Damdar Khabar: 'Jhul Re Nitai Jhul'- Who Is The Real Singer?

Поділитися
Вставка
  • Опубліковано 27 чер 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Website :- kanaknews.com/
    Instagram :- kanaknewsof...
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews

КОМЕНТАРІ • 1,2 тис.

  • @parthasarathidas5863
    @parthasarathidas5863 2 роки тому +73

    First singer Gobind Babu is my favorite singer . ଏହି ଗୀତଟି ଶୁଣିଲେ ମନ ଭିତରେ ଗୋଟେ ବାସ୍ଚଲ୍ୟ ଭକ୍ତି ଜାଗ୍ରତ ହେଉଛି । ଧନ୍ୟ ସେ ଲେଖକ ଓ ଧନ୍ୟ ସେ ଗାୟକ ।

  • @lizapuzaodiavlog6064
    @lizapuzaodiavlog6064 2 роки тому +293

    ଏହା ଏକ ସମ୍ପୂର୍ଣ୍ଣ ଆତ୍ମା କୁ ଶାନ୍ତି ପ୍ରଦାନ କରେ ଏହି ଗୀତ ଟି ମର ବହୁତ୍ ପଶନ୍ଦ 🤗🤗🤗🙏🙏🙏

  • @dillipkumar79
    @dillipkumar79 2 роки тому +136

    ଝୁଲ ରେ ନିତାଇ ଝୁଲ ପ୍ରକୃତ ଗାୟକ ଗୋବିନ୍ଦ କୁମାର

  • @niranjanbehera2019
    @niranjanbehera2019 2 роки тому +123

    ପପୁ ଭାଇ ତ କହିନାହାନ୍ତି ମୁଁ ପ୍ରଥମେ ଏ ଗୀତ ଗାଇଛି
    ପପୁ ଭାଇଙ୍କ ଗୀତ, ନାଚ, ଅଙ୍ଗଭଙ୍ଗୀ ପାଇଁ ସେ ଭାଇରାଲ ହେଇଛନ୍ତି,🙏🙏🙏

  • @puspalataraul4687
    @puspalataraul4687 2 роки тому +66

    ମୋର ଏହି ଗୀତଟି ବହୁତ ପସନ୍ଦ, ମୁଁ ବାରମ୍ବାର ଶୁଣେ, ଯେତେ ଶୁଣିଲେ ବି ମନ ବୁଝେନା, ପପୁ ଭାଇ ଙ୍କ କଣ୍ଠ ରୁ ଅଧିକ ଭଲ ଲାଗେ

  • @mukeshbhoi6900
    @mukeshbhoi6900 2 роки тому +422

    Original ଯିଏ ଗାଉ ନା କାହିକି ଗୀତ ଟା ପପୁ ଭାଇ ଙ୍କ କଣ୍ଠ ସ୍ୱର ରେ ଭଲ ଲାଗୁଛି

    • @sambitsambit3777
      @sambitsambit3777 2 роки тому +15

      Papu nk paiin Gita ti viral

    • @debadalana3970
      @debadalana3970 2 роки тому +18

      Gita pain Papu asila

    • @prasantsingsamant126
      @prasantsingsamant126 2 роки тому +10

      Really Papu (Narada) bro. song re original chhunka marichhanti. Au kan kariba.

    • @RAKESHKUMAR-fe5cp
      @RAKESHKUMAR-fe5cp 2 роки тому +7

      Bt Papu is the real hero this song🎧🎧

    • @rd3586
      @rd3586 2 роки тому +1

      @@sambitsambit3777 bla na

  • @saispalei420
    @saispalei420 2 роки тому +142

    ଗୋବିନ୍ଦ କୁମାର ଗାଇଛନ୍ତି, ଆଉ ପପୁ ଭାଇ ଆମ ଗୀତିନାଟ୍ୟ ରେ ଗାଇଛନ୍ତି resently, ଏଇଟା ପୁରୁଣା ଗୀତ ,but ଲୋକମାନେ ପପୁ ଭାଇ ଙ୍କ କଣ୍ଠ ରୁ ଶୁଣିବାକୁ ପସନ୍ଦ କରୁଛନ୍ତି ,ତେଣୁ ସେ viral ହେଲେ, ପପୁ ଭାଇ ତ ଦାବି କରୁନାହାନ୍ତି କି ସେ ପ୍ରଥମେ ଏଇ ଗୀତ ଟି ଗାଇଛନ୍ତି ,ତ ଏତେ tanaaotara kn pai

    • @rcnrcn4181
      @rcnrcn4181 2 роки тому +8

      Absolutely 👉

    • @tocaBocagirls-uc5bx
      @tocaBocagirls-uc5bx 2 роки тому +6

      Thik kahichanti Bhai

    • @kumaramatya1358
      @kumaramatya1358 2 роки тому +1

      Over style re gauchi

    • @tocaBocagirls-uc5bx
      @tocaBocagirls-uc5bx 2 роки тому +5

      @@kumaramatya1358 sae over style ku ta loka grahana karuchanti..ta au kichi loka hajam kariparunahanti.

