Sir I Love your study style, ଆଜି ପର୍ଯ୍ୟନ୍ତ sir ମୁଁ ଏତେ ସୁନ୍ଦର teacher ଦେଖି ନଥିଲି,practical ସହିତ ପଢ଼ାଉ ଛନ୍ତି,I salute you sir, ଏମିତି ସବୁ କ୍ଲାସ କରନ୍ତୁ, ଭଗବାନ ଆପଣଙ୍କୁ କୋଟି ଆୟୁଷ ଦିଅନ୍ତୁ
@@sandhyaranimalik4017 graha sabu utpati hela bele sabu gote source ru tiari heithila aau surya bi Tara part thila. Jemiti chndra pruthibi ra gote part aau Tara natural satellite
Eita hela bhagwan nka jail. Full security proof. Ethi kebala charipate ghuribuliba manisha , kintu bahariki jai pariba naahin. Khasijibaku chesta kale naturally mrityu danda. Deha chhadibaku padiba. Sabu kichhi well planned and automatic. Jay jagannath🙏
'Water' pain madhya same concept lagu heba ki ? Bcoz water follow only one rule- ie.flow to the down side. Ta Earth ra lower side re thiba water ra kana hauthiba?
You solved a million dollar question Sir because the way you explained one can be easily understood 🙏🙏🙏 thanyou so much Sir for clearing such an important concept
ଗୁରୁଜୀ ଆପଣଙ୍କ ପାଦ ତଳେ କୋଟି ଜୁହାର🙏🙏🙏🙏🙏🙏🙏🙏🙏🙏🙏ଆଜି ଗୋଟିଏ ପ୍ରକୃତ ଶିକ୍ଷା ଗୁରୁଙ୍କୁ ପାଇଲି
ଆପଣଙ୍କ ଠାରେ ମୁଁ ଚିର କୃତଜ୍ଞ,ଆପଣ ହେଉଛନ୍ତି ଅନ୍ଧାରର ଆଲୋକ, ଅଜ୍ଞାନୀର ଜ୍ଞାନ,ଆଉ ଦୁଃଖୀର ସୁଖ ଅଟନ୍ତି l ଆମ ରାଜ୍ୟ ଆମ ଦେଶ ରେ ଏହି ପରି ଗୁରୁଙ୍କ ଆବଶ୍ୟକତା ରହିଛି l 🌼ଜୟ ଗୁରୁଦେବ 🌼
Bahut khusi lagila apananka comments, Mora sabu vdo dekhantu aau anymananku dekhibaku kuhantu aau Mora channel ra growth pai support karantu
ଆପଣଙ୍କ ବୁଝାଇବା ଖୁବ୍ ଭଲ।ଆପଣ କକ୍ଷ ଓ ଅକ୍ଷ ଶବ୍ଦର ଓଲଟା ବ୍ୟବହାର କରୁଛନ୍ତି।
Thanks
😊😊
Rectify axis and pathway
Sir I Love your study style, ଆଜି ପର୍ଯ୍ୟନ୍ତ sir ମୁଁ ଏତେ ସୁନ୍ଦର teacher ଦେଖି ନଥିଲି,practical ସହିତ ପଢ଼ାଉ ଛନ୍ତି,I salute you sir, ଏମିତି ସବୁ କ୍ଲାସ କରନ୍ତୁ, ଭଗବାନ ଆପଣଙ୍କୁ କୋଟି ଆୟୁଷ ଦିଅନ୍ତୁ
Bahut khusi lagila apananka comments pai, ahuri bhala vdo agaku baneibi
🙏 ସାର୍ ପୃଥିବୀ ନିଜ କକ୍ଷ ଚାରିପଟେ ଘୂରେ ନାହିଁ । ନିଜ ଅକ୍ଷ ଚାରିପଟେ ଘୂରେ ।
@@satrughnahikabadi9495 🤔
Tq lovely 143Dipti❤❤
କକ୍ଷ - Orbit, ସୂର୍ଯ୍ୟ ଚାରିପଟେ ଘୁରି ଆସୁଥିବା ପରିକଳ୍ପିତ ପଥ । ସୂର୍ଯ୍ୟକୁ କେନ୍ଦ୍ରକରି କକ୍ଷ ଚାରିପଟେ ପୃଥିବୀ ଘୁରିଆସିବାକୁ ପରିକ୍ରମଣ(Revolution)କୁହାଯାଏ ।
ଅକ୍ଷ -Axis,ପୃଥିବୀର କେନ୍ଦ୍ରଦେଇ ପରିକଳ୍ପିତ ସରଳରେଖା । ଅକ୍ଷରେଖା ଚାରିପଟେ ପୃଥିବୀ ନିଜେ ଘୂରିବାକୁ ଆବର୍ତ୍ତନ(Rotation)କୁହାଯାଏ।
ସାର୍ ଜଣକ ଭୁଲ୍ଭାଲ୍ ବୁଝାଇ ପିଲାଙ୍କ ମୁଣ୍ଡକୁ ଗୋଳମାଳିଆ କରିଦେବେ । ତେଣୁ ସାର୍ଙ୍କୁ ଅନୁରୋଧ ସେ ନିଜେ ପ୍ରଥମେ ସ୍ପଷ୍ଟଭାବେ ବୁଝନ୍ତୁ,ଜାଣନ୍ତୁ,ଭାବନ୍ତୁ ତାପରେ ପିଲାଙ୍କୁ ବୁଝାନ୍ତୁ,ଜଣାନ୍ତୁ,କୁହନ୍ତୁ,ଶିଖାନ୍ତୁ । ଧନ୍ୟବାଦ ଓ ପ୍ରଣାମ ।
