ଇସ୍ତଫା ଦେଇ ଛୁ’ | Odisha Reporter

Поділитися
Вставка
  • Опубліковано 2 жов 2024
  • ହଠାତ କାହିଁକି ଇସ୍ତଫା ଦେଲେ `ଷ୍ଟାର୍ଟଅପ୍ ଓଡ଼ିଶା’ର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଓମକାର ରାୟ ? ଚାପରେ ନା ନିଜ ଇଚ୍ଛାରେ ଦେଲେ ଇସ୍ତଫା ? ନିର୍ଦ୍ଦେଶ ଆସିବା ପୂର୍ବରୁ ଇସ୍ତଫା ପଛର ରହସ୍ୟ କଣ ? ନିଜ କେଳେଙ୍କାରୀ ଜାଣିପାରିଲେ ନା ଆଉକିଛି ? ତଦନ୍ତ ରିପୋର୍ଟରେ ଦୋଷୀ ସାବ୍ୟସ୍ତ କଥା ଆଗୁଆ ଜାଣିପାରିଲେ କି ଓମକାର ? ଏମଏସଏମଇ ବିଭାଗ ଅର୍ଥାତ୍ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଗଠିତ ତିନି-ଜଣିଆ ତଦନ୍ତ କମିଟି କିଛି ଦିନ ତଳେ ବିଭାଗକୁ ରିପୋର୍ଟ ଦେବା ପରେ 30 ତାରିଖରେ ନିଜ ଆଡ଼ୁ ଇସ୍ତଫା ଦେଇଛନ୍ତି ଡ. ଓମକାର ରାୟ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #omkarray #startupodisha #bhubaneswar #resignation

КОМЕНТАРІ •