Це відео не доступне.
Перепрошуємо.

ସୁର କହିଲେ ମୋ ସାନ ପୁଅ ମନ୍ମଥ କହୁଛି ଏବେ ବିଜେପିରେ ମିଶିବେ...

Поділитися
Вставка
  • Опубліковано 21 чер 2024
  • LEV LIVE ODIA | ODISHA NEWS | POLITICS NEWS
    ସତରେ କଣ ସୁରଙ୍କ ସାନ ପୁଅ ବିଜେପିରେ ମିଶିବେ କି...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia UA-cam Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

КОМЕНТАРІ • 198

  • @anadicharansamal7033
    @anadicharansamal7033 Місяць тому +66

    ଆରେ ସଳା କୋଉଠି ସୁର କହିଲେ ମୋ ପୁଅ ବିଜେପି ରେ ମିସିବ ଗାଲୁଆ କୋଉଠି କାର

  • @user-sk6pl3pe8d
    @user-sk6pl3pe8d Місяць тому +12

    ସୁର କହିଲା ରଥଯାତ୍ରା ବିସୟରେ ମିଡ଼ିଆ କହୁଛିତାପୁଅ BJP leader heba ବାଳ ମିଡ଼ିଆ

  • @brajakishorepadhi4022
    @brajakishorepadhi4022 Місяць тому +87

    ୟାର ବାଇଟ୍ ନେଉଥିବା ମିଡିଆ ମୂଲ୍ଯହୀନ

    • @vfggsaho7441
      @vfggsaho7441 Місяць тому

      Tu. Rahulgandhiku. G. Maraiho

    • @manojsahoo7781
      @manojsahoo7781 Місяць тому +2

      Tame jou comment ta karucha..tara ...b ..mulya ..nahiii..😂😂😂

  • @Bidya-Bhadrak9pj1ew3d
    @Bidya-Bhadrak9pj1ew3d Місяць тому +8

    ସୁର MLA ପାଗଳ ତାର ଦୁଇ ପୁଅ ବି ପାଗଳ । ଗୋଟେ ମନ୍ମଥ MP ହେବ ବୋଲି । Power ଦଳ ବିଜେଡ଼ି ରେ job ଛାଡ଼ି ମିଶିଲା। ବାପ ପୁଅ ପୁରା ପାଗଳ । ତାଙ୍କ ଭିଡିଓ ଦେଖିବା ପାଇଁ ଓଡ଼ିଶା ବାସୀ ଖୁସି ନୁହନ୍ତି । ସବୁ ଗଣ ମାଧ୍ୟମ ଙ୍କୁ ଅନୁରୋଧ ସୁର ବାବୁ ଙ୍କ ଭିଡିଓ ପ୍ରସାରଣ ନ କରିବା ପାଇଁ ।

  • @alokaranjandash9853
    @alokaranjandash9853 Місяць тому +1

    ଗାଲୁଆ

  • @baidyanathpati9937
    @baidyanathpati9937 Місяць тому

    ବାୟା ଉବାଚ

  • @user-bo6gv2mf6s
    @user-bo6gv2mf6s Місяць тому +4

    ପାଗଳାମୀ ବୁଢା କୁ କ'ଣ ପାଇଁ ବାଈଟ ଦେଉଛି ,।

  • @santoshmeher1367
    @santoshmeher1367 Місяць тому

    No 1 entertainment

  • @prasantkumarmallick5636
    @prasantkumarmallick5636 Місяць тому +3

    ହଁ ଭଲ କଥା ବିଜେପି ଗଲେ ପ୍ରଧାନମନ୍ତ୍ରୀ ହେବେ

  • @user-ku8ud9jd1v
    @user-ku8ud9jd1v Місяць тому

    ତୋ ବଂଶଟା ଯାକ ବିଜେପିରେ ମିଶିଯାଅ। ଜଗନ୍ନାଥ ମହାପ୍ରଭୁ ଖୁସି ହେବେ। ତୋତେ ସ୍ବର୍ଗ ଦ୍ବାର ରେ ପୋଡାଯିବ।

