ମୋ HERO ବାପା || Mo hero bapa || Odia short film || Odia emotional story || Manmay Dey

Поділитися
Вставка
  • Опубліковано 26 вер 2024
  • Title- ମୋ ହିରୋ ବାପା
    (Odia short film)
    Story- Bijay ku. Dey
    Screenplay,direction - Manmay Dey
    Dop- Biswajit Kuldi
    Edit- Papu Sahoo
    Di- Rihan (Pupul Films)
    Production head- Himanshu
    publicity design - Blank canvas RGF
    Makeup- Sagar
    Bgm- Manmay & Chiragdeep
    Recorded at- JK TUNES
    HERO BAPA SONG CREDITS :
    Singer - Chirag Deep Panda
    Composer - Chirag Deep
    Lyrics- Manmay & Sahab
    Arrangements- Chandan
    Mix & Mastered - Dilip
    #manmaydey #odiashortfilm #moherobapa
    #odiacomedy #emotional

КОМЕНТАРІ • 2 тис.

  • @ManmayDey
    @ManmayDey  6 місяців тому +55

    Start winning with the Best!- clcr.me/ManmeyDey1x
    Use promo code manmey1x to get the biggest welcome bonus!

  • @niru785
    @niru785 6 місяців тому +104

    ବଡ ବଡ ପ୍ରଯୋଜକ କିମ୍ପା ନିର୍ଦେଶକ ଏଭଳି କାହାଣୀ ଆଣି ପାରୁନାହାନ୍ତି। ସବୁ ବାପା ହିରୋ । Love you bapa ❤❤❤😭😭😭😭

  • @alokacademylive2872
    @alokacademylive2872 6 місяців тому +142

    ଭାଇ ପୁରା ହୃଦୟ କୁ ଛୁଇଁଗଲା ,, ସତରେ ଏ ଧନୀ ଲୋକ ମାନଙ୍କର ହୃଦୟ ବୋଲି କିଛି ନାହିଁ,,,ଆଉ ଯାହା ପାଖରେ ହୃଦୟ ନାହିଁ ସେ ହିଁ ପ୍ରକୃତରେ ଛୋଟଲୋକ୍

  • @Onlineservices0804
    @Onlineservices0804 6 місяців тому +457

    ମନ୍ମୟ ଭାଇ, କଣ କହିବି, ତୁମେ ଜଣେହି କଳାକାର ଯିଏ, ସମସ୍ତେ ଛାଡି ଗଲା ପରେବି , ଏତେ ସୁନ୍ଦର କାହାଣୀ, ଏତେ hart toching acting wow ,,,, ତୁମେ ଆମ ଭୋଗରାଇ ର ଗର୍ବ ।

    • @shushilaAswini
      @shushilaAswini 6 місяців тому +6

      ସତ କଥା

    • @EARTH-4-k3x
      @EARTH-4-k3x 6 місяців тому +16

      Kisa re chhua se bhogarai re janma hela boli ekela tumara garba ki? Au ame kisa karichhu je, se sara odisha ra garba he.

    • @BKVLOG-o6b
      @BKVLOG-o6b 6 місяців тому +7

      Bhai amo odisha ro garbo

    • @Hand-d4h
      @Hand-d4h 6 місяців тому +2

      Mind blowing heart touching ❤❤❤

    • @papumahana7493
      @papumahana7493 6 місяців тому +2

      Bhai amo BHAGARAI ku pura bhuli gale ni

  • @santoshjena2537
    @santoshjena2537 6 місяців тому +188

    କଥାରେ ପରା ଅଛି ବାପା ଥିଲେ ପୁଅ କିମ୍ବା ଝିଅ ସଭାରେ ହାରେନି ସତରେ ଯାହାର ବାପା ନାହିଁ ତାହାର୍ ଶାହା ନାହିଁ ହୃଦୟ କୁ ବହୁତ କଷ୍ଟମୟ ଏହି ଭିଡିଓ କରିଥିବାରୁ ହୃଦୟରୁ ସଲାମ୍ ଭାଇ 🙏🙏🙏

