ସାମ୍ବାଦିକଙ୍କୁ କୁକୁର ଲଗାଇ ଆକ୍ରମଣ ଘଟଣାର ପ୍ରତିବାଦ Former Minister Lets His Dogs Loose On Journalist

Поділитися
Вставка
  • Опубліковано 29 вер 2024
  • #BJD #Minister #Bhubaneswar #samajalive
    www.samajalive.in (News Portal)
    The Samaja’, the synonym of newspapers in Odisha - a mass circulated and widely read Odia daily has completed ‘Hundred One‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.
    Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States - Odisha, Andhra Pradesh and West Bengal.
    Visit Our Website www.samajalive...
    Android App: play.google.co...
    UA-cam: / @samajalive
    Facebook: / samajalive
    Twitter: / samajalive
    Instagram: / thesamaja

КОМЕНТАРІ • 108

  • @sasmitamohanty1970
    @sasmitamohanty1970 3 місяці тому +16

    ଏବେ ଆଉ ସାମ୍ବାଦିକ ମାନେ ସାମ୍ବାଦିକ ହୋଇ ନାହାନ୍ତି ବିଭିନ୍ନ ଦଳର ଚପରାଶି ହୋଇଗଲେଣି 😄😄😄😄

  • @ranajitjena4668
    @ranajitjena4668 3 місяці тому +19

    ସାମ୍ବାଦିକ ମାନେ ଏମିତି କଣ କି ଜଣକ ଘରକୁ ଅନୁମତି ବିନା ଜବରଦସ୍ତ ଯିବେ ସେ କଣ ଜାଣିନଥିଲେକି ତାଙ୍କ ଘରେ କୁକୁର ଅଛନ୍ତି ବୋଲି

  • @madhuricharandas1309
    @madhuricharandas1309 3 місяці тому +6

    ସବୁ ସାମ୍ବାଦିକ ନିରପେକ୍ଷ ହେବା ଆବଶ୍ୟକ ଅଛି ତାନହଲେ ଏମିତିକା ଅବସ୍ଥା ହେବ

  • @s.saswatidehuri9372
    @s.saswatidehuri9372 3 місяці тому +5

    Kichi nahi.....tanka gharaku kana pain jaithila....aau kau news channel ta jainathila

    • @sibashishpattnaik408
      @sibashishpattnaik408 3 місяці тому

      ତୁ ଗୋଟିଏ ଭଲ ନାଗରିକ ନୁହେଁ ।ସେ ସାମ୍ବାଦିକ ତାର ସବୁ ଆଡ଼େ ଯିବା ଅଧିକାର ଅଛି ।ତୁ କିଏ ବେ randi bjd ଗାଣ୍ଡୀ chatuchhu

  • @s.saswatidehuri9372
    @s.saswatidehuri9372 3 місяці тому +2

    Argus news channel bhabuchi kehi kichi janiparunahanti

  • @bikashbabuodiavlogs8020
    @bikashbabuodiavlogs8020 3 місяці тому +4

    Tame kn pain taa gharaku jaithila

  • @kishorekumarsahoo5264
    @kishorekumarsahoo5264 3 місяці тому +1

    Kukura chhadi thile kamudi pakeithiba

  • @deepakacharya3892
    @deepakacharya3892 3 місяці тому +2

    କୌଣସି ଗଣମାଧ୍ୟମ ସରକାର ଙ୍କର ଗୋଲାମୀ କରି ପାରିବେ ନାହିଁ କି କୁକୁର ଭଳି ମନ୍ତ୍ରୀ MLA ଙ୍କ ପଛରେ ଗୋଡାଇବେ ନାହିଁ।କେବଳ ଗରୀବ ଜନତା ଙ୍କ ଦୁଃଖ ଏବଂ ବିଡମ୍ବନା କୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ସାମ୍ବାଦିକ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର GUIDELINES କରାଯାଉ।

  • @arunbaliarsingh1680
    @arunbaliarsingh1680 3 місяці тому +1

    Reporter manaka upare mananiya Highcourt katakana karantu semane aniyamanaku jemiti hairan nakaranti.

  • @MNMP2024
    @MNMP2024 3 місяці тому +3

    ପୋଲିସର କଛପ ଗତି କଣ ସୂଚାଉଛି ?!! ନୂଆ ସରକାରଙ୍କ କି ବିଚାର ?!!