  • @chittaranjanpandey6404
    @chittaranjanpandey6404 Місяць тому +15

    ତୋ ପଛରେ ତୋ ପୁଅ ଛିଡା ହେଇଚି, ତାକୁ ଲୁଚେଇ ରଖିଥିଲୁ 😂😂😂

  • @santoshkumarpradhan7614
    @santoshkumarpradhan7614 Місяць тому

    marija ❤❤❤Harami ❤❤sura ❤michua tautar ❤sabu party ❤❤tora ❤

  • @SanjayKumar-uz3qi
    @SanjayKumar-uz3qi Місяць тому

    ସୁର.. ଆଜ୍ଞା ଙ୍କ ମାନସିକ ସ୍ଥିତି.. ଠିକ ନାହିଁ... କେତେବେଳେ B. J. D. କୁ ତ କେତେବେଳେ B. J. P. Ku. କେତେବେଳେ କଂଗ୍ରେସ କୁ ଆ ଥୁ କରୁ ଛନ୍ତି

  • @dronachandrasabar1825
    @dronachandrasabar1825 Місяць тому +9

    ସୁର ଗୁଟେ ମାନସିକ ରୋଗୀ ତାର video ଆପଣ ନେଇ ଛଡା

  • @akshayakumar8712
    @akshayakumar8712 Місяць тому +1

    ଜୟ ଜଗନ୍ନାଥ 🙏⭕‼️⭕🙏

  • @alokkumardas5236
    @alokkumardas5236 Місяць тому +1

    ଆରେ ଭାଇ ଯେବେ ଠାରୁ ଦେବ ସ୍ନାନ ପୂର୍ଣ୍ଣିମା ହେଉଛି ଆଉ ସନାତନ ଧର୍ମ ଅଛି.... ସେତେେଳକୁ ମୁସଲମାନ ଧର୍ମ ନା ଖ୍ରୀଷ୍ଟିଆନ ଧର୍ମ ଓଡ଼ିଶା କୁ ଆସି ଏତେ ପୁରାତନ ଆମ ସଂସ୍କୃତି। କିଏ କହିଲା ତମକୁ.... ମୁସଲମାନ, ଆଉ ଖ୍ରୀଷ୍ଟିଆନ ମାନେ ବ୍ୟାକୁଳ ହେଲେ ଦର୍ଶନ କରିବାକୁ ବୋଲି ଦେବ ସ୍ନାନ ପୂର୍ଣ୍ଣିମା ହେଉଛି ବୋଲି .....? ମୁସଲମାନ ମାନେ କେବଳ ମନ୍ଦିର ଆଉ ମୂର୍ତ୍ତି ଭାଙ୍ଗିବାକୁ ଆକ୍ରମଣ କରିଛନ୍ତି..... ଯାଓ ଟିକେ ଇତିହାସ ପଢ଼ ସିଏ କେବେ ଭି ଭକ୍ତି କରି ନାହାନ୍ତି କେବଳ ଭକ୍ତ ସଲବେଗ ଥିଲେ ଆଉ ତାଙ୍କ ମା ଭି ହିନ୍ଦୁ ଥିଲେ ତ ସିଏ ପିଲା ବେଳୁ ଭକ୍ତି କରିଥିଲେ। ଖାଲି ମୁସଲମାନ ଆଉ ଖ୍ରୀଷ୍ଟିଆନ ଭୋଟ ପାଇବା ପାଇଁ ଏହି ଲୋକ ଟା ଖାଲି.... ଯୀଶୁ ଆଉ ଅଲ୍ଲାହ ହୁଏ । ନା ଇୟେ ଇତିହାସ ଜାଣିଛି ନା ସଂସ୍କୃତି ଜାଣିଛି।

  • @uditnarayanfan8331
    @uditnarayanfan8331 Місяць тому +2

    ସିକିମ ପରିବର୍ତନ କରି ନା ତ୍ରିପୁରା 😂😂
    ଆରେ ଭାଇ ସିକିମ ନୁହେଁ କିସମ ପରିବର୍ତନ କରି 😂😂
    ଏ ପୁଣି 6 ଥର ବିଧାୟକ 😂😂
    ଆ ଥୁ 😂

  • @gobindachandranayak9576
    @gobindachandranayak9576 Місяць тому +2

    କାମ କରିକି ତାଡୁ ଥିଲେ , ନବିନ ବାବୁ

    • @CricketTopic24
      @CricketTopic24 Місяць тому

      Aau Odisha re ete devlopment kn tu karichhu ?

