ବୋରିଂ ପାଣିରେ ରୋଷେଇ ହେଉଛି ମହାପ୍ରସାଦ ! Puri | Jagannath Temple

Поділитися
Вставка
  • Опубліковано 15 лис 2024

КОМЕНТАРІ • 14

  • @AjithKumar-if6jl
    @AjithKumar-if6jl Місяць тому

    Jay jagannath

  • @nrusinghaparida5149
    @nrusinghaparida5149 Місяць тому +5

    କୂଅରେ ପାଣି ଅଛି ଏବେ ମୁଁ ଯାଇଥିଲି ଗଙ୍ଗା ଯମୁନା କୂଅରେ ପାଣି ଅଛି

  • @shakaharipruthivi8696
    @shakaharipruthivi8696 Місяць тому +4

    ସବୁ ବନ୍ଦ ହୋଇ ଯିବ। ମନ୍ଦିର ସୃଷ୍ଟି ହୋଇ ଥିଲା ସବୁ କ୍ଷେତ୍ର ରେ ହିନ୍ଦୁ ଶକ୍ତିଶାଳୀ ହେବ। ହେଲେ ହେଉଛି କଣ ? ସେ କୂଅ ର ପାଣି ବିକ୍ରି କୁ ବିରୋଧ କରି ଦିନେ ବାବା ବୈଷ୍ନବ ପୁରୀ ଙ୍କୁ ନବୀନ ସରକାର ଜେଲ୍ ରେ ଭର୍ତି କରିଥିଲା। ସେ ଠାକୁର କେତେ କେତେ ଅନ୍ୟାୟ ଅତ୍ୟାଚାର
    ଲୁଣ୍ଠନ କୁ
    ଦେଖି ଚାଲିଛନ୍ତି।
    ପ୍ରଳୟ
    ପ୍ରକୃତିର ତାଣ୍ଡବ
    ଯୁଦ୍ଧ
    ପରମାଣୁ ଯୁଦ୍ଧ
    ମହାମାରୀ ହିଁ ଦିନେ
    ସବୁ ସମସ୍ୟା ର ସମାଧାନ କରିପାରିବ।

    • @NoBro-tb1rb
      @NoBro-tb1rb Місяць тому +1

      Jay Jagannath 🙏🏻

  • @chikucreation943
    @chikucreation943 Місяць тому +4

    Boring ପାଣି ବୋଧ ହୁଏ ଆକାଶରୁ ଆସୁଛି । Boring ପାଣି ବି ମାଟିତଳୁ ଆସୁଛି । ଆମ ସଂସ୍କୃତି ଆମ ଜଗନ୍ନାଥଙ୍କୁ ବଦନାମ କରିବା ବନ୍ଦ କର ।

    • @RD123.........
      @RD123......... Місяць тому

      ବୋରିଂ ୱାସର ଚମଡ଼ା ରେ ତିଆରି ହୋଇଛି ତେଣୁ ତାକୁ ବ୍ୟବହାର କରାଯିବା କଥା ନୁହେଁ

  • @Lipkumar123
    @Lipkumar123 Місяць тому +3

    କଣ ଚାଲିଛି ଏସବୁ ଧର୍ମକ୍ଷେତ୍ରମାନଙ୍କରେ ାା

  • @Narayanbehera5427
    @Narayanbehera5427 Місяць тому +4

    ଆରେ ହେଇ ତାହେଲେ....
    ପାଣ୍ଡିଆନ ସେଇ ଦୁଇଟି କୂଅ ରେ ମାଟି ଟ୍ରିପ ପକେଇ ପାଣି ବନ୍ଦ କରିଦେଇଛି ଆଉ.....
    ଚାଲ ଚାଲ ଏହାର ଗୋଟେ ତଦନ୍ତ କରାଯାଉ....

  • @BhabashankarPatra-d6t
    @BhabashankarPatra-d6t Місяць тому

    Kua sukhigala ta pani kn pokhari ru anibe boring kari anile ta problem kn

  • @minakshidas6721
    @minakshidas6721 Місяць тому

    Jai jagannath Swami 🌹🙏🌹 bahut dukharo katha 😭😭

  • @waterlife2998
    @waterlife2998 Місяць тому

    ଆଜି ଯାଏ କୁଆଡେ ଶୋଇଥିଲ.g ମାରିକି ଖାଇବାକୁ ଆଉ କୁଆଡୁ ରାସ୍ତା ମିଳୁନି ତ ତିରୁପତି ରେ ଚର୍ବି ରୁ ଲଡ଼ୁ ଓଡିଶା ରେ ବୋରିଂ ପାଣି ଗୋଟେ ଧନ୍ଦା ଚାଲିଛି ଏହା ତଦନ୍ତ କରି ଭୁଲ ତଥ୍ୟ ଦେଉଥିବା ଚାନେଲ କୁ ଆଗ ଆରେଷ୍ଟ କର

  • @miramohanty1939
    @miramohanty1939 Місяць тому +1

    5 ବର୍ଷ ତଳେ ମୁଁ ନିଜେ ଦେଖିଚି କୂଅ ରୁ ପାଣି ବୁହା ହେଉ ଥିଲା ଏବେ କଣ ଶୁଖିଗଲାଣି

  • @subalabehera7567
    @subalabehera7567 Місяць тому +1

    Micha katha

  • @gyanranjanmohanty4012
    @gyanranjanmohanty4012 Місяць тому

    Only trending topic ku base kari trp
    darkar Pura useless channel