20ବର୍ଷା ର confusion ଦ୍ଵର ହେଲା
ଧନ୍ୟବାଦ ସାର,,,,🙏
Mu khusi, apana mananku ahuri vdo baneiki patheibi
@@PINASODIAPHYSICS-vm1fu sir au video darkar nai
😂@@kanhucharanrout5221
School re patha padhunathila bodhe 😂😂
ପୃଥିବୀ ଯେତେ ବଡ଼ ତା ଆକାରରୁ ଆମେ ଗୋଟିଏ ବିନ୍ଦୁ ପରି 🌎 •
Pura thik
ସବୁ ମହା ଶୂନ୍ୟ ଆଜ୍ଞା କିନ୍ତୁ ମଣିଷର ଏତେ ଗର୍ବ କଣ ପାଇଁ 🙏🙏🙏ଜୟ ଜଗନ୍ନାଥ
Garba Kariba katha nuhen
ହୃଦୟ ରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି Sir 👍
Thanks
ପୃଥିବୀ କୁ ଆପଣ ବୁଲେଇଦେଲେ ହେଲେ ଆହୁରି ଟିକେ ଭଲରେ ବୁଲିପରିଥାଆନ୍ତା. Nice concept
😂
Hau
ବହୁତ ସୁନ୍ଦର ଭିଡିଓ ଟିଏ I ପୃଥିବୀ ନିଜ ର ଅକ୍ଷ (Axis) ଚାରିପଟେ ବୁଲେ (୨୪ ଘଣ୍ଟା) ଓ ପୃଥିବୀ ସୂର୍ଯ୍ୟ ଚାରିପଟେ ନିଜ ର କକ୍ଷ (Orbit) ପଥ ରେ ବୁଲୁଥାଏ (୩୬୫ ଦିନ)I
Dhanyabad, apana manankara support darkar mo channel ra growth pai
ଗୁରୁ ମହିମା ଅଲେଖ ଶରଣଂ ମହିମା ଅଲେଖ ଶରଣଂ ଗୁରୁ ଦେବ
Dhanyabad
ସାର୍ ନମସ୍ତେ 🙏ଆମ ପୃଥିବୀ ପୃଷ୍ଠର ବିଷୟରେ ବୁଝାଇ ଥିବାରୁ ବହୁତ ଭଲ ଲାଗିଲା ଧନ୍ୟବାଦ୍ ସାର୍।
Thanks
ବହୁତ୍ ବହୁତ୍ ଧନ୍ୟବାଦ୍ ମହାଶୟ ଆପଣ ପୃଥିବୀ ବିଷୟରେ ବୁଝାଇ ଥିବାରୁ 🙏🙏
Welcome
ସାର୍ ପୃଥିବୀ ନିଜର ଅକ୍ଷ ଚାରିପଟେ ଘୁରୁ ଥିବାରୁ ଦିନରାତି ହେଉଛି ,ଆପଣ କକ୍ଷ କହିଲା ଭଳି ଶୁଭୁଚି, ମୋର ଭ୍ରମ ଦୂର କରିବା ହେବେ।ପ୍ରୟାସ ପାଇଁ ଧନ୍ୟବାଦ ଓ ଶୁଭେଚ୍ଛା।
Han bhul re kakhya kahithili akhya heba, English re padheibar habits thila, odia re starting re words guda Jana nathila
Sir namaskar ଯଦି ପୃଥିବୀ ଗୋଲ ମୁଁ ଜାଣିପାରୁନି ସମୁଦ୍ର ଜଳ ସ୍ଥିର,ନଦୀ ଜଳ ଅତିବାହିତ ହେଉଛି କାହିଁକି। ?
Mu answer debi tike free hei jae, mu ebe duty re achhi, tike wait kara
sir mo mind re b ye question achhi
Sorry answer deinathili, actually sabu jagara samudra pattana tharu uchhata mapa jae kahikina samudra tharu sabu jaga gudaka ichha re achhanti, sethipai Nadi jala samudra ku brabhahita hauchi
Dekhidia answer deichi
ଯଦି ଆପଣ ଏକ ପଥର କୁ ଉପରକୁ ଫୋପଡ଼ିବେ ,ତାହା ତଳେ ପଡ଼ିବ ,ଏହାର କାରଣ ମାଧ୍ୟାକର୍ଷଣ ବଳ
ସେହି ପରି ନଦୀ ଗୁଡ଼ିକ downfall ହୋଇଥାଏ
ସମୁଦ୍ର ର ଗଭୀରତା ପ୍ରାୟତଃ ସମାନ କିନ୍ତୁ ନଦୀ ଗୁଡ଼ିକର ଗଭୀରତା ସମାନ ନୁହେଁ ଏହା ଉପରୁ ତଳ ଗତି କରିଛି ।
ସମୁଦ୍ର ସ୍ତିର ନଥାଏ ଚନ୍ଦ୍ରର ମାଧ୍ୟାକର୍ଷଣ ଯୋଗୁ ଜୁଆର ଭଟ୍ଟା ହୋଇଥାଏ
ବହୁତ ସୁନ୍ଦର ଭାବରେ ବୁଝାଇଲେ, ମାଧ୍ୟାକର୍ଷଣ ଆଉ ମହାକର୍ଷଣ ବଳ ଭିତରେ ପାର୍ଥକ୍ୟ ରହିଗଲା ଏବଂ ଶୂନ୍ୟ ଆଉ ଆକାଶ ବି ରହିଗଲା 🙏🙏
Sabu clear kara heba, mate time milile sabu bujheibi, kintu dhire dhire kariki sabu bujheibi vdo madhymare
Se ta bhul(wrong) bujheile.
