Exclusive: ଓଡିଶା ପୋଲିସର ସାଙ୍ଘାତିକ ତଥ୍ୟ ଖୋଲିଦେଲେ ମୋହନ || Satyapatha Debate

Поділитися
Вставка
  • Опубліковано 15 лис 2024

КОМЕНТАРІ • 126

  • @avimanyupatri4365
    @avimanyupatri4365 Місяць тому +3

    ଆଜ୍ଞା ନମସ୍କାର. ଯେତେ କହିଲେ କଣ ହେବ, ଆଜିବି ଓଡ଼ିଶାର ଅନେକ ମୂର୍ଖ ଜନତା କହୁଛନ୍ତି ନବୀନ ପଟ୍ଟନାୟକ ଜଣେ ମହାପୁରୁଷ. ସାରା ଓଡିଶା ବାସୀଙ୍କୁ ଯୋଉ ନବୀନ ପଟନାୟକ ମାଗଣା ଛତର ଦେଇ ଛତାରଖିଆ ମୂର୍ଖ ମଦୁଆ ବନେଇ ଓଡିଶାକୁ ଲୁଟିଛି ତାକୁ ଦଣ୍ଡ କେବଳ ପ୍ରଭୁ ଜଗନ୍ନାଥ ଦେଇପାରିବେ.

  • @NilamaniSahu-de9rl
    @NilamaniSahu-de9rl Місяць тому +12

    ଓଡ଼ିଶା ପୋଲିସ୍ ବଦନାମ୍ କରିଦେଲା।ଯେଉଁ ସବୁ ରିପୋର୍ଟ ଗଣମାଧ୍ୟମରେ ସବୁ ଲଜ୍ୟା ଜନକ।ଏବେ ସରକାର ନୂଆ ଓ ପୋଲିସ୍ DG ମଧ୍ୟ ନୂଆ।ମୁଖ୍ୟମନ୍ତ୍ରୀ ଭଲ ଓ DG ଭଲ।ପୂର୍ବ ସରକାର ରେ ଦୁର୍ନୀତି ରେ ଅଭ୍ୟସ୍ତ ହୋଇ ଯାଇଥିବା ପୋଲିସ ମାନଙ୍କୁ ଚିହ୍ନଟ କରି ବିଦା କରନ୍ତୁ,ସଂସ୍କାର ଜରୁରୀ।

  • @kishorebiswal4298
    @kishorebiswal4298 Місяць тому +13

    ଧନ୍ୟବାଦ ଆପଣଙ୍କ ସତ୍ୟ ଘଟଣାକୁ ଲୋକ ପାଖକୁ ଆଣିବାରେ। Bjd ସରକାର ପୋଲିସ ସେବାକୁ ଏପରି ବ୍ୟବହାର କରିବା ଦ୍ୱାରା ସମାଜରେ ଦୁର୍ନୀତି ସୀମା ପାର ହୋଇଯାଇଛି। ଛୋଟରୁ ବଡ଼ ଅଧିକାରୀ ସମସ୍ତେ ଭ୍ରଷ୍ଟାଚାର ଲିପ୍ତ। ସରକାର ଏଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ପାଣ୍ଡିଆନ ଙ୍କୁ arrest କରି ସ୍ପେସିଆଲ audit କରିବା ଦରକାର।

    • @NilamaniSahu-de9rl
      @NilamaniSahu-de9rl Місяць тому

      @@kishorebiswal4298 ବିଗତ ସରକାର ରେ ଦୁର୍ନୀତି ଓ ଭ୍ରଷ୍ଟାଚାର ରେ ଲିପ୍ତ ନେତା, ମନ୍ତ୍ରୀ, ଅଫିସର୍ ଓ ପୋଲିସ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ (CBI, VIGILANCE CASE,IT) ନେବେ ବୋଲି କହି ଆସୁଛନ୍ତି, କାର୍ଯ୍ୟାନୁଷ୍ଠାନ ନ ନେଲେ ସରକାରଙ୍କ ବିରୁଦ୍ଧରେ ଜନମତ ଦୃଢୀଭୂତ ହେଉଛି।

    • @manasmurmu7372
      @manasmurmu7372 Місяць тому

      Pandian ku guli kori Mari Dio,no hele somoste maoubadi hebe.mu b hebi.