    • @kumaramatya1358
      @kumaramatya1358 2 роки тому

      Kemiti hajam karibe nija song heithile Sina hajam karibe copy kariki gaiba hajam kan karibe

  • @umakantanayak8710
    @umakantanayak8710 2 роки тому +56

    ଯିଏ ବି ଭାଇ ଏହି ଗୀତ ଗାଇଛନ୍ତି ବହୁତ ଭଲ ଗାଇଛନ୍ତି ,କିନ୍ତୁ ଏହି ସ୍ୱର ରେ ଆଗରୁ ଗୋଟେ ଓଡ଼ିଆ ଗୀତ ଅଛି ,ସେହି ଗୀତଟି ହେଉଛି 'ହରିଣ ନଦିଏ ଧରା ଦଉଡ ନାଆ ବଡ ଖରା '

    • @jagabandhupattanayak5782
      @jagabandhupattanayak5782 2 роки тому +1

      ଓଡ଼ିଆ ଚଳଚିତ୍ର ପରଦେଶୀ ଚଢ଼େଇ ଏଭଳି ସ୍ଵର ରେ ଗୀତ ଅଛି

    • @azubizu2534
      @azubizu2534 2 роки тому +1

      ଭଲ କଥା କହିଲ ଭାଇ👍👍👍👍👍👌👌👌

    • @BharatKumar-tv6no
      @BharatKumar-tv6no 2 роки тому

      Sabu copy

    • @lifecarehomoeo4540
      @lifecarehomoeo4540 2 роки тому

      Bhai sunichanti na emiti kahuchanti copy heichi boli

  • @Titusahu143
    @Titusahu143 2 роки тому +52

    Original singer ଜିଏ ହେଲେ ବି ପପୁ ବିଶ୍ଵାଳ ଭାଇ ଙ୍କ କଣ୍ଠ ରୁ ଗୀତ ଟି ବହୁତ୍ ଭଲ ଲାଗୁଚି....

  • @SonaCasioMusical
    @SonaCasioMusical 2 роки тому +80

    ବହୁତ ସୁନ୍ଦର ଗିତ ଭାଇ

  • @gobardhanbarik6616
    @gobardhanbarik6616 2 роки тому +12

    Gobinda Bhai Apananka Voice Super.... A Gita Ku Anya Mane Bi Gaichanti But U R Voice Super 👌👌👌👌👌...Jay Jagannath 🙏🙏🙏🙏...

  • @swainbijay5107
    @swainbijay5107 2 роки тому +30

    ଗୋବିନ୍ଦ କୁମାର କଣ୍ଠ ରୁ ୧ବର୍ଷ ପୂର୍ବରୁ ଶୁଣୁଛି। ତାଳଧ୍ବଜ ଟିଭି ଚେନାଲ୍ ରେ

  • @sangramresearch1506
    @sangramresearch1506 2 роки тому +16

    ସୁପର୍ ଗୀତ ବୋବିନ୍ଦ ଭାଈ

  • @mamatabehera6593
    @mamatabehera6593 2 роки тому +66

    ମୁଁ ଯେତେବେଳେ ଏ ଗୀତ ଟା ପ୍ରଥମେ ଶୁଣିଲି ମୋତେ ବହୁତ ଭଲ ଲାଗିଲା. କିନ୍ତୁ ସେଟା ପପୁ ଭାଇର କଣ୍ଠ ସ୍ୱର ନଥିଲା. ଯାହା ବି ହଉ ଯିଏ ବି ଏ ଗୀତ ଟି ପ୍ରଥମେ ଗାଇଛି ବହୁତ ବଢିଆ

    • @jagandas5249
      @jagandas5249 2 роки тому

      Really story

    • @JAGANNATH-NEWS
      @JAGANNATH-NEWS 2 роки тому

      real

    • @pratapchandramahanand1405
      @pratapchandramahanand1405 2 роки тому +1

      Papu bhai nka awas sete bhala nuha. Ye loka Govind kintu full professional. Voice and scale changes are very sensible.

