BJP Leader Sidhant Mohapatra Pledges To Uproot BJD And Bring BJP Govt In Upcoming Election

Поділитися
Вставка
  • Опубліковано 27 кві 2024
  • Witness BJP leader Sidhant Mohapatra's fervent pledge to dismantle the BJD stronghold and usher in a BJP government in the upcoming election, expressed during JP Nadda's visit to Berhampur. Stay tuned for more updates on the unfolding political landscape in Odisha.
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #BJP #2024elections

КОМЕНТАРІ • 151

  • @toshabantasahu6227
    @toshabantasahu6227 Місяць тому +9

    ଜଗର୍ନାଥ ନୁହେଁ ଆଉ କେତେ ବର୍ଷ ଓଡ଼ିଆ ଫିଲ୍ମରେ କାମ କରିଳେ ଜାଣିବ ।।
    କୋଟି ଓଡ଼ିଆଙ୍କ ଗର୍ବ ଆଉ ଗୈାରବ
    ଜୟ ଜଗନ୍ନାଥ 🙏🙏🙏

  • @RajaNaik545
    @RajaNaik545 Місяць тому +23

    ବିଷଧର ନାଗ ସାପକୁ ବିଶ୍ୱାସ କରି ହେବ କିନ୍ତୁ ବିଜେପିକୁ ନୁହେଁ .

  • @sikakalia2234
    @sikakalia2234 Місяць тому +20

    ଛି ରେ ଅଲାଜୁକ,,,,, ନବୀନ ପଟ୍ଟନାୟକ ଙ୍କ ଆଶିର୍ବାଦ ରେ 2 ଥର ସାଂସଦ ହେଲୁ,,,,,, ଏବେ ଓଲଟି ପଡିଲୁ,,,,, ତୁ ତ ନିଶ୍ଚୟ ହାରିବୁ,,,, ତମ ଭଳିଆ ନୀତି ହୀନ ଲୋକ ରାଜନୀତି ପାଇଁ ସଂପୂର୍ଣ୍ଣ ଅଯୋଗ୍ୟ। ,ଆ ଥୁ ଛି ଛି ଛି

  • @RinaRath701
    @RinaRath701 Місяць тому +19

    ଷଷ୍ଠ ଥର ନବୀନ ସରକାର , କିଛି ଆଉ ନାଇଁ ଦରକାର .

    • @ashutoshbarik3147
      @ashutoshbarik3147 Місяць тому

      Bopa banda darkar madarchod pelaku due guentha darkar

    • @SujalPanda-hd6cv
      @SujalPanda-hd6cv Місяць тому

      Tamil shasan again??😂😂😂

    • @PaapiyonKaVinashak-et2bk
      @PaapiyonKaVinashak-et2bk 28 днів тому

      Tamil Ra Chakra Maduaa Dadana Khataa Chakaraa Tuuu.😂😂😂😂😂
      Bala Naveena Hattt Bee Murkhaa vadeii Madua Netri😂😂😂😂😂😂😂
      Mo Bala Ghodaa Dimba Naveen hatt Bee😂😂

  • @Working733
    @Working733 Місяць тому +4

    400 ପାର୍ କରିନ କି ତମେ ପୁଣି କହୁଛ ଗ୍ୟାସ 400 ରୁ ବୃଦ୍ଧି କରିକି କେତେ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛ ଟିକେ କୁହ!

  • @swaramayeedas437
    @swaramayeedas437 Місяць тому +2

    ଅଭିନୟ କରୁଥିବା ଲୋକଙ୍କୁ ରାଜନୀତି କରିବାରେ ଏତେ ଇଛା କାହିଁକି ଅଭିନୟ ସରିବା ଘରେ ରହି ରେଷ୍ଟ କରିବା ବଦଳେ ରାଜନୀତି କଣ ପାଇଁ l

  • @Working733
    @Working733 Місяць тому +3

    ଓଡ଼ିଶା ବାସୀଙ୍କ ପାଇଁ କଣ କରିଛ ଟିକେ କୁହା ଯାଉ ସିଦ୍ଧାନ୍ତ ବାବୁ।

  • @Sonamuduli-
    @Sonamuduli- Місяць тому +17

    ଯାହା କରୁଛି କରୁ ବିଜେପି ଏଥର ପୁଣି ନବୀନ ସରକାର .

