ସତର୍କ ଘଣ୍ଟି | Message by : Niranjan Turuk

Поділитися
Вставка
  • Опубліковано 11 гру 2024

КОМЕНТАРІ • 111

  • @jps7510
    @jps7510 4 роки тому +1

    ସଦା ପ୍ରଭୁଙ୍କ ମହାନ ନାମ ର। ଧନ୍ୟବାଦ ହେଉ ପ୍ରଭୁ ଏହି ଦିନ ମାନଙ୍କର ତାଙ୍କର ପବିତ୍ର ବାକ୍ୟ ଦ୍ଵାରା ଆମ୍ଭ୍ମାନଙ୍କୁ ସତର୍କ କରୁଛନ୍ତି thank you sir

  • @loknathtandi4215
    @loknathtandi4215 2 місяці тому +1

    Praise the lord good message thank you so much God bless you Amen 🙏

  • @jesusismyfather..ministry1027
    @jesusismyfather..ministry1027 4 роки тому +1

    ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ପ୍ରଭୁଙ୍କ ମହାନାମ ଧନ୍ୟବାଦ ହେଉ ।ଏହି ସୁନ୍ଦର ବାକ୍ୟ ଦେଇ ଆମ୍ଭମାନଙ୍କୁ ଏହି ଭୟଙ୍କର ସମୟ ମଧ୍ୟରେ ଆମ୍ଭମାନଙ୍କୁ ପ୍ରସ୍ତୁତ କରାଉ ଥିବାରୁ ।ପ୍ରଭୁ ଆପଣ ଙ୍କୁ ଆଶିର୍ବାଦ କରନ୍ତୁ ଅନୁଗ୍ରହ କରନ୍ତୁ ।ଆପଣଙ୍କ ସହିତ ସଦାକାଳ ଚିରଯିବି ପରମେଶ୍ୱ ହୁଅନ୍ତୁ ।🙏🙏🙏🕊🕊🕊🌹🌹🌹🌲🌲🌲🙏🙏

  • @SP-kr8nc
    @SP-kr8nc 4 роки тому

    Thank you sir very very Important message, Increased Jesus name in world AMEN AMEN AMEN AMEN ⛪💒💒💒💒💒💒👏👏👏👏👏👏👏👏👏👏👏👏

  • @binodharijan1874
    @binodharijan1874 4 роки тому

    ପ୍ରଭୁ ଯୀଶୁ ଆପଣଙ୍କୁ ବହୁତ ଆଶୀର୍ବାଦ କରନ୍ତୁ

  • @haranmallick7441
    @haranmallick7441 3 роки тому

    Thank you jesus. very beautiful massage. praise the Lord 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 Amen

  • @sandhyaranijena1860
    @sandhyaranijena1860 4 роки тому

    Amen Amen Amen Amen 🙏🙏🙏🙏🌹🌹🌹🌾🌾

  • @sumitrasumi6938
    @sumitrasumi6938 4 роки тому

    Amen 🙏 Amen Hallelujah

  • @susthirsarangi1438
    @susthirsarangi1438 4 роки тому +3

    ଚିନ୍ତନ ଗୁଡିକ ଉଚ୍ଚକୋଟୀର ଆତ୍ମିକ ପ୍ରଭାବଶାଳୀ। ମୁଁ ଶୁଣୁଛି ଓ ଅନ୍ୟାନ୍ୟ ଗ୍ରୁପରେ ମଧ୍ୟ ଅଂଶୀକାରଣ କରୁଛି। ଆପଣଙ୍କ ପରିଶ୍ରମ ଓ ଯତ୍ନ ଅତୀବ ପ୍ରସଂଶନିୟ। ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ବାହୁଲ୍ୟରୁପେ ଆଶୀର୍ବାଦ କରନ୍ତୁ ପୁଣି ଏହି ସମୟ ମାନଙ୍କରେ ଆପଣଙ୍କ ଆତ୍ମିକ ଦାନର ସର୍ବୋଚ୍ଚ ପ୍ରଭାବଶାଳୀ ଉପଯୋଗୀତା ହେଉ, ଏହା ମୋର ପ୍ରାର୍ଥନା।
    ସୁସ୍ଥିର ଷଡ଼ଙ୍ଗୀ।

