ମୋହନ ମାଝୀଙ୍କ ଗର୍ବ ବଢ଼ିଗଲାଣି

Поділитися
Вставка
  • Опубліковано 28 сер 2024
  • #ego #mohanmajhi #odishaexclusive #contervarsy #news #breakingnews #blinds #latestnews #naveenpatnaik #egoman #egomohan

КОМЕНТАРІ • 1,1 тис.

  • @jayadevmoharana1989
    @jayadevmoharana1989 26 днів тому +46

    ନବୀନ ପଟ୍ଟନାୟକ ହେଉଛନ୍ତି ଓଡିଶା ର ପ୍ରକୃତ ହିରୋ 🙏🙏🙏🎉🎉

  • @user-wf8hm4gl3l
    @user-wf8hm4gl3l Місяць тому +65

    Great Naveen sir

    • @RohitSabar-fb1dp
      @RohitSabar-fb1dp 29 днів тому +1

      @@user-wf8hm4gl3l tamar mankar pai nabin babu Hari le

  • @ssentertainment4591
    @ssentertainment4591 Місяць тому +29

    ତତେ ପାଣ୍ଡୁ ପଠେଇଚି ବୋଧେ। ମାଗିଆ ତୋ ମୁହଁକୁ ଦେଖିଲେ ଲାଗୁଛି ତୁ ଗୋଟିଏ ଡକାୟତ। ତୋର କଥା ବାର୍ତ୍ତା ଠିକ୍ ନାହିଁ। ନବୀନ ବାବୁ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ। ହଁ ଗୋଟିଏ କଥା ଠିକ୍ ନବୀନ ବାବୁ ଙ୍କ ଭଳି ଭଲ ମଣିଷ ଟିଏ ମିଳିବେ ନାହିଁ। ନବୀନ ବାବୁ ୨୪ ବର୍ଷ ଶାସନ ଗାଦି ରେ ବସିଥିଲେ, ଗରିବଙ୍କ ଦୁଃଖ ବୁଝୁଥିଲେ। ହୁଏତ ତାଙ୍କୁ ଅନୁସରଣ କରି ଅନ୍ୟ ମାନେ ବି ଭଲ କାମ କରିବେ। ତୁ ସଳା ଭଦ୍ରକୀ ଚୋର ମିଛ କଥା ଗପି ଯାଉଛୁ। ଘରେ ନ ପଶୁଣୁ ତୋର ଚାଳ ବାଜି ଲାଣି। ତୁ ସଳା କି ବାଳ ଦିବ୍ୟାଙ୍ଗ ବେ? ତୁ ଥାଳି ଧରି ଭିକ୍ଷା ମାଗିଲେ ବି ତତେ ଭିକ ମିଳିବ ନାହିଁ

  • @SumantaKumarPradhan-dm1tk
    @SumantaKumarPradhan-dm1tk Місяць тому +418

    ନବୀନ ପଟ୍ଟନାୟକଙ୍କୁ କିଏ କିଏ ଦେଖା କରିପାରିଥିଲେ.?

    • @Lion0091
      @Lion0091 Місяць тому +10

      @@SumantaKumarPradhan-dm1tk right

    • @laxminarayanpadhy6820
      @laxminarayanpadhy6820 Місяць тому +14

      CM gte prahasan karichhi Jana sunani

    • @raghunathchandan5840
      @raghunathchandan5840 Місяць тому +5

      @@SumantaKumarPradhan-dm1tk ମୁଲରୁ ଆଲୁ

    • @babuswag3832
      @babuswag3832 Місяць тому +4

      @@SumantaKumarPradhan-dm1tk ଆଳୁ ବାଇଗଣ ପୋଟଳ 🍅 ଲଙ୍କା ଲେମ୍ବୁ କଦଳୀ ସବୁ ......

    • @eodia6475
      @eodia6475 Місяць тому +12

      ସେତେବେଳେ problem ଥିଲା ନାହିଁ ତ ଦେଖା କରିବାର କଣ ଆବଶ୍ୟକତା ଥିଲା ।ଏବେ ପ୍ରୋବେଲମ ହେଲା ଲକ ଦେଖା କରୁଛନ୍ତି।ଏଇ କଥା ରେ ରାଜନୀତି କରି କିଛି ଲାଭ ନାହିଁ । ଆଉ ମହନ ମାଝୀ ସାର ଲକଙ୍କ problem କୁ ଶୁଣୁଛନ୍ତି ସେଇଟା ତାଙ୍କର ଲୋକଙ୍କ ପ୍ରତି ଭଲପାଇବା।

  • @user-mx1oi9gx4z
    @user-mx1oi9gx4z Місяць тому +116

    I miss you Naveen Patnaik sir ❤

  • @PravatiVlogs
    @PravatiVlogs Місяць тому +195

    ନବୀନ ବାବୁଙ୍କୁ କେତେ ଥର ଦେଖା କରିଛ ସେ ତମ କଥା ବୁଝିଲେ ନାହିଁ କି.ଯଦି ନବୀନ ବାବୁ ବୁଝି ଥାନ୍ତେ ତମୁକୁ ମୋହନ ବାବୁଙ୍କ ପାଖକୁ ଯିବାକୁ ପଡ଼ିନଥାନ୍ତା.