    • @user-mamali
      @user-mamali 6 місяців тому +2

      ଠିକ୍ କହିଛନ୍ତି ସେ କଷ୍ଟ ମୁ ନିଜେ ଭୋଗିଛି

    • @jollywooddancer7027
      @jollywooddancer7027 6 місяців тому +4

      Bhai sata kathaa Mora bapa nahi mu janichhi dukha
      Kn

    • @santoshjena2537
      @santoshjena2537 6 місяців тому +4

      ବାପା ଠାରୁ ବଡ଼ ଦୁନିଆରେ କେହି ନାହାନ୍ତି ଭାଇ ମୁଁ ବି ହତଭାଗ ମୋ ବାପା ନାହାନ୍ତି 😭😭😭

    • @sumitrapsdmcm7513
      @sumitrapsdmcm7513 6 місяців тому

      🥺❤️thik kahichhanti bhai....🥺😩🙏🏻❤️✨

    • @santoshjena2537
      @santoshjena2537 6 місяців тому

      🙏🙏🙏

  • @lipikacollection
    @lipikacollection 6 місяців тому +70

    ସତରେ ଆମ middle class ପାଇଁ ଆମ ବାପ hero.. କାହିଁକି ନା ସେ ଆମକୁ କଷ୍ଟ କଣ ଜଣେଇବାକୁ ଦିଅନ୍ତନି, ଲୋକ ଠୁ ଗାଳି ସୁଣିକି ସେ ଆମ ଆଗୋରେ ହସିଥନ୍ତି ସତରେ ସେ ହିଁ ଆମ hero ବାପା 😢❤😢..

  • @Sukanta926
    @Sukanta926 6 місяців тому +95

    ଛୋଟ ପିଲାଟା ଅଭିନୟ ବହୁତ ଉଚ୍ଚ କୋଟିର ଥିଲା 👍

  • @chinmayasahu3164
    @chinmayasahu3164 6 місяців тому +185

    ହୃଦୟ ରୁ ପ୍ରଣାମ!! ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ମଣିଷ ସମ୍ମାନ। ଅତି ସୁନ୍ଦର ସମାଜ କୁ ବାର୍ତ୍ତା 🙏🙏

  • @TapasKhandai-d1q
    @TapasKhandai-d1q 6 місяців тому +31

    ବାସ୍ତବତା ଉପରେ ଆଧାରିତ ଏକ ହୃଦୟସ୍ପର୍ଶୀ କାହାଣୀ..... ସମସ୍ତ ଚରିତ୍ର ଉଚ୍ଚକୋଟୀର.....

  • @ss_gaming111
    @ss_gaming111 6 місяців тому +42

    ପ୍ରଥମ ଥର ପାଇଁ ମୋ ଆଖି ରେ ଲୁହ ଆସିଗଲା ❤❤❤

  • @jayantapradhan741
    @jayantapradhan741 6 місяців тому +17

    ବାପା,ମା ୨ ଜଣ ସତରେ ଭଗବାନଙ୍କ ଅବତାର..ନିଜେ ଦୁଃଖ ରେ ରହି ମଧ୍ୟ ସେ ଆମକୁ ବହୁତ ଆଗକୁ ପଥ ଦେଖେଇ ନେଇ ଥାନ୍ତି..ସତରେ ବହୁତ ହୃଦୟସ୍ପର୍ଶୀ କାହାଣୀ..🥰🥰

  • @chintucreation120
    @chintucreation120 6 місяців тому +60

    ସତରେ ଭାଇ ବହୁତ୍ ସୁନ୍ଦର କାହାଣୀ ଟି ଥିଲା ଆଶା କରୁଛି ୟାର part 2 କୁ

  • @SHYAMASUNDARSAMARATH
    @SHYAMASUNDARSAMARATH 6 місяців тому +67

    ବାପା ଆମ ପାଇଁ କେତେ ଦୁଃଖ କଷ୍ଟ ସହି ଆମକୁ ସମାଜ କୁ ଆଣି ଥାଆନ୍ତି ସତରେ.....🤗Love u bapa❤ maa