  • @aparichitamohanty7814
    @aparichitamohanty7814 Місяць тому +3

    ପ୍ରତ୍ୟେକ ବାର ଓଡ଼ିଶାରେ ନବୀନ ସରକାର ହିଁ ଆସିବ। ବିଜେଡିରୁ ବହିଷ୍କୃତ ହେଲା ପରେ ସିଦ୍ଧାନ୍ତ ମହାପାତ୍ରଙ୍କ ମୁଣ୍ଡ କାମ କରୁନି। ଜୋସ୍ ରେ ଆସି ବିଜେପି ଦଳର ପ୍ରସଂଶା କରୁଛନ୍ତି ।

    • @PaapiyonKaVinashak-et2bk
      @PaapiyonKaVinashak-et2bk 28 днів тому

      Toh Munda Kama Karuni Sethipaain Chakara Chamacha Vaduaa Murkhaa Dadana Khataa Chakaraa Chamcha Odiaa Parama Chutiyaa Bhaliaa Bjd Ra Padhaa Chataa Aaiathaa Khiaa kukuruni Bhaliaa Bjd Ra Padhaa Chataa Tuu Gote😂😂😂😂

    • @PaapiyonKaVinashak-et2bk
      @PaapiyonKaVinashak-et2bk 28 днів тому

      Tori Bhaliaa Kalankitaa Magana Khiaa Chakara Chamacha Behiyaa Bajatiyaa Ghusuri Maduaa Fann Hi BJD Ra Aaiathaa Khiaa Chakara Chamacha Dadana Khtaaa Bajatiaaa.😂😂😂😂😂😂😂😂😂😂😂😂
      Sabu Odia Nuhan Bee Murkhaa Chutiyaa Odiaa😂😂😂😂😂😂

  • @jyotisahu621
    @jyotisahu621 Місяць тому +17

    ବିଜେପି ଦଳକୁ ଓଡ଼ିଶାବାସୀ ବେଶ ଭଲ ଭାବେ ଜାଣିଛନ୍ତି, ଏମାନଙ୍କର ଉପରେ ଗୋଟିଏ ରୂପ, ଭିତରେ ଭୟଙ୍କର ରୂପ
    ବିଜେପି ଶାସନକୁ ଆସିଲେ ଏକଛତ୍ରବାଦ ଚଲେଇବ .

  • @ayeshapanda476
    @ayeshapanda476 Місяць тому +1

    ମିଡିଆ ଆଗରେ ଭାଷଣ ଦେବା ହିଁ ରାଜନୀତି ବୋଲି ଭାବୁଛନ୍ତି ବିରୋଧୀ ସେଥିପାଇଁ ଅନ୍ୟ ସବୁ କାମ ଛାଡି ଖାଲି ଭାଷଣ ଦେବାରେ ବ୍ୟସ୍ତ

  • @swaramayeedas437
    @swaramayeedas437 Місяць тому +1

    ରାଜ୍ୟର ବିଜୁ ଜନତା ଦଳର ଗୋଟିଏ ନୀତି ଆଉ ଆଦର୍ଶ ଥାଏ ସେଥିରୁ ଯିଏ ବାହାରି ଯାଏ ତେବେ ତାଙ୍କୁ ଦଳରୁ ବହିଷ୍କାର କରାଯାଏ l

