Though my comment is out of this episode still I want to put this through you. Is our law system is so weak that the super power CBI issued summons to Bishnupada sethy to be present on 11th Dec. How he is manipulate ing not to be present before CBI.? Now he is willing to be present at Delhi branch.on which capacity he is bending the law as per own accord?One may be a culprit or not if a constable ask a common man to come police station can he manipulate like this? Then when CBI summons a IAS being a learned person not cooperating to law and order? Where is the fault?
One of the most Casteist Officer of the State like Upendra Behera and Rangalal Jamuda. Sethy Sir was beaten by Hitesh Bagarti during 1999.when he was Collector Nuapada and latter was ZP president. There was also one old Vigilance Case against Sri Sethy. Pl enquir it Nabin Babu
ବହୁତ୍ ବଢିଆ ବିଶ୍ଳେଷଣ କରିଛନ୍ତି,,,,,,,,
ସବୁ ର ଖୋଳତାଡ଼ ହେଲେ ହିଁ ଠିକ୍ ହେବ,ନ ହେଲେ ଏ ସରକାର ଜନତା ଙ୍କ ର
ରୋଷ ର ଶିକାର ହେବା ଥୟ,,,,,,ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି ଯେ,,,,,,,
ଆଜ୍ଞା ସାର୍ ଢୋଲ ଭିତରେ ମୂଷା ବିଜେପି ଦଳରେ ଅଛନ୍ତି, ଏଥିରେ ସନ୍ଦେହ ଅଛି 👍। ଜୟ ଶ୍ରୀ ଜଗନ୍ନାଥ 🙏🌹।
ସାର ପ୍ରଣାମ 🙏🌹
❤❤❤
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
1ଷ୍ଟ
Sir, Namaskar, good analysis.
Jay Shriram Jay shree jagannath
ଜୟ ଜଗନ୍ନାଥ
ବାସଭବନରେ ପରିବାର ରହୁଥିବାରୁ ଆକ୍ରମଣ ନିନ୍ଦନୀୟ,,କିନ୍କୁ ପୂର୍ବ ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଆଇ. ଏ. ଏସ. ,ନେତା ବିରୁଦ୍ଧରେ ସରକାର ନିରବ ରହିବା ମଧ୍ଯ ସବୁଠୁ ଅଧିକ ନିନ୍ଦନୀୟ ବିଷୟ।
କଂଗ୍ରେସ ର ବେଳା ଖରାପ 😄
Also OBCC,V.V.Jadav IAS,Kishan Kumar IAS.SM consultants, Lotus consultants.
Jay jagannath best analices sir ji
Good
I am waiting sir
very nice analysis
😊 very judicious analysis .
CBI AND ED ABSENT IN ODISHA
ବି ଜେ ପି ବାକ୍ୟ ବୀର କିନ୍ତୁ କର୍ମଭୀରୁ
ଆମ ଓଡିଶା ରେ ଏମିତି ହୁଅନି
ଇଏ ହଉଚି ଜଗନ୍ନାଥ ଙ୍କ ରାଜ୍ୟ
କୋଉ ବଡ଼ ବଡ଼ିଆ ଦୁର୍ନୀତି ଗ୍ରସ୍ତ ନେତା ଙ୍କୁ ଦଣ୍ଡ ଦେବା ମନା,
ଗରିବ ମାନେ ସମସ୍ତ ଙ୍କ ଶଳା, ଆଉ ଶାଳୀ ସଦୃଶ ସେଥିପାଇଁ କିସ ମୋବାଇଲ ଚୋରିକଲା, କିଏ ହେଲମେଟ ନ ପିନ୍ଧିଲା ଇତ୍ୟାଦି ତାଙ୍କ ପାଇଁ ଆଇନ କଡା
1000/right, congratulations
ଆଉ ରାଜ୍ୟ ସମବାୟ ବ୍ୟାଙ୍କ ରେ କେତେ ଖାଇଛନ୍ତି ଜାଣିଛନ୍ତି ତ ? କଥାରେ ଅଛି ଏମାନେ ସବୁ ଗୋଟିଏ ନାଉର ମଞ୍ଜି
ଜିରୋ ଟଲରେଂସ ଫର୍ କରପଶନ 😂
ରାଜନୈତିକ ସ୍ତରରେ ପରିବର୍ତ୍ତନ ହେଲେ କଣ ଅମଲାତନ୍ତ୍ରର ମାନସିକତା ରେ ପରିବର୍ତ୍ତନ ହୁଏ ନାହିଁ । ଭିନ୍ନ ଭିନ୍ନ ପେଞ୍ଚ କରି ସରକାରଙ୍କୁ ଲୋକହସା କରନ୍ତି ଏବଂ ଏହାର ବହୁତ ନଜିର ଅଛନ୍ତି । ଆଜ୍ଞା ପର୍ମଚାରୀ ଭୁଲ କାମ କଲେ ତାର ଛିଟା ତାଙ୍କ ପରିବାର ଉପରେ ମଧ୍ୟ ପଡ଼ିଥାଏ । IAS ଅଫିସରଙ୍କ ପରିବାର ଯେତେବେଳେ ପାୱାରକୁ ନିଜର ସୁଖ ସୁବିଧା ପାଇଁ ବ୍ୟବହାର କରନ୍ତି ସେତେବେଳେ ସେମାନକୁ ସେହି ଅଫିସରଙ୍କ ଭୁଲର ପରିଣାମ ଭୋଗିବାକୁ ପଡ଼ିବ । ଲାଗୁଛି ପୁରୁଣା ମଦ ନୂଆ ବୋତଲରେ । କର୍ମଚାରୀ ଅଭାବରେ ଗୋଟେ ଅଫିସରକୁ ଗୋଟାକରୁ ଆଧିକ ବିଭାଗ ଦିଆ ଯାଇଥାଏ ଭିତରେ ଯାହାବି ଥାଉନା କାହିଁକି ।
Law will take its own course 😮.