    • @samitanayak4681
      @samitanayak4681 4 роки тому

      Praise the Lord sir please pastor pray for me and my family

  • @BapindraBhoi
    @BapindraBhoi Місяць тому

    God bless you halleluya good message thankyou sir❤❤

  • @bijayraika5336
    @bijayraika5336 4 роки тому +2

    Praise the Lord pas. anujogara bakya ma pae pas thank u so much pas 🙏🙏🙏

  • @barshabarsha1055
    @barshabarsha1055 4 роки тому

    Thekyou sar ahi message pae amen

  • @sunandasimon8748
    @sunandasimon8748 4 роки тому +3

    Amen . Glory to God. Hallelujah. 👍👍👌

  • @narayanmajhi2319
    @narayanmajhi2319 4 роки тому +7

    ଏହି ଲକଡାଉନ୍ ସମୟରେ ମଧ୍ୟ ଘରେରହୀ ଊତମ ବାକ୍ୟ ଦ୍ୟାରା ପରିଚାଳନା କରି ଆମ୍ବ ମାନକ୍କୁ ଆଗକୁ କଢାଇନେବା ହେତୁ ଅସେସ୍ ଅସେସ୍ ଧନ୍ୟବାଦ୍ ସାର୍

  • @pinkydigal2834
    @pinkydigal2834 4 роки тому

    Nice message sir Thank you Praise the Lord Hallelujah God is so Good

  • @annahial7597
    @annahial7597 4 роки тому +1

    I love you jesus VERY much

  • @sarojsmt2848
    @sarojsmt2848 4 роки тому +3

    Thanks sir

  • @hareswarbagh7723
    @hareswarbagh7723 4 роки тому +7

    Praise GOD

  • @gabrielbagh1766
    @gabrielbagh1766 4 роки тому +2

    Praise the lord... thank you sir Heart touching massage.God bless you

  • @sanjitamandal7895
    @sanjitamandal7895 4 роки тому +6

    Praise the Lord. Thank you Jesus for speaking us and making aware of the life.

  • @jirindakusliyajirindakusli5829
    @jirindakusliyajirindakusli5829 4 роки тому +1

    Amen 🙏 Amen 👏 Amen Hallelujah Hallelujah 📖🙋 Hallelujah

  • @b.dhirendraprasad1074
    @b.dhirendraprasad1074 4 роки тому +1

    ଧନ୍ୟବାଦ

  • @akshayhial8568
    @akshayhial8568 4 роки тому +2

    Amen

  • @abhigomango6913
    @abhigomango6913 4 роки тому +5

    Praise the Lord🙏🙏⛪⛪
    Thank you sir for the importance massage alleluhja... 👍👍⛪⛪⛪⛪

  • @babudon1408
    @babudon1408 4 роки тому +2

    Praise The Lord Thank U Jesus 🌹🌹🌹

  • @rabindrakumarpanna9396
    @rabindrakumarpanna9396 4 роки тому +1

    Thank you sir for the important message for me& our people.

  • @jaitapaltasingh4029
    @jaitapaltasingh4029 4 роки тому +1

    Love you God

  • @anitadigal3464
    @anitadigal3464 3 роки тому

    Praise the Lord Uncle 🙏

  • @narendrasahu9773
    @narendrasahu9773 4 роки тому +2

    Thanks.dear pastor ji. You gave the wonderful word.