  • @ayeshapanda476
    @ayeshapanda476 Місяць тому +1

    ବିଜେପି ନେତାମାନଙ୍କ କୂଟନୀତି ଆଉ ସେମାନଙ୍କ ହୀନ ଚିନ୍ତାଧାରାକୁ ଓଡ଼ିଶାବାସୀ ବୁଝି ସାରିଲେଣି

  • @swaramayeedas437
    @swaramayeedas437 Місяць тому +1

    ଏବେ ନବୀନ ବାବୁ ଓଡିଶାରେ ଯୋଗ୍ୟତା ଥିବା ଆଉ କର୍ମୀ ନେତା ଦେଖି ବିଜୁ ଜନତା ଦଳ ତାଙ୍କୁ ହିଁ ଟିକେଟ ପ୍ରଦାନ କରିଛି l

  • @SriHariRadhaKrishna
    @SriHariRadhaKrishna Місяць тому +7

    ଏଇ ଲୋକ "ଅସ୍ମିତା" ଶବ୍ଦର ଆବିସ୍କାର କରିଥିଲେ 😄

  • @swaramayeedas437
    @swaramayeedas437 Місяць тому +1

    ରାଜ୍ୟ ସରକାରଙ୍କ ସଠିକ ତତ୍ୱାବଧାନ ପାଇଁ ଓଡିଶା ଆଜି ଦ୍ରୁତଗତିରେ ବିକାଶ କରି ଚାଲିଛି l

  • @ayeshapanda476
    @ayeshapanda476 Місяць тому +1

    ଓଡ଼ିଶା ମାଟିର ହୋଇ BJP ନେତାମାନେ କଦାପି ଓଡ଼ିଶାର ଉନ୍ନତି ନିମନ୍ତେ କାର୍ଯ୍ୟ କରି ନାହାନ୍ତି

  • @swaramayeedas437
    @swaramayeedas437 Місяць тому +1

    ସିଦ୍ଧାନ୍ତ ବାବୁ ନିଜେ ଜଣେ ସାଂସଦ ଥିବା ସମୟରେ ଲୋକଙ୍କ ପାଇଁ କେତେ ବିକାଶ କରିଛନ୍ତି ତାର ହିସାବ କେବେ କରିଛନ୍ତି l

  • @ssksashikant1114
    @ssksashikant1114 Місяць тому

    Jay Shree Ram Jay Jagannath Jay Odisha Jay

  • @ayeshapanda476
    @ayeshapanda476 Місяць тому +1

    ବିରୋଧୀ ଆଗ ଓଡିଶାବାସୀଙ୍କ ହୃଦୟ ଜିତିବା ପାଇଁ ପ୍ରୟାସ କରନ୍ତୁ ପରେ ଓଡ଼ିଶାକୁ ଜିତିବାର ସ୍ବପ୍ନ ଦେଖିବେ

  • @Kamalakanta37
    @Kamalakanta37 Місяць тому +1

    ପ୍ରତି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ର ଲୋକପ୍ରିୟତା ବଢିବାରେ ଲାଗିଛି': ବିଜେପି ଦଳ ଯେତେ ସଡ଼ ଯନ୍ତ୍ର କଲେ ମଧ୍ୟ ୨୦୨୪ ମସିହାରେ ମାନ୍ୟବର ନବୀନ ପଟ୍ଟନାୟକ ପୁଣି ଥରେ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ |

  • @prasantajena2318
    @prasantajena2318 2 дні тому

    ଆଉ move hit ହେଉନି, ଚଳିବାପାଇଁ ନୂଆ ଟ୍ରିକ

  • @rajeshbiswal819
    @rajeshbiswal819 Місяць тому +1

    Beautiful star campaigner BJP ra🎉

  • @subhrajitsamaljajpur1536
    @subhrajitsamaljajpur1536 Місяць тому

    ଆମର ନେତା ମାନ୍ୟବର ନବୀନ ପଟ୍ଟନାୟକ 🙏🙏.

