Bjp BJP ko Odisha chhodana Padega .Nahin to mother Logon Ko salary Dena Padega .Kyunki Pet Ka Sawal hai.. Mahila Srishti karta hai vinash bhi Khud karvata hai.jago modi ji. Rigved mein spasht likha hai
Engage them for environmental works such as plantation ,watering to plants by bottle fix near root system in hot season, filling of ponds by rain water through drains etc.
ସବୁ ନାଟର ଗୋବର୍ଦ୍ଧନ ବିଜେଡି ସରକାର, ଗାଦିରେ ଥିଲାବେଳେ ସରକାର କଣପାଇଁ ଏହାର ସମାଧାନ କଲେନାହିଁ, ପ୍ରମିଳା ମାଡାମ କହୁଛନ୍ତି ଭୋଟପାଇଁ କରିହେଲାନି, କି ପ୍ରକାର ମହିଳାମାନଙ୍କୁ ବୋକା ବନାଉଛନ୍ତି ବିଜେଡି ସରକାର, ମା ମାନେ ହୁସିଆର ହୁଅନ୍ତୁ ଏ ରାଜନୀତି ବୁଝିବା ବହୁ କଷ୍ଟ 🙏
Are bhai...nua sarkar marbar katha bi jitla bele
Jitiba pare gote katha
Are jadi bjd Kalani ତାହେଲେ bjp Karu karana sete bele bjd bjp ekthile
Pandian ku karidaba
👍👍👍👍
ମିଶନ ଶକ୍ତି ବନ୍ଦ କର। ଫାଲତୁ କାମ। କି କାମ କରୁଛନ୍ତି। କୋଉ ପରୀକ୍ଷା ଦେଇଛନ୍ତି।ବିଜେଡି ପାଇଁ ପଇସା ବାଣ୍ଟିଥିଲେ
Tame news dekhuchha mission Shakti ra kama kana Jana nhi tamaku bodhe tama gp re css nhi
Tu mo bala janichhu@@ThakurSuna-v1h
କାମ kn janina ଫାଲତୁ kama boli Kemiti kahuchha,
Right
Pura faltu kamo
କ୍ଷମତା ପାଇଁ ବିଜେଡି ସବୁକିଛି
ଅନୈତିକ କାର୍ଯ୍ଯ କରିପାରେ
ନା କିଛି ପରୀକ୍ଷା ନା କିଛି ଯୋଗ୍ୟତା ଆଧାର ରେ ବିଜେଡି ଏମାନଙ୍କୁ ଚାକିରୀ ଦେଇଛି
ହଜାର ହଜାର ପିଲା ଗ୍ରାଜୁଏସନ ପିଜି କରି ଚାକିରୀ ପାଇଁ ଅପେକ୍ଷା କରିଛନ୍ତି 5000 ର ଚାକିରୀ ଭି ମିଳୁନି ଆଉ ଏମାନେ କିଛି କାମ ନାହିଁ ଏମାନେ କହୁଛନ୍ତି ଆମକୁ 10000 ତ କାହାକୁ 18000 ଦରମା ଦରକାର 😂😂😂
ବିଜେଡି କେବଳ ଭୋଟ ପାଇଁ ଏମାନଙ୍କ ସହ ବିଶ୍ୱାସ ଘାତ କରିଛି
ଏମାନେ ସବୁ ଗୃହିଣୀ ହେଇକି ଥିଲେ।
ତାଙ୍କ ସ୍ଵାମୀ ମାନେ ରଜଗର କରୁଛନ୍ତି।
ଏବେ ଏମାନେ କହୁଛନ୍ତି ଆମେ କେମିତି ପରିବାର ଚଲେଇବୁ।
