Who will secure seat from Digapahandi Assembly constituency in upcoming election? || Pulse @8

Поділитися
Вставка
  • Опубліковано 28 вер 2024

КОМЕНТАРІ • 118

  • @MADANSOREN-kq7sg
    @MADANSOREN-kq7sg 5 місяців тому +17

    ଆସନ୍ତୁ ସମସ୍ତେ ମିଳିମିଶି ଏଥର ଓଡ଼ିଶାରେ ବିଜେପି ସରକାର ଗଠନ କରିବା

  • @sujitkumarbehera7359
    @sujitkumarbehera7359 5 місяців тому +17

    ସିଦ୍ଧାନ୍ତ ଜିତେବେ ❤❤❤

  • @SrikantaSathua
    @SrikantaSathua 5 місяців тому +29

    Megastar Siddhant Mohapatra Digaphandi ra next MLA

  • @cksportsnews1748
    @cksportsnews1748 5 місяців тому +30

    ଓଡିଶା ବାସି ଚାହୁଁଛନ୍ତି ପରିବର୍ତ୍ତନ, ସାରା ଓଡିଶା ରେ ବିଜେପି ଏଥର

  • @hariharrout3091
    @hariharrout3091 5 місяців тому +25

    Sidhant win sure

    • @KumarBinod-f4p
      @KumarBinod-f4p 5 місяців тому

      Hn vote nearly helani so Mahapatra kna Dekha heuchi ebe bjd chadi BJP ra goda chapiba lalasa re

  • @usatlalpradhan8655
    @usatlalpradhan8655 5 місяців тому +9

    Jay sriram

  • @prasanta-jg1vd
    @prasanta-jg1vd 5 місяців тому +16

    ସିଧାନ୍ତ ଜିତିବ

  • @hemantkumarsingh1387
    @hemantkumarsingh1387 5 місяців тому +14

    Only BJP in odisha.Siddhanta Mohapatra will win from Digapahandi.

  • @bhagirathibarik9956
    @bhagirathibarik9956 5 місяців тому +2

    Jay Jay shreeRam 🙏🙏

  • @birenjena3758
    @birenjena3758 5 місяців тому +15

    BJP 🚩🚩🚩🚩

  • @sahooj611
    @sahooj611 5 місяців тому +4

    କର ବା ମର ନାହିଁ କେବଳ ମର....

  • @pratapshasamal7586
    @pratapshasamal7586 5 місяців тому +10

    Sidhant sir win

  • @usatlalpradhan8655
    @usatlalpradhan8655 5 місяців тому +6

    Jay sriram😢 2:33
    Ok

  • @achandrasekhardora5773
    @achandrasekhardora5773 5 місяців тому +6

    Odisha re double engine sarkar

  • @tununaik2059
    @tununaik2059 5 місяців тому +2

    Jay shree siya ram🙏

  • @Prem-bz3tr
    @Prem-bz3tr 5 місяців тому +2

    Digapahandi sidhant Bhai win

  • @hariharrout3091
    @hariharrout3091 5 місяців тому +12

    Suraiya Patra ko 25years sasana karibako Diya gala digaphandi re kichhi development hela nahin but 5years pain bjp ko Diya jaou

    • @KoramaniPanda-cg1vr
      @KoramaniPanda-cg1vr 5 місяців тому +2

      ତୁମେ ପ୍ରକୃତ ରେ ଗଞ୍ଜାମିୟା ନୁହଁ କିଛି ଜାଣିନ ଦିଗପହଣ୍ଡି ଯାଇକି ଦେଖ ସୁଯ୍ୟ ପାତ୍ର କଣ କରିଛନ୍ତି

    • @abinashmohanty3106
      @abinashmohanty3106 5 місяців тому

      Bhai seita bjp itcell wala sabure emti comment tara​@@KoramaniPanda-cg1vr

    • @MRDAS62782
      @MRDAS62782 5 місяців тому +1

      Hmm 6 ta murder karichi 2022 Panchayat election para thharu... ahuri b anek karnama achhi