  • @swaramayeedas437
    @swaramayeedas437 Місяць тому

    ଲୋକଙ୍କ ସହିତ ଛଳନାର ଅଭିନୟ କରିବା କେବଳ ଫିଲ୍ମରେ ଭଲଲାଗେ ରିଏଲରେ ଭଲ ଲାଗେନି l

  • @swaramayeedas437
    @swaramayeedas437 Місяць тому

    କଥା ଆଉ ଭାଷଣକୁ ସାଧାରଣ ଲୋକମାନେ ପସନ୍ଦ କରିବେନି କାର୍ଯ୍ୟକୁ ଦେଖିଲେ ଲୋକପ୍ରିୟତା ବଡେ ଏଇଟା ଅଭିନୟ କରିବା ଜାଗା ନୁହେଁ l

  • @globalgkbyspmohanty7248
    @globalgkbyspmohanty7248 Місяць тому +2

    Bjp

  • @Kamalakanta37
    @Kamalakanta37 Місяць тому +3

    ଯେଉଁ ଲୋକ ଜୀବନ ସାରା ଅଭିନୟ କରି ସିନେମାର ଡାଇଲଗ କହିଲା 'ଆଜିସେହି ଲୋକ କୋଟି ଓଡ଼ିଆଙ୍କର ମଉଡ଼ମଣୀ ଜଗନ୍ନାଥଙ୍କ ନାମକୁ ଅପଭ୍ରଂଶ କରି କହୁଛି ଜଗର୍ ନାଥ | ତାକୁ ଓଡ଼ିଶାବାସୀ କେବେ କ୍ଷମା କରିବେନାହିଁ '

  • @ayeshapanda476
    @ayeshapanda476 Місяць тому

    ଆପଣଙ୍କ ପାଖରେ ଯାହା ବି ବୁଦ୍ଧି ଅଛି ସେ ସବୁ ଲୋକଙ୍କ ମଙ୍ଗଳ ପାଇଁ ଲଗାନ୍ତୁ , ଭାଷଣ ବାଜି କରି ସମୟ ନଷ୍ଟ କରନ୍ତୁ ନାହିଁ

  • @soumyaranjanmohapatra1829
    @soumyaranjanmohapatra1829 Місяць тому

    As an actor u r the best but politicians hisab rey pura kharap aapana harijibe sir

  • @swaramayeedas437
    @swaramayeedas437 Місяць тому

    କିଛି ଦିନ ଆଗରୁ ରାଜ୍ୟ ସରକାର ଭଲଥିଲେ କହି ପ୍ରଚାର କରିଥିଲେ ଆଜି ସେହି ସରକାର ହଠାତ ଖରାପ କେମିତି ହେଲେ l

  • @Kamalakanta37
    @Kamalakanta37 Місяць тому

    ଆଜି ଆପଣମାନେ ବି ଜେପି ଦଳର ଆମଦାନୀ ନେତା ସାଜି ଛନ୍ତି ସିଦ୍ଧାନ୍ତ ମହାପାତ୍ର ବାବୁ 'ଗତକାଲି ଯେତେବେଳେ ନବୀନ ପଟ୍ଟନାୟକଙ୍କ ସରକାରରେ ଥିଲେ ଏଭଳି କଥା କହୁନଥିଲେ କାହିଁକି |

  • @Kamalakanta37
    @Kamalakanta37 Місяць тому

    ସିଦ୍ଧାନ୍ତ ବାବୁ ଆପଣ ଓଡ଼ିଶାର ଅସ୍ମିତା କଥା କ ହୁଛନ୍ତି : ଅସ୍ମିତାର ମାନେ କଣ ଟିକିଏ ବୁଝାଇ କୁହନ୍ତୁ ଉପସ୍ଥିତ ଜନତା ଶୁଣିବେ ।

  • @ayeshapanda476
    @ayeshapanda476 Місяць тому

    ବିରୋଧୀ ଦଳ ଲୋକଙ୍କ ପାଇଁ କୌଣସି ବି ବିକାଶ ମୂଳକ କାର୍ଯ୍ୟ କରିନାହିଁ, ଲୋକେ ଭୋଟ କାହିଁକି ଦେବେ

  • @sanjibnayakpurnanandaparib2098
    @sanjibnayakpurnanandaparib2098 Місяць тому +3

    ଧର୍ମ ହେବ ଜୟ 🙏🏻🙏🏻🙏🏻

  • @user-gn5gm8tc3x
    @user-gn5gm8tc3x Місяць тому +6

    Digaphandi ra next MLA Megastar Siddhant Mohapatra

    • @rakeshbehera161
      @rakeshbehera161 Місяць тому

      Abey megastar kahaku kuha jae janichu na gapi dauchu mana icha,kete ta film blockbuster heichi😂😂.