  • @prakashraaz7901
    @prakashraaz7901 4 роки тому

    Exactly we need Jesus Christ not the money

  • @alinarath4729
    @alinarath4729 4 роки тому +2

    Thank you jesus

  • @anitamallick8243
    @anitamallick8243 4 роки тому +3

    God bless you sir

  • @ramosinku5273
    @ramosinku5273 4 роки тому

    Press the lord

  • @khagenmurmu3466
    @khagenmurmu3466 4 роки тому +4

    Praise the Lord ✝️✝️

  • @kumarnanduu9131
    @kumarnanduu9131 4 роки тому +5

    Absolutely right message for us

  • @Pr-D.K.Pradeep
    @Pr-D.K.Pradeep 4 роки тому +2

    Thank you sir for the wonderful massage

  • @buluchhatria7881
    @buluchhatria7881 2 роки тому

    Praise the lord sir ...your preching is so good ...plz pray for me and my family

  • @samuelswain4967
    @samuelswain4967 4 роки тому +3

    Right message in right time

  • @GSMAJHI-17
    @GSMAJHI-17 4 роки тому +1

    Praise the Lord

  • @rajendradehuri3811
    @rajendradehuri3811 Рік тому

    God bless you

  • @bgmusicofficial8743
    @bgmusicofficial8743 3 роки тому

    NICE MESSAGE SIR PRAISE THE LORD

  • @tusharranjan4779
    @tusharranjan4779 4 роки тому +2

    Praise the Lord
    It is very precious message

  • @litaramtudu4594
    @litaramtudu4594 4 роки тому

    Prais the lord sir

  • @rupakministry4016
    @rupakministry4016 4 роки тому +2

    Thank you sir

  • @ramakantagochhayat1197
    @ramakantagochhayat1197 4 роки тому +1

    Amen. God blessing all of your group sir

  • @sashirekhabhatra3262
    @sashirekhabhatra3262 4 роки тому

    Praise the lord sir for this massage

  • @miralinkumajhi7483
    @miralinkumajhi7483 4 роки тому

    Good bless u

  • @peacemaker9017
    @peacemaker9017 4 роки тому

    Heart Touching message

  • @SantoshKumar-ce7zg
    @SantoshKumar-ce7zg 4 роки тому +5

    *🚨⏰ସତର୍କ ଘଣ୍ଟି🔊🔔* (PART-1)
    🙏ଅତଏବ *ଅଜ୍ଞାନ ପରି* ନ ହୋଇ *ଜ୍ଞାନୀ ପରି* ନିଜ ନିଜ ଆଚରଣ ସମ୍ବନ୍ଧରେ ବିଶେଷ *ସାବଧାନ ହୁଅ,* ପୁଣି, *ସୁଯୋଗର ସତ୍ ବ୍ୟବହାର କର*, କାରଣ *କାଳ ମନ୍ଦ ଅଟେ*।
