ପାରିବାରିକ ସସ୍କାର 'ର ଅଭାବକୁ ବିଚାର କଲେ ସ୍ବାଧୀନ ମତରେ ଶିକ୍ଷିତ ସାବାଳକ ଯୁବକ ଯୁବତୀ ନିଜ ଇଛାରେ ବିବାହ ହେବା ଅନ୍ଯାୟ ନୁହେଁ ।

  • @kailashnayak4224
    @kailashnayak4224 3 роки тому +152

    ମନ୍ଦିର ପରିଚାଳନା କମିଟି ସଦସ୍ୟ ମାନଙ୍କୁ ବହୁତ ସାଧୁବାଦ ।🙏🙏🙏

  • @darkclouds6246
    @darkclouds6246 3 роки тому +46

    ପରିବର୍ତ୍ତନ ର ଧାରା ସମାଜ ରେ ଆରମ୍ଭ ହେଲାଣି 🙏🙏🙏🙏 ଏମିତି ଚାଲି ଥାଉ ଆନନ୍ଦେ ଏକ ବାର ବୋଲ ହରି ବୋଲ 👏👏👏👏

  • @sridharbej7054
    @sridharbej7054 3 роки тому +134

    ଆହୁରି ସୁବିଧା ହେଇଗଲା ଭୁବନେଶ୍ୱର ରେ ରହୁଥିବା ପୁଅ ଝିଅଙ୍କୁ l ପାଠ ପଢିବାକୁ ଯାଇଥିବା ପ୍ରେମ କରୁଥିବା ପୁଅ ଝିଅ ବାହାହେବାକୁ କିଛି ଅସୁବିଧା ନାହିଁ l ଏକ ସୁନ୍ଦର ପ୍ରୟାସ ହୃଦୟରୁ ସାଧୁବାଦ ଜଣାଉଛି l

    • @harishkaustav7478
      @harishkaustav7478 3 роки тому

      😂😂

    • @sunilnaik9809
      @sunilnaik9809 3 роки тому

      😀😀😀

    • @bimalgiri3393
      @bimalgiri3393 3 роки тому

      Achhi t sabu park a to z

    • @MRWORLD-ns4iu
      @MRWORLD-ns4iu 3 роки тому +4

      Nai re bhai ..tu thik se janinu ..Prema kariba loka kebe baha huantini ..😂😂

    • @sridharbej7054
      @sridharbej7054 3 роки тому +3

      @@MRWORLD-ns4iu ସେଇଟା ଠିକ କହିଲୁ ଭାଇ କିନ୍ତୁ ଏବେ ରାମ ମନ୍ଦିର ରେ ଯେଉଁ 25 ଯୋଡ଼ା ବାହାହେଲେ ତାଙ୍କ ଭିତରୁ 15 ଯୋଡ଼ା ପ୍ରେମୀ ଯୁଗଳ ସୋସିଆଲ ମେଡ଼ିଆ ରୁ ଯାହା ଖବର ମିଳିଛି l

  • @RK-xe4qq
    @RK-xe4qq 3 роки тому +157

    ପ୍ରଭୁ ଶ୍ରୀରାମ ତୁମ ମାନଂକର ମଙ୍ଗଳ କରନ୍ତୁ.

  • @OGeograhappy
    @OGeograhappy 3 роки тому +59

    ବହୁତ ବଢିୟା ନୁଆଁ ଜିନିଷ ଟେ ଦେଖିବା କୁ ମିଳିଲା ଦୁନିଆରେ ଏମିତି ବଂଚିବା କଥା ଯିଏ ବି ଏହି ପ୍ରୟାସ କରିଛି ଆଉ 25ଯୋଡି କୁ ଗୁଟିଏ ଜାଗା ରେ କରୁଛି ଅନେକ ଅନେକ ଧନ୍ୟବାଦ

  • @DipakKumar-nx7vk
    @DipakKumar-nx7vk 3 роки тому +61

    ବାହା ହୁଅ କିନ୍ତୁ ପରେ ଅସୁବିଧା ନ କର କି ଜାତି ଭେଦ କୁ ନେଇ 👍🙏🙏🙏

  • @nrusingharoul7389
    @nrusingharoul7389 3 роки тому +13

    ଅତି ସୁନ୍ଦର ନିଷ୍ପତ୍ତି
    ଜୟ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖନ୍ତୁ 🙏

  • @mkaimchannel6167
    @mkaimchannel6167 3 роки тому +90

    ସମସ୍ତ ଭଉଣୀ ଓ ଭାଇ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା

  • @diptibehera4371
    @diptibehera4371 3 роки тому +96

    God bless all the couples and a big thanks to comittee for doing this types of social work......really greate full to you...