5 ବର୍ଷ ପୂର୍ବରୁ ଯେମିତି ଚଲଉଥିଲ ସେମିତି ଚଲାଅ।
ଠିକ କହିଛ
ମିଶନ ଶକ୍ତି ବଂଦକର
ମିଶନ ଶକ୍ତି ବନ୍ଦ ହେଉଯାଉ
Bandh heigale kau _ re chalibu.... Economic development hauchi 82% eei mission sakti re
Bjp BJP ko Odisha chhodana Padega .Nahin to mother Logon Ko salary Dena Padega .Kyunki Pet Ka Sawal hai.. Mahila Srishti karta hai vinash bhi Khud karvata hai.jago modi ji. Rigved mein spasht likha hai
Ta kathare band heba
ବନ୍ଦ ହଉ , ବନ୍ଦ ହଉ
Tor kana lav heba@@Ranjankumar-fz8xj
ସ୍କୁଲ ରେ ଶିକ୍ଷକ ନାହାଁନ୍ତି ଡାକ୍ତର ଖାନା ଡାକ୍ତର ନାହାଁନ୍ତି ଚାଷୀ ଭାଇ ମାନେ cool stor ଖଣ୍ଡେ ପାଇଁ ପାରୁ ନାହାନ୍ତି ତାଙ୍କ କଥା ଆଗ ଭୁଜ I
ମିଶନ ଶକ୍ତି କଣ.. ବିଜେଡି ପାଇଁ ପ୍ରଚାର ପ୍ରସାର କରିବା ତାଙ୍କର କାମ ଥିଲା... ଲୋକ ଙ୍କ ପାଇଁ କଣ କାମ ତାଙ୍କ ର..ବିଜେଡି out ତ ମିଶନ ଶକ୍ତି ବି out
ଓଡିଶା ସରକାର ଏ ମିଶନ ଶକ୍ତି ବନ୍ଦ କରନ୍ତୁ
ମିଶନ ଶକ୍ତି ମହିଳା ସଙ୍ଗ ଗୋଷ୍ଟି ଏ ସବୁ ବନ୍ଦ କର
Mission Shakti କୁ ବନ୍ଦ କରାଯାଉ. ଘରେ ପୁରୁଷ ମାନେ ଅସହାୟ ହେଇ ପଡିଛନ୍ତି
ଏମାନେ ସବୁ ସୁଭଦ୍ରା ଯୋଜନା ପାଇଛନ୍ତି କି ନାଇଁ ,ସଠିକ୍ ତୁରନ୍ତ ଯାଞ୍ଚ କରାଯାଉ ।।।।
ସମସ୍ତେ ପାଇଛନ୍ତି
ମିଶନ ଶକ୍ତି ବନ୍ଦ କର
ସୁଜାତା pandian କୁ ଚାକିରିରୁ ବହିଷ୍କାର କର
Tor kn pain phatuchi
ମିଶନ ଶକ୍ତି ବନ୍ଦ କର😊😊😊😊😊
ପ୍ରମିଳା ଦିଦି ଛୁଆଙ୍କ ଭଳି କହୁଛନ୍ତି, renew code of conduct ପୂର୍ବରୁ ହୋଇଥାନ୍ତା କାରଣ ଏ ଥିଲା ସମ୍ବେଦନଶୀଳ ବିଷୟ ଓ ବହୁସଂଖ୍ୟକ ମହିଳା ମାନଙ୍କ କଥା ଓ ଭବିଷ୍ୟତ. ଏମାନେ ଜିତିବା ଓ ସରକାର କରିବା ଆଶାରେ ଅବହେଳା କରିଥିଲେ ଏବେ ମିଛ କହି ଚିଲେଇ ଅନ୍ୟକୁ ଭୁଲ ଦେଖାଇବାକୁ ଚେଷ୍ଟା କରୁଛନ୍ତି.
ମିଶନ ଶକ୍ତି ବନ୍ଦ ହେଉ
Dali chorani tomuhaku tike lajya laguni
ଠିକ୍ କଥା ପ୍ରଭାତୀ ଅପା
ଏଇ ମାଆଙ୍କ ଉପସ୍ଥାପନା ସୁନ୍ଦର।
BJP Jindabad
Pandu+Sujata ku odisha ru out karajau🫵🏼🫵🏼🫵🏼
Right
Pandu bodhe au nahi????