Kan ta bhala lagila je kahile sundar bhabare bujheile.
@@gopinathmallick7358kn vul bujheile
You are really brilliant. Keep it up. ଜୟ ଜଗନ୍ନାଥ 🙏🙏🙏
ମନୁଷ୍ୟ ର ଆବିର୍ଭାବ କେମିତି ହେଲା ପୃଥିବୀ ପୃଷ୍ଠରେ ତାର ଗୋଟେ ସମ୍ପୂର୍ଣ୍ଣ ଭିଡିଓ ବନାନ୍ତୁ ଅପଣକ ଆନୋଖା ଶୈଳୀରେ ❤
ନିଶ୍ଚୟ ବନେଇବୀ
ସାର୍ ଏମାନେ ସୂର୍ଯ୍ୟ ଚାରିପଟେ କାହିଁକି ଘୁରୁଛନ୍ତି ଆଉ କୁଆଡେ କାହିଁକି ଯାଆନ୍ତି ନାହିଁ କୁହନ୍ତୁ
ଗୋଟେ ଉପସ୍ଥାପନ ରେ ବାଟେଇବି
କାରଣ ସବୁ ଗ୍ରହ ମାନଙ୍କର ନିଜର କକ୍ଷ ରହିଛି ଏବଂ ସେହି କକ୍ଷ ବାର୍ତୁଳକର ଆଉ ମଧ୍ୟ ସେହି କକ୍ଷ ସୂର୍ଯ୍ୟ ଚାରିପଟେ ରହିଛି
ଏଣୁ ଗ୍ରହ ମାନେ ସେହି ଗ୍ରହ ଉପରେ ବୁଲନ୍ତି ଯାହାକୁ ସୂର୍ଯ୍ୟ ପାଖରେ ଅଛି
ଏଣୁ ସେମାନେ ଆଡେ ସାଡ୍ ଘୁରୁନାହାନ୍ତୁ
ନିଜ ଚାରିପଟେ ବୁଲିଲେ ଅକ୍ଷ ରହିଛି
ସୂର୍ଯ୍ୟ ଚାରିପଟେ ବୁଲିବାକୁ କକ୍ଷ ରହିଛି
That's the Quantum Phisics....😂😂😂
@@sandhyaranimalik4017 chhota mass sabu bada mass charipate bulanti
@@sandhyaranimalik4017 graha sabu utpati hela bele sabu gote source ru tiari heithila aau surya bi Tara part thila.
Jemiti chndra pruthibi ra gote part aau Tara natural satellite
ପୃଥିବୀ ନିଜର ଅକ୍ଷ ଚାରିପଟେ ବୁଲିଯାଏ। ସୂର୍ଯ୍ୟ ଚାରିପଟେ କକ୍ଷପଥରେ ବୁଲିଯାଏ।
Yes odia re kebe padheinathili, seghipai
ବହୁତ ସୁନ୍ଦର ଏବଂ ସହଜରେ ବଝେଇଥିବାରୁ ଧନ୍ୟବାଦ ସାର୍
Thanks
@@PINASODIAPHYSICS-vm1fu welcome sir 🙏
ଗୁରୁଜୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ପ୍ରଣାମ
Welcome
❤❤ମୁଁ ପିଲାବେଳେ ଭାବୁଥିଲି ଏ ଆକାଶ ଟା କୋଉଠି ସରିଛି 🤣🤣🤣... ଆପଣ ଙ୍କ ଭଳି ଶିକ୍ଷକ ଯୋଉ ସ୍କୁଲ ରେ ଥିବେ ସେ ସ୍କଲ ର ଛାତ୍ର ଛାତ୍ରି କେହିବି ଅପାଠୁଆ ରହିବେ ନାହିଁ ❤❤ଆପଣ ଙ୍କ ଭିଡିଓ ଦେଖି *ଖାନ୍ ସାର୍ * ଙ୍କ କଥା ମନେପଡିଗଲା ❤❤
Dhanyabad
ସାର ଆପଣଙ୍କ କଥା ଭାଷା ଶୁଣିକି ମୋ ମନ କାୟା ସବୁ କିଛି ତୃପ୍ତି ଲାଭ କଲା, ବହୁତ ଖୁସି ଲାଗିଲା ସାର ❤️❤️❤️❤️❤️
ଧନ୍ୟବାଦ୍
ସମୁଦ୍ର ପାଣି କେମିତି ପୃଥିବୀ ଉପର ମେରୁ ତଳ ମେରୁ କାହିଁକି ପାଣି ପଡେ ନାହିଁ
Gravitational force of earth.
