ଜମିଜମା ବିବାଦରେ ହେବ ସମାଧାନ...ମୋହନ ସରକାର ଆଣିଛନ୍ତି ଏହି ନିୟମ

Поділитися
Вставка
  • Опубліковано 5 вер 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

КОМЕНТАРІ • 177

  • @narayanpanda4011
    @narayanpanda4011 Місяць тому +32

    Good decision ମୁଁ be a ଜମି ଜମା ବିବାଦର ସମସ୍ୟାର ସମାଧାନ ଅପକ୍ଷୋରତ

  • @user-gj8uq2pb1h
    @user-gj8uq2pb1h Місяць тому +9

    ସରକାର଼,ସୁନ୍ଦର,ନିଷ୍ପତି, ନେଇଛନ୍ତି, ପ୍ରଭାବଶାଳୀ ବ୍ୟକ୍ତି ମାନେଧନବଳ,ଲୋକବଳ, ବାହୁବଳ ରେ,ଗୋଚର,ଜଲଚର, ଜମି ନିଜର ଅଧିନରେ ରଖୀଛନ୍ତିଆପଣକୁଏତିକି, ଅନୁରୋଧ ଯେ କୌଣସି ଜାତି ର ଲୋକ, ହୋଇ ଥାନ୍ତୁ, ଗରିବ ଲୋକଙ୍କୁ ଉଛେଦ କରନ୍ତୁ,ନହି❤ ଭାରତମାତା କିଜୟ❤ ବଲାଙ୍ଗୀର ରୁ,

  • @stuluachary
    @stuluachary Місяць тому +25

    🎉🎉🎉ଧନ୍ୟବାଦ୍ ଓଡ଼ିଶା ସରକାରଙ୍କୁ 🎉🎉🎉

  • @RAMESHHEMBRAM-lx3lw
    @RAMESHHEMBRAM-lx3lw Місяць тому +30

    ଦୟାକରି ଭୂମି ହୀନ ମାନଙ୍କୁ ଆଗେ ଜାଗା ଦିଅନ୍ତୁ ଇଲେକ୍ସନ ବେଳେ ଯେମିତି ଘରକୁ ଘର ବୁଲି ଭୋଟ ମାଗୁ ଛନ୍ତି ସେହିପରି ଭୂମି ହୀନ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ଘର ଡିହ ଖଣ୍ଡେ ପ୍ରଦାନ କରାଯାଉ

    • @naturelover4157
      @naturelover4157 Місяць тому

      ନିଜ ରୟତି ଜମିକୁ ବିକ୍ରି କରି ସରକାରୀ ଜମିକୁ ଜବରଦଖଲ କରିଛନ୍ତି କେମିତି କରିବେ ଆଜ୍ଞା।

  • @Mrjogeshmehera
    @Mrjogeshmehera Місяць тому +21

    ଆମ ର ନୁଆଁ ମୁଖ୍ୟ ମନ୍ତ୍ରୀ 🙏

  • @LaxmikantaPanda-zu3vx
    @LaxmikantaPanda-zu3vx Місяць тому +21

    ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନିକଟରେ ମୋ ର ଏତିକି ପ୍ରାର୍ଥନା ସର୍ବଦା ତୁମ ଚଲାପଥରେ ଆସୁଥିବା ବିଭିନ୍ନ ଘାତ ପ୍ରତିଘାତ କୁ ଦୁରେଇ ରଖନ୍ତୁ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ର ସର୍ବଦା ତୁମ ଚଲାପଥରେ ଘଣ୍ଟ ଘୋରାଇ ରଖନ୍ତୁ ମୋର ଏତିକି ପ୍ରାର୍ଥନା