@@Desi_kim_jongseita ebe asichhi
ଏଥିପାଇଁ ବିଜେଡି ଦାୟୀ 😂😂😂😂😂😂😅😅😅😅😅😅😅
Close mission sakti
Right
Great news 🎉🎉🎉🎉🎉
Fult New channel
Mission sakti banned kara jau
ମିଶନ ଶକ୍ତି ବନ୍ଦ କରିଦେବା ଭଲ ତା ବଦଳରେ ଯୁବମାନଙ୍କୁ ଚାକିରି ଦେବା ଦରକାର
ସରକାର ଶୁଣିବେ ନାହିଁ କ'ଣ କରିଵ ତୁମେ ପ୍ରମିଳା? ଯାହା କରିବା କଥା କର ତୁମ୍ଭେ ପ୍ରମିଳା
ପ୍ରମିଳା ଦେଇ ମତେ କହିବେ କି ଏ ମାନଙ୍କ ର ସରକାର ପ୍ରତି କାମ କଣ ତାଙ୍କୁ ଦରମା ଦେଇ ପୋଷିବା କୋଉ କାମରେ ଲାଗିବେ
ମିଶନ ଶକ୍ତି କୁ ବନ୍ଦ କରାଯାଉ
Jayjagannath
ପ୍ରମିଳା ମାଡାମ ଚିଟଫଣ୍ଡ ପଇସା କଣ ପାଇଁ ଆଜିକୁ 14 ବର୍ଷ ହେଲା ପରେ ଦେଲନି, କଣ ସେଥିରେ ବି କୋଡ଼ ଅଫ କଣ୍ଡୋଫ ଲାଗିଛି l
ମିଶନ ଶକ୍ତି ବନ୍ଦ ହେବା ଦରକାର,କାରଣ ସେମାନେ ପବ୍ଲିକ tax ପଇସାରେ payment ନେଇ ପାରିବେ ନାହିଁ। ଏମାନେ କେବଳ ବିଜେଡି ର ପ୍ରଚାର , ପ୍ରସାର କରୁଥିଲେ। ତୁରନ୍ତ ବନ୍ଦ କରନ୍ତୁ
Itihasa sakhi achhi😂😅😂....tama bhali andha bhakta mananka ra alpa bidya pai h tame mane aaji ajogya bekari..
Vala. Heichi
ମିଶନ ଶକ୍ତି ର c B i ତଦନ୍ତରେ ସହଯୋଗ କରିବେ
ପୁରୁଣାଦରମା ଦିଅନ୍ତୁ bjd ସରକାର
Stop mission shakti ..and start yuva shakti.
ବିଜେଡି ପଲ୍ଟିକ୍ସ,,,,,,,,,,,,
Code of conduct ଲାଗିବା ପୂର୍ବରୁ ରିନୁଆଲ୍ କଲାନାହିଁ କାହିଁକି ବିଜେଡି ସରକାର।
Mission Shakti band karajau
ମାର୍ଗ ଶିର ମାସରେ ମାଣ ନ ବସାଇ ଏକି ପ୍ରକାର ଉନ୍ନତି କେବେ ଅନ୍ୟ ଚିନ୍ତା କରିଛ ନା କେବଳ ସ୍ଥାୟୀ ହେଲେ ଅନ୍ୟକୁ ବାସ ଉଠ କରିବେ ବୋଲି ଓଡ଼ିଶା ବାସୀ ଜାଣନ୍ତି କାମ ତୁଳନାରେ ପୋଷ୍ଟ ଏତେ କଣ୍ ପାଇଁ ଗୋଟେ ଗୋଟେ crp ଙ୍କ ବ୍ୟବହାରରେ ଗ୍ରୁପ୍ ଅସନ୍ତୁଷ୍ଟ ମିଡିଆ ବନ୍ଧୁ ମାନକୁ ଅନୁରୋଧ ଗ୍ରୁପ୍ ମହିଳା ମାନଙ୍କୁ ପଚରା ଗଲେ ଶତ ସାମ୍ନାକୁ ଆସିବ ଗୋଟେ ସର୍ଭେ ଆରମ୍ଭ କରନ୍ତୁ ଋଣ ଆଦାନ ପ୍ରଦାନ ବ୍ୟତୀତ କହାକୁ ସକ୍ଷମ କରିଛନ୍ତି ଏମାନେ ସବୁ ଖଇଗଲେ ପର ଖୁଆଇ ଆଜୀ ଓଡିଶା ବିକାଶ ନୁହେଁ ବିନାଶ ହୋଇଛି କୋଟି କୋଟି ଯୋଜନା ନାମରେ
Truthful words.