  • @nilamanirout87
    @nilamanirout87 Місяць тому

    Namaskae

  • @nabaghansahoo5377
    @nabaghansahoo5377 Місяць тому

    ସବୁଠି ହାରିବ ତୁମେ harib😜ତୁମ ବଡ ପୁଅ ମଧ୍ୟ ହାରିବ 😭ତୁମ ପରିବାର କୁ ଓଡିଶା ବାସୀ ଚିହ୍ନି ସାରିଲେଣି 😭😭😭😭

  • @krusnasekhardas2533
    @krusnasekhardas2533 Місяць тому

    Damage ହୋଇଗଲଣି,ଲଜ୍ଜା ଲାଗିବା କଥା

  • @silvercitytoka1508
    @silvercitytoka1508 Місяць тому

    ଆଗରୁ କହିଲନି ତାଙ୍କୁ bjp ରେ ମିଶି ଥିଲେ ହାରି ନଥାନ୍ତା

  • @prmohanty8110
    @prmohanty8110 Місяць тому

    Umbrella Sura

  • @user-gn5yi6yt6b
    @user-gn5yi6yt6b Місяць тому +1

    କାହିଁ ମୁସଲିମ.. ମୁସଲିମ ଠିକାଦାର

  • @parichay8351
    @parichay8351 Місяць тому

    ଛି,,,,

  • @rabindrakumarsahoo5435
    @rabindrakumarsahoo5435 Місяць тому

    ଗାଲୁଆଙ୍କର ସମ୍ରାଟ Sura Babu ଙ୍କ କଥା କୁ ଶୁଣିବାକୁ ଲୋକେ ଚାହୁଁ ନାହାନ୍ତି।

  • @pradeeppatra2655
    @pradeeppatra2655 Місяць тому

    ଏଇଟା ପାଗଳଟା ।

  • @panchanansahoo6559
    @panchanansahoo6559 Місяць тому +6

    ସାନ ପୁଅ ଯେଉଁ ଦଳକୁ ଯିବେ ସେ ଦଳ ହାରିବ। ମନେରଖ ବିଜେପି କୁ ଗଲେ ସିଂହ ମୋଦିଜୀ ଅଛନ୍ତି।

  • @nilamanidhal5333
    @nilamanidhal5333 Місяць тому

    Agaru misiyhile bhala hei thanta

  • @Durga..285dash
    @Durga..285dash Місяць тому

    ଏତେ ଶସ୍ତା ଚ୍ୟାନେଲ ଅଛନ୍ତି? ମୁଁ ଜାଣିନଥିଲି କେତେ ବୁମ ରେ ବାପା..... 😄

  • @pradeepsenapati1433
    @pradeepsenapati1433 Місяць тому +1

    ଥୋବଡl ଶଳା l 10 କୋଟି ନେଇ ବିଜେଡ଼ରେ ମିଶିଲୁ l ଏବେ କେତେ ଦରକାର?

  • @dilliprath5144
    @dilliprath5144 Місяць тому

    ଗାନ୍ଧୀ ପରିବାର ର ବୋକଚା ବୁହା।

  • @ranjanpradhan1124
    @ranjanpradhan1124 Місяць тому +3

    Mgh sura bhalia neta odisha re rahiba darkar nahi

  • @kalyanpanda5885
    @kalyanpanda5885 Місяць тому

    ଖାଇବା ନିଶା ପୁଅର

  • @chittaranjannayak3265
    @chittaranjannayak3265 Місяць тому

    Pura gulia

  • @abhiramsahoo5642
    @abhiramsahoo5642 Місяць тому +1

    ସୁର କୋଉଠି କହିଲେ ତା ପୁଅ ବିଜେପିରେ ମିଶିବ,ତମେ କି ଡ୍ଯାସ୍ ସାମ୍ବାଦିକ ?

