କହୁଥିଲେ ନବୀନ, ହଠାତ୍ ଶୁଭିଲା...|CM Naveen Patnaik Speech In Nayagarh |Odisha Election 2024 | Odia News

Поділитися
Вставка
  • Опубліковано 21 тра 2024
  • କହୁଥିଲେ ନବୀନ, ହଠାତ୍ ଶୁଭିଲା...|CM Naveen Patnaik Speech In Nayagarh |Odisha Election 2024 | Odia News
    Naveen Patnaik's campaign in Nyagarh. The Chief Minister asked whether the various schemes of the state goverment are good and appealed to BJD to vote. Is Mamata Yojana good, Kalia Yojana good, Mission Shakti good, 5T good, Madhubabu Pension Yojana good? Chief Minister Naveen Patnaik has asked to vote by double Sankha, saying whether conch symbol is good or not. On the other hand, Pandian has targeted MP Aparajita Shadangi.
    #aparajitasarangi #electioncampaign #naveenpatnaik #odishaelection2024 #keonjharelection #cmnaveenpatnaik #hightechcampaign #electioncampaign #bus #sundargarh #odishaelection #2024election #loksabhaelection #bjdelectionrally #cmnaveen #cmnaveenpatnaik #bjd #odianews #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm

КОМЕНТАРІ • 429

  • @kkarunakaramahanandia9980
    @kkarunakaramahanandia9980 27 днів тому +102

    ପାଣ୍ଡିଆନଧରୁଥିବା ନବୀନ ପାଇଁ ମାଇକ୍ରୋ ଫୋନ ଭଲ କି?

    • @sysam5648
      @sysam5648 27 днів тому +2

      Toh bou bia😂

    • @9861877023
      @9861877023 27 днів тому

      ​@@sysam5648Bhai tame tanku Sadi para,,but Bou ku emiti kahiba thik nuhe,,,tanka bounce kn tuma bou nuhe ki??

    • @iconicindrajit3660
      @iconicindrajit3660 27 днів тому +1

      hmmmm tamil mike bht vala🤣

    • @iconicindrajit3660
      @iconicindrajit3660 27 днів тому

      ​@@sysam5648tamil pandu ra pada chata thu ae sanskara hi asa kara jai pare

    • @Jagaa333
      @Jagaa333 26 днів тому +1

      🤣🤣🤣

  • @prasantapadhan6192
    @prasantapadhan6192 27 днів тому +39

    ଏବେ ତାମିଲନାଡ଼ୁ ବାଣ୍ଡର ମଜା ଓଡ଼ିଶାରେ ଉପଲବ୍ଧ ଭରପୁର ଫାଇଦା ଉଠାଅ

  • @ommdash513
    @ommdash513 27 днів тому +31

    ସବୁ ଭଳ କିନ୍ତୁ ଯୁବକ ଯୁବତୀ ମାନଙ୍କ ସହିତ ଯୋଉ ପ୍ରତାରଣା କରିଛ ୨୫ ବର୍ଷ ଧରି ସେଇଟା ଭଲ କି ଆପଣ କୁହନ୍ତୁ

  • @santoshdakua6698
    @santoshdakua6698 27 днів тому +45

    ବିଜେଡି ହଟାଓ ଓଡିଶା ବଞ୍ଚାଓ

  • @jitendradakua1321
    @jitendradakua1321 27 днів тому +17

    ଦାଦନ ପଠାଯାଉଛି ଭଲକି

  • @user-uk9xv6jk7r
    @user-uk9xv6jk7r 27 днів тому +24

    ଦାଦନ ଭଲକି

    • @user-hd6mw2gf7o
      @user-hd6mw2gf7o 27 днів тому +1

      Nice cmt😅

    • @sradhamihir5552
      @sradhamihir5552 27 днів тому +1

      ତୋତେ ଯିବାକୁ କିଏ କହୁଛି, ଆମେ ତ ଗାଁ ପିଲା ତଥାପି ତ କାଇଁ ଯାଉନୁ 😅

    • @lipiipsitabehera5395
      @lipiipsitabehera5395 18 днів тому

      ଦାଦନ ନବୀନ ପାଇଁ ନୁହେଁ ମୋଦୀ ପାଇଁ

  • @user-bk7px4uz3g
    @user-bk7px4uz3g 27 днів тому +42

    ଏଇ ଲୋକ ମାନେ ଓଡିଶା ଏବଂ ଓଡ଼ିଆ ଭାଷା ପଛରେ ରହିବାର କାରଣ. କି ସୁନ୍ଦର ଯୋଡି ଆଉ କି ସୁନ୍ଦର ଭାଷା