    */ଏଫିସୀୟ **5:15**-16)/*
    🙏ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; କିନ୍ତୁ ଯେପରି *କେହି ବିନଷ୍ଟ ନ ହୁଅନ୍ତି*, ବରଂ *ସମସ୍ତେ ମନ ପରିବର୍ତ୍ତନ କରନ୍ତି*, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି *ଦୀର୍ଘସହିଷ୍ଣୁ ଅଟନ୍ତି* । ପ୍ରଭୁଙ୍କ ଦିନ *ଚୋରର ପରି* ଉପସ୍ଥିତ ହେବ । ସେହି ଦିନ ଆକାଶମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ, ପୁଣି, ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ । ଏହି ସମସ୍ତ ବିଷୟ ଏହି ପ୍ରକାରେ ଲୁପ୍ତ ହେବାରୁ, ଈଶ୍ୱରଙ୍କ ଯେଉଁ ଦିନରେ ଆକାଶମଣ୍ଡଳ ଜ୍ୱଳିଉଠି ଲୁପ୍ତ ହେବ ଓ ମୌଳିକ ବସ୍ତୁସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ, ସେହି ଦିନର ଆଗମନର ଅପେକ୍ଷା କରି, ତାହା ଯେପରି ଶୀଘ୍ର ଆସିବ, ଏଥିପାଇଁ *ତୁମ୍ଭେମାନେ ସଦାଚାରୀ ଓ ଧର୍ମପରାୟଣ ହେବା ଉଚିତ ।* ଆମ୍ଭେମାନେ ତାହାଙ୍କ ପ୍ରତିଜ୍ଞାନୁସାରେ ଗୋଟିଏ ନୂତନ ଆକାଶମଣ୍ଡଳ ଓ ନୂତନ ପୃଥିବୀର ଅପେକ୍ଷାରେ ଅଛୁ, ଯାହା ଧାର୍ମିକତାର ଆବାସସ୍ଥଳ ହେବ
    */୨ ପିତର 3:9-13/*
    🙏🏻ଉକ୍ତ ଅଛି, ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଯେପରି ବିରକ୍ତି ଜନ୍ମାଇବା ସ୍ଥାନରେ ଘଟିଥିଲା, ସେପରି *ଆପଣା ଆପଣା ହୃଦୟ କଠିନ ନ କର* । ତେବେ କେଉଁମାନେ ଶୁଣି ବିରକ୍ତି ଜନ୍ମାଇଲେ ? ମୋଶାଙ୍କ ଦ୍ୱାରା ମିସର ଦେଶରୁ ଯେଉଁମାନେ ବାହାରି ଆସିଥିଲେ, ସେ ସମସ୍ତେ କ'ଣ ନୁହଁନ୍ତି ? ଆଉ କେଉଁମାନଙ୍କ ଉପରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ସେ ବିରକ୍ତ ହୋଇଥିଲେ ? *ଯେଉଁମାନେ ପାପ କରିଥିଲେ*, ଯେଉଁମାନଙ୍କ ଶବ ପ୍ରାନ୍ତରରେ ପଡ଼ି ରହିଥିଲା, କ'ଣ ସେମାନଙ୍କ ଉପରେ ନୁହେଁ ? ଆମ୍ଭେମାନେ ଦେଖୁ ଯେ, *ଅବିଶ୍ୱାସ ହେତୁ ସେମାନେ ବିଶ୍ରାମରେ ପ୍ରବେଶ କରି ପାରିଲେ ନାହିଁ*।
    */ଏବ୍ରୀ **3:15**-17, 19/*
    🙏🏻ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋ’ଠାରେ ଅଧିଷ୍ଠାନ କରନ୍ତି; କାରଣ ନମ୍ର ଲୋକମାନଙ୍କ ନିକଟରେ *ସୁସମାଚାର ପ୍ରଚାର କରିବା ପାଇଁ* ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି; ସେ *ଭଗ୍ନାନ୍ତଃକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ,* ବନ୍ଦୀ ଲୋକମାନଙ୍କ ପ୍ରତି *ମୁକ୍ତି* ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ; *ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କର ପ୍ରତିଶୋଧର ଦିନ ଘୋଷଣା କରିବାକୁ*; ଶୋକାର୍ତ୍ତ ସମସ୍ତଙ୍କୁ *ସାନ୍ତ୍ୱନା* କରିବାକୁ; ସିୟୋନର ଶୋକାର୍ତ୍ତ ଲୋକମାନଙ୍କ ପାଇଁ ନିରୂପଣ କରିବାକୁ, ଅର୍ଥାତ୍‍, *ଭସ୍ମର ପରିବର୍ତ୍ତେ ଭୂଷଣ*, ଦୁଃଖର ପରିବର୍ତ୍ତେ *ସୁଖରୂପ ତୈଳ*, ଅବସନ୍ନ ଆତ୍ମାର ପରିବର୍ତ୍ତେ *ପ୍ରଶଂସାରୂପ ବସ୍ତ୍ର* ପ୍ରଦାନ କରିବାକୁ ସେ ମୋତେ ପ୍ରେରଣ କରିଅଛନ୍ତି; ତହିଁରେ ସଦାପ୍ରଭୁ ଯେପରି ଗୌରବାନ୍ୱିତ ହେବେ, ଏଥିପାଇଁ ସେମାନେ ଧର୍ମରୂପ ବୃକ୍ଷ ଓ ତାହାଙ୍କର ଉଦ୍ୟାନ ବୋଲି ବିଖ୍ୟାତ ହେବେ।