Sadhubada sradha purna naman.
A big mountain will delivering a small mouse
ପାଣ୍ଡିଆନଙ୍କ ଘର ଉପରେ ଯେତେବେଳ ହେଲା ଆପଣ ଖୁସି ଥିଲେ
ଆରେ ତୁମେ ଭାବୁଛ କି ମୋଦିଙ୍କ ଅନୁମତି ନ ନେଇ ସିବିଆଇ ସେଠୀ କୁ ନୋଟିସ କରିଛି?
Good for nothing. Biswanath Swain'.
OMFED SCAM
Pranam sir. Bahut aagaru dekhichu cbi tadanta kare. Kichi huanahi. Ahi tadanta bi kichi hebanahi. Agudaka kebala. Lokdekhaniaa tadanta heuchi. Kintu gotia katha satya jete chori Kari ghare purao. Marila belaku kebala. 6 khanda. Katha aau lokanka avisapa neiki jiba. Jay jaganath lokanku sadbudhi diantu
ଜନତା ଜନାର୍ଦ୍ଦନ ଙ୍କ ସେବାପାଇଁ ଜଣେ ବେତନ ଖିଆ ଚାକର ଘରକୁ ଜାଇ ନିଜର ସମ୍ମାନ ହାନି ନକରାଜାଉ,ଅସଲ ହେଲେ ସରକାର ଏବଂ ତଦନ୍ତ କାରୀ ସଂସ୍ଥା, ତଦନ୍ତକାରୀ ସଂସ୍ଥା ଗୁଡିକ ତ ଓଡ଼ିଶା ପାଇଁ ଅଭିଶପ୍ତ କାରଣ ବେଦାନ୍ତ ବିନା ତଦନ୍ତ 😢👌🙏
Mohan babu nku fasaibara. Gotia badasadajantra hoithai pare
BJD BIKASH " SCAM "
Though my comment is out of this episode still I want to put this through you. Is our law system is so weak that the super power CBI issued summons to Bishnupada sethy to be present on 11th Dec. How he is manipulate ing not to be present before CBI.? Now he is willing to be present at Delhi branch.on which capacity he is bending the law as per own accord?One may be a culprit or not if a constable ask a common man to come police station can he manipulate like this? Then when CBI summons a IAS being a learned person not cooperating to law and order? Where is the fault?
ଆରେ ତୁମେ ଭାବୁଛ କି ଆଶିଷ କୁତ୍ତl କେନ୍ଦ୍ର କୁ ଗଲେ ବୋଲି କ୍ଲିନ୍ ଚିଟ୍ ପାଇଗଲେ ଓ ତାଙ୍କ ର ତଦନ୍ତ ହେବନି। ଯଦି ସେମିତି କିଛି ହୁଏ ପଞ୍ଚାୟତ ନିର୍ବାଚନ ରେ ବିଜେପି ମରିବ ଓ ୨୦୨୯ ରେ ସଂଖ୍ୟା ଲଘୁ ଦଳରେ ପରିଣତ ହୋଇ ପରିହାସ ର ପାତ୍ର ହେବ ଯେମିତି ପାଣ୍ଡୁ ନବୀନ ଯୋଡ଼ି ହେଲେ। ମାନେ କଂଗ୍ରେସ୍ ଆଇଲା ବୋଲି ଧରିନିଅ।
There are many ? Only one ?
Jetebele kichi karunathile bi kahia,kichi kale bi kahucha .tamar matlab kana.kichi Dina agaru kahuthi cbi Kendra ra.ta hela Kendra kana pain pathechi
One of the most Casteist Officer of the State like Upendra Behera and Rangalal Jamuda.
Sethy Sir was beaten by Hitesh Bagarti during 1999.when he was Collector Nuapada and latter was ZP president.
There was also one old Vigilance Case against Sri Sethy.
Pl enquir it Nabin Babu
Apana heuchhanti sabuthu bada chora
Desi na bidesi pichhu be
Nirbhaya ra Nabina kebala bhaya kare Modi,Saha ku tanku telamari aau samastanku samalochana kare.
Bekakar katha kahihile nabina babu