  • @user-uk9xv6jk7r
    @user-uk9xv6jk7r 27 днів тому +24

    କୁନ୍ଥେଇକି କିଛି ଲାଭ ନାହିଁ. ଏଥର ବିଜେପି ଜିତିବ

    • @Mrishan190
      @Mrishan190 27 днів тому +2

      BJP asile odisha re sabu gariba haijibe

  • @SangeetDunia1
    @SangeetDunia1 27 днів тому +22

    ଓଡ଼ିଶାରେ ତାମିଲ ସରକାର ଭଲ କି?

  • @Alok-kumar.98
    @Alok-kumar.98 27 днів тому +13

    ନବୀନ ବାବୁ ମୁଁ ଆପଣଙ୍କ ପାଇଁ ଗର୍ବ କରୁଛି ଯେ ଆପଣ ୨୫ ବର୍ଷ ଶାସନ କଲା ପରେ ବି ଓଡ଼ିଆ କହି ଜାଣୁ ନାହାନ୍ତି । ଆପନ୍ ମାନେ ଖୁସି ତ 😅😅😅😅

  • @bijaykumar6356
    @bijaykumar6356 27 днів тому +20

    ତମ ବାଳ ପାଚିଗଲା ପଛେ ତମେ ଓଡ଼ିଆ କହି ପାଇଲାନି

  • @chandrapanda7222
    @chandrapanda7222 27 днів тому +7

    Sir ଆପଣଙ୍କ ଯୋଜନା ସବୁ ଭଲ ଯେ,କିନ୍ତୁ ଆପଣଙ୍କ ଦେହ ଭଲ ନ ଥିବା ଜଣାଯାଉଛି.

  • @raghunathmandal204
    @raghunathmandal204 27 днів тому +4

    He Prabhu kebe Mariqb kejane ei Pandyan au Nabin

  • @voiceofroushaner4386
    @voiceofroushaner4386 27 днів тому +39

    ଏଥର ବି ଅଣ ଓଡ଼ିଆ, ନବୀନ ଜାଗାରେ ପାଣ୍ଡିଆନ, ଓଡ଼ିଆଙ୍କୁ ଲାଜ ସରମ କିଛି ନାହିଁ,

    • @Bapunsga
      @Bapunsga 27 днів тому +1

      Sabu tonka pachare Baya

    • @Mrishan190
      @Mrishan190 27 днів тому

      BJP asile narendra modi odisha ku laddu daba

    • @lipiipsitabehera5395
      @lipiipsitabehera5395 27 днів тому +2

      Apana bodhe odia hei pure odia kuhanti

    • @raghunarhkarjee947
      @raghunarhkarjee947 21 день тому

      କୁଜିନେତା ଙ୍କ ରାହା ନାହିଁ

    • @lipiipsitabehera5395
      @lipiipsitabehera5395 21 день тому

      ମୋଦୀ ବି ୧୦ ବର୍ଷ ହେଲାଣି ପ୍ରଧାନ ମନ୍ତ୍ରୀ ହେଲେଣି ସେ ଏବେ କଣ ପାଇଁ ଓଡ଼ିଶା କଥା ଚିନ୍ତା କରୁଛନ୍ତି । ସିଏ ଯଦି ଓଡିଶା ର ଉନ୍ନତି ଚାହିଁ ଥାନ୍ତେ ତ ୧୦ ବର୍ଷ ହେଲାଣି କାଉଠି ସୋଇଥିଲେ । କେନ୍ଦ୍ର ସରକାର ବଡ଼ ନ ରାଜ୍ୟ ।

  • @akshayabehera9597
    @akshayabehera9597 27 днів тому +9

    Bass bahutu heigala 25 bersh etiki kala .

