Amar bhai Khallikote block ethi 7 ta bus padichi se bus re thia heba pain tk bi jaga miluni college pila aau gariba lokanka pain bahut darkari mu sabu bele ei bus re computer class karibaku jae this is real good for all🎉
No Bus should run on lose. Grievance day should be fixed at GP level & Block level. Only TA may be reimbursed within a week as per govt norm as per recorded authenticity attendance
It is a public welfare scheme It should continue. Here the question of loss and profit does not arise. Taking this sort of decision, please think thousand and one times.
ବସ୍ କ୍ଷତିରେ ଚାଲିବା ଯୁକ୍ତି ସଙ୍ଗତ ନୁହେଁ ।
ଯେତିକି ଆବଶ୍ୟକ ଯାତାୟାତ ପାଇଁ ତାହାକୁ ନୂତନ ସରକାର ସାଧାରଣ ବସ ଯାତ୍ରା ଭଳି ବ୍ୟବହାର କରିପାରିବେ । କିନ୍ତୁ
ଭୋଟ ରାଜନୀତି କରି ଜନ ସାଧାରଣ ଙ୍କ
ରାଜକୋଷର କ୍ଷତି କରିବା ମୁର୍ଖାମୀର ପରିଚୟ ।।ଜରିଆରେ ବସ୍ ଯିବା ଆସିବା ଦେଖୁଛୁ।ପାସେଞ୍ଜର ବହୁତ କମ୍ ଥାଆନ୍ତି ।।
ଏହା ପାଗଳାମୀ ନୁହେଁ ତ ଆଉ କ'ଣ?
ଏହି ଲକ୍ଷ୍ମୀବସରେ ସରକାରୀ ଅଫିସର ଠାରୁ ଆରମ୍ଭ କରି ସାଧାରଣ୍ ଗରୀବ ଲୋକମାନେ ଏବଂ କଲେଜ ପଡ଼ୁଥିବା ଛାତ୍ରଛାତ୍ରୀମାନେ ସୁଲଭ ମୂଲ୍ୟରେ ଯିବା ଆସିବା କରିପାରୁଛନ୍ତି ତେଣୁ ଏହାକୁ ଚାଲୁ ରଖିବା ଉଚିତ୍ ଯଦି ନୂତନ ସରକାର ବନ୍ଦ କରିବ ତାହେଲେ ଆଗାମୀ ୫ ବର୍ଷ ପରେ ଏହି ଜଳତାମାନେ ସରକାରକୁ ପୁଣୀବଦଳାଇଦେବେ ସେତେବେଳେ ସରକାର ବୁଝିପାରିବେ ।
ଭଟ୍ ହାତେଇବା ପାଇଁ ତରବରିଆ ଭାବେ ଲକ୍ଷ୍ମୀ ବସ କୁ ଅଣା ଯାଇଥିଲା, ଏଥିରେ ଅନେକ ଦୁର୍ନୀତି ହେଇଛି, ତଦନ୍ତ ଯୋଗ୍ୟ
ମୋ ବସ୍ ଚାଲିବା ଉଚିତ୍ ଏଥୀରେ ଲୋକ ଶାନ୍ତି ରେ ଓ ସୁବିଧା ରେ ଏବଂ ସଠିକ୍ ସମୟରେ ଯିବା ଆସିବ କରିବା ସମ୍ଭବ ହୋଇ ପାରୁଛି କିନ୍ତୁ ପବଲିକ୍୍ ବସ୍ କହୁଛନ୍ତି ବାଇପାସ୍ କହି ବହୁ ପାସେଞ୍ଜର କୁ ଛକରେ ଉଠଉ ନାହାଁନ୍ତି ପାସେଞ୍ଜର ଯିବା ଆସିବାରେ ବହୁତ ଅସୁବିଧା ହେଉଛି ତେଣୁ ମୋ ବସ ଚାଲିବା ଉଚିତ୍