    • @lipsa5949
      @lipsa5949 Місяць тому +5

      Right

    • @AjayakumarGochhi
      @AjayakumarGochhi Місяць тому +7

      ଠିକ କଥ କହୁଛ 😂

    • @Chittaranjan.143
      @Chittaranjan.143 Місяць тому +4

      @@PravatiVlogs right brother

    • @jaymuduli4583
      @jaymuduli4583 Місяць тому +1

      Right

    • @eodia6475
      @eodia6475 Місяць тому +5

      ନବୀନ ବାବୁଙ୍କୁ ବୁଝିବାକୁ ୨୪ ବର୍ଷ ଲାଗିଲା ଆଉ ମହନ ବାବୁଙ୍କୁ ବୁଝିବାକୁ କେତେଦିନ ଲାଗିବ ଦେଖାଯାଉ। ସବୁ ସରକାର ର ଉଦ୍ଦେଶ୍ୟ ଗୋଟେ କେହି ଭଲ ନୁହଁ।କିଏ ବୁଝୁଛି ତ କିଏ ନ ବୁଝି କଳି ଲାଗୁଛି। ଆଗ ସରକାର କୁ ବୁଝିବା ପାଇଁ ସହଜ ହେଲା କିନ୍ତୁ ଏବେ ଜଉ ସରକାର ଆସିଛି ସେ Whatsapp university, IT ସେଲ , ଭଳି କିଛି ନୂଆ ଜିନିଷକୁ introduce କରୁଛି ଜଉଥିପାଇଁ ଶିକ୍ଷିତ ଯୁବ ବର୍ଗଙ୍କ ମାଇଣ୍ଡ ସହଜରେ hack ହେଇପାରିବ,ସରକାର ପାଇଁ ଜନସାଧାରଣଙ୍କ ସାମ୍ନାରେ କଳି ଝଗଡ଼ା ଲାଗିପାରିବେ ।ଏମିତି ବହୁତ କଥା ଅଛି ଯୋଉଟା ନିଜେ ଚିନ୍ତା କଲେ ଜାଣିପାରିବ।ଗଣତନ୍ତ୍ରରେ ଆମେ ଜନତା ଆମେ ସରକାରକୁ ଚେଞ୍ଜ କରିପାରିବା କିନ୍ତୁ ଆମେ ଯଦି ଭଲ ଭଲ କହି ରହିଯିବା ତାହେଲେ ସରକାରକୁ ଲୁଟିବାରେ ସହଜ ହେଇଯିବ। ମର କଥାରେ କିଛି ଜଣ କମେଣ୍ଟ୍ ଦେବେ ,ତୁ bjd ର କୁକୁର ,କିମ୍ବା କଂଗ୍ରେସ ର ଗଲାମି,bjp ର ଅନ୍ଧ ଭକ୍ତ ଇତ୍ୟାଦି। କିନ୍ତୁ ଥରେ ଚିନ୍ତା କରିବା ତମର ଅଧିକାର ଅଛି ଭଲସେ ଚିନ୍ତା କର। ଆଉ ଥରେ କହୁଛି ,ତମେ ଯଦି ଭଲ କହୁଛ କାହାକୁ ସେଇ ଲକଟି ସମସ୍ତଙ୍କ ଅପେକ୍ଷା ମାରାତ୍ମକ ହେଇଥାଏ ।କାରଣ ତାର game ରେ ତମେ ପଶିପାରି ନାହଁ।ମିଠା ଜିନିଷ ମାରାତ୍ମକ ହେଇଥାଏ କିନ୍ତୁ ପିତା ପାଟିକୁ ଖରାପ ଲାଗିଲେ ମଧ୍ୟ ଦେହ ପାଇଁ ହିତ କାରକ।

  • @UllasKumar-ve7ve
    @UllasKumar-ve7ve Місяць тому +180

    ଏବେ କ'ଣ ଅସୁବିଧା, କ'ଣ ପାଇଁ ଜନସାଧାରଣ ମାନଙ୍କ ମନ ରେ ମନ୍ଦ ଉଦ୍ଦେଶ୍ୟ ସୃଷ୍ଟି କରୁଛ.....

  • @Truth_Always_Hard
    @Truth_Always_Hard Місяць тому +79

    Naveen Patnaik ଙ୍କ ଭଳି କେହି ବି ତ ହେଇ ପାରିବେନି ଏହା ନିରାଟ ସତ୍ୟ , କିନ୍ତୁ ତୁମ ଭଳି ବି କେହି ହେଇ ପାରିବେନି

    • @durgaprasadpuhan3382
      @durgaprasadpuhan3382 Місяць тому

      Naveen pTnaik bhala loka kintu tanka bjd chamcha bhala nuhanti sabu harami

    • @Bramhan51
      @Bramhan51 Місяць тому

      @@Truth_Always_Hard Choro dolo Dalal

    • @Bramhan51
      @Bramhan51 Місяць тому

      Navin ete choro thila je ebe bi bhuliba muskil hei gola........

    • @abinashkumarsamal2802
      @abinashkumarsamal2802 10 днів тому

      @@Bramhan51 hau mgh 👻

  • @shreekalaacademy265
    @shreekalaacademy265 Місяць тому +6

    Hari,don't worry .. wait the time... mohan Majhi is a very good man❤❤

  • @brajamohanmarndi1350
    @brajamohanmarndi1350 Місяць тому +3

    25 ବର୍ଷରେ ଜୀବନରେ ନବୀନ ପଟ୍ଟନାୟକ ଙ୍କ ଚେହେରା ଦେଖି ଥିଲେ

  • @managobindaswain1076
    @managobindaswain1076 Місяць тому +32

    ନବୀନ ବାବୁ କଣ ତମର ଦୂଖ ବୁଝିପାରିଲେନି ପଚିଶ ବର୍ଷରେ ? କାଲି ସାକାଳେ ମୋହନ ମାଝୀ ଆସୁ ଆସୁ ତମର ଏତେ ଅଭିଯୋଗ କିନ୍ତୁ ନବୀନବାବୁ ପଚିଶ ବର୍ଷରେ ତମକୁ ସେଇ ଦିବ୍ୟାଙ୍ଗ ବନେଇ ରଖିଲେ ଏଥିରେ ଆପଣମାନେ ଖୁସି l ବାଃ..... ରେ ଭାଇ ବାଃ......