  • @bramhanandadey8324
    @bramhanandadey8324 27 днів тому +6

    Dadana jiba bhala ki
    Vote dia sankha re aao dadana khata bhare

  • @rameshmohan3427
    @rameshmohan3427 27 днів тому +20

    ସେଇ ଗୋଟିଏ କଥା... ବର୍ଷା ହେଲେବି ଖରାରେ..=ଶୀତ ହେଲେବି ଖରାରେ... ସନ୍ଧ୍ୟା ସମୟରେ ବି ଖରାରେ

  • @Gaganmallik-zx9xx
    @Gaganmallik-zx9xx 27 днів тому +5

    ଓଡ଼ିଶା ଲୋକ ମାନଙ୍କୁ ମୃର୍ଖ ଭାବୁଛ ନାକଣ ଯଦି ନବୀନ ବାବୁ ଭାସଣ ଦେ ଉଛ ନ୍ତି କେମରା ସିଧାସଳଖ ନରଖୀ ପଦେ କଥାରେ ବୁଲାଯିବାର କାରଣ କଣ ସେଠାରେ କଣ ସିରି ଏଲ ସୁଟିଂ ହେଉ ଛି ଜଣେ କହିବ ଆଉ ଜଣେ ସୁଣିକି କହିବ ଏଭାସଣ ନା ଛେଲି ବିକାହାଟ,ଯଦିଓ ନବୀନ ବାବୁ ଭାସଣ ଦେ ଉଛନ୍ତି ତାଙ୍କ ପାଖରେ ଏକାହିଁ ଜଗି ଛନ୍ତି.........ନବୀନ ବାବୁ ଓଡ଼ିଶାର ସମସ୍ତ ଲୋକ ମାନଙ୍କୁ ଛେଲି ଭାବୁଛନ୍ତି, ଓଡିଶାର ସମସ୍ତ ସାମ୍ବାଦିକ ମାଆଙ୍କୁ ଡାକି ଏକା ଏହିପ୍ରକାର ଭାଷଣ ଦେଲେ ଭଲ ଲାଗନ୍ତି........

  • @pany167
    @pany167 27 днів тому +11

    ତାମିଲ ଶାସନ ଭଲ କି

  • @debendrmohanta855
    @debendrmohanta855 27 днів тому +2

    Jt not joining form 2018 bhala ki

  • @nandiswarl
    @nandiswarl 27 днів тому +4

    Odisha ro bhabisyata andhar

  • @santoshkumardas1001
    @santoshkumardas1001 27 днів тому +5

    Script change kar pandiya sabu ବେଳେ same script

  • @CheerfulCircuitBoard-ug5ln
    @CheerfulCircuitBoard-ug5ln 27 днів тому +21

    ନବିନ୍ ଭୁଲ୍ କଲେ ତାମିଲ ବାଲା କୁ ହେଡ କରି

    • @ecoedutainment-ecot5802
      @ecoedutainment-ecot5802 27 днів тому +1

      ଓଡ଼ିଶାର development ଯଦି ଜଣେ ତାମିଲ କରିପାରୁଛି ତାହେଲେ ଅସୁବିଧା କ'ଣ ଅଛି

    • @bideshbehera161
      @bideshbehera161 26 днів тому +1

      Tuma ku Tamil sarkar darkar kintu sabu Odisha basinku nuhe 🤬

    • @RaniOfficialDance
      @RaniOfficialDance 26 днів тому

      ​@@ecoedutainment-ecot5802odisha re ete din nabin Babu saasana karle athacha gotie odia pua baharkariparile ni 🙏🙏 Odisha ra prajaa ku alga rajya ra prajaa tk bhabiki dekhantu Bhai 🙏🏼

    • @RaniOfficialDance
      @RaniOfficialDance 26 днів тому +1

      ​@@ecoedutainment-ecot5802nija odisha maati pain aame ete tala ku jaiparibu nahi..matrubhumi matrubhasa re mamata jaa hrude janami nahi taanku jadi gyaani gana re ganiba agyani rahibe kahi 😂