  • @amulyachandrapanigrahi8227
    @amulyachandrapanigrahi8227 Місяць тому +6

    ଓ୩ମ୍🙏 ଧନ୍ଯବାଦ ଆପଣ କୁଂ। ଆପଣ କୁଂ ପରେମଶ୍ବର🙏 ସହାୟତା ନିଶ୍ଚିତ କରିବେ🙏 ସମସ୍ତ କଂର ଭୂଲ୍ କୁ ଲୋକ ଲୋଚନକୁ ଆଣୁଥିବା ରୁ ଲୋକ କଂର ଆଶୀର୍ବାଦ ଅଛି। ଆଗେଇ ଚାଲନ୍ତୁ।

  • @umakantaswain8290
    @umakantaswain8290 Місяць тому +8

    ଭୁଲ ବାଟରେ 25 ବର୍ଷ ସରକାର ରେ ରହିବା ଅପେକ୍ଷା ଠିକ ବାଟରେ ଗୋଟିଏ ଦିନ ସରକାର ରେ ରହିବା ଶ୍ରେୟସ୍କର.

  • @BiswaPradhan-qy5vc
    @BiswaPradhan-qy5vc Місяць тому +7

    ସତ୍ୟ ଭାଇ ସେ ଡାକ୍ୟୁମେଣ୍ଟ କୁ ଟୁଇଟର ରେ ପୋଷ୍ଟ କରନ୍ତୁ

  • @manojpasayat3115
    @manojpasayat3115 Місяць тому +12

    ନବୀନ କ'ଣ ମାଫିଆ ଡନ୍ ଥିଲେ ? ଏହା 5T ର କେଉଂ Torture ଥିଲା ! ସମସ୍ତେ ଭାବୁଥିଲେ ନବୀନ ପଟ୍ଟନାୟକ USAରେ ରହୁଥିଲେ,ତେଣୁ ତାକଂର ଭଲ Vision ଥିବ,ଓଡିଶା ଲୋକକଂ ତଥା ରାଜ୍ୟର ଉନ୍ନତି ହେବ । ସେଥିପାଇଂ ନୀରବଚ୍ଛିନ୍ନ ଭୋଟ ଦେଇଆସୁଥିଲେ,କିନ୍ତୁ ସେ ଯେ ଜଣେ ଅପାରଗ,ଅଦୁରଦରଶୀ ଓ ଅଯୋଗୀ ବକ୍ତି । ରାଜ୍ଯ ପାଇଂ ଏହା ଅଭିଶାପ ଥିଲା । ରାଜ୍ଯ 50 ବର୍ଷ ପଛକୁ ଚାଲିଯାଇଛି କହିଲେ ଭୂଲ୍ ହେବନାହିଁ।

  • @bibhutibhusanacharya5635
    @bibhutibhusanacharya5635 Місяць тому +3

    Thanks for right discussion

  • @saroj1296
    @saroj1296 Місяць тому +7

    ସେଗୁଡା ଙ୍କୁ ଛଟେଇ କରିଦିଅ

  • @BhimasenTete-p5z
    @BhimasenTete-p5z Місяць тому +2

    Very very thank you.

  • @AlekhChandraDas-wh4pt
    @AlekhChandraDas-wh4pt Місяць тому +1

    Your valuable discussion over different topics is always accep tableand good for government thank you