  • @shipucreation6539
    @shipucreation6539 6 місяців тому +127

    ଯୋଉମାନେ ମନ୍ମୟ ଭାଇ କୁ ହୃଦୟ ରୁ ଭଲପାଉଚ 👍 କର

  • @pratapkumar9101
    @pratapkumar9101 3 місяці тому +1

    ଏଇ କାହାଣୀ ଖୁବ୍ ଭଲ ଥିଲା। ମନକୁ ଛୁଇଁଲା। Love 💕 Baba 😢

  • @aksdjdokan
    @aksdjdokan 6 місяців тому +32

    ପିଲାଙ୍କର ଖୁସି ପାଇଁ ସବୁବେଳେ ବାପା ମାନେ ଚେଷ୍ଟା କରିଥାନ୍ତି ❤❤❤

  • @Cdsjourneybyashis
    @Cdsjourneybyashis 6 місяців тому +76

    କେତେ ଥର ଆଉ ଏ ଗୋଟେ ମନ କୁ ଜିତିବ ଭାଈ। ଯେତେବେଳ ଜଣେ ମାଟି ତଳୁ ଆକାଶ ଉପର କୁ ଯାଏ ସେ ହିଁ ପ୍ରକୃତ ଓ ରିଅଲ ଷ୍ଟୋରୀ ବଣାଇ ପରେ

  • @half_enginner
    @half_enginner 6 місяців тому +21

    A 16 minutes video with thousand of emotions.💙

  • @subhankardash3484
    @subhankardash3484 6 місяців тому +198

    Manamay bhai nku bhala pau thiba pila like kara

  • @siducreation9909
    @siducreation9909 6 місяців тому +2

    Heart touching content ❤❤❤❤❤❤❤❤❤❤❤❤❤❤manmay bro, kuni jhia ra bahut Sundar acting thila .. Amiti content neiki movie kale nihati loka dekhibe....au amo odia Film industry bahut agoku jiba.....100 ru 💯. ⭕‼️⭕🙏 Jai jagannath

  • @smaranikenayak6593
    @smaranikenayak6593 6 місяців тому +14

    ସାହିତ୍ୟ ର ସବୁ ଶବ୍ଦ ଆପଣଙ୍କ ପାଇଁ ଗର୍ବିତ........... ଏ ଦୁନିଆର ବାସ୍ତବିକ୍ କାହାଣୀ😢❤ ସୁନ୍ଦର କାହାଣୀ ❤

  • @rusikasisters08
    @rusikasisters08 6 місяців тому +10

    Lucky to have persons like Bijay sir & Sanjay sir...I remember how they used to tell us story....Not only teachers,they both are my inspiration...

  • @LagenKumar-pr3pv
    @LagenKumar-pr3pv 6 місяців тому +10

    କାହାଣୀ ଟି ବହୁତ ସୁନ୍ଦର ହେଇଛି Thank you Manmay & Team

  • @niteshmurmu2299
    @niteshmurmu2299 6 місяців тому +7

    ବହୁତ ହୃଦୟସପର୍ଶୀ ଅଭିନୟ 😊😊

  • @santoshkumargiri3125
    @santoshkumargiri3125 6 місяців тому +2

    Really Heart touching Video 😢😢😢😢😢😢

  • @DiptimayeeAcharyaSumi
    @DiptimayeeAcharyaSumi 6 місяців тому +12

    ସତରେ ସବୁ ବାପା ମାନେ ଜଣେ ଜଣେ ହିରୋ ହେଇ ଥାଆନ୍ତି I love you bapa

  • @saipatramusicjogeswarpur2606
    @saipatramusicjogeswarpur2606 6 місяців тому +5

