ମୋ ପୁଅର ଭଲ ଭବିଷ୍ୟତ ପାଇଁ ପରାମର୍ଶ ନିଶ୍ଚୟ ଦେବି; ଏବେ ସେମାନେ ବଡ ହେଇଗଲେଣି, ଯାହା ଠିକ ଲାଗିବ କରିବେ

Поділитися
Вставка
  • Опубліковано 10 жов 2024
  • ସରକାର ବଢ଼ାଇବାକୁ ଯାଉଛନ୍ତି GST: ଜାଣନ୍ତୁ କେଉଁ ସବୁ ସାମଗ୍ରୀ ହୋଇଯିବ ମହଙ୍ଗା= bit.ly/3cSwt7n
    Read our E-paper - odishabhaskar....
    Follow Us On
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - ho...
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

КОМЕНТАРІ • 279

  • @sadanandasahoo3707
    @sadanandasahoo3707 2 роки тому +57

    ଯୌତୁକ ଆସି ନ ଥିବ ଯେହେତୁ କୋର୍ଟ ରେ ବାହା ହେଇଛନ୍ତି। ସେଇ ଟା କାରଣ ନୁହେଁନ୍ତ। ଦ୍ବିତୀୟ କଥା, ବାପା ହିସାବରେ ପରାମର୍ଶ ଦେଇଥିଲେ, ପୁଅ ବୈଦିକ ରିତିରେ ବାହା ନ ହୋଇ କୋର୍ଟ ରେ କାହିଁକି ବାହାହେଲେ। ତା ମାନେ ପ୍ରଥମରୁ ଆପଣ ଏ ବାହାଘର ସପକ୍ଷରେ ନ ଥିଲେ ଆଉ କିଛି ଗୋଟେ ରାସ୍ତା ଖୋଜୁଥିଲେ, କେମିତି ପୁଅକୁ ନିଜ ଅକ୍ତିଆର କୁ ଆଣି ବୋହୂ ଖୁ ଘରୁ ବିଦା କରିଦେବା

  • @Dassamirendra
    @Dassamirendra 2 роки тому +38

    ଶଳା ଚୋରର ପୁଅ ଝିଅ ସାଙ୍ଗରେ ଶୋଇ ପ୍ରେଗନାଣ୍ଟ କରୁଥିଲା ସେତେବେଳେ କୁତୁକୁତୁ ଲାଗୁଥିଲା l ଘରେ ପଣବନ୍ଦୀ କରି ଅବର୍ଷଣ କଲା ବେଳେ ଜଣା ନଥିଲା l ଭାଡୁଆ ଶଳା l କହୁଛି କଣ ନା ମୁଁ ପୁଅକୁ ଭଲ ସଂସ୍କାର ଦେଇଛି l ଶାସ୍ତ୍ର କହୁଛି ଯତ୍ର ନାରୀସ୍ୟ ପୂଜ୍ୟନ୍ତି ରମନ୍ତେ ତତ୍ର ଦେବତା l କହୁଛି କଣ ନା ମୁଁ ବ୍ରାହ୍ମଣ ବୋଲି l ଜନ୍ମଜା ଜୟତେ ଶୁଦ୍ର, ସଂସ୍କାରେ ଦିଜ୍ୟ ମୁଛତେ l ବେଡାଭ୍ୟସେ ଭଵେତ ବିପ୍ର, ବ୍ରହ୍ମ
    ଜାନାତି ବ୍ରାହ୍ମଣ l

  • @ajitbehera9383
    @ajitbehera9383 2 роки тому +26

    ଏ ବୁଢାକୁ ପାଗଳ ଘୋଷଣା କରାଯାଉ, କହୁଛି କିଛି ମନେନାହିଁ। ଏଭଲି ଲୋକ ସାରା ସଂସାର ପାଇଁ କଳଙ୍କ। ମଣିଷ ସମାଜ ଏମିତି ଲୋକଙ୍କ ପାଇଁ କଳୁଷିତ...