    • @bhaskarsahoo4783
      @bhaskarsahoo4783 Місяць тому

      ହରେ କୃଷ୍ଣ 😊

    • @biswaprakash6388
      @biswaprakash6388 Місяць тому +1

      @@managobindaswain1076 na nabin babu tanku dibyanga ru vala karideithante ete bada loka apana murkha bhali bayan dauchnti wah wah re godi bhakta sabu

    • @GitanjaliSagar-jj2bx
      @GitanjaliSagar-jj2bx 23 дні тому

      Sat bhai 25 barsharu ye dibyang achhi

  • @narendramodifan5643
    @narendramodifan5643 Місяць тому +257

    Nabin babu ଙ୍କୁ kete bheta hauthila😅 ଧନ୍ୟବାଦ tamar chinta dhara

    • @SATkaheleRATkarsi
      @SATkaheleRATkarsi Місяць тому +1

      @@narendramodifan5643 Tahele Se Mantri Sahita bheta heini boli e mantri sahita bheta heba nahi. Wah re tuma kukura chintadhara

    • @satyajitswain6994
      @satyajitswain6994 Місяць тому +10

      To vauni genhibaku douthila ebe Kai douni re

    • @RAKESHKUMAR-on9sm
      @RAKESHKUMAR-on9sm Місяць тому +5

      Nabin ra pela chata loka 😂

    • @bikram7220
      @bikram7220 Місяць тому +11

      Mahan majibmahagia ta

    • @TituMohakud-ed6lo
      @TituMohakud-ed6lo Місяць тому +1

      @@bikram7220 25 years kouthi thile re

  • @ranjannayak5373
    @ranjannayak5373 Місяць тому +63

    ବଡ଼ ଭାଇ ମନ ଦୁଃଖ କରନା ଆପଣଙ୍କୁ ପରବର୍ତ୍ତୀ ସୁଯୋଗ ନିହାତି ମିଳିବ,,

  • @Feelreaction9.9
    @Feelreaction9.9 Місяць тому +28

    ଇଆ ଭାବ ଢ଼ଙ୍ଗି କଥାରୁ ଲାଗୁନି ଏ ଜଣେ ସାଧାରଣ ଲୋକ ଏ BJD ର ମଣ୍ଡଳ ସଭାପତି ଥିଲା ଭୋଳି ଲାଗୁଛି,, ଯାହାକି 25 ବର୍ଷ କୋଉ ଲୋକ ନବୀନ କୁ ଦେଖା କରି ପରୁ ନ ଥିଲେ ଆକୁ ନବୀନ ଦେଖା ଦେଉଥିଲେ,, ଏ ଫୁଲ ଚକ୍ରାନ୍ତ ରଚା ଯାଇଛି ଏହା ଦ୍ବାରା ମୋହନ ସରକାର ଙ୍କୁ ନିନ୍ଦିତ କରିବା ପାଇଁ,,

  • @pradiptamishra1441
    @pradiptamishra1441 Місяць тому +59

    Love you Naveen sir ❤️ 🙏

    • @AkashMunda-bo8yq
      @AkashMunda-bo8yq Місяць тому +1

      @@pradiptamishra1441 English foreigner lokanku ete pasand ..chi

    • @pradiptamishra1441
      @pradiptamishra1441 Місяць тому +1

      @@AkashMunda-bo8yq mo pasanda Naveen sir Tamara jie hou mun kichhi kohuchi ki tamaku chi chha kn kohucha tame

  • @sarojbehera-jv2kc
    @sarojbehera-jv2kc Місяць тому +51

    ପ୍ରଥମ କଥା ହେଉଛି ଓଡ଼ିଶାରୁ BJD ସରକାର ର ଗଛ ମଲା ପରେ BJP ସରକାର ଆସିଲା, ଆମେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ sir, ଏହା ଦେଖିକି BJD ବାଲା ସହି ପାରୁନାହାନ୍ତି କି ହଜମ କରିପାରୁନାହାନ୍ତି ସେଥି ପାଇଁ BJD ବାଲା ଙ୍କର ଜୋର ପୋଡୁଛି🤣🤣🤣🤣🤣

    • @SangeetaSahoo-qk9hu
      @SangeetaSahoo-qk9hu Місяць тому +2

      @@sarojbehera-jv2kc nonsense

    • @spicemoneyodisha
      @spicemoneyodisha Місяць тому +4

      @@sarojbehera-jv2kc 100 % right

    • @agriculturenaturevillager7531
      @agriculturenaturevillager7531 Місяць тому

      ​@@SangeetaSahoo-qk9hu tu Bahut bhala ta poduchhi sambhaliparuni

    • @Shakti674
      @Shakti674 Місяць тому +1

      @@sarojbehera-jv2kc mara Priya neta sabu bale naveen babu au kehi nahi tanka jaga au kehi neipariba nahi ❤️ naveen Pattnaik bjd only

    • @jullysamal6626
      @jullysamal6626 Місяць тому +2

      ଆରେ ନବୀନ ଯୋଉ 24 ବର୍ଷ ଥିଲେ ତମର ଅବସ୍ଥା ଯାହା ମାତ୍ର bjp 24ଦିନ ra jaha ନବୀନ ଯୋଜନା ପଛରେ ପଡ଼ି ରଙ୍ଗ କରୁଚି ନୂଆ ଯୋଜନା ନବୀନ ଠାରୁ ଭଲ କଲେ ଲୋକ ଚୁପ୍ ହେବେ
      କାଈ ନବୀନ ପଛରେ ପଡ଼ିଛ କିରେ
      ଖାଲି tadidebu ,ମାରିଦେବୁ,ଜେଲ ପୁରେଇଦେବୁ,positive chintadhara rahile ଲୋକଙ୍କ ଲାଗି କିଛି କରିହେବ
      Vk, Nabin ପଛରେ padi udvat
      କାଣ୍ଡ,ଷଡ଼ଯନ୍ତ୍ର ଗୁଣ୍ଡlଗିରି କଲେ bjp ଏମିତି ପଛରେ ଥିବ ,ଲୋକେ ଖୁଞ୍ଚୁଥିବେ ,ଆଉ ତମେ କେଇଟା bjp କୁକୁର ଏମିତି ଭୁକୁଥିବ

