Bargarh School Shut Down: ବରଗଡ୍, ଭଟଲି ଭିଞ୍ଜେତରା ଆଶ୍ରମ୍ ସ୍କୁଲନ ତାଲା ପକାଲେ ଛାତ୍ରଛାତ୍ରୀ ଆର୍ ଅଭିଭାବକ

Поділитися
Вставка
  • Опубліковано 5 вер 2024
  • ବରଗଡ୍ ଜିଲ୍ଲା ଭଟଲି ବ୍ଲକ୍ ଭିଞ୍ଜେତରା ଆଶ୍ରମ୍ ସ୍କୁଲ୍ ନେ ତାଲା । ତାଲା ପକେଇଛନ୍ ଛାତ୍ରଛାତ୍ରୀ ଆର୍ ଅଭିଭାବକ । ଶିକ୍ଷକ ଅଭାବକେ ନେଇ କରି ଅଭିଯୋଗ ହେଇ ଆସୁଥିଲା । ବାରମ୍ବାର୍ ଜିଲ୍ଲା ଶିକ୍ଷା ମଙ୍ଗଲ୍ ଅଧିକାରୀଙ୍କର୍ ଠାନେ ଅଭିଯୋଗ୍ କରଲା ପରେ ବି କେହି ଶୁନୁ ନାଇଁଥାଇ । କେନସି ଉପାୟ ନାଇଁ ପାଇ କରି ଶେଷକେ ସ୍କୁଲନେ ତାଲା ପକେଇଛନ୍ ଛାତ୍ରଛାତ୍ରୀ ଆର୍ ଅଭିଭାବକ । ଭିଞ୍ଜେତୋରା ଆଶ୍ରମ ସ୍କୁଲନେ ପ୍ରଥମ ଶ୍ରେଣୀନୁ ଅଷ୍ଟମ୍ ଶ୍ରେଣୀ ତକ୍ ଅଛେ । ସେନୁ ୧୦୪ ଝନ୍ ଛାତ୍ରଛାତ୍ରୀ ପାଠ ପଢୁଥିବାର ବେଲକେ ବହୁତଟେ ଛାତ୍ରଛାତ୍ରୀ ହେଷ୍ଟେଲ୍ ନ ରହି କରି ପାଠ୍ ପଢୁଛନ୍ ।
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #BargarhBhatli #GuardiansSchool #TeacherShortage #SchoolClosure #ParentProtest #EducationCrisis #LocalNews #IndiaNews #BreakingNews

КОМЕНТАРІ •