  • @gundripasiproductions
    @gundripasiproductions 2 роки тому +38

    ଆହା କି ସଂସ୍କାର ଦେଇଛୁ....
    ବାପା ଲୋ ଦୁରୁ କୋଟି ଜୁହାର କାରଣ ପୁଅକୁ ଏପରି ସଂସ୍କାର ଦେଲୁ ଯେ ସେ କୋର୍ଟରେ ବାହା ହେଇ ପଡ଼ିଲା..ଆଉ ଗର୍ଭବତୀ କରେଇ ଝିଅକୁ ଛାଡ଼ି ଦେବା.... ଆହା କି ସଂସ୍କାର
    ବାପାଲୋ ପୁଣି ଜୁହାର...ତୋ ସଂସ୍କାର ଦୁନିଆକୁ ନିହାତି ଗୋଟେ ଭଲ ସଂସ୍କାର ମିଳିଲା...

  • @dhaneswardang3527
    @dhaneswardang3527 2 роки тому +37

    ଆପଣ ଖରାପ୍ ପରାମର୍ଶ ଦେଇ ଛନ୍ତି ଏବେ l
    ଏ ପରାମର୍ଶ ଆଗରୁ ଦେବାର ଥିଲା ସେ ଝିଅକୁ ବାହା ହେବା ପୂର୍ବ ରୁ l ଝିଅ ଗୋଟେ ଖେଳଣା ଲାଗିଛି l

  • @debendra1992
    @debendra1992 2 роки тому +26

    ଏ ବୁଢ଼ାର ସବୁରି ମୂଳରେ ଅଛି ଆଉ ନାଟକର ମୂଳ ଏ ବୁଢା

  • @krishnadash4569
    @krishnadash4569 2 роки тому +41

    ପକା ଅଛି ବୁଢ଼ା, ପରାମର୍ଶ ରେ କିନ୍ତୁ ଘର ଭାଙ୍ଗୁଛି, ଏମିତିକା ପରାମର୍ଶ କୋଉ କାମିକା.

  • @sanatanpal3607
    @sanatanpal3607 2 роки тому +12

    ବାହା ଶଶୁର ବାବୁ ଏହି ସଂସ୍କାର ଦେଇଛ
    ଝିଅ କୁ ଭଲ ପାଇଁ ଗର୍ଭବତୀ କରିବ ଆଉ
    ଭ୍ରୁଣ ହତ୍ୟା ବି କରିବ କାହିଁକି ପୋଲିସ ଜେଲ କୁ ନେଇ ନାହିଁ ଭ୍ରୁଣ ହତ୍ୟା ମାମଲାରେ

  • @dharmendranayak2054
    @dharmendranayak2054 2 роки тому +19

    ତୁମ ପୁଓ କୁ ଏହି ସଂସାର ଦେଇଛନ୍ତି ଜେ ପାଠ ପଢି ଝିଓ ମାନଙ୍କ ଇଜତ୍ ସହ ଖେଳିବା ?

    • @nazukdilnihar8399
      @nazukdilnihar8399 2 роки тому

      Tu first nija Katha chinta kr tu kete valo au tu nija pua jhia ku valo sanskar de

    • @utkalstatemylove5875
      @utkalstatemylove5875 2 роки тому

      Jhia kn sankar paichhi kuha marriage purbaru e Sabu kala kahi

  • @newstarsvision7754
    @newstarsvision7754 2 роки тому +8

    ବୁଢାର ସାହିତ୍ୟ ଜ୍ଞାନ ପ୍ରବଳ ଦେଖୁ ନାହାନ୍ତି କଥା କଥା କେ କେମିତି ବାର୍ତ୍ତାଳପ ଓ ମର୍ମାହତ କେତେଥର କହୁଛନ୍ତି । ଭାଇମାନେ ଗଣିକରି ରିପ୍ଲାଇ ଦିଅ ।

  • @manasbhutia6176
    @manasbhutia6176 2 роки тому +12

    ତୁ ଶଶୁର ନା ବାଳ ସଲା ହାରାମି

  • @nandansahu3832
    @nandansahu3832 2 роки тому +19

    Bapa hua bhala kintu pilanka sansara bhanga nahi. Sie jaha bhi hai semananka bhitare apana tike kathanapuraile bhla heba