    2024. ର ସବୁଠାରୁ ବ୍ଲକ ବଷ୍ଟର କାହାଣୀ ତା ସାଙ୍ଗକୁ ଚମତ୍କାର ଅଭିନୟ 🙏👍👌🏿🥰❤

  • @Pravatkumarmanik
    @Pravatkumarmanik 6 місяців тому +6

    Bhai ki concept 😢
    Pura op

  • @user-gx8vz2of5imanju
    @user-gx8vz2of5imanju 6 місяців тому +2

    Bapa Abe ta amiti❤❤❤❤

  • @Purna465
    @Purna465 6 місяців тому +19

    ସତରେ ହୃଦୟ କୁ ଛୁଇଁ ଗଲା.. ଭଉଣୀର ଏକ୍ଟିଙ୍ଗ ❤❤❤❤

  • @deepakdalei5390
    @deepakdalei5390 6 місяців тому +8

    Heart touching vdo...misss u bapa 😢😢

  • @desiboysdesitadka9849
    @desiboysdesitadka9849 6 місяців тому +4

    ୟେ ଷ୍ଟୋରୀ 1000 ଓଡ଼ିଆ ଫିଲ୍ମ ଖାଇଯିବ one of best act and write 🥰🥰🥰🥰

  • @malayasahani9559
    @malayasahani9559 6 місяців тому +34

    First views and i have 0 likes😢

    • @spiderodiagaming5695
      @spiderodiagaming5695 6 місяців тому

      କର୍ମ କରିଚାଲ ଫଳ ର ଆଶା କରନି

  • @BikashVlogs38448
    @BikashVlogs38448 6 днів тому +1

    Fakir mohan senapati nka ଗଳ୍ପ ପରେ ତୁମର ଗଳ୍ପ ଅତ୍ୟନ୍ତ ମନ ମୁଗ୍ଧକର , ହୃଦୟ ସ୍ପର୍ଶୀ । ଲୁହ ଆସିଗଲା ଆଖିକୁ , ମୋ ପିଲା ବେଳ କଥା ମନେ ପଡିଗଲା ମୋ ବାପା ଙ୍କୁ ନେଇକି । ଆଜି ମୋ ବାପା ଙ୍କୁ ବହୁତ୍ ମନେ ପକାଉଛି ..😢😢🥰🥰👏🏻👏🏻

  • @odiaghara
    @odiaghara 6 місяців тому +2

    Ati sunder concept akhire luha asigala

  • @Manas_jena
    @Manas_jena 6 місяців тому +5

    Indeed, the bond between a father and child, as depicted in this story, is incredibly moving and resonant. It highlights the selflessness and unconditional love that characterizes many parent-child relationships. Manmay bhai's portrayal of this dynamic is both heartfelt and thought-provoking, leaving a lasting impression on the audience.❤❤❤

  • @villageboykanha3809
    @villageboykanha3809 6 місяців тому +3

    ସୁନ୍ଦର ଅଭିନୟ, ହୃଦୟସ୍ପର୍ଶୀ ❤❤❤❤❤❤

  • @subhadrasinibiswal9295
    @subhadrasinibiswal9295 6 місяців тому +4

    ଏହା ହିଁ ହେଉଛି ଜୀବନର ବାସ୍ତବତା...

  • @itsurbriten8994
    @itsurbriten8994 6 місяців тому +1

    Luxurious things in Universe (my parents ❤🌍)
    And yes we are from middle class family ☺but still I'm happy with them 😘...
    Heart touching content manmaya bhaii ❤🙌🔥

  • @mrckmalikvlogs8623
    @mrckmalikvlogs8623 6 місяців тому +2

    ମୋ ବାପା ନାହାନ୍ତି ସତ କିନ୍ତୁ , ଏହି ଭିଡିଓ ଦେଖିବା ପରେ ବାପା କଥା ବହୁତ ମନେ ପଡୁଛି ମୋ ବାପା ହିରୋ ମୋ ପାଇଁ
    I miss you papa 😢😢😢😢

  • @FUNNYHARIBOL
    @FUNNYHARIBOL 4 місяці тому +1

    ହୃଦୟ ଛୁଆଁ କାହାଣୀ ❤

  • @santoshkumargiri3125
    @santoshkumargiri3125 6 місяців тому +1

    Satare Video Dekhiki Akhiru Luha Asigola Very Emotional Story 😭😭😭😭😭😭😢😢😢😢😢😢Video Pain Gote Like Heijau Hero Bapa Pain