  • @Odia-Maps-channel
    @Odia-Maps-channel Місяць тому +99

    ଆରେ ଭାଇ କାହିଁକି ମିଛ ଗପ ଗପୁଚ😂😂

    • @bisuvlogs2449
      @bisuvlogs2449 Місяць тому

      Tu magihi bada satua ta aau bala se kete duraru jaithila janichhu

    • @akashsethy5231
      @akashsethy5231 Місяць тому

      @@Odia-Maps-channel Tu banda sunuchu boli se gapuche

    • @user-sf6vw6kh4c
      @user-sf6vw6kh4c Місяць тому

      ​@@akashsethy5231teri ma k

  • @KalpanaOjha-ug6mm
    @KalpanaOjha-ug6mm Місяць тому +16

    TQ bro🙏🏻 Nabinbabunka bhali loka world re kehinahanti 💯

  • @BalaramNath-fe8ws
    @BalaramNath-fe8ws Місяць тому +46

    ନବିନ ବାବୁ କାହାକୁ ଦେଖାକରନ୍ତିନି ଦେଖା କରିବା ପୂର୍ବରୁ କମ କରିଦିଅନ୍ତି ସେ ଏମିତି ପ୍ରହସନ କରନ୍ତିନି ସତ୍ୟ ର ସବୁବେଳେ ଜୟ ହୁଏ ଆଗକୁ ହବ

    • @Mkgroyalffgamer
      @Mkgroyalffgamer Місяць тому

      💯Right

    • @eodia6475
      @eodia6475 Місяць тому +3

      ଏହାହିଁ ବିରାଟ ସତ୍ୟ। ନବୀନ ହାରିବାର ପ୍ରଭାବ ଆମେ ଦେଖୁଛୁ ଗାଁ ଗଣ୍ଡାରେ କଣ ପ୍ରଭାବ ପଡ଼ିଛି। କାରଣ ଗରୀବର ସରକାର ଥିଲେ ସେ

    • @manasimohanty942
      @manasimohanty942 Місяць тому

      ​@@eodia6475correct absolutely 💯

    • @Bramhan51
      @Bramhan51 Місяць тому

      Balo gaan re knn heichhi 25 barsa re😂😂😂😂😂😂😂😂😂😂😂😂😂😂

  • @ramakrushnachattarcreation7155
    @ramakrushnachattarcreation7155 Місяць тому +33

    ଆଉ ଏତେ କଥା ଯଦି ତୋର କରିଛନ୍ତି ମୁଖ୍ୟମନ୍ତ୍ରୀ
    ଆଉ କଣ ପାଇଁ ଯାଇଥିଲୁ ମନ୍ତ୍ରୀ ପାଖକୁ ହୋ... 🤓

  • @user-pl3dh7eq7e
    @user-pl3dh7eq7e Місяць тому +11

    ଇଏ ଭିର୍ନକ୍ଷମା ନହେହଟିଲେ ପାଣ୍ଡୁ ନହେଲେ ବବି ଦାସ ଜାଗାରେ ଥାଆନ୍ତା ମିଛ କହିବାରେ ମାହୀର

  • @dillipkumarsahu2139
    @dillipkumarsahu2139 Місяць тому +36

    ଆଛା ବାବୁ ପୂର୍ବରୁ ନବୀନ ବାବୁଙ୍କୁ କେତେ ଥର ଦେଖା କରିଛୁ ଟିକେ କହିବ ତ?

  • @Rhahulnaik1449
    @Rhahulnaik1449 Місяць тому +2

    ଜୟ ଜଗନ୍ନାଥ ବହୁତ ସୁନ୍ଦର କହୁଛନ୍ତି ଭାଇ ଧନ୍ୟବାଦ୍।

  • @Ranjitbarik-yt3mk
    @Ranjitbarik-yt3mk Місяць тому +2

    Naveen Patnaik CM odissa all time favourite

  • @user-sp1wl9yc7q
    @user-sp1wl9yc7q Місяць тому +72

    BJP ସରକାର ୩୦୦୦ ଟଙ୍କା ଭତା ଦେଲେ BJD ସରକାର ଠାରୁ ବହୁତ ଆଗରେ

    • @manorajanmohanty5291
      @manorajanmohanty5291 Місяць тому

      @@user-sp1wl9yc7q baba re aga dau bjp sabu luti naba

    • @benusahu6299
      @benusahu6299 Місяць тому +13

      ତୋ ବାପା ଦେଇଛି 3000

    • @bhagbatpradhan2365
      @bhagbatpradhan2365 Місяць тому +6

      ମିଳିଚି କି ଆରେ ଛୋଡ଼ି ପୁଅ ହାତକୁ ଆସିଲେ କହିବୁ ହେଲା

    • @swagatsahu6100
      @swagatsahu6100 Місяць тому +1

      Kebe miliba 3000 tanka kalakara sahayata tanka 2000 aji parjanta bjp sarkar deinahi jun July re baki achhi

    • @jyotiprakash4361
      @jyotiprakash4361 Місяць тому

      @@user-sp1wl9yc7q aree bhai khali paisa dei dele hebani Odisha rah GDP growth hebani besi Paisa dele

  • @sibaramjena1650
    @sibaramjena1650 Місяць тому +7

    God bless u Bhai

  • @subaldas9613
    @subaldas9613 Місяць тому +30

    ଧନୀଙ୍କ ପାଇଁ ମୁଖ୍ୟ ମନ୍ତ୍ରୀ ମୋହ ମାଝୀ ଗରିବ ଙ୍କ ପାଇଁ ନୁହଁ ଗୋଟେ ସାଧାରଣ ଲୋକଟି ଗଲେ ନିରାଶ ହିଁ ହବ କିଛି ହବନି

  • @kunamurmu822
    @kunamurmu822 Місяць тому +10

    ପୁରା ମିଛକଥା କହୁଛ ଭାଇ ତୁମକୁ ୩୦୦୦.ଟଙ୍କା ଭତା ଦେଲାପରେବି ଏତେମିଛ

  • @rajeshjena59
    @rajeshjena59 Місяць тому +11

    ତମେ ଭିନ ଖ୍ୟମ ଲୋକ ହେଇକି ଏତେ ମିଛ କହୁଛ
    କେତେ ଟଙ୍କା ନେଇଛୁ ରେ ଗାଲୁଆ
    ତୁତ ବଡ଼ ଚାମଚା ଜଣା ପଡୁଛୁ
    ମୁ ନିଜେ ଅଭିଯୋଗ ପ୍ରକଷ୍ଠ କୁ ଦୁଷ୍ଟି ହୀନ ଲୋକଙ୍କୁ ନେଇକି ଯାଇଛି 1000 ରୁ 5000 ଲୋକ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଦେଖା କରୁଛନ୍ତି ଓ ଆମେବି ଦେଖା କଲୁ ପୁଣି ଆଗରେ
    ଭଗବାନ ଘୋଡା କୁ ସେଥିପାଇଁ ସିଙ୍ଗ ଦେଇନାହାନ୍ତି 🙏🙏🙏🙏🙏🙏