  • @lalkamalmandal70
    @lalkamalmandal70 2 роки тому +2

    ଏହି ଶିକ୍ଷା ପୁଅକୁ ଦେଇଚ ପର ଝିଅର ଜିବନ ନଷ୍ଠ କରିବା ପାଇଁ ଧୀକତମ ବାପ ପଣୀୟା ଛି ଛି ଛି

  • @asishkumarmoharana1314
    @asishkumarmoharana1314 2 роки тому +3

    ମଉସା ରଚନା ଲେଖିବା ଭଳି ଭାଷଣ ଦଉଚ ।

  • @ducks9525
    @ducks9525 2 роки тому +6

    ଏହି ବାର୍ତ୍ତାଳାପ ଯଦି ସତ୍ୟ ହୁଏ କିନ୍ତୁ ଭାରି ସାଂଘାତିକ ବ୍ୟକ୍ତି

  • @sanjaymukhi8540
    @sanjaymukhi8540 2 роки тому +6

    ତୋର ଝିଅ ଯଦି ଏମିତି ଅସୁବିଧାରେ ରହିଥାନ୍ତା କଣ କରିଥାନ୍ତୁ।ବୁଢା ଚୁଟିଆ

  • @snayak7837
    @snayak7837 2 роки тому +2

    ପୁଅ ର ସୁନା ସଂସାର ଚୁନା ହେବା ପଛରେ ବାପା ର ଖଳ ଭୂମିକା ଅଛି👍🏾 ବାପା ଯଦି ଏବେ ଚାହିଁବେ 5 ମିନିଟ ଭିତରେ ସୁମିତି ଓ ତପସିନି ଙ୍କ ଖୁସି ଫେରି ଆସିବ 👍🏾 ଏଥରେ ତାଙ୍କ ପରିବାର ର ମଙ୍ଗଳ ହେବ 👍🏾ତପଶିନି ସୁମିତି ଙ୍କ ପ୍ରେମ ରେ ପବିତ୍ରତା ଅଛି👍🏾 ଜୟ ଜଗନ୍ନାଥ 🙏🏻 ତାଙ୍କୁ ଏକାଠି କରିଦିଅନ୍ତୁ🙏🏻

  • @thelionoftheworld1486
    @thelionoftheworld1486 2 роки тому +17

    Jail this culprit for abortion case and sec 498 .....these people harrash women .....God will never ever forgive .....u May bring distance between these couple ...god will make distance with your sons .....Death and Breath ...
    Such a horrible fellow ....jail him ...

  • @androright4503
    @androright4503 2 роки тому +4

    0:28 ପୁଅକୁ ମୁଁ ଭଲ ଶିକ୍ଷ୍ୟା ଦେବାର ଅଧିକାର ମୋର। ବାହା ହେଇ, ପିଲା କରି ପିଲା କୁ ପେଟ ଭିତରେ ମାରି, ବହୂ କୁ ଘରୁ ବାହାର କରିବା ଭଳି ଅମୂଲ୍ୟ ଶିକ୍ଷା ଦେଇ ବଡ଼ କରିଛି

  • @infinitylab438
    @infinitylab438 2 роки тому +6

    ତୁ magya କିଛି ଜାଣିନୁ.. ନାଇଁ... ତୋ ପରିକା ହାରାମି ମୋ ଜୀବନରେ ଦେଖିନି

  • @debendrabaut1667
    @debendrabaut1667 2 роки тому +4

    ଆରେ ବୁଢା ତୋ ସଂସ୍କାର ତୋଘର ଆଗରେ ତୁମରୁନୁ ତତେ ଲାଜ ନାହିଁ

  • @RajeshSingh-iz6uj
    @RajeshSingh-iz6uj 2 роки тому +5

    ଆଉ ମଉସା ତମେ କଣ ଅମର ବର ପାଇଛ କି ?

  • @arunbarik8509
    @arunbarik8509 2 роки тому

    Right

  • @utkalsahoo4508
    @utkalsahoo4508 2 роки тому +22

    ଏବେ ଘଟଣାରେ ପୂର୍ଣ୍ଣଛେଦ ଟାଣି ଉଭୟ ପୁଅ ଝିଅଙ୍କୁ ମିଡିଆ ଆଗରେ ବୈଦିକ ନିତୀରେ ବିଭା କରିଦିଅ ଆଉ ଖୁସିରେ ରୁହ,ଏମିତି କରିବା ଦ୍ଵାରା ଉଭୟ ପରିବାରର ମଙ୍ଗଳ ହେବ

  • @MrKrlaw
    @MrKrlaw 2 роки тому

    You are right sir

  • @jagadishchandradas4008
    @jagadishchandradas4008 2 роки тому +3

    ପୁଅ ପର ଝିଅକୁ ଗେହିଲା ବେଳେ ମଧ୍ୟ ପରାମର୍ଶ ଦେଇ ଥିଲ କି ?

