Padare Nupura | Full Video | Sakha He | Ira Mohanty | Srikant Gautam | Shantiraj Khosla | Sun Bhajan
Вставка
- Опубліковано 25 лис 2024
- Sun Music Bhajan ପ୍ରସ୍ତୁତ କରୁଛି ଏକ ସୁନ୍ଦର ଓଡ଼ିଆ ଶ୍ରୀ ଜଗନ୍ନାଥ ଭଜନ "ପାଦରେ ନୁପୁର" । ଏହି ଭଜନଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ସୁରେଶ ପଣ୍ଡା, ଏହାର ନିର୍ଦ୍ଧେଶନା କରିଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଭଜନ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
► Please Like, Share, Comment & Don't Forget To Subscribe Our Channel Sun Music Bhajan.
► To Subscribe Our Channel Click On: / sunmusicbhajan
► Video Credits
♫ Album Name: Sakha Hey
♫ Song Name: Padare Nupura
♫ Singer: Ira Mohanty
♫ Lyrics: Srikant Gautam
♫ Music Director: Shantiraj Khosla
♫ Artists: Amrita & Eazy
♫ Design By: Anuprava@Pritiranjan
♫ Producer: Srikant Gautam
♫ Director: Rabindra Pradhan
♫ Production House: Sun Music
Listen Padare Nupura -
Amazon Music: amzn.to/3zsIrjU
Jio Saavn: bit.ly/3FzBT6V
Spotify: spoti.fi/3zsXIBd
Wynk: bit.ly/3FyovQf
UA-cam Music: bit.ly/3zspGNg
Apple Music: apple.co/3SSXYjA
► Enjoy & stay connected with us!
♦ Facebook: / sunmusicoffi. .
#SunMusicBhajan #PadareNupura #IraMohanty #SrikantGautam #ShantirajKhosla#RabindraPradhan #SakhaHey #SrikantGautamHits #SunMusicBhajanHits #OdiaBhajan #ShreeJagannathBhajan #RathajatraBhajan #RathajatraSpecialBhajan #IraMohantyBhajanHits #ShantirajKhoslaBhajanHits #NewOdiaBhajan #OdiaBhajan
► Copyright Disclaimer
Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
ବହୁତ ଭଲ ଲାଗେ ଏଇ ଗୀତ ଯେତେ ଶୁଣିଲେ ବି ମନ ପୁରା ହୁଏନି ବହୁତ ସୁନ୍ଦର 👌🏿👌🏿👌🏿👌🏿👌🏿
ଅତି ଉଚ୍ଚ କୋଟିର ଲେଖା ,କେତେ ସୁନ୍ଦର ସୁନ୍ଦର ଶବ୍ଦ ର ସମାହାର ରେ ଶ୍ରୀକାନ୍ତ ଗୌତମ ସାର ଲେଖିଛନ୍ତି, ତାଙ୍କ ଭାବନା କୁ ସଲାମ❤ ସଂଗୀତ ବି ମନ ମୁଗ୍ଧ କର ଓ କଣ୍ଠ ଇରା ମହାନ୍ତି ଙ୍କ କଥା ଆଉ କଣ କହିବି❤ ହୃଦୟ ରେ ଅଛନ୍ତି❤❤❤
ଆହା..... ସତରେ❤
ଜୟ🚩🌿 ହନୁମାନ🌿🚩🥥🥥🍌🍌🌻🌻🍍🍎🍒🍀🚩🌿☘️🌴🌺🍀🌱🌳🌲🌻🍍🍎🍒🍀🚩🌿☘️ଜୟ 🍀🌴ମାଁ🚩🌴 ମହାମାୟୀ🚩🍀🍒🍍🥥🥥🍌🍌🌿🌿🌲🌲🍒🍍🌺🍀🚩🌴🍎🌻🌱🌳☘️🥥🍋🍇🌿🌻🌱🌳☘️🍎🚩🌴🍀🌺🍍🍒🌲