    • @swarasudhakartik2023
      @swarasudhakartik2023 2 роки тому

      ସେଇ ଗୀତଟି ଗେବିନ୍ଦ କୁମାର ଗାଇଛନ୍ତି !ଝୁଲ୍ ରେ ନିତାଇ ଝୁଲ୍ ଗୀତର ପ୍ରକୃତ ଗାୟକ ହେଉଛନ୍ତି ଗୋବିନ୍ଦ କୁମାର

    • @pradipanchorpradip6601
      @pradipanchorpradip6601 2 роки тому

      Right

  • @Brajasundartripathy
    @Brajasundartripathy 2 роки тому +55

    1st singer voice is mind blowing, no one can beat him on this song.

  • @ranjanjena6653
    @ranjanjena6653 2 роки тому +6

    Apana original singer Bt Apananka gitara mulya papu nka jogu hin badhichhi... Sethipain papunku v dhanyabad janeiba katha...
    Au apana ete sundar gita ti karithibaaru mo taraf ru v aapananku dhanyabad oo subhechhya...

  • @kedarjena7146
    @kedarjena7146 2 роки тому +41

    ଗୋବିନ୍ଦ ବାରିକ ହେଉଛନ୍ତି ପ୍ରକୃତ ଗାୟକ ଆମ ଗାଁର ଭାଇ ମାନେ ସଂଗିତ ନିଦେ୍ର୍ଧଶନା ଦେଇଥିଲେ 🙏

  • @gcnayak3479
    @gcnayak3479 2 роки тому +50

    ଗୋବିନ୍ଦ ଭାଈ ଠିକ୍ କହୁଛନ୍ତି
    ସେ ହିଁ ପ୍ରଥମ ଏ ଗୀତ ଗାଇଥିଲେ ଆଉ ତା ପରେ ଏ ଗୀତ ଶୁଣି ସବୁ ଗ୍ରାମରେ, କୀର୍ତ୍ତନ ଆଉ ଭଜନ ରେ ମଧ୍ୟ ଶୁଣି ବାକୁ ମିଳିଲା କିଛି ଦିନ ପରେ ପପୁ ଭାଈ ଏ ଗୀତ ନାଟକରେ ଗାଇଲେ ।। ଜଗନ୍ନାଥ ।।

  • @niranjannayak9508
    @niranjannayak9508 2 роки тому +6

    Papu bhai....Thik sea songs ta ku ....Nibheichonti....Great papu

  • @sasmitamallikmallik3409
    @sasmitamallikmallik3409 2 роки тому +30

    ପ୍ରକୁତ ଗାୟକ ଗୋବିନ୍ଦ ଭାଇ ଆମେ ଆଗରୁ ଶୁଣି ଆସିଛୁ.. ଅମେବି କ୍ରୀତନ ମଣ୍ଡଳୀରେ ଗାଁଉଁ

  • @kkmalik5668
    @kkmalik5668 2 роки тому +22

    ଏହି ଗୀତଟି ମୁଁ ଦୀର୍ଘ ୨୫ ବର୍ଷ ହେଲା ସୁଣି ଆସୁଛି ଆମର ଅଷ୍ଟ ପ୍ରହରୀ ନାମ ସଂକୀର୍ତ୍ତନ ରେ ତ ମୁଁ କହିବାକୁ ଚାହିଁବି କି ଆକୁ ଏବେକାର ଗୀତ କୁହା ନଜାଉ.

  • @babudash1336
    @babudash1336 2 роки тому +48

    ଆମେବି ଦ୍ଵନ୍ଦ ରେ ପ୍ରକୁତ ଗାୟକ କିଏ
    ଗୀତ ଚୋରି ଅଭିଯୋଗରେ କେତେ ଦଫା
    ଲାଗିବ ଲାଗୁ ଅସଲ କୁ ଛାଡ଼ି ନକଲି ମାନେ
    ନାଆ ନୋଉଛନ୍ତି ।