  • @budhanathmohapatra150
    @budhanathmohapatra150 Місяць тому +1

    ଏପରି ହେବାର କାରଣ ହେଲା ଏହି ଛଅ ସାତ ବର୍ଷ ହେବ ଓଡିଶା ରେ ପ୍ରକୁତରେ କେହି ମୁଖ୍ୟମନ୍ତ୍ରୀ ନଥିଲେ, କାରଣ ମୁଖ୍ୟମନ୍ତ୍ରୀ ଯଦି ଥାନ୍ତେ ତେବେ ମୁଖ୍ୟ ଶାସନ ସଚିବ ସବୁ କରିଥାନ୍ତେ କିନ୍ତୁ ମିଛରେ ଜଣେ ଅତି ଜୁନିଅର ପ୍ରଶାସନିକ ଅଧିକାରୀ 5 ଟି ଗଠନ କରି ସେ ଛାୟା ମୁଖ୍ୟ ଶାସନ ସଚିବ ହୋଇଗଲେ। ଆଉ ସବୁ ବିଭାଗ ର କାର୍ଯ୍ୟ ରେ ହାତ ଦେଲେ। ସେଥିପାଇଁ ସେତେବେଳେ ଲୋକମାନେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କୁ ଜାଣିଥିଲେ, ତେଣୁ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଦାୟି ଏବଂ ତାଙ୍କୁ ତୁରନ୍ତ ଜେଲ ରେ ପୁରାଯାଉ।

  • @PrasantKumarSwain-f5t
    @PrasantKumarSwain-f5t Місяць тому

    ଧନ୍ୟବାଦ ।

  • @babanathasahu1029
    @babanathasahu1029 Місяць тому

    ପୋଲିସ ବିଭାଗ ମନ୍ତ୍ରୀ ତ ଥିଲେ ସ୍ଵୟଂ ନବୀନ ପଟ୍ଟନାୟକ। ଏଣୁ ସମସ୍ତ କଳେଙ୍କାରୀର ନାୟକ ପ୍ରକାରାନ୍ତ ରେ କିଏ ଓଡ଼ିଶାବାସୀ ନିଶ୍ଚିତ ଜାଣିପାରିଥିବେ ।ଏଣୁ ମୋହନ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହା ଆମକୁ ବ୍ୟଥିତ କରୁଛି ।

  • @sushantadas2518
    @sushantadas2518 Місяць тому +1

    Very useful debate

  • @HareKrushna-f3d
    @HareKrushna-f3d Місяць тому

    ସତ୍ୟ ବାବୁ ଆଜି ହିଁ ଓଡିଶାର ପ୍ରକୃତ ସତ୍ୟ କୁ ଉନୁମୋଚନ କରିଛନ୍ତି 🙏

  • @pravakarmahanta7637
    @pravakarmahanta7637 Місяць тому +1

    100percent correct

  • @acharyauniversaltube7757
    @acharyauniversaltube7757 Місяць тому

    ସତ୍ୟପାଠ ଜିନ୍ଦାବାଦ।

  • @jdsoren9299
    @jdsoren9299 Місяць тому

    ପୋଲିସ ବିଭାଗ ବୋଲି କଥା ନୁହେଁ ଅନ୍ୟ ବିଭାଗ ର ତଦା ରଖ ଠିକ୍ ଭାବେ ହେଉ ନ ଥିଲା ତେଣୁ ଆଜି ଏଇ ପରିସ୍ଥିତି। ଏଥି ପାଇଁ ଦାୟୀ କିଏ

  • @LaxmikantaPradhan-h1d
    @LaxmikantaPradhan-h1d Місяць тому

    ଏସବୁ ପାଇଁ କେବଳ ନବୀନବାବୁ ହିଁ ଦାୟୀ।ସେ ହିଁ ଓଡ଼ିଶା ର ଲୁଟେରା। ତାଙ୍କୁ ହିଁ ପ୍ରଥମେ ଧରାଯାଉ।

  • @batakrushnamohapatra9833
    @batakrushnamohapatra9833 Місяць тому +6

    How to we trust the police when they have removed the CCTV cameras or not serious to install CCTV cameras violating Supreme court orders.

  • @basantibalapanigrahi5289
    @basantibalapanigrahi5289 Місяць тому

    Right observation.

  • @birenmohanty8400
    @birenmohanty8400 Місяць тому

    It's a dangerous system running. Highly appreciated Satya babu.
    Your presentation is nice. Suggestions given by Biswajit babu & Pradhan babu highly recommend .