  • @nftically
    @nftically 2 роки тому +9

    This man seems a fraudster. Expose this man and it's seems true that the person has cheated her intentionally

  • @smitaranimallick1811
    @smitaranimallick1811 2 роки тому

    Good father

  • @ranjitkumarsahu6659
    @ranjitkumarsahu6659 2 роки тому +5

    Bahuku ghara ku naijantu
    Bhagwan Mangal karantu🙏🏻

  • @SkulT-bq3fi
    @SkulT-bq3fi 2 роки тому +5

    Speech ta bhala thila...

  • @puspalalitakujur6959
    @puspalalitakujur6959 2 роки тому +15

    Adhikara mane pua au jhia ra personal interest ku v tike dhyana diantu sir semane Ghara Sansra Kari chalibe apana au kete Dina .banchine jibana ta kete barsa . Kahi papa Ade Anya ra Mana ku dukha dei Nika Ade adharma ku invite karuchanti

  • @youtubeworld7213
    @youtubeworld7213 2 роки тому +10

    Chikaniya katha bahut sikhichi budha ..

  • @amitadakua450
    @amitadakua450 2 роки тому

    He is correct....as a father...

  • @jhillisahoo4111
    @jhillisahoo4111 2 роки тому +3

    Bapa hisaab re adhikaar achhi but pua ku wife saha katha na haba ku upadesh daba apnka adhikaar nahi

  • @ranjitkumar992
    @ranjitkumar992 2 роки тому

    ଏ କଥା କେତେଦୂର ଠିକ ସମସ୍ତେ ଜାଣିପାରୁଥିବେ.... କିନ୍ତୁ ଏ ପ୍ରମୋଦ ର ପୁଅ ପ୍ରତି ବହୁତ ପ୍ରେମ ଅଛି ସେଇଥି ପାଇଁ ପୁଅ ର ଜୀବନକୁ ବର୍ବାଦ କରିସାରିଲେଣି

  • @krutibashmallick8810
    @krutibashmallick8810 2 роки тому +1

    ସଳାକୁ ଆଗ ମାର ସଳା ଦୁନିଆ କୋଉଠି ପହଞ୍ଚିଲାଣି ସଳା ପୁଅକୁ ଅଦୃଶ୍ଯ ଶକ୍ତି କଥା କହୁଛି ସେଥିରେ ତୋର ଚଦି ଏତେ ବିଶ୍ବାସ ପୁଅକୁ କାହିଁକି ଡାକ୍ତର କଲୁ

    • @nazukdilnihar8399
      @nazukdilnihar8399 2 роки тому

      Tu chota chua dunia dekhichu se budha thu adhika besi Katha kahuchu to bapa MAA jeje thu adhika tu janichu god ko believe karuchu mane saitan ghost achi

    • @krutibashmallick8810
      @krutibashmallick8810 2 роки тому

      @@nazukdilnihar8399 ତୋ ଲେଖା ପଢିକି ମୁ ଜାଣିଲି ତୁ କେତେ ବଡ ମଣିଷ ଆଉ ଗୋଟେ କଥା ଶୁଣିଥା ବେଳେ, ବେଳେ ଛୋଟ ଛୁଆ ଠାରୁ ବି କିଛି ସିଖିବାକୁ ପଡିଥାଏ ଏବେ ଏ ବୁଢା ସିଖୁନି ଆଗକୁ ବୟସ କମିଲେ ସିଖିବ, ହିଁ ମୋ ବାପା ମାଆ ଠାରୁ ମୁଁ ଏଇୟା ସିଖିଛି ପୁଅ ବୋହୁ ଖୁସିରେ ଆମେ ଖୁସି, ସଇତାନ ଦୋସ କାହାର ଅଛି ଜଣାପଡୁଛି,

  • @shivadash
    @shivadash 2 роки тому +4

    Good thinking sir.. I respect you🙏❤.. Lady is a forgery lady... So rowdy..

  • @sanjaymukhi8540
    @sanjaymukhi8540 2 роки тому +1

    ଶୋଲା ବୁଢା ମାଘିଆ

  • @subhendukhatua7368
    @subhendukhatua7368 2 роки тому +1

    ତୁ ବୋପା ନୁେହଁ ମାଘିଆ ଟା

  • @manoranjanbehera5386
    @manoranjanbehera5386 2 роки тому +1

    A lady is unsafe in Odisha

  • @muralidharbaral381
    @muralidharbaral381 2 роки тому

    Pramoda sir u r the great father of odisa

  • @invisiblepower2404
    @invisiblepower2404 2 роки тому +6

    Father decision is always correct..I salute this father... really he is idol father for me...he saying 💯 correct 🙏
    This is fault of his son only...not fault of father

  • @muralidharbaral381
    @muralidharbaral381 2 роки тому

    Like as film lyrics, better spoken Odia .