    • @rockstarrashmi
      @rockstarrashmi 2 роки тому +4

      Ama gobinda bhai gaichanti

    • @anilbrahma1861
      @anilbrahma1861 2 роки тому +2

      Govinda Bhai real singer

    • @tocaBocagirls-uc5bx
      @tocaBocagirls-uc5bx 2 роки тому +4

      ହଁ ଭାଇ ଆପଣ ଏକ ଦମ୍ ଠିକ୍ କହିଛନ୍ତି। ଗୀତ ଚୋରି ଅଭିଯୋଗରେ ପ୍ରଥ ମେ ଏଇ ଗୀତ କୁ ବୋଲି ଯୋଉ ମାନେ ଭାଇ ରାଲ୍ ହେଇଛନ୍ତି ସେମାନଙ୍କୁ ଡାକି ଦଫା ଲଗାନ୍ତୁ । ପରେ ଆମ ପପୁ ଭାଇ ଯିବେ ଆଉ। ( ମାଡ଼ି ଚାଲ )॥

    • @achyutanandaswain5938
      @achyutanandaswain5938 2 роки тому

      Original singer govind sir

  • @kailashsethy712
    @kailashsethy712 2 роки тому +1

    Papu Bhai really singer and actor. Odisa ra garba. Nayagarha matira pua. Thank you Papu Bhai. Thanks kanak news.

  • @ranjanpanda7159
    @ranjanpanda7159 2 роки тому +5

    ଆମ ଓଡ଼ିଆ ସଂସ୍କୁତି କୁ ବଞ୍ଚିରଖିଥିବାରୁ ବହୁତ ବହୁତ ଧନ୍ୟବାଦ l

  • @ergyanaranjanpintu1573
    @ergyanaranjanpintu1573 2 роки тому +29

    Gobinda Barik is first singer. Who first performed in Bhajan Samaraho. Great Gobind Bhai.

  • @nabaghanasahu9660
    @nabaghanasahu9660 2 роки тому +23

    Govinda Kumar from Chhatia Batta Dist -Jajpur ei gitara original singer 💯% Thick .

  • @rcnrcn4181
    @rcnrcn4181 2 роки тому +29

    Gobinda ku is real singer.... But.. Papu (Narada).'S Performance is so amusing... 🌹🌹👍👍

  • @sanjibnaik1188
    @sanjibnaik1188 2 роки тому +11

    ପପ୍ପୁ ଭାଇ ଆପଣ ବହୁତ ବଡ଼ିଆ ଗାଉଛନ୍ତି ଓ acting ଟା ଭି ମସ୍ତ ହଉଛି,,,, keep it up

  • @jayjagannath762
    @jayjagannath762 2 роки тому +7

    ଗୋବିନ୍ଦ ଭାଇ original ଗାୟକ ୧୦୦% ସତ ଜୟ ଜଗନ୍ନାଥ

  • @salkhanhansda4833
    @salkhanhansda4833 2 роки тому +10

    Both are awesome,good singer no doubt but this song was Populared , Viraled by PAPU who presented it with super performance. Congratulations both of you.

  • @Purnima111
    @Purnima111 2 роки тому +5

    Kya baat salute to this writer nd lyricist and the original singer 🙏👍👍

  • @rihanmajhi9908
    @rihanmajhi9908 2 роки тому +7

    ପପୁ ଭାଇଙ୍କ କଣ୍ଠରେ ଗୀତଟି ବହୁତ୍ ବଢିଆ ଲାଗୁଛି ନାରଦ ମୁନିଙ୍କ କଣ୍ଠରେ

  • @chittaranjanpatra7134
    @chittaranjanpatra7134 2 роки тому +4

    Woww.. what a voice. Industry emananku chance nadeiki talent nathiba lokanku chance dauchi. That's why odia Industry ebe ete pachhare

    • @lifecarehomoeo4540
      @lifecarehomoeo4540 2 роки тому

      Bhai gobinda bhai nka pakhare bhala talent achi hele papu bhai nka dance re gita b viral heigala 🤣

  • @jbshreemusic6947
    @jbshreemusic6947 2 роки тому +13

    Congratulations Gobind . original singer perfect singer. Gobind . God bless you. 👍
    Beautiful voice..

  • @rajendra1440
    @rajendra1440 2 роки тому +2

    Best compose this song is by Papu .it very softly and sweet tone 💗💗💗💗

  • @cute_mhi5690
    @cute_mhi5690 2 роки тому +7

    Mind blowing song jhul re nitai jhul bhajana

  • @gagankumarmallick9131
    @gagankumarmallick9131 2 роки тому +109

    ଗୋବିନ୍ଦ କୁମାର is a reall singer

  • @arabindaprusti4841
    @arabindaprusti4841 2 роки тому +20

    Excellent song excellent singer.