  • @AshokKumar-ee4lp
    @AshokKumar-ee4lp 3 місяці тому

    Au kau chanel jauni ta

  • @Mrmithunroyal
    @Mrmithunroyal 3 місяці тому

    Jetebele micha khabar chaloucha setebele Asuna agaku aeina asiki futani marucha

  • @daskidscartoon857
    @daskidscartoon857 3 місяці тому

    Micha ku vagaban sahibeni

  • @uttambaba6800
    @uttambaba6800 3 місяці тому

    Kukuro gehila godi media ku thumbnail bonao😅😢🎉

  • @tapanBarik-qt1bj
    @tapanBarik-qt1bj 3 місяці тому

    Kamudine they

  • @ranjanmartha8731
    @ranjanmartha8731 3 місяці тому +6

    ବାହାର ଯେକୌଣସି ଲୋକ ବିନା ଅନୁମତିରେ ଘରକୁ ପଶିଲେ, କୁକୁର କମୁଡ଼ିବ, କୁକୁର ଆଖିରେ ସବୁ ସମାନ । ବାହାପିଆ ସାମ୍ବାଦିକଙ୍କ କାର୍ଯ୍ୟକଳାପ ପାଇଁ ୨ ବର୍ଷ ତଳେ ଜଣେ OTV ର ସାମ୍ବାଦିକ ପ୍ରାଣ ହରାଇଥିଲେ । ସାମ୍ବାଦିକ ମାନେ ନିଜର ପରିଶୀମାକୁ ନା ଟପିବା ଦରକାର ।

  • @daskidscartoon857
    @daskidscartoon857 3 місяці тому

    Jadi kukura chadi thanta se kana banchi thanta

  • @ranjankumarmohanta2003
    @ranjankumarmohanta2003 3 місяці тому +2

    ସବୁ ସାମ୍ବାଦିକ ଏକ ହୁଅନ୍ତୁ ଆଉ ସେ ପାଗଳ ରଘୁନନ୍ଦନ କୁ ଚିଡିଆଖାନା ବାଘ ପାଖରେ ଛାଡି ଦିଅ ...

  • @betexshyamsundar990
    @betexshyamsundar990 3 місяці тому +12

    କୁକୁର ଛାଡିବା ଦରକାର. ଆଗକୁ ବାଘ ଛଡ଼ା ଯିବ

  • @prakash35b
    @prakash35b 3 місяці тому +16

    ଆଜି ଦିନ ରେ କିଛି ସାମ୍ବାଦିକ ଆଉ ସାମ୍ବାଦିକ ହେଈ ନାହାନ୍ତି ।

  • @tusarkanta5466
    @tusarkanta5466 3 місяці тому +25

    ସବୁ ସାମ୍ବାଦିକ ନିରାପକ୍ଷ ହେବା ଦରକାର

    • @tapankumar3444
      @tapankumar3444 3 місяці тому

      Amane hele desa ra bada chora,harami

    • @jyotiranjan7273
      @jyotiranjan7273 3 місяці тому +1

      ଆଜି କାଲି ଲାଞ୍ଚ ନେଇ କି ସାମ୍ବାଦିକ ମାନେ ଖବର ପରି ବେସଣ କରୁଚନ୍ତି

    • @jyotiranjan7273
      @jyotiranjan7273 3 місяці тому +2

      ଅଷ୍ଟମ ଫେଲ୍ ପିଲା ଏବେ ସାମ୍ବାଦିକ ହେଲେଣି

    • @sriballavmohanty4822
      @sriballavmohanty4822 3 місяці тому

      Bhrasta sambadika mananku kukura nuhan langala kari bichhuati mada darkar. Argus, Otv, Nandighosa au ebe semananka saha jodi helani kanak

  • @tusharkantjena1920
    @tusharkantjena1920 3 місяці тому +12

    କୁକୁର ମହିଳା ସାମ୍ବାଦିକକୁ ଆଉ କିଛି କଲା ନାହିଁ

  • @dillippanda2603
    @dillippanda2603 3 місяці тому +7

    ତମେ ନିରପେକ୍ଷ ହେଲେ ଲୋକ ପୂଜା କରିବେ..ତମେ ଶଳା ଗୋଟେ ଦଳର ଚେନେଲ....ନାକୁ ମିଡ଼ିଆ ତମ କାମ ହେଲା ଲୋକଙ୍କ ଭିତରେ ହିଂସା କରିବା...ଏ ପ୍ରକୁତି ଜଗୁ 😂ଅର୍ଗସ ର ଚେନେଲ ର ସବୁ କର୍ମ ଚାରିଙ୍କୁ ନିମାପଡ଼ାରେ ଲୋକ ବାଡେଇଥିଲେ 😂..ତମ ବେଳା ଭଲ ତମେ ଟାଉନ ରେ ଏମିତି କରୁଛ ଯଦି ଗାଁ ରେ କରିଥାନ୍ତ ବହେ ମାଡ ଖାଇଥାନ୍ତ😂😂😂