  • @shakti409
    @shakti409 2 роки тому +1

    Gote bapo ku kn pai insult karuchha ?Pua kn taa bapa nku kahi love ki court marriage kari thila ki ?Au jadi kola tahele taa responsibility se taa wife ku care kariba au taa family re jemiti disturbance n hue sethipai se dhyan dobo .Au samay dekhi taa bapa maa ku bijheiba .Jadi semane raji nuhanti tahele se taa wife ku nija pakhare rakhiba .Karan bhul pua karichi naa ki bapo . Bapo taa duty karichi but pua family ku dhoka deichi .Sethipai family ku daee nuhe . Tenu a situation re pua taa wife ra care karu au taa family jemiti dukhi n huanti sethipai se nije upaya bahara karu jemiti Kehi naraj hebeni ......

  • @glamewithme5569
    @glamewithme5569 2 роки тому +1

    Mada darkar ehi budha ku.....Sarathi baba.....ba ba re bapa.........paramarsa de na

  • @ranjanlenka5778
    @ranjanlenka5778 2 роки тому +1

    As a father you should give good advice But due to your bad advice their life spoiled

  • @sunilkar5788
    @sunilkar5788 2 роки тому

    ପରାମର୍ଶ ଦେଇଛନ୍ତି ବାପା ଅତି ଖରାପ
    ତୁମ ପାଈଁ ଗଞ୍ଜାମ ଜ଼ିଲ୍ଲା ବଦନାମ
    ଆପଣ ଭୌତିକ ତନ୍ତ୍ର ମନ୍ତ୍ର ରେ ବିଶ୍ୱାସୀ
    ଆପଣଙ୍କ ପାଈଁ ସମାଜ ନିନ୍ଦିତ
    ଆପଣଙ୍କ ଘରେ ଝିଅ କିମ୍ବା ପୁଅ କେହି ବାହା ହେବା କଥା ନାହିଁ
    ଛି ଛି
    ପୁଅ କୁ କି ସଂସ୍କାର ଦେଇଛନ୍ତି
    ଲଜ୍ୟା ଲଜ୍ୟା

  • @dayanandapradhan9590
    @dayanandapradhan9590 2 роки тому

    ମାଉସା ଭଲ ସାହିତ୍ୟ କହୁଛନ୍ତି

  • @MrSikun787
    @MrSikun787 2 роки тому

    Kau typer maulika adhikar ame sunichu..

  • @glamewithme5569
    @glamewithme5569 2 роки тому +3

    Tu dudha uncle....fake bapa...

  • @casekhar197
    @casekhar197 2 роки тому +1

    A sala ku jail patheiba darkar

  • @devdev1238792003
    @devdev1238792003 2 роки тому +1

    Sanskara:bina bahaheiki 1year rahiba 😂😂😂😂😂😂😂😂

  • @sarojinimohanty6701
    @sarojinimohanty6701 2 роки тому

    ବୋହୁ ବୋଲି କହି ତାକୁ କ'ଣ ପାଇଁ ପୁଅ ଠାରୁ ଅଲଗା କଲେ?ଆଉ ଆପଣ କ'ଣ ପୁଅକୁ ପୁଣି ଥରେ high status ରେ ବାହାଘର କରିପାରିବେ? କାହିଁ କି ବାପା ହୋଇ ତାଙ୍କ ଜୀବନ ସହିତ ଖେଳୁଛନ୍ତି? ଆପଣଙ୍କର ବୋଧେ ଝିଅ ନାହିଁ। ସେଥିପାଇଁ ଏ ନାଟକ ଚାଲିଛି।ବୋହୁ କୁ ଘରକୁ ନିଅନ୍ତୁ।ଆଉ ଲୋକହସା ହୁଅନ୍ତୁ ନାହିଁ।ଆପଣ ବହୁତ ବଡ଼ ଭୁଲ୍ କରୁଛନ୍ତି।ପଛରେ ଭାବି ରୋଗରେ ପଡିଯିବେ