    • @LalatuBehera
      @LalatuBehera 5 місяців тому

      Right bhai

  • @Prem-bz3tr
    @Prem-bz3tr 5 місяців тому +2

    ଆମ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ରେ ସିଦ୍ଧାନ୍ତ ଜିତି ବେ ଆଉ ଓଡ଼ିଶା ର ବିଜେପି ର ମୁଖ୍ୟମନ୍ତ୍ରୀ ହେବେ ଆମେ ବହୁତ ଖୁସି

  • @ritanjalisamal8492
    @ritanjalisamal8492 5 місяців тому +2

    No vote to Biplab Patra.

  • @achandrasekhardora5773
    @achandrasekhardora5773 5 місяців тому +4

    Sidhanta Mohapatra win bjp

  • @omguru33
    @omguru33 5 місяців тому +2

    Diga pahandi re sidhant Mohapatra 20.ru 30000 Agare rahibe. Se jane. Prins pul. Neta.

  • @Nimain-y8d
    @Nimain-y8d 5 місяців тому +12

    Siddhant Mohapatra ❤ jindabad

  • @yudhisthir123
    @yudhisthir123 5 місяців тому +1

    B j d👍👍👍👍👍👍👍👍🌹🙏

  • @sibasankarsamal3514
    @sibasankarsamal3514 5 місяців тому +1

    Only muna bhai
    Jay sriram

    • @KumarBinod-f4p
      @KumarBinod-f4p 5 місяців тому

      Hn film star tha ebe win Hele tuma ghare ghare film show Kariba free re

  • @ajayakumarparida564
    @ajayakumarparida564 5 місяців тому +1

    Biplab Patra lokanka pain...kn vikash karichhanti....loka nka vote pai?

  • @priyabhai482
    @priyabhai482 5 місяців тому +1

    ବିଜେଡି ର ପଇସା ଖେଳ |

  • @radhakrushnasahu4914
    @radhakrushnasahu4914 5 місяців тому +2

    Vote for bjp

  • @SushilKumar-hm7cz
    @SushilKumar-hm7cz 5 місяців тому +2

    Only BJP

  • @sagarhaibru7036
    @sagarhaibru7036 5 місяців тому +1

    Bjp❤❤❤❤bjp

  • @achandrasekhardora5773
    @achandrasekhardora5773 5 місяців тому +1

    Pura odisha re padma

  • @ashutosh2317
    @ashutosh2317 4 місяці тому +1

    Bjp bjp🎉

  • @julubehera1722
    @julubehera1722 5 місяців тому +2

    Bjp

  • @PCMD-vz3so
    @PCMD-vz3so 5 місяців тому +1

    BJD ହଟଅ ଓଡ଼ିଶା ବଞ୍ଚାଅ 🚩
    ODISHA ରେ Industry ( plant) & mines India ରେ ନମ୍ବର୍ 1 ଓଡ଼ିଶା ଷ୍ଟେଟ କିନ୍ତୁ (ଓଡିଆ) ଲୋକ ସବୁ ସୁରଟ, ଚେନ୍ନାଇ & ବେଙ୍ଗାଳୁରୁ ରେ ଦାଦନ ଖଟିବାକୁ ଯାଉଛନ୍ତି ( କଣ ପାଇଁ )କିନ୍ତୁ
    🫡
    ଓଡ଼ିଶା ରେ ବର୍ତ୍ତମାନ ସମୟରେ plant (industry) & mines ରେ job କରୁଛନ୍ତି 80 percent ବିହାରୀ , ତାମିଲ & ବଙ୍ଗାଳୀ ଲୋକ ସବୁ and 20 percent ଓଡ଼ିଆ (odia)ଲୋକ । 🙏💔🙏
    ଆମ ଓଡ଼ିଆ ଲୋକ କଣ ସବୁ ଅଶିକ୍ଷିତ ଅଛନ୍ତି କି
    ∆ କଣ ପାଇଁ ? (ଆମ ଓଡ଼ିଶା ନବୀନ ଓଡ଼ିଶା)