  • @SanjayMalik-fi4zf
    @SanjayMalik-fi4zf 3 місяці тому +3

    Bina permission re achile emiti haba

  • @suvameloctronicscompany1951
    @suvameloctronicscompany1951 3 місяці тому +3

    Sambadika Mane Kan bjp pain prachara kariba

  • @asutoshpanda7187
    @asutoshpanda7187 3 місяці тому +2

    ସାମ୍ବାଦିକ ଏବେ chatukar ହୋଇଗଲେଣି ଆମେ କାହାକୁ ବିଶ୍ୱାସ କରିବୁ ଏଥିରେ ଲୋକମାନେ ହଇରାଣ ହୋଇଯିବେ star ପ୍ରଚାରକ କହିଲେ ଅତ୍ୟୁକ୍ତି ହେବ ନାହିଁ

  • @SanjayMalik-fi4zf
    @SanjayMalik-fi4zf 3 місяці тому +2

    Permission nai thila private property

  • @rohitmaharana8284
    @rohitmaharana8284 3 місяці тому +2

    ସାମ୍ବାଦିକ ବୋଲି ଅତି ଦେଖେଇ ହୁଅନି
    ସାମ୍ବାଦିକ ସାମ୍ବାଦିକ ଜାଗାରେ ରୁହ ଅତି ଗର୍ବିତା ହୁଅନି... ଯେତିକ ସାମ୍ବାଦିକ ସତକୁ ମିଛ କହୁଛ ପୁଣି କେତେ ବେଳେ ମିଛକୁ ସତ କହୁଛ

  • @chintamanimoharana2678
    @chintamanimoharana2678 3 місяці тому +2

    Right to privacy act 😂 bhal hochhi

  • @tapankumar3444
    @tapankumar3444 3 місяці тому +2

    Press bala nka paein bahut kichi crimal activeti hauchi desa re.apana mane jadi thik ruhe nte tahale mu bhabuchi sabu thik re ruhanta

  • @bijaykumar-pr6zq
    @bijaykumar-pr6zq 3 місяці тому +3

    Kichi nindaniya katha nuhen, channel ta totally BJP ra, nirapakhya nuhen, loka nka icha kan pachara, gote bi channel odisha nirapakya nahin

  • @ishwarsahoo9454
    @ishwarsahoo9454 3 місяці тому +1

    ତୁମର କିଛି କାମ ନାହିଁ ରଘୁନନ୍ଦନ ଦାସ ଜଣେ ଭଲ ଲୋକ ତାକୁଂ ମିଛରେ ବଦଲାମ କରନାହିଁ

  • @adv.jagannathmohakhud9448
    @adv.jagannathmohakhud9448 3 місяці тому +7

    ଏହାର ଅର୍ଥ ସାମ୍ବାଦିକ ଯାହା ଘରେ ଯେତେବେଳେ ପଶିପରିବ... Right to privacy ଜାଣିନ... News କାହିଁ ଦରଦାମ ପଛରେ 2 line kadi ଦେଉଛ.. ଏ ସବୁ କୁ live କର
    .

  • @PrasantBehera-b1u
    @PrasantBehera-b1u 3 місяці тому +1

    Sambadik Mane bahut utpata heuchhanti tanku sabad darkar

  • @suvameloctronicscompany1951
    @suvameloctronicscompany1951 3 місяці тому +1

    Puni Bina permission re kaha ghara bhitare

  • @funnyCat472
    @funnyCat472 3 місяці тому +3

    Mahila report ti dadagiri 😂😂😂

  • @dayanandamohapatra3079
    @dayanandamohapatra3079 3 місяці тому +1

    without permission enter kemiti kale

  • @chandan1695
    @chandan1695 3 місяці тому +1

    Jadi tame neet pain ai bhali jilapalanku kahithanta thik heithanta are tame ta munda bikideicha lakhe lakhe pila nka bhabiswata kharap heijauchi sethipain tk kahi kahuna ta chhi