    • @user-gn5gm8tc3x
      @user-gn5gm8tc3x Місяць тому

      @@rakeshbehera161 Na na tu bahut janichu Jadi janinu 90s ra odia Film dekhiki kaha

    • @rakeshbehera161
      @rakeshbehera161 Місяць тому

      @@user-gn5gm8tc3x tu mate 90s ra film dekheibu kn mu ba dekhichi,tu tike research kari asey kete ta movie odisha re long time chalichi,janichu tu na khali gapuchu, megastar na bala 😂😂.odia film industry ra gote megastar uttam mohanty bujhilu danda balunga 235 days movie long run karithila bujhilu,kichi janinu paleiasuchnti megastar kahibaku.real acting re bi fail, realistic role re prasanta Nanda, sriram panda,bijoy mohanty.flop actor kahi pariba jie nije gote hit paeen anubhav mohanty lead thai se side role karuthila 4/5 ta movie, megastar definition janinu tu mate sikheibu, only star kahipariba,superstar bi nuha, megastar ta bahut dura ra katha, superstar hauchi odia re anubhav aau babusan bujhilu.gyana nhi palei asichu kuade.

    • @user-gn5gm8tc3x
      @user-gn5gm8tc3x Місяць тому

      @@rakeshbehera161 Tu ta sabu janiki Tadi pakeichu Odisha re kebela Jane Megastar one & only Siddhant Mohapatra

    • @user-gn5gm8tc3x
      @user-gn5gm8tc3x Місяць тому

      @@rakeshbehera161 Siddhant Rachana jodi all movie 150 day's chaluthila hall re jadi tu janinu research kariki dekhe

  • @manoswinijena3884
    @manoswinijena3884 Місяць тому

    ଆମ ଓଡ଼ିଶା ବାସୀ ର ମନରେ ନବୀନ ସରକାର ସର୍ବଦା ଆଗରେ ରହିବେ ବିଜେପି ନେତା ଭାଷଣ ମାରିବାକୁ ଆସନ୍ତି ସମୟରେ କେବଳ ବିଜେଡ଼ି ଦଳ ହିଁ କାର୍ଯ୍ୟ କରେ।

  • @hkumar4594
    @hkumar4594 Місяць тому

    Jay Shree Ram

  • @ayeshapanda476
    @ayeshapanda476 Місяць тому +1

    Odisha is a peaceful state, that is possible only because of Hon'ble Chief Minister Naveen Patttnayak, opposition BJP party is only creating chaos.

  • @Kamalakanta37
    @Kamalakanta37 Місяць тому

    ୨୪ ବର୍ଷ ଧରି ଓଡ଼ିଶାର ବିକାଶ କରିଚାଲିଛନ୍ତି ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ବିକାଶ କୁ ବିରୋଧ କରିଆସୁଥାବା ବିଜେପି ଦଳ କେଉଁ ମୁହଁରେ କ୍ଷମତା ହାସଲ କରିବାପାଇଁ ଚେଷ୍ଟା ଚଳାଉଛି ।

  • @nishiprakash4039
    @nishiprakash4039 Місяць тому +2

    Tu nije haribu

  • @manoranjanp78
    @manoranjanp78 Місяць тому +3

    Jai jagannath

  • @ayeshapanda476
    @ayeshapanda476 Місяць тому

    ଆମ ନବୀନ ବାବୁ ଓ ବିଜୁ ଜନତା ଦଳ ୨୫ ବର୍ଷ ହେବ ଓଡ଼ିଶାର ସେବାରେ ସମର୍ପିତ ତେଣୁ BJD ନିର୍ବାଚନ ଜିତିବା ପକ୍କା