Pruthibi sabu bastu ku Tara kendra adaku akarsana kare Pani ku madhya, tenu Kari padiba nahin
ବହୁତ କମ୍ ଶିକ୍ଷକ ଅଛନ୍ତି ଆପଣଙ୍କ ଭଳି ମାଗଣା ଶିକ୍ଷା ଦାନ ଦେଉଛନ୍ତି ବହୁତ ବହୁତ ଧନ୍ୟବାଦ ।
Mora passion
A great Salute to your great passion Sir... Thanks❤🌹🙏🙏
Nice comments, apana mananka ashirbad rahu, agaku ahuri vdo baneibi
ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ,ଏସବୁ ସ୍କୁଲ କଲେଜରେ ଯିଏ ଭଲଭାବେ ଜ୍ଞାନ ଆହରଣ କରିଛି, ସେ ହିଁ ଏ ଭଗବାନଙ୍କ ଦ୍ବାରା ସୃଷ୍ଟି ବିଶ୍ଵ ବ୍ରହ୍ମାଣ୍ଡ ବିଷୟରେ ପ୍ରକୁତ୍ ସତ୍ୟତା ଜାଣି ପାରିବେ, ଆଉ ସଚେତନ ହେବେ। ୟାଙ୍କୁ କହନ୍ତି ଭଗଵାନ, ପୂଜା ଓ ସାଧନା। ଯିଏ ଏତିକି ନ ଜାଣିପାରିଲା, ରାହୁ,କେତୁ ଗ୍ରାସ, ଭଳି ଅନେକ ପ୍ରକାର ଅନ୍ଧବିଶ୍ୱାସରେ ବୁଡ଼ି ରହିବ। ଆପଣଙ୍କ ଦ୍ୱାରା ବହୁତ୍ କିଛି ଶିକ୍ଷ୍ୟା ମିଲୁଛି। Thank you sir.
ଧନ୍ୟବାଦ୍
ପୃଥିବୀ ତ ଗୋଲ, ଭୂମି ତ ଗୋଲ ନାହିଁ | ଏହା ଚାରି ପଟେ ସମାନ |ଆମେ କେମିତି ଏହା ଉପରେ ରହିପାରୁଛନ୍ତି? ଏହା ମଧ୍ୟ ପୃଥିବୀ ପରି ବୁଲୁ ନାହିଁ କାହିଁକି?
ପୃଥିବୀ ଗୋଲାକାର କିନ୍ତୁ ଏହାର ପରିସୀମା ବଡ଼ ଏବଂ ଭୂପୃଷ୍ଠ ବୃହତ ଅଟେ | ପରିସୀମା ହେଉଛି 40075 କିଲୋମିଟର, ଭୂପୃଷ୍ଠର କ୍ଷେତ୍ର ହେଉଛି 509600000 ବର୍ଗ କିମି | ଏହି କାରଣରୁ ଆମେ ଅନୁଭବ କରୁନାହୁଁ ଯେ ପୃଥିବୀ ଗୋଲାକାର, ଆମର ଅନୁଭବ ଅଛି ଯେ ଭୂମି ସମତଳ |
Mu ei question ra answer gote vdo baneiki batei debi.
@@jitenkumar2853 ur right 👍
Eita hela bhagwan nka jail. Full security proof. Ethi kebala charipate ghuribuliba manisha , kintu bahariki jai pariba naahin.
Khasijibaku chesta kale naturally mrityu danda. Deha chhadibaku padiba.
Sabu kichhi well planned and automatic. Jay jagannath🙏
Ame Earth 🌎 tharu bahut choto hoithibaru amaku kichi Jana pade nahin.
ନମସ୍କାର ପୀନାସ ବାବୁ,ବହୁତ ସୁନ୍ଦର ଭାବେ ଆମ ପୃଥିବୀ ଓ ଦିନ ରାତି କିପରି ହେଉଛି ଓ ବର୍ଷକ ୩୬୫ ଦିନ କିପରି ହେଉଛି ,ପୃଥିବୀ ଘୁରି ବୁଲୁଥିବା ବେଳେ ଆମେ ପଡ଼ିଯାଉ ନାହିଁ କାହିଁକି ବୁଝାଇ ଥିବା ଲାଗି ଧନ୍ୟବାଦ।କିନ୍ତୁ ଯଦି ପ୍ରକୃତି ତାହାର କାମ ଠିକ ସମୟରେ ନିର୍ଭୁଲ ଭାବେ କରି ଚଳୁଛି,ଏଠାରେ ଜଗନ୍ନାଥ ମଣିଷ ମାନଙ୍କ ପାଇଁ କଣ କରୁଛନ୍ତି? କଣ ଏହା ବୁଝାଇ ପାରିବେ କି?କାରଣ ବିଜ୍ଞାନ ଲାଗି ଆଜି ଜଙ୍ଗଲ ରେ ଜନ୍ମି ଥିବା ମଣିଷ ଚନ୍ଦ୍ର ପୃଷ୍ଠରେ,ମଙ୍ଗଳ ଗ୍ରହରେ ପହଞ୍ଚି ପାରିଛି।ତେଣୁ ଜୟ ବିଜ୍ଞାନ ହିଁ ଠିକ ହେବ ସମସ୍ତ ଙ୍କ ପାଇଁ।
Dhanyabad
ଜଗନ୍ନାଥ ଷାଠିଏ ପଉଟ୍ଟୀ ଖାଇ ଚାଲିଛନ୍ତି
Wonderful 👌 lesson.
