Really true and practical.The chest of a owner is very wide and stronge.Very few servants have idea about his owner.If you never be a good servant you never be a good master or owner.. Good experience and good message Sir.. Thank you
Hueta tama katha thhik hei pare.... Kichhi kala kara nija swartha pain malika mananku hairana karanti.... Kintu pintu babu gote katha ra ans karantu sabu bele apana nka opare ei iljam ta kana pain lage.. Khlai somesh nuha atitare bohut kala karnka tharu apnakaa birudhare katha kahibara ame sunichhu... Apanka ra kichhi ta galti rahu thhiba... Example bohut achhi...
👍 ଯାତ୍ରା ଜଗତରେ ବହୁତ୍ ଭଲ କଳାକାର ଅଛନ୍ତି , ମାଲିକ ମାନେ କାଇଁ ସିରିଏଲ୍ କଳାକାର ମାନଙ୍କୁ ପାଟିରେ ନେଉଛନ୍ତି ।। ଦୈତାରି ପଣ୍ଡାଙ୍କ ପରୀ କଳାକାର ସ୍କୁଲ ଘରେ ରହି ଯାତ୍ରା ପରିବେଷଣ କରନ୍ତି ।। ସୋମେଶ ବାବୁ କଣ ସେଇପରି କଳାକାର ।।
କଳାକାର ମାନେ adjust କରିକି ରହିପାରିଲେ ତାକୁ ହିଁ କଳାକାର କୁହାଯିବ
ଗତ ବର୍ଷ ଆପଣ କଳାକାର ମାନଙ୍କୁ ପଇସା ଦେଲେ ନାହିଁ। ଏମୀତି ବି ମେସ ରେ ଖାଇବା କୁ ମିଳେ ନାହିଁ। କଳାକାର ଅନେକ ଦୁଃଖ କଷ୍ଟ ରେ ରହି ଶେଷ ରେ ପାର୍ଟି ଛାଡ଼ିଲେ। ଛୋଟ ଛୋଟ କଳାକାର ମାନଙ୍କୁ ହଇରାଣ କଲେ, ଆପଣ ନିଜେ ତିଷ୍ଟି ପାରିବେନି। ପାର୍ଟି ଚଲେଇ ପାରୁନାହାନ୍ତି, ଯାତ୍ରା ପାର୍ଟି ବନ୍ଧ କରିଦେଉନାହନ୍ତି।
ସୋମେଶ ବାବୁ କେବେ star king ସୁବାସ ବେହେରା ଙ୍କ ଠାରୁ କିଛି ଶିଖନ୍ତୁ। କାରଣ ସୁବାଷ ବେହେରା ତାଙ୍କ ଜୀବନରେ କେତେ କଷ୍ଟ ସହି ଆଜି ଏ ଜାଗା ରେ ପହଞ୍ଚିଛନ୍ତି, କେବଳ ତାଙ୍କୁ ଜଣା। ସେଥିପାଇଁ ମୋର ସବୁଠାରୁ ପସନ୍ଦ ର କଳାକାର ସୁବାଷ ଭାଈ ♥️
King star always king star subash behera. Subash bhai my favourite actor
Yes
Perfect katha kahuchanti sir
ବହୁତ୍ ବଡ଼ ବଡ଼ କଳାକାର ଆଜି ମଧ୍ଯ ସ୍କୁଲ ଘରେ ରହୁଛନ୍ତି ଯାତ୍ରା ସମୟରେ। Adjustment କରିବା ଶିଖନ୍ତୁ।
Bhai se Katha kehi bujhi pari beni 🙏
Bhai big fan @@sanjubablicreation7654
Sobu place sanaba nuho..
