Це відео не доступне.
Перепрошуємо.

Kahuchanti Gopi Gobindanku (Mathura Mangala) | କହୁଛନ୍ତି ଗୋପୀ ଗୋବିନ୍ଦ | Banikantha Nimai Harichandan

Поділитися
Вставка
  • Опубліковано 18 лип 2021
  • Odissi, Chhanda, Champu, Chautisa, Bhajana, Janana and more traditional Odia songs by Padmashri Banikantha Nimai Charan Harichandan (1901-1983). #OdissiMusic #ଓଡ଼ିଶୀସଙ୍ଗୀତ

КОМЕНТАРІ • 8

  • @pradiptakumarmishra3957
    @pradiptakumarmishra3957 2 роки тому

    Very Good. Sundar .

  • @keshabchandrakar9517
    @keshabchandrakar9517 Рік тому

    🙏

  • @purnachandrakishanias3113
    @purnachandrakishanias3113 2 роки тому +3

    କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ
    ଚାହିଁ ଶ୍ରୀ ମୂଖ ଅରବିନ୍ଦ କୁ
    ମଥୁରା ଗଲେ ଅକ୍ରୁର ସଙ୍ଗେ ରଙ୍ଗେ
    ଗୋପୀ ମାନଙ୍କୁ ଦେବ କାହାକୁ ହେ ମୋହନ..
    ତୁମ୍ଭ ପଛେ ପଛେ ଜୀବ ଯିବ
    କାହିଁ ପାଇଁ ଏ ପିଣ୍ଡ ରେ ଥିବ
    ଯାହା ବାହା କାହା ପାଇଁ ବଞ୍ଚୁ ଥିଲୁ
    ସେହୁ ଏବେ କଂସ ପୁର ଯିବ ହେ ମୋହନ.
    ବିଷ ଦେଇ ନାଶ କରି ଯାଅ
    ନିଜଞ୍ଜାଳେ ମଧୁ ପୁରେ ଥାଅ
    ତିଳେ ଅନ୍ତର ହୋଇ ଥିଲେ ମରୁ ଥାଉଁ
    ଏବେ ଦୁଇ ଚାରି ଦିନ କହ ହେ ମୋହନ..
    ନବ ଲାବଣ୍ୟ ବାରିଦ ତନୁ
    ଦେଖି ଦୁଃଖ ଦୂର କରୁ ମନୁ
    ଜୀବନ ଜଗଳା ଦେଖି ଲେଖି ଡୋଳା
    କେବେ ପାଶୋରୀ ପାରିବ ମନୁ ହେ ମୋହନ
    କଂସ କର୍ଣ୍ଣ ଦେଇ ଶୁଣୁ ଥାଉ ବଂଶୀ
    କାମ କାଣ୍ଡେ ହେଉ ଧ୍ବଂସୀ
    ଏବେ ସେ ମାନବା ସୁ ତୁଣ୍ଡ ହୋଇବ
    ପିକ ହେଉ ବୃନ୍ଦାବନ ବାସୀ ହେ ମୋହନ..
    ନିଶା କାଳେ କେ ବାଇବ ବଂଶୀ
    ବନେ ନେବ ଗୋପ ଶୁଭ୍ର କେଶୀ
    କାହା ସଙ୍ଗେ ରଙ୍ଗେ ରାହାସ ମଣ୍ଡପେ
    ପୁହାଇବୁ ଆମ୍ଭେ ବ୍ରହ୍ମ ନିଶି ହେ ମୋହନ...
    କାହା ଅଙ୍ଗେ ଲେପିବୁ ଚନ୍ଦନ
    ପିନ୍ଧାଇବୁ କାହାକୁ ବସନ
    ବନ କୁସୁମ ମାଳା ମାନ ଗୁନ୍ଥିଣ
    କାହା କଣ୍ଠ ରେ କରି ଭୂଷଣ ହେ ମୋହନ...

    • @rgudduu
      @rgudduu 2 роки тому

      'aahaa dhanurdhara birabara' format

  • @beevlogs4544
    @beevlogs4544 3 роки тому +2

    ସ୍ୱର୍ଗୀୟ ଅନୁଭୁତି ♥️
    କେଉଁ ରାଗ କହିବେ କି ।🙏🏻

  • @MishraRecords
    @MishraRecords 2 роки тому +3

    ବହୁତ ସୁନ୍ଦର 👌🙏🙏🙏

  • @pradiptakumarmishra3957
    @pradiptakumarmishra3957 2 роки тому +1

    Very good.Thanks.

  • @jayantimishra4857
    @jayantimishra4857 2 роки тому

    Sundar share Thanks.