ବାସ୍ତୁ ବିଚାର | Bastu Bichar | 9Th April 2023 | OTV

Поділитися
Вставка
  • Опубліковано 25 жов 2024

КОМЕНТАРІ • 7

  • @PrakashGhadae-qf7du
    @PrakashGhadae-qf7du Рік тому +8

    ବାସ୍ତୁ ବିଚାର ବା ବାସ୍ତୁ ସମାଧାନର ଇଏ କୌଣସି ପ୍ରକାର ସଠିକ ବା ଉଚିତ ପ୍ରଣାଳୀ ନୁହେଁ.
    ବିନା ଗୁରୁ ବିନା ଅଭିଜ୍ଞତା ଦ୍ୱାରା ବାସ୍ତୁ ବିଚାର ବା ବାସ୍ତୁ ସମାଧାନ କରିବା ସମ୍ପୂର୍ଣ ଭାବରେ ଅସମ୍ଭବ. ଭାରତ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଦିଗ ମାପ Compass ଦ୍ୱାରା କେବଳ ଦିଗ ବା ଦିଶାର ନିର୍ଣ୍ଣୟ କରିବା ସମ୍ଭବ କିନ୍ତୁ Compass ଦ୍ୱାରା ସମସ୍ୟା କେବେ ଜାଣିହୁଏ ନାହିଁ. ବାସ୍ତୁର କୋଣ ବା ଦିଗ ନିର୍ଣ୍ଣୟ କରା ଯାଉଥିବା Compass ବା Compass ଭଳି କାର୍ଯ୍ୟ କରୁଥିବା କୌଣସି ବି Electronic device ହେଉ ସେ କେବଳ ଦିଗ ନିର୍ଣ୍ଣୟ କରିବାରେ ବ୍ୟବହାର ହେଉଥିଲା. ଦିଗର ନିର୍ଣ୍ଣୟ ହୋଈ ସାରିଲା ପରେ ପ୍ରଥମେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ଦେଖା ଯାଉଥିଲା ଜେ ଯେଉଁ ଦିଗରେ ଯାହା ରହିବା କଥା ତାହା ରହିଛି ନାଁ ତାର ବିପରୀତ ରେ କିଛି ଅଛି ଅଛି ତାହାର ତଦାରଖ କରା ଯାଉଥିଲା. ସେଥିରେ ଯଦି କିଛି ସମସ୍ୟା ପରିଲେଖିତ ହେଉଥିଲା ତାହେଲେ ପୁରାତନ ବାସ୍ତୁ ଶାସ୍ତ୍ରରେ ସମସ୍ୟା ଓ ତାହାର ଏବଂ ତାହାର ସମାଧାନ ବିଷୟରେ ବର୍ଣନା କରା ଯାଉଥିଲା.
    ଆଜି କାଲି ଯେଉଁ ବୋଜ୍ଞାନିକ ପଦ୍ଧତି ଦ୍ୱାରା ବାସ୍ତୁ ଶାସ୍ତ୍ର ବିଚାର କରାଯାଉଛି ତାକୁ ନେଇ ମୋ ମନରେ ଏକ ଅଜବ ପ୍ରକାର ପ୍ରଶ୍ନ ଉଠୁଛି.
    1: ଯେଉଁ ବୋଜ୍ଞାନିକ ଇଶ୍ୱର. ସଂସ୍କୃତି. ପରମ୍ପରାକୁ
    ମାନୁନାହିଁ ବା ବିଶ୍ୱାସ କରୁ ନାହିଁ ସେଇ କ୍ଷେତ୍ରରେ ବୈଜ୍ଞାନିକ ବାସ୍ତୁର Negative / Positive Energy କୁ Detect କରିଲା ଭଳି Gadget ସେ କେମିତି ତିଆରି କରିପାରୁଛି.
    2: ଜଣେ ବାସ୍ତୁ ବିଶାରଦ ବା ବାସ୍ତୁ ବିଚାରକ ବୈଜ୍ଞାନିକ ପଦ୍ଧତି ଦ୍ୱାରା ନିର୍ମିତ ଯନ୍ତ୍ର ର ଆଧାରରେ ସମସ୍ୟା ଓ ତାହାର ସମାଧାନ କେମିତି ବାହାର କରିପାରୁଛି.