  • @HareKrushna-f3d
    @HareKrushna-f3d Місяць тому

    ଓଡିଶାର ପ୍ରତି ଥାନାକୁ ଦସ ହଜାର ଟଙ୍କା ମୁଦଲାଙ୍କ ଅବର୍ଥାନା ପାଇଁ ଦିୟା ଯାଉଛି କୋଉ ଥାନା ଲୋକଙ୍କୁ ଚା କପ୍ ଟିଏ ଦେବାର ନମୁନା ଜଣେ କିଏ କହୁଛନ୍ତି ତାହେଲେ ସେ ଟଙ୍କା ଯାଉଛି କୁଆଡେ ?

  • @roshnimohapatra2797
    @roshnimohapatra2797 Місяць тому

    Jay Sri Jagannath 🙏
    Wow an extremely excellent discussion with important persons Mohan sir should accept it and the chief of the police department must be an honest officer 🙏

  • @ashokkumarsahoo7041
    @ashokkumarsahoo7041 Місяць тому

    5 T କହିଲେ 5 ଟା ଟାଉଟର ଓଡିଶା କୁ ଚଳଉ ଥିଲେ ଏବଂ ଲୋକଙ୍କୁ ତଥା ରାଜ୍ୟ କୁ ଲୁଟୁଥିଲେ . ଏ ଶଳାଙ୍କୁ ଧରି ଭିତରେ ପୂରେଇଦେବା ଉଚିତ.

  • @dillipparida4356
    @dillipparida4356 Місяць тому

    True fact. I am agree with the comments

  • @bhagirathibarik7333
    @bhagirathibarik7333 Місяць тому

    Very nice nice discussion

  • @LaxmidharSamal-gt1pg
    @LaxmidharSamal-gt1pg Місяць тому

    True facts Respect New CM

  • @abhijitpatnaik7438
    @abhijitpatnaik7438 Місяць тому +1

    I know Biswajit Sir. A genuine fighter for environment.

  • @batakrushnamohapatra9833
    @batakrushnamohapatra9833 Місяць тому +4

    High court should order to DGP Odisha
    1) To install CCTV cameras in each and every police station of Odisha and there should be monthly inspection by higher officials to ensure whether the CCTV are working 24x7 or not.
    2)To give periodical training to lower level police officials ( Upto IIC level) how to behave the common man who goes to the police station to lodge a complain.The police station should immediately offer a seat or seats and a glass of water to the complainant and listen his/her complain calm and quitely with patience.
    3) There should be periodical checking by the higher officials of police department to ensure the proper behaviour to common law abiding citizens who are coming to police station to lodge a complain.
    4) Higher police officials should give training to lower level police officials to follow PRO- ACTIVE policing strongly.
    5) Severe punishment should be given to the police officials of lower level who is violating the above.
    Then only lower level police officials ( Constable,ASI,IIC etc.) will work and behave properly. and police will be considered as people friendly.