  • @sujatasahoo3491
    @sujatasahoo3491 2 роки тому +5

    Budha bahut bashan kahuchhi

  • @kbs841
    @kbs841 2 роки тому

    Pila nka bhul lagi Bapa Maa apadasthha heuchhanti. Bapa Maa pila mananka thharu sabu bele bhala asa rakhanti. Kintu athhare Bapa Maa nkara dukhara karana heuchhanti pilamane

  • @girijasankarpanda1076
    @girijasankarpanda1076 2 роки тому +1

    ବୁଢା ତୁମାଘିଆ ବଡ଼ ରାଣ୍ଡୁଆ ସତରେ ସେମାନେ ବୋଲିକି ଛାଡ଼ି ଦେଲେ ମୁଁ କିମ୍ଵା ଆଉ କିଏ ହେଲେ ତ ନଳୀର ବାଉଁଶ କିଳା ନ ହେଲେ ଶାବଳ ପୂରେଇ ପଞ୍ଚ ଦିନ ନଳୀ ଭିତରେ ରଖି ଦେଇ ଥାନ୍ତି

  • @basantasing3246
    @basantasing3246 2 роки тому +2

    The person who believe in superstition he is totally unfit to become a doctor. So immediately take a proper stape to dimiss him from his place

  • @bobbybobby189
    @bobbybobby189 2 роки тому +1

    Sir apanaka bicharare dukha paebe apana , apanaka paribara

  • @snehasis_123
    @snehasis_123 2 роки тому +2

    ଶ୍ୱଶୁର ମିଛ କହୁଛି, ବାପ ପୁଅ କହିଲେଯେ ଘରେ ଦୁଇଜଣ ଲୋକ ଅସୁସ୍ଥ, କିନ୍ତୁ ସେମାନେ ୬/୭ ଦିନ ଘରେ ନ ଥିଲେ। ତା' ହେଲେ ସେହି ଅସୁସ୍ଥ ଲୋକ ମାନଙ୍କ ସେବା କିଏ କରୁଥିଲେ ? ଯାହା ସଂସ୍କାର ପୁଅକୁ ଶିକ୍ଷା ଦେଇଥିବ ଏଇଥିରୁ ବୁଝାପଡ଼ୁଛି । ପୁଅକୁ ଡାକ୍ତରୀ ପାଠ ପଢାଇଛନ୍ତି ସତ ମାତ୍ର ଅକଲ ପଢାଇ ନାହାନ୍ତି ।

  • @janmejay4491
    @janmejay4491 2 роки тому

    Sir e jhua bramhin and educatated accept cariniantu kie kete dina e sansaraku aasichhi munda nai gale aapana chhota hoigibeni sir apana accept kale puanishaya accept karibe gidi chhadi diantu seta jhiana tanku aaukn kahibu please accept karantu

  • @Sahoocreation74
    @Sahoocreation74 2 роки тому

    କି ବାଳ ବାପା ।ତୋ ପୁଅ ନା ଆଉ କାହାର।ସବୁଘଟଣାର ମୂଳ କାରଣ।ଯଦି ପୁଅ ଭୂଲ କାମ କଲା ବାପ ହିସାବ ରେ ଏଇ କଣ ତାର ସମାଧାନା ।

  • @ashisbehera4151
    @ashisbehera4151 2 роки тому +1

    Tu sabu janichu sala,,, sabu natara govardhan Tu,, to pua mrg kala Tu keuthila,, bhala saskar dei chu para jhia ku nei mrg kala Tu bhla saskar dei chu aau

  • @pradippradhan6324
    @pradippradhan6324 2 роки тому

    ଡାକ୍ତର ସୁମିତ କୁମାର ର ବାପା ପ୍ରେମ ବିବାହ ହୋଇ ଥିଲା ,ପୁଅ ପ୍ରେମ ବିବାହ କଲା ତ କଣ ହେଲା ,ଡାକ୍ତର ସୁମିତ ର ବାପା ଗୁହଖିଆ ଦେଶ ଦ୍ରୋ ହି ଲୋକ ।

  • @swopnacreations8609
    @swopnacreations8609 2 роки тому +3

    Ae budha hauchi 1 no galua

    • @nazukdilnihar8399
      @nazukdilnihar8399 2 роки тому

      Bada maghia budha ku langala kariki chapal re 😁😁😁to bapa MAA heithile badei paribu emiti kalr