  • @MRDAS62782
    @MRDAS62782 5 місяців тому +1

    Only vote for BJP

  • @achandrasekhardora5773
    @achandrasekhardora5773 5 місяців тому +1

    BJP Jindabad

  • @Babusan524
    @Babusan524 5 місяців тому +1

    Bjp❤❤❤

  • @sagarsethi4113
    @sagarsethi4113 5 місяців тому

    2019 re Siddhant Mohapatra contrast karinathile… 2019 tame kemiti mention kala

  • @Prs5820
    @Prs5820 5 місяців тому +1

    Bjp only

  • @GautamP49
    @GautamP49 5 місяців тому

    Abhinetankara abhinaya cinema re bhala lage, real re Jie development karuchi taku hin vote miliba. Only Naveen babu and BJD❤ .Bhasana nuhe, kama re Biswas karanti and Odisha ra ground level re continuously development karichalichanti.

  • @ashutosh2317
    @ashutosh2317 4 місяці тому +1

    Bjd hatao

  • @Spandan643
    @Spandan643 5 місяців тому

    Odia film industry ra abasta asambhala. Seita jadi nija abhinaya dwara sajadidauchanti, seita sabu thu best haba. Baki Peaceful and devloped Odisha pai Naveen Sir and BJD only✌️✌️

  • @BappyPanda-k1i
    @BappyPanda-k1i 5 місяців тому

    HERO nahin candit dekhao

  • @prasantajena2318
    @prasantajena2318 5 місяців тому

    ଦଳ ଡିଆଁ ଙ୍କୁ ଲଜ୍ୟା ନାହିଁ, move hit ନାହିଁ, ପୁଣି ଚଳିବେ କେମିତି, ମୋଟା ଦରମା କୁ ଲୋଭ

  • @Travelling_Lover_Gagan
    @Travelling_Lover_Gagan 5 місяців тому

    Bhul news 2009 aou 2014 re jitithile

  • @kalicharanmahapatra885
    @kalicharanmahapatra885 5 місяців тому

    ଓଡ଼ିଶାର ସମସ୍ତ ଭୋଟର ମାନେ ରଖିବା ଦରକାର କାରଣ ଯେମିତି ଧନ ବିଲ ଖସ ଖସ ପ୍ରମିଳା ମାଉସୀଙ୍କୁ ଯେମିତି ଭୋଟ ଦେଇଥିଲେ କାରଣ ବହୁତ୍ ଭୋଟର ଚାହୁଥିଲି bjd କୁ ଏବେ ସେମିତି ଭୋଟର ଚାହୁଛନ୍ତି ସରକାର ବଦଳିବାକୁ ଏଣୁ ଚିହ୍ନ ଦେଖି bjp କୁ ଭୋଟ ଦେଇ ସରକାର ବଦଳିବା ଦରକାର ତେବେ ଓଡ଼ିଶା ବଞ୍ଚିବ ଯେମିତି ପ୍ରାର୍ଥୀ ସ୍ବାର୍ଥ ପାଇ ଦଳ ବଦଳାଉଛନ୍ତି ଭୋଟର ମାନେ ଯଦି ଦଳ ନ ବଦଳେଇଲେ ପୁଣି ପାଣ୍ଡା ତାମିଲ ଶାସନର ଅଧୀନରେ ରହି ମଜୁରୀ ଖଟିବାକୁ ତାମିଲ ନଦୀରେ ଆମର ଚାକିରି କରିଦେବ bjd ଏଣିକି ଭୋଟରଙ୍କ ବିବେକ ଯାହା ନିଷ୍ପତି କରିବ