  • @somanathnayak912
    @somanathnayak912 3 роки тому +13

    ବୋହୁତ ବଢ଼ିଆ 🌷🌼💐🌹ଆୟୋଜକ କୁ ଧନ୍ୟବାଦ🌸👏👏🙏🙏

  • @umeshkumardehury5318
    @umeshkumardehury5318 3 роки тому +30

    ମୋର ସମସ୍ତ ଭଉଣୀ ଭାଇ ମାନେ ଖୁସିରେ ରୁହନ୍ତୁ....💐❤️🌷

  • @alokniranjanhotta4598
    @alokniranjanhotta4598 3 роки тому +5

    ସମସ୍ତ ନବବିବାହିତ ଙ୍କୁ ମୋ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ସମସ୍ତଙ୍କ ବିବାହିତ ଜୀବନ ହସ ଖୁସି ରେ ଭାରିଯାଉ ।

  • @subashachandrarout8859
    @subashachandrarout8859 3 роки тому +78

    Congratulations All Brothers &All Sister

  • @farming48
    @farming48 3 роки тому +57

    ତମ ସମସ୍ତକୁ ହାର୍ଦ୍ଦିକ ଶୁଭେଛା ବାର୍ତ୍ତା କରୁଅଛୁ.ତମେମାନେ ସବୁବେଲେ ଖୁସି ରୁହ.ଆମେ ବହୁତ ଖୁସି ଲାଗିଲା..

  • @anjalibhandari1612
    @anjalibhandari1612 3 роки тому +54

    Happy marriage life all couple 😍

  • @pkcreation9524
    @pkcreation9524 3 роки тому +25

    Congratulations to all brides and grooms 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐

  • @sujatamohapatra4271
    @sujatamohapatra4271 2 роки тому +3

    Congratulation, ଏହି କାମକୁ ହାତକୁ ନେଇଥିବାରୁ ପ୍ରୟାସ ବିବାହ ଘର ପାଇଁ l ଖୁବ ସୁନ୍ଦର ହୌଇ ଥିବାରୁ ଏହି କାର୍ଯ୍ୟକୁ l ସବୁ ନୂଆ ଦମ୍ପତି ମାନଙ୍କ ଜୀବନ ସୁଖମୟ ହେଉ l

  • @prakashkumarmajhimessi8972
    @prakashkumarmajhimessi8972 3 роки тому +51

    ପ୍ରକୃତ ବାହାଘର ଇଏ.. ଏଠି ଅଛି ସୁଖ ଆଉ ଶାନ୍ତି

  • @bijayasethi5388
    @bijayasethi5388 3 роки тому +17

    This marriage now make new society in social level that means
    Judges independently choose this
    Rule for feeling not create in society
    So god & goddess may happy and make a new generation in future period. Thanks ours judges.

  • @mitaparida7805
    @mitaparida7805 2 роки тому +4

    God bless all the couples and big thanks to the committee for doing this type of social work really great full to you and Cong to all couples💐💐💐💐❤️❤️❤️❤️

  • @gyanaranjanmallick9471
    @gyanaranjanmallick9471 3 роки тому +16

    It should be a guideline for all

  • @tapaswanipoitapaswanipoi9620
    @tapaswanipoitapaswanipoi9620 3 роки тому +3

    Ohh ! My God😱😱😱😱😱😱

  • @bablicreation6569
    @bablicreation6569 3 роки тому +19

    Samaste kete cute laguchhanti

  • @user-kl5bd8rx4d
    @user-kl5bd8rx4d 3 роки тому +43

    E sabu pain jati nahi au Govt job pain SC ST OBC General jati achi ... Beautiful person Amara politician

    • @sjkdrmcreation2722
      @sjkdrmcreation2722 3 роки тому +1

      Hmm

    • @rasmitabehera5190
      @rasmitabehera5190 3 роки тому +1

      Ri8

    • @smartindia3323
      @smartindia3323 3 роки тому +2

      SC ST gote au OBC GENERAL GOTE BHAI

    • @gadaba877
      @gadaba877 3 роки тому +2

      Right 💯

    • @lilidas9725
      @lilidas9725 3 роки тому +8

      Are bhai sc st pila nku b Kichi nai sabu political hi Chalichi.. Ebe ta sabu money upare rahila katha au kn j kete no rakhucha rakha main hela money..