ନିଯୁକ୍ତି ଦେଇଥିଲା କିଏ? ତାକୁ ଗିରଫ କରାଯାଉ . 👍 👍 👏
Correct kohilo madam
ମିଶନ ଶକ୍ତି ସମ୍ପୂର୍ଣ ବାହାର କରାଯାଉ ଆମ କର ଟଙ୍କା ଦେଇ ଆମକୁ ଖାଲି ଗରିବ କରି ରଖିବା କଥା
ନବୀନ ବୁଢ଼ା ସରକାର ରେ ଥିଲାବେଳେ ଅଫିସର କୁ ଦାୟିତ୍ଵ ଦେଇ ନିଜେ ଘରେ ଶୋଇଲେ ସେଥିପାଇଁ ଆଜି 😂😂😂😂😂😂😂😂
ଗାଲୁଆ ଟାଉଟର ନବୀନ ପଟ୍ଟନାୟକ
Mission shakti banned banned banned banned heba darkar
ଏ ମାନଙ୍କର କାମ କଣ? ରାଜ୍ୟ ରାଜକୋଶ ରୁ ଦରମା ନେବେ ।
ମିଶନ ଶକ୍ତି ମା ମାନେ ସବୁ ଧନୀ ଲୋକ କିଛି ଦରମା ଦିଅନାହି
ଯେତେକ ରାଲି କରୁଛନ୍ତି, ସେହି ସଂସ୍ଥା ବନ୍ଦ ହେଲେ କଣ ଓଡିଶା ଅଚଳ ହେଇ ଯିବକି ? ବିଜେଡି ପାଇଁ ପ୍ରଚାର, ଟଙ୍କା ଦଳୀୟ ଭିତରେ ବଣ୍ଟା ଏବଂ 24ବର୍ଷ ସୁଭିଧା ରେ ଥିଲେ l ଯେଉଁ ମାନେ 24ବର୍ଷ ଅବହେଳା ରେ ଥିଲେ ତାଙ୍କ କଥା ପ୍ରଥମେ ଚିନ୍ତା କରାଯାଉ ? ଯେଉଁ ମାନଙ୍କ ପାଇଁ ରାଜନୀତି ବଦଳିଛି ? ଶୁଭଦ୍ରା ଟଙ୍କା ପାଇକି ବିଜେଡି ପାଇଁ ରାସ୍ତା ଉପରେ ରାଜନୀତି କରୁଛନ୍ତି l
Pandian ଆଉ ସୁଜାତା କାର୍ତ୍ତିକେୟନ୍ ସବୁ ଦରମା ଖାଇଛନ୍ତି
ମିଶନ ଶକ୍ତି ବିଜେଡି ଦଳରେ ଭୋଟ ପ୍ରଚାର ପ୍ରସାର ପାଇଁ ଗଠନ କରାଯାଇଥିଲା ବୋଧେ ଜଣା ନଥିଲା
Mission Sakti banda hau
ମା ମାନେ ନାମ ନେଇ ସାରି ଆଉ ଥରେ ନାମ ନେବାକୁ ଇଛା
ବିଜେଡି ରାଜନୀତି କରୁଛି ,ହାରିଲା ପରେ ଆଉ କିଛି ପାଇଲା ପାଇଁ
ସଚିବକୁ ବାନ୍ଧ
ମିଶନ ଶକ୍ତି ବନ୍ଦ କର
