Sudasha Brata Palana Vidhi | ସୁଦଶା ବ୍ରତର ପୂଜା ବିଧି କଣ କଣ ? | Pragyan Tripathy | Bhakti Jigyansha

Поділитися
Вставка
  • Опубліковано 30 вер 2024
  • ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାରରେ ପଡ଼ିଲେ, ତାହା ସୁଦଶା ବ୍ରତ ରୂପେ ପାଳିତ ହୁଏ । ଏଥିରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
    ସୁଦଶାର ଅର୍ଥ ଭଲ ସମୟ କିନ୍ତୁ ପଲ୍ଲୀ ମାନସରେ ସମ୍ଭବତଃ ସୁଦଶା ଶବ୍ଦ ସହିତ ଦଶ ସଂଖ୍ୟାଟି ସଂଯୋଜିତ ହୋଇ ଆସିଅଛି । ଫଳତଃ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶମେଞ୍ଚା କଦଳୀ, ଦଶଗୋଟି ମଣ୍ଡା ଓ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀ ହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ବିଘ୍ନସେନୀ, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ । ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ ।
    Also watch this Programme on SIDHARTH BHAKTI CHANNEL.
    Sidharth Bhakti : Dish TV-1395, Airtel-616,Sun-491,D2H-1395,Tata Play-1796
    Sidharrth TV : Dish-1311,Tata Play-1757,Airtel-600,Sun Direct -657,D2H-1311
    Sidharth Gold : Dish TV -1333, Airtel-602,Sun-658,D2H-1333,Tata Play-1766
    Jay Jagannath : Dish-1397,Airtel-615,Sun Direct-490,Videocon D2H-1397,Tata Play-1799
    SUBSCRIBE us for new shows every day:
    UA-cam : / sidharthbhakti
    Instagram : / sidharthbhakti
    Facebook : / sidharthbhaktiodia
    Subscribe our other Television Channels :
    Sidharth TV : / sidharthtv
    Sidharth Gold : bit.ly/3a1P4Ac
    Jay Jagannath : bit.ly/3aa1lTa
    #BhaktiJigyansha #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #jayjagannath

КОМЕНТАРІ • 8