ଯଦୁପୁର ପୁରି /sachidananda das pala/sanatan das pala/pala/odia pala/badi pala

Поділитися
Вставка
  • Опубліковано 6 січ 2025

КОМЕНТАРІ • 57

  • @satyabrataparida1925
    @satyabrataparida1925 9 місяців тому +22

    ସୁନ୍ଦର ପାଲା ।ସଚି ବାବୁ ଗୋଟିଏ ଅନୁରୋଧ ଜଙ୍ଗଲ ବର୍ଣ୍ଣନା ସମସ୍ତେ ସେଇ ଗୋଟିଏ ପଦ ଭାନୁ ଭାନୁ ଗାଉଛନ୍ତି ଆପଣ ଅନ୍ୟ ପାଲା ରେ କିଛି ନୂଆ କହିବେ ।

    • @BrundavanParida-zz5ob
      @BrundavanParida-zz5ob 8 місяців тому

      🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😮

    • @BrundavanParida-zz5ob
      @BrundavanParida-zz5ob 8 місяців тому

      🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉❤🎉🎉🎉🎉🎉🎉😂🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @srimantaaruk8372
    @srimantaaruk8372 3 місяці тому +2

    🙏🙏🙏🙏🙏 ଜୟଶ୍ରୀରାମ 🙏🙏🙏🙏🙏

  • @paramanandamartha8781
    @paramanandamartha8781 2 місяці тому +1

    Bahut sundar pala paribesana uvayankar

  • @sureshkumarbhuyan1656
    @sureshkumarbhuyan1656 Місяць тому

    Jay jagannath

  • @bibhumohanty7385
    @bibhumohanty7385 8 місяців тому +3

    ସନାତନ ଦାସ ସାର ଙ୍କ ପାଲା ବହୁତ ସୁନ୍ଦର।

  • @bibhumohanty7385
    @bibhumohanty7385 6 місяців тому +4

    ସନାତନ ଦାସ ଙ୍କ ପାଲା ବହୁତ୍ ଉଚ୍ଚ କୋଟୀର ତାଙ୍କ ପାଲା ରେ ପୁରୁଣା କାଳିଆ ଢାଞ୍ଚା ଅଛି ।ଆଉ ମଝିରେ ମଝିରେ ଜଗନ୍ନାଥ ବେହେରା ଆଉ ପ୍ରହଲ୍ଲାଦ ସାହୁ ଙ୍କ ଆକ୍ସନ ବି ବହୁତ ଭଲ ଲାଗେ ।

  • @PrabhtiPradhan-s8i
    @PrabhtiPradhan-s8i 2 місяці тому

    super pala🙏🙏🙏🙏🌹🙏🌹🌷🌷🌷🌷

  • @nkumar6951
    @nkumar6951 9 місяців тому

    ବହୁତ୍ ସୁନ୍ଦର ପାଲା ପରିବେଷଣ ❤

  • @sadasibanayak3965
    @sadasibanayak3965 4 місяці тому

    Both Gayak are very nice experience.... Jay Shree Jagannath.....🙏 ⭕‼️⭕

  • @SrabankumarNanda
    @SrabankumarNanda 9 місяців тому

    ଅତି ସୁଂଦର ପରିବେଷଣ

  • @abhayaswain5246
    @abhayaswain5246 Місяць тому

    JaY jàgarnatha 🌹🌹🌹🌹🙏🙏🙏🙏🙏🏽🙏🏽🙏🏽❤️❤️❤❤❤🚩🚩🚩🚩🕉️🕉️🕉️

  • @rabindrakar4886
    @rabindrakar4886 2 місяці тому

    Sana tan dashnka pala ati sundar

  • @bidhubhusanamohapatra3950
    @bidhubhusanamohapatra3950 Місяць тому

    ଅତି ସୁନ୍ଦର ଭାବରେ ପରିବେଷଣ କରୁଛନ୍ତି ପାଲା ଗାୟକ ଶ୍ରୀ ସନାତନ ସାର୍

  • @PrabhtiPradhan-s8i
    @PrabhtiPradhan-s8i 2 місяці тому

    Jay Shri Ram 🙏🙏🙏🙏

  • @gopabandhutripathy3046
    @gopabandhutripathy3046 9 місяців тому +1

    Very nice.

