Це відео не доступне.
Перепрошуємо.
Om Deva Deva Mahadevaya (ଓଁ ଦେବ ଦେବ ମହାଦେବାୟ)/ Amaresh Mishra / AM Music
Вставка
- Опубліковано 5 бер 2024
- Song- Om Dev Deva Mahadevaya
Music and Singer - Amaresh Mishra
Lyric - Pratap Rudra Tripathy
Arrangement - Asish Rath
Rhythm - Upendra Kumar
Banner - AM Music
Studio - Somesh
Dubbing &Mixing - Somesh Satapathy
D. O. P - PK Prashant
######## Copyright Disclaimer #######
The Copyright of The Above Mentioned Content is Owned By AM Music. Any Type of Illegal, Unauthorised, & Re Use of The Audio or Visual of The Content is Strictly Prohibited and May Subject To Copyright Claims & Legal Action Against those Violating The ©copyright of This Content.
Contact Us:-
▶ Mobile No : +917735601884
▶ WhatsApp : +917873497944
#am_music
#amaresh_mishra
#amaresh_mishra_song
#pratap_rudra_tripathy
#somesh_satapathy #om_namah_namah_shivaya
#shiv_bhajan
#devotional_song
#devotional_shiv_bhajan
#mahashivratri_bhajan
#jagara_bhajan
#shiv_stuti
#shiv_mantra
#new_shiv_bhajan
#latest_shiv_bhajan
#latest_shiv_bhajan_2024 #new_shiv_bhajan_2024
#shiv_mantra_2024
#jagara_bhajan_2024
#shiv_stuti_2024
ଗୀତ -
ଓଁ ଶିବଶିବ--ଶିବଶିବ--ଶିବଶିବ-ନମଃ ଶିବାୟ
ଓଁ ଦେବଦେବ--ଦେବଦେବ--ଦେବଦେବ
ମହାଦେବାୟ
ତୁମେ ଦେବ ଆଦି ଦେବ ଅସରନ୍ତି ତବ ତ୍ୟାଗ
ଯୋଗୀ ତୁମେ ମହାଯୋଗୀ ଶୁଭ୍ର ଜ୍ୟୋତିର୍ମୟ....
ଓଁ ନମଃ ଶିବାୟ -ଓଁ ମହା ରୁଦ୍ରାୟ
ଓଁ ମହେଶ୍ବରାୟ -ଓଁ ବିଶ୍ଵନାଥାୟ....
ସୃଷ୍ଟି ସରଜନା କରି ଘନ ଅନ୍ଧାରକୁ ହରି
ସାରା ବ୍ରହ୍ମାଣ୍ଡକୁ କଲ ଆଲୋକିତ,
ସାଗର ମନ୍ଥନୁ ଜାତ ପିଇ ହଳାହଳ ବିଷ
ରକ୍ଷା କରିଲ ସୃଷ୍ଟିକୁ ହେ ନୀଳକଣ୍ଠ,
କରୁଣାର ଅବତାର
ନେଇ ଆହେ ମହେଶ୍ୱର
କରିଅଛ ସଂସାରକୁ ନିତ୍ୟ ନିରାମୟ ........
ଓଁ ନମଃ ଶିବାୟ -ଓଁ ଗଙ୍ଗା ଧରାୟ,
ଓଁ ଜଟା ଧରାୟ -ଓଁ ବିଶ୍ଵେଶ୍ଵରାୟ .....
ଧରିଅଛ ଯୋଗବଳେ ଧରଣୀକୁ ମଥାପରେ
ଚିନ୍ତା ଚେତନାରେ ରଖି ଜୀବ ହିତ,
ସାଜି ଯେ କାଳର କାଳ ତୁମେ ପ୍ରଭୁ ମହାକାଳ
ଭବ ଭୟ କଲ ଦୂର ହେ ଉମାକାନ୍ତ,
ତୁମେ ଯେ ସତ୍ୟ ସୁନ୍ଦର
ଏକା ହିଁ ସଂସାରେ ସାର
ତୁମେ ଗତି ମୁକ୍ତି ଦାତା ମଙ୍ଗଳମୟ;
ଓଁ ନମଃ ଶିବାୟ -ଓଁ ତ୍ରିଲୋଚନାୟ
ଓଁ ହରି ହରାୟ-ଓଁ ତ୍ରୟମ୍ବକାୟ....
Great singing 👌🏻👌🏻👌🏻 Heart touching lyrics 👌🏻👌🏻👌🏻 Omm Namah Shivaya 🙏🏻🙏🏻🙏🏻
Bahut badhiya ❤❤
ଖୁବ୍ ସୁନ୍ଦର🙏ହର୍ ହର୍ ମହାଦେବ 🙏
Awesome 👍 har har Mahadev 🙏🙏
Hara har mahadeb Bala heichi gita ti❤❤
Nice compositions and nice singing Om Namah Shivaya.
Very good Bhajan. Good singing on a great composition by Amaresh himself. Pratap Rudra Tripathy Sir is always unique with his pen. Omm Namah Shivaya🙏🙏🙏
har har Mahadev ❤❤❤
Omm namah shivay 🙏🏻🙏🏻🙏🏻
❤❤❤
ଅତି ସୁନ୍ଦର 🙏
Omm namah shivay 🙏❤️
ଅତି ସୁନ୍ଦର ରଚନା ଏବଂ ପରିବେଷଣ
ଅତି ସୁନ୍ଦର ଭାବରେ ଗାଇଛନ୍ତି ଲେଖା ଅତି ସୁନ୍ଦର ସିବ ସଙ୍କର ❤❤❤❤❤❤❤❤❤❤❤❤❤❤❤❤❤❤❤
Om Namah Shivay 🙏🙏🙏🙏 🙏🙏🙏🙏🙏🙏🙏🙏🙏🙏
Om Namah Shivaya.
Super
Very nice Song Bro.
Beautiful song 👌
Super song sir❤❤❤❤
It was nice listening 😊 😊
🙏🏻
My mum liked the song so much. Poori bhakti k saat Gaya hai. Bohot sundar sir.
Very nice song
Super❤
So nice
Very nice
Beautiful
Super