ଏ ଗୀତ ଯେତିକି ସୁନ୍ଦର ତାଠୁ ବଂଶୀ ଶ୍ୱର ବହୁତୁ ସୁନ୍ଦର ଲାଗୁଚି 🥰🥰
ଠିକ୍ କହିଛନ୍ତି 🥰
I am form Bihar And Muslim religion
But I like ira mohanty All songs Mind blowing Voice
❤
Great
ସବୁ ସ୍କୁଲ , କଲେଜ Function ରେ ଏହି ଗୀତ ହିଁ ପ୍ରଥମେ ବାଜି ଥାଏ । 😊😊 Childhood Memory 🤗
Right
@@rajeshnisikaofficial 6 6
Hn mu b ama school re gai thili
Sorry bro ama school re bharide saburi kalasha .😃😃😃
@@anushreenaik3071 e
ମୋ ଜିବନ ର ସାବୁ ଖୁସୀ ର ମୃହୁତ୍ ୟେ ଗୀତ ଶୁଣିବା ସମୟେ ❤❤❤❤
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻
Omm Sri krishnaya basudevaya namoh🙏🙏🙏🙏 🪔🪔🪔🪔💜💜
My Favourite Bhakti Song 📀🙏
🙏🔔Jay Shree Krishna Prabhu 📿🚩🙏
🙏🔔Radhe Radhe 📿🙏
ଶ୍ରୀକାନ୍ତ ଗୌତମ ସାର ଙ୍କ ଗୀତ ରେ ଏମିତି କିଛି ମହକ ଅଛି ଯାହା କନ ରେ ବାଜିଲା ପରେ ପ୍ରଭୁ ଙ୍କ ପାଖରେ ଥିଲା ପରି ଲାଗେ
Jai jagannath jai 🙏 srikrishna very Very nice beautiful thanks from rukmini production
Jay shree Radha Krishna 🙏🙏
Wow super best no1 voice
Ira Didi
Hele Abe kichhi Dina hela
Nuaa Gita re voice change karuchha
Hm exactly. Voice tk to change hue . Mu bi ira mam nka by heart fan
ଜୟ ଜଗନ୍ନାଥ 🚩🚩🌺🌲🌳🌺🌲
ଜୟ ହନୁମାନ 🚩🚩🌲🌿☘️🌳🌱🌺
ଜୟ ପଞ୍ଚସଖା 🚩🚩🌳🌿☘️🌲🌱
ଜୟ ଦାଓ ମହାରାଜା 🚩🚩🌿🌿🌲🌱
ଜୟ ମାଁ ସୁଭଦ୍ରା 🚩🚩🌲🌲☘️🌳🌲🌱
ଜୟ ସୁଦର୍ଶନ 🚩🚩🌲🌲🌺🌺
ଜୟ ପତିତ ପାବନ ବାନା 🚩🚩
ବହୁତ ଭଲ ଗୀତ ଟା ବହୁତ ଭଲ ଲାଗୁଛି... ମୋ ମନ କୁ ଗୀତ ଟା ଛୁଇଁ ଗଲା....
ଯେତେବେଳେ ବି ଏଇ ଗୀତଟି ଶୁଣେ, କେଜାଣି କାହିଁକି କେଉଁ ଏକ ଅପୂର୍ବ ଭାବନାରେ ଆଖିରୁ ଲୁହ ଝରି ପଡେ। ସତରେ ଲୀଳାମୟ ମହାପ୍ରଭୂ ମହା ଯୋଗେଶ୍ୱରଙ୍କ ଲୀଳା ବଡ ବିଚିତ୍ର 🙏🙏🙏🙏
ସତରେ ମୋ ଲୁହ ଝରେ
ହଁ ସତରେ ମୋ ଆଖିରେ ବି ଲୁହ ଆସିଯାଏ। କୃଷ୍ଣ ଙ୍କ ସତରେ ଅପୂର୍ବ ଲୀଳା, ସେ ତ ଲୀଳାମୟ ତାଙ୍କୁ ଯିଏ ପ୍ରେମ କରିଛି ସେ ହିଁ ଜାଣିଛି କେତେ ଆନନ୍ଦ ଲାଗେ।
Really
@@sidhantabehera6875 mun
Ae gita ti emitia ki sunile mane ku kie chhuie gala vali lage....
ଇରା ମହାନ୍ତି mam
...ପ୍ରତ୍ୟକ ଗୀତ ସୁମଧୁର 💞💞💞
ସତରେ ମୁଁ ତାଙ୍କ ଗୀତ ବହୁତ ଶୁଣେ।
Jay Sri krishna
2024 ରେ କିଏ କିଏ ଶୁନୁଛ like please 🎉🎉🎉
satare na kn mo
mote bi bohut bholo lagia
Mu 2025 re Sunuchiii...