Thank you so much...🎉🎉🎉
Welcome 😊
It was a dream for me to know. Namaste 🙏. Best of luck.
Became happy to note it.
'Water' pain madhya same concept lagu heba ki ? Bcoz water follow only one rule- ie.flow to the down side. Ta Earth ra lower side re thiba water ra kana hauthiba?
Same concept, sabu bastu ku earth Tara centre adaku tane
ବହୁତ ବଢିଆ ଲାଗିଲା କିନ୍ତୁ ଗୋଟିଏ କଥା ବୁଝିପାରୁନାହିଁ ପାଣି କେମିତି ଲାଗିକି ରହିଛି।
Pani ku bi pruthibi Tara Kendra adaku akarsana karuchi
ପ୍ରତ୍ୟେକ ଗ୍ରହର ନିଜର energy ବା ଶକ୍ତି ରହିଛି
ସେହିପରି ପୃଥିବୀ ର ମାଧ୍ୟାକର୍ଷଣ ବଳ ରହିଛି ।ଏହା କାରଣ ରୁ ପାଣି ଲଗିକି ରହିଛି ।
ଚନ୍ଦ୍ର ର ମାଧ୍ୟାକର୍ଷଣ ବଳ ଯୋଗୁ ପାଣି ରେ ଜୁଆର ଭଟ୍ଟା ସୃଷ୍ଟି ହୁଏ
You solved a million dollar question Sir because the way you explained one can be easily understood 🙏🙏🙏 thanyou so much Sir for clearing such an important concept
It's my pleasure
ସାର୍ ପୃଥିବୀ ତ କମଳା ଲେମ୍ବୁ ପରି ଗୋଲାକାର ଆମେ ଯଦି ପୃଥିବୀ ଉପରେ ରହୁଛନ୍ତି ତାହେଲେ ପୃଥିବୀ ଭିତରେ କଣ ଅଛି ଦୟା କରି କୁହନ୍ତୁ ମୋର ଆପଣଙ୍କୁ ଏତିକି ଅନୁରୋଧ
Ya upare gote vdo sure baneibi
Upload your ginious experience on physics..
Your vdo..is very necessary for science students.. Thank u so much sir..🎉🎉🎉🎉
I will try my best
Sir video bhal lagila ,sir Earth ra 2 path,one aksh and kaksha
Ok thanks
Khub badhia Jay Jagannath
Dhanyabad
ଭାଇ ମୁଁ ତଳେ ପଡ଼ି ଯାଉଛି😢😢
ହଉ space ରେ ତ ରହିବେ
ସାର୍ ପୃଥିବୀ ତାର ଅକ୍ଷ ଚାରିପଟେ ବୁଲୁଚି ପରା ଆପଣ କହିଲେ କକ୍ଷ ପଟେ ବୁଲୁଚି
Han odia re problem, actually sabubele English re padhauthili, odia re first vdo re ei problem rahila
ମୋ ମନରେ ଏହି ପ୍ରଶ୍ନ ଟି ଆଗରୁ ଭାର ଭାର ଆସୁଥିଲା କିନ୍ତୁ ଆପଣଂକ ଭିଡିଓ ଦେଖିବା ପର ଠୁ ମନରେ ଥିବା ପ୍ରଶ୍ନ ର ଉତ୍ତର ପାଇଁ ଗଲି, ଆପଣଙ୍କୁ ବହୁତ୍ ବହୁତ୍
ଧନ୍ୟବାଦ୍ 🙏🙏🙏
Mate khusi lagila tame bujhi gala
ସାର୍ ଆପଣଙ୍କ ଠାରୁ ଆମେ ବହୁତ କିଛି ଶିଖିବାକୁ ପାଉଛୁ ମୋର ଗୋଟିଏ ପ୍ରଶ୍ନ ପ୍ଲୋଟ ଗ୍ରହ କୁ କାହିଁକି ସ୍ୱରଜଗତରୁ କାଢି ଦିଆ ଗଲା
Vdo kariki dekheibi
ସାର୍ ଆପଣ ବହୁତ ସୁନ୍ଧର ଭାବେ ବୁଝାଉ ଅଛନ୍ତି ଏ ବିଷୟରେ ଆଜି ହିଁ ଭଲରେ ଜାଣୁଛି
Dhanyabad, Mora baki sabu vdo bi dekha
ଆପଣଙ୍କ ଅନୁଦାନ ବହୁତ ଆକର୍ଷଣ ଆଉ ବହୁତ ମନ ଛୁଆ.. ମୋର ଇଚ୍ଛା ହୁଏ ଯଦି ମୁ ଆପଣଙ୍କ ଠାରୁ ଛୋଟ ରୁ ଶିକ୍ଷା ଦାନ କରିଥିଲେ ବୋଧେ ବହୁତ ଭଲ ହୁଅନ୍ତା ଆଶା କରେ..... ନମସ୍କାର sir
ଜାଣି ଖୁସି ହେଲି, ଆଗକୁ ବହୁତ୍ ଶିକ୍ଷଣୀୟ topic ଉପରେ ଉପସ୍ଥାପନ ଆସିବ
ପୃଥିବୀ ଯେଉଁଠି ଶେଷ ହେଇଥିବ ସେଠାରେ କଣ ଥିବ ମହାଶୂନ୍ୟ କି ?