Thik madam
ଗରିବ ଲୋମାନେ ସୁଭିଧା ପାଇଁ ଲକ୍ଷ୍ମୀ ବସ ଦରକାର
ଗୋଟେ ଗରିବ ପାଇଁ ଲଷ୍ମୀ ବସ ଦରକାର ନାହିଁ ।ଯେଉଁ ମାନେ ଦୈନିକ ବଜାର ଯାଉଛନ୍ତି ତାଙ୍କର ଦରକାର
ଲଷ୍ମୀବସ ଓ ଅହାର କେନ୍ଦ୍ର ଗାଁ ର ଗରିବ ପାଇଁ ଦରକାର ନାହିଁ ।
Gaon ra garibanka pain Jeun Jojana thik sei ta nihati bhabare , Odisha re karajiba uchit
Right
ଲକ୍ଷ୍ମୀ ବସ ସେବା ନିହାତି ଦରକାର୍ ଏଥିରେ ବହୁ ପରିମଣରେ ଗରିବ ଲୋକମାନଙ୍କ ର ଉପକୃତ ହେଉ ଛି। ଆଉ ଯିଏ କହୁଛି ବନ୍ଦ ହେବା କଥା ସେମାନଙ୍କୁ ଭଗବାନ୍ ଉଚିତ୍ ଶାସନ ଦଉ
ଭଗବାନ୍ ଅଛନ୍ତି ଜୟ ଜଗନ୍ନାଥ 🙏🙏🙏
❤ଲଷ୍ମୀ ବସ ନିହାତି ଚାଲିବା ଉଚିତ କିନ୍ତୁ 5 ଟଙ୍କାରେ ନୁହଁ 20 ଟଙ୍କାରେ l🙏🇮🇳🙏
Laxmi bus ଚାଲିବା ଉଚିତ କାରଣ ଏଥି ଯୋଗୁଁ ଗ୍ରାମାଞ୍ଚଳ ମହିଳା ମାନେ ଉପକୃତ ହେଉଛନ୍ତି
ଯେଉଁ କ୍ଷେତ୍ରରେ ଲୋକେ ବହୁତ କମ ଯିବା ଆସିବା କରୁଛନ୍ତି ସେହି କ୍ଷେତ୍ରରେ ବନ୍ଦ କରାଯିବା ଉଚିତ ହେବ
ଗଜପତି ରେ ଏହି ବସ୍ ଯୁଗୁ ବହୁତ ସୁବିଧା ହେଉଛି ଲୋକମାନକର ଏହାକୁ ଚାଲିବା ଦରକାର
ବସ କୁ ବନ୍ଦ ନ କରି ଯେଉଁ ରୁଟରେ ସରକାରୀ ବସ ଚାଲୁନାହିଁ ସେହି ରୁଟରେ ଚାଲୁ
ଲକ୍ଷ୍ମୀ ବସ୍ ଅବା ମୋ ବସ୍ ହେଉ ଏ ଯୋଜନା ହେବା ଦ୍ୱାରା ମଧ୍ୟ ବ୍ରତୀ ସାଧାରଣ ଲୋକଙ୍କର କ୍ଷତି ହେଉଛି।କାରଣ କେହି କେହି ନିଜେ ସ୍ବାବଲମ୍ବୀ ହେବାକୁ ଚାହୁଁଥିଲେ। ତେଣୁ ସେମାନେ ବ୍ୟାଙ୍କ ଲୁନ କରି ହେଉ ଅବା ଗାଉଁଲି ସୁଧ ଆକାରରେ ଆଣି କିଏ ଗୋଟିଏ ଟେମ୍ପୁ,ତଟ, ଆଣି ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ। ସରକାରଙ୍କ ଏ ଯୋଜନା ଦ୍ଵାରା ସେମାନେ ନିରାଶ ହୋଇ ପଡ଼ିଥିଲେ। ତେଣୁ ଏ ଯୋଜନା ବନ୍ଦ ହେବାର ଆବଶ୍ୟକତା ଅଛି।୫ଟଙ୍କାରେ ଯିବେ ଏମାନଙ୍କୁ ପଚାରେ କିଏ।
Right
❤ ଜନ ହିତକର କାର୍ଯ୍ୟ ବନ୍ଦ ହେବା ଉଚିତ ନୁହେ❤
ନିଲାମ ନକରି ଯୁବକମାନଙ୍କୁ 1.5 ଲକ୍ଷରେ ଯୁବକ ମାନଙ୍କୁ ବସ ଦିଆଯାଇ route ରେ ଚାଲନ୍ତୁ. ସରକାର ଭଡା ଧାର୍ଯ୍ୟ କରନ୍ତୁ. ଏହାଦ୍ୱାରା ସେମାନେ ବି ଉପକୃତ ହୋଇପାରିବେ.