ମାଲିକ ଠିକ କହିଛନ୍ତି , ଯାତ୍ରା କରିବା ସହଜ
ଯାତ୍ରା ଅନୁଷ୍ଠାନ କରି ଚଳେଇବା ଏତେ ସହଜ ନୁହେଁ 🎉
ତମ ଭଳି ମାଲିକ ଟିଭି ସିରିଏଲ ବାଲାଙ୍କୁ କଣ ପାଇଁ ଆଣୁଛ
👍
TV କଳାକାର ମାନଙ୍କୁ ନେଉଛନ୍ତି କାହଁକି.... ଏମିତି ଅବସ୍ଥା ର ସମ୍ମୁଖୀନ ହେବେ.... ଏ କଥା ଆପଣ କଣ ଜାଣି ନଥିଲେ..... Celebriti ଷ୍ଟାର ସେମାନେ... ଡିମାଣ୍ଡ ହିଁ କରିବେ
Right
Right 👍👍👍
ଠିକ କଥା..
ଭାବିସତ୍ୟ ରେ ମାଲିକ ମାନଙ୍କ ପାଇଁ ହିଁ ଯାତ୍ରା ବନ୍ଦ୍ ହେବ ତେଣୁ ସବୁ ମାଲିକ ମାନେ ଏକ ହୋଇ ଯେତେ ବଡ଼ କଳାକାର ହଉ ତାର ବାର୍ଷିକ ଦରମା ୧୦ ରୁ ୧୨ ଲକ୍ଷ୍ୟ ଭିତରେ ଚୁକ୍ତି କରାଯାଉ ଯଦି ରାଜି ନ ହଉନାହାନ୍ତି ତାଙ୍କୁ ଯାତ୍ରା ରୁ ବୟକଟ କରନ୍ତୁ ତାହେଲେ ଯାତ୍ରା ଟିକେଟ ୨୦୦/ ଭିତରେ ରହିବ ଯାତ୍ରା ବଞ୍ଚି ରହିବ.ଆଉ ରହିଲା କଳାକାର ମାନେ covid ଟାଇମ ଭଳି ୧/୨ ବର୍ଷ ଘରେ ବସିଗଲେ ମାଲିକ ମାନଙ୍କର ମଳିକି ପର ବର୍ଷକୁ ଆପେ ଆପେ ଆସି ଯାତ୍ରାରେ ଯୋଗ ଦେବେ
ଆଉ ଦର୍ଶକ ମାନଙ୍କୁ ୪୦୦/୫୦୦ ଟଙ୍କା ଟିକେଟ ଦବାକୁ ପଡିବ ନାହିଁ ଯାତ୍ରା ଅନୁଷ୍ଠାନ ଦୀର୍ଘ ଦିନ ବଞ୍ଛି ରହିବ
ଜୟ କଳା,ଜୟ ଯାତ୍ରା
ଜୟ ଜଗନ୍ନାଥ
ଠିକ୍ କହିଚ ଭାଇ
@@dusamantakumardalai9520 tq
true
ମାଲିକ ହିସାବରେ ଆପଣ ବହୁତ୍ ଭଲ ଲୋକ ଆପଣ ଭଲ କଳାକାର ମାନଙ୍କୁ ଚୁକ୍ତିବଦ୍ଧ କରନ୍ତୁ ଏଇଭଳି ବେକରିଆ କଳାକାରକୁ ପାର୍ଟି ରେ ରଖି ପାର୍ଟି ବଦନାମ କରନ୍ତୁନି
ମାଲିକ ବାବୁ ଆପଣ ଏଗ୍ରିମେଣ୍ଟ କରି ନ ଥିଲେ କଣ ପାଇଁ
କଳାକାର ତାଙ୍କୁ କୁହାଯିବ ଯିବ ସବୁ ଜାଗାରେ adjust କରି ପାରିବ
Bahut badhi katha kahila bhai jie jatra Malika heithiba se kasta janithiba
Soumya Patnaik,jatra kalakararnka darama badhei sabu malika nku debalia kari dele,sabu malika budibe,
ମାଲିକ condition re କଳା କାର୍ rajihebaku ବାଧ୍ୟ ଯଦି ନୁହେଁ ତାହେଲେ ଯାତ୍ରାକୁ ଆସନ୍ତୁ ନାହିଁ
Thik khota agyan ate poisa malikor lagu chi
ସେରିଆଲ ଅର୍ଟିଷ୍ଟ କୁ ଯାତ୍ରାରେ ନେଲେ ଯାତ୍ରା ଭଲ ହେବ ନାହିଁ
ଯାତ୍ରା ଅନୁଷ୍ଠାନ ଦାଇ ମାଲିକ ଅନ୍ୟ କଲା କଳାକାର କୁ 25 30 ଲକ୍ଷ୍ୟ ଦଉଚ