    • @ecoedutainment-ecot5802
      @ecoedutainment-ecot5802 26 днів тому

      @@RaniOfficialDance ଆମ ମାତୃଭାଷାକୁ ଜଣେ ତାମିଲ ଲୋକ ଯଦି ସମ୍ମାନ ଦେଉଛି ଆମେ କାହିଁ ଦେବା ନାହିଁ। ସେତ ମାତୃଭାଷାର ରକ୍ଷକ ସାଜିଛି । କିନ୍ତୁ କିଛି ଲୋକ ବନ୍ଦ ଉତ୍କଳ ଜନନୀ କହିବା ପରିବର୍ତ୍ତେ ଓ ଜୟ ଜଗନ୍ନାଥ କହିବା ପରିବର୍ତ୍ତେ ଜୟ ଶ୍ରୀରାମ କହୁଛନ୍ତି। ଯଦି ଓଡ଼ିଶାରେ ରହିବାର ଅଛି ତାହାଲେ ଆପଣମାନଙ୍କୁ ଜୟ ଜଗନ୍ନାଥ କହିବାକୁ ପଡ଼ିବ । ହିନ୍ଦୀ ମେଡ଼ିଆ ଓ ହିନ୍ଦୀ ଲୋକମାନେ ଓଡ଼ିଶାକୁ ନିର୍ବାଚ଼ନ ପୂର୍ବରୁ କେତେଥର ଆସିଛନ୍ତି । ବାତ୍ୟା ବନ୍ୟା ସମୟରେ କାହାର ଦେଖା ନଥିଲା ଏବେ ଖାଲି ଘନ ଘନ ଆସୁଛନ୍ତି ।

  • @akshayabehera9597
    @akshayabehera9597 27 днів тому +5

    Bjd ku vote dea surat3 ja dadana bhala ki

  • @bideshbehera161
    @bideshbehera161 27 днів тому +5

    Ha Tata Power current bill badhei bhala gandi maruchanti Odisha ra gariba janta ku ,,,👏👏👏

  • @rojalinhotarima4522
    @rojalinhotarima4522 27 днів тому +4

    Aja sabu bhala jee hele age helani ghare rest niantu se tamil chora hatare odisha ku diantu nahi

  • @handloomsareebridalandnonb4892
    @handloomsareebridalandnonb4892 27 днів тому +5

    Katha ta kahiparunahanti ebe rest neba darkar

  • @satyajeetbarick1067
    @satyajeetbarick1067 27 днів тому +5

    Youth of other developed states easily earns 30k being in theirs home town why not odisha...

  • @user-ju2md6gu1e
    @user-ju2md6gu1e 27 днів тому +2

    VK Pandian SiR Zindabad Tamil Legend VK Pandian 😊 for Odisha

  • @ramakantatripathy
    @ramakantatripathy 27 днів тому +4

    still unable to speak proper odia language. what a cm we have in Odisha

  • @goriiamsorry5757
    @goriiamsorry5757 26 днів тому +3

    Sir ଏଇଟା କେତେ ଦିନ ର screme ହେବ 😅😅😅

  • @pradeepjena1694
    @pradeepjena1694 27 днів тому +2

    U r great. We want u once again 🎉🎉🎉🎉

  • @Amazingmrpintu
    @Amazingmrpintu 27 днів тому +3

    Odisha women unsafe bhalaki bjd

  • @NewHorizon645
    @NewHorizon645 27 днів тому +5

    E ki basana sabubele same script reading and ppl r getting fools

  • @ashu5468
    @ashu5468 27 днів тому +1

    Navin sirr jai ho❤❤

  • @kumar-bx1yb
    @kumar-bx1yb 21 день тому

    Vai a Roar bahat damdar...one and only Naveen Patnaik

  • @pmahesh4849
    @pmahesh4849 27 днів тому +1

    Jay Naveen babu tamara jaya heichalu

  • @satyajeetbarick1067
    @satyajeetbarick1067 27 днів тому +3

    People who are supporting BJD and free sheme are not all have great aspirations and not having higher goles. Youth and/sun of odisha are all working outside because of negligible industry that is enough to change govt...