  • @ManasSahoo-ou9qk
    @ManasSahoo-ou9qk 5 місяців тому +1

    Jay bjp

  • @neelaranjanabisoyi8412
    @neelaranjanabisoyi8412 5 місяців тому

    ମୋ ମତରେ ଯେକୌଣସି ଦଳ ହେଉ ,ଗୋଟେ ଦଳରେ ବହୁଦିନ ରହିଲା ପରେ ଅନ୍ୟ ଦଳକୁ ଚାଲି ଯାଉଛନ୍ତି କେବଳ ଟିକଟ ସେ ଦଳରୁ ନ ମିଳିଲେ, ଏସବୁ ଠିକ ନୁହଁ, ସବୁ ଲୋକଙ୍କୁ ବିଧାୟକ, ସାଂସଦ ହେବାର ସୁଯୋଗ ମିଳୁ, ଜଣେ ହିଁ ସବୁ ବେଳେ ହେବ ତାହା ଠିକ ନୁହେଁ,ଆମେ ଜନତା ହେଉଛନ୍ତି ଭୁକୁଆ କାରଣ ନେତା ମାନେ ସେମାନଙ୍କର ସ୍ୱାର୍ଥ ପାଇଁ ଟିକଟ ନ ମିଳିଲେ ଗୋଟେ ଦଳ ଛାଡି ଅନ୍ୟ ଦଳକୁ ଯାଆନ୍ତି, ଦଳରେ ଥିଲା ବେଳେ ଆମ ଦଳ bhala ,ଆମ ନେତା ଭଲ,ଆମେ ଅମୁକ କରିଛୁ, ସମୁକ କରିଛୁ କିନ୍ତୁ ନିଜ ସ୍ୱାର୍ଥ ପାଇଁ ଅନ୍ୟ ଦଳକୁ ଚାଲିଗଲା ପରେ ଜୋ ଦଳରୁ ଯାଇଥିବେ ସେ ଦଳର ଗୀତ ଗାଉଛନ୍ତି,ତେଣୁ ମୋର ଭୋଟର ଭାଇ ମାନଙ୍କୁ ନିବେଦନ ଭୋଟ ଦେଲା ବେଳେ ପୁରା ପୁରି ଚିନ୍ତା କରି ଭୋଟ ଦିଅନ୍ତୁ, ଯାହାକି ଆମ ଦେଶ ,ରାଜ୍ୟ ଜିଲ୍ଲା, ବ୍ଲକ, ପଞ୍ଚାୟତ ଓ ଗାଁ ର ଉନ୍ନତି ହେବ.ଜୟ ଜଗନ୍ନାଥ

  • @DeepakNaik-z7o
    @DeepakNaik-z7o 5 місяців тому

    Tatall...BJD

  • @kumargaurab8189
    @kumargaurab8189 5 місяців тому

    Not at all. He will win 100%

  • @biswamusic3925
    @biswamusic3925 5 місяців тому +1

    Siddhant win bjp

  • @tapaneswarpatri1136
    @tapaneswarpatri1136 5 місяців тому

    Bhul tathya se 2009 aau 2014 re MP thile 2019 nuha...apananka bhali jane gurutya purna news channel ete bada bhul kemiti

  • @rahulpradhan3204
    @rahulpradhan3204 5 місяців тому +1

    Sidhanta Mahapatra eebe Jane nija swarthPara manisa 😮😮😮😮

  • @nirmalchandranayak
    @nirmalchandranayak 5 місяців тому

    ସିଦ୍ଧାନ୍ତ ମହାପାତ୍ର ଜିତିଲେ ବି କିଛି କରିପାରିବେନି। ଯିଏ tshirt ପିନ୍ଧିବା ଲୋକ କୁର୍ତ୍ତା ପିନ୍ଧି କି ଆସୁଛନ୍ତି। ଏଠିବି ଅଭିନୟ ଭାଇ ଏମାନଙ୍କର ଆଉକାତ ବୋଲି କିଛି ନାହିଁ । ପଇସା ନେଇକି ଅଭିନୟ କରିବା ଏମାନଙ୍କର କାମ