    • @binayaktripathy857
      @binayaktripathy857 Місяць тому +1

      @@rajeshjena59 Tu galua na janiki kn pain kahuchu kire

  • @jayhind6187
    @jayhind6187 Місяць тому +21

    ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ର ଦେଖା କରିବା ପାଇଁ ବ୍ୟବସ୍ଥା କରାଯାଉ ।

    • @minatisahoo355
      @minatisahoo355 Місяць тому

      ନବିନ କେତେବ୍ୟବସ୍ଥା କରିଥିଲେ ଭିନ୍ନକ୍ଷମମାନଙ୍କପାଇଁ ତୁମଠାରୁ ଅଧିକାକେହିଯାଣିନାହାନ୍ତି ନଦିନକୁ ୨୫ ବର୍ଷ ସୁଯୋଗ ଦେଲମୋହନଙ୍କୁ ୨୫ମାସ ସୁଯୋଗ ଦେବ ତା ପରେ ବାଇଟ ଦେଲେ ଭଗବାନ ତୁମର ମଙ୍ଗଳକରିବେ

  • @user-fr2ru9of4w
    @user-fr2ru9of4w Місяць тому +58

    ସବୁ ତ ଅଛି କାହିଁ ବାଳକୁ ଆସୁଥିଲୁ

  • @pradeeppradhan9741
    @pradeeppradhan9741 27 днів тому +2

    Naveen sir great cm

  • @Reenabehera0
    @Reenabehera0 Місяць тому +7

    Apana thik kahuchhanti bhaina 🙏🏻 Jay jagannath 🙏🏻🙏🏻🙏🏻🙏🏻

  • @pk5993
    @pk5993 Місяць тому +32

    ପୂର୍ବ ସରକାର ନିର୍ମଳ ଭାବମୂର୍ତ୍ତି ଭିତରେ ବହୁତ୍ କିଛି କାଣ୍ଡ କାରନାମା 😢😢😢😢😢😢

  • @rihanguha3654
    @rihanguha3654 Місяць тому +2

    Odisha ka real king naveen Patnaik sir❤

  • @Mr24811
    @Mr24811 Місяць тому +70

    ଆମ ଓଡ଼ିଶା ର ଗର୍ବ ଥିଲେ ଆମ ନବୀନ ବାବୁ ତାଙ୍କ ପରି ମୁଖ୍ୟମନ୍ତ୍ରୀ ପାଇବା ଅସମ୍ଭବ ନବୀନ, ନବୀନ ଆମ ମାନଙ୍କ ର ପ୍ରିୟ ଥିଲେ ❤❤❤

    • @shyamsundarsingh8668
      @shyamsundarsingh8668 Місяць тому +1

      ସମସ୍ତଙ୍କର ପ୍ରିୟ ହେବା ଦରକାର

    • @sanghamitradas371
      @sanghamitradas371 Місяць тому +5

      Nabin tamaku eka dekha karuthile

    • @Kumarbasant9938
      @Kumarbasant9938 Місяць тому +4

      ହଁ ହଁ ଭାଇ ସତ କଥା ନବୀନ ବାବୁ 25ବର୍ଷ ରହିବ ଭିତରେ cm ସାଧାରଣ ଲୋକସାଥେ ବସି ଭୂଜି ଖାନ୍ତି ବା

    • @Gopalkrushnapatra-15490
      @Gopalkrushnapatra-15490 Місяць тому +2

      ହଁ ରେ ତତେ 25 ବର୍ଷ କାନ୍ଧରେ ପକାଇ ବୁଲାଉ ଥିଲେ

    • @biswajeetnayak6044
      @biswajeetnayak6044 Місяць тому

      Thik katha Bhai Naveen tanka bari pate jauthile 😅

  • @bijayamoharana344
    @bijayamoharana344 Місяць тому +6

    I miss you nabin Sir Jay Jagannath Jay BJD 👍🙏👏

  • @SKJ-vh8kv6rp9l
    @SKJ-vh8kv6rp9l Місяць тому +21

    ନବୀନବାବୁଙ୍କୁ କିଏ ଭେଟିଛ ଆଗ ହାତ ଟେକ।ଏ ସଳାଟି ଫୁଲ୍ ଶଙ୍ଖ ପାଟିଟା ସେଥିପାଇଁ ନବୀନକୁ ଟେକୁଛି

  • @Aslp.Chitaranjan
    @Aslp.Chitaranjan Місяць тому +2

    Always Supported DIVYANGJAN ❤💪🏼

  • @F56980
    @F56980 Місяць тому +10

    ଭାଇ ତୁମେ ସତ କହୁଚ କି ମିଛ କହୁଚ ଆମେ ଜାଣିନୁ।ତୁମେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ସାକ୍ଷାତ କରିଥିଲ ସେ କାହିଁକି ତୁମର ଅସୁବିଧା ଦୂର କଲେନାହିଁ ଆଉ ମୋହନ ସାର୍ ତ ଅନେକଙ୍କ ସହିତ ସାକ୍ଷାତ କରୁଛନ୍ତି ବୋଲି ମିଡିଆ ମାଧ୍ୟମରେ ଜାଣୁଛୁ।ତୁମେ ଜଣେ ଦିବ୍ୟାଙ୍ଗ। କାହାରି ପ୍ରରୋଚନାରେ କିମ୍ବା ମନରେ କୁଚିନ୍ତା ରଖି ଏଭଳି ମନ୍ତବ୍ୟ ଦିଅନାହିଁ। ଭଗବାନ ବୋଲି ଜଣେ ଅଛି।