  • @sunitaratna8562
    @sunitaratna8562 Місяць тому +34

    ଅତିଶୀଘ୍ର ଲାଗୁ କଲେ ଭଲ ହୁଅନ୍ତା।

  • @bidyadharmandal-rv5bn
    @bidyadharmandal-rv5bn Місяць тому +6

    ଯେମିତ ଭୋଟ ସମୟ ରେ ଘରେ ଘରେ ବୁଲୁଚ ସେହି ପରି ଭୂମି ହିନ ମାନେ ବୁଲି ବୁଲି ଭୂମି ପ୍ରଧାନ କର

  • @DuryodhanDas-wu7ft
    @DuryodhanDas-wu7ft Місяць тому +7

    ଜମିମାଫିଆମାନଙ୍କୁସାବାଡକର🎉🎉🎉🎉

  • @SarojiniSarojinisahoo-pi3um
    @SarojiniSarojinisahoo-pi3um Місяць тому +8

    Good step,but ଯାହା ନାମ ରେ ଜମି ଅଛି,ସେ ବିକ୍ରୀ କରିପାରିବ ଯଦି ସେ ପଟା ରେ ଅନ୍ୟ କାହାର ନାମ ଅଛି ସେ ଆଉ ଜଣେ ବିକ୍ରୀ କରିବୁ ଚାହିଁଲେ କରିପାରୁନି,ତେଣୁ ତାହାର ବି ସରଳୀକରଣ କରନ୍ତୁ

  • @manishadas9671
    @manishadas9671 Місяць тому +6

    Great job sir

  • @jyotirajansingh4540
    @jyotirajansingh4540 Місяць тому +7

    You are great sir

  • @madhusudansenapati7073
    @madhusudansenapati7073 Місяць тому +4

    Good 👍 ଗରିବ ଲୋକଙ୍କୁ ମିଳୁ ବହୁତ୍ ଭଲ କଥା

  • @debendranathpal813
    @debendranathpal813 Місяць тому +3

    ଓଡ଼ିଶା ପ୍ରକୃତ ରେ ଏହି ଭଳି ନିର୍ଣ୍ଣୟ କୁ ଅପେକ୍ଷା କରିଛି। ଯାହା ଆଜ୍ଞା କହିଲେ। କିନ୍ତୁ ଏହା ଯେତେ ଜଲଦି ହେବ ସେଭଳି କ୍ଷେତ୍ର ସୃଷ୍ଟି କିମ୍ଵା ତା ପାଇଁ ଚେଷ୍ଟା କରିବା କୁ ହେବ। ତେବେ ଯାଇ ଓଡିଶା ଲୋକ ଙ୍କ ମନ ରେ ବିଜେପି ପ୍ରତି ସେଇ ସମ୍ମାନ ରହିଥିବ ପୁଣି ଆର ପାଞ୍ଚ ବର୍ଷ କୁ। କିନ୍ତୁ ଖାଲି କଥା ରେ ନୁହେଁ...

  • @odiadesiblog9565
    @odiadesiblog9565 26 днів тому

    ବହୁତ୍ ଭଲ

  • @srikantajena3182
    @srikantajena3182 Місяць тому +3

    ଯେଉଁମାନକଂର ଗାଁରେ ଜାଗା ରହି ମଧ୍ଯ ସେମାନକଂୁସହର ବା ସହର ପାଖରେ ସରକାର ପଟା ଦେଇଛି ାକାରଣ କଣ।

  • @nilanchalapadhan-ee1go
    @nilanchalapadhan-ee1go Місяць тому +2

    Very very good disijan sir❤❤❤🎉🎉

  • @susantakumarnayak5932
    @susantakumarnayak5932 Місяць тому +5

    Nice dicicion ❤

  • @duryodhanbehera9364
    @duryodhanbehera9364 Місяць тому +1

    Jay jagannath

  • @satyaranjandash388
    @satyaranjandash388 Місяць тому +4

    Very good decission

  • @nirupamapati1941
    @nirupamapati1941 Місяць тому

    ଆଜ୍ଞା 🙏,ବହୁତ୍ ଭଲ ,ଯୋଜନା ଶୀଘ୍ର ଆରମ୍ଭ କଲେ ଭଲ ହେବ,

  • @sahadevrout3205
    @sahadevrout3205 Місяць тому +8

    Sampurna michha katha
    Kebala gariba nku hataiba dhani loka nku jabar dakhalaru hata jiba nanhi

  • @Mrjogeshmehera
    @Mrjogeshmehera Місяць тому +15

    ଆମକୁ ସାହାଯ୍ୟ କର ଆମ ଜମି କୁ ଡ଼ରାଉ ଛନ୍ତି

  • @kswain-j1g
    @kswain-j1g Місяць тому +4

    Verygood option sir.