  • @pantalaprasadarao2898
    @pantalaprasadarao2898 5 місяців тому +1

    B j d

  • @sukantakumar6599
    @sukantakumar6599 5 місяців тому

    Bjd news 😂😂

  • @balaramhansdah4411
    @balaramhansdah4411 5 місяців тому

    Sindhanta haribo

  • @SureshchandraSahu-o3q
    @SureshchandraSahu-o3q 5 місяців тому

    Tme bjd chanel tme kn bujhaucha

  • @simanchaldora1699
    @simanchaldora1699 5 місяців тому

    ସିଦ୍ଧାନ୍ତ ମହାପାତ୍ର ହରିବେ, କାରଣ ଦିଗପହଣ୍ଡି ରେ ବାରମ୍ବାର ବିଜେଡି ଜିତିକି ଆସିଛି, ସିଦ୍ଧାନ୍ତ ଯୋଉ ଆଶା ନେଇ ଲଢୁଛନ୍ତି ସେହି ଆଶାଟି ହେଲା ବିପିନ ପ୍ରଧାନ.. କିନ୍ତୁ ନିଜ ସ୍ୱାର୍ଥ ପାଇଁ ବିପିନ ପ୍ରଧାନ ଦଳ ପ୍ରତି ନଜର ରଖିବେନି, ସେ ନିଶ୍ଚିତ ଭାବରେ ବିପ୍ଳବ ପାତ୍ରଙ୍କ ପାଖରେ ବିକ୍ରି ହୋଇଯିବେ, କଥାଟି ସତ କିନ୍ତୁ ଗୋପନୀୟ ହୋଇ ରହିବ.. ଏ ପର୍ଯ୍ୟନ୍ତ ବିପିନ ପ୍ରଧାନ ଏବଂ ତାର କୁକୁର ମାନଙ୍କ ଦେଖା ନାହିଁ.. ଏଠି କେବଳ ନିଜ ସ୍ୱାର୍ଥ ପାଇଁ କାମ କରନ୍ତି, ଦଳ ପାଇଁ ନୁହଁ.. ପ୍ରକୃତ ଦଳ ପାଇଁ ଯଦି କାମ କରିବେ, ତେବେ ସିଦ୍ଧାନ୍ତ ମହାପାତ୍ର ବିଜୟ ହେବାର ସମ୍ଭାବନା ରହିବ..

    • @KoramaniPanda-cg1vr
      @KoramaniPanda-cg1vr 5 місяців тому

      ସିଦ୍ଧାନ୍ତ ମହାପାତ୍ର ଙ୍କ ଡେଂସ ଦଶ ବର୍ଷ ହେଲା ଅଭିଭକ୍ତ ଗଞ୍ଜାମ ଓ ଗଜପତି ବାସି ଦେଖିଛନ୍ତି ଦିଗପହଣ୍ଡି ଅଂଚଳ ଲୋକ ଭଲ ଭାବ ସେହି ଦିନ୍ସ ଦେଖିଛନ୍ତି ରାଜନୀତି ର ଡାନ୍ସ ତାକୁ ଜଣା ନାହିଁ ନିଜର ନାମ ଗୋଟିଏ ପରାଜୟ ଲେଖା ଲିପି ବଧ ହୋଇ ରହିବ

