Samasta jatra anusthan ku mor pranam bhai emiti kahani paribeshan karantuni jauta ama dharma samkriti ki parampara upare prabhab pakeiba ei nataka mu bi dekhichi kahani bhala au kalakar mananka abhinaya jivanta au sanglapa bhala seithi pain ei ghatana ghatila namashkar
Bhai So Sad, Basaba Ghatana ku Sanmaniya Writer , Director, Kalakar mane Bahut Badhiya Abhinay karichanti, This is Truth For Present , Salute Jatra kalakara Bhai & Bhauni mananku Mora, Bande Utkal Janani
That scene is an awareness for all Hindus..we have already seen Kashmir in an independent india where democracy n so called recently trend sambidhan (bachao)was also at that time.
Krishna bhai. It's a learning to the writer don't write this types of story. It will be a major risk for actors to present on the stage.jay jagannath. I like your channel very much.❤❤🎉🎉.
ବଢିଆ.. ବଢିଆ.. ବହୁତ ଵଢିଆ..
ଯିଏ ବହି ଲେଖିଛି ତାକୁ ବି କିଛି ବାଜିବାର ଥିଲା ।
ସନାତନ ଧର୍ମ କୁ ମଜାକ୍ ଵନଉଛ ନାଇଁ.. ଏମିତି କଲେ ୟା ପରେ ଆହୁରି ଖାଇବ...।
Real ghatana hindu jagrat hua
@@mitumohanta5797 ଏଇଟା ଗୋଟେ ସଚେତନ ମାତ୍ର ଏହି ନାଟକ କୁ ଭୁଲ ବୁଝନ୍ତୁ ନାହିଁ
କୋୖଣସିଧର୍ମକୁ ନେଇକି ଯାତ୍ରା କିମ୍ବା ଫିଲ୍ମ କରିବା କଥା ନୁହେଁ, ଆଉଜଉଭାଇଜଣକ ମାଡମାରିଛନ୍ତି ସେ ପ୍ରକୁତହିନ୍ଦୁ, ଜୟ ସନାତନ 💪
Right
Right 💯
Mado mariba lokoro vul
Tomku maribar odhikar kie dela...tome no janini jatra kahin book koruthilo
ଅନେକ ଷ୍ଟୋରୀ ଅଛି କିନ୍ତୁ ଆମ ସନାତନ ଧର୍ମ
ବିରୋଧୀ କୌଣସି ବିଷୟ ଉପସ୍ଥିତ କରିବା ଠିକ ନୁହେଁ.. ଜୟ ଜଗନ୍ନାଥ...
Right
Se thik kintu jau sala ti pitila seita pagala ta maal tike marithiba..nataka ku nataka valia dekh dehaku ne naa
Very good
Thiki bhae
Right 💯
ଏଭଳି ନାଟକ ବନ୍ଦ ହେବା ଉଚିତ୍। ସେ ଲେଖକ କୁ ମାଡ଼ ଦରକାର।
ଯେଉଁ ଭାଇ ଏମିତି କଲେ ତାଙ୍କୁ ବହୁତ ବହୁତ ଧନ୍ୟବାଦ
Kn pain
"Jatra dekhi ki ragila 😂 mote laguchi se pagola ta ki...?