  • @susantakumarnayak5932
    @susantakumarnayak5932 Місяць тому +4

    Good proposal,

  • @naturelover4157
    @naturelover4157 Місяць тому

    Bahut sundar prayaas

  • @asutosh501
    @asutosh501 Місяць тому +3

    🙏ସାର ଗଲା ସରକାର ର ପୋଲିସ ଡ଼ିପାର୍ଟମେଣ୍ଟରେ କାର୍ଯ୍ୟକରୁଥିବା ହୋମଗାର୍ଡଙ୍କୁ ଆକ୍ରୋଶ ମୂଳକଭାବେ ବଦବଡ଼ିଆ କରୁଥିବା ନିର୍ଯ୍ୟାତନା କେବେ ବନ୍ଦ ହବ. ଡ୍ୟୁଟିକାଳରେ ଜଣେ ଭୁଲ କଲେ ସଭିଙ୍କୁ ଦୋଷୀ କରାଯାଇ ଚାକିରିରୁ ବିଦା କରାଯାଉଛି ହେଲେ ଦୁଃଖର ବିଷୟ ସାର ଆମ ସହ ସମାନ କାର୍ଯ୍ୟରେ ନିୟୋଜିତ ଥିବା ରେଗୁଲାର କର୍ମଚାରୁଙ୍କୁ ଅନୁକମ୍ପା ଦେଖାଯାଉଛି. କିନ୍ତୁ ଆମ ଭଳି ତଳିଆ କର୍ମଚାରୀଙ୍କୁ ଆଇନର ଦୁହାଇଦେଇ ଚାକିରିରୁ ବହିଷ୍କାର କରି ଆମ ପରିବାରକୁ ଦୁର୍ବିପାକ ଭିତରକୁ ଠେଲିଦେବା କେତେଦୂର ଯୁକ୍ତିଯୁକ୍ତ ଆପଣମାନେ ବିଚାରକରନ୍ତୁ. ମୁଁ ମଧ୍ୟ ସେଥିମଧ୍ୟରୁ ଜଣେ. ନ୍ୟାୟ ପାଇବା ପାଇଁ ବିଭିନ୍ନ ଅଫିସରଙ୍କ ପାଖକୁ ଯାଇଥିଲେ ମଧ୍ୟ କେହି ଶୁଣିନଥିଲେ କିମ୍ବା ଦେଖାକରିନଥିଲେ. ଶେଷରେ ନାୟାଳୟ ର ଆଶ୍ରୟ ନେଲି ନ୍ୟାୟ ପାଇବା ଆଶାରେ ହେଲେ ଆମ ଭଳି ଲୋକଙ୍କ ପାଇଁ ତାହା ଉଦ୍ଧିଷ୍ଟ ନୁହେଁ, ବିଚାର ହେବା ଦୂରର କଥା 3ବର୍ଷ ହେଲା କେଶ ର ଲିଷ୍ଟିଙ୍ଗ ହେଇପାରୁନାହିଁ. ଏହା ଆମ ସହ ଆମ ପରିବାରର ଜୀବନଜୀବିକା କଥା ସେଥିପାଇଁ ବର୍ଷ ବର୍ଷ ଲାଗିଯାଉଛି ବିଚାର ହେବା ପାଇଁ. ଏହା ବୋଧେ ଗଲା ସରକାର ଆଉ ତାଙ୍କ ଛତ୍ରଛା୍ୟାତଳେ ଥିବା ଅଫିସରଙ୍କୁ ମାଲୂମ ଥିଲା. ଏହା ଆମ ପ୍ରତି ହେଉଥିବା କି ପ୍ରକାର ନ୍ୟାୟ.ଆପଣଙ୍କ ଜରିଆରେ ସରକାରଙ୍କୁ ମୋର ଏତିକି ଅନୁରୋଧ ମୋତେ ଓ ଆମମାନଙ୍କୁ କିପରି ଉଚିତ ନ୍ୟାୟ ମିଳିପାରିବ ସହଯୋଗ ଓ ସାହାଯ୍ୟ କାମନା କରୁଛୁ. 🙏