  • @parameswarbehera1749
    @parameswarbehera1749 Місяць тому

    sura sir apanka katha au bhala laguni khali chna mara katha kahuchanti

  • @mithileshbarik5289
    @mithileshbarik5289 Місяць тому

    Aathhuu ...😂😂

  • @debdarpan131
    @debdarpan131 Місяць тому

    ଓଡିଶା ର ବାଢ଼ିଆ ରାଜନୀତି ହାସ୍ୟଅଭିନେତା।

  • @myclass5432
    @myclass5432 Місяць тому +3

    ପଛପଟେ ସେ କାଟୁନ ଟା କିଏ ରେ

  • @lingarajdash8889
    @lingarajdash8889 Місяць тому

    Strong legal action must ne taken against those fraudulent medias whose subject matters are different from the nomenclature of the news.

  • @prafullapanda8285
    @prafullapanda8285 Місяць тому

    ଓଡ଼ିଶା ର ବିକାଶ ପାଇଁ ବବି ଓ ମନ୍ମଥ ନୂଆ ଦଳ କରିବା ଦର କାର ଆଗ କୁ ଦରକାର

  • @Bargarh11
    @Bargarh11 Місяць тому

    ଇଛା ହଉଛି ସୁର ବୁଢା କୁ କର୍ଣ୍ଣ ମୁଳିଆ ସେକି ଦିଅନ୍ତି । 😂😂😂

  • @deepakpatra8151
    @deepakpatra8151 Місяць тому +6

    ସୁର ପୁଅ BJPକୁ ଗଲେ ମୋଦି କହିବ ଆଗେ ମୋର ଅ ଜାଗାକୁ ସଲସଲ କର ପରେ ଦେଖିବା .....

  • @taktome3340
    @taktome3340 Місяць тому

    ଏଇ ଶଳା ଗଣମାଧ୍ୟମ ନାଁ ରେ କଳଙ୍କ..thumnail ରେ ଲେଖୁଛି ଗୋଟେ ଦେଖାଉଛି ଗୋଟେ

  • @BharatJena-yu7no
    @BharatJena-yu7no Місяць тому

    ଆରେ ଭାଇ ଏ ଜଣେ ପାଗଳ ଗାଲୁଆଟାଏ 😅

  • @bimalkinkarpanda4216
    @bimalkinkarpanda4216 Місяць тому

    ଏ ପାର୍ଟି ସେ ପାର୍ଟି ରେ। ନ ମିଶି ଚାଲନ୍ତୁ ଆମେ ତିନିଜଣ ଗୋଟିଏ ନୂଆ ପାର୍ଟି ଗଢ଼ିବା ,କାରଣ ୟା ବିରୁଦ୍ଧରେ ତା ବିରୁଦ୍ଧରେ କାହିଁ କାହିଁ ପାଟିଟା ଆମ୍ବିଳା ହୋଇ ଗଲାଣି ।