  • @biswaranjanjena606
    @biswaranjanjena606 6 місяців тому +2

    I'm Big fan of your Manmay Bhai❤ . Your All Content is so beautiful 😊

  • @subhashreesasmal9434
    @subhashreesasmal9434 6 місяців тому +2

    😢😢....thank u manmay bro🎉🎉....emiti story Ani thibaru🤎🤎.....mu bahut bada fn

  • @always_sweety_
    @always_sweety_ 6 місяців тому +2

    ପୁରା ସତ କଥା ଗରିବ ବୋଲି ଆମ କୁ ଯିଏ ଯାହା ପାରନ୍ତି କୁହନ୍ତି କାହିଁକି ନା ଆମେ ଗରିବ 😭😭😭😭😭 ଆମ ମନ ବଡ଼ ହେଲେ ଧୋନ ନାହିଁ 😭😭😭

  • @laxmipriyabehera6694
    @laxmipriyabehera6694 2 місяці тому

    Sundara kahani ta pain akhiru 2dhara luha jharigala ,bohut hrudaya sparshi kahani 👌❤️👌👌

  • @bittutripathyvlog1647
    @bittutripathyvlog1647 6 місяців тому +2

    ସତରେ ଏ କାହାଣୀ ଦେଖି ମୋ ଆଖିରୁ ଲୁହ ଆସିଗଲା ବହୁତ ଭଲ story

  • @shivaodiavlogs3785
    @shivaodiavlogs3785 6 місяців тому

    One of the best vedio❤❤Bhai💖 🥺

  • @itishreebiswal5129
    @itishreebiswal5129 6 місяців тому +1

    Nichhak abhinaya ❤❤❤ Lot's of love for this vdo 🥰

  • @arunavlog6980
    @arunavlog6980 6 місяців тому +2

    Ati sunder upstapana...
    Mind blowing acting......akhiri luha asigala...ati sunder samajku barta..Jay Jagannath

  • @balarammishra489
    @balarammishra489 6 місяців тому +1

    Such a lovely story and true story, Thanks to Team as well as Manmay ❤

  • @rajkishorvlogs212
    @rajkishorvlogs212 6 місяців тому +1

    ତମକୁ ଏତେକି ଅନୁରଧ ଦାଦା ଓ ଭଉଣୀ next video ଜଲ୍ଦି ବନ ଦାଦା super next part bana

  • @AdikandaHembram
    @AdikandaHembram 3 місяці тому

    ମନ୍ମୟ ଭାଇ ତୁମ acting ପୁରା ଜବରଦସ୍ତ ହେଇଛି।

  • @bsbapujipal1020
    @bsbapujipal1020 6 місяців тому

    ସତରେ ଆଖିରୁ ଲୁହ ବାହାରି ଆସିଲା.... କୁନି ଝିଅ ତୋର ବାପା ସତରେ ହିରୋ
    Miss you bapa and maa
    ମୋର ବାପା ଆଉ ମା ଆଉ ନାହାନ୍ତି 😭😭😭

  • @RashmitaBehera-vw8xw
    @RashmitaBehera-vw8xw 6 місяців тому +2

    Nice story ...💓 sabu jhia nka pain tanka bapa Jane hero ☺

  • @rohitsonaroshan
    @rohitsonaroshan 6 місяців тому +1

    Realy heart tochhingi Bapa I Love You BapA || My Hero.. My i dol ❤❤❤❤

  • @Miss___simun123
    @Miss___simun123 6 місяців тому +2

    ଏଇ ଭଳିଆ କାହାଣୀ ଆଗକୁ ଆଣନ୍ତୁ ପ୍ଳିଜ୍ ଭାଇ ବହୁତ ଭଲ ଲାଗିଲା ❤❤

  • @debashishmahapatra479
    @debashishmahapatra479 6 місяців тому

    Love this video bhai❤❤❤Bahut bahut sundar heichi👌👌👌

  • @SmilingBrownBear-zu5gi
    @SmilingBrownBear-zu5gi 2 місяці тому

    ବହୁତ ବଢିଆ ଆମ ସମାଜ ପାଇଁ ଏ ଉପଦେଶ

  • @soumyaranjandas678
    @soumyaranjandas678 6 місяців тому +1

    ଛୋଟ ଭିଡିଓ ଟିଏ ହେଲେ ବି କୋଉ ସିନେମା କାହାଣୀ ଠୁ କାମ ନୁହଁ । ଭାଇ ଆଜି ପର୍ଯ୍ୟନ୍ତ ଏମିତି କାହାଣୀ ଦେଖି ନଥିଲି...😢ହୃଦୟକୁ ଛୁଇଁ ଗଲା 💝 ପୁରା ଆମ ଓଡ଼ିଆ ଘର ର କାହାଣୀ... ଅଭିନୟ, ନିର୍ଦ୍ଦେଶନା ଓ କାହାଣୀ ପାଇଁ କିଛି ଶବ୍ଦ ନାହିଁ 👌🏽🙏🏽❤️