    */ଯିଶାଇୟ 61:1-3/*
    🙏🏻ଆଉ *ନୋହଙ୍କ ସମୟରେ ଯେପ୍ରକାର ଘଟିଥିଲା*, ମନୁଷ୍ୟପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ; ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ *ଲୋକେମାନେ ଭୋଜନପାନ ଓ ବିବାହ କରିବା ଓ ବିବାହ ହେବାରେ ବ୍ୟସ୍ତ ଥିଲେ, ପୁଣି, ଜଳ ପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା* । ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା, *ଲୋକମାନେ ଖିଆପିଆ, କିଣାବିକା, ଗଛ ଲଗେଇବା ଓ ଘର ତିଆରି କରିବାରେ ବ୍ୟସ୍ତ ଥିଲେ*, କିନ୍ତୁ ଲୋଟ ସଦୋମରୁ ବାହାରିଯିବା ଦିନ *ଆକାଶରୁ ଅଗ୍ନି ଓ ଗନ୍ଧକ ଆସି ସମସ୍ତଙ୍କୁ ବିନାଶ କଲା*। 😭ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ😭 । ସେହିଦିନ ଯେ ଛାତ ଉପରେ ଥିବ, ସେ ଘର ଭିତରେ ଥିବା ଆପଣା ଜିନିଷପତ୍ର ନେଇଯିବା ପାଇଁ ଓହ୍ଲାଇ ନ ଆସୁ; ସେହିପରି ଯେ କ୍ଷେତରେ ଥିବ, ସେ ଫେରି ନ ଯାଉ । ଲୋଟଙ୍କ ସ୍ତ୍ରୀଙ୍କର କଥା ମନେ ପକାଅ । 🗣️ଯେ କେହି ଆପଣା ଜୀବନ ଲାଭ କରିବାକୁ ଚେଷ୍ଟା କରେ, ସେ ତାହା ହରାଇବ, ଆଉ ଯେ କେହି ଆପଣା ଜୀବନ ହରାଇବ, ସେ ତାହା ବଞ୍ଚାଇବ 😞। ମୁଁ ତୁମ୍ଭମାନଙ୍କୁ କହୁଅଛି, ସେହି ରାତିରେ ଦୁଇ ଜଣ ଗୋଟିଏ ଖଟରେ ଶୋଇଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । ଦୁଇ ଜଣ ସ୍ତ୍ରୀ ଏକାଠି ଚକି ପେଷୁଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ । [ଦୁଇ ଜଣ କ୍ଷେତରେ ଥିବେ, ଜଣକୁ ନିଆଯିବ ଓ ଅନ୍ୟ ଜଣକୁ ଛଡ଼ାଯିବ ।] ସେଥିରେ ଶିଷ୍ୟମାନେ ତାହାଙ୍କୁ ଉତ୍ତର ଦେଲେ, ହେ ପ୍ରଭୁ, କେଉଁଠାରେ ? ସେ ସେମାନଙ୍କୁ କହିଲେ, *ଯେଉଁଠାରେ ଶବ, ସେହିଠାରେ ଶାଗୁଣାଗୁଡ଼ାକ ମଧ୍ୟ ଏକାଠି ହେବେ* ।
    */ଲୂକ **17:26**-37/*
    🙏🏻ଅତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, *ତାହା ତୁମ୍ଭେମାନେ ଜାଣ ନାହିଁ* । କିନ୍ତୁ ଏହା ଜାଣିଥାଅ, କେଉଁ ପ୍ରହରରେ *ଚୋର ଆସିବ,* ଏହା ଗୃହକର୍ତ୍ତା ଯେବେ ଜାଣନ୍ତେ, ତାହାହେଲେ ସେ ଜାଗ୍ରତ ଥାଇ ଆପଣା ଗୃହରେ ପ୍ରବେଶ କରିବାକୁ ଦିଅନ୍ତେ ନାହିଁ । ଏଣୁ *ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ,* କାରଣ ଯେଉଁ ସମୟରେ *ତୁମ୍ଭେମାନେ ମନେ କରୁ ନ ଥିବ, ସେହି ସମୟରେ ମନୁଷ୍ୟପୁତ୍ର ଆସିବେ*
    */ମାଥିଉ **24:42**-44/*
    *🙏🏻🙏🏻ପ୍ରସ୍ତୁତ ରୁହନ୍ତୁ- ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ସମ୍ମୁଖୀନ କରିବାକୁ (JUDGEMENT DAY)🙏🙏*
    Message by:- Rev. Niranajan Turuk