HB@@satyasuvacreation2308
ସକାଳୁ ସକାଳୁ ଏ ଗୀତ ଟି ଶୁଣିଲେ ଅପୂର୍ବ ଆନନ୍ଦ ମିଳିଥାଏ ମନ କୁ
Kie Kie 2025 re Sunuchha Like Kara... ❤❤❤
ସତରେ ହୃଦୟସ୍ପର୍ଶୀ ଜଗନ୍ନାଥ ମହାପ୍ରଭୁ ଙ୍କ ଭଜନ 🙏
ବହୁତ ସୁନ୍ଦର ଗୀତଟିଏ.......ମନ ଛୁଇଁଲା ଭଳି......💞💞💞💞💞
Kalajayiabammanamohak Bhajan .lra Mohantynku bahut dhanyabad sumadhura gayaki pain
Heart touching song ❤❤❤ ଯେତେ ଶୁଣିଲେ ବି ବାରମ୍ବାର ଶୁଣି ବାକୁ ଇଛା ହୁଏ
ଯେତେ ଶୁଣିଲେ ବି ମନ ପୁରୁନି ରେ କୃଷ୍ଣ ❤ ଆହା କି ମନୋଲୋଭା ତୋର ସବୁ ଭଜନ,
ତୃପ୍ତି ହେଇଯାଉଚି ଆତ୍ମା ,ତନ , ମନ ଆଉ ଜୀବନ।।
Wahh ki katha pade kahila😊
@@runfun6 Dhanyawad 🙏
mo mana vari gala re dekhiki@@bhumikapradhan2613
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେଖି ଯିଏ ଏ ଗୀତକୁ ଶୁଣିବ ନା ସିଏ ଅତି ଭାବପ୍ରବଣ ସହ ଆଖି ଛଳ ଛଳ ହେଇଯିବ 🥺🥺. ଅତି ସୁନ୍ଦର ସଂଗୀତ ରଚନା ଆଉ କୋହଭରା କଣ୍ଠ 🥺🥺😢. ଜୟ ଜଗନ୍ନାଥ 😢😢🙏🙏❤️
Nice 👌❤️ song 🙏 jay Shree Krishna Radha💗🙏
ବହୁତ ସୁନ୍ଦର ସଂରଚନା ସହିତ ଉଚ୍ଚକୋଟୀର ଅଭିନୟ।ଚମତ୍କାର। ଜୟ ଜଗନ୍ନାଥ। 🙏🏻
Sundara song beautiful ❤️
ଆହା ଅପୂର୍ବ ସଂଳାପ ଏବଂ ଅଦ୍ଭୂତ ସଙ୍ଗୀତ ମନ ମନ୍ଦିରରେ ଶିହରଣ ଖେଳିଗଲା,ଜୟ ଜଗନ୍ନାଥ ଜୟ ପତିତ ପାବନ
ଅପୂର୍ବ ଭାବ ତୁମର❤❤
ଆହେ କଳା ଠାକୁର😊😊
Jay shree krishna.
Thank you
Always favorite ❤️ jete bele sune pura mind fresh heijau love you ira diii
ଇରା ମହାନ୍ତି ମ୍ୟାମ୍ ଙ୍କ ସବୁ ଭଜନ ଭଲ ଲାଗେ।
Ati chamatkar ra sahita Ira apaa nka kantharu bahut Sundar bhajan. Pila dine sunuthilu sabubele
କିଏ କିଏ ଏ ଗୀତକୁ 2023 re ଶୁଣୁଛ 😂 🎉. ଏ ଗୀତ ଶୁଣିଲେ ତ ମୋ ଦେହ ଶୀତେଇ ଉଠୁଚି 🙈😌. ❤ ବଧେ କାହ୍ନl ପ୍ରେମରେ ପଡି ଗଲିଣି ମୁଁ 🙈💖💝.
Jay shree Ram
a gito ti vari sundor heichhi jou sir a bhajan songtiku lekhi chhonti se sirnku mo toroforu dilse salute.jay jaganath.
Jay shree radha madhab 🙏 Jay shree radha krishan🙏 Jay shree radha gobinda 🙏 Jay shree radha swami 🙏Jay shree radha keshav 🙏 Jay shree jagannath mahaprabhu🥰🥰🥰🥰🥰🥰
Bahut bhal lagile eaita mora piladinare song aie.good voice good lyrics and very good composition.thank for Ira mahanti.