ସ୍ଥାନ କାଳ ସୁବିଧା ଦେଖି ବିଚାର କଲେ ଭଲ ହେବ ।
ଲୋକ ଟା ଚଢ଼ୁ ନାହାନ୍ତି ଓଟ ପାସସେଞ୍ଜର ଠାରୁ ଭି କମ ତେଣୁ ବନ୍ଦ କରିଦେବା ଉଚିତ
Auto balankar auto chaliba kamila ku aji kahu cha bus band kara.
ଆମେ ସାଧାରଣ ଲୋକ, ନା ଆମେ କହିଥିଲୁ ବସ୍ ଚଳେଇତେ ଯେ ଚାଲୁଛି, ନା ଆମେ ମନା କଲେ ଚାଲିବନି ସେ ତ govt ଉପରେ depend kare. ଆଉ ଛାଟି ପିଟି ହେଲେ କଣ ହେବ.
No
City re semiti houchhi, Local village re bholo subidha pauchhanti lokomane
Chalu bus hele tame nai basa r Tamar bus re busbar darkar b naina
ଆମ ଆଡେ ଲକ୍ଷ୍ମୀ bus ଠିକ ଚାଲୁଛି, ଫୁଲ ପାସସେଞ୍ଜର ହେଉଛନ୍ତି.
ତମର ଘର କୋଉଠି
Amar bhai Khallikote block ethi 7 ta bus padichi se bus re thia heba pain tk bi jaga miluni college pila aau gariba lokanka pain bahut darkari mu sabu bele ei bus re computer class karibaku jae this is real good for all🎉
Jouthi loka hounahanti tara route change karantu pura chaliba
ଯଦି ଏ ସରକାର ଲଷ୍ମୀ ବସ୍ ଏବଂ ମୋ ବସ୍ ଭଳି ଜନ କଲ୍ୟାଣକାରୀ ଯୋଜନା ଚଳାଇ ପାରିବେ ନାହିଁ, ତାହାହେଲେ ସରକାର ଚଳାଇବା କଷ୍ଟ ହୋଇ ପଡିବ.