    • @freegyankosh
      @freegyankosh 3 дні тому +1

      @@F56980 right bro ei katha jadi tk bhala news chanel re asanta ta hele biswas huanta kintu emane michha kahuchhanti boli bada news chanel re bite daunahanti karana jadi michha kahuthiba sangatik heba 👍

  • @prafulapapu7046
    @prafulapapu7046 Місяць тому +72

    ସବୁ ତୋ ହୋଇଛି ପୁଣି କାହିଁ ଦେଖା କରିବାକୁ ଆସୁଛୁ

  • @abhinandansutar197
    @abhinandansutar197 Місяць тому +6

    ନବୀନ ବାବୁ best 💚

    • @rabatipatra6589
      @rabatipatra6589 Місяць тому +1

      Nabin sir nka seba Kariba jao

    • @abhinandansutar197
      @abhinandansutar197 Місяць тому

      @@rabatipatra6589 24ବର୍ଷ ହେଲା ସେବା କରୁଥିଲେ ଓଡିଶାବାସୀ ଙ୍କର ତୁମେ ପାଇନ ବୋଧେ 😊

  • @satyabratasethi444
    @satyabratasethi444 Місяць тому +8

    25yr BJD rule re kouthi thila ho

  • @nabakishoresubudhi2647
    @nabakishoresubudhi2647 Місяць тому +33

    ସେଇ ମାନ୍ୟବର ପାଖକୁ ଯାଅ ଆହୁରି ଆୱାର୍ଡ ପାଇବ.....

  • @ramaojha1074
    @ramaojha1074 Місяць тому +37

    ପୂର୍ବ ସରକାର ମୁଖ୍ୟମନ୍ତ୍ରୀ ଙ୍କୁ କେତେ ଥର ଦେଖା ହୋଇଥିଲା

  • @bharatturuk3163
    @bharatturuk3163 Місяць тому +3

    Nyc acting Bhai

  • @e-bagwani3415
    @e-bagwani3415 28 днів тому +1

    ଗାଁ ସରପଞ୍ଚ ଦେଖା ଦେଉନାହାନ୍ତି ସେ ମୁଖ୍ୟମନ୍ତ୍ରୀ ହେଇ କି ଯେତିକି ସମ୍ଭବ ଦେଖା କରିଛନ୍ତି ଲୋକ ଙ୍କ ସହ

  • @SaratParida-ww4mp
    @SaratParida-ww4mp 8 днів тому +2

    ଆରେ ତୋ ଛାତିରେ ହାତ ରଖି କହିଲୁ ତୁ ଭୋଟକାହାକୁ ଦେଇଛୁ ଭକୁଆ ତୁତ ନବିନକୁ ଟେକୁଚୁ ତୋତେ ମୋହନ କାହିଂକି ଦେବ

  • @dillippanda2603
    @dillippanda2603 Місяць тому +24

    Bhai thik katha kahicha...a sabu lokodekhania mukhya mantri nk😂😂😂

  • @odishac.c5306
    @odishac.c5306 Місяць тому +16

    ଆରେ ଭାଇ ନବିନ ବାବୁ ତୁମର ଦୁଃଖ,୨୦୦୯ ସୁଣିଥିଲେ,
    ଆଉ କ'ଣ ବାକି ରହିଲା ଜେ
    ଆସିଥିଲେ, ଆଜି ଜେଉଁ ମାନେ ଆସୁଛନ୍ତି
    ସେମାନେ, ନବିନ ବାବୁ ଙ୍କ ପାଖରୁ ନିରାଶା ହେଇ ଥିଲେ, ସେଥିପାଇଁ ମୋହନ ସାର୍ ଙ୍କ
    ପାଖକୁ ଆସୁଛନ୍ତି,
    ତୁ କ'ଣ କାହାର ଟେକି ବାକୁ ଆସିଥିଲୁ

    • @ritubehera5103
      @ritubehera5103 Місяць тому

      Tu 2009 re paikhana paithilu aou 2024 re reparing karibuna na nahni sethipain emane subidha magibaku jaithile murkha mantri sunilani

  • @AnantramMajhi
    @AnantramMajhi Місяць тому +20

    ଯଦି ତୁ ନବିନ କୁ ପୁର୍ବରୁ ଭେଟିସାରିଛୁ ନୂଆଁ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ଆବଶ୍ୟକ ନାହିଁ, ତୋର ସବୁ ସମସ୍ୟାର ତ ସମାଧାନ ହେଇସାରିଥିବ ।

  • @manoranjanmndal1578
    @manoranjanmndal1578 Місяць тому +12

    Modi order ନ ଦେଲେ କଥା ହୋଇ ପାରିବ ନାହିଁ।

    • @subhadabehera3586
      @subhadabehera3586 Місяць тому

      @@manoranjanmndal1578 kn bhabucha Tama English khia nabeen supporting nathile kichi kareni

  • @AmanNayak-kg1bn
    @AmanNayak-kg1bn Місяць тому +4

    I miss you Naveen sir 💚🙏

  • @basantkumarmohanty7602
    @basantkumarmohanty7602 13 днів тому +1

    I love you Naveen sir

  • @GirishchandraDhir
    @GirishchandraDhir Місяць тому +2

    ଆରେ ଭାଇ ତୁମେ ପାଣ୍ଡିଆ ନର ସେ ବସିଥିବା ଚେୟାର ର ଗୋଡ଼ ତଳେ ବସି ନବୀନ ବାବୁଙ୍କର ଫାଇଲ ପତ୍ର କାମ କରନ୍ତି କଣ ତାଙ୍କୁ ନବୀନ ବାବୁ ସେଥିପାଇଁ ଡାକନ୍ତି। ଆରେ ଭାଇ ଟିକେ ଧର୍ଯ୍ୟ ଧର୍ । ଅଗୁରୁ ତ ନବୀନ ତୁମର କିଛି କରି ନାହାନ୍ତି ଯେ ମୋହନ ସର କାର ପାଖକୁ ଯାଉଚ

  • @ashwinisahu6584
    @ashwinisahu6584 Місяць тому +3

    Mohan sarkar zindabad

  • @AshokkumarMahanta-cs9dw
    @AshokkumarMahanta-cs9dw Місяць тому +16

    ମହନ ଭାଇ ରାବଣ ଠାରୁ ଅଧିକ ଶକ୍ତିଶାଳୀ କିମ୍ବା ଜ୍ଞାନୀ ନୁହନ୍ତି l

  • @iloveumom6311
    @iloveumom6311 24 дні тому +1

    Mahan majhi Odisha good cm..