Class 2 re school re bolithili au first b heithili bahut memory achhi aei song re love it❤❤❤
This is my all time best song sung by Ira mam.There is no comparison.
Oddisi dancer ❤🎉
Bahut sundar bhajan song❤❤❤❤❤❤
❤❤ jay shree Krishna ❤️ Jay shree Krishna 🙏 jay shree Krishna 🙏 Hare Rama Hare Rama ❤❤ Hare Rama ❤🙏🙏🙏🙏🙏
Very. Sweet o. Bhajan 🙏🏿💅🌼🌼🌼🌼🌼🌼🌼🌼🌼🌼🌼🌼🌼
ମଧୁର ମଧୁର ମୋହନ ମୁରଲୀ ଅଧିର ମୁ ଶୁଣୁ ଶୁଣୁ 😢 ରୋକିପାରିଲିନିି ଆଖିରୁ ମୋର ଅବାରିତ ଅଶ୍ରୁଧାରା।
ହୃଦୟର କୋଉ ଏକ ନିଭୃତ କୋଣରେ ଲୁଚାଇ ରଖିଥିବା ଭଲପାଇବା ବେଳେ ବେଳେ ଅଶ୍ରୁଧାର ର ରୂପ ନେଇଯାଏ ତାର ଚିର ଇପ୍ସିତ କୁ ଶ୍ୟୋଗକ୍ତି କରିବା ପାଇଁ। ଠିକ୍ ସେଇ ଅବସ୍ଥା ମୋର। ହରେ କୃଷ୍ଣ, ଜୟ ଜଗନ୍ନାଥ 🙏❤️😣
Jay Jagannath 🙏🏻❤️❤️
ରାଧେ ରାଧେ ❤️❤️❤️
ଜୟ ନପର 🙏🙏🙏🙏🙏🙏🙏🥰🥰🥰🥰🥰🙏🙏
Bahut sunder Bhajan..I like it ♥️💜💗
Khub sundar Bhajan tie. Jete bele sunile bi.nua.lage.
Jay Jagannath Swami.
He jaga Kalia Jagannatha 🙏🙏🙏❤️❤️ 0:50
Jay Shree Krishna 🙏🙏🙏 Jay Shree Jagannath 🙏🙏🙏 Jay Shree ram 🙏🙏🙏
Satare jete e gita mu sune gote alga dunia ku chalijae auu sethi kabela kahana ku dekhe satare prabhu tama ra kete apara lila 🙏🙏🙏🙏🙏
Jay Jagannath ❤️❤️🙏🙏✨✨❤️❤️
He hxhdudhcjsjdhhdgdndkks🛄🚮🚳🚱🚯🚭🧽🛒🧯📡🔭🔬
Beautiful bhajan 🙏🙏🙏🙏🌺🌺🌺🌺🌺❤️❤️❤️❤️❤️❤️🌹🌹🌹🌹radhe radhe 🙏🙏🙏🙏🙏🙏🙏🌺🌺🌺🌺🌺🌺🥰🥰❤️❤️
Sundara sundara bhajan jai jagannath
JAY ho jay Jagannath Jay shree krishna Jay Ho shree radhe shyam 👥🤍🌹💛🌹🖤🦜🙏🙏
Beautiful song
I love krishna. And my favorite Ira mam love you ❤️
My favourite singer ira mam
🙏🙏🙏🙏🙏 super song
Bahut sundar gita bar bar sunuchi mu a git
Yes
My favourite bhajan
ବହୁତ୍ ସୁନ୍ଦର
ମୁଁ ଏଇ ଗିତଟିକୁ ବହୁତ୍ ଭଲପାଏ
Biren,,,tikinaa,,,sanju❤❤😮
Sundar gita
Really very ♥ ♥ heart touching song
❤️👍
Era didi voice amazing 💓
ଇରା ମହାନ୍ତି ମ୍ୟାମ୍ ସତରେ ଜଣେ ଉଚ୍ଚକୋଟୀର ଗାୟିକା।
ଅଦ୍ଭୁତ ଭାବ 🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ 🙇🙇🙇
Best song
2024 re a song ku suniba re jau maja oo ki sukoon.... ❤
Mote,,,dhokaa,,,chhadidebi❤😮