  • @reenaranidas1455
    @reenaranidas1455 Місяць тому

    Yes you are correct power should be handed over to DG

  • @GaneshPujari-q1s
    @GaneshPujari-q1s Місяць тому

    Thik katha

  • @bhagirathibarik7333
    @bhagirathibarik7333 Місяць тому

    Very good morning discussion

  • @sak32805
    @sak32805 Місяць тому

    Satya path news chanel utube ame 7days hela vedio dekhuchu .thanx

  • @pravakarmahanta7637
    @pravakarmahanta7637 Місяць тому

    ଏ କଥା ସମସ୍ତେ ଆଗରୁ ଜାଣି ଥିଲେ କିନ୍ତୁ କେହି ମୁହଁ ଖଲୁ ନଥିଲେ ପାଣ୍ଡୁ ଭୟ ରେ

  • @abhiramsahoo5642
    @abhiramsahoo5642 Місяць тому

    ସରକାର ପୋଲିସ ଅଫିସର ଓ କର୍ମାଚାରୀଙ୍କ ବଦଳି ପାଇଁ ଗୃହବିଭାଗ ନିଜ ହାତରେ ସଂପୂର୍ଣ୍ଣ ନରଖି ବରଂ ଡିଜି ଓ ଗୃହବିଭାଗର ମନ୍ତ୍ରୀଙ୍କୁ ନେଇ ସ୍ବତନ୍ତ୍ର କମିଟି କରାଯାଇ ତା ମାଧ୍ଯମରେ ବିଚାରବିମର୍ଶ କରି ବଦଳି ଓ ନିଯୁକ୍ତି କର୍ଯ୍ଯ କରାଗଲେ ଭଲ ହୁଅନ୍ତା ! ନଚେତ୍ ବିଜେଡି ସରକାର ଭଳି ଏ ସରକାରର ବିଧାୟକ,ମନ୍ତ୍ରୀମାନଙ୍କ ସ୍ବେଚ୍ଛାଚାରିତା ବଢିଯବ ଓ ସରକାର ବଦନାମ୍ ହେବେ !

  • @sadanandaparamguru6466
    @sadanandaparamguru6466 Місяць тому

    Right things in Administration now good far public

  • @umakantaswain8290
    @umakantaswain8290 Місяць тому

    ସରକାରୀ ବ୍ୟବସ୍ଥା ଭିତରେ ଗୁଣ୍ଡାଗିରି ର ପ୍ରଶିକ୍ଷଣ ପୋଲିସ କୁ ଦିଆଯାଉଥିଲା.

  • @pradiptakudas4403
    @pradiptakudas4403 Місяць тому +1

    Now the best CM will be making Orissa 0' tollarance corruption.

  • @ssahu6657
    @ssahu6657 Місяць тому +2

    Sir,This is called modern day policing.

  • @MuralidharMulia
    @MuralidharMulia Місяць тому

    ଆପଣ ବିଚାର ୫୦ ବର୍ଷ ତଳେ ଆଶା କରାଯାଇଥାନ୍ତା ଆଜି ଏ ସବୁ ସ୍ବପ୍ନ।ଆଜିର ସରକାର କେବଳ ପୁଲିସ ବଲ୍ ଦ୍ବାରା ତିସ୍ଥିଛି। ସବୁ ଦଳର ବିଧାୟକ ପଲିସି କୁ ହାତ କରିବାକୁ ଚାହାନ୍ତି। ଏ ଆଲୋଚନା କାହା ଉପରେ ପଡ଼ିବ ନାହିଁ।ସାରା ଦେଶରେ ନିଜ ଅଫିସର ଙ୍କ ଦ୍ଵାରା ଶାସନ ଚାଲିଛି।ମୁ ୧୯୮୦ ରୁ ଏଭଳି ଶାସନ ଦେଖିଛି।ଗଲା ୫ ବର୍ଷ ଭିତରେ ଏହା ଶିଖର କୁ ଛୁଇଁଛି।

  • @santoshmahanta2319
    @santoshmahanta2319 Місяць тому +3

    Correct, ODISHA IS RUNNING UNDER MAFIA.
    SARE NADI, NALA KA PATHAR, RETH, PANI, JANGAL, JANGLE JANWAR , BIRDS AADI KHATAM HO RA-HA.

  • @dipakpanda9075
    @dipakpanda9075 Місяць тому

    ବଦଳି ପାଇଁ ଆବେଦନ କରିପାରିବେ କିନ୍ତୁ ପୋଷ୍ଟିଙ୍ଗ ପାଇଁ କହିବା ଭୁଲ l ନିଜ ପସନ୍ଦ ମୁତାବକ ପୋଷ୍ଟିଙ୍ଗ ଅର୍ଥ ନିଜର ସ୍ୱାର୍ଥ ସାଧନ l ଏପରି କରିବା ଦଳ ପାଇଁ ବୁମେରାଙ୍ଗ ହେବ l

  • @anadipadhan3104
    @anadipadhan3104 Місяць тому

    Biswajeet Babu is 100% correct

  • @RatnakarPalo-k5c
    @RatnakarPalo-k5c Місяць тому +2

    CM should take immediate action against ,VKP who is monitoring mining transport using top police officers.AgainVKP has kept BJD party fund huge and inviting others to join in BJD so that party will be givenmoney.