Sabu ade mahasunya, ananta
sir water(liquid),,, ta upara ru talaku jiba tara dharna,sir se gudaku v kipari maintain heuchhi
ପୃଥିବି କିପରି ତିଆରି ହେଲା ସାର ଭିଡିଓ ମାଧ୍ୟମରେ ଜଣାଇଲେ ଆମେ ଖୁସି ହେବୁ।
Ok
ପୃଥିବୀ ପୃଷ୍ଠରେ ଥିବା ମଧ୍ୟାସ୍କରଣ ବଳ ପାଇଁ
Han
ଏମିତି ସୁନ୍ଦର ଭାବେ ଓଡ଼ିଆରେ କୁହନ୍ତୁ ବିଜ୍ଞାନକୁ..🙏
Thanks
ଧନ୍ୟବାଦ ବହୁତ ସୁନ୍ଦର
Thanks
Sir ବହୁତ ସୁନ୍ଦର ପାଠ ବହୁତ ଭଲ ଲାଗିଲା 🙏
Mora channel ra baki sabu vdo bi dekha
ବହୁତ୍ ବହୁତ୍ ଧନ୍ୟବାଦ୍...sir ଅତି ସହଜରେ ବୁଝାଇ କହିଥିଲେ
Welcome
ଜୟ୍ ଜଗନ୍ନାଥ ବିଶ୍ୱ ନିୟନ୍ତା ଙ୍କ ଲୀଳା ବିଚିତ୍ର 🙏🥰
ବିଚିତ୍ର ଲୀଳା
ପୃଥିବୀ ପୃଷ୍ଠ ,ବୃକ୍ଷ କିମ୍ବା ପାହାଡ଼ ତଳମୁହା ହଉ ନାହିଁ କାହିଁକି
ଆପଣ ଯେମିତି ଦେଖିଥିବେ ସେମିତି ଦେଖାଯିବ
ପୃଥିବୀ ମହାଶୂନ୍ୟ ରେ ଝୁଲି ରହିଛି ସୂର୍ଯ୍ୟ ନ୍କ ମହାକର୍ଷଣ ହେତୁ ।
Pura thik
ବହୁତ ଧନ୍ୟବାଦ sir ଆପଣକୁ 🙏🙏
Sabu vdo dekhantu mo channel ra
ହୋ ମହାଶୟ....ପୃଥିବୀ ତାର ଅକ୍ଷରେ ବୁଲିଲେ ଦିନରାତି ହୁଏ ନା....କକ୍ଷରେ
ଭିଡିଓ କରିବା ପୂର୍ବରୁ ....ବାଣୀକୁ ଆୟତ କରନ୍ତୁ
ଶିଘ୍ର ଏ ଭିଡିଓ ...ଡିଲିଟ କରନ୍ତୁ
Yes I know the mistake, first time odia language re vdo baneithiba hetu ie mistake, delete karibini
I love you sir
ଆପଣ ଙ୍କ ଏହି ଚେନାଲ ମାଧ୍ୟମ ରେ ଛାତ୍ର ଛାତ୍ରୀ କାହିଁକି ସାଧାରଣ ଲୋକ ମାନେ ବି ଆମ ପୃଥିବୀ ର ରହସ୍ୟ କଣ ଜାଣି ପାରିବେ
ବହୁତ୍ ଭଲ ଲାଗିଲା ଓ ବହୁତ କିଛି ଜାଣି ପାରିଲୁ ଆମ ପୃଥିବୀ ବାବ ଦ୍ ରେ ଧନ୍ୟବାଦ୍
ନମସ୍କାର
Apananku madhya dhanyabad, mo channel ra growth pai mate support karantu
ଅତି ସୁନ୍ଦର ଭାବେ ଡ଼ାଇଗ୍ରମ୍ କରି ଦେଖାଇଲେ
Welcome, sikhibara vdo bahut baneibi dekhiba
ପୃଥୂବୀ ସୁରୁଯ ଚାରିପଟେ କେତେ spider ଘୁରୁଛି ଗୋଟେ ଭିଡିଓ ଵନାଅ
Ok sure
ଅତି ସୁନ୍ଦର ଉପସ୍ଥାପନା। ଓଡ଼ିଆରେ ଏମିତି କେହି ବୁଝାଇ ପାରିବେନି। ଜ୍ଞାନ ବାଣ୍ଟି ଚାଲନ୍ତୁ। ନମସ୍କାର🎉
ବହୁତ୍ ବହୁତ୍ ଧନ୍ୟବାଦ୍
ବହୁତ୍ ଖୁସି ହେଲି ଆପଣଙ୍କ comments ପାଇଁ