  • @RinaRath701
    @RinaRath701 27 днів тому +33

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @sukantamohanty11
    @sukantamohanty11 27 днів тому +2

    Jai jagannath .
    Jai BJD.
    BSKY YOJANA BAHUT BHALA.
    AND OTHER ACTIVITIES and YOJANA AND SANKHA MARK BAHUT BHALA SIR.

  • @asishkumarnayak1852
    @asishkumarnayak1852 25 днів тому

    ନବୀନ ଏଇ ହାତ ଗଣତି କେତେଟା ଶବ୍ଦ ଛାଡ଼ିଦେଲେ ଆଉ ଦ୍ଵିତୀୟ ଶବ୍ଦ ହିଁ ଜାଣିନି.... ଏଥର ପରିବର୍ତ୍ତନ ର ସ୍ୱର ସଂଯୋଜନା କରିବା ଉଚିତ୍ ନଚେତ୍ ପୁଣି ଓଡ଼ିଆ ମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରେ ହଜିଯିବ....

  • @Nishi5555
    @Nishi5555 27 днів тому +13

    ନବୀନ ଙ୍କ ସରଳ ଭାବମୂର୍ତ୍ତି ତାଙ୍କୁ ପ୍ରତେକଥର ଜିତେଇଚାଲିଛି...

  • @bulubaral1704
    @bulubaral1704 27 днів тому +1

    Jay Jagnnath Jai Naveen sir

  • @brundabandas4577
    @brundabandas4577 20 днів тому

    କୌଣସି ମାଗଣା ଯୋଜନା ଭଲ ନୁହେଁ ନୁହେଁ ନୁହେଁ। ସର୍ବଗିଲା ନବୀନ।

  • @kalpanaparidavlogchanel9693
    @kalpanaparidavlogchanel9693 27 днів тому +1

    Only Nabin sir win karibe ❤❤❤❤❤❤❤❤❤❤❤❤❤

  • @NamitaMohapatra-vt9hb
    @NamitaMohapatra-vt9hb 20 днів тому

    Jay jagannath mahaprabhu apananku purna ayusha diantu.aau odisha amti hasu thau

  • @harihardash7761
    @harihardash7761 27 днів тому +1

    Ayush man jojana sabuthu bhala

  • @lijalin485
    @lijalin485 27 днів тому +1

    Jai Naveen

  • @pitamberboitai5638
    @pitamberboitai5638 22 дні тому

    ସାର ଏତେ ଦୁର୍ବଳ ହେଲେଣି କାହିଁକି ଏତେ ସ୍ବପ୍ନ ଦେଖୁଛନ୍ତି... ଏବେ ବିଶ୍ରାମ ନିଅନ୍ତୁ ଆଜ୍ଞା

  • @mragrncy9144
    @mragrncy9144 27 днів тому +1

    How truthful Nabin❤❤❤❤

  • @user-sq5ho5fk9d
    @user-sq5ho5fk9d 27 днів тому +4

    Pari hatya bhala ki

  • @asishkumarnayak1852
    @asishkumarnayak1852 25 днів тому

    ଏଇ କେତେକ ଅନ୍ଧ ଭକ୍ତ ଙ୍କ ପାଇଁ ଓଡ଼ିଶା ର ଉଜ୍ଜ୍ବଳ ଭବିଷ୍ୟତ ଆଜି ଦୁର୍ଦ୍ଦଶା ମଧ୍ୟରେ ରହିଛି.... ଛି ଛି ରେ ଆମେ ଓଡ଼ିଆ ଜାତି ଛି ଛି ଆମର ଓଡ଼ିଆ ଅସ୍ମିତା.... ଓଡ଼ିଆ ପଦେ ଜାଣି ନଥିବା ଲୋକ ଆଜି ଓଡ଼ିଶା ଆଉ ଓଡ଼ିଆର ଶାସନ କ୍ଷମତା ରେ ଅବସ୍ଥିତ 😢😢😢😢 ଧିକ୍ ଆମେ ଓଡ଼ିଆ

  • @user-cw2rp3qs2r
    @user-cw2rp3qs2r 23 дні тому

    Election pare Jail jibu,Apna mane khusi ta!