Really true and practical.The chest of a owner is very wide and stronge.Very few servants have idea about his owner.If you never be a good servant you never be a good master or owner.. Good experience and good message Sir.. Thank you
କେତେଟା ମାଗିଆ କଲା କାର ପାଇଁ ମାଲିକ ମାନେ ବହୁତ ଅସୁବିଦାରେ ପଡ଼ୁଛନ୍ତି
ଦିଲସେ ସଲ୍ୟୁଟ ଏ ଭାଇ ଙ୍କୁ ମାଲିକ ଏମିତି ହବା ଦରକାର
ପ୍ରଯୋଜକ ଙ୍କ ମତାମତ ସୁନ୍ଦର❤❤😢😮😅❤
ସାର୍ ଠିକ୍ କହୁଛନ୍ତି
ପ୍ରକୃତରେ ଯାତ୍ରା ମାଲିକ (ଲୋକ) artist ଦେଖିକି ପାତର ଅନ୍ତର କରନ୍ତି।
You are correct sir
ଭାଇ ଏକଦମ୍ ସତ୍ୟ କହିଛନ୍ତି ସୋମେଶ ଯାତ୍ରା କୁ ଆସିବା ପୂର୍ବରୁ ଭାବିବାର ଥିଲା ଯାତ୍ରା ରେ କଷ୍ଟ ଅଛି ସେଥିପାଇଁ କଳାକାର ମାନେ କେତେ କଷ୍ଟ ସହୁଚନ୍ତି ତାପରେ ପ୍ରାପ୍ୟ ନେଉଚ୍ନ୍ତି ସୋମେଶ ପରି କଳାକାର ମାଲିକ ମାନଙ୍କୁ ହଇରାଣ କରିବାକୁ ଆସନ୍ତି
ଆଉ ଆପଣ ଙ୍କ ମେନେଜର ବାବୁଲି ବାବୁ ଙ୍କ କଥା ଟିକେ କୁହନ୍ତୁ
ସମସ୍ତେ ମଣିଷ ସମସ୍ତଙ୍କୁ ସମାନ ଅଧିକାର ମିଳିବା ଠିକ୍ କଥା କହିଲେ ଆପଣ ସତ କହୁଛନ୍ତି
Right right
Right sir 👍
ବାଲେଶ୍ୱେର ରେ ଭଲ ଆକଟର ଅଛନ୍ତି, ମାଲିକ ମାନେ କଣ ପାଇ ସେରିଆଲ ଆକଟର ଙ୍କୁ ଚାକିରୀ ଦେହୁଛନ୍ତି, ବେଶି ଲାଭ ପାଇ ତ
ସେମାନଙ୍କୁ ଏତେ ପଇସା କଣ ପାଇଁ ଦୋଉଛ
Right
You right
Sir bahut vala...somesh jatra pain jogya nune
Right Bhai 👍👍👍
ସତ କଥା କହିଲ ଭାଇ
Right bro 👍
Kalakaramane malikanku support Kariba darakar
Babu Namaskar
ବାଡ଼ିପଟେ ନାହିଁ ଟଗର ଗଛ
ହାତୀକୁ ଡାକି ସାରି କହନ୍ତି,
ADJUST କର ଅଛି ଆମର
ବର ଗଛ 😀
Somesh sir ❤❤❤❤
👍
Thanks Bhai
Thik katha kahile
Se ki bala kalakar te ki,ete demand karuchhi,,
0:08 0:08 ସୋମେଶ ଙ୍କ କଥା କହିଲେ.... କାବୁଲା କାହିଁକି party ଛାଡିଲେ କହୁନ ଯେ.... ଗତ ବର୍ଷ party ଅଧା ରୁ ବନ୍ଦ ଥିଲା କାହିଁକି
କି ଯାତ୍ରା କରିଛନ୍ତି ଜେ ମୁକ୍ତି କାନ୍ତ ବାବୁ 😭 କଳାକାର ମାନଙ୍କ ଏ ଜଞ୍ଜାଳ ରୁ ମୁକ୍ତି ମିଳୁ ନାହିଁ 😭😭😭🤪🤣😂
Tame seriel kalakarku Kain anucha
Urgent right sir
Sorry u r right sir
Malika bohutu bhala
All party Owner should not give so much money to the artists otherwise oneday the jatra party will stop.