Jay sriram Jay jagannath Jay Odia Jay Mohan Bhai Sarkar Jay Modi ji jindabad jindabad jindabad 🙏🙏🙏🙏🙏🙏🙏💐💐💐💐💐💐💐
ବିଜେଡି ସରକାର GRS ମାନଙ୍କର ନିର୍ବାଚନ ଆଚରଣ ଲାଗୁ ହେବାର ମାତ୍ର ତିନି ଘଣ୍ଟା ପୂର୍ବରୁ ଚାକିରି କୁ ରେଗୁଲାର କରିଦେଲେ କିନ୍ତୁ ମିଶନ ଶକ୍ତି କଥା ର ନିର୍ବାଚନ ର ତିନି ମାସ ଆଗରୁ କିଛି କରିବା ପାଇଁ ନିର୍ବାଚନ ଆଚରଣ ବିଧି ଏମାନଙ୍କୁ ଅଡ଼ୁଆ ସୃଷ୍ଟି କରିଦେଲା?ଏହା ହେଉଛି ଗଲୁଆ ଙ୍କ ବାରବାଟି ଚାଷ।କେବଳ କୁମ୍ଭୀର କାନ୍ଦଣା।
କିଛି ହବନି ସବୁ ପ୍ରାୟୋଜିତ ଲାଗୁଛି
Misson sakti band kara
Mission shakti Stop karajau
ନବିନ ଯେତେ ନାଟକ କଲେ ବି ବିଜେପିର ଓ ଓଡ଼ିଶାର ବାଳ ବଙ୍କା ହେବନି ।
Bala
Thik kahila . 24 years sasana kariki sabu BJD chora neta nijaku mundi bhabuthile now kukura pari bhokuchanti
ଇଂଲିସିଆ ନବୀନ ହେଉଛି ଅସଲ ମାହାଲମାଣ୍ଡା, ରାଜ୍ୟକୁ ଵିଧ୍ଵଂସ ବିପଥଗାମୀ କରିଦେଲା. ଛି ଥୁ
Yanka sanstha band hau
Stop for mission shakti
ମିଶନ ଶକ୍ତି ବନ୍ଦ କରାଯାଉ
Right 👍
👍👍👍👍
କହି ଜାଣିଲେ କଥା ସୁନ୍ଦର
ବିଜେଡି ଯଦି ଗଣ୍ଠି ପକେଇଛି, ନୂଆ ସରକାର ଗଣ୍ଠି କଣ ଖୋଲି ପାରୁ ନାହାଁନ୍ତି, ଗୋଟେ ଅପାରଗ ସରକାର ବୋଲି ପ୍ରମାଣ ନିଜେ କରୁଛନ୍ତି କି ?
ଯେମିତି କର୍ମ କୁ ସେମିତିକା ଅର୍ଥ..... ଜ୍ୟୋଗ୍ୟ ଏମାନେ...!!!
କର କିଛି ଦୋଷ ନଦା ନଦୀ ହୁଅ ନାହିଁ.