  • @sanjaydas8059
    @sanjaydas8059 День тому

    ସାର୍, ମୁଁ ଆପଣକୁ ଗୋଟିଏ, କଥାକହିବି, ଆମ ଜମି,ଜେବାପାକ, ନାମରେରହିଛି, ତାଙ୍କପୁତ୍ର ନାମ ରେ, କରନ୍ତୁ, ଗଞ୍ଜାମ,

  • @advocatesubash2360
    @advocatesubash2360 Місяць тому +4

    Good proposal

  • @tunatecnicial5550
    @tunatecnicial5550 25 днів тому

    Jai jagannath

  • @Suryakanta7-d2s
    @Suryakanta7-d2s Місяць тому +3

    ସମସ୍ତ ବନ୍ଦବସ୍ତ ରେକର୍ଡ କୁ ଅନଲାଇନ୍ ରେ ଉପୋଲବ୍ଧ କରନ୍ତୁ 😮

  • @bidyadharmandal-rv5bn
    @bidyadharmandal-rv5bn Місяць тому +2

    ତମେ ଆଉ 2029 ରେ ଭୋଟ ପାଇବ ନାହିଁ ବିଜେପି ସରକାର

  • @binayamishra3723
    @binayamishra3723 Місяць тому +2

    Very good

  • @dasharathadandapat7239
    @dasharathadandapat7239 Місяць тому +3

    ଏ ଇ ଟା ଠିକ୍ କଥା କହିଛନ୍ତି ସିର,ଜଲଦି ଲାଗୁ କରିବେ ପ୍ଲିଜ୍

  • @kalupijari6507
    @kalupijari6507 Місяць тому +3

    Emiti hele bahut bhala heba

  • @PanchananaBehera-hr2vp
    @PanchananaBehera-hr2vp Місяць тому

    Jayasriram,al,gurudeb,,namana,,al,baba,namana,ma,,,jayasriram

  • @akrurakayastha3862
    @akrurakayastha3862 Місяць тому

    Very good praiseworthy attempt.

  • @ArjumanBanoo
    @ArjumanBanoo Місяць тому

    Welcome move Suresh Dada...

  • @tapankumarsahoo9302
    @tapankumarsahoo9302 Місяць тому +1

    Good decision sir

  • @jamesrinku1995
    @jamesrinku1995 Місяць тому

    ଏଇ ଟାଉଟର ସରକାର ଗତ ନିର୍ବାଚନ ବେଳେ ୨୦୨୨ ସୁଦ୍ଧା ଭାରତ ରେ ସମସ୍ତଙ୍କୁ ପକ୍କା ଦେବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ ପୁଣି ଡ୍ରାମା ଆରମ୍ଭ କଲେ ୨୦୨୯ ସୁଦ୍ଧା କରିବ । ଏଇ ସବୁ କିଛି ନୁହ ଧନୀ ବ୍ୟକ୍ତି ଧନୀ ହେଇ ହେଇ ଲୁଟୁ ଛନ୍ତି ଆଉ ଗରିବ ଲୋକ ସେମିତି ଏଇ ଚୋର ମାନକୁ ଭୋଟ ଦେଇ ଦେଇ ମରିବ । ଧର୍ମ ନା ରେ ଭୋଟ ଦେଉଥିବା ମୂର୍ଖ ମାନେ ଟିକେ ମୁଣ୍ଡ ରେ ହାତ ଦେଇ ଚିନ୍ତା କର ।

  • @pramodkumarbarik8678
    @pramodkumarbarik8678 Місяць тому +1

    good decission

  • @anildas9908
    @anildas9908 Місяць тому +1

    ଗୋଚର ଜମି ମୁକ୍ତ କରି ଶିଘ୍ର kanjihouse କରା ଯାଉ ବୁଲା ଗୋରୁ ଗାଈ ଙ୍କ ପାଇଁ।

  • @debdaslima8451
    @debdaslima8451 Місяць тому

    Excellent

  • @DactorKing-ez5uh
    @DactorKing-ez5uh Місяць тому +6

    ଆବେ କୁକୁର ଛୁଆ ପ୍ରଥମେ ଆଦିଵାସି ପାଈଁ ଯାଗା ପଟା କରି ଦିୟ ବା ତାଙ୍କୁ ଥୟ ଥାନ କର ତା ପାରେ ଆକ୍ସନ ନିୟ ସୁଂଦର ଗଡ଼ ରେ ସବୁ ଆଦିଵାସି ର ଘର
    ଭଙ୍ଗା ଯାଉ ଛି