  • @ChirantanNayak
    @ChirantanNayak 4 роки тому +1

    Contextual message, nice Bhai

  • @lingrajnaik6458
    @lingrajnaik6458 4 роки тому

    Praise the Lord sar

  • @biswajitsuna650
    @biswajitsuna650 4 роки тому +1

    Prise The Lord Sir thank you for this information

  • @Exampreparation430
    @Exampreparation430 4 роки тому +1

    Praise the lord sir 🙏🙏🙏🙏🙏🙏

  • @rajeshparaja3193
    @rajeshparaja3193 4 роки тому +1

    Tysm sir

  • @AyUsH__BhAi_145
    @AyUsH__BhAi_145 4 роки тому +1

    Hallelujah 🙏

  • @skcreation7260
    @skcreation7260 4 роки тому

    Praise the lord ⛪⛪⛪

  • @luckyodishasambalpur7259
    @luckyodishasambalpur7259 4 роки тому

    Thnx sir good msg giving for us

  • @gourangakharakhara7775
    @gourangakharakhara7775 4 роки тому

    Hallelujah

  • @SantoshKumar-ce7zg
    @SantoshKumar-ce7zg 4 роки тому +1

    ua-cam.com/video/Z3VBUIQ0Gb0/v-deo.html
    *🚨⏰ସତର୍କ ଘଣ୍ଟି🔊🔔* (PART-2)
    🙏🏻କିନ୍ତୁ, ହେ ଭାଇମାନେ, କାଳ ଓ ନିର୍ଦ୍ଧିଷ୍ଟ ସମୟ ସମ୍ବନ୍ଧରେ ତୁମ୍ଭମାନଙ୍କ ନିକଟକୁ କିଛି ଲେଖିବା ଆବଶ୍ୟକ ନାହିଁ, କାରଣ *ରାତ୍ରିରେ ଚୋର ଆସିଲା ପରି ପ୍ରଭୁଙ୍କ ଦିନ ଯେ ଆସିବ, ଏହା ତୁମ୍ଭେମାନେ ଉତ୍ତମ ରୂପେ ଜାଣ* । ଯେତେବେଳେ *ଲୋକେ ଶାନ୍ତି ଓ ନିରାପଦ ବୋଲି କହୁଥିବେ, ସେତେବେଳେ ଗର୍ଭବତୀର ପ୍ରସବବେଦନା ତୁଲ୍ୟ ହଠାତ୍ ସେମାନଙ୍କ ବିନାଶ ଉପସ୍ଥିତ ହେବ, ଆଉ ସେମାନେ କୌଣସି ପ୍ରକାରେ ରକ୍ଷା ପାଇ ପାରିବେ ନାହିଁ ।*
    */୧ ଥେସଲନୀକୀୟ 1 5:1-3/*
    🙏🏻ତୁମ୍ଭେମାନେ ସାବଧାନ ହୋଇଥାଅ, *ଜାଗି ରୁହ*; କାରଣ ସେ ସମୟ କେବେ ହେବ, ତାହା ତୁମ୍ଭେମାନେ *ଜାଣ ନାହିଁ* । ତାହା ଏହିପରି, ଯେପରି ଜଣେ ବ୍ୟକ୍ତି ଆପଣା ଗୃହ ତ୍ୟାଗ କରି ବିଦେଶରେ ପ୍ରବାସ କରୁଅଛନ୍ତି, ଆଉ ସେ ଆପଣା ଦାସମାନଙ୍କୁ ଅଧିକାର ଦେଇ ପ୍ରତ୍ୟେକର କାର୍ଯ୍ୟ ନିରୂପଣ କରିଅଛନ୍ତି ଓ ଦ୍ୱାରପାଳକକୁ ମଧ୍ୟ ଜାଗି ରହିବାକୁ ଆଜ୍ଞା ଦେଇଅଛନ୍ତି । ଅତଏବ, କାଳେ ଗୃହକର୍ତ୍ତା ହଠାତ୍ ଆସି *ତୁମ୍ଭମାନଙ୍କୁ ନିଦ୍ରିତ ଦେଖନ୍ତି,* ଏଥି ନିମନ୍ତେ *ଜାଗ୍ରତ ଥାଅ*, କାରଣ ସେ ସନ୍ଧ୍ୟାବେଳେ, କିମ୍ବା ଅଧରାତିରେ, କିମ୍ବା କୁକୁଡ଼ା ଡାକିବା ସମୟରେ, କିମ୍ବା ସକାଳେ, କେତେବେଳେ ଯେ ଆସିବେ, ତାହା ତୁମ୍ଭେମାନେ ଜାଣ ନାହିଁ । ମୁଁ ତୁମ୍ଭମାନଙ୍କୁ ଯାହା କହୁଅଛି, ତାହା ସମସ୍ତଙ୍କୁ କହୁଅଛି, *ଜାଗ୍ରତ ଥାଅ* ।
    */ମାର୍କ **13:33**-37/*