  • @deepalideepali1703
    @deepalideepali1703 3 роки тому +2

    Congratulations all God bless you happy married life all

  • @udayalima9094
    @udayalima9094 3 роки тому +1

    ବହୁତ ସୁନ୍ଦର ଏହି ଦୁନିଆ ଅନ୍ଦ ବିଶ୍ବାସ ଆୟୋଜିତ କର୍ମ କର୍ତ୍ତା ମାନଂକୁ ନମସ୍କାର ଜୟ ଜଗନ୍ନାଥ ଜୟ ଗୁରୁ

  • @manoranjanbehera1556
    @manoranjanbehera1556 3 роки тому +10

    HAPPY marriage life all of you God bless you

  • @MR.FUNNYCO903
    @MR.FUNNYCO903 3 роки тому +41

    Tame Jadi khusi, aame b khusi ...

  • @rasmitabehera5190
    @rasmitabehera5190 3 роки тому +11

    God ram bless u all. Congratulations of u 🎉🎉

  • @ajitkumardash4330
    @ajitkumardash4330 3 роки тому +12

    All my brother's and my sister's god bless you in Joy your life with out tension with out restrictions ones again god bless you

  • @feeltheworld.8150
    @feeltheworld.8150 3 роки тому

    ବହୁତ୍ ସୁନ୍ଦର, ପ୍ରତ୍ୟେକ ଦମ୍ପତ୍ତି ଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ପୂର୍ବକ ସେମାନଙ୍କ ଭବିଷ୍ୟତ ସୁଖମୟ ହେଉ l ଅନୁଷ୍ଠାନରେ ସଂଯୁକ୍ତ ବୁଦ୍ଧିଜୀବୀ ମାନଙ୍କୁ ଅନୁରୋଧ ଯେ ପାରମ୍ପରିକ ରୀତି ନୀତି ରେ ବିବାହ କାର୍ଯ୍ୟ ସମ୍ପାଦନ କରାଯାଉ...... l

  • @madhabanandanayak2221
    @madhabanandanayak2221 3 роки тому +11

    Sre rama tumara mangal karantu 🙏🙏🙏🙏🙏

  • @Punam-pr8wh
    @Punam-pr8wh 3 роки тому +4

    Congrats all couple
    happy married life
    God bless you 👍🏻👌🏻

  • @ruchismitajena4319
    @ruchismitajena4319 3 роки тому +5

    Congratulations all couples... God bless you.. All of you

  • @JK-so3cx
    @JK-so3cx 3 роки тому +1

    ପ୍ରଭୁ ଶ୍ରୀରାମ ଆପଣଙ୍କୁ ମଙ୍ଗଳ କରନ୍ତୁ ଓ ଆପଣଙ୍କ ଯୋଡ଼ି ସମ୍ପର୍କ ଭଲ ଭାବରେ ଥାଉ ଜୟ ଶ୍ରୀରାମ

  • @nodout7059
    @nodout7059 3 роки тому +2

    Apana Mane prakuta sikhita mu apananku sanmana dauchi. Apana Mane khusi re ruhantu .prabhu jaganath apana mananka mangal karantu.

  • @pragnyaliza4700
    @pragnyaliza4700 2 роки тому +1

    It's a very beautiful and great institutes really i salute this committee.... And i hope God blessed to all couples stay happy always......

  • @odiabloggingstar..3780
    @odiabloggingstar..3780 3 роки тому +1

    ବହୁତ ପ୍ରେମ ସମ୍ପର୍କ ଜାତି ଅଜାତି ପାଇଁ ଭାଙ୍ଗି ଜାଉଛି। ଏମିତି ଏକ ପ୍ରୟାସ ଯୋଗୁ ସମସ୍ତେ ଖୁସିରେ ବିବାହ କଲେ। ସମସ୍ତ ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।ଆଉ ସରକାର ଙ୍କ ପାଖରେ ନିବେଦନ ଏ ଜାତି ପ୍ରଥା ଜଲଦି ଉଠେଇ ଦିଅନ୍ତୁ।

  • @RASMITANAYAK08
    @RASMITANAYAK08 3 роки тому +2

    Congratulation all brother and sister 🙏

  • @aakashkuanr8887
    @aakashkuanr8887 3 роки тому +2

    Wish u all couple happy and peaceful married life... Excellent initiative for the transformation of our society...