    • @tulugouda7970
      @tulugouda7970 5 місяців тому

      ସିଦ୍ଧାନ୍ତ ମହାପାତ୍ର ର କୁକୁର କି ତୁ

    • @KoramaniPanda-cg1vr
      @KoramaniPanda-cg1vr 5 місяців тому

      ଟୁଲୁ ଗୌଡ଼ ଗାଣ୍ଡି ଗଲୁ ହେଲାଣି ସିଦ୍ଧାନ୍ତ କୁ ଦେଖା ଗଲୁ ଛାଡିବ

  • @akshaykumarsahu7026
    @akshaykumarsahu7026 5 місяців тому +1

    ଭାରତ ପାଇଁ BJP ଓଡିଶା ପାଇଁ BJD ଠିକ ଠାକ ଓଡିଶା BJP ରେ ମିଛୁଆ ଟାଉଟର ସ୍ଵାର୍ଥପର ପ୍ରାର୍ଥୀ ଅଛନ୍ତି

  • @Cisplatin-r7b
    @Cisplatin-r7b 5 місяців тому +1

    Only BJD BJD BJD❤❤

  • @TapasMahakhud-zm6bd
    @TapasMahakhud-zm6bd 5 місяців тому +12

    2009 ପୂର୍ବ ରୁ ବ୍ରହ୍ମପୁର ଲୋକସଭା ଆସନ ବି କଂଗ୍ରେସ ର ଥିଲା...2009 ପରେ suparstar ସିଦ୍ଧାନ୍ତ ମହାପାତ୍ର ବିଜୟ ଲାଭ ହୋଇଥିଲେ

  • @susilsahu4205
    @susilsahu4205 5 місяців тому +7

    ଆମେ ଦାଦନ
    ନେତା ପୁଅ ନେତା ହେବ
    ଏଥର ବିଜେପି କୁ ଭୋଟ ଦେବୁ

  • @madhusudanbehera1677
    @madhusudanbehera1677 5 місяців тому +4

    Siddhant sir jitibe ❤❤

  • @bikashsahoo5007
    @bikashsahoo5007 5 місяців тому +9

    Surya Patra au Biplab Patra agare Sidhart Mohapatra jitibe... Ame ethara BJP ku vote debu

  • @SrikantaSathua-nf6ex
    @SrikantaSathua-nf6ex 5 місяців тому +7

    Ollywood king Siddhant Mohapatra Digaphandi ru sure win karibe

  • @ramachandrachoudhury2586
    @ramachandrachoudhury2586 5 місяців тому +4

    Sidhanta jindabad

  • @sandeepkumarpradhan8997
    @sandeepkumarpradhan8997 5 місяців тому +2

    ସିଦ୍ଧାନ୍ତ ମହାପାତ୍ର win

  • @bapisahoo3393
    @bapisahoo3393 5 місяців тому +2

    ଆମେ ପରିବର୍ତ୍ତନ ଚାହୁଁ

  • @PrasannaSatapathy-iq7sb
    @PrasannaSatapathy-iq7sb 5 місяців тому +2

    ❤ only bjp will win in Odisha
    ❤ only double engine govt will win in Odisha
    ❤ only modi magic Will win in Odisha

  • @Binayakumaradhal
    @Binayakumaradhal 5 місяців тому +2

    ଏଥର ବିଜେପି ନିଶ୍ଚିତ

  • @nareshnaresh-po6hu
    @nareshnaresh-po6hu 5 місяців тому +13

    Change କରିବା ଏଥର ଭାବୁଛି

  • @Aruhisingdancestar
    @Aruhisingdancestar 5 місяців тому +1

    ଭାଇମାନେ ମଧ ସରକାରକୁ ତଢିଦିଅ

  • @kanjiaranjitkumar3824
    @kanjiaranjitkumar3824 5 місяців тому +1

    Bjp. Bajimariba. Khelakariba

  • @DamaPradhan-z8s
    @DamaPradhan-z8s 5 місяців тому +1

    B. J. D. ପୁରା ପୁରୀ ହାରିବ

  • @ajayachannel9279
    @ajayachannel9279 5 місяців тому +1

    Sidhanta sure jitiba

  • @HappyBasket-ft6kb
    @HappyBasket-ft6kb 5 місяців тому +1

    🙏Prabhu Jagannath ama sahita nischaya nyaya karibe

  • @PrasannaSatapathy-iq7sb
    @PrasannaSatapathy-iq7sb 5 місяців тому +1

    ❤ only nabin and pandu hatao Odisha bachao
    ❤ only bjd hatao Odisha bachao
    ❤ only bjd will sweepout from Odisha