    🙏🏻କାରଣ ଆଉ *ଅତିଅଳ୍ପ ସମୟ ମାତ୍ର*, ଯାହାଙ୍କ ଆଗମନ କରିବାର ଅଛି, ସେ *ଆଗମନ କରିବେ ଓ ବିଳମ୍ବ କରିବେ ନାହିଁ* । ଆମ୍ଭର *ଧାର୍ମିକ ବ୍ୟକ୍ତି ବିଶ୍ୱାସ ଦ୍ୱାରା ବଞ୍ଚିବ,* କିନ୍ତୁ ଯଦି କେହି ପଶ୍ଚାତ୍‍ପଦ ହୁଏ, ତାହାହେଲେ ଆମ୍ଭର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ । ମାତ୍ର ଯେଉଁମାନେ ବିନାଶ ନିମନ୍ତେ ପଶ୍ଚାତ୍‍ପଦ ହୁଅନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ନୋହୁଁ, କିନ୍ତୁ ଯେଉଁମାନେ ଆତ୍ମାର ପରିତ୍ରାଣ ନିମନ୍ତେ ବିଶ୍ୱାସ କରନ୍ତି, ଆମ୍ଭେମାନେ ସେମାନଙ୍କ ଦଳର ଲୋକ ଅଟୁ ।
    */ଏବ୍ରୀ **10:37**-39/*
    🙏🏻ଅତଏବ ଆସ, *କୃପାପ୍ରାପ୍ତି* ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ 🤝🏻ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ 🤝🏻
    */ଏବ୍ରୀ **4:16**/*
    🙏🏻ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ । କାରଣ ସେ କହନ୍ତି, "ଆମ୍ଭେ ଅନୁଗ୍ରହର ସମୟରେ ତୁମ୍ଭର ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣର ଦିନରେ ଆମ୍ଭେ ତୁମ୍ଭର ସାହାଯ୍ୟ କଲୁ । *''ଦେଖ,ଏବେ ମହାଅନୁଗ୍ରହର ସମୟ; ଦେଖ,ଏବେ ପରିତ୍ରାଣର ଦିନ*
    */କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦ୍ୱିତୀୟ ପତ୍ର 6:1-2/*
    🙏🏻କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ *ସ୍ୱେଚ୍ଛାପୂର୍ବକ ପାପ କରୁଥାଉ,* ତେବେ ପାପାର୍ଥକ ବଳି ଆଉ ଅବଶିଷ୍ଟ ନ ଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ । କେହି ମୋଶାଙ୍କ ବ୍ୟବସ୍ଥାକୁ ଅମାନ୍ୟ କଲେ, ସେ ଦୟା ପ୍ରାପ୍ତ ନ ହୋଇ ଦୁଇ କିମ୍ବା ତିନି ଜଣ ସାକ୍ଷୀଙ୍କ ପ୍ରମାଣରେ ହତ ହୁଏ; ତେବେ ଭାବି ଦେଖ, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପଦଦଳିତ କରିଅଛି, ନିୟମର ଯେଉଁ ରକ୍ତ ଦ୍ୱାରା ସେ ପବିତ୍ରୀକୃତ ହୋଇଥିଲା, ତାହାକୁ ସାମାନ୍ୟ ବିଷୟ ବୋଲି ମନେ କରିଅଛି ଓ ଅନୁଗ୍ରହଦାତା ଆତ୍ମାଙ୍କୁ ଅବମାନନା କରିଅଛି, *ସେ କେଡ଼େ ଅଧିକ ଗୁରୁତର ଦଣ୍ଡର ଯୋଗ୍ୟ ନ ହେବ ! କାରଣ 'ପ୍ରତିଶୋଧ ନେବା ଆମ୍ଭର ଅଧିକାର,* ଆମ୍ଭେ ପ୍ରତିଫଳ ଦେବା,'ଯେ ଏହି କଥା କହିଅଛନ୍ତି, ତାହାଙ୍କୁ ଆମ୍ଭେମାନେ ଜାଣୁ; ପୁନଶ୍ଚ, 'ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ' । *ଜୀବିତ ଈଶ୍ୱରଙ୍କ ହସ୍ତରେ ପଡ଼ିବା ଭୟଙ୍କର ବିଷୟ* ।
    */ଏବ୍ରୀ **10:26**-29/*
    *🙏🏻🙏🏻ପ୍ରସ୍ତୁତ ରୁହନ୍ତୁ- ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ସମ୍ମୁଖୀନ କରିବାକୁ (JUDGEMENT DAY)🙏🙏*
    Message by:- Rev. Niranajan Turuk

  • @SBMusic123
    @SBMusic123 4 роки тому

    Sir praise the lord ahi dino manoko re prostut pai maseg gudako pai probhu jesunko gaurobo heu

