Arun forgot his word | ୮ ବର୍ଷ ହେଲା ଖାଲି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି | The Quiver News

Поділитися
Вставка
  • Опубліковано 28 вер 2024
  • ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ପ୍ରମାଣିତ କରିଦେଲେ ଯେ ବିଜେଡି ସରକାର କେବଳ କଥାକୁହା ସରକାର । ମନ୍ତ୍ରୀ ପଦ ପାଇଲା ପରେ ବୁଲି ବୁଲି ଖାଲି ଭିତ୍ତିପ୍ରସ୍ତର ସ୍ଥାପନ କରି ଚାଲିଲେ ଅରୁଣ ସାହୁ । ଉଦ୍ଘାଟନ କରି ନାଲି ଫିତା କାଟିବାରେ ଅରୁଣ ଭାରି ମାହିର । ନହେଲେ ୮ ବର୍ଷତଳେ ମନ୍ତ୍ରୀ ଥିବାବେଳେ ଭିତ୍ତି ପ୍ରସ୍ତର ସ୍ଥାପ କରି କାମ କରିବାକୁ ଭୁଲି ନଥାନ୍ତେ । ସେପଟେ ବିଜେଡି ନେତା କହୁଥିଲେ ଆମେ କଥା କହୁନା କାମରେ କରି ଦେଖାଉ , କିନ୍ତୁ ଏଠି କାମ କାହିଁ ? ଲୋକେ ବି ଚେତୁ ନାହଁନ୍ତି ପୁନର୍ବାର ବିଜେଡି ନେତାଙ୍କୁ ଭୋଟ ଦେଇ ବିଧାୟକ ଆଶନରେ ବସାଇଛନ୍ତି । ଉନ୍ନତିର କଥାତ ଛାଡନ୍ତୁ ଅବହେଳିତ ଓ ଅବ୍ୟବସ୍ଥା ଭିତରେ ପଡିରହିଛି ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ନୂଆ ଗାଁ ଠାରେ ଅବସ୍ଥିତ ପଞ୍ଚୁପାଣ୍ଡବ ପର୍ଯ୍ୟଟନ ପୀଠ ।
    #thequiver #thequivernews #odianews #odishanews #odisha #arunsahoo #nayagad #daspalla #cheat #panchupandabpitha #odishatourisim #tourist
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in UA-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

КОМЕНТАРІ • 16

  • @sudhansubhusandash8764
    @sudhansubhusandash8764 3 місяці тому +2

    Pari murder case should be re investigated by the new government of odisha.

  • @chamanasumana9902
    @chamanasumana9902 3 місяці тому +2

    Nayagach sugar factory kanhiki band achi

  • @kshirodkumarbehera5105
    @kshirodkumarbehera5105 3 місяці тому +1

    ଆରେ ଭାଈ ମଦୁଆ ଅରୁଣ ସାହୁ କୁହ । ନୟାଗଡ଼ ବାସିନ୍ଦା ଫୁଲ ଦମ୍ ରେ ଚେଷ୍ଟା କରିଥିଲେ ଧୁଳି ଚଟେଇବା କିନ୍ତୁ ତା ଭାଗ୍ୟ ଭଲ।

  • @kamallochannayak9660
    @kamallochannayak9660 3 місяці тому +1

    Dhik Arun Sahu,BJD Patan Heijiba Emanka Pain

  • @thedancinggirlmeenakshimah7408
    @thedancinggirlmeenakshimah7408 3 місяці тому

    Nayagarh Sugar factory 🏭 why not restrted ? Big question to prove the credibility of Dr.Arun Bhai..

  • @krushnadas1509
    @krushnadas1509 3 місяці тому +1

    Gunda giri kari Jabar dasta jitichhi s m j

  • @sudhansubehera9671
    @sudhansubehera9671 3 місяці тому

    Sabu ed darkar cbi nuha

  • @pradeeptapanda7715
    @pradeeptapanda7715 3 місяці тому

    Khali baya nehain pura baya ta

  • @SushilKumarVlogs-bb6yx
    @SushilKumarVlogs-bb6yx 3 місяці тому

    Are ta ghara para Dasapalla. ... Baba re development. ....

  • @sudhansubehera9671
    @sudhansubehera9671 3 місяці тому

    Are aeta ku kana pain vota deiki jiteila ..khali paisa khaiki madua bedhua sabu deiki jiteidela au... Pura jaliati neta ea...tautor

  • @priyabratachari8103
    @priyabratachari8103 3 місяці тому +1

    ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ ବ୍ଲକ, ଓଡ଼ଗାଁ ବ୍ଲକ, ଓଡ଼ଗାଁ nac, ନୟାଗଡ଼ municipality ଖାଲି ଅଫିସରରାଜ, falsebill, ବିକାଶ ନାମରେ ଖାଲି ଦୁର୍ନୀତି ପେଡି ଖୋଲିବା କଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କୁ ବିନମ୍ର ଅନୁରୋଧ 🙏🙏

  • @YoutubeShorts-pf1tx
    @YoutubeShorts-pf1tx 3 місяці тому +1

    A babu nku CBI darakar

  • @SudhirDash1978
    @SudhirDash1978 2 місяці тому

    Bahut badhi hoi chhi .

  • @somapanda15
    @somapanda15 3 місяці тому

    Mg the quiver