ସାର୍ ଆମେ ପୃଥିବୀ ଭିତରେ ରହୁଚେ ନା ବାହାରେ ରହୁଚେ।
Upare😂
Upare
ପୃଥିବୀ ବୁଲୁଛି ବୋଲି ମଣିଷ ଜାଣୁନି କାହିଁକି
Kahikina prithibi jau speed re buluchi ame madhya ta upare same speed re buluchu sethipai
Bahut badhiya ati sunder
Thanks
Jay Shiri Ram jay Hanuman jay radhe Radhe Jay Jagannath odissa
Jay jagannath
କୁଆଡୁ ସବୁ ଅନ୍ଧ ଭକ୍ତ ଆସୁଛ
Thik kahila bhai 😂😂😂@@jagobahujan8520
ସାର୍ ବହୁତ୍ ସୁନ୍ଦର ଭାବରେ ଆପଣ ବୁଝାଇ ଲେ ବହୁତ୍ ଭଲ ଲାଗିଲା ❤
ଧନ୍ୟବାଦ୍
ମାଧ୍ୟାକର୍ଷଣ ଶକ୍ତି ହେଉଛି ଏହାର ଉତ୍ତର
Han thik
Sir🙏.. ପୃଥିବୀ ଭାହାର ହେଲା ଏବେ ପୃଥିବୀ ଭିତରେ ବିଷୟରେ କହିବେ.. 🙏
Sure
@@PINASODIAPHYSICS-vm1fu 🙏🙏🙏🙏
ଆପଣ କେଉଁ ପ୍ରକାରର ବୋର୍ଡ ବ୍ଯବହାର କରୁଛନ୍ତି ମୋତେ ସମ୍ପର୍ଣ୍ଣ କହିବେ କି ସାର୍
Digital board 85 inch,senses electronic ra
Sir🙏 ସତରେ ବହୁତ୍ ଭଲ ଲାଗିଲା, ବହୁତ୍ ସୁନ୍ଦର୍ ସରଳ ଭାବେ ବୁଝାଇଲେ,
Mu bi khusi tame bujhi parila
Bahut badhia lagila sir❤
Thanks
ସୁନ୍ଦର ଭାବେ ବୁଝାଇଲେ, ଧନ୍ୟବାଦ।
ଜାଣି ଖୁସି ହେଲି
Emiti teaching dele chota pila bi sahajare buji pariba sir Thank you so much ❤
Jani khusi heli
Tnk u sir. 🙏ପୁଅ କୁ ଦେଖାଇଲି ଭଲ ଲାଗିଲା
Jani khushi heli
ତାରା ମାନେ ମହା ଶୂନ୍ୟରେ କିମିତି ଅଛନ୍ତି ଗୋଟିଏ ଭିଡିଓ ବନାନ୍ତୁ sir
Ok sure
ବିଏ, ଏମଏ, ବି,ଇ ଡ଼ି, ପିଜି, ସାରିଦେଇଛି, କିନ୍ତୁ ମୁଖ୍ୟ ସନ୍ଦେହ ଟା ଆପଣ ଦୂର କଲେ ଧନ୍ୟବାଦ ସାର 🙏🙏 ଦୀର୍ଘ ପଚିଶ ବର୍ଷ ର ସନ୍ଦେହ ଦୂର ହେଲା ! ଆଗକୁ ଆହୁରି ଏମିତି ଭିଡ଼ିଓ ନେଇ କି ଆସନ୍ତୁ!!!!!ଜୟ ଜଗନ୍ନାଥ
ଧନ୍ୟବାଦ୍, ମୋ channels ରେ ବହୁତ୍ ଉପସ୍ଥାପନ ଅଛି ଦେଖନ୍ତୁ
ବେଦ ରେ ଅନାଦି କାଳରୁ ଲେଖାଅଛି ,ବେଦ ନ ପଢ଼ିବା ହେତୁ ଆପଣଙ୍କ ପରି ପ୍ରତିଭା
ଙ୍କୁ ଖୋଜାପଡୁଛି
ଠିକ୍ କହିଲେ, ବେଦ ସ୍କୁଲ ରେ ପଢ଼େଇବା ଦରକାର୍
ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଯେ କୌଣସି ଜିନିଷ ତଳେ ପଡ଼ି ନଥାଏ
Yes
Pruthibi upare padiba but pruthibi ku chhadiki kuade jibani.