  • @bkprdhanvlogs
    @bkprdhanvlogs 9 місяців тому +3

    Best Sanatan das

  • @radhakantajena7474
    @radhakantajena7474 5 місяців тому +1

    Jayjaganatha

  • @SrabankumarNanda
    @SrabankumarNanda 9 місяців тому

    ସୁଂଦର ପରିବେଷଣ

  • @dibakarpanda1352
    @dibakarpanda1352 9 місяців тому +1

    ସନାତନ ଦାଶ ଙ୍କ ପାଲା ଉନ୍ନତ ମାନର

  • @bhagabananaik6915
    @bhagabananaik6915 8 місяців тому +1

    Both gayaka r best Jay Baba Satyanarayan Swami

  • @chaitanyaparida7807
    @chaitanyaparida7807 8 місяців тому +1

    ବହୁତ ସୁନ୍ଦର

  • @PradipKumarBehera-b2b
    @PradipKumarBehera-b2b 8 місяців тому +3

    No 1 Sanatan Dash

  • @karlaxmidharparama
    @karlaxmidharparama 9 місяців тому

    Bahut sundar sir

  • @tapasjena6743
    @tapasjena6743 6 місяців тому

    Bahuta vala

  • @jatindrapatra5117
    @jatindrapatra5117 8 місяців тому

    Sundar pala🙏🙏🙏

  • @BHUPATIBHOI-wo8ps
    @BHUPATIBHOI-wo8ps 7 місяців тому

    Sonatan das No 1

  • @BichitrakumarBichitrakum-rf5zb
    @BichitrakumarBichitrakum-rf5zb 8 місяців тому

    Very 👌👌👌👌👌

  • @DPLenka
    @DPLenka Місяць тому

    Hello Ramchandra teling Rukmani not Satyabhama. Why teling Satyabhama. Which poeater write down?

  • @pramodkumarpanda2673
    @pramodkumarpanda2673 7 місяців тому +2

    ସନାତନ ଦାଶ ଙ୍କ ପାଲା ଢେର ଉଚ୍ଚ କୋଟିର, ତାଙ୍କର ଦଖଲ ବେଶ ଭଲ

  • @ChittaranjanDas-c8u
    @ChittaranjanDas-c8u 4 місяці тому +1

    Sachi sir gyani tanku ki a hareaiba

  • @bhagyadharanayak
    @bhagyadharanayak 8 місяців тому +2

    ଉଭୟେ କାଲ୍ପ୍ରୋନିକ ପାଲା କରୁଛନ୍ତି
    ଅହଙ୍କାର ପ୍ରଦର୍ଶିତ ହେଉଛି,
    ଆଗ ମୁଁ କୁ ଛାଡନ୍ତୁ

  • @BishnukumarBaral-es6gx
    @BishnukumarBaral-es6gx 9 місяців тому

    ଗାୟକ ଆଜ୍ଞା , ରାମ ଲକ୍ଷ୍ମଣ ସୀତା ,ଜଗନ୍ନାଥ ବଳରାମ ସୁଭଦ୍ରା କି ? ଦୟାକରି କହିବାକୁ ଅନୁରୋଧ ,କବିଚଣ୍ଡୀଦାସ ।

  • @nityanandasahu516
    @nityanandasahu516 9 місяців тому

    ଉଭୟ ଗାୟକ ଖୁବ୍ ସୁନ୍ଦର ପରିବେଷଣ କଲେ ଆନନ୍ଦ ମିଳିଲା।କିନ୍ତୁ ପ୍ରଥମ ଥାକରେ ଲଙ୍କାରୁ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିବା ସମୟରେ ମର୍ଯ୍ୟାଦା ପୁରୁଷ ରାମ ଲକ୍ଷ୍ମଣ ଏବଂ ହନୁମାନଙ୍କୁ ଖବର ଦେବାକୁ ପଠାଇଲେ। ରାମ ଠାକୁର ଏବଂ ମା ସୀତା ଠାକୁରାଣୀ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ କି ନାହିଁ ସନ୍ଦେହରେ ରହିଗଲା।