  • @kailashsethy712
    @kailashsethy712 2 роки тому +1

    Papu Bhai nku salut. Jay jagannath blesing you Papu Bhai.

  • @binaykumarnayak9114
    @binaykumarnayak9114 2 роки тому +5

    Pappu Babu with tremendous devotional character.....Jay Odisha .....Jay Jagannath.
    Dear media
    please have yours watch and observation on Body Language and devotional emotions of PAPPU BABU.

  • @KUMARYESH-se8td
    @KUMARYESH-se8td 2 роки тому +7

    Original is original.. very good sir your voice.... ଆପଣକ ସ୍ୱର ବହୁତ ସୁନ୍ଦର

  • @jagamohanjena2314
    @jagamohanjena2314 2 роки тому +6

    ଗୀତ ରଚୟିତା ଙ୍କୁ କୋଟି ପ୍ରଣାମ ନୃତ ସହିତ ସଙ୍ଗୀତ ପରିବେଷଣ କରିଥିବା କଳାକାରଙ୍କୁ କୋଟି ପ୍ରଣାମ

  • @BadBoy-jv7ci
    @BadBoy-jv7ci 2 роки тому +3

    ଗୋବିନ୍ଦ କୁମାର ପ୍ରକୃତ ଗାୟକ ମୁ ବହୁ ଆଗରୁ ଏ ଗୀତ ଶୁଣି ଆସୁଚି ❤️👍🏻

  • @pratimapanda2273
    @pratimapanda2273 2 роки тому +1

    Jea bi Gau kintu Sri Charan bohuta bhal gaeichanti nice Bhajan nice voice 🙏🙏👍👍👍

  • @Happy_.Sagar.
    @Happy_.Sagar. 2 роки тому +33

    Gobind kumar is the real singer
    ❤️❤️❤️❤️❤️❤️❤️❤️
    Love u bhai 🤞💝

    • @pramodasamal9592
      @pramodasamal9592 2 роки тому

      jhul re nitai jhul ra kabi nku bahut Danyabad manaku chuila .

  • @bhagyadharbehera3015
    @bhagyadharbehera3015 2 роки тому +9

    Gobind Bhai tone ru Jana paduchhu ,he is real singer

  • @babushaan3621
    @babushaan3621 2 роки тому

    ବହୁତ ସୁନ୍ଦର ଗୋବିନ୍ଦ ଭାଇ।
    ଆପଣ ବହୁତ ସୁନ୍ଦର ଗାଇଛନ୍ତି।
    ଆଉ ପପୁ ଭାଇ ମଧ୍ୟ

  • @chittaranjansahu8113
    @chittaranjansahu8113 2 роки тому +5

    ଗୋବିନ୍ଦ ଭାଇ ଆପଣ ଧନ୍ୟ ହୋଇଗଲେ l ଆପଣ ଗାଇ ଥିବା ଗୀତଟିକୁ ଓଡିଶାର ଖୁବ୍ ନାମକରା କଣ୍ଠଶିଳ୍ପୀ ମାନେ ଯେମିତି, ଶ୍ରୀ ଚରଣ, ମାନସୀ ପାତ୍ର, ମଂଟୁ ଛୁରୀଆ... ଇତ୍ଯାଦି ଆପଣଁକୁ ଅନୁସରଣ କରି ବୋଲିଛନ୍ତି l
    ଭଗବାନ ଆପଣଁକ ର ମଂଗଳ କରନ୍ତୁ ll
    ଏ ଗୀତଟିର ଗୀତିକାର ଓ ସ୍ବରକାର କିଏ??

  • @amarendraojha9324
    @amarendraojha9324 2 роки тому +12

    Jay Jagannath 🙏🙏🙏

  • @mr.rakesh6006
    @mr.rakesh6006 2 роки тому +8

    ଶ୍ରୀ ଚରଣ ମହାନ୍ତି ଙ୍କ ଭଳି ଗାୟକ ମଧ୍ୟ ଏହି ଗୀତ ଗାଇଛନ୍ତି ନମିତା ଅଗ୍ରୱାଲ, ଏମିତି ଅନେକ କଣ୍ଠ ଶିଳ୍ପୀ ଙ୍କ କଣ୍ଠରୁ ଆମେ ଏ ଗୀତ କୁ ଶୁଣି ସାରିଲେଣି