  • @pritibhanja8991
    @pritibhanja8991 2 роки тому +2

    ବାପା ଜଣକ ଖୁଵ୍ ଚାଲାକ। court ଲାଗି ଠୋସ୍ ପ୍ରମାଣ ଦରକାର। ତେଣୁ ତପସ୍ୱୀନି ସଵୁ ପ୍ରମାଣ ପାଖରେ ଧରି ଆଗକୁ ବଢ଼ିବା ଉଚିତ୍।ସମସ୍ତଙ୍କ ସଦିଚ୍ଛା ଓ ଆଶୀର୍ବାଦ ଝିଅ ଟି ଉପରେ ଅଛି।ଯଦି ତୋର୍ ଡାକ୍ ଶୁନି କୋଇ ନା ଆସେ ତଵେ ଏକଲା ଚଲୋରେ।

  • @alokchakra1025
    @alokchakra1025 2 роки тому +2

    To pua ku tu sikhya deichu jhia manka saha khela kari chadi debaku .... vala vala .

  • @shachibehera3294
    @shachibehera3294 2 роки тому

    Bapa athi nijaku ନେଉଳ Kari deichi , pua ନେଉଳ ku subha vabi aagaku Maadi chaalichi😎 👍

  • @roastigirl9349
    @roastigirl9349 2 роки тому +1

    Kan miliba sir please tanku niantu gharaku.. kiye kan neijiba ye duniya re

  • @meenaraninayak9967
    @meenaraninayak9967 2 роки тому +1

    Ja heu tu kichi janinu

  • @simadas9678
    @simadas9678 2 роки тому +3

    Suna tame bapa sata kintu tume puara sansar bhangibara adhikara nahiin. haiho pua ku bada karichha boli kana dabi karuchha...tome tama swartha lagi puo janma karichha. tamane nuhein tome ta sansara bhangiba. sala tu acharana dekhauchhu nahiin chori karibu au kahibu kana na mo chori mo ajanatare jehetu dhara padichhi eha thik acharana nuhein. aga tu sala nije acharana sikhe jhia bohu nku kipari sanman dia jae. nahale sala ama public tharu rasta ghatare chopa chhada mada au chapal seka khaibu. Bopa au Maa sala ethire villian. Puara sansara bhangu chhanti. Bojhe joutuka anibe.

    • @nazukdilnihar8399
      @nazukdilnihar8399 2 роки тому

      Bada maghia sala budha ku langala kariki bada chapal re bada to nija bapa MAA heithile badeibu ai word kahibu

  • @PinkyPinky-bo4kq
    @PinkyPinky-bo4kq 2 роки тому +2

    Harmi baba

  • @prashantprashant7260
    @prashantprashant7260 2 роки тому +1

    Fast sasnkar debar thila

  • @swopnacreations8609
    @swopnacreations8609 2 роки тому +3

    Tu kichhi janinu to pua kichhi janini

    • @nazukdilnihar8399
      @nazukdilnihar8399 2 роки тому

      Bada maghia budha ku langala kariki chapal re 😁😁😁to bapa MAA heithile badei paribu emiti kalr

  • @pravatimohapatra9364
    @pravatimohapatra9364 2 роки тому +1

    Pita salaku

  • @sanjusreecooking9611
    @sanjusreecooking9611 2 роки тому

    ତୁ ବୁଢା Rendua ପୁଅକୁଏମିତି ପରାମର୍ଶ ଦେଇଥିଲୁ ଝିଅ ମାନକଂ ଦେହ ସହିତ ରାସଲିଳା ପରାମର୍ଶ ଦେଇଥିଲୁ ତୁ ଗୋଟେ ବାପାନୁହଁ ସମାଜ ପାଇଁ କଣକଂ

  • @kunukunu6000
    @kunukunu6000 2 роки тому +1

    Apananka pua jane Dr.tankara kan thhik kan vul bichar kariba khyamata nahi.au tapare apana pua thik kan vul kan sikheibar adhikar achhi ta mane kan gote jhia ra Life murder karideba.se 2jana bahaheisarichhanti .tanku alaga kariba kan thhik.bhagaban kebebi sahibeni 🙏🙏🙏🙏

  • @mragrncy9144
    @mragrncy9144 2 роки тому

    It's a purely a discussion between father and son. What is wrong.❓

  • @ajodisha2139
    @ajodisha2139 2 роки тому +1

    Tame nije hin tama pua ra career spoil karucha.