  • @g.sproduction4901
    @g.sproduction4901 4 роки тому +1

    Mo payi prayer kori deo mu poriborton heba ku chahe
    Jete bele prathna kore sete bele nindo ase au mon ta onyo pote udu thae

  • @keshababag1970
    @keshababag1970 4 роки тому

    It's true that world is gone destroyed soon

  • @nawachenal9712
    @nawachenal9712 2 роки тому

    Pitang ko namo gowrobo how

  • @ramosinku5273
    @ramosinku5273 4 роки тому

    Hiiii

  • @amielbhuyan1227
    @amielbhuyan1227 4 роки тому +1

    Sir thank you for your excellent message. Once again I request to you that if you get opportunity then please send your message from asha studio. Then it would be so good. Thank you.

  • @dilrajnayak7986
    @dilrajnayak7986 4 роки тому

    Tamo ro message mate bahalo lage tamaro message mu bahla pai tama ro message ma pakhare achi maboil re achi only Jesus Christ ame Jesus Christ loka Amen Amen Amen

  • @ajitmohapatro4340
    @ajitmohapatro4340 4 роки тому +5

    Where does it say that Noah preached for 120 years?
    Is Bible saying about 120 year.
    Please answer sir.
    🙏🙏🙏

    • @niranjanturuk2942
      @niranjanturuk2942 4 роки тому

      Read Bible carefully you will get the answer.
      God bless you 🙏

  • @abhishekpradhan6565
    @abhishekpradhan6565 4 роки тому

    Sir apana nka meeting kauthi hue

  • @Sanjeeb1984
    @Sanjeeb1984 4 роки тому

    21 century no 20 century

  • @sudarsanrao3269
    @sudarsanrao3269 Рік тому

    Praise the LORD ✝️❤️🙏

  • @hemalatakumura5356
    @hemalatakumura5356 4 роки тому

    Praise the lord 🙏🙏🙏

  • @jacksonjustinbieber3933
    @jacksonjustinbieber3933 4 роки тому +2

    Thank you sir

  • @sebakmajhi7537
    @sebakmajhi7537 2 роки тому

    Press the lord

  • @amarmambalaka4917
    @amarmambalaka4917 3 роки тому

    God bless you sir

  • @sisirtakri5527
    @sisirtakri5527 4 роки тому +1

    Praise the lord

  • @niranjanpani4053
    @niranjanpani4053 4 роки тому +1

    Praise God

  • @mahipalbag8741
    @mahipalbag8741 4 роки тому

    Praise the Lord Sir

  • @rajeshparaja3193
    @rajeshparaja3193 4 роки тому +1

    Amen

  • @samuelswain4967
    @samuelswain4967 4 роки тому +3

    Praise the Lord

  • @chaitanyabenya1033
    @chaitanyabenya1033 4 роки тому

    Thank you sir

  • @gourangakharakhara7775
    @gourangakharakhara7775 4 роки тому +1

    Amen

  • @somanathraika4461
    @somanathraika4461 2 роки тому

    Praise the lord sir

  • @rajibkumoharana1994
    @rajibkumoharana1994 4 роки тому

    Amen

  • @aloktandi4547
    @aloktandi4547 4 роки тому

    Praise the Lord

  • @sashirekhabhatra3262
    @sashirekhabhatra3262 4 роки тому

    praise the lord

  • @anilbadabura2172
    @anilbadabura2172 4 роки тому

    Amen

  • @pallabikumar6980
    @pallabikumar6980 4 роки тому

    Praise the lord

  • @rajeshbaitha8680
    @rajeshbaitha8680 4 роки тому

    Amen

  • @onlygamingwithruben5305
    @onlygamingwithruben5305 4 роки тому

    Praise the lord

  • @payalpalak2130
    @payalpalak2130 4 роки тому

    Amen

  • @tipukisku3879
    @tipukisku3879 4 роки тому

    Amen

  • @smitapatsahani2479
    @smitapatsahani2479 4 роки тому

    Praise the Lord

  • @smitapatsahani2479
    @smitapatsahani2479 4 роки тому

    Amen

  • @firojjena2888
    @firojjena2888 3 роки тому

    Praise the lord

  • @sunandapradhan3564
    @sunandapradhan3564 2 роки тому

    Amen