  • @luckylpls8743
    @luckylpls8743 Рік тому

    ନାଟକ ମଞ୍ଚ live thare ଅଭିନେତ୍ରୀ ଦେଖିଲି ନାଟକ ରେ ଶୁଣିଲେ ଯେମିତି ଲାଗିବ all kalakar ku super super super

  • @SantoshDas-kn4dw
    @SantoshDas-kn4dw 2 роки тому +2

    ଜୟ ଜଗନ୍ନାଥ 🙏 ଭାଇ ମାନେ ଏହି ଭଜନ ଟିକୁ ଯିଏ ଵା ଗାଆନ୍ତୁ, କିନ୍ତୁ orginal ସବୁବେଳେ orginal 🙏

  • @babulbasantara6812
    @babulbasantara6812 2 роки тому +6

    Great singer gobinda sir

  • @diptisenapati9526
    @diptisenapati9526 2 роки тому +9

    Bhai u r the real singer... luv ur singing style...

  • @prasantnahak5531
    @prasantnahak5531 2 роки тому

    Bahut Sundar bhajan tiye mo manaku aanand laguchi mu bar bar sunuchi mote laguchi gobinda babu hi prakruta singer🎤 gobind babu jadi prakruta singer hoinathante tahahele se dabi karinathante kahi au kehi ta dabi karunahanti

  • @SumantaPradhan
    @SumantaPradhan 2 роки тому +14

    I have heard this song long back in my village kirtan. About four or five years ago.

  • @deepakrupali6383
    @deepakrupali6383 2 роки тому +14

    Real singer govind bhai jajpur

  • @sanjaykumarbehera9603
    @sanjaykumarbehera9603 2 роки тому +17

    Gobinda Sir 🙏 Real Singer ❤️

    • @dushmantamohanta3866
      @dushmantamohanta3866 2 роки тому

      ସେ real singer ହେଉଥାଉ but ତା ବେଳେ କାହିଁକି vairal ହେଲାନି।।। ଆଜି viral ହେଲା ବେଳେ ଯାଇକି ମନେ ପଡୁଛି ନା।। ଆଗରୁ କୁଆଡେ ଥିଲେ ki??

    • @sanjaykumarbehera9603
      @sanjaykumarbehera9603 2 роки тому

      @@dushmantamohanta3866 Are Bhai Gobinda Sir Audio Viral Jaeki Dekhidia 🤞

  • @papusony143
    @papusony143 2 роки тому

    Papu bhai nka voice re bohut sundar laguchi love you papu bhai

  • @pujharibabu6103
    @pujharibabu6103 2 роки тому +1

    ପପ୍ପୁ ଭାଇ କଣ୍ଠ ରେ ବହୁତ ସୁନ୍ଦର ଗୀତ
    ଯିଏ ଲେଖୁ ନା କାହିଁ
    ପପୁ ହି ବେଷ୍ଟ୍ ❤️❤️❤️❤️

  • @fununlimited9418
    @fununlimited9418 2 роки тому +21

    Yes...govind kumar is the original singer...i i love his singing... although many other singers tried but govind Kumar's voice is best

    • @Desibalakexplain
      @Desibalakexplain 2 роки тому +1

      Gobind vs papu

    • @fununlimited9418
      @fununlimited9418 2 роки тому

      @@Desibalakexplain yes but govind is original singer and govind had more feelings.

  • @ommdigitalbaligorad6750
    @ommdigitalbaligorad6750 2 роки тому +10

    ଗୋବିନ୍ଦ କୁମାର ପ୍ରକୃତ ଗାୟକ 💐💐💐👌👌👌👍👍👍👍👍👍👍👍👍👍👍👍👍👍👍👍👍👍👍

  • @birenjena3758
    @birenjena3758 2 роки тому

    ଜୟ ନିତାଇ ଗୌରାଙ୍ଗ 🙏🚩🚩🚩🚩🚩🚩🙏

  • @ramakantanayak4495
    @ramakantanayak4495 2 роки тому +27

    Gobinda bhai is the real singer

  • @saritaswain8839
    @saritaswain8839 2 роки тому +5

    Vai u r a vry good singer mu personally janichhi tumaku keep it up👍

  • @CH-df5gk
    @CH-df5gk 2 роки тому +97

    It's a song delegated to God, it's not a matter who sing first. So anyone can sing the bhajan. The first one sing but stop. The viral singer spread publicity with their labor & represent the song to everyone through in public place as Lokanrutya. Both are talented.