  • @Mansun-Lifestyle
    @Mansun-Lifestyle 11 днів тому

    ସତରେ ଭାଇ video dekhi ଆଖି ରୁ ଲୁହ ଆସିଗଲା😢 ବୋହୁତ ସୁନ୍ଦର video 🎉❤

  • @JituLiza-x1l
    @JituLiza-x1l 6 місяців тому +2

    Gita ta emotional karidela bhai❤❤❤

  • @BarishRishivlogs8790
    @BarishRishivlogs8790 6 місяців тому +1

    Beautiful bro thank you so much mu pura Kandi pakeili so nice 👍 job ❤❤❤❤❤❤❤❤🎉

  • @sdsidhutrendingvlogs7502
    @sdsidhutrendingvlogs7502 6 місяців тому +1

    Satare Bhai pura emotional karidela

  • @SD_GAMING_7
    @SD_GAMING_7 6 місяців тому

    ଧନୀ,ଗରିବ ଚିନ୍ତା ଧାରା ପାଇଁ ଆଜି କା ଦୁନିଆରେ ଧନୀ ଆହୁରି ଧନୀ ଏବଂ ଗରିବ ଆହୁରି ଗରିବ ହେବାକୁ ଯାଉଛି by the way sir best video 👍🏻 I❤MY DAD

  • @sangitapradhan2312
    @sangitapradhan2312 6 місяців тому +1

    Bhabuci eita ama sir lekhicanti. My favourite Teacher 👌.

  • @RanjanMaharana-x7g
    @RanjanMaharana-x7g 6 місяців тому

    Bhala lagila video 😢

  • @mrroutvlog6071
    @mrroutvlog6071 6 місяців тому

    The most intension for this video is the most wonderful and specific fo the greatest father in overwall world..
    This is very importance for all father to all children..

  • @krupasindhubhoi7446
    @krupasindhubhoi7446 6 місяців тому +1

    ବହୁତ ସୁନ୍ଦର କାହାଣୀ ଟିଏ❤❤❤❤❤❤ କହିବାକୁ କିଛି ନାହିଁ, ଖାଲି ଏତିକି ବହତ୍ ଆଗକୁ ଜାଅ❤❤

  • @maxgaming3524
    @maxgaming3524 3 місяці тому

    ଆପଣ ସତରେ ଗୋଟେ ମହାନ୍ ବାପା ହେବେ❤

  • @GobindaJena-s3t
    @GobindaJena-s3t Місяць тому

    Nice Bhai video bhala lagila❤

  • @madhuManojMM
    @madhuManojMM 6 місяців тому

    Wow bahut sundar video satare aei video dekhiki mate bahut kasta hela ma aakhiru luha asigala satare bapa jahara nahi se aei duniare kete kastare dukhare sehni janichi but gate pila Pani Tara bapa maa hini ta Pani sabukichibahut sunder❤❤❤❤💕👌👌

  • @PujaBehera-r1v
    @PujaBehera-r1v 3 місяці тому

    Bahut badhiya laguchi tuma video dekhi love you Bhai you are best

  • @TheDesignDreams09
    @TheDesignDreams09 6 місяців тому +2

    ଭାଇ ଯାହା ହୋଉ ଏତେଦିନପରେ ଆପଣଙ୍କର voice ରେ ଗୋଟେ ଭଲ କଥା ଶୁଣିବାକୁ ମିଳିଲା 😊 ଧନ୍ୟବାଦ ଭାଇ 😊

