Baidehisha bilasha (chhanda -19)

Поділитися
Вставка
  • Опубліковано 12 лис 2024

КОМЕНТАРІ • 7

  • @Biswanathmadkami7138
    @Biswanathmadkami7138 2 місяці тому +1

    କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ "ବୈଦେହୀଶ ବିଳାସ "କାବ୍ୟର ଉନବିଂଶ ଛାନ୍ଦର କେତେକ ପଦକୁ ଆପଣ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି। ଆପଣଙ୍କ ପଢା ଶୈଳୀ ମତେ ବହୁତ ଭଲ ଲାଗେ ସାର୍।🙏🙏🙏

    • @sayankumarjena
      @sayankumarjena  2 місяці тому

      @@Biswanathmadkami7138 ଧନ୍ୟବାଦ ବିଶ୍ଵନାଥ,,,, 🙏🏽

  • @smilesuneina
    @smilesuneina 2 місяці тому

    ବୋହୁତ ବୋହୁତ ସୁନ୍ଦର ଉପ୍ଥାପନା sir 🙏 ଥରେ ଶୁଣିଲେ ବାରମ୍ବାର ଶୁଣିବା ପାଇଁ ଇଚ୍ଛା ହେଉଛି ଏତେ ସୁନ୍ଦର ଲାଗୁଛି। ସତରେ ଆପଣଙ୍କ ଉପସ୍ଥାପନ ବୋହୁତ ଉପୋଜୋଗି।

    • @sayankumarjena
      @sayankumarjena  2 місяці тому +1

      @@smilesuneina ହୃଦୟ ରୁ ଶୁଭେଚ୍ଛା,,,,, 🙏🏽

  • @EasyEducational-p4b
    @EasyEducational-p4b 2 місяці тому

    କହେ ଉପ ଇନ୍ଦ୍ର ମୋ ପ୍ରଭୁ ଶ୍ରୀ ରାମ...ଏଇ ଗୀତଟି ମନୋମୁଗ୍ଧକର ଥିଲା ସାର୍ କେଉଁ ରାଗରେ ଗାୟନ କରୁଥିଲେ ତାହା ଜାଣିବାକୁ ମନରେ ଜିଜ୍ଞାସା ସୃଷ୍ଟିହେଉଛି ସାର୍ ।ଜଣେଇଲେ ଉପକୃତ ହୁଅନ୍ତି ସାର... namaskar ...

    • @sayankumarjena
      @sayankumarjena  2 місяці тому +1

      ଏହା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ ର ଷୋଡଶ ଛାନ୍ଦ
      ରାଗ -ଚିନ୍ତା କୌଶିକ,,,, vdo ଦେଖୁଥିବାରୁ ଧନ୍ୟବାଦ

    • @EasyEducational-p4b
      @EasyEducational-p4b 2 місяці тому

      @@sayankumarjena ଧନ୍ୟବାଦ୍ ଗୁରୁଜୀ