  • @amarbag5933
    @amarbag5933 Місяць тому

    ଜୟ ଶ୍ରୀରାମ

  • @user-tk9cw3ws3p
    @user-tk9cw3ws3p Місяць тому +1

    Thanks u sir ବହୁତ ସୁନ୍ଦର ଲାଗିଲା ଆପଣଙ୍କ କଥା ଶୁଣି

  • @BijayakumarNaik-uy2zv
    @BijayakumarNaik-uy2zv Місяць тому

    ଆବେ ଶଳା 4ଡ଼ିସ ମିଲ ଜାଗାରେ ଦେଢ଼ ବଖରା ଘର ଜାଣେଲୋକ କେ ମିତି ବଞ୍ଚି ତ ହେବ, ତେଣୁ ଭୂମି ହୀନ ମାନଙ୍କୁ 3ଏକ ର ଜମି ଏବଂ 1ଏକ ର ଘରବାରି ଜାଗା ସମସ୍ତ ଙ୍କୁ ଦିଆ ଯାଉ

  • @sudarshanjena4809
    @sudarshanjena4809 Місяць тому

    Right

  • @sanjayworld332
    @sanjayworld332 Місяць тому

    Good step

  • @bismayakhilar3526
    @bismayakhilar3526 Місяць тому

    Good dicision

  • @AbhimanyuPattayat
    @AbhimanyuPattayat Місяць тому

    ଏବେ ବହୁତ ଗରିବ ଲୋକ PM ଆବାସ ପାଇବାରୁ ବଞ୍ଚିତ ଅଛନ୍ତି, ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲା, ସଦର bls ର ଛାନୁଆ GP ରେ ସେଥିପାଇଁ ମିଡ଼ିଆ ମାଧ୍ୟମରେ ଅନୁରୋଧ ଶୀଘ୍ର ରୁ ଅତିଶୀଘ୍ର ଚି଼ହ୍ନଟ କରି ସମସ୍ୟାର ସମାଧାନ କରନ୍ତୁ

  • @ramaojha1074
    @ramaojha1074 Місяць тому +1

    ସ୍ଵାଗତ ଯୋଗ୍ୟ ପଦକ୍ଷେପ ଶୀଘ୍ର କାର୍ଯ୍ୟକାରି କରିବାପାଇଁ ଅନୁରୋଧ

  • @sunitaratna8562
    @sunitaratna8562 Місяць тому +6

    Bjp jindabad

  • @user-vl4sg5qw1u
    @user-vl4sg5qw1u Місяць тому

    Good decision

  • @sunilnikhandia1690
    @sunilnikhandia1690 Місяць тому

    ❤❤❤❤❤

  • @LAXMICHARANPRADHAN
    @LAXMICHARANPRADHAN Місяць тому

    Jai sriram Jai Bharat mataki Jai Jai hindhustan Jai aaryabrata jaihind Jai uttkall Jai kandhamal raikia Laxmi Charan Pradhan ❤❤❤,,,

  • @RSkitchen1992
    @RSkitchen1992 Місяць тому

    Best decision

  • @rasmitachowdhury9777
    @rasmitachowdhury9777 Місяць тому

    Dhanyabad

  • @MaheshwariMedia
    @MaheshwariMedia Місяць тому +1

    କୋଶଲ୍ ନାରା କେଭେ ଦେବ ସୁରେଶ ପୂଜାରୀ କୋଶଲ୍ ବଲିକରି ଭୁଟ ପାଇଛ କୋଶଲ୍ କେ ଭୁଲିଜାଉଛ ଇଜମହତ ଅଛି କି ନାଇ ତୁମେ କହ ସୁରେଶ ପୂଜାରୀ ଆଗିଆ