  • @radhakrushnasahu4914
    @radhakrushnasahu4914 5 місяців тому +1

    BJP 💯 %confirm jitiba

  • @ambarishswain3233
    @ambarishswain3233 5 місяців тому +5

    Bjp zindabad ❤

  • @kaliapradhanambarapur795
    @kaliapradhanambarapur795 5 місяців тому +1

    Bjp

  • @wnwplmanas
    @wnwplmanas 5 місяців тому

    Bhul tathya deuchha 2019 re loka sabha re pramila bisoi thile

  • @APuspabati-rh1nb
    @APuspabati-rh1nb 5 місяців тому

    Siddhartha jitib kintu jitila pare dakha ni jamiti bam re hala pare dakha nathila

  • @KumarBinod-f4p
    @KumarBinod-f4p 5 місяців тому +1

    Siddharth mahapatra Gote bhala actor but se kou Bala political person tha nuhe

  • @KoramaniPanda-cg1vr
    @KoramaniPanda-cg1vr 5 місяців тому +7

    ବିପ୍ଳବ କୁ କେହି ରୋକି ପାରିବେ ନାହିଁ
    80%ପ୍ରତି ସତଲୋକ ଦିଗପହଣ୍ଡି ବିଧାନସଭା ରେ ବିପ୍ଳବ ଙ୍କ ଆଗ ରେ ଅଛନ୍ତି

  • @PurnachandradashPapun
    @PurnachandradashPapun 5 місяців тому

    Abe bjd

  • @Indian-vlogs572
    @Indian-vlogs572 5 місяців тому

    Sir 2019 re chandrasekher sahu mp candidate win

  • @GopalKrishna-p4t
    @GopalKrishna-p4t 5 місяців тому

    Definitely he will defeat

  • @dillipkumarpatra5017
    @dillipkumarpatra5017 5 місяців тому +2

    Biplbo hni biplbo digaphandi..kebol biplop bhai...🎉🎉🎉

  • @sarojsahu9387
    @sarojsahu9387 5 місяців тому +3

    ଜୟ ଶୁଭ ଶଙ୍ଖ ଜୟ ନବୀନ ଜୟ ବିଜେଡି ଜୟ ଆମ ଓଡ଼ିଶା ନବୀନ ଓଡ଼ିଶା

    • @LalatuBehera
      @LalatuBehera 5 місяців тому

      Jay dadana Jay madua Jay bekari

  • @Hrudanandah
    @Hrudanandah 5 місяців тому +7

    BJP hatao

  • @ranjitreddyjeet3282
    @ranjitreddyjeet3282 5 місяців тому +1

    Vote for Bjp

  • @ambujasahoo4202
    @ambujasahoo4202 5 місяців тому +1

    Hariba 💯💯 re..

  • @prasantkumar143.....
    @prasantkumar143..... 5 місяців тому

    Bjd

  • @sarbeswarsahoo8028
    @sarbeswarsahoo8028 5 місяців тому

    Auu see kala pakhala nahii

  • @reemamaohapatra9821
    @reemamaohapatra9821 5 місяців тому +2

    BJD jitiba

  • @dusmantanaik2506
    @dusmantanaik2506 5 місяців тому +4

    Bjd win

  • @Cisplatin-r7b
    @Cisplatin-r7b 5 місяців тому +1

    Boycott BJP jay sriram

  • @Cisplatin-r7b
    @Cisplatin-r7b 5 місяців тому +1

    Boycott BJP jay sriram