  • @rubyswain5115
    @rubyswain5115 Місяць тому +1

    A bhai janaka realy kahuchhanti 👍

  • @bhabagrahisahoo-ji5oh
    @bhabagrahisahoo-ji5oh Місяць тому +32

    ଇଏ ହେଉଛି ଅଦାନୀ ଅମ୍ବାନୀଙ୍କ ମନ୍ତ୍ରୀ ଗରିବଙ୍କ ପାଇଁ ନୁହେଁ

    • @lifeofodia195
      @lifeofodia195 Місяць тому +1

      ସତ କଥା ଆମ ସାଧାରଣ ପିଲାଙ୍କ ପାଇ ନୁହେ ଜୋର ଜାର ମୁଲକ ତାର 😔ଚକା ଆଖି ସବୁ ଦେଖୁଛି

  • @parikshitamajhi6160
    @parikshitamajhi6160 Місяць тому +26

    Naveen sir ❤️❤️❤️❤️

  • @Kendrapadakitchen07
    @Kendrapadakitchen07 Місяць тому +1

    Mohan sir is great

  • @uttamurma1278
    @uttamurma1278 Місяць тому +1

    Nabin Patnaik ❤❤❤ is great heuma being

  • @Reenabehera0
    @Reenabehera0 Місяць тому +4

    Jay jagannath bhaina 🙏🏻 Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @Gopalkrushnapatra-15490
    @Gopalkrushnapatra-15490 Місяць тому +5

    ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁମର ସବୁ ଅଭିଯୋଗ ଶୁଣିଥିଲେ ତ ପୁଣି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପାଖକୁ କାହିଁକି ଯାଇଥିଲୁ
    କାହିଁକି ସବୁ ଏମିତି ହେଉଛ ଆମେ ମଧ୍ଯ ଗରିବ
    ଚାହୁଁ ଚାହୁଁ ୫ବର୍ଷ ଲେଖାଁଏ ଚାଲିଯାଉଛି ୫୦ କି ୬୦ ବର୍ଷ ବୟସ ହେଲେ ମରିବ କି ବାଳକୁ ମାଗଣା କୁ ଆଶା କରିବ
    BJD, Congress, BJP ଦଳ ଅଲଗା ଅଲଗା କିନ୍ତୁ ସେମାନେ ମଧ୍ୟ ତମ ଭଳି ମାଗଣା ଖିଆ

  • @surjayomalik8373
    @surjayomalik8373 Місяць тому +1

    Cm Naveen patnayak no1 achi au rahibe madhya love you Navin sir I respect you sir

  • @Lion0091
    @Lion0091 Місяць тому

    ଆଉ ତମେ ନବୀନ ଫେନ୍ ସେକଥା କହୁନ ତୁଚ୍ଛା ଟାରେ ଡ୍ରାମ କରୁଛ, ମୁଁ ଦେଖା କରିପାରିଲିନି ମୋର ଆଳତି ଉତାରିଲେନୀ କହୁଛ 😂

  • @bhaskarsahoo4783
    @bhaskarsahoo4783 Місяць тому +3

    ଆପଣଙ୍କର ପୂର୍ବ ଜନ୍ମରେ କିଛି ଭୁଲ୍ କରିଥିଲେ ସେଥିପାଇଁ ଆପଣଙ୍କୁ ଦିବ୍ୟାଙ୍ଗ ଶରୀର ମିଳିଛି।
    ଏବେଠାରୁ ଭଲ କିଛି କରନ୍ତୁ ନେଷ୍ଟ ଜନ୍ମ ରେ ଦିବ୍ୟ (ଭଲ) ଶରୀର ମିଳିବ।

  • @parthananda5208
    @parthananda5208 Місяць тому +4

    Ur right sir

  • @sunelibaliarsingh208
    @sunelibaliarsingh208 Місяць тому +1

    Good Bhai bhala kahila

  • @Bobi_Godsdaughter
    @Bobi_Godsdaughter Місяць тому +2

    Long live Naveen Patnaik

  • @arupkumardas7632
    @arupkumardas7632 Місяць тому +9

    Naveen sir is great

  • @SangramBeuria
    @SangramBeuria Місяць тому +11

    ନବିନ ପଟ୍ଟନାୟକଙ୍କ ଙ୍କୁ କେତେଥର ଦେଖା ପାଇଛନ୍ତି ଦିବ୍ଯାଙ୍ଗ । ତମ ବ୍ୟକ୍ତିଗତ କଥା କୁହନ୍ତୁ ନାହିଁ ।ତମେ ବିଜେଡି ର ଚାମଚା ସୁଲତାନ ଦେଓ ଅଶୋକ ପଣ୍ଡା ର ଚାମଚା ନିଜ ବ୍ଯାକ୍ତିଗତ କଥା କୁହନ୍ତୁ ନାହିଁ

  • @user-py2gf4eq6y
    @user-py2gf4eq6y 22 дні тому +1

    Great naveen sir

  • @SujotaHantal
    @SujotaHantal Місяць тому +1

    Miss you Navin pattnayak

  • @Janaki___mukhi_97
    @Janaki___mukhi_97 Місяць тому +3

    ତମଭଳି ଅନେକ ଦିବ୍ଯାଙ୍ଗ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖା କରୁଛନ୍ତି ।ତୁମେ କହୁଛ ତମକୁ ମୁଖ୍ୟମନ୍ତ୍ରୀ ଦେଖା କରିଲେନି। ତୁମର କଥାରୁ ଜଣା ପଡୁଛି ତୁମର ସେମିତି କିଛି ଅଭିଯୋଗ ନାହିଁ। ତୁମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ କଥା କହିବାକୁ ଯାଉଛ। ମୁଁ ୨୦୧୨ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦେଖାକରିବାକୁ ଯାଇ ଯାଇ ଏବେ ୨୦୨୪ରେ ପାଳି ପଡ଼ିଲା ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ।