  • @user-hb2gb5on9f
    @user-hb2gb5on9f Місяць тому

    Best decision sir aproval

  • @sibanarayansahoo4815
    @sibanarayansahoo4815 Місяць тому

    Thank you

  • @jtvodiaentertainment5879
    @jtvodiaentertainment5879 Місяць тому +4

    ଗାଁ ରେ ବି କରନ୍ତୁ

  • @koutukabag6934
    @koutukabag6934 7 днів тому

    Bhal heba

  • @amulyagadatia1569
    @amulyagadatia1569 Місяць тому

    Right disijan

  • @sanatanjena7126
    @sanatanjena7126 Місяць тому

    Thank u sir

  • @user-oc5ll4se6x
    @user-oc5ll4se6x Місяць тому

    Good new odisa sarakar

  • @Samir.920
    @Samir.920 Місяць тому

    Jay Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @madhusudansenapati7073
    @madhusudansenapati7073 Місяць тому +1

    Good decission ଧନ୍ୟବାଦ

  • @santubehera2657
    @santubehera2657 Місяць тому

    ଯେମିତି ପାଣି ସୁବିଧା କରିଛି ସେମିନ୍ତି

  • @brahmanadabehera2396
    @brahmanadabehera2396 Місяць тому

    Bahut bahut dhanyabad

  • @akshyabudek337
    @akshyabudek337 Місяць тому

    Great sir

  • @chhabindrapradhan7555
    @chhabindrapradhan7555 Місяць тому

    ପୁରୀ ଜିଲ୍ଲାର ଜମି ବାଡ଼ି ବହୁ ସମସ୍ୟା ଅଛି। ତହସିଲ କୁ କୌଣସି କାମରେ ଗଲେ ଚପଲ ଘୋରି ସରୁଚି ହେଲେ କିଛି ବି କାମ ହେଉନି।
    ତହସିଲ ଲୋକଙ୍କ ର କିଛି ବି କାମ ହେଉନି।

  • @prasantapattanaik862
    @prasantapattanaik862 Місяць тому

    ଠିକ୍ କଥା।ଏ ବଡ ବଡ ମାଛମାନେ ଜାଲରେ ପଡିବା କଥା।ଲୋକେ ଦୁଇ ଚାରି ଡିସିମିଲ ଜାଗାରେ ଘର ଖଣ୍ଡେ କରି ରହିବା କଷ୍ଟକର ହେଉଛି,ଆଉ ଏ ବଡ ବଡିଆ ଏକର ଏକର ଜମି ଦାଦାଗିରି କରି ଲୋକଙ୍କୁ ଡରେଇ ରଖିଛନ୍ତି। ମନ୍ତ୍ରୀ ସୁରେଶ ପୂଜାରୀ ଜୟ ହେଉ।

  • @sankarsansethy7305
    @sankarsansethy7305 Місяць тому

    Thanks revenue minister

  • @manguluBehera-f4m
    @manguluBehera-f4m Місяць тому

    Acst ହେଉଛନ୍ତି ସାଧାରଣ ଜନତା ସେମାନଙ୍କୁ ଜେମିଖଣ୍ଡେ ଦିଅ

  • @laxmanmishra9265
    @laxmanmishra9265 28 днів тому

    Good thinking,jane loka 3 ta ghar pauchhi jane loka kichhi pauni, please taku dekhantu

  • @Bijaysenapati-bj1zl
    @Bijaysenapati-bj1zl Місяць тому

    👍👍👍ok

  • @mdakram6730
    @mdakram6730 Місяць тому

    Very good work

  • @PrabirPrusty-we5sb
    @PrabirPrusty-we5sb Місяць тому

    Right sir

  • @hemendrasingh2043
    @hemendrasingh2043 Місяць тому

    ଆଜ୍ଞା 4ଡେସିମିଲ ଜାଗା ପରିବର୍ତ୍ତେ ଗୋଟିଏ ଖଟ ବିଛାଇ ଵା ପାଇଁ ଡେଲି ବି ବହୁତ ହେଇ ଯିବ ଜେମେତି କି ହାଟ ରେ ଦୁକାନ କରି ବସିଛୁ

  • @aarzoo4168
    @aarzoo4168 Місяць тому +1

    Rayati jaga re anya jane jabar dakhal kari rahi jaihile kana step neichhanti

  • @sunMurmu-pz5le
    @sunMurmu-pz5le Місяць тому

    Good disition

  • @kartikpatel185
    @kartikpatel185 Місяць тому

    Bahut bahut dhanyvad Sarkar ko BJP Sarkar Jay

  • @RajatKumar-hl1or
    @RajatKumar-hl1or Місяць тому

    Very good decision for our state

  • @hpadhan
    @hpadhan Місяць тому

    Good

  • @khandayat1Ruler
    @khandayat1Ruler Місяць тому

    Good Decision 👍

  • @BalaramSahoo-gh9rb
    @BalaramSahoo-gh9rb Місяць тому

    Action should be taken as per law & regulations.