  • @debakeemohanta7449
    @debakeemohanta7449 3 роки тому +4

    Wow so cute...
    Congratulations all couple ♥️♥️💐💐🌹🎂🎈

  • @lucky4110
    @lucky4110 2 роки тому +1

    ବଢିଆ ବଢିଆ ବହୁତ୍ ବହୁତ୍ ପୁଣ୍ୟ କରୁଛନ୍ତି, Great ଆଜ୍ଞା

  • @SHIBNATHVLOG47
    @SHIBNATHVLOG47 3 роки тому +3

    Congratulations....... Happy Married life all couple ❤❤❤

  • @binodinimallik6491
    @binodinimallik6491 3 роки тому +4

    Khusire ruhantu apana mane❤️🙏god bless you all❤️

  • @koushiksaha8782
    @koushiksaha8782 3 роки тому +16

    Congratulations and all of you may have a blessed marriage life by Jagannath's blessings

  • @geetanjalibariha8821
    @geetanjalibariha8821 2 роки тому +1

    Bahut bhall emiti haba darkar nice jodi❤️❤️❤️❤️ public dekhibaru sapot kari baru 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻 thanks

  • @OGeograhappy
    @OGeograhappy 3 роки тому +4

    God bless all sister and brother and all team

  • @ranu7087
    @ranu7087 3 роки тому +8

    Wish you happy married life all brother and sister ❤️❤️❤️❤️❤️❤️❤️❤️❤️

  • @marthasahoo7016
    @marthasahoo7016 3 роки тому +15

    May the almighty keep everyone happy , healthy and prosperous . Jai Jagannath .🙏🙏🙏🙏

  • @jharrsh009
    @jharrsh009 3 роки тому +1

    ବହୁତ୍ ସୁନ୍ଦର୍ ପ୍ରଚେଷ୍ଟା

  • @subhadarshinipatnaik9944
    @subhadarshinipatnaik9944 3 роки тому +5

    Happy Married Life all of you❤️👍

  • @bibekranjanmajhi9009
    @bibekranjanmajhi9009 3 роки тому +2

    Bolo siyabar ram Chandra ki.....jay😍😍😍
    Happy married life....all of you💕❤💕❤💓

  • @lizaranilenka1972
    @lizaranilenka1972 3 роки тому +4

    All of you wish u a Happy Married
    life.....

  • @minatiswain938
    @minatiswain938 3 роки тому +6

    made my day... have a happy married life to all of you

  • @nirupama1964
    @nirupama1964 3 роки тому +1

    Very nice n good prayas. Thanks🌹🌹 naba bibahita nka pain mo tarafru.

  • @priyankapuri3736
    @priyankapuri3736 3 роки тому +3

    God bless you all jodii happy married life stay always together

  • @laxmansethy2470
    @laxmansethy2470 3 роки тому +3

    Congratulations.....All of you,
    Good decision..... Good job

  • @pariengineering7384
    @pariengineering7384 3 роки тому

    Great, congrats all of yu ,wish yu Happy marriage life all of yu.👍👍👍👍

  • @jesusloveshispeople
    @jesusloveshispeople 3 роки тому +3

    Beautiful idea.... Congratulations lover....❤️🔥🔥🎉

  • @prasannajitpanigrahi6273
    @prasannajitpanigrahi6273 3 роки тому +5

    Happy married life to all couple...

  • @ssreddyfunnydancevideo3892
    @ssreddyfunnydancevideo3892 3 роки тому +2

    Congratulations brother s & sisters God bless you 🙏🏻🙏🏻🙏🏻

  • @basudevswain6766
    @basudevswain6766 3 роки тому +2

    Congratulations all of you ❣️❤️❣️
    Happy Married life All of You ❤️❤️❤️...

  • @sangita1271
    @sangita1271 3 роки тому +2

    Thanks

  • @gayatridakua6447
    @gayatridakua6447 3 роки тому +3

    Congratulations to all.. ❤️❤️
    Happy married life .. ❣️❣️❣️

  • @Ankit1996.
    @Ankit1996. 3 роки тому +3

    Congratulations all of you ❣️

  • @sanjibkumarnag5842
    @sanjibkumarnag5842 3 роки тому +2

    Congratulations all of you happy marriage live

  • @priyankabehera2886
    @priyankabehera2886 3 роки тому +1

    Congrats to all couples 💐💐💐💐

  • @Runukunu
    @Runukunu 2 роки тому +1

    God bless the newly weds couple. I salute the organisers for a great work. 👍👍🙏

  • @radheykrrishna6793
    @radheykrrishna6793 3 роки тому

    Congratulation to all.🎊🎉💐🎁Awsm Work👍🙏

  • @akshayaworldlife9733
    @akshayaworldlife9733 3 роки тому

    Best of the Best.Gret.God Bless.He Jagannath Sabubele Khushire Rakhithiba Prabhu

  • @baishakhisahoo5309
    @baishakhisahoo5309 3 роки тому +2

    God bless your committee..and thanks to all...