  • @aryabhuminewspaper1851
    @aryabhuminewspaper1851 Місяць тому +5

    ଏହା କେବେ ସମ୍ଭବ ନୁହେଁ, କାରଣ ରାଜନୀତି କରୁଥିବା ନେତା, ମନ୍ତ୍ରୀ କଣ ଘରୁ ଖାଇ ଜନସେବା କରିବାକୁ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ବାଚିତ ହୋଇଆସିଛନ୍ତି? ଆର୍ଯ୍ୟଭୂମି

    • @amulyachandrapanigrahi8227
      @amulyachandrapanigrahi8227 Місяць тому

      ଏ ସରକାର ଦୁନର୍ତି କୁ ଯଦି ସମର୍ଥନ କରିବେ 🙏ଆଗ ନିର୍ବାଚନ ରେ ଘରକୁ ଯିବେ। ସାବଧାନ ମୋହନ ସରକାର। ବିଜେପି କୁ ବଦନାମ ନ କରି ଜନତାଙ୍କୁ ନ୍ୟାୟ ଦିଅ, ସୁ ଶାସନ କର🙏।

    • @prakashpatra3588
      @prakashpatra3588 Місяць тому

      Kea karuchi neta hebaku

  • @sudhirmishra6662
    @sudhirmishra6662 Місяць тому

    Valueable discussion.Seems to be based on facts.

  • @ajaykumarbehera5018
    @ajaykumarbehera5018 Місяць тому +4

    Sataya,babu,raight you,gata,pancha,barsa,hela,eahanhi,anubabha,heauthila,,mo,khajana,deauthiba,patta,jagaru,mankada,pathara,କରିନେଇଛନ୍ତି

  • @gokulanandadas4048
    @gokulanandadas4048 Місяць тому +1

    The police officer who was insulted to hon Mohan Majhi before election why he is in service till date ,why he is not turmineted from service without any service benifits , It indicating that Mohan sarkar is sleeping till now , people are looking when Pandian will arrest or driven to tamilnadu , why 200 truks are runing in odisha of pandian ,

  • @awaazforrights6023
    @awaazforrights6023 Місяць тому

    Many many thanks to ankita.

  • @nareshpanda8586
    @nareshpanda8586 Місяць тому

    We are feeling such a CM

  • @budhanathmohapatra150
    @budhanathmohapatra150 Місяць тому

    ବିଶ୍ଵଜିତ ବାବୁ ଉଚିତ କଥା କହିଲେ।

  • @padmanavsahoo8432
    @padmanavsahoo8432 Місяць тому

    Transfer posting should be by the concerned heads of the department s

  • @Sached299
    @Sached299 Місяць тому +1

    Odisha police ❌ Odisha mafia✅

  • @balavadra
    @balavadra Місяць тому

    5T represents a key parameter for achieving both transparency and transformation. Jai Mafia ....

  • @basantibalapanigrahi5289
    @basantibalapanigrahi5289 Місяць тому

    British Administration was better than present time.
    Police and Administration need change.

  • @subashsahu8429
    @subashsahu8429 Місяць тому

    Even after recommendation DG Cando proper appointment, no obstacle.peoples representative let do their job of recommendation.

  • @batakrushnamohapatra9833
    @batakrushnamohapatra9833 Місяць тому +3

    Police would have kept the brave educated girl in lock up and informed her father.
    Anyhow inhuman police don't have the power to lock up one army Captain unless and until he is an rapist or murderer accused.

  • @ChintamaniBehera-k1x
    @ChintamaniBehera-k1x Місяць тому +2

    Bjd_company_smashed,the,police,system_by,mr,_pandu.