  • @user-gb3ti1mn6l
    @user-gb3ti1mn6l Місяць тому

    ଯେମିତି ମେଣ୍ଟାଲ ବୁଢ଼ା କୁ ସେମିତି ମେଣ୍ଟାଲ ରେପୋଟର ମାନେ 😂

  • @bidhubhusansamantasinghar4792
    @bidhubhusansamantasinghar4792 Місяць тому

    Vabisyat କେବଳ BJP vs congress party

  • @ramakantasahoo4377
    @ramakantasahoo4377 Місяць тому

    Just Look behind of sura vai. How standing there

  • @gobindachandranayak9576
    @gobindachandranayak9576 Місяць тому

    ବାଳୁଆ ମିଡ଼ିଆ ଙ୍କ ବାଳୁଆ ଖବର

  • @manasdas7987
    @manasdas7987 Місяць тому

    ତମେ ବୋପା ପୁଅ ଯେଉ ଦଳକୁ ଯିବ ସେ ଦଳ ବୁଡ଼ିଯିବ

  • @purnachandrahota6554
    @purnachandrahota6554 Місяць тому

    ତୁ ବୁଢ଼ା ସୁର ମରିଗଲେ ମିଡିଆ ମାନଙ୍କ ମନ ଶାନ୍ତି ହୋଇଯାନ୍ତା ମିଡିଆ ମାନଙ୍କର କଣ କିଛି ନାହିଁ ଭଲ କଥା ଆପଣ ଦେଖାଉନାହାନ୍ତି ଏଇଟା ଚୋର ଡହରା କୁ ଦେଖେଇ ହାଇଲାଇଟସ୍ ହଉଛନ୍ତି ଛି ତୁମ ମିଡିଆ ମାନବିକତା ଧନ୍ଯରେ ତୁମେମାନେ ଜମା ସୁଧୁରିବନି

  • @parichay8351
    @parichay8351 Місяць тому

    ଫାଲତୁ news କୋଉଠି କହିଛନ୍ତି ସୁର ମୋ ପୁଅ ବିଜେପି ରେ ମିଶିବ

  • @SantoshJena-if5iw
    @SantoshJena-if5iw Місяць тому

    😂😂😂😂😂😂😂😂

  • @dwarikanathmohanty179
    @dwarikanathmohanty179 Місяць тому

    Drama karibare Sura babu sabuthu agarey.

  • @biranchisabar8443
    @biranchisabar8443 Місяць тому

    Pachare body guard ti

  • @akshayakumarbehera3502
    @akshayakumarbehera3502 Місяць тому

    Live ଓଡ଼ିଆ news, ଵାଲା ଲେଖୁଛ ଗୋଟେ ଶଳା ନିୟୁଜ ପ୍ରସାରଣ କରୁଛ ଗୋଟେ. ବାଳ ଚାନେଲ କରିଛ.

  • @mnayak6050
    @mnayak6050 Місяць тому

    BJD re misibaru MP ticket.BJP re misile sidha PM.Lajya nahi

  • @hemantasahoo4867
    @hemantasahoo4867 Місяць тому +1

    Ratha Yatra ku asibe Puri Sura Bhai

  • @SaratKumarNaik-cg9jj
    @SaratKumarNaik-cg9jj Місяць тому

    Surabudha Tar marana Nahi

  • @haradhanbehera9681
    @haradhanbehera9681 Місяць тому

    ବୁଢାକୁ ଦି ମୁଣ୍ଡିଆ ଭାବୁଥିଲି କିନ୍ତୁ ତିନି ମୁଣ୍ଡିଆ ବୋଲି ଜାଣିନଥିଲି 😁

  • @n.sandipchoudhury5624
    @n.sandipchoudhury5624 Місяць тому

    To pua bjp re mile sete bele congress coming

  • @pranabpanigrahi9484
    @pranabpanigrahi9484 Місяць тому

    😂😂😂😂😂😂😂

  • @gyanaranjan3725
    @gyanaranjan3725 Місяць тому

    Àchaukha

  • @raghunath123pallai3
    @raghunath123pallai3 Місяць тому

    ତମେ କାହିଁକି ହେଲାନି ତମେ ତ ପାଗଳ

  • @dillipmohanty9337
    @dillipmohanty9337 Місяць тому +1

    Eta bayata...

  • @arjunagouda147
    @arjunagouda147 Місяць тому

    Baya sura

  • @sachindash1051
    @sachindash1051 Місяць тому

    Barchalia

  • @tapanparida3176
    @tapanparida3176 Місяць тому

    Lovi Manisha sunithili, lovi paribar dekhiki... shameless family without any ethics...

  • @kadambinibiswal7331
    @kadambinibiswal7331 Місяць тому

    Godi media Same less Godi media Same less Godi media Same less କେବେ କହିଲେ ଟଙ୍କା ସାନପୁଅ bjp re ମିଶିବେ ବୋଲି।

  • @biswalkhirod1869
    @biswalkhirod1869 Місяць тому

    Sabu aburi pakka

  • @nareshpanda4418
    @nareshpanda4418 Місяць тому

    ଏ ଏକ ଗାଲୁଆ ମେଡ଼ିଆ l ୟାଙ୍କ ବୁମ ଛଡେଇ ଆଣିବା ଉଚିତ l

  • @pratapkumarsahu1384
    @pratapkumarsahu1384 Місяць тому

    କିରେ ଖଗା ପଛ ପାଖେ

  • @rabinarayanmishra2036
    @rabinarayanmishra2036 Місяць тому

    No problem.