  • @birendra312
    @birendra312 2 роки тому

    ତୋ ପୁଅ ପୁଅ ତା ପୁଅ କଣ ପେଲେଇପୁଅ ବାପ ତୁ କିଛି ଜାଣିନୁ ଲାଜ କ'ଣ ଜାଣିଛୁ ତୋଠି ମଣିଷ ଗନ୍ଧନାହି

  • @fulamaninaik932
    @fulamaninaik932 2 роки тому +1

    Congratulations 😍

  • @pratapbishi5877
    @pratapbishi5877 2 роки тому +1

    Haire budha........ Tu hi main villian
    🤣🤣

  • @soumyaranjanrout8812
    @soumyaranjanrout8812 2 роки тому

    Uncle besta nahi...pura odisha andha hele judiciary andha nuha. Besta huanti nahi se jhia tama gharu jeeba.

  • @manjushreepradhan8588
    @manjushreepradhan8588 2 роки тому

    Katha hela bele.drink kari thila ki mausa jani pari na?

  • @hippoplife3565
    @hippoplife3565 2 роки тому +1

    Tate rasta re langala kari ghosada jiba .... Tu khali apekya karaa salabudhaaaa🙄🙄🙄🙄🙄

  • @salepuriasandha2450
    @salepuriasandha2450 2 роки тому

    ବଢ଼ୀୟା ସହିତିକ word କହୁଛି। ବର୍ତାଳପ ,।।।।

  • @Rose-rl1qq
    @Rose-rl1qq 2 роки тому +2

    Tu budha satare doctor emiti pua ku kiye kahe tora maa bapa chadi duniya re kehi nizara nahi emiti kahiki tame janucha stree chua pila kehi nizara nahi main culprit hauchu tu mla jhia Mrg kariebu boli pala chaleichu

  • @pks4343
    @pks4343 2 роки тому +1

    Buda tora sabu bhul.tate aarest kariba katha.

  • @KP-gu6kd
    @KP-gu6kd 2 роки тому +1

    Buda ra sabunata

  • @sujatamohanty8714
    @sujatamohanty8714 2 роки тому +3

    Kii bekar sanskar deichu budha se gote jhia ra jiban barbaad karuchii re budhaa😡

  • @Ai_cartoons19
    @Ai_cartoons19 2 роки тому

    Sankar deithile pua emiti kaama kemiti karuthila ma

  • @pinturanjan7576
    @pinturanjan7576 2 роки тому

    Seita bapa pua ra personal reln.bapa pua ku suggestion dei pariba.by d way pua major achi decision neipariba.bapa ra icha nahin se jhia sangare kn forcefully accept karibe ki ?

  • @lops3655
    @lops3655 2 роки тому +1

    Puaku ehi budha presser Kari bohuthu alaga karichhi

  • @sinurambari1429
    @sinurambari1429 2 роки тому

    ପୁଅ ର ବାପା ମହା ହାରାମି ଚୁତିହା

  • @jungleoutlander1662
    @jungleoutlander1662 2 роки тому

    Soumya ranjan DFO case dekhi kori samasto Bapa mano nkara mind out hebo he hebo.

  • @bharatibharati4866
    @bharatibharati4866 2 роки тому

    Yahara Doctor ra satificat radu karajayu

  • @shanikumarpati4635
    @shanikumarpati4635 2 роки тому +1

    Tu ବାଳ ବାପା

  • @bharatidash2198
    @bharatidash2198 2 роки тому +1

    Jete sighra paruchha tapaswini Bahura sammana dei gharaku niantu na hele Sara odiaha jagiba

  • @pitabassrichandan5116
    @pitabassrichandan5116 2 роки тому +1

    ତୁ ଗୋଟେ ବୋଉ ଗିହାଟେ ।

  • @simadas9678
    @simadas9678 2 роки тому +2

    haire ghara bhangua, natua, saitan, jautuka lobhi, budha! to muhaan ku laja laguni.... sala asila bopa pania dekhei baku. pua bohu nku thikse chalibaku de. tanku shantire rahibaku de... tu au to stree heuchha duita saitan. Pua ku sikhai ta sansara dhwansa kari gote jhia jibana ku mati karibaku basichha? chii chii tame bopa maa duita samajare kalanka.

  • @nirmalmallik9770
    @nirmalmallik9770 2 роки тому

    All the drama is due to Sumit's father for his ego definitely it's true..only.for status position whatever the arrogance...not having humanity