  • @rakeshkumarsahoo4798
    @rakeshkumarsahoo4798 2 роки тому +2

    This song is mind blowing 😊😊😊

  • @khirodpenthei9718
    @khirodpenthei9718 2 роки тому +4

    ବହୁତ ବଡ଼ିହା ଗୀତ ପପୁ ଭାଇ ଙ୍କ କଣ୍ଠ ରୁ ବହୁତ ଭଲ ଲାଗେ

  • @satrughnasahoo5195
    @satrughnasahoo5195 2 роки тому +6

    I listen this song before 6month, the singer is Gobinda Kumar

  • @swarasudhakartik2023
    @swarasudhakartik2023 2 роки тому +10

    ଏହି ଗୀତର ପ୍ରକୃତ ଗାୟକ ହେଉଛନ୍ତି ଗୋବିନ୍ଦ କୁମାର !ଆମେମାନେ ପ୍ରଥମେ ତାଙ୍କ କଣ୍ଠ ରୁ ଶୁଣିଲୁ ଏହି ଭଜନ ଟି

  • @prasannakumardas1332
    @prasannakumardas1332 2 роки тому

    Dear Gobindji,swara,tala laya re apana prathame gaichanti....Apana knu bahut bahut dhanyabad as original singer...🙏🙏🙏Papu madhya yoytube ru suniki gaichanti boli interview re kahichanti....Bhajan samaste gaantu....pravu kna nama bistra heu ea jagata re....Jai Gopal 🙏🙏

  • @bhagabandas8011
    @bhagabandas8011 2 роки тому +1

    Nice Bhajan

  • @bibhuprasadsatapathy3003
    @bibhuprasadsatapathy3003 2 роки тому +4

    very nice voice Govind bhai 👍👍

  • @laxmidharpradhan6993
    @laxmidharpradhan6993 2 роки тому +7

    Nayagarh heuchhi kalar Mandir

  • @trilochanbehera4636
    @trilochanbehera4636 2 роки тому +2

    ଏ ଗୀତଟି ଯିଏ ଗାଇଛି .... ସିଏ ଗୋଟେ....
    ଦିବ୍ୟ ପୁରୁଷ ହେଇଥିବ......🤔🤔🤔🤔

  • @bipinmohapatra6396
    @bipinmohapatra6396 2 роки тому +1

    ଗୋବିନ୍ଦ ଭାଇ ହାତୀ ବଣରେ ରହିଲେବି ରାଜା ର । ଜୟ ଜଗନ୍ନାଥ ଆମେ ଓଡ଼ିଆ।

  • @DEBASISHCULTURE
    @DEBASISHCULTURE 2 роки тому +12

    Nice Papu bhai 👍

  • @bibhubikashjena3158
    @bibhubikashjena3158 2 роки тому +6

    credit should go to both original one and the viral boy as well.

  • @satyajitmallick804
    @satyajitmallick804 2 роки тому

    Perfect bhai papu bhai voice mind-blowing

  • @bubunhati5894
    @bubunhati5894 2 роки тому +19

    Gobinda bhai is the real singer ( chhatia)

  • @subrattusan7411
    @subrattusan7411 2 роки тому +10

    ମୁଁ ଏ ଗୀତ ଛଅ ମାସ ତଳେ ୟୃ ଟ୍ୟୁବ୍ ରେ ଶୁଣିଛି ଗୋବିନ୍ଦ ଙ୍କ କଣ୍ଠ ରୁ।

  • @GadgetWorld4u
    @GadgetWorld4u 2 роки тому +6

    Energetic Song . Original Singer Gobind Bhai 🙏🙏🙏🙏👌👌👌👌👌

  • @dibyameher3395
    @dibyameher3395 2 роки тому +1

    very nice guru ji radhe radhe

  • @ifckkvfjdijddyydfjjifckkvf2765

    Papu bhai kantharu gita madhura laguchi aou tanka rool vala laguchi jay jagannath 🙏🙏🙏🙏

  • @anilsilu111
    @anilsilu111 2 роки тому +5

    Exlent singing 🙏

  • @yamarajhansraj2599
    @yamarajhansraj2599 2 роки тому +5

    ପ୍ରକୃତ ଗାୟକ ଗୋବିନ୍ଦ ହୋଇ ପାରନ୍ତି! କିନ୍ତୁ ଏହି ଗୀତର ପ୍ରକୃତ ଲେଖକ କିଏ?