  • @NrusinghaCharanRatha
    @NrusinghaCharanRatha 3 місяці тому +5

    ସୁଦୃଢ ଗଣତନ୍ତ୍ର ପାଇଁ କେତେକ ସାମ୍ବାଦିକଙ୍କୁ ଅକ୍ଷଣ୍ଡ କ୍ଷମତା ଦେବା ଆବଶ୍ୟକ ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @royalck1
    @royalck1 3 місяці тому +2

    Godi media mana ku Kukura kn chida khana re chadi ba katha

  • @SurendraSahu-ri1eo
    @SurendraSahu-ri1eo 3 місяці тому

    C. M. Mahan. Charan. Majhi. Tadanta. Pain. Anumti. Diantu please.

  • @s.saswatidehuri9372
    @s.saswatidehuri9372 3 місяці тому

    Tu kahara privacy nasta karibu tate chadajiba

  • @basantmalikmalikbasant1275
    @basantmalikmalikbasant1275 3 місяці тому

    Semane tankar kam karothile ghare pasiki

  • @sushantadas9987
    @sushantadas9987 3 місяці тому

    Kukura kheliba na chadiba vdo ky disuni sir.

  • @himansukumardas1642
    @himansukumardas1642 3 місяці тому

    Police has power to look into matters / as per instruction of Chief Secretary. Old issues as per judge instruction ....

  • @ArunNayakArunNayak-bo5zs
    @ArunNayakArunNayak-bo5zs 3 місяці тому

    Harilapare bjd bala pagelaheigaleni au kn karibe kalakarmara papa kale dharapadijibaki

  • @suvameloctronicscompany1951
    @suvameloctronicscompany1951 3 місяці тому

    Sambadika ta kariba purbaru tara artha bujhantu

  • @littlequeenrakhi
    @littlequeenrakhi 3 місяці тому

    ନଇ ପଡ଼ିଥିବା ଯେତେ ବେଳେ ବିଧା ମାରିବ ସେତେ ବେଳେ ଗର୍ବ ଗଞ୍ଜନ ନରହରି ଗର୍ବ ନ ସହନ୍ତି କାହାରି

  • @PadmanabhaPradhan-q4q
    @PadmanabhaPradhan-q4q 3 місяці тому

    Agaru.kuade.jaithila

  • @Rajsahoo-q3r
    @Rajsahoo-q3r 3 місяці тому

    Arugus re sabu jaka chora sambadika aau tanka sapakhyare baharithiba sambadika mane ta tharu v kukhyata choro

  • @manoranjancreations9040
    @manoranjancreations9040 3 місяці тому

    ସବୁ ସାମ୍ବାଦିକ ଏକ ହୁଅ ନ ହେଲେ ଆଗକୁ ଏମିତି ଘଟଣା ସବୁବେଳେ ତୁମ ମାନକ ସହିତ ଘଟିବ ।

  • @laxminarayanpadhy6820
    @laxminarayanpadhy6820 3 місяці тому

    Tume kartabya kariba au kahar ghare pasiki kariba b bhul

  • @suvameloctronicscompany1951
    @suvameloctronicscompany1951 3 місяці тому

    Kukura chhadidabara thila

  • @JagannathPanda-d5w
    @JagannathPanda-d5w 3 місяці тому

    Emitika matri ku jota mada darkar

  • @JagannathPanda-d5w
    @JagannathPanda-d5w 3 місяці тому

    Emitika matri ku jota mada darkar

  • @nilamanisahu4910
    @nilamanisahu4910 3 місяці тому +2

    ❤ କିଛି ସାମ୍ବାଦିକ bjd ସପୋର୍ଟ ରେ କୁହନ୍ତି ଆଉ ଡିଅଁନ୍ତି, ଆଉ କିଛି ସାମ୍ବାଦିକ bjp ସପୋର୍ଟ ରେ ଓ ଆଉ କିଛି କଂଗ୍ରେସ ସପୋର୍ଟ ରେ ଜାଣି ଶୁଣି ଭୁଲ କୁ ଠିକ୍ ଆଉ ଠିକ୍ କୁ ଭୁଲ କହି ସାଧାରଣ ଲୋକଙ୍କ ମନରେ ଭ୍ରମ ଧାରଣ ସୃଷ୍ଟି କରୁଛନ୍ତି, ଖାଲି ନିଜର ବାହା ବାହା ନେବା ପାଇଁ, ଏହାକୁ କଣ ସାମ୍ବାଦିକ କୁହାଯାଏ । ସାମ୍ବାଦିକ ଅର୍ଥ ନିରପେକ୍ଷ,ସଚ୍ଚୋଟ,ସତ୍ୟବାଦି । ତାହା ନ କରି ନିଜ ଦଳରେ ନିଜେ ନିଜେ ଚେନାଲ ଖୋଲୁ ଛନ୍ତି