  • @krushnabehadi8747
    @krushnabehadi8747 27 днів тому +4

    Odisha basi waiting kara au 10 years pare odisha ku tamilnadu loke a odisha upare English sashan pari chaleibe au ama odisha pua jhia mane dadana khatibe bas 2 tankia chaula paiki khusita.setiki bele bhabibe jetebele ama jhia mananku gotia gotia tamilnadu feranta dadana khatuthiba joi pua milibe.

  • @rojaleenadalai8504
    @rojaleenadalai8504 27 днів тому +4

    Naveen babu vala ta kahile sunilabeleku chhadi kundhe mota heijauchi

  • @kiranbala20223
    @kiranbala20223 12 днів тому

    Bahut bhala❤

  • @jagannathmuduli7209
    @jagannathmuduli7209 24 дні тому

    BJD ହଟାଅ, ପରିବର୍ତ୍ତନ କର ଆଉ ଓଡ଼ିଶା ବଞ୍ଚାଅ

  • @pawansinghyadav1338
    @pawansinghyadav1338 26 днів тому

    Great human being

  • @SoumyaRanjan-pk8qt
    @SoumyaRanjan-pk8qt 27 днів тому +1

    Only Naveen

  • @pgayatrirout2326
    @pgayatrirout2326 27 днів тому +1

    Prompting master pakhare ready 😂😂😂😂😂

  • @sujatakhusi3463
    @sujatakhusi3463 23 дні тому

    Ama CM no -1 Jay Naveen

  • @manoranjanpanda5536
    @manoranjanpanda5536 23 дні тому

    ନବୀନ ପଟ୍ଟନାୟକ ଵାଳ ଯୋଜନା କରିଛି, କୈଣସି ଥିରେ ପାନିଆ ଚାଲୁନି, ଏଥିରେ କହୁଛି ଆମେ ବିକାଶ କରିଛୁ, ଛି ମିଛୁଆ ତମର ବିକାଶ ତମ ସାଥିରେ ଯାଉ,

  • @rajeshshortvideo1330
    @rajeshshortvideo1330 27 днів тому +3

    Bjd

  • @mkr2000
    @mkr2000 27 днів тому +1

    Sabu bhala kintu pandian bhala nuhein.

  • @jyotisahu621
    @jyotisahu621 27 днів тому +21

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

    • @sanjaynaik5117
      @sanjaynaik5117 27 днів тому +2

      ପୋଷା ଶୁଆ ଘୋଷା ଶୁଆ.

    • @bideshbehera161
      @bideshbehera161 27 днів тому +1

      Odisha is the most backword state today because of BJD govt.

  • @ecoedutainment-ecot5802
    @ecoedutainment-ecot5802 27 днів тому +6

    ନବୀନ ବାବୁଙ୍କୁ ଆମେ ଷଷ୍ଠ ଥର ପାଇଁ ମୁଖ୍ୟ ମନ୍ତ୍ରୀ କରିବା ତା ପରେ ଦେଖିବା

  • @maheshbabusamal6046
    @maheshbabusamal6046 25 днів тому

    Good job sir❤❤❤❤❤

  • @gandhisahoo8180
    @gandhisahoo8180 26 днів тому

    ଦୁର୍ନୀତି ନାରିନିର୍ଯ୍ୟତନା ରେ BJD ସରକାର ସିଦ୍ଧହସ୍ତ ଉଦାହରଣ ସ୍ୱରୂପ , ଅରୁଣ ସାହୁ ପରି ଭଳି ନାରୀ ଶିଶୁ କନ୍ୟା ର ହତ୍ୟା ଅଙ୍ଗ ଅପହଣ କରିବାରେ ସେ ମାହିର ତେଣୁ ଏ ସରକାର ପରିବର୍ତ୍ତନ ହେବା ଦରକାର
    Bharat Mata ki Jay 🚩🚩🚩🚩🚩🚩 BJP jindabad 🚩🚩🚩🚩🚩