    • @kaliapremibhajanbhandara8515
      @kaliapremibhajanbhandara8515 2 роки тому +2

      ଲେଖକ ସବୁବେଳେ ପରଦା ପଛରେ ରହି ଯାଇଥାଏ ଯିଏ କି ଗୀତଟିକୁ ଭାବନା ଦୁନିଆରୁ ଆଣିଥାଏ, ସେଇତ ଦୁଃଖର ବିଷୟ

    • @yamarajhansraj2599
      @yamarajhansraj2599 2 роки тому

      ଏହି ଗୀତର ପ୍ରକୃତ ଗାୟକ ପ୍ରକୃତ ଗୀତିକାରଙ୍କ ନାମ ଜାଣିବା ଜରୁରୀ ଅଟେ।
      ନିଉଜ୍ ଚେନେଲ୍ ଏହାର ସତ୍ୟତା ସମ୍ପର୍କରେ ଆଲୋଚନା କରିବା ପାଇଁ ଅନୁରୋଧ।

    • @kaliapremibhajanbhandara8515
      @kaliapremibhajanbhandara8515 2 роки тому +2

      @@yamarajhansraj2599 ଆପଣ ଠିକ କହିଛନ୍ତି ଯିଏ ଗୋଟିଏ ଗୀତକୁ ସୃଷ୍ଟି କରି ଦୁନିଆକୁ ଆଣୁଛି ତାକୁ ହିଁ ଅଣଦେଖା କରା ଯାଉଛି

    • @KALKITV
      @KALKITV 2 роки тому

      ନରୋତ୍ତମ ଦାସ ଯାହା

  • @KINGYT-ei9cd
    @KINGYT-ei9cd 2 роки тому

    O Gobind bhai ja ghare pakhala khai ghare soibu only Papu bhai nice song & voice 🤘😘

  • @suvendukumarsuvendukumar6445
    @suvendukumarsuvendukumar6445 2 роки тому

    My dear brother old is gold Mr Gobind brother Jay Jagannath

  • @pahadsuperior5650
    @pahadsuperior5650 2 роки тому +3

    ଏ ଗୀତଟି ପ୍ରଥମେ ଗୋବିନ୍ଦ ଭାଇଙ୍କ କଣ୍ଠରୁ ବର୍ଷେ ତଳେ live music masti channel ରେ ଦେଖିଛି, କିନ୍ତୁ ପପୁ ଙ୍କ ପରେ ଟିକେ ଅଧିକ viral ହେଲା, କିନ୍ତୁ Gobinda voice is better than papu, ଏ ଗୀତର original writer ହେଲେ ନରୋତ୍ତମ ଦାସ, ଯାହାକୁ ସମସ୍ତେ ଭୁଲିଯାଇଛନ୍ତି

  • @harsitanayak1133
    @harsitanayak1133 2 роки тому +6

    Gobind kumar is the real singer ❤❤❤❤ my favorite song

  • @biratparida2289
    @biratparida2289 2 роки тому +2

    ପ୍ରକୃତ ଗାୟକ ଙ୍କୁ ଲୋକ ଚିହ୍ନିବା ଦରକାର

  • @sauriswain5094
    @sauriswain5094 2 роки тому

    Papu bhai best up luck gitati apananka kanthare bahuta bhala lagila bhagabananka pakhare parthana karuchhi apanank singing agaku badhu

  • @bikashanayak7304
    @bikashanayak7304 2 роки тому +4

    Gita kia prathame gaila taha important nuhen ama odia Bhajan samastanku pasand karichanti samastanku dhanyawad samaste odia kichi asuvidha nahin Jaya jagannath 🙏🙏

  • @sipusipumuduli4366
    @sipusipumuduli4366 2 роки тому +5

    Beautiful song

  • @lakshmikantapatra757
    @lakshmikantapatra757 2 роки тому

    Govind bhai Apana b bahut bhala singer,,, Govinda bhai Papu bhai apana di jana nku bahut dhanyavaad

  • @statuswale1377
    @statuswale1377 2 роки тому +2

    I am addicted to this bhajan

  • @subashseth8525
    @subashseth8525 2 роки тому +3

    ବହୁତ ସୁନ୍ଦର

  • @riteshpujhari8881
    @riteshpujhari8881 2 роки тому +4

    I love this song

  • @Sonia-yf8km
    @Sonia-yf8km 2 роки тому

    Gita ti papu vai kna voice re bahut Sundar lage 🥰😊

  • @whatever3908
    @whatever3908 2 роки тому

    Gobind bhai bohut sundor gito 👍🏼👍🏼👍🏼