Jay Shree Ram.Right karichi
. ଭ।ଇକ଼ୁ ବହୁତ୍ ବହୁତ୍ ଧନ୍ୟବାଦ୍
ସେ କଳାକାରଙ୍କୁ ନୂହଁ ରାଇଟର ଡାଇରେକ୍ଟର ଙ୍କୁ ମାରିବା କଥା
ପୁରା ଠିକ୍ ଖାଲି ମାଡ଼ ନୁହେଁ ଏମିତି କଲେ ମୁଣ୍ଡ ଉଡ଼ାଇ ଦିଅ ଜୟ ପରସୁ ରାମ୍
ହିନ୍ଦୁ ବିପଦରେ, ସେ ଲୋକ ଠିକ ପ୍ରତିବାଦ କରିଛି,
ଏ ନାଟକ ର ଦୃଶ୍ୟ ମନଗଢା ନୁହଁ,, ଏ ସବୁ ତ ସମାଜରେ ଆଗରୁ ଘଟିଛି ଏବେ ବି ଘଟୁଛି,, ଯିଏ ନବୁଝିବ କଣ କରିବା,,, କମେଣ୍ଟ ରେ ଦେଖୁନ ଗୁଡ଼ାଏ ଦୋଗଲା କହୁଛନ୍ତି ଧର୍ମ ବିରୋଧୀ ନାଟକ ବନ୍ଦ କର
ଗୋଇଠା ମାରିଥିବା ଭାଇକୁ ଅଶେଷ ଧନ୍ୟବାଦ
To maa bia magiha. Sala jatra re kn kn ta bujhilu re
ନାଟକ ହଉ କି ରିଅଲ ରେ କେବେ ବି ହିନ୍ଦୁ ମାନେ କାହାର ପାଦ ଚାଟି ବେ ନି
ଏପରି ନାଟକ ର ପ୍ରଦର୍ଶନ ଆମ ହିନ୍ଦୁ ସମାଜରେ କୌଣସି ପ୍ରକାର ଯଥାର୍ଥ ନୁହଁ
ଦର୍ଶକ ହେଲା ସତରେ ହିରୋ
ନାଟ୍ୟ ଅନୁଷ୍ଠାନ ଏହା ପରେ ସେ ବହି ବନ୍ଧ କର ଅନ୍ୟ ଜାଗାରେ ପଡ଼ିଲେ ଆଉ କେହି ଦେଖିବାକୁ ଯିବେନି
ଦୟାକରି ଏପରି ଧର୍ମ କୁ ନେଇ ନାଟକ କରନ୍ତୁ ନାହିଁ
ଯୋଉ ହିନ୍ଦୁ ଭାଇ ଅଟକ କରିଛନ୍ତି ତାଙ୍କୁ ସପୋର୍ଟ ମୁ କରୁଛି ☝️ଜୟ ଶ୍ରୀ ରାମ
Bhai seta mu i am kattar Hindu 🚩
@@rahulmeher169 🙏🙏🙏🙏
@@rahulmeher169 phone number diya
@@rahulmeher169 ତମ ନବର ଦିୟ
Jay sri Ram
ମୁଁ ଯାତ୍ରା କଳାକାର ମାନଙ୍କୁ ଏକ ନୁଆ ମନଛୁଆଁ ଲେଖା ଦେବି ଯେଉଁଥିରେ କୈାଣସି ଦର୍ଶକ ରାଗିବେନି ବହୁତ ବହୁତ ପ୍ରଶଂସା କରିବେ ଧନ୍ୟବାଦ
Bhala heichi
ବା ପରେ ❤❤❤
ପ୍ରଥମେ ରେତ଼ାଖୋଲ କଦଳୀଗଡ଼ରେ ମଞରେ ବୋତଲ ମାଡ଼ ହେଲା ସେଠାର ଦର୍ଶକ ଥିଲି ନାଟକ ବହୁତ ଭଲ ଲାଗିଲା.... ଯିଏ ପ୍ରକୃତରେ ନାଟ୍ୟ ପ୍ରେମୀ ବାଦ୍ୟ ଦେଇ ବୋତଲ ମାରିବ...କାରଣ ସେହି ସିନ୍ଟା ସେୟା ହେଇଛି . . . .
ଜୟ ଜଗନ୍ନାଥ....
ଜୟ ପାତାଲୀ ଶ୍ରୀକ୍ଷେତ୍ର ମାଟି...