  • @GOPALBEHERA-iw3fl
    @GOPALBEHERA-iw3fl Місяць тому +12

    ଶାନ୍ତିପ୍ର୍ରିୟ ରାଜ୍ୟ ଓଡ଼ିଶା, ଯାହାର ନେତୃତ୍ୱ ନେଉଛନ୍ତି ନବୀନ । ତେଣୁ ଏଠାରେ ବିଜେପି ନେତାଙ୍କ ଦଙ୍ଗା କରିବା ଉଦ୍ଦେଶ୍ୟ କେବେ ଚରିତାର୍ଥ ହେବନି ।

  • @Kamalakanta37
    @Kamalakanta37 Місяць тому

    ସିଦ୍ଧାନ୍ତ ମହାପାତ୍ର ବାବୁ ଆପଣ ନବୀନ ବାବୁଙ୍କ ଦୟାରୁ ବ୍ରହ୍ମ ପୁରର ସାଂସଦ ହୋଇଥିଲେ। ବିଜେପି ଦଳର ଅବସ୍ଥା ଯାହା
    ଜୀବନରେ କେବେ ମଧ୍ୟ MLA ହୋଇପାରିବେ ନାହିଁ।

  • @ayeshapanda476
    @ayeshapanda476 Місяць тому

    ଓଡ଼ିଶାର ଜନ ସାଧାରଣ BJP ନେତାଙ୍କ ମିଛକୁ ବୁଝି ସାରିଲେଣି

  • @Working733
    @Working733 Місяць тому

    ଗରିବ କେନ୍ଦୁପତ୍ର ତୋଳାଳୀଙ୍କୁ କନ୍ଦାଉଛି କିଏ-ବିଜେପି ସରକାର ଆଉ କିଏ...

  • @naranakahali5825
    @naranakahali5825 Місяць тому

    Jay Sri Ram

  • @Kamalakanta37
    @Kamalakanta37 Місяць тому

    ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନା ୪୦୦ ପାର' ହେଲେ ଓଡ଼ିଶା ବିଜେ ପି ଦଳ ବେଡ଼ା ପାର । ସେମାନଙ୍କୁ ଓଡ଼ିଶାରେ ସ୍ଥାନ ମିଳିବ ନାହିଁ ।

  • @Kamalakanta37
    @Kamalakanta37 Місяць тому

    ସିଦ୍ଧାନ୍ତ ବାବୁ ଦିନରେ ସ୍ବପ୍ନ ଦେଖିବା ଭୁଲିଯାଆନୁ ଓଡ଼ିଶାରେ ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ୍ର ବିଜେପିର ସ୍ଥାନ ନାହିଁ ସରକାର ଗଡ଼ିବା ଦୂରର କଥା |

  • @ayeshapanda476
    @ayeshapanda476 Місяць тому

    The people of Odisha are rejecting the BJP and will continue to do so

  • @chandangiri2638
    @chandangiri2638 Місяць тому

    ଜୟ ଜଗନ୍ନାଥ
    ଅବକୀ ବାର ଓଡିଶା ମେ ବିଜେପି କି ହାର
    ବାକ୍ୟ ବିର ହେଉଛନ୍ତି ବିଜେପି ସରକାର
    ଗତ ଥର ବହୁତ୍ ଭାସନ ଦେଲ କଣ କରିଲ ଅମୁକ୍ ଦେବ ସମୁକ୍ ଦେବ ଲାଷ୍ଟ୍ ରେ କଣ କରିଲ ପୁରା ବୁଡ଼େଇ ଦେଲ ଓଡିଶା କୁ

  • @naiduprabhakar9556
    @naiduprabhakar9556 Місяць тому +1

    Only bjd

  • @Krishna143u46
    @Krishna143u46 Місяць тому +2

    Old is gold.…...