ଏକଦମ ଠିକ୍ କଥା BJD ର ସବୁ ଯୋଜନା ଜାଣିଶୁଣି ମା ମାନଙ୍କୁ ଭ୍ରଷ୍ଟ କରୁଛନ୍ତି
ବିଜେଡି ନିଜ କାମ ରେ ଲଗାଉଥୁଲା ଓ ବିଜେପି ବି ନିଜ କାମରେ ଲଗାଉଛନ୍ତି । ଯିଏ ସରକାର ରେ ଥିବ ସେ ସମସ୍ତଙ୍କୁ ବ୍ୟବହାର କରେ।
Thik kahuchu lo maa
Right
GLF/BLF ଟିକେ ବିସ୍ଲେସଣ କଲେ ଜାଣି ପାରିବ, BLF ରେ president ଯିଏ ହୋଇଛି ସେ କୋଟି ପତି ହୋଇଯାଇଛି, ମୁଁ ଗୋଟେ block ରେ ଦେଖିଛି ଗୋଟେ BLF ପ୍ରେସିଡେଣ୍ଟ ବୟସ 45କି 46 ହେବ ସେ କୁହେ ମୋ ବୟସ 35 ସେ block ରେ no -1 ରାଣ୍ଡି ( କାହା ପାଖରେ ନ ସୋଇଛି କହିହେବନି ଓ car maintain କରୁଛି ବିଶେଷ କଥା ଦଶମ pass କରି college ମାଟି ମlଡ଼ିଛି କି ନାହିଁ ଏହି କାମ କରନ୍ତି, top to bottom ପର୍ଯନ୍ତ ସଂସାର ଦରକାର )
Mission Shakti Name Re Sabu Maa Nku Kharap Karila BJD
ଯଦି ତମର renue ହେଇନଥିଲା ତେବେ ତମେ କଣ ପାଇଁ କାମ କରୁଥିଲ
ମିଶନ ଶକ୍ତି ବନ୍ଧ କରାଯାଉ ଏଥିରେ କାହାର କିଛି ସୁବିଧା ହେଉନାହିଁ l ବରଂ ରାଜ୍ୟରୁ ପଇସା ଖୋଳ ହେଉଛି l ସେହି ଟଙ୍କl କୁ ଗ୍ରାମାଚଳ ଉର୍ନତି ବେବହାର କରାଯାଉ l
stop the nonsense Mission Shakti
Dali durniti ra CBI inquiry haou
ପ୍ରମିଳା କଣ କରୁଥିଲା 24ବର୍ଷ ଶାସନ ରେ
Dali chorani
ଖାଲି ବଡ ବଡ କଥା।
ମିଶନ ଶକ୍ତି ❎
ଦଲାଲ ଶକ୍ତି ✅
Nabin ku kuha
Engage them for environmental works such as plantation ,watering to plants by bottle fix near root system in hot season, filling of ponds by rain water through drains etc.
Misonshakti hatao 🎉
ନବୀନ ମାଇଚିଆ ଯୋଗୁଁ ଓଡ଼ିଶା ରେ
BJD government had corrupted all money.
Nabin Coro manankar neta
Pravti apa sankha bhaban biki darma dia nabin ku arrest kara.👍❌
Only dis mis no compermis
Mishan Shakti band hou,
Mission shakti banned karajau
କୁମ୍ଭୀର କାନ୍ଦେନା ଖାଇବା ବେଳେ କଣ୍ଟା ହାଡ ପାଟିରେ ଫୁଟି ଯାଏ ଆଖିରୁ ଲୁହ ବାହାରେ
କଥା ହେଲା ମିଶନ ଶକ୍ତି ବିଜେଡିଭୋଟ ହାତେଇବା ଫନ୍ଦି ଶକ୍ତି
ଏମହିଳା ମାନ ଙ୍କ ଭିତରୁ କେତେଜଣ ସ୍ୱାବଲମ୍ବୀ ହୋଇଛନ୍ତି କହିବେ କି ବରଂ ଅଜଥା କଳହ ଥାନା ଫାଣ୍ଡି କୋଟ କଚେରି ଯାହା କି ବିଜେଡିର ସମ୍ପୂର୍ଣ୍ଣ ବେପାର
ଏପଟେ ଦେବେ ସେପଟେନେବେ
ଉଗ୍ର୍ଆଧୁନିକା ସଜେଇ ବିଶୃଖଳିତ ପରିବେଶ ସୃଷ୍ଟି ହେଉଥିଲା
ଏ ସଂସ୍ଥା ବନ୍ଦ କରିଲେ ରାଜ୍ୟ ର ମଂଗଳ ହେବ
ଅଜଥା ଅର୍ଥ ଅପଚୟ ପରିବାରରେ ବିଶୃଖଳା ବନ୍ଦ ହୁଅନ୍ତା
ଜୟ ଶ୍ରୀ ପର୍ଶୁରାମ 🎉🎉🎉
ନବୀନା ବଡ ବେହିଆ ଆଉ କେତେ ଦିନ ତୁ ଭେଳିକି ଦେଖେଇବୁ l