  • @bidyadharasahu5705
    @bidyadharasahu5705 2 місяці тому

    Congratulation Hero Bapa(Manmay bhai) and your daughter

  • @biswaranjan177
    @biswaranjan177 6 місяців тому +2

    ମନ୍ମୟ ଭାଇ ଏହି ଭିଡ଼ିଓ comments ଆଜି ମୋର ଭାଇରାଲ ହେବ ଜୟେ ଶ୍ରୀ ରାମ 🕉️🙏🏻🚩😃😍👍🏻

  • @Laxmipriya217
    @Laxmipriya217 6 місяців тому

    Manmay bhai satare beautyful hrudayaku chhui galaa❤😢❤

  • @jagankumar9092
    @jagankumar9092 6 місяців тому +1

    Super super super big brother ❤❤❤❤

  • @gayatripatel1681
    @gayatripatel1681 3 місяці тому

    ଅତ୍ୟନ୍ତ ହୃଦୟସ୍ପର୍ଶୀ କାହାଣୀ । ପିଲାଦିନେ ପଢିଥିବା "ଭୋଜି " ଗପ ମନେପଡିଗଲା ।

  • @bisheswarbehera2587
    @bisheswarbehera2587 6 місяців тому

    Best of luck 🍀🍀 Bhai and didi beautiful story and massage for our samaj

  • @lalitmohandas8544
    @lalitmohandas8544 6 місяців тому

    A lovable story directly touch to heart ❤️

  • @SanjitaDutta-y6y
    @SanjitaDutta-y6y 6 місяців тому +1

    Sabu team ku misiki video kara
    Amiti dekhibaku moja asuni

  • @bharatjago108
    @bharatjago108 6 місяців тому +1

    Really wonderful experience

  • @dasjagandas6532
    @dasjagandas6532 6 місяців тому

    Aakhiru luha asigala seriously heart' touching

  • @OdiaTech24knowledge
    @OdiaTech24knowledge 6 місяців тому +1

    ❤..I LOVE YOU...BAPA...💗😢

  • @jatramirror
    @jatramirror 6 місяців тому +1

    ଝିଅର ଅଭିନୟ ଉଚ୍ଚ କୋଟୀର ଥିଲା❤

  • @Trupti539
    @Trupti539 6 місяців тому

    Imotional hai but sach hai 😔 eii video most beautiful ❤️ heart ko chhu liya🥰🥰

  • @kbcreation2593
    @kbcreation2593 6 місяців тому

    Story is awesome❤❤❤❤

  • @b.pitambarpatro4827
    @b.pitambarpatro4827 6 місяців тому

    Bahuta bhala lagila

  • @aratisahu6312
    @aratisahu6312 6 місяців тому

    ବହୁତ ସୁନ୍ଦର କାହାଣୀ ଆଖି ରେ ଲୁହ ଆସିଗଲା ତୁମର ସବୁ video re kichhi. Sikhibaku mile

  • @AMITSAHANI143
    @AMITSAHANI143 6 місяців тому +1

    Better than any odia big screen film.... ❤ Well done Manmay and team👍

  • @mr__soumya1429
    @mr__soumya1429 6 місяців тому

    One of best short videos of odisha

  • @aloks30
    @aloks30 6 місяців тому +1

    Epic Concept...❤ Heart touching 😇🙏🏻❤️❤️

  • @diptikantadalei1303
    @diptikantadalei1303 6 місяців тому

    Satare dey babu ma manaku chnui gala ❤❤❤love you all person ❤️ ♥️

  • @basudevsahoo7219
    @basudevsahoo7219 6 місяців тому

    Heart touching bro really it's happen to me .....
    Now am crying cz I feel it
    Really my father is my hero

  • @Wrestling-f5u
    @Wrestling-f5u 6 місяців тому +1

    What A story Bro ♥️ Awesome ❤❤

  • @santoshkumargiri3125
    @santoshkumargiri3125 6 місяців тому +1

    Very nice Story 🎉🎉🎉😢😢😢

  • @sonalipradhansonali118
    @sonalipradhansonali118 5 місяців тому

    Heart-touching Vdo Bhai 🙏🥺Satare Akhi rew luha Asigala

  • @subhamdasdas9458
    @subhamdasdas9458 4 місяці тому

    such a great story really emotional love you all off

  • @sanjayjena6487
    @sanjayjena6487 6 місяців тому +1

    Beautiful acting bro all the best 💪