  • @SubhashreeDas-zf9of
    @SubhashreeDas-zf9of Місяць тому

    Nabin babu 24 Barsha sasana karuthile agaku madhya karibe athire tanku kahari sahasa nahi atakaiba pain

  • @Working733
    @Working733 Місяць тому

    ବିଜେପି ହଟାଅ ଦେଶ ବଞ୍ଚାଅ ଏଭଳି ଚୋର ଦଳଠାରୁ ଦୁରେଇକି ରୁହ।

  • @village_vlog_japan
    @village_vlog_japan Місяць тому

    Olywood King Shidhant Mohapatra

  • @sangitasahoo5504
    @sangitasahoo5504 Місяць тому

    DAR DAM😢BJP

  • @asishKumar001
    @asishKumar001 Місяць тому

    Agya sidhant babu apana nkara abhinaya athi kichi kama debani Mane rakahntu .

  • @ayeshapanda476
    @ayeshapanda476 Місяць тому

    BJP ବିଭିନ୍ନ ପ୍ରକାର ଯୋଜନା ବାହାର କରିଲେ କଣ ହେବ , ସେଗୁଡ଼ିକୁ ଲୋକଙ୍କ ପାଖକୁ ପହଞ୍ଚି ପାରୁନାହିଁ

  • @ayeshapanda476
    @ayeshapanda476 Місяць тому

    People of Odisha have shown intolerance towards the BJP party

  • @purnachkeut6853
    @purnachkeut6853 Місяць тому

    Jay Sri ram

  • @rakeshbehera161
    @rakeshbehera161 Місяць тому

    June 4 re yara asli auqat dekhiba

  • @balkisethy6447
    @balkisethy6447 Місяць тому

    Our next pm Rahul Gandhi
    Our CM Naveen Patnaik

  • @parichayanayak5707
    @parichayanayak5707 Місяць тому

    Berhampur re ethara BJP

  • @ayeshapanda476
    @ayeshapanda476 Місяць тому

    One who works for the people is the first choice of the people, this anti-development BJP should understand

  • @Healthin2791
    @Healthin2791 Місяць тому

    ମା ଗିହା ବେଧେଇ ଛୁଆ ଟା

  • @surendraprusty6694
    @surendraprusty6694 Місяць тому +3

    Bjp ଜିନ୍ଦାବାଦ 🙏

  • @SubhashreeDas-zf9of
    @SubhashreeDas-zf9of Місяць тому

    Biju janata dala pain aji odisha srestha rajya bhabe parinata hoichi kintu bjp pain odisha bahut talaku chalijaithila

  • @ayeshapanda476
    @ayeshapanda476 Місяць тому

    BJP will dream and the conscious people of Odisha will break that dream.

  • @ayeshapanda476
    @ayeshapanda476 Місяць тому

    Biju Janata Dal has become and will continue to be the favorite party of the people of Odisha

  • @niranjanpradhan8687
    @niranjanpradhan8687 Місяць тому

    ❤❤❤❤❤❤❤❤❤❤❤❤❤❤❤❤❤❤

  • @user-uu8gp4oh6m
    @user-uu8gp4oh6m Місяць тому +4

    Bjp🎉🎉🎉🎉🎉

  • @ayeshapanda476
    @ayeshapanda476 Місяць тому

    There is no doubt that BJP's dreams for the upcoming 2024 elections will be shattered

  • @asishKumar001
    @asishKumar001 Місяць тому

    Jebe bjd re thile ete bhala katha kemitit baharuthila sidha t babu tike kahibe ?

  • @asishKumar001
    @asishKumar001 Місяць тому

    Aha ta sata heigala je parthy paia bjp kete bikala heuthila Sethi pai ta emitit sabu neta nku nija sangare misauchi .

  • @rakeshbehera161
    @rakeshbehera161 Місяць тому

    Eeita sahuthu g mara shankara,ethi asila prbachana dabaku, chora ta 1no.