Thik କଥା
ମାସକୁ 30 ଲକ୍ଷ 🙄🙄🙄
🙏🙏🙏🙏🙏🙏🙏🙏🙏🙏✍️✍️✍️✍️✍️🏃🏃🏃🏃🏃🏃 So super video Durga Mandir number 1 jivan Kavi artist sir
❤❤❤❤
ତୁମେ ନେଉଛ କାହିଁକି..
ଯାତ୍ରା ମାଲିକ ଯାହା କହିଲେ ପୁରା ଠିକ
Right 👍
Somesh Gota bala hero sa jarta ra rahila loka asibani
❤❤❤❤❤thick କଥା sir somesh କୁ by cut କରନ୍ତୁ sir
Bhai ye Malik saha personally kebe katha hoicha na bheticha...
Sahu bhauja ku niantu bhala bepara heba
Sata.katha.kahila.sir
Mu.jibaku.chanuchi
Jatraku
Pintu Bhai tame bohut kasta re
Aagaku aasechha dhanyabad
ସୋମେଶ ନାଁରେ କେସେ ଦିଅନ୍ତୁ
ଠିକ୍ କଥା
Ok sir
Babu sabu bele new kalakar kun sujag dianti 🙏🙏🙏
ମାଲିକ ଜାହାକହୁଛତି ଠିକ୍ କଥା
Jatra malik mane kebe ta sata kuha..... Totaly michha kahuchi
Purnima best naika
ସେ କିବାଲହିରୋଯେ
Right sar
ଆଉ କିଛି ନାହିଁ ଖାଲି ରାଣ୍ଡି ନାଚ କରି ଦେସ ରାଜ୍ୟ ର ବିକାଶ ହେବ
Agyan jatra kola kar bhut bholo ae sola film bala ku joma jatra re entry koro tu ni bhut bholo hobo seresli khou chi
Correct bhai
Malika kudhanyabad
Seithi pain Larence aswini kama karuchanti ebe bi .au somesh Rahi paru nahi kuade.
ସୋମେଶ କଳାକାର ମାଗିଆ ଟା
Malika. Right kahuchi
ସେମେଶେ ଗୋଟେ କଲା କାର ନୁହେଁ ମାଗିଆ ଟା
Odisa re film band heigala.Jatra banchichhi support karantu
Prakutare malika habata amiti
ଷୋମେଶ କଣ ବଡ ହିରୋ
Jatra Tent tale jia soipariba Sia Prakrutare kolakar
Dina thila aalpa paty thila kalakar mane malika ku tela maruthile ebe malika mane kalakar manaka goda dharu chanti
Tv serial actor ku jatra party ku nehantu nahi
Pintu Babu Jana Bahut bhla loka
Aithire ashara alokare dakuchanti avsalibyktiku
Jatra party re kemiti jae heb kia janichhanti tike kahibeki
Jitu bhai jabardast part 2
Dakayta manika
Bhai mate mauka dia dekhiba mu kemiti karuchi
United we stand divided we fall
Thiki loka a bhai
Nihati thik kahuchhanti sir
Jemiti Karma samiti fall😮😮😮😮😮
Sabu malika mananka dosa tu me kahinki Ate paesa kahi dau chanti sir ratike ate paesa kan pae
shireele,napura,a,konakarenahi,prtidina,hauphula,heuchi
Hueta tama katha thhik hei pare.... Kichhi kala kara nija swartha pain malika mananku hairana karanti.... Kintu pintu babu gote katha ra ans karantu sabu bele apana nka opare ei iljam ta kana pain lage.. Khlai somesh nuha atitare bohut kala karnka tharu apnakaa birudhare katha kahibara ame sunichhu... Apanka ra kichhi ta galti rahu thhiba... Example bohut achhi...