ଲକ୍ଷ୍ମୀ ବସ ଏବଂ ମୋ ବସ ସେବା ଚାଲିଥାଉ ବନ୍ଦ ନ ହେଉ ।।
ଲକ୍ଷ୍ମୀ ବସ୍ ଚାଲିବା ଉଚିତ୍ । ଛେଣ୍ଡିପଦା ରୁ ନତଡା କୁ ଯାଉଥିବା ବସ୍ ରେ ଲୋକ ପ୍ରବଳ ହେଉଛନ୍ତି।
ଏ ସୋରକାର ଲକ୍ଷ୍ମୀ ବସ ଚଳାଇ ପାରିବନି ସବୁ ଛାର ଖାର କରିଦେବ
ଲୋକ ନ ହେଲେ ଚାଲିବା ବନ୍ଦ ହେବା ଉଚିତ ।
Root and time table thik kole chalibo
ପ୍ରଗଟି ପାଇଁ ରାସ୍ତା ଯେପରି ଆବଶ୍ୟକ ଗମନାଗମନ ସେତିକି ଦରକାର୍ ଅନ୍ୟକୁ ନିଚା ଦେଖେଇବା ପାଇଁ ନିଜକୁ ଛୋଟ କରିବା କଣ ଦରକାର ବାରଙ୍ଗ ଟା ଠାରୁ ଅଧିକ କରିବା ଭଲ ଯେପରି ଲୋକେ ତାକୁ ଭୁଲିଯିବେ
ଆମ ଆଡେ ବି ଭୋଲ ଚଳୁଛି ବହୁତ୍ ଭିଡ଼ । ଭଲ ସୁବିଧା ପାଉଛନ୍ତି ଗାଁ ଲୋକେ ❤
ଆଗରୁ ଏ ଯୋଜନା ନଥିବାରୁ ଲୋକେ ଅସୁବିଧା ଭୋଗନଥିଲେ ତେଣୁ ଏ ଯୋଜନା ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର
Ehi bus jogun gariba lake bhala upakara pauchhanti eha chalu rahiba abasyaka
Mo bus ,Laxmi bus nihati bhabare chaliba darkar School pila thu nei ki master, officer samastankara bahut subidha heuchi
ମୋ ବସ ଚାଲିବା ଉଚ୍ଚିତ l ମୋ bus ରେ ଭିଡ ହେଉଛି l senior citizen ଙ୍କୁ conesson miluchi..
ଲଷ୍ମୀ bus ଦ୍ୱାରା public ର କ୍ଷତି ହେଉଚି
ଲକ୍ଷ୍ମୀ ବସ ଚାଲିବା ଉଚିତ୍ ନ ହେଲେ bjp ଓଡ଼ିଶାରେ ହାଠୀ ବ
ବହୁତ ବଢିଆ ଭିଡ଼ିଓ ସାର ଲକ୍ଷ୍ମୀ ବସ୍ ବନ୍ଦ ହେବା କଥା
Every bus should extention to GP to Dist Head quarter.
ବନ୍ଦ କରାଯାଉ
Moo bus bandh Kariba pain Notification kebe baharila ,Apana tk dekhei paribeki ?
ଇଏ ଏକ ଭୋଟ କିଣା ଭେଳିକି, ଯାହା ବିପର୍ଯୟ ଭାବେ ବିଫଳ ହୋଇଛି...
ବସ ର ଦୁଇଜଣ କର୍ମଚାରୀ ତେଲ ପୋଡି ଦରମା ନେଇ ତୁଚ୍ଛା ଟାକୁ ବୁଲୁଛନ୍ତି..... ସେଥିରେ କେବେକେବେ ଜଣେ ଦୁଇଜଣ ଯାତ୍ରୀ ଙ୍କୁ ଦେଖିବାକୁ ମିଳୁଛି...
ନାମକୁମାତ୍ର ଭଡା ଦେଇ ଯଦି ଯାତ୍ରୀ ଭରପୁର ଏହାର ଫାଇଦା ନିଅନ୍ତେ ତାହାହେଲେ ଯୋଜନା ଟି ସଫଳ ହୁଅନ୍ତା...
ମାତ୍ର ତାହା ହେଉନାହିଁ କି ହେବାର ନାହିଁ..
ହଜାର ହଜାର ସଂଖ୍ୟାରେ ବସ କିଣା, ପ୍ରତି ପଂଚାୟତ ରେ ଏକାଧିକ ଲକ୍ଷ ଲକ୍ଷଟଙ୍କାରେ ଯାତ୍ରୀ ଅପେକ୍ଷା ସ୍ଥଳ ନିର୍ମାଣ ଓ କର୍ମଚାରୀ ଙ୍କୁ ଦରମା ବାବଦ ରେ କୋଟି କୋଟି ଅର୍ଥ ବ୍ୟୟ ଗରିବ ଟିକସ ଦାତା ଅର୍ଥ ର ଅପଚୟ....