Love ❤❤❤❤you bhajana Jay jagannath swami
Bhagaban pakhare paila bhali laguchi a Gita sunile jie gaichi super
Really heart touching song ❤❤
Radhe Radhe, ❤
Mun bi jetebele ahi Gita shune apurba bhabanare budijae❤❤❤❤
ମୋ କାଳିଆ ଧନ କୁ ମୋ ପରି କିଏ ଧନ ବୋଲି ଡାକ
ମୋ କାଳିଆ ପାଇଁ 😘😘😘😘😘
Zdrd
A Gita sunile Mora mo college function katha Mane paduchi . Mun ae song re dance karithili ❤❤❤❤❤❤❤❤
Gitikar ebang kantashilpi dwaya nku anek anek dhanyavaad
2024 mu sunee bahoot badhiya lage geeto te
Bohut Sundar song....❤❤❤
Lyrics bahut bhal Great 👍👍👍
My favourite song ❤️❤️❤️❤️
Jay Jagannath ♥️🙏 So beautiful Song ♥️♥️♥️♥️♥️♥️♥️♥️♥️Jay Shree Krishna ♥️🙏
Jay shree Krishna 🙏🙏
Best singer Ira mohanty 🙏
ମୋର ମଧ୍ୟ ପ୍ରିୟ ଗାୟିକା ଇରା ମହାନ୍ତି ମ୍ୟାମ୍। ମୁଁ ତାଙ୍କ ଗୀତ ସବୁ ଶୁଣେ।
Jai shree Krishna and radhe radhe🙏
Very nice song really good 👍👍👍😊😊
ବହୁତ ସୁନ୍ଦର ହୋଇ ଛି ଗୀତ ଆଉ ଏ ଗୀତ ସୁଣିଲେ ମତେ ବହୁତ ଖୁସି ଲାଗେ ଆଉ କିଛି ପୁରୁଣା କଥା ମୱ୍ ପଡିଯାଏ
The epic saga of Ira Mohanty that was❤
Ira Mohanty nka purbara kantha au sunibaku miluni ebe tanka kantha ghegeda heigalani
ଦେଖ ବୟସ ବଢିବା ସହିତ ମଣିଷ ନିଜର ସବୁ କିଛି ପରିବର୍ତ୍ତନ ହୁଏ। ସେ ପୁଣି ନିଜର ଫିଲ୍ମ ହେଉ ଆଲବମ୍ ହେଉ ଭଜନ ହେଉ କି ମେଲୋଡି ଷ୍ଟେଜରେ ସବୁ ଗୀତ ଗାଇଛନ୍ତି। ତାଙ୍କ ପରି ଜଣେ ଉଚ୍ଚକୋଟୀର ଗାୟିକା ବହୁତ ସୁନ୍ଦର ଗୀତ ଗାଇଛନ୍ତି। ମୁଁ ବି ତାଙ୍କର ସବୁ ଗୀତ ଶୁଣେ। ପୁରୁଣା ଏବଂ ନୂଆ ଗୀତ ରେ ବି ଟିକେ ଫରକ ରହିବ। କିନ୍ତୁ ପରିତାପର ବିଷୟ ନୂଆ ସଙ୍ଗୀତ ନିର୍ଦ୍ଦେଶକ ନୂଆ ଫିଲ୍ମରେ ଇରା ମହାନ୍ତି ମ୍ୟାମ୍ ଙ୍କୁ ବି ସୁଯୋଗ ଦେଉନାହାନ୍ତି।
@@sidhantabehera6875 she is legendary
@@Akash-dq9gz hm exactly. Legendary singer. The finest voice versatile singer IRA mam 🙏
Beautiful ସୋର
ଓଁ ନମୋ ଭଗବତେ ବାସୁଦେବାୟ ନମଃ
Jay shree radha krishna🙏🙏🙏🥰❤️❤️
Jai Shree Ram Jai Jai Ram Jai Sanatan Jai Hindutwa
My favourite song
One of my favourite singer as like alakA yagnik in Hindi..... Ollywood alka
ଇରା ମହାନ୍ତି ମ୍ୟାମ୍ ସତରେ ଜଣେ ଉଚ୍ଚକୋଟୀର ଗାୟିକା। ତାଙ୍କ ଗୀତ ସବୁ ଚୀରସ୍ଥାୟୀ।
❤❤❤❤