  • @chandan1695
    @chandan1695 3 місяці тому

    Tama mana echha jaha haba kariba na kn sambadika hela boli anya ra ghara ku kn pain jaithila pacharithila taku kn pain jaithila kuha age tama mana jaha haba kariba na kn

  • @sadanandasaraka9063
    @sadanandasaraka9063 3 місяці тому

    Kukura kamudi ba. Visual tk upload karo

  • @dailyvlogsmls1518
    @dailyvlogsmls1518 3 місяці тому

    Bika hua ସାମ୍ବାଦିକ

  • @sushantadas9987
    @sushantadas9987 3 місяці тому

    Kukura chadiba kam hechi.

  • @minatidas2664
    @minatidas2664 3 місяці тому

    Sambadeka na chamch

  • @AkashkumarJena-ul2ch
    @AkashkumarJena-ul2ch 3 місяці тому

    Bhala haichi

  • @NarottamNaik-ru8gj
    @NarottamNaik-ru8gj 3 місяці тому

    Kete lekha nela ho

  • @SurendraSahu-ri1eo
    @SurendraSahu-ri1eo 3 місяці тому +1

    Argas. Neuse. Best

  • @DineshNemalpuri-jx7di
    @DineshNemalpuri-jx7di 3 місяці тому +2

    ମନ୍ତ୍ରୀ ଯାହା କଲେ ଠିକ୍ କଲେ,
    ଆଯାଣତ ଲୋକ ହଟାତ୍ ଆପଣଙ୍କ ଘର କୁ ପଶି ଆସିଲେ ଆପଣ ବି ସେୟା କରିବେ, ନବ ଦାସ୍ କୁ ଜଉ ଭଳିଆ ହତ୍ୟା କରା ଗଲା, ସେ ଡର ରେ ସେ କୁକୁର ଛାଡି ଥିବେ, ଠିକ୍ ତ କରିଛନ୍ତି

    • @4PM384
      @4PM384 3 місяці тому

      Newsକୁ ପୁଙ୍ଖାନୁପୁଙ୍ଖ ଦେଖିଛନ୍ତି ନ ରାଜନୀତି ଲୋକଙ୍କୁ support କରି କହୁଛନ୍ତି ।

    • @DineshNemalpuri-jx7di
      @DineshNemalpuri-jx7di 3 місяці тому

      @@4PM384 ମୁଁ କୌଣସି ଦଳକୁ ସମର୍ଥନ କରେନି, ମୁଁ ନିଜେ ପରିଶ୍ରମ କଲେ ମୁଁ ରଜଗାର୍ କଲେ ମୋ ପରିବାର୍ ଭଲ ରେ ରହିବେ, ମୁଁ କୌଣସି ନେତା ଙ୍କ ପଛରେ ଚାଟୁ କାରିତା କରେନି, ସବୁ ନେତା ମନ୍ତ୍ରୀ ଗୋଟେ ଗୋଟେ ଚର, ନେତା ମାନେ ନିଜ ସ୍ୱାର୍ଥ ପାଇଁ ସେ ଜଉ ଦଳ ଭି ହୋଉ, BJD, BJP, CONGRESS, OTHER'S

  • @ajeetkumarmohanty7880
    @ajeetkumarmohanty7880 3 місяці тому +1

    Bandha bandha raghuaku

  • @Biru135
    @Biru135 3 місяці тому

    ପୋଲିସ କାଢ଼ୁଆ କଣ କରୁଛି କାଲିଠୁ

  • @bhz5886
    @bhz5886 3 місяці тому +3

    ମହିଳା ସାମ୍ବାଦିକତା ଏକ ଲା କାହିଁ କି ଯାଉଥିଲା ରଘୁ ନନ୍ଦନ ତ କୁକୁର ଛାଡ଼ିଲା ଆଉ ମୁଁ ହେଲେ ଭାଲୁ ହାତି ଛାଡି ଥାନ୍ତି

  • @surajkumarbiswal5553
    @surajkumarbiswal5553 3 місяці тому

    Kukura chadini se loka