  • @FAKIRJENA-du2zs
    @FAKIRJENA-du2zs 23 дні тому

    ପୁରୀ ବେଦାନ୍ତ ଜମି ଅଧିଗ୍ରହଣ ବେଳେ ହୋଇଥିବା ଛ ହଜାର କୋଟି ଟଙ୍କାର ଦୁର୍ନୀତି ରେ ନବୀନ ଡାଇରେକ୍ଟ ଜଡିତ ଅଛି l ରାଜ୍ୟ ସରକାର ସୁପ୍ରିମକୋର୍ଟ ଦ୍ଵାରା ନିନ୍ଦିତ l

  • @TheLifeVibes
    @TheLifeVibes 27 днів тому +1

    Old monk 50 tanka heba ki

  • @malayakumarsahoo3934
    @malayakumarsahoo3934 27 днів тому +13

    Chora bjd chora

    • @sysam5648
      @sysam5648 27 днів тому

      Tu maghia bada chora

  • @GOPALBEHERA-iw3fl
    @GOPALBEHERA-iw3fl 27 днів тому +16

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @saradamohanty8481
    @saradamohanty8481 27 днів тому +5

    Pandian rahiba valaki ?

  • @DNS7960
    @DNS7960 27 днів тому +1

    Aapan nka kaunasi yojana bhala nuhen.
    Ethara paribartana
    Ethara double padma.

  • @Sudhir2288
    @Sudhir2288 27 днів тому

    Aapan Mane Khushi ta

  • @RituShaoo
    @RituShaoo 23 дні тому

    Navin patnayak is the best cm

  • @abinashnayak8840
    @abinashnayak8840 20 днів тому +1

    ତାମିଲ ପେଲା ଭଲ କି

  • @GOPALBEHERA-iw3fl
    @GOPALBEHERA-iw3fl 27 днів тому +29

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

    • @subratkumarsahoo9232
      @subratkumarsahoo9232 27 днів тому +4

      Tu sabu janichu

    • @soumya9237
      @soumya9237 27 днів тому +3

      Naveen male vala

    • @golapkisan4734
      @golapkisan4734 27 днів тому +1

      Se katha kahi paruni se gote jianta saba 😂

    • @surendraprusty6694
      @surendraprusty6694 27 днів тому +3

      ଏତେ ଖୋରରେ ଆସିଛି ପାଣ୍ଡୁ ସର୍ବତ ଦେଉଛି ତୋର ଭଉଣୀ କି

    • @YTToxic616
      @YTToxic616 27 днів тому +1

      ବାଳ ନା

  • @TheUnknown79
    @TheUnknown79 27 днів тому

    Messiah Naveen long live Jagadananda Pandian long live

  • @nsvisionnsv5597
    @nsvisionnsv5597 27 днів тому +17

    5t ସ୍କୁଲ ଯଦି ଭଲ ତେବେ ସ୍କୁଲର ପିଲା ସଂଖ୍ୟା କାହିଁକି ୫ଳଣ😊 ଓ ଶିକ୍ଷକ ସଂଖ୍ୟା 2 😂😂😂😂

    • @ShubhankarJena-ks5vr
      @ShubhankarJena-ks5vr 27 днів тому +1

      Pila na asile se aniki ghoru patho padheibe

    • @nsvisionnsv5597
      @nsvisionnsv5597 27 днів тому

      ବଢିଆ ଚିନ୍ତା ଧାରା😃😃

    • @sradhamihir5552
      @sradhamihir5552 27 днів тому +1

      ମା..... ମାନେ ଛୁଆଙ୍କୁ ପ୍ରାଇଭେଟ୍ ରେ ଛାଡ଼ିବ, ଗଭର୍ମେଣ୍ଟ ସ୍କୁଲକୁ ଛୁଆ ନ ଗଲେ ଶିକ୍ଷକ କଣ ବସି ବସି ଦରମା ନେବେ, ତା ଛଡା ଏବେ ପ୍ରତ୍ୟେକ ସ୍କୁଲରେ ପିଲା, ଶିକ୍ଷକ available ରହୁଛନ୍ତି

    • @rr...n8802
      @rr...n8802 26 днів тому +1

      ​@@sradhamihir5552bhai kahila je..
      But ama area re ebe b teacher nahanti 50 students nku 1 teacher that's why local teacher nku school re appoint kari school fund ru salary dau6u puruna students nka collection ru..
      Teacher vacancy ebe b bahuttt achhi jouta fill up heini