ଓ ରାଜକୋଷ ଉପରେ ଅଯଥା ଚାପ...
ତେଣୁ ଏହି ଯୋଜନା ର ଆବଶ୍ୟକତା କେତେ ତାହା ସରକାର ଅନୁଧ୍ୟାନ କରି ସମୁଚିତ ପଦକ୍ଷେପ ନେବା ଜରୁରୀ...
ଚଳାଈ ପାରିବେନୀ ତ, ବିକି ଦେଲେ ଗଲା।ଅଯୋଗ୍ୟ
Loka Mane bhalse Jani nahanti bus bisayare...Au ki6i Dina bus chalile ..loka Mane Bus re jiba asiba karibe ..
No Bus should run on lose. Grievance day should be fixed at GP level & Block level. Only TA may be reimbursed within a week as per govt norm as per recorded authenticity attendance
ଜ୍ଞାନି ହିଁ ବୁଝିବ ଜ୍ଞାନ ର ଗୁଣ । ନାମ ରୁ ବୁଝିବ ତା ଆଚରଣ ।।
ଚାଲିରୁ ବୁଝିବ କି ଧୁରନ୍ଧର । ପୋଷାକେ ବୁଝିବ କୁନାଗର କି ସୁନାଗର ।।
ଘୋଡାର କାମତ ଛେଳି କରୁଛି....
ଛେଳି ପଛେ ଯାଇ ଘୋଡା କାହିଁ ଶୁଙ୍ଗୁଛି..😅
Chaliba uchit❤❤❤
Chaliba uchit
Chaliba uchit laxmi bus sarakar jadi lokanka subidha chahuchanti band kale thitk hebani ❤❤❤❤❤❤
Jete sabu free jojana band heba darkar, loss project full stop heu
Laxmi Buses are new not that so old should not be sold very low price rather some new policy to be thought .
100 %band heba darkar Auto driver Mane Bahut Kasta pauchanti Au Semanaka ghara Chaleibaku b Bahut kasta hauchi auto Driver au semanaka Family ku
ଚାଲୁବା ଉଚିତ
3:53
Pandia dekhei heba pain କରିଥିଲା ଶୀଘ୍ର ବନ୍ଦ କର ସେ ବସ କୁ
ନିଲାମ ଆରମ୍ଭ ହେଲା,ଆଗକୁ ଓଡ଼ିଶା ନିଲାମ ହବ
ଲୋକ ଙ୍କ ପାଖରେ କାମ ନାହିଁ, ବସ୍ ରେ ଯାଇ
Mo. Bus. Laxmi. bus. Chaliba nihati. darkar. panchatankia. meals. band. na. heba. darkar. Lokmankar. Nabin. babu. bahut. Jana. Kalyan. Kari. Saravarat. nama. rakichnti. Jayjagannath
ଆମ ଗାଁ ରେ ଲକ୍ଷ୍ମୀ ବସ ଭଲ ରେ ଚାଲୁଚି ବନ୍ଦ ହେବା କୁ ନାହିଁ ପ୍ଲିଜ଼
ଲକ୍ଷ୍ମୀ ବସ୍ ଚାଲିବା ଦରକାର
ଗାଁ ରେ ଲକ୍ଷ୍ମୀ ବସ୍ ଚାଲିବା ନିହାତି ଆବଶ୍ଯକ, ଏବଂ ଏହା ଉଚିତ୍ ବି।
Emiti nakari ct bus ku nilam Kari ehi bus ct bus jagare pakaile bhala heba boli mori nijaswa mata.🎉
Good morning odisha Jay Jagannath 🙏🙏🙏 Happy New year 2024
Laxmi bus chaliba uchit
Laxmi bus upare politics na kari janata ku asubhidhare pakantu nahi jemti chalu thila semti chalu
Started selling😂😂😂 BJP will sell whole asset of India
Bus chaliba darkar
Bus band hele anek paribar ra
Bekari pila angej hebe
(Ato Driver manufactur company employs
Apna manakar pillamane bi
Laxmi Bus should continue in the route as it's a public welfare system. This service should not be terminated at all.