  • @sbehera5051
    @sbehera5051 Місяць тому +9

    ସୁନ୍ଦର ଗପ

  • @SHREETAMPARIDA3212
    @SHREETAMPARIDA3212 Місяць тому +2

    Ek number toutar

  • @sbmusicalallgroup7992
    @sbmusicalallgroup7992 10 днів тому +1

    ବିଜେଡି କାହିକିଁ କଲା ନାହିଁ ତୋର କାମ ତାକଂ ସମୟ

  • @himansunath3557
    @himansunath3557 Місяць тому +6

    25 ବର୍ଷ ରେ ନବିନା ku କେତେଥର ଦେଖା କରିଥିଲୁ କିରେ ଶଳା

  • @user-sj6vw5kw7h
    @user-sj6vw5kw7h Місяць тому +3

    Jay jaganath Bhai ❤❤❤❤❤❤❤

  • @jagannathdash9385
    @jagannathdash9385 24 дні тому +1

    Nabin pattanik really Hero

  • @user-lj5mj8vb6u
    @user-lj5mj8vb6u 7 днів тому +1

    Nabinbabu jindabad cm ❤❤❤❤❤

  • @user-sp1wl9yc7q
    @user-sp1wl9yc7q Місяць тому +8

    BJP ସରକାର ଭତା ବଢାନ୍ତୁ😢😢😢😢😢😢😢😢😢😢😢😢

    • @s....p7120
      @s....p7120 Місяць тому

      🤣🤣🤣

    • @SsPix23
      @SsPix23 Місяць тому

      ୨୫ବର୍ଷ ରେ naveen କେତେ ବଢ଼େଇଛନ୍ତି?

  • @mkdijitalpointkailashpur4526
    @mkdijitalpointkailashpur4526 Місяць тому +3

    ଚୋର ମାଗିଆ ତୁ ଛୋଟ na ହେଇଥିଲେ kan କରିଥାନ୍ତୁ re

  • @user-ip3dr2nb2n
    @user-ip3dr2nb2n Місяць тому +2

    ଆଗରୁ ନବୀନ ପଟ୍ଟନାୟକ ପାଖକୁ କେତେଥର ଯାଇଛୁ ତର କଥା ଶୁଣି ଲାଗୁଚି ତୁ ଗୋଟେ ମନ୍ତ୍ରୀ

  • @narmadanayakshubhra8457
    @narmadanayakshubhra8457 Місяць тому

    Mohan Majhi is the best CM of Odisha

  • @AmanNayak-kg1bn
    @AmanNayak-kg1bn Місяць тому +3

    Right

  • @Bahadhulbariha
    @Bahadhulbariha Місяць тому +10

    ଜୟ ନବୀନ 🙏🙏🙏

  • @MethaMhalo
    @MethaMhalo 22 дні тому +1

    ଆଗ ଜନ୍ମରେ କ'ଣ ପାପ କରିଥିଲୁ ଯେ ଏ ଜନ୍ମରେ ଦିବିୟାଗ ହୋଇ ଜନ୍ମ ହୋଇଛୁ , ଫେର୍ ବି ପର ର ଭଡୁଆମି ଛାଡୁନୁ । ବିଜେଡି ଭଡୁଆ । ଭଲ ମଣିଷ ହୋଇଜା

  • @shyamnaik658
    @shyamnaik658 Місяць тому +1

    ଏବେ ଯୌମାନେ ଦେଖା କରୀକି ଏତେ ବଡ ବଡ କଥା କହୁଛନ୍ତି ତାହେଲେ ସେମାନେ ପଇସା ଖାଇଛନ୍ତି ଆଊ 😂😂

  • @bireswarbishi7980
    @bireswarbishi7980 Місяць тому +7

    ଯାଉନ ନବୀନ ପଟ୍ଟନାୟକଙ୍କର ସେହି ଚାକର ଗୁଡ଼ାକୁ ଭେଟିକି ଆସିବୁ। କାଇ ଚାକର ଆଉ ନେତା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ବାବୁ ବୁଝିଲ। ନବୀନ ପଟ୍ଟନାୟକଙ୍କୁ କେତେ ଥର ଦେଖା କରିଛ ୨୫ ବର୍ଷରେ ୨୫ ଦିନରେ ଏତେ କଥା କାଇଁ ଆଗରୁ ତୋ କୁକୁର ଭଲି ବୋବୋଉ ନଥିଲ ଏବେ ଏତେ ମିଆଁଉ କାହିଁକି। ଜଣା ପଡୁଛି ଚାକରର ଚାକର ତୁମେ ଏହା ହିଁ ତୁମ କାମ।

  • @papunadas9025
    @papunadas9025 Місяць тому +5

    ହଉ ହେଲା ନବୀନ sir ଥିଲା ବେଳେ କୋଉଟି ଥିଲା ଏବେ କନ୍ ପାଇଁ ଆସିଛୁ , ନବୀନ sir Kan to paen karichi

  • @pitambersethi7403
    @pitambersethi7403 Місяць тому +1

    jay mohan bhai❤❤

  • @duryodhanswain8174
    @duryodhanswain8174 Місяць тому +1

    Jay Jagannath 🙏🙏🙏🙏🙏🙏🙏

  • @aloksahoo2776
    @aloksahoo2776 Місяць тому +4

    Mohan majhe no 1 cm🙏🙏🙏🙏

  • @technicaldipti3444
    @technicaldipti3444 Місяць тому +8

    ଶଳା ଗୋଟେ ମାସ ହୋଇଛି ଅପେକ୍ଷା କର

  • @rakeshpradhan6972
    @rakeshpradhan6972 Місяць тому

    God Bless you Bro ❤ 🙏 🙌

  • @user-xw9tb7iv4g
    @user-xw9tb7iv4g Місяць тому +1

    Jay Naveen sir 🙏

  • @kumarrabindra
    @kumarrabindra Місяць тому +7

    Mohan mahji ko hatao