  • @jenny-op9je
    @jenny-op9je 3 роки тому +4

    God bless you all of you ❤️

  • @manojprovider6670
    @manojprovider6670 3 роки тому

    its a great social work i love lots this work 😘😍😘

  • @dineshkumarsahu6936
    @dineshkumarsahu6936 3 роки тому

    Such a great work ❤️❤️❤️❤️

  • @niranjandas6469
    @niranjandas6469 3 роки тому

    Good very thanks

  • @2013sanjay.
    @2013sanjay. 3 роки тому +7

    Happy marriage life

  • @sagarilovemyindia1754
    @sagarilovemyindia1754 3 роки тому +3

    E je marriage... God blessings all.. ShreeRam 🙏 association..

  • @dkgamer167
    @dkgamer167 3 роки тому

    ବହୁତ୍ ବଢିଆ congratulations all

  • @lachhamadigal2080
    @lachhamadigal2080 Рік тому

    Thank you organise karithiba mahan loko and bohut khushi mu as a odia 🙏🙏🙏

  • @mahendrarohidas4253
    @mahendrarohidas4253 3 роки тому +3

    Bahut.sundar

  • @sunitalakda3995
    @sunitalakda3995 3 роки тому

    Thanks very nice God bless all of you

  • @ajsmusic9515
    @ajsmusic9515 3 роки тому +11

    25 compel married at a time it's a world record.

    • @jitannaik9675
      @jitannaik9675 3 роки тому

      Next yr ku nija pila chhua nka Satyanarayana puja aethi karei be 25 jana 🤣

    • @chinmayakumardas8225
      @chinmayakumardas8225 3 роки тому

      @@jitannaik9675 😁😁😁

  • @rasmitarai2609
    @rasmitarai2609 3 роки тому

    Bahut bhala ...... Great work 👍👍👍🙏🙏🙏🙏

  • @issaclima4687
    @issaclima4687 3 роки тому

    Bhai Ama odisare hin jatipratha achi apanane Agaku durakarithibaru bahut dhanyabad

  • @chiranjibapanigrahi7641
    @chiranjibapanigrahi7641 3 роки тому +1

    I am very happy to see u all the married couple & wish. U a happy & peaceful life, God Sitaram bless u

  • @AIONE452
    @AIONE452 3 роки тому +2

    good job sair/mam god bless you

  • @tapasjana2920
    @tapasjana2920 3 роки тому +1

    God bless all of you... Happy marriage life...

  • @IRONFIST1580
    @IRONFIST1580 3 роки тому +2

    GOD BLESS TO ALL COUPLES 👍

  • @gitanjaliputa8749
    @gitanjaliputa8749 3 роки тому +2

    Congratulations all of u♥️♥️♥️♥️

  • @user-cc4dn4rd1b
    @user-cc4dn4rd1b Рік тому

    Bhala dicission.god blesh you..

  • @asitalahara2476
    @asitalahara2476 3 роки тому

    Thank you

  • @hariharamahalik4738
    @hariharamahalik4738 Рік тому +1

    ଧନ୍ୟବାଦ୍

  • @rkdas6503
    @rkdas6503 3 роки тому

    God bless you all couples& thanks big community 🙏🙏🙏🙏

  • @tesseractworld973
    @tesseractworld973 3 роки тому +1

    Jati jataka jautuka au old mentality chuliku jau...epic👏 .v good couples and mandira committee. God bless u all.

  • @SMEliSwain
    @SMEliSwain 3 роки тому +1

    Happy married life😍all brother and all sister

  • @kalyanikalyani5527
    @kalyanikalyani5527 3 роки тому

    Thank you sir 🙏🙏🙏🙏🙏

  • @bijayanaik7315
    @bijayanaik7315 3 роки тому

    Excellent social works
    Tq u sir

  • @PujaPuja-fj2mi
    @PujaPuja-fj2mi 3 роки тому +1

    Happy marriage life both of you 😍😍😍😍😍