    3: ବାସ୍ତୁ ଶାସ୍ତ୍ର ଓ ଜୋତିଶ ଶାସ୍ତ୍ର ଏ ଦୁଇଟି ଯାକ ଉଭୟ ଉଭୟଙ୍କ ସହିତ ଜଡିତ. ଜୋତିଶ ଶାସ୍ତ୍ର ବା ଜୋତିଶ ଗଣନା ବିନା ବାସ୍ତୁ ସମସ୍ୟା ଓ ତାହାର ସମାଧାନ ଅସମ୍ଭବ.
    4: କୌଣସି ବ୍ୟକ୍ତିର ବା କୌଣସି ପରିବାରରେ ଯଦି କୌଣସି ପ୍ରକାର ସମସ୍ୟା ଦେଖା ଯାଏ. ଆର୍ଥିକ. ମାନସିକ. ଶାରୀରିକ. ସରକାରୀ ସ୍ତରୀୟ ଯାହାବି ସମସ୍ୟା ଥାଏ ତାହେଲେ ଏଠାରେ ବୁଝିବାକୁ ପଡିବ ଜେ ଏସବୁର କାରଣ କେବଳ ବାସ୍ତୁ ଦୋଷ ନୁହେଁ. ବେଳେ ଗ୍ରହ ମାନଙ୍କର ପ୍ରଭାବ. କେତେବେଳେ ଅନୁଚିତ କାର୍ଯ୍ୟ ଦ୍ୱାରା ବା ନିଜ ଦ୍ୱାରା. ଆଉ କେତେବେଳେ ଅନ୍ୟ ବ୍ୟକ୍ତିଙ୍କ ପ୍ରଭାବ ଦ୍ୱାରା. କେତେବେଳେ ଅସୁରକ୍ଷିତ ପରିବେଶ ଦ୍ୱାରା. କେତେବେଳେ ପିତୃ ପୁରୁଷଙ୍କ ଦୋଷ ଦ୍ୱାରା.
    ଏମିତି ଅନେକ କାରଣ ଅଛି ଯାହାଦ୍ୱାରା ମଣିଷ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ.
    ତେଣୁକରି ସବୁ ସମସ୍ୟା ପାଇଁ ଜେ କେବଳ ବାସ୍ତୁ ସମସ୍ୟା ହିଁ ଦାଈ ତାହା ଭାବିବା ଭୁଲୁ. କୌଣସି ସମସ୍ୟାର ସମାଧାନ ବାହାର କରିବା ଆଗରୁ ସେହି ସମସ୍ୟାର ପ୍ରକୃତ କାରଣ କଣ ତାହା ଜାଣିବା ନିହାତି ଆବଶ୍ୟକ.
    ଧନ୍ୟବାଦ,

    • @DevidCrompton
      @DevidCrompton 8 місяців тому +1

      I completely agree with you bro
      it has become a business nowadays to earn money

  • @debashishsundhi4829
    @debashishsundhi4829 Рік тому +3

    Every episode upload

  • @anandajena3614
    @anandajena3614 Рік тому +1

    Sir fone Namubar pilge

  • @sanjukta.mohapatrasonali8714
    @sanjukta.mohapatrasonali8714 Рік тому +1

    Sir number plz

  • @Jyoti55282
    @Jyoti55282 Місяць тому

    Bala na 😅😮😢

  • @Jyoti55282
    @Jyoti55282 Місяць тому

    Kouthi bastu bhai degree course karichha.. sala newton na galilio...tume 😂🎉😢