Ama ade b pura thik thak chalichi laxmi bus pain loka bahut upakruta heuchanti bises bhabare collage pila mane
It is a public welfare scheme
It should continue. Here the question of loss and profit does not arise. Taking this sort of decision, please think thousand and one times.
Laxmi bus chaliba uchita
Chaliba 100% darkar
Eata armbha hela nilam odisha ku b nilam karideba bjp government 😢
Auto driver ra family bahut problem face karu chanti ei bus pai
Govt school ରେ ପାଠ ନାହିଁ କଣ କରିବ
Govt bus chalile private bus malika aau driver manankara nakharami stop heijiba. Nahele majhire majhire vadaa badhao naita bus chalibani kahi gote week lekhaen strike kari dauchanti. Aau passengers hairan hau thile aau agaku bi puni hebe govt bus nachalile.
Sir school bisayare kn update
Wait I will make separate Video
New route re bus chala.
ଯେଉଁ କାମ ଅକାମି ତାହା ବନ୍ଦ ହେବା ଦରକାର
Laguchi jemiti modi bharat ku lutuchanti semiti Majhi sir odisha ku lutibe
E double engine ra sarkar bahut kharap sabubele mana manik chalithae
OSRTC KU ଦିଆ ଯାଉ PAÑCHAYAT TO BBSR JAU PASSENGER HEBE
Rt
ଏହା ଚାଲିବା ନିହାତି ଦରକାର
Laxmi bus should be upgraded from GP to Block &then district HQ for the betterment of General interest of people.
Bus cha liba dyara loke subidha re jiba aasiba karuchhanti Barpali ru lekhichhi .
ଲଷ୍ମୀ ବସ୍ ଚାଲିବା ଉଚିତି
Panchayata ru bbsr jain chalu loka hebe
Amar Laxmi bus. Bhala chaluche, passenger be hauchhanti
Bus bodolre cold storage heu protek GP re...☑️☑️
ଗାଁ ମାନଙ୍କରେ ଯେମିତି ଚାଲୁଛି ସେମିତି ଚାଲୁ
Hmm chalile bholo
This bus must be run only for college boy and girl go to collage only rs, 5-00 for learning
Laxmi bus pain gramanchalara bahuta loka upakruta heuchanti bus chaliba darkar .jadi bandh hue tahele next ku sarakara change sunischita
Bus.c😂haliba.uchitj.karana.sahi.time.table.sahi.heba.dara.kara.
Ye sarkar dhokabaz au zumla ra sarkar asika ki sabu charkhar kari basilani
Kanhiki lokanku micha katha dekhaucha
Loka sabu dekhuchanti au bujhuchanti.
Sabu project rahiba
Adhika project kholiba darakara
Jebhali 100 unit ru besi bill chhada
BSKY card rahiba darakar
naire bhai chalibo bt time chang kole loko nihati basib bari pada 9.30 sudha pahanhibo chalobo amo kuliana block sabu
Laxmi bus band heba katha kahin kina jetki income asuni setiki lass re jauchhi
Mu ama gp re kebe dekhi nai laxmi bus
Caliba, ok
City bus re convert kari deu na
Local village re chalibaa uchit, Laxmi bus
Laxmi bus ku kebala Laxmichhada bikri kariba...🔔🕉🔔🐒
. Mo bus running now a days very important, as. Well as Laxmi bus in KBK distr
Laxmibas😊closekarantu😊3000😊bhata😊kemit😊debe
ବନ୍ଦ କର ଆମର କିଛି ନାହିଁ ସୁବିଧା