ଆଜି ଦିନ ସାରା ଦର୍ଶନ କରିବେ ଭକ୍ତ | Odisha Reporter

Поділитися
Вставка
  • Опубліковано 10 жов 2024
  • ନବଦିନାତ୍ମକ ଯାତ୍ରା ସାରି ଫେରିଲେ ମହାପ୍ରଭୁ। ସିଂହଦ୍ବାର ସାମନାରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଆଜି ରାତି ଯାଏ ରଥ ଉପରେ ମଙ୍ଗଳ ଆଳତିଠାରୁ ବଡ଼ ଶୃଙ୍ଗାର ବେଶ ସମ୍ପନ୍ନ କରାଯିବ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Odisha #Puri #BahudaJatra #LordJagannath #Srimandir

КОМЕНТАРІ •