  • @hknoorstatus813
    @hknoorstatus813 Місяць тому

    Ek Desh ek Kanoon BJP Sarkaar Zinda baad Odisa me 🇮🇳🌍🙏💯

  • @user-zv8ti1ez5e
    @user-zv8ti1ez5e Місяць тому

    All the best decision,

  • @prafullachandramajhi3162
    @prafullachandramajhi3162 Місяць тому

    What about implementing FRA provisions in 5th schedule and tribal areas?

  • @alokbhoi2106
    @alokbhoi2106 Місяць тому

    Good dission sighra lagu kara

  • @Kulamani-nr5oq
    @Kulamani-nr5oq Місяць тому +1

    Jay Sri ram bless minister Suresh Pujari for his right statement. Namaste 🙏.

  • @pramodakumarsahoo4747
    @pramodakumarsahoo4747 Місяць тому

    Whaat step will be adopred in case of ancestral property if grandfàter died .

  • @jtvodiaentertainment5879
    @jtvodiaentertainment5879 Місяць тому

    Immediately take action against victims

  • @patraHK6779
    @patraHK6779 Місяць тому

    ସରକାରୀ ଜମିରେ PM ଯୋଜନାରେ ଘର ଦିଆ ଯାଉ ନାହିଁ l 4 dec ଜାଗା ବଦଳରେ 2 ଟି room ର flat ଦିଅନ୍ତୁ l ଗୋଟେ building ରେ ବହୁତ ଲୋକ ଫ୍ଲାଟ୍ ପାଇଯିବେ l ଫଳତଃ ଗାଓଁ ରେ ମାଡ଼ି ବସିଥିବା ଜାଗା ଫାଙ୍କା ହେବ, ଖେଳ ପଡିଆ, ସାଂସ୍କୃତିକ ବା ପୂଜା ଅନୁଷ୍ଠାନ ପଡିଆ, ସଂଘ ଘର, ଚାଇଲ୍ଡ ପାର୍କ, ଭଲ ମନ୍ଦ କାରିବାକୁ ଜାଗା ମିଳିବ, ତେଣୁ ଫ୍ଲାଟ୍ ଦିଆଯାଉ, ବେଶି ଜାଗା ବଞ୍ଚିଲେ ଗଛ ଲଗାଯାଉ l kindly ସରକାର ଏ ବାବଦରେ serious ହେବେ l ନ ହେଲେ ସମୟ ଆସିବ ସରକାରୀ ଜମି ମିଳିବ ନାହିଁ l ଭୋଟ୍ ପାଇଁ free ଛାଡନ୍ତୁ ଧୀରେ ଧୀରେ l ଆମ ଗାଁ ଥରେ ବୁଲି ଆସିଲେ ଜାଣିବେ ଆମେ କେତେ କଷ୍ଟ ପାଉଛୁ l

  • @basantarout3947
    @basantarout3947 Місяць тому

    Sarkarjamijabardakhalbandheu

  • @prafullanaik2173
    @prafullanaik2173 Місяць тому

    Tike sighra karantu sir

  • @user-ei5hn6hg4o
    @user-ei5hn6hg4o Місяць тому

    Sir my bapa n kr gote jha hela mo bapa ma Mari bsr 4 barsa helani Hale mod dada o tank puo Mane mote rakhe. Dou nahanti

  • @ଅଭୟ
    @ଅଭୟ Місяць тому

    ଏମିତି ହେଲେ ଓଡିଶା ଆଗେଇ ବ

  • @user-pd5tk2vq8t
    @user-pd5tk2vq8t Місяць тому

    Lokankara jaga nahita ghara dele kauthi karibe kuha