  • @pravakarswain2436
    @pravakarswain2436 Місяць тому

    RTD.DGsanjib marik ଜମି ମାଫିଆ ତାକୁ ଧର

  • @batakrushnamohapatra9833
    @batakrushnamohapatra9833 Місяць тому +4

    These two persons had gone to the police station to lodge a complain,not to murder or rape the lady police.So it was there POLICE EGO due to which they started manhandling these brave girl and her would be husband.

  • @GaneswarRout-f9e
    @GaneswarRout-f9e Місяць тому

    The Janata Janardan of Odisha have confidence upon the Police D G who can extend moral support through exercise of his power entrusted by Government.The noblest duty is worship to God.
    With regards
    Ganeswar Rout.

  • @sashibhubannaik7030
    @sashibhubannaik7030 Місяць тому +1

    Bahut hela odisha police abe dabadhan ruha nchet dekhuchhata.

  • @amarendramishra7839
    @amarendramishra7839 Місяць тому +1

    Pura mukha kholi dele

  • @harekrushnapradhan3453
    @harekrushnapradhan3453 Місяць тому

    Si, police, ASO and other requirement 2023 pl verify what coruption

  • @manojsahoo6184
    @manojsahoo6184 Місяць тому +1

    Sabu chore bjd sarakarare

  • @subashsahu8429
    @subashsahu8429 Місяць тому

    Paradip babu expose health directorate

  • @abhinnakumarsahoo3384
    @abhinnakumarsahoo3384 Місяць тому +1

    Biswajit Babu-Thank U much-Sarakar badalile Odishaku asiba maha duhkha.

  • @brundabangouda3592
    @brundabangouda3592 Місяць тому

    🇮🇳🌹🙏🌹🇮🇳Odissa Gotaye Gariba Desa 🙏🏿♥️🙏🏽 Akathu Thile Samaste
    Odissa Gariba🌷♦️🌷 Nahny Odissa Neta Mane Garib🇮🇳🌹🙏🌹🇮🇳

  • @bhagirathibarik7333
    @bhagirathibarik7333 Місяць тому

    Please share this vdo to all groups and connected channel s

  • @dharma5724
    @dharma5724 Місяць тому +1

    Transfer of police above the rank of SP are being carried out by the high committee. Transfer of IIC are being carried out by DGP. Please correct your information

  • @rabindrananda943
    @rabindrananda943 Місяць тому

    Public

  • @drtusharkantinayak7523
    @drtusharkantinayak7523 Місяць тому

    Summary of the discussion is Odisha became Columbia like a lawless state under Naveen Pattanaik & Pandian was running a Mafia Syndicate like Paul Escobar. Hope all the dons are caught and removed from the force & legal action initiated against all these enemies of the public.

  • @samirkumartripathy2348
    @samirkumartripathy2348 Місяць тому +1

    Puri matha bhanga hela kintu suna eta gala police nka gharaku

  • @satyabratamohanty3738
    @satyabratamohanty3738 Місяць тому

    Nua Sarkar Police Reforms karibe ki ????

  • @markandasahu8360
    @markandasahu8360 Місяць тому

    Mydearmohangovtpurbagovtrasamastbhulkamarithibaragumarkholiodisabasikujanatubehimankarasarbajaninakarantu

  • @SumantakumarSoren
    @SumantakumarSoren Місяць тому

    Thana dayitware rahile aga army training camp ru discipline trained huantu 🎉🎉🎉

  • @hemanthdhir6835
    @hemanthdhir6835 Місяць тому +1

    Mohan sarkar volo kari training dei ni police balanku sei lagi problem heuchi , Training debo kan sie kete dino ru bhakila thila khaibaku milu no thila Cm hela pore volo volo khaiba ku miluchi

    • @sansuraimurmu6922
      @sansuraimurmu6922 Місяць тому

      Tu kie be janinu semane aguru post re thile boli

  • @123rourkela
    @123rourkela Місяць тому

    Ye pura debate CM ‘ nku patha jau

  • @bijayanayak1145
    @bijayanayak1145 Місяць тому

    Eita m Mohan Majhi suniba darakaar

  • @basantibalapanigrahi5289
    @basantibalapanigrahi5289 Місяць тому

    Ganjam re total Administration is nil.