  • @Common-Man-View
    @Common-Man-View Місяць тому

    Local for vocal. As an educated I don’t want a 4th fail to lead our country. They are doing only mind wash of youth on the name of religion. But fact is India is the 2nd largest beer exporter of the world. What a shame.

  • @SubhashreeDas-zf9of
    @SubhashreeDas-zf9of Місяць тому

    Nabin babu nka pain mp heiparithile mahapatra babu aji sethi tada khai bjp re misile kintu MLA heiparibeni

  • @naranakahali5825
    @naranakahali5825 Місяць тому

    Jay Modiji ❤❤❤❤❤❤

  • @ayeshapanda476
    @ayeshapanda476 Місяць тому

    Biju Janata Dal and Naveen Pattnayak are the only hope for the development of Odisha

  • @ayeshapanda476
    @ayeshapanda476 Місяць тому

    BJP is constantly creating chaos in peaceful Odisha, so BJP is not acceptable to the people

  • @asishKumar001
    @asishKumar001 Місяць тому

    Khalaia tanka ra lobha re amane asiki badei heuchanti na hele au kichi value nahi Aman nkara.

  • @asishKumar001
    @asishKumar001 Місяць тому

    Nija guru manuthiba loka ku apana kemitit ate kharap kahi paeucha ti tike kahibe sidhant?

  • @asishKumar001
    @asishKumar001 Місяць тому

    Bjd re thila bele Nabin sarkar nku nijara guru bhabe nionita karithile para apana ?

  • @krushnachandrasahoo77
    @krushnachandrasahoo77 Місяць тому

    BJD is uprooted or you will be uprooted wait for june4...

  • @sangitasahoo5504
    @sangitasahoo5504 Місяць тому

    MANI pUR BJp😢😢

  • @asishKumar001
    @asishKumar001 Місяць тому

    Bjd re keu bhali karjya karithiba Sethi paia bitadita hele apana seita apana nku Jana agya

  • @ayeshapanda476
    @ayeshapanda476 Місяць тому

    The people of the entire state already know that Mr Naveen pattnayak and BJD are only working for the development of the people, the opposition is only busy in doing useless politics.

  • @UmeshKumar-gc5st
    @UmeshKumar-gc5st 26 днів тому

    Bala naa😂

  • @naranakahali5825
    @naranakahali5825 Місяць тому

    Jay BJP jinabad 💯💯💯💯💯💯

  • @SubhashreeDas-zf9of
    @SubhashreeDas-zf9of Місяць тому

    Mahapatra babu aita rajniti katha loka manaka biswasa au bharasa katha apanakara acting dunia nuhe acting karibe ta pare chalijibe

  • @niranjanexpress9771
    @niranjanexpress9771 Місяць тому

    Au bjp bjd ku kaba dabar nahi be anurdha kareki kahi dea nahi aa sabu nija sutha pai

  • @asishKumar001
    @asishKumar001 Місяць тому

    Bjd ru bitadita neta amen hi bjp ra sesa Sahara baniki Rahi jaeichanti Bina kichi karna re.

  • @saradamohanty6641
    @saradamohanty6641 Місяць тому

    Tame sabu sala hariba re...wait june4

  • @Kraajshorts6891
    @Kraajshorts6891 Місяць тому

    Bjp sarkar nunha ebe bi Naveen sarkar jitibe ....❤❤BJd 🎉🎉🎉

  • @brpalai9015
    @brpalai9015 Місяць тому +1

    Chal.... Nikal nikal

  • @asishKumar001
    @asishKumar001 Місяць тому

    Amana nka bhali kuji neta bahut dekha jeichi Abe Khali amanku bhukiba paia kete samaya bjp ra ahawan milichi .

  • @user-dh4md4zk7d
    @user-dh4md4zk7d Місяць тому

    Bjp...........Bjp

  • @naiduprabhakar9556
    @naiduprabhakar9556 Місяць тому

    Only bjd ashiba darakar odisha re