Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
Bhai dhana vala hauchi but bese ବଢୁଛି ଆଉ ଓଜନ ମଧ୍ୟ ଆସୁଚି ଧାନ ତ ମୁ କରିଛି a barsa
କହିଥିଲେ ଏ କିସମ ଧାନ ତଳେ ଶୋଇବନି, କିନ୍ତୁ ଆମ ଗାଁ ର ପ୍ରାୟ ସବୁ ଚାଷୀ ଙ୍କ ବିଲରେ ଧାନ ଥୋଡ ହେଉ ହେଉ ଶୋଇ ଯାଇଛି,କି ଧାନ ସେ ହେଵ
Top seed.
କେତେ ଦିନିଆ ଧାନ କହିଲେନି
Kalachampa bilambakisama helemadhya bhaladhana .Adhika panirehaba .Agaru jao bihanathila padeni Abera kalachampa padijaochi .
Bahut sundar
Thanks
Bhi a bihanakemitimiliba
ଧାନ ଗଛ ଶୀଘ୍ର ଶୋଇ ପଡୁଛି. କୋଉ ସାର କୋଉ ହିସାବରେ ଏକର ପ୍ରତି ଦେଲେ ଗଛ ପଡ଼ିବନି ଓ ଅମଳ ଭଲ ହେବ. ଜଗତସିଂହପୁର, ଓଡିଶା
କଲାଚଂପା ଧାନ ବିଳମ୍ବରେ ରୋଇଛନ୍ତି ।ପାଣି ସମସ୍ୟା ହେବନିତ ? ଧାନ ,ଥୋଡ ବାହାରିବା ସମୟରେ ଝିନ୍ତିକା ଓ ଛଗୋଡ଼ିଆ ଲାଗିବାର ଯଥେଷ୍ଟ ସମ୍ଭାବନା ଅଛି,ଚାଷୀ ଭାଇମାନେ ସେଥିପାଇଁ ସଜାଗ ରହିବା ଆବଶ୍ୟକ ।ଏହା ଏକ ଭଲ ଅମଳକ୍ଷମ ବିହନ,ଏଥିରେ ସନ୍ଦେହ ନାହିଁ । ତଥାପି ବିଳମ୍ବରେ ରୋଇଥିବାରୁ,ଏକର ପ୍ରତି ହାରାହାରି ଅମଳ କେତେ ହେଲା,ଦୟାକରି ଟିକିଏ ଉତ୍ତର ମାଧ୍ୟମରେ ଜଣେଇବେ ।
ନମସ୍କାର ସାର, କଳାଚମ୍ପା ଚାପ ସହଣି ବିଳମ୍ବ କିସମ, ରୋଗ ପୋକ ସହ ପରିବେଶ ଚାପ ସହଣି କ୍ଷମତା ରହିଛି। ତଥାପି ଅମଳ ପରେ ଚାଷିଙ୍କ ପ୍ରତିକ୍ରିୟା ନେବୁ, ଧନ୍ୟବାଦ୍।
Nim oil litre ku 5ml adv spray karantu 20 days cover karideba
Dhana ku goru khaibaru kemoti rokiba
Sir berhampur milibaki
Kalachampa anadhi kete 'Acer ku amala kete
ଶବ୍ଦରୁ Sabuthu bear Dhananjay
ଧନ୍ୟବାଦ
କଳା ଚମ୍ପା ଧାନ ବିକ୍ରି ହେଉନାହିଁ।
କେତେ ଅମଳ ହୋଉଛି
Sir chikitti ry milidaki
Very late Verity 162 to 170 days
6
Faltu dhan mandi discolored kahi pheraidia

ଶବ୍ଦରୁ
Sabuthu bear Dhananjay