  • @kalusir9567
    @kalusir9567 7 місяців тому

    Bahut sihibara achhi

  • @sumantakumarbehera6833
    @sumantakumarbehera6833 9 місяців тому +1

    ଅତି ସୁନ୍ଦର ପାଲା

  • @nabakishorerana8844
    @nabakishorerana8844 9 місяців тому

    Gayak ସଚ୍ଚି ବାବୁ ଙ୍କର ମାଳ ଯମକ ରେ
    " ବହଇ ନିର୍ଝର ଝର............
    ସ୍ବର ଆଦୌଁ ଠିକ ହେଲା ନାହିଁ l ସ୍ବର ସାଧନା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ l

  • @gobindachandramishra171
    @gobindachandramishra171 3 місяці тому

    ଶସିଭାଇ ନା ତୁମେ କଣ ଏମିତି ପାଲାପରି ବେସଣକରୁଛ

  • @mandardharsahoo5427
    @mandardharsahoo5427 8 місяців тому

    Better Sanatan Das

  • @sachikantdas5343
    @sachikantdas5343 9 місяців тому

    ❤❤❤❤❤❤❤

  • @sarbeswarmishra3564
    @sarbeswarmishra3564 5 місяців тому

    ସନାତନ ଭାଇନା ଯାହା କହିଲ ଠିକ୍ କହିଛ। ଏହା ଏକ ପ୍ରହେଳିକା।

  • @kalusir9567
    @kalusir9567 7 місяців тому

    Sachi Babu tike pala sikhantu

    • @kalusir9567
      @kalusir9567 7 місяців тому

      ପଢନ୍ତୁ ଆଉ ବୁଝାନ୍ତୁ

  • @BishnukumarBaral-es6gx
    @BishnukumarBaral-es6gx 9 місяців тому

    ରାମ ଲକ୍ଷ୍ମଣ ସୀତା ଯିଏ ଜଗନ୍ନାଥ ବଳରାମ ସୁଭଦ୍ରା ସିଏ ଏକଥାଟି ପ୍ରାସଙ୍ଗୀକା ଲାଗିଲାନାହିଁ , ଦୟାକରି କହିବାକୁ ଅନୁରୋଧ ,କବିଚଣ୍ଡୀଦାସ ।

  • @abhijeetkivines238
    @abhijeetkivines238 7 місяців тому

    Sita rukmini rupore janma neithila. Styabhama nuho gayak mohasya

  • @rockydjofficial
    @rockydjofficial 9 місяців тому

    No milibo bhai

  • @Skmohapatra-fs9gy
    @Skmohapatra-fs9gy 9 місяців тому

    ସଚ୍ଚିଦାସ Sir ଙ୍କର ଫୋନ ନମ୍ବର ଟିକେ ଦିଅନ୍ତୁ

  • @BishnukumarBaral-es6gx
    @BishnukumarBaral-es6gx 9 місяців тому

    ଗାୟକ ଆଜ୍ଞା ଲଙ୍କାପୁରୀ ଟା ରାବଣ କରିଥିଲା ନା ଆଉକିଏ କରିଥିଲ କହିବାକୁ ନିବେଦନ ,

  • @anantacharannaik150
    @anantacharannaik150 8 місяців тому

    Tame tahele pala bujhuchha.

  • @2683rohit
    @2683rohit 8 місяців тому

    Radha kie krushna kie. Apankar katha bhula.radha krushna bhai bhauni. Bhagabat re radha nka namanahi ahi katha kuhantu 2 gayak.

  • @ChintamaniSatapathy-tz4sw
    @ChintamaniSatapathy-tz4sw 9 місяців тому

    Sachibabu apana apari pala kahinki karuchhanti

  • @trinathrout2527
    @trinathrout2527 8 місяців тому

    Sanatana Babu please phone no diantu

  • @biswajitdash6432
    @biswajitdash6432 5 місяців тому +2

    Best sanatana dash

  • @SrabankumarNanda
    @SrabankumarNanda 9 місяців тому +1

    ଅତି ସୁଂଦର ପରିବେଷଣ