  • @prafullakumarpanda5683
    @prafullakumarpanda5683 Місяць тому

    1. No. Galua sura

  • @SureshSahu-fc5fq
    @SureshSahu-fc5fq Місяць тому

    Kahara manthiba sia eba

  • @jagadishlobby
    @jagadishlobby Місяць тому

    Piche dekho piche toh dekho 😂😂

  • @gobindachandranayak9576
    @gobindachandranayak9576 Місяць тому

    ତୋ ବୋପା କରିଛି

  • @divinechakra
    @divinechakra Місяць тому

    Phata dhola

  • @NaratamaKumar-wd7rc
    @NaratamaKumar-wd7rc Місяць тому

    Helo
    0:59

  • @user-bb3hi1di1h
    @user-bb3hi1di1h Місяць тому

    Ha ha ha.. congress bjp BJD... making fool us... don't give importance

  • @deepakbehera7972
    @deepakbehera7972 Місяць тому +3

    Are Media vai tamara kana Kichhi kama nanhi se bekaria loka sahita kanhiki bite nauchha

  • @bapinisahoo5009
    @bapinisahoo5009 Місяць тому

    ଯେତିକି ମିଡ଼ିଆ ତାର byte ନେଉଛନ୍ତି, କାହାର ଗାଣ୍ଡୀ ମୁଣ୍ଡ ନାହିଁ। କିଛି କାମ ନାହିଁ । ସକାଳୁ ଯାଇ ବୁଢ଼ା ପାଖେ ହାଜର ।

  • @banamalimallick4014
    @banamalimallick4014 Місяць тому

    Teo manaku

  • @krutubashpujari3201
    @krutubashpujari3201 Місяць тому

    ବେଳୁ ଲେସ ବୁଢା

  • @prabhanjandash3259
    @prabhanjandash3259 Місяць тому +3

    24 barsahela to patire kana benga pasithila, ghara pain Nabinku kahilu ni

  • @prafullakumar321
    @prafullakumar321 Місяць тому +2

    Tu chora to sana pua super chora

  • @SuryaP489
    @SuryaP489 Місяць тому

    ତମ ମାନଙ୍କ thumbnail ରୁ ତମମାନଙ୍କ quality ଜଣାପଡୁଛି,,,,, ଆ,,,ଛି,,,,,ଥୁ

  • @shounakmohanty5871
    @shounakmohanty5871 Місяць тому

    Sura babu please don't advise, our CM Mr Mohan Charan Majhi Smart enough to handle Odisha. Keep your advice with you

  • @sujitsarangi7919
    @sujitsarangi7919 Місяць тому

    Madi chala

  • @nibedanlenka138
    @nibedanlenka138 Місяць тому

    Sura pachare biju pattnaik thia haichi🤣🤣

  • @adsucessforallcontent8387
    @adsucessforallcontent8387 Місяць тому +1

    A re dada nabin fan ku neiashila congess re mishei tatto karidiya shirt kholi

  • @anantanaik549
    @anantanaik549 Місяць тому +1

    Value poor🎉

  • @sanjaysahoo1974
    @sanjaysahoo1974 Місяць тому

    ତମେ କିଏ କି

  • @sudiptajena3651
    @sudiptajena3651 Місяць тому

    Jeun chanel jemiti siea semiti lokanku dakiba

  • @bishnupriyasahu6863
    @bishnupriyasahu6863 Місяць тому

    Pura family tumara barsa jouade chhata seiade

  • @GyanaranjanMishra-md3tf
    @GyanaranjanMishra-md3tf Місяць тому

    Haire kouti kahila sea bjp re misiba boli

  • @goutammohanty407
    @goutammohanty407 Місяць тому

    Galua

  • @srikantanandi5437
    @srikantanandi5437 Місяць тому

    Bopa.pua.gote.pharsh.chaleicha