  • @basantibalapanigrahi5289
    @basantibalapanigrahi5289 Місяць тому

    Since 2014 police autracity is continuing.

  • @RADHAKANTAROUT-q5v
    @RADHAKANTAROUT-q5v Місяць тому

    The 5T system constituted by the padian has looted abandon tly from different departments through oppression & suppression by the odisha police. The common people were also severely affected & tortured by them.m

  • @maheshdani1166
    @maheshdani1166 Місяць тому

    The corrupted Odisha Police is the outcome of the last 24 years corrupt Government of BJD in Odisha, All the corruption was carried out by utilizing muscle power and money power.

  • @batakrushnamohapatra9833
    @batakrushnamohapatra9833 Місяць тому +2

    So what the brave educated girl and her would be husband were drunk.So what the type of dress the girl was wearing.They went for help to the police station.Police has no right to beat a lady and sexually assault her by keeping her would be husband in lock up.

  • @amarendramishra7839
    @amarendramishra7839 Місяць тому

    Transfer posting Reverse pain please apan tika abagata karaile vala huanta

  • @laxmidhardas3981
    @laxmidhardas3981 Місяць тому

    Sara Bharat ra almost all pradesh re abng khud Centre re madhya sabu bada bada officers o anusthan sabu sarkar manankar hagbarisi saji arth rojagar re sahayata karuchhanti. Lajya ra katha. Sadharan lokamanankar emananku pratirodh karibaku Shakti kahmu aasiba.Eha aamar Ganatantra paim bidambana.

  • @sak32805
    @sak32805 Місяць тому

    police aniya atyachar e durniti ku roko mohan babu odisha new cm . Gosh khor icc ps of all odishs .ex army sA khan.at khurda

  • @duhkhishyamnayak9496
    @duhkhishyamnayak9496 Місяць тому

    B.j.d.ku.mishara.5.koyi.

  • @pratapmoharana9918
    @pratapmoharana9918 Місяць тому

    Police administration is totally hand-in-gloves of our politicians not only in BJD period, it has been happening since Congress rules. So BJD is equally accountable to use police. So the social media has evolved now to watch over this malpractice.

  • @amarendramishra7839
    @amarendramishra7839 Місяць тому

    E sabu ra mula karan ajogya EX-CM Nabin pattanayak. Se gote michha pratarana ra Gantaghara. 😢😢😢

  • @RatnakarPalo-k5c
    @RatnakarPalo-k5c Місяць тому

    Satya sir you have not the news about the trade union leader who was sworn with shor garlands

  • @manojsahoo6184
    @manojsahoo6184 Місяць тому

    Ex cm no biswa staring sasan chore nabin

  • @123rourkela
    @123rourkela Місяць тому

    Emane bike chori re bi saamil achhanti. Gaadi chori ra fir nau nahanti

  • @pradiptamohanty1364
    @pradiptamohanty1364 Місяць тому

    Epari jane Aparaga Ex chief minister world re birala....
    Jie jane politics zero, se puni odisha re 24 barsa shashan re odisha ku sampurna barbad kari deichhanti...
    Odisha ra kichhi magana khia nka paine Naveen babu thopa pakai odisha ku lutibare tamil ku purai sampurna luti neichhanti....
    Eha tharu lajya janak ghatana aau kan thai pare...

  • @sarojnayak6839
    @sarojnayak6839 Місяць тому

    Mining's ma koi badlab nahi,pahaila bjd ka mafia thaa then(brack-down)Abhi BJP ka mafiya ko thaka milgaya.only head line change no progresh/changement.

  • @debendranayak5858
    @debendranayak5858 Місяць тому

    Nabinasunle

  • @debendranayak5858
    @debendranayak5858 Місяць тому

    Nabinodisakubarbadkarichhi

  • @samirkumartripathy2348
    @samirkumartripathy2348 Місяць тому

    Jete puruna police achhanti samastankara property varification heu