ଭାରତମାତା କି ଜୟ'
ଯାତ୍ରା କଳାକାର,ପ୍ରଯୋଜକ ଏବଂ ନାଟ୍ୟକାର ମାନଙ୍କର ହିନ୍ଦୁ ଧର୍ମପ୍ରତି ଭାବନା ବହୁତ ଅସହ୍ୟ । ନିକଟରେ କାହ୍ନା ଜଗନ୍ନାଥଙ୍କୁ ଯେପରି ଅପମାନିତ କରିଛି ତାହା ଅକ୍ଷମଣୀୟ
ହିନ୍ଦୁ ବିରୋଧୀ dialouge ଚାଲିବ ନାହିଁ।
ଏହା ଏକ ଅତ୍ୟନ୍ତ ନିନଦନୀୟ ଘଟଣା
ଏଭଳି ଘଟଣା ର ଆଉ ପୁନରାବୃତ୍ତି ନ ହେଉ
ନାଟକ କୁ ମନୋରଞ୍ଜନ ହିସାବ ରେ ନିଅନ୍ତୁ
ଏଠି ଧର୍ମୀୟ ଭାବନା ଆଣନ୍ତୁ ନାହିଁ
ଭାରତ ରେ ସର୍ବ ଧର୍ମ ସମାନ
ଯାତ୍ରା ପାଇଁ ସେନ୍ସର୍ ବୋର୍ଡ ର ଆବଶ୍ୟକତା ରହିଛି.. ଏହି ଘଟଣା ପରେ... ଏହାକୁ ନେଇକି ଲଭ୍ ଜିହାଦ ବଢ଼ିବା ସାଙ୍ଗକୁ ଦଙ୍ଗା ସୃଷ୍ଟି ଯେ ନ ହେବ କିଏ କହିବ... Jay jagannath
ମୁଁ 1989 ମସିହା ରୁ ଯାତ୍ରା ଦେଖୁଛି.. ଏପରି ଘଟଣା ମୋ ଦେଖିବାରେ ପ୍ରଥମ, ତୁଳସୀ ଗଣନାଟ୍ୟ ର ଅଧାରାତି ର ସାଥୀ ରେ ମଧ୍ୟ ଦର୍ଶକଙ୍କ ବିତ୍ପାତ କିଛି ମାତ୍ରା ରେ ହେଇଥିଲା.. ଯେ ନିୟନ୍ତ୍ରଣ ଭିତରେ ଥିଲା.. ନାଟ୍ୟକାର ମାନଙ୍କୁ ମୋର ଏତିକି ଅନୁରୋଧ ଧର୍ମୀୟ ଭାବନା କୁ ଆଘାତ ଦେଲା ଭଳି ନାଟକ କିମ୍ବା ଦର୍ଶକ ଙ୍କ ମାନସିକତା କୁ ଆଘାତ ଦେଲା ଭଳି ଦୃଶ୍ୟ ରଖନ୍ତୁ ନାହିଁ.... ଆଉ ଦର୍ଶକ ମାନଙ୍କୁ ବି ଅନୁରୋଧ ଯାତ୍ରା କୁ କାହାଣୀ ହିସାବରେ ନିଅନ୍ତୁ, ବେଶୀ ଭାବବିହ୍ଵଳ ହୁଅନ୍ତୁ ନାହିଁ, ତଥା ସଂଯମତା ରକ୍ଷ୍ୟା କରନ୍ତୁ... ଜୟ ଯାତ୍ରା ଜଗତ.
This is a every eye opening story for Hindu.Everyone should see this jatra
ଓଭର script ଓଭର ଆକଟିଂ ଯଦି କରିବ ମାଡ଼ ତ ଖାଇବ ନିହାତି. ମୁଁ ତୋ ଚାହୁଁଛି ଅଶ୍ଳୀଳ ରେକର୍ଡ ଡେନ୍ସ ଵାଲାକୁ ବୁ ମାରିବା ଦରକାର
Bahut bhala heichi nata
Subas Bhai my choice able actor
Samasta jatra anusthan ku mor pranam bhai emiti kahani paribeshan karantuni jauta ama dharma samkriti ki parampara upare prabhab pakeiba ei nataka mu bi dekhichi kahani bhala au kalakar mananka abhinaya jivanta au sanglapa bhala seithi pain ei ghatana ghatila namashkar
Writer ମାନଙ୍କୁ ଅନୁରୋଧ ହିନ୍ଦୁ ଆଉ ମୁସଲମାନ କୁ ନେଇ ନାଟକ ଲେଖନ୍ତୁ ନାହିଁ....
ଧନ୍ୟବାଦ୍....
Right
Bhai writer ka nama Kan apana janichanti Ganesh
Jay Shri Ram nice 👍👍👍
Support to Hinduism. Excellent Counter.
Emiti abhinaya kariba jaha hrudayaku chhuiba rel na bhabi real lagiba❤ Sundar abhinaya
ଏପରି ନାଟକ କୁ ସମ୍ପୂର୍ଣ ରୂପେ ବନ୍ଦ କରାଯିବା ଉଚିତ
ଠିକ୍ କରିଛି 👍
👌👍👌
ଜୟ ଜଗନ୍ନାଥ 🙏🙏🙏
Bhai.right.kama.karechi
ବହି ହିସାବରେ ଠିକ୍ ହୋଇଛି❤
Great job 👌👌
Great acting Nababhai
Bhala lagila bhai gote katha jatra ra real hero writer au director thanks ta pare sabu jatra re stage side re tara jali sestem kara jau
ଏମିତି ନାଟକ କାହିଁକି କରୁଛ ଯାହା କି ଯାତି ଧମ଼୍ର ବାଧା ଆସୁଛି
Swarna mahala sabu bisaya pura hit
ଦର୍ଶକ ହିଁ ଭଗବାନ ।
Thanks' Krishna bhai
ଏମିତି ହେଲେ ହିଂସା ବଢି ଚଲିବ
Great Job.
Bhai So Sad, Basaba Ghatana ku Sanmaniya Writer , Director, Kalakar mane Bahut Badhiya Abhinay karichanti, This is Truth For Present , Salute Jatra kalakara Bhai & Bhauni mananku Mora, Bande Utkal Janani
Thik heichi
Bhala heichhi emiti heba katha
Ate reaction mane acting pura jibanta heicchi
Jay Jagannath 🙏🏻
Jiye marichi se bahut bada nayak
Khalnayak
ହିନ୍ଦୁ ମୁସଲମାନ ଭାଇ ଭାଇ ହେଇ ଚଳିବା ଆବଶ୍ୟକ କିନ୍ତୁ ଏ ଭଳି ନାଟକ ଲେଖିବା ଠିକ୍ ନୁହଁ ଯାହାକି ହିନ୍ଦୁ ମୁସଲମାନ୍ ଭିତରେ ଭେଦ ଭାବ ହେବା ଏସବୁ ଠିକ୍ ଲାଗୁନି କି ଠିକ୍ ନୁହଁ ନାଟକ ହିଟ୍ ପାଇଁ ଏ ଭଳି ନାଟକ ଲେଖିବା ଠିକ୍ ନୁହଁ
ଭାଇ ଭାଇ ହେଇ ଚଳିବ ତୁମେ କୌଣସି ମୁସଲମାନ କୁ ଭାଇ କରି କି ଦେଖ
Bada chekular
ନାଟକ ଆରମ୍ଭ ରୁ ଶେଷ ପଯ୍ୟନ୍ତ ଦେଖନ୍ତୁ ତା ପରେ କଣ କରିବା କଥା କରନ୍ତୁ
Very good beta 👍👍👍
That scene is an awareness for all Hindus..we have already seen Kashmir in an independent india where democracy n so called recently trend sambidhan (bachao)was also at that time.
Bhala karichhi, Jatra cmp ku hin band karideba katha
ସେ ନାଟକ ଯୋଉ ଶଳା ଲେଖିଛି ସେ kn ଜାଣିନି କି ହିନ୍ଦୁ ପିଲା ଙ୍କ ମୁଣ୍ଡ ଖରାପ ହେଲେ ସେ kn କରିବେ ସେ ତ ଖାଲି ଗୋଇଠା ମାରିଲା,,, ଆମ ଗାଁ ପାଖ ହେଇଥିଲେ ସେ ବାଳ,, ଡ଼ାଇଲଗ,,, ଚଲେଇ ଦେଇନଥନ୍ତୁ,,,, ବୁଝିଲ ମୋ ଭାଇ,, ଯାତ୍ରା ଅନୁଷ୍ଠିତ ହୋଇଛି ମୋ ଓଡ଼ିଶା ର ସଂସ୍କୃତ ପରମ୍ପରା,,, ତେଣୁ ତାକୁ ଭଲକି ଭାବି ଚିନ୍ତି ବହି ଲେଖନ୍ତୁ,,Jay jagannath 🙏🙏
Jai sanatan❤
ଯାତ୍ରା ସ୍ବର୍ଣ୍ଣ ମହଲ, ସ୍ଥାନ ନକ୍ସା ପାଲି
କେନ୍ ନାକ୍ସା ପାଲି ହୋ
Dhanupali Naxapali Sambalpur hoo@@sumitkumarnaikkabita2891
Sambalpur
Perfect action
କେବଳ ହିନ୍ଦୁ ଧର୍ମର ଅପମାନ କାହିଁକି ? ଯାହା ହୋଇଛି ଠିକ୍ ହାଇଛି
ମୁ ଜଣେ ଯାତ୍ରା ପ୍ରେମି ଶବୁ ଯାତ୍ରା ପାଟି ଦେଖେ ବୁଝାମଣା ଭୁଲ୍ ପାଇଁ ଏ ଘଟଣା ହେଉଛି ଜଣେ କହିବ ମୁସଲିମ ହେଇଜିବ ତାହା ଠିକ୍ ନୁହେଁ Jay Jagannath Swami 🙏🏽🙏🏽🙏🏽
Jay Jagannath 🙏🙏🙏
Bhai🙏🙏🙏
Jay Sri Ram
ଭାଇ ପୁରା ବାଧିବ ଆମେ ହୀଦୁ
Jay jagannath
Bhai ei bahi tiku au karani
ହିଦୁଂ କଂ ବିରୋଧ ରେ କହିବା କେତେ ଠିକ୍।
ଭାଇ ଯାତ୍ରା ଟା ପୁରା ଦେଖ ତା ପରେ କୁହ
Bhai Swarna ମହଲ ନାଟକରେ ଦମ ଅଛି
Good bro
ନାଟକ ଦେଖିବାକୁ ଆମେ ବି ଭଲ ପାଉ କିନ୍ତୁ ଜାତି ଭେଦ କୁ ନେଇ ଏମିତି ଦୃଶ୍ୟ କରା ନଯାଉ😢
Nice 😊
Thik karichi
ଯାହା ହୋଇଛି ଠିକ ହୋଇଛି l କଦଳିଗଡ଼ରେ ବୋତଲ ମାଡ଼ ପରେ ନକ୍ସପାଲିରେ ଡାଇଲଗ ଓ ଅଭିନୟକୁ ଚେଞ୍ଜ କରିବାର ଥିଲା l ଲେଖକ ଗଣେଶ ବାବୁ ଓ ନିର୍ଦ୍ଦେଶକଙ୍କୁ ବି ମାଡ଼ ଦରକାର l
ଏଣିକି ଡାଇଲଗ ଓ ଅଭିନୟକୁ ପୁରା ଚେଞ୍ଜ କରିବାକୁ ଯାତ୍ରା ପାର୍ଟି ପରିଚାଳକ, ମାଲିକଙ୍କୁ ଅନୁରୋଧ l
ଏଇଟା ତ ମାତ୍ର ଗୋଟେ ଅଭିନୟ ଥିଲା କିନ୍ତୁ ଭବିଷ୍ୟତ ରେ ଯଦି ହିନ୍ଦୁ ଏକଜୁଟ ନ ହୁଅନ୍ତି ସତରେ ଏପରି ପରିସ୍ଥିତି ହେବାକୁ ବେସି ଡେରି ଲାଗିବନି
ନାଟ୍ଯକାର ମାନେ କଣ ପୁରାଣ ଭୁଲି ଗଲେ।
ଗାଲୁଗିରି ଛାଡନ୍ତୁ।
ଜୟ ଜଗନ୍ନାଥ
ଜୟ ଶ୍ରୀ ରାମ 🙏🙏
JaysriRam❤❤❤❤❤❤
Thik hoichi
Dharma ku nai kichhi Kahiba aau kariba agaru 100 thara chinta kariba darkar
Jia marichi goitha taku dhanyabad🙏🙏
Thik achhi
Krishna bhai. It's a learning to the writer don't write this types of story. It will be a major risk for actors to present on the stage.jay jagannath. I like your channel very much.❤❤🎉🎉.
ହିନ୍ଦୁ ଧର୍ମ ଉପରେ ଯାହା ନାଇଁ ତାହା ଟିପ୍ପଣୀ କରିବ,, କେହି କିଛି କହିବେନି
Jay Jagannath
Krishna bhai plz apanankara number darkar
bhai insta ku asantu debi
Insta I'd plz
Jollywood Ra No 1 Director Guru Mishra Sir 🙏🙏🙏
ନାଟକ କୁ ନେ ମାର ପିଟ ହେବା ଠିକ ନୁହେଁ,
ଯାତ୍ରା ଅନୁଷ୍ଠାନ ଗୋଟେ ଭଲ ଜିନିଷ କଳାକାର ଟିଏ ନିଜକୁ ରାତି ରାତି ଅନିଦ୍ରା ରଖି ନାଟକ ପରିବେଷଣ କରେ।ଅନ୍ୟମାନଙ୍କୁ ହସାଏ କନ୍ଦାଇ ଥାଏ।କିନ୍ତୁ ଏ ନାଟ୍ୟକାର ମାନଙ୍କ ମୁଣ୍ଡରେ କଣ ......... ବାଜିନି ଧର୍ମୀୟ ଭାବନାକୁ ଆଘାତ କଲାଭଳି ଦୃଶ୍ୟ ରଖିବା ଏକଦମ ଭୁଲ।
ନାଟକ ପରିବେଷଣ କାରି ଜଣେ ହିନ୍ଦୁ ଲେଖକ ଜଣଙ୍କ ହିନ୍ଦୁ ଦର୍ଶକ ହିନ୍ଦୁ ଓ ମୁସଲମାନ କିନ୍ତୁ ଗୋଇଠା ମାରୁଥିବା ଲୋକଟି ଗୋଟିଏ ଦର୍ଶକ ନୁହେଁ ସିଏ RSS ଓ BJP ଲୋକ । ଆଗରୁ ଏମିତି ନାଟକ ଅନେକ ହୋଇ ସାରିଲାଣି କିନ୍ତୁ ଏମିତି ଅଘଟଣ ହୋଇ ନ ଥିଲା । ନାଟକ ଟି ଶେଷ ପର୍ଯ୍ୟନ୍ତ ଦେଖିଲେ ଗୋଇଠା ମାରିବା ଲୋକଟି ନିଶ୍ଚିତ ବୁଝି ପାରି ଥାନ୍ତା କିନ୍ତୁ କଣ ହେବ ଓଡ଼ିଶାରେ BJP ଆସି ସାରିଛି ହିନ୍ଦୁ ମୁସଲିମ ହେବା ଶୋଭାବିକ
Jatra ⭕❗⭕🙏🏻🥺🥺🥺
ମୁସଲିମ ପରିବାର ର ସମସ୍ତେ ତାକୁ ମାରିଦେଲେ ଭାବି ସେ ଚୁପ୍ ରହି ପାରିଲାନି ଏଣୁ ଏ ନାଟକ ଅଭିନୟ କରିବା ପାଇଁ ଆମେ ଏକ ମତ ନୁହଁ
Boutha bhala haichi
Jay hindu
Salut se bhai ku jatra Ritter ku badao
ଏଭଳି ନାଟକ ଲେଖିଥିବା ଲେକଖ ମନେରଖନ୍ତୁ ,ଆଜୀ ତ କଳାକାର କୁଂ ମାଡ ହେଇଛୀ କାଲୀ ହୁଏତ ଗୁଳି ଫୁଟିପାରେ ,ତମ ନାଟକ ଭାଇରାଲ କରୀବା ପାଈଁ ସବୁ ହୀନ୍ଦୁ କୁ ମୁସଲମାନ ବନେଇବ ଲେଖିଚ,ଷ୍ଠେଜ ରେ ଏଭଳୀ କହୀଲେ ଗୁଳୀ ଫୁଟୀବ,,
Good
Bhai apanku request e jatra banda karantu nahele agaku ahuri ghatana ghatiba
ସବୁ ପରେ ବି ଭାଇ ଆମେ । ଏ ଦୁଇ ତିନି ବର୍ଷ ହବ ନାଟକ ପାଇଁ ଏତେ compition mood ରେ ଅଛୁ ଯେ ଭୁଲି ଯାଇଛୁ ଆମେ live ଷ୍ଟେଜ ରେ ପରିବେଶ କରୁଛୁ।
Jatra m
4:26