ପୃଥିବା କଖ୍ୟ ଚାରିପଟେ ବୁଲିବା ହେତୁ ଦିନ ରାତି ହେଉଛି --କଥାଟି ଭୁଲ ଲାଗୁଛି
Akhya charipate pai
Sorry bro...ଏମିତି ଗୋଟିଏ vdo ବନେଇବା କେତେ କଷ୍ଟ ସମସ୍ତେ ଜାଣିଛନ୍ତି..Sir କେତେବେଳେ ଅକ୍ଷ ବଦଳରେ କକ୍ଷ କହିଦେଇଥିବେ, ସେମିତି ଭୁଲ କୁ ଧରିବା କଥା ନୁହଁ.... ଏମିତି ବି sir ବାରମ୍ବାର କହୁଛନ୍ତି କି ଓଡ଼ିଆ ରେ କଣ କୁହନ୍ତି ମୁଁ ଜାଣିନାହିଁ ମୋତେ କ୍ଷମା କରିବେ... ତଥାପି sir ବହୁତ ପ୍ରାଞ୍ଜଳ ଭାବେ ଓଡ଼ିଆରେ ବୁଝାଉଛନ୍ତି....❤️❤️🙏🙏🙏🙏🙏
ପ୍ରଣାମ sir, କେତେ ସୁନ୍ଦର ଆପଣ ପଢ଼ାଉଛନ୍ତି ll ବିଜ୍ଞାନ ମେଳା ପାଇଁ project bi ଏମିତି ବୁଝାନ୍ତୁ sir pls
Ok
ପୃଥିବୀର ଜନ୍ମ କେମିତି please 🙏 video upload karntu
Hau kariba
ଜୟ ଜଗନ୍ନାଥ 🙏
👏👏👏
Sir pabut ସୁନ୍ଦର ପଢ଼ାଉଛନ୍ତି 🙏 ଏମିତି ସବୁ garibapila ମାନେ ଉପକୃତ ହୁଅନ୍ତୁ
Dhanyabad
Bohut sundor presentation
Thanks, your support is needed for growth of my channel.
ସାର ଦୟା କରି ଚନ୍ଦ୍ର କୁ କେମିତି ଯାଆ ନ୍ତି ତା ପାଇଁ ପ୍ରସ୍ତୁତି କଣ କେମିତି ଚନ୍ଦ୍ରରେ ଅବତରଣ କରନ୍ତି କହିବେ
Ok sure
Jay Shree Ram
ବହୁତ ସୁନ୍ଦର vdo
Tq Sir
Thanks, samastanku vdo dekhantu aau subscribe madhya karantu
ସୃଷ୍ଟିର ତଳ ଉପର ବାମ ଡାହାଣ ବୋଲି କିଛି ନାହିଁ
Correct
ସାର୍, ଦକ୍ଷିଣ ଗୋଲାର୍ଦ୍ଧରୁ ଠିକ ନିମ୍ନ ଭାଗ ଆଡକୁ
ଲୋକମାନେ କିପରି ଓଲଟା ଚଳପ୍ରଚଳ କରି ପାରୁଛନ୍ତି
Seita olata nuhen, jie thia heithiba sidha lagiba space re, pruthibi Tara kendra adaku akarsana karuthiba hetu Jana pase nahin
ବହୁତ୍ ଭଲ ବୁଝିଲା ଆଜ୍ଞା
Dhanyawad
ଜୟ ଜଗନ୍ନାଥ 🙏 Sir, apana ଅକ୍ଷ ଓ କକ୍ଷ କୁ ସମାନ କରି ଦେଲେ।
Thik, odia re first video baneithili so
@@PINASODIAPHYSICS-vm1fu
Ok, sir. Next video full okkk....kari anantu. 🙏
bahut bhala lagila sir
Happy mu tame bujhi gala
Bahut sundar sikhya sir ❤
Thanks
ଅତି ରଞ୍ଜିତ ହଉଛି
Dhanyabad kintu kana pai atiranjita kahile agami vdo re sudharibaku chesta kariba
@@PINASODIAPHYSICS-vm1fu ଗୋଟିଏ କଥାକୁ ବାରମ୍ବାର କହିଲେ ପିଲା ଖୁସି ହେବେ ।
ବହୁତ ସୁନ୍ଦର teaching method
Dhanyawad
ସାର ଆପଣ ସଦାବେଳେ କକ୍ଷ କହିଲେ କିନ୍ତୁ ଅକ୍ଷ କାହାକୁ କହନ୍ତି
Akhya orbit mu axis ku akhya kahanti boli odia re jani nathili
But I believe it is clear , English words besi use hauchi ta sethipai problem
Video ଟା ବହୁତ ଭଲ ଲାଗିଲା sir .🙏
Thanks, bhala topic ku neiki ahuri vdo baneibi
Bahut hi badhiya lagila sir 😊❤, thank you so much 🙏
Jani khusi heli
ତାହା ହେଲେ ମାଧ୍ୟାକର୍ଷଣ ସରି ଗଲେ ପଡ଼ି ଯିବେ
ଠିକ
ବହୁତ୍ ସୁନ୍ଦର ଉପସ୍ଥାପନା ଭାଇ ଜୟ ଜଗନ୍ନାଥ ♥️♥️♥️♥️
Dhanyabad
Sir Apananka tho badhia katha sikhibaku milila 🙏🙏🙏🙏
Dhanyabad, sabu vdo dekha
Bahut badhiya sir
Welcome
ପୃଥିବୀ ଗୋଲ ନୁହଁ 😅😅😅 ସାର
Nuhen thik, tike bulging heichi equator re due to centrifugal force but common men nka pai vdo banauchi ta kahibaku paduchi