    • @sradhamihir5552
      @sradhamihir5552 26 днів тому

      @@rr...n8802 oh

  • @PatiBaladabai
    @PatiBaladabai 27 днів тому +1

    Jay bjd jay naveen

  • @sisiranayak2840
    @sisiranayak2840 25 днів тому

    People of odisha don't want kritadas M.L.A and M.P in odisha

  • @BayijantiPingua-rf8sk
    @BayijantiPingua-rf8sk 27 днів тому +3

    Madar ref bhalaki mada bebasaya au mada pi maramari heba ref madar kari Kula buliba odisha bashinka pani bahut bhalaki

  • @SumitraPadhi-uh9ot
    @SumitraPadhi-uh9ot 19 днів тому

    ମୁଁ ଜାଣେ କିପରି ସେଠାକାର ଶିକ୍ଷା ବ୍ୟବସ୍ଥା

  • @abinashnayak8840
    @abinashnayak8840 20 днів тому +1

    ଆପଣ ମାନେ ତାମିଲକୁ ଗେହିଁ ବେ କି

  • @user-dg7co8ee2c
    @user-dg7co8ee2c 27 днів тому

    Nice

  • @sisiranayak2840
    @sisiranayak2840 25 днів тому

    No government work for Tamilnadu contractors, only government work for odisha contractors

  • @tapujob8743
    @tapujob8743 20 днів тому

    ଆଉ କାମ ଦବନି ତୁମ ଭାଷଣ

  • @maheshbabusamal6046
    @maheshbabusamal6046 25 днів тому

    ❤❤❤❤❤

  • @24ShrutiMohapatra
    @24ShrutiMohapatra 27 днів тому

    Nabeen is a good person vote for nabeen

  • @user-mu1mr5eo9j
    @user-mu1mr5eo9j 27 днів тому +2

    Sabu thik kahila j mgh paandiaa ku aago side karaao

    • @sidhitumpuli
      @sidhitumpuli 26 днів тому +1

      😂😂😂 ସହି ହଉନି, ଓଡ଼ିଆ ପୁଅ ଟିଏ ଠିଆ ହେଇ ଥିଲେ କେମିତି ହେଇ ଥାନ୍ତା

  • @sandaraolocalboy8651
    @sandaraolocalboy8651 22 дні тому

    Nabin patnaik zindabad ❤❤❤

  • @kanakalatapatro35
    @kanakalatapatro35 15 днів тому

    Nabina patanaik no 1

  • @swayamshiv1
    @swayamshiv1 27 днів тому +1

    Sabu ta hm au kauta nai au

  • @SuryaDas-4847
    @SuryaDas-4847 27 днів тому

    Welcome sir

  • @chitrarekha5206
    @chitrarekha5206 25 днів тому

    Nabin pattnaik Good

  • @debendrmohanta855
    @debendrmohanta855 27 днів тому +5

    8000 Primery school band bhala ki

  • @Debendrdeuri
    @Debendrdeuri 24 дні тому

    ପାଣ୍ଡିଆନ ଠାରୁ ଦୂରରେ ରହି ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉତ୍ତର ରଖି ପାରିବେ କି

  • @AnilkumarDas-fi1jg
    @AnilkumarDas-fi1jg 27 днів тому

    Odisha re mukhyamantri Nabin patnayak 6 thar June 4 re Jodi sankha Odisha sarkar

  • @user-bm3he7mn7q
    @user-bm3he7mn7q 26 днів тому

    25 ବର୍ଷ BJD ଶାସନ କଲା ପରେ ବି ଓଡିଶା ରେ ବିକାଶ ଓ ଉନ୍ନତି ପୁରା ଶୂନ.
    ପୁଣି ଓଡିଶା ର ଲୋକ BJD ନବୀନ କୁ vote ଦେବୁ କହୁ ଛ ଧନ୍ୟବାଦ ଓଡିଶା ବାସି
    ଆପଣ ମାନେ